audio
audioduration (s)
0.14
183
sentence
stringlengths
2
1.11k
ଓଡ଼ିଶା ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘର ସହଯୋଗିତାରେ ଅନୁଷ୍ଠିତ ଏହି ପୁସ୍ତକ ମେଳାରେ ମୁମ୍ବାଇ କୋଲକାତା ହାଇଦ୍ରାବାଦ ଓ ଦିଲ୍ଲୀର ଖ୍ୟାତନାମା ପ୍ରକାଶକମାନେ ଯୋଗ ଦେଉଛନ୍ତି
ଏମ୍ପି ଟ୍ରେନ୍ କଲାଇଡେଡ୍ ମଧ୍ୟପ୍ରଦେଶର ସିଙ୍ଗାଉଲି ଥାନା ଅନ୍ତର୍ଗତ ବୈଧାନଠାରେ ଦୁଇଟି ମାଲବାହୀ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି
ଅନ୍ଲାଇନ ମାଧ୍ୟମରେ ପ୍ରଥମଥର ପାଇଁ ଆରମ୍ଭ ହେବାକୁ ଥିବା ଏହି ସମାରୋହ ଆସନ୍ତା ତିନି ସପ୍ତାହ ପର୍ଯ୍ୟନ୍ତ ଚାଲିବ
ମନ୍ତ୍ରଣାଳୟ ସିଆର୍ପିସି ଅଧୀନରେ କୌଣସି ଜଣାଶୁଣା ଅପରାଧ ମାମଲାରେ ବାଧ୍ୟତାମୂଳକ ଭାବେ ଏଫଆଇଆର୍ ପଞ୍ଜିକରଣ କରାଯିବା ଆବଶ୍ୟକ
ଦେଶରେ କୋବିଡ୍ ଆରୋଗ୍ୟହାର ଶତକଡ଼ା ପଞ୍ଚାନବେ ଦଶମିକ୍ ଦୁଇ ଆଠ ଭାଗ ରହିଛି
ଚଳିତବର୍ଷ ରାଜ୍ୟରେ ସ୍ାଭାବିକ ବର୍ଷା ହୋଇଥିବା ପାଣିପାଗ ବିଭାଗ କହିଛି
ଗତ ଆଠ ତାରିଖରେ ଡବଲିଂ କଲୋନୀସ୍ଥିତ ଏକ ପରିତକ୍ତ ଘରୁ ଦୁଇ ଶହେ ଅଠାଅଶୀ ବସ୍ତା ଚାଉଳ ଜବତ କରାଯାଇଥିଲା
ସେଠୁ ଅତି ସହଜରେ ପିଲାଟି ଉତ୍ତର ଦେଲା ଦୁଇ ପଇସାରେ ଖାଇବା ଜିନିଷ କିଣିବି ଓ ଆଉ ବଳକା ଦୁଇ ପଇସା ମୁଁ ମୋ ମାଆକୁ ଦେବି
କଟକର ଜଣେ ଅଶୀ ବର୍ଷୀୟ କର୍କଟ ଆକ୍ରାନ୍ତ ଆଉ ଚାରି ଆଠ ବର୍ଷ ବୟସ୍କ ମଧୁମେହ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି
ମୁନିଙ୍କ କଥା ଶୁଣି ଝିଅଟି ହସି ପକାଇଲା
କମିଶନ୍ ବିବେକ ଦୁବେଙ୍କୁ ପଶ୍ଚିମବଙ୍ଗର ସ୍ତନ୍ତ୍ର ପୁଲିସ୍ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରି ସାରିଛି
ଦୁଇ ହଜାର ସାତ ମସିହାରେ ହାଇଦ୍ରାବାଦ୍ର ଗୋକୁଲା ଚାଟ୍ ଓ ଲୁମ୍ବିନି ପାର୍କଠାରେ ଦୈତ ବୋମା ବିସ୍ଟୋରଣ ଘଟି ବୟାଳିଶି ଜଣ ଲୋକ ପ୍ରାଣ ହରାଇଥିଲେ ଓ ପଚାଶ ଜଣ ଆହତ ହୋଇଥିଲେ
ସେଥିପାଇଁ ତୁମ ଦୁଇଜଣଙ୍କ ହାତରେ ଆଗ ଚିଠି ଖଣ୍ଡିଏ ପଠାଇଦେଲି
ସମ୍ଭବତଃ ଦେଶରେ ଇଦ୍ ପର୍ବ ପାଳନ ଅବସରରେ ମସ୍ଜିଦ୍ ଓ ଇଦ୍ଗାହଗୁଡ଼ିକରେ ସାମୂହିକ ନମାଜ ପାଠ କରା ନ ଯିବା ଏହା ପ୍ରଥମ ଘଟଣା
ସେ କହିଛନ୍ତି ବର୍ଭମାନ ଭାରତୀୟ ଯବାନମାନେ ପାକିସ୍ତାନର ଏହି ଅସ୍ତ୍ରବିରତି ଲଙ୍ଘନ ବିରୁଦ୍ଧରେ ଆମର କଡ଼ା ଜବାବ ଦେଉଛନ୍ତି
ରାଜ୍ୟରେ ଡାକ୍ତର ଅଭାବ ଦୂର କରିବା ପାଇଁ ମଧ୍ୟ ଆଲୋଚନା ହୋଇଥିଲା
ଏଠାରେ ସ୍ମରଣ ଯୋଗ୍ୟ ରାଜ୍ୟ ଅତିଥିଶାଳା ହରିନିବାସକୁ ସରକାର ଏକ ଉପକାରାଗରରେ ପରିବର୍ତ୍ତନ କରି ତାଙ୍କୁ ସେଠାରେ ଅଟକ ରଖିଛନ୍ତି
ତତେ ଏବେ ମୁଁ ନେଇ କଣ କରିବି ସେ ବିଳାପ କରିବାରେ ଲାଗିଲା
ପନ୍ଦର ବର୍ଷୀୟ ଆକାଶଙ୍କ ପିତା ହରିୟାଣାର ଜଣେ କୃଷକ
ଏଥିମଧ୍ୟରେ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ ଛଅ ଦୁଇ ଛଅ ଛଅ ଟି ଏବଂ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ଚାରି ନଅ ଛଅ ଟି ପଛୁଆବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଶୁନ୍ୟ ଟି ଓ ସଂଖ୍ୟାଲଘୁ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ କୋଟି ଛାତ୍ରାବାସ ନିର୍ମାଣ କାର୍ଯ୍ୟ ଶେଷ କରାଯାଇ କାର୍ଯ୍ୟକ୍ଷମ କରାଯାଇଛି
ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରୟାଗରାଜର ବାରୌଲି ବିମାନ ବନ୍ଦରର ନୂଆ ଟର୍ମିନାଲ୍ ଭବନକୁ ଉଦ୍ଘାଟନ କରିବେ
ଆମେ ତା କବଳରୁ ଛୁଆଗୁଡ଼ିକୁ ରକ୍ଷା କରିପାରିବା ନାହିଁ
ଦେଶରେ କରୋନା ସଂକ୍ରମଣ ସ୍ଥାନୀୟ ସ୍ତରରେ ରହିଛି ଗୋଷ୍ଠୀ ସଂକ୍ରମଣ ହେବାର ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନାହିଁ ବୋଲି କହିଲେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ନ ସଚିବ ଗାଡି କାଗଜପତ୍ର ନବୀକରଣ ବୈଧତାକୁ ଜୁନ୍ ତିରିଶି ପର୍ଯ୍ୟନ୍ତ ବୃଦ୍ଧି କଲେ କେନ୍ଦ୍ର ସରକାର
ପ୍ରଥମ ପର୍ଯ୍ୟାୟରେ ନାମ ନଲେଖାଇଲେ ସେମାନେ ନାମଲେଖା ପ୍ରକ୍ରିୟାରୁ ବାଦ ପଡ଼ିବେ
ରାଜାଙ୍କ କଥା ଅନୁସାରେ ପାରାଦଳ ଜାଲ ସହ ଆକାଶକୁ ଉଡ଼ିଗଲେ
ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଅବସରକାଳୀନ ଖଣ୍ଡପୀଠ କହିଛନ୍ତି ଭାରତର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ବୃହତ୍ତର ଖଣ୍ଡପୀଠ ଏ ବିଷୟରେ ଶୁଣାଣି କରି ନିର୍ଦ୍ଦେଶ ଦେଇସାରିଛନ୍ତି
ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ ମଧ୍ୟରେ ଆସନ୍ତାକାଲି ଦୁବାଇଠାରେ ଅନୁଷ୍ଠିତ ହେବ ଚଳିତ ଆଇପିଏଲ୍ର ଫାଇନାଲ୍ ମ୍ୟାଚ୍
ଯେଉଁସବୁ ଷ୍ଟେସନ୍ରେ ଏହି ଟ୍ରେନ୍ ଅଟକିବ ସେଗୁଡ଼ିକ ମଧ୍ୟରେ ନାଶିକ୍ ରୋଡ୍ ମାମାଡ ଜଲଗାଓଁ ଭୂଷାବଳ ଦୁରହାପୁର ଖଣ୍ଡ ଇତାସି ଜବଲପୁର ସନା କାଟନୀ ମାଣିକପୁର ପ୍ରୟାଗରାଜ ଛେଓକି ଦିଦୟାଲ୍ ଉପାଧାୟ ନଗର ଓ ବକ୍କାର ରହିଛି
କେବଳ ଅଧୁକୃତ ଲୋକମାନେ ହିଁ ଏହି କେନ୍ଦ୍ରକୁ ଯାଇପାରିବେ ବୋଲି ସେ ଟ୍ରିରେ ଉଲ୍ଲେଖ କରିଛନ୍ତି
ଡଙ୍ଗାବୁଡ଼ି ତିନି ନିଖୋଜ ପାରାଦ୍ବୀପର ନେହରୁ ବଙ୍ଗଳା ମୁହାଣ ନିକଟରେ ଆଜି ଏକ ମାଛଧରା ଟ୍ରଲର ବୁଡ଼ିଯିବାରୁ ତିନି ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି
ସେହିପରି ଗ୍ରାମାଂଚଳରେ ଜଳ ସମ୍ପଦ ବିଭାଗର ଅଧା ବାକି ଥିବା କାମ ଋଲୁ ରହିବ
ଦେଖିବ ମୁଁ ତୁମକୁ ପାଞ୍ଚ ହଜାର୍ ଟଙ୍କା ଦିଆଇଦେବି
ପାଞ୍ଚ
ମସ୍କୋ ସମେତ ରୁଷିଆର ଅନ୍ୟ କେତେକ ସହରରେ ଗତ ଶନିବାର ଦିନ ତାଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ପୁଲିସ୍ ପକ୍ଷରୁ ସୂଚନା ମିଳିଛି
ସେଗୁଡ଼ିକ ମଧ୍ୟରେ ଆଠ ଛଅ ପାଞ୍ଚ ଟି ସରକାରୀ ପରୀକ୍ଷାଗାର ଓ ତିନି ପାଞ୍ଚ ଆଠ ଟି ବେସରକାରୀ ପରୀକ୍ଷାଗାର ରହିଛି
ବାଘମାମୁଁର ସେଇ ପୁରୁଣା ଉଜୁଡ଼ାଘରକୁ ଆମକୁ ସଜାଡ଼ିବାକୁ ହେବ
ଯାଏଁ ଝିଅଟା କଣ କରୁଛି ଦେଖେଁ
ନଅ
ଟୁନି କହିଲା ଅଜା ତମବେଳ ପାଠପଢା କଥା ଶୁଣି ଆମକୁ ଡର ମାଡ଼ିଲାଣି
ଯଦି ବର୍ଷା ସ୍ାଭାବିକ ରହେ ତାହେଲେ ଚାଷ କାର୍ଯ୍ୟ ଠିକ ରୂପେ କରାଯାଇପାରିବ ବୋଲି ଅନୁମାନ କରାଯାଉଛି
ଚଳଚ୍ଚିତ୍ର ଅଭିନେତା ମିଥୁନ୍ ଚକ୍ରବର୍ତ୍ତୀ ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କ ସପକ୍ଷରେ ରୋଡ ଶୋ କରୁଛନ୍ତି
ଦ୍ବିତୀୟ ପର୍ଯ୍ୟାୟରେ ବିହାରର ପୂର୍ଣ୍ଣିଆ କିଶଗଞ୍ଜ କଟିହାର ଭାଗଲପୁର ଓ ବାଙ୍କ ନିର୍ବାଚନ ମଣ୍ଡଳୀରେ ଭୋଟଗ୍ରହଣ ହେବ
ପୃଥିବୀର ପ୍ରତ୍ୟେକ ସମାଜରେ ନଦୀ ସହିତ ଅନେକ ପରମ୍ପରା ଜଡିତ ରହିଛି
ତୁମେ ପରିସ୍ରା କଲେ ମୁଣ୍ଡ ଫଟାଇ ଦେବି
ଚୀନକୁ ଏହି ଦୁଃସମୟରେ ଆନ୍ତର୍ଜାତିକ ସାହାଯ୍ୟ ସହଯୋଗର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି
ଟିକିଏ ପାଖରେ ଛିଡ଼ାହୋଇ କଥା ଶୁଣୁଥିବା ଧୋବଣୀ ଧୀରେ ଧୀରେ କହିଲା ସେମାନେ ରାଜାଙ୍କ ନିକଟରେ ଏକଥା ଜଣାଇ ଦେଲେ
ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ଭାରେ ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ୍ ଡୋବାଲ୍ ଓ ଭାରତୀୟ ସଶସ୍ତ୍ର ବାହିନୀର ତିନି ଟିଯାକ ଶାଖାର କମାଣ୍ଡରମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରୁଛନ୍ତି
ଏ କ୍ଷେତ୍ରରେ ପିଲା ମାନଙ୍କୁ ସାହାଯ୍ୟ ସକରିବାକୁ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ କୁହାଯିବ
ଏବଂ ଦେଶରେ ଆରୋଗ୍ୟହାର ସତାନବେ ଦଶମିକ ତିନି ଦୁଇ ପ୍ରତିଶତକୁ ବୃଦ୍ଧି
ଗୁଜରାତରେ ଛଅ ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ତିନୋଟିର ଫଳାଫଳ ପ୍ରକାଶ ପାଇଛି
ଋଷି ତାକୁ ପଚାରିଲେ ମୋ ଝିଅକୁ ତୁମେ ବିଭା ହେବ
ଆସନ୍ତାକାଲି ପ୍ରାର୍ଥୀମାନଙ୍କର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ
ସେ କହିଛନ୍ତି ମଧ୍ୟପ୍ରଦେଶ ଗୁଜରାତ୍ ପଞ୍ଜାବ ଆନ୍ଧ୍ରପ୍ରଦେଶ ତାମିଲନାଡ଼ୁ କେରଳ ଓ ଗୋଆ ପରକୁ ଏହି ସଫଳତା ହାସଲରେ ବିହାର ଅଷ୍ଟମ ରାଜ୍ୟର ମାନ୍ୟତା ହାସଲ କରିଛି
ଗତ ତିନି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପୁଣି ଥରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ତାଙ୍କ ଦଳ ଏହି ପ୍ରସଙ୍ଗରେ କିଭଳି ଉତ୍ତର ଚାହୁଁଛନ୍ତି ତାହା ଗୃହରେ ଜଣାଇବା ଆବଶ୍ୟକ ବୋଲି ସେ କହିଛନ୍ତି
ପ୍ରେସିଡେଣ୍ଟ ରିଟର୍ଣ୍ଣ ଆଫ୍ରିକୀୟ ରାଷ୍ଟ୍ର ବେନିନ ଗାମ୍ବିଆ ଓ ଗିନି ଗସ୍ତ ଶେଷ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସକାଳେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି
ଅପାକୁ ଛିଗୁଲାଇ କହେ ତୁ ପାଠ ପଢ଼ି କଣ କରିବୁ
ଦେଶରେ ଚାରି ଲକ୍ଷ ହେକ୍ଟର ଜମିରେ ଏହି ବିହନ ବୁଣିବା ଲାଗି ଲକ୍ଷ୍ୟ ରଖାଯାଇଛି
ଏ କଥା ରାଜାଙ୍କ ମୁହଁରୁ ଶୁଣି ସମସ୍ତେ ହସି ଉଠିଲେ
ପ୍ରାଚୀନ କାଳରେ ଭାରତବର୍ଷରେ ମହର୍ଷି ପାତଞ୍ଜଳି ଯୋଗସୂତ୍ର ରଚନା କରିଥିଲେ
ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଚାରି ଦିନପାଇଁ ବ୍ରହ୍ମପୁର ସହରକୁ ସଡାଉନ୍ ଘୋଷଣା କରିଛନ୍ତି
ଆଜି ସନ୍ଧ୍ୟାରେ ସେଠାରେ ପ୍ରଚାର ଶେଷ ହୋଇଛି
ବୈଦେଶିକ ବିଭାଗ ମୁଖପାତ୍ର ରବିଶ କୁମାର କହିଛନ୍ତି ଶ୍ରୀ କୋବିନ୍ଦ ଓ ଶ୍ରୀ ୟି ଭାରତ ଓ ଚୀନ୍ ମଧ୍ୟରେ ଲୋକସଂପର୍କ ବୃଦ୍ଧି ପାଇଁ ଉପାୟ ଗୁଡ଼ିକ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି
ସମସ୍ତ ଗାଡ଼ିଲାଗି ଆସନ୍ତାକାଲିଠାରୁ ଫାଟାକୁ ବାଧ୍ୟତାମୂଳକ କରାଯିବ ବୋଲି ପୂର୍ବରୁ କେନ୍ଦ୍ର ରାଜପଥ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଘୋଷଣା କରିଥିଲେ
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସେମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସି ମାଧ୍ୟମରେ ବାର୍ତ୍ତାଳାପ କରିବେ
ନଅ
ସେ କହିଛନ୍ତି ବର୍ଭମାନ ସାମାଜିକ ଗଣମାଧ୍ୟମ ଅତି ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଉଥିବାରୁ ଏହି କ୍ଷେତ୍ରରେ କଣ ସବୁ ଘଟୁଛି ସରକାର ତାହା ଜାଣିବାକୁ ଚାହିଁଛନ୍ତି
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିର ବହୁ ବରିଷ୍ଠ ନେତା ତାଙ୍କର ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି
ସେହିଭଳି ଆସାମ ରାଜସ୍ଥାନ ମଧ୍ୟପ୍ରଦେଶ ତିନୋଟି କରି ତେଲଙ୍ଗାନା ହରିଆଣା ଛତିଶଗଡ଼ ଏବଂ ଝାଡ଼ଖଣ୍ଡର ଦୁଇଟି ଲେଖାଏଁ ଆସନ ଖାଲି ରହୁଛି
କମ୍ଭୁପାଣି ଜାଣିଶୁଣି କାଳିଦାସଙ୍କ ଦେହକୁ ଠେସି ହୋଇ ଚାଲିବାକୁ ଲାଗିଲେ
ବିଜେପି ଶତ୍ରୁଘନ ସିହ୍ନାଙ୍କ ସମେତ ସାତ ଜଣ ଉପସ୍ଥିତ ଏମ୍ପିଙ୍କୁ ଟିକେଟ୍ ଦେଇ ନାହିଁ
ଦରଜି ପୁଅ ସିଲେଇ କରିଥିବାରୁ ଛୁଆଗୁଡ଼ିକର ବେକ ଚାରିପଟେ ଗୋଟାଏ ନାଲିଗାର ଥିବା ଦେଖିବାକୁ ମିଳିଲା
ଉଚ୍ଚପଦାଧୁକାରୀ ମାନଙ୍କ ସହ ଏକ ସମୀକ୍ଷା ବୈଠକ ପରେ ଶ୍ରୀ କୁମାର କହିଛନ୍ତି ଯେ ରାଜ୍ୟର ସମସ୍ତ ଧାର୍ମିକସ୍ଥଳୀକୁ ମଧ୍ୟ ସର୍ବସାଧାରଣଙ୍କ ନିମନ୍ତେ କରି ଦିଆଯାଇଛି
ସେନାବାହିନୀର ଜଣେ ମୁଖପାତ୍ର କହିଛନ୍ତି ଅନ୍ୟ ଆହତ ଲୋକମାନଙ୍କର ହସ୍ପିଟାଲରେ ଚିକିତ୍ସା କରାଯାଉଛି
ଗତ ଶନିବାର ଦିନର ଭୋଟ୍ ଗ୍ରହଣରେ ଶତକଡ଼ା ବାଷଠି ଦଶମିକ୍ ଅଣଷଠି ଭାଗ ମତଦାନ ହୋଇଥିଲା
ସେ କହିଛନ୍ତି ଆଜି ସଂଧ୍ୟା ସୁଦ୍ଧା କଟକର ମୁଣ୍ଡଳିରେ ସାଢ଼େ ସାତ ଲକ୍ଷରୁ ଆଠ ଲକ୍ଷ ଘନଫୁଟ ପାରି ପ୍ରବାହିତ ହେବ
ଟ୍ରିବ୍ୟୁନାଲ୍ ଶୁଣାଣି କରି କହିଛନ୍ତି ଉଭୟ ରାଜ୍ୟ ମଧ୍ୟରେ ବୈଷୟିକ ଟିମ୍ ଗଠନ କରାଯାଇ ସ୍ଥିତି ଅନୁଧ୍ୟାନ କରିବେ
କରୋନା ଭାଇରସ୍ ମୁକାବିଲା ପାଇଁ ରାଜ୍ୟ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଭୁବନେଶ୍ରରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ
ଗୋପାଳର ଏଭଳି କଥା ଶୁଣି ସମସ୍ତେ ଠୋ ଠୋ ହୋଇ ହସିଲେ
ଏହି କେୟାରଟେକର ଜଣଙ୍କ ଡାକ୍ତରଙ୍କ ଯୋଗାଯୋଗରେ ରହି ତାଙ୍କ ପରାମର୍ଶ ଅନୁଯାୟୀ ରୋଗୀଙ୍କ ଯତ୍ନ ନେବେ
ନିଜ ପିତାଙ୍କ ସମୟରେ ସ୍ଥିରଜୀବି ନାମକ ଜଣେ ବୃଦ୍ଧ ମନ୍ତ୍ରୀ ଥିଲେ
ସେ ଲାଜରେ ଚୁପ୍ ହୋଇଗଲା କହିଲା କୋକିଭାଇ ତୁମେ କେତେ ଉଦାର
ବଣି ଚଢ଼େଇ ଅଣ୍ଡା ଉଷୁମ କରି ଚାଲିଲା କିଛିଦିନ ପରେ ଅଣ୍ଡା ଫୁଟି ତହିଁରୁ ଛୁଆ ବାହାରିଲେ
କଟକ ଭଦ୍ରକ ନୀଳଗିରି ଉଦଳା ପଟ୍ଟାମୁଣ୍ଡାଇ ଓ ଖରିଆରରେ ନୂଆ କୋର୍ଟ ଖୋଲିବ
ପରେ ଗୁରୁବାର ଦିନ ରାଷ୍ଟ୍ରପତି ଚେନ୍ନାଇର ଆନ୍ନା ବିଶ୍ବିଦ୍ୟାଳୟର ଚାରି ଏକ ତମ ଦୀକ୍ଷାନ୍ତ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି
ସେ ବହୁ ଧନ ସମ୍ପଦର ମାଲିକ ଥିଲା
ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସନ୍ତୋଷ ଗଙ୍ଗାର କହିଛନ୍ତି ଦୁଇ ଶୁନ୍ୟ ଦୁଇ ଶୁନ୍ୟ ରୁ କୋଡିଏ ତେଇଶି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଯୋଜନା ଲାଗି କ୍ୟାବିନେଟ୍ରେ ମୋଟ୍ କୋଡିଏ ହଜାର ଆଠ ଶହେ ନଅ କୋଟି ଟଙ୍କା ଅନୁମୋଦନ କରାଯାଇଛି
ଏହି ସ୍ଥାନଗୁଡ଼ିକ ଯୋଗୁଁ ରାଜସ୍ବ ଆଦାୟ ବୃଦ୍ଧି ପାଇବ ଓ ସ୍ଥାନୀୟ ଲୋକମାନଙ୍କୁ କାମଧନ୍ଦା ମିଳିପାରିବ
ନିୟୁ ଇୟର ବ୍ରିଟିସ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ହଜାର ଊଣାଇଶ ନୂଆବର୍ଷ ଉପଲକ୍ଷେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି
ସେ ବଡ଼ ସାହସୀ ହେଲେ ତାର ଏକ ସମସ୍ୟା ରହିଛି
ସାମ୍ବାଦିକମାନଙ୍କ ସହ କଥାବାର୍ତାବେଳେ ଶ୍ରୀ ଯୋଶୀ କହିଛନ୍ତି
ନୂଆଦିଲ୍ଲୀରେ ଶାନ୍ତି କାର୍ଯ୍ୟକ୍ରମରେ ଉତ୍ସବରେ ଉଦ୍ବୋଧନ ଦେଲାବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ ଏହା କହିଛନ୍ତି
ଦେଶରେ ଦୁଇ ଶୁନ୍ୟ କୋଟିରୁ ଅଧିକ ନମୁନା ପରୀକ୍ଷା କରାଯାଇ ସାରିଲାଣି
ସୂଚନା ଅନୁସାରେ ପୁରୀର ଲୋକନାଥ ଭୁବନେଶ୍ରର ଲିଙ୍ଗରାଜ କଟକର ଗଡ଼ଗଡ଼ିଶ୍ର ପୀଠ ଧବଳେଶ୍ର ନୟାଗଡ଼ର ଲଡ଼ୁବାବା ପୀଠ ଢେଙ୍କାନାଳର କପିଳାସ ଭଦ୍ରକର ଆଖଣ୍ଡଳମଣି ବାଲେଶ୍ବରର ଝାଡ଼ିଶ୍ର ଆଦି ରାଜ୍ୟର ପ୍ରସିଦ୍ଧ ଶୈବପୀଠରେ ଆଦୌ ବୋଲବମ ଭକ୍ତ ନାହାନ୍ତି
ଆଜିକାଲି ଅବଶ୍ୟ ଜଙ୍ଗଲରେ ଶିକାର କରିବା ଆଇନ୍ ଅନୁସାରେ ଅପରାଧ
ଆଠ
ସେ କହିଛନ୍ତି ତିନି ଶହେ ସତୂରୀ ଧାରା ଉଚ୍ଛେଦ ପରେ ଆଠ ଶୁନ୍ୟ ଶୁନ୍ୟ ରୁ ଊଦ୍ଧ କେନ୍ଦ୍ରୀୟ ଆଇନ୍ ଏଡି ଦୁଇ କେନ୍ଦ୍ର ଶାସିତ ଅଞ୍ଚଳରେ କାର୍ଯ୍ୟକାରୀ ହୋଇପାରିବ
ବୁଢ଼ୀର ବର୍ଷାହେଲା ବେଳୁଁ ଆଖିରୁ ଲୁହଧାର ବନ୍ଦ ହୋଇ ନାହିଁ
ଦୂରରୁ ସମୁଦ୍ରକୁ ଚାହିଁଲେ ସତେ ଯେପରି ଜଣାପଡ଼େ ଲାଲ୍ ରଙ୍ଗର ଢେଉ ଆମ ଆଡ଼କୁ ମାଡ଼ି ଆସୁଛି
ନଅ