audio
audioduration (s) 0.14
183
| sentence
stringlengths 2
748
|
|---|---|
ଜଣେ ସନ୍ନ୍ୟାସୀ ସ୍ମିତ ହସି ଆଖିବୁଜି ଧ୍ୟାନସ୍ଥ ହେଲେ
|
|
ଉଭୟ ନେତା ଅନେକ ଦ୍ବିପକ୍ଷିୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି
|
|
ଶ୍ରୀ ମୋଦୀ କହିଛନ୍ତି ଲଦାଖରେ ଯେଉଁ ଯବାନମାନେ ଆତ୍ମବଳୀ ଦେଇଛନ୍ତି ରାଷ୍ଟ୍ର ସେମାନଙ୍କର ସାହସିକତା ଆଗରେ ମଥାନତ କରୁଛି
|
|
ଦୁଇ
|
|
ଶ୍ରୀ ନଡ଼ା କହିଛନ୍ତି ଏହି ଯୋଜନାରେ ହିତାଧୁକାରୀଙ୍କ ପାଇଁ କୌଣସି ପଞ୍ଜୀକରଣର ଆବଶ୍ୟକତା ନାହିଁ
|
|
ଚାରିଥର ଅଣ୍ଡର୧୯ ବିଶ୍କପ୍ କ୍ରିକେଟ୍ ଚାମ୍ପିୟନ୍ ଭାରତୀୟ ଦଳ ଗତକାଲିର ସେମିଫାଇନାଲ୍ ମ୍ୟାଚ୍ରେ ପାକିସ୍ତାନକୁ ନଅ ିକେଟରେ ହରାଇ ଦେଇଛି
|
|
ତୁମେ କେବଳ ଚାଲିପାରୁ ନାହଁ ସେଥିପାଇଁ ତୁମକୁ ସାହାଯ୍ୟ କରିବା ପାଇଁ କିଛି ଭଲ ଲୋକ ନିଶ୍ଚୟ ଆଗେଇ ଆସିବେ
|
|
ଏବଂ ରାଜ୍ୟରେ ଶୀତର ପ୍ରକୋପ ଜାରି
|
|
ରାଜାଙ୍କ କଥା ଶୁଣି ଦିୱାନ୍ ହାତରେ ଧରିଥିବା ତରବାରୀକୁ ତଳେ ଥୋଇ ମଥା ଅବନତ କରି ଠିଆହେଲେ
|
|
ରଜବେଳେ କାଁ ଭାଁ କେମିତି ଖେଳ ହେଉଛି ନ ହେଲେ ନାହିଁ
|
|
ପୁଣି ତୁମେ ସୂର୍ଯ୍ୟଙ୍କୁ ଚାହିଁ ରହିଛ କାହିଁକି
|
|
କଳସଟି ପିତ୍ତଳରେ ତିଆରି ହୋଇଥିଲା
|
|
ଚିରଂଜୀବି କହିଲେ ନିଜେ ଏକାକୀ କୌଣସି ପଦକ୍ଷେପ ନେବା ଉଚିତ୍ ନୁହେଁ ଅନ୍ୟଠାରୁ ସାହାଯ୍ୟ ଗ୍ରହଣ କରିବା ଆବଶ୍ୟକ
|
|
କାଶ୍ମୀରରେ ସାନି ତୁଷାରପାତ ହୋଇଛି
|
|
ଆକାଶବାଣୀର ସବୁ କେନ୍ଦ୍ର ବିବିଧଭାରତୀ ଡିଟିଏଚ୍ ଏଫ୍ ଏମ୍ ରେବୋ ସେବା ଏବଂ ଆକାଶବାଣୀ ଅଧୀନସ୍ଥ ୫ଟି ଗୋଷ୍ଠୀ ବେତାର କେନ୍ଦ୍ରରୁ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ଶୁଣିବାକୁ ମିଳିବ
|
|
ସେହିସବୁ ରସାୟନିକ କାରଖାନା ଗ୍ରହଣ କରିଥିବା ନିରାପତ୍ତା ବ୍ୟବସ୍ଥା ସମ୍ବନ୍ଧରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବାକୁ ପରାମର୍ଶ ଦିଆଯିବ
|
|
ଗତ ଅଠର ତାରିଖରେ ସୁପ୍ରିମକୋର୍ଟ ରଥଯାତ୍ରା ଅନୁଷ୍ଠିତ ନ ହେବାକୁ ନିର୍ଦ୍ଦେଶ ଜାରି କରିଥିଲେ
|
|
ନିର୍ଘଣ୍ଟୁରେ ସଜନାର ଏପରି ଗୁଣ ବର୍ଣ୍ଣନା ଅଛି କି ନାହିଁ ଆମ୍ଭେମାନେ ଜାଣୁ ନାହିଁ
|
|
ଏଥିଲାଗି କଟକର ଦେବୀଗଡାଠାରେ କେତେକ ଅସ୍ଥାୟୀ ପୋଖରୀ ଖନନ କରାଯାଇଛି
|
|
ପହିଲିଭୋଗ ଘର୍ଷଣ ହେବା ସହ ମଣିବାବାଙ୍କୁ ଦିଗମ୍ବର ଯୋଗୀ ବଡସିଂହାର ବେଶରେ ସୁସଜ୍ଜିତ କରାଯାଇ ଚଳନ୍ତି ପ୍ରତିମା ଶ୍ରୀ ଚନ୍ଦ୍ରଶେଖରଙ୍କୁ ବିମାନରେ ନଗର ପରିକ୍ରମା କରାଯାଇଛି
|
|
ଚଳିତ ମାସ ପହିଲାରୁ ଟିକାଦାନ ପରିସର ବୃଦ୍ଧି କରାଯାଇ ୪୫ବର୍ଷରୁ ଉର୍ଣ୍ଣ ସମସ୍ତଙ୍କୁ ଟିକା ଦିଆଯାଉଛି
|
|
ଏହି ବୈଠକରେ ଦଳର କାର୍ଯ୍ୟକାରୀ କମିଟି ସଦସ୍ୟ ପିସିସି ମୁଖ୍ୟ ବିଭିନ୍ନ ରାଜ୍ୟର କଂଗ୍ରେସ ସଂସଦୀୟ ଦଳର ନେତା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରମୁଖ ଯୋଗ ଦେଇଥିଲେ
|
|
ସେ ଶ୍ରୀଲଙ୍କା ଦେଇ ସାଉଦି ଆରବ ପଳାଇଯିବାକୁ ଯୋଜନା କରୁଥିବା ବେଳେ ଏଆଇଏର ଏକ ଦଳ ତାକୁ ନୂଆଦିଲ୍ଲୀସ୍ଥିତ ଇନ୍ଦିରାଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଗିରଫ କରିଛି
|
|
ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼ ସମ୍ବଲପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି
|
|
କରୋନା ନନ୍ଦନକାଳନ ବନ୍ଦ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖ୍ ଆସନ୍ତାକାଲିଠାରୁ ମାର୍ଚ୍ଚ ଏକତିରିଶି ତାରିଖ ଯାଏଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନଙ୍କୁ ବନ୍ଦ ରଖାଯାଇଛି
|
|
ବିକ୍ଷୋଭକାରୀମାନେ ହସ୍ତତନ୍ତ ମନ୍ତ୍ରୀ ଓ ପାର୍ଟି ନେତା ରଞ୍ଜିତ ଦତ୍ତଙ୍କ ବେହାଲିସ୍ଥିତ ଘର ଉପରେ ଆକ୍ରମଣ କରିଥିଲେ
|
|
ଗୁରୁଙ୍କର ଆଦେଶ ଅନୁଯାୟୀ ଉପମନ୍ୟୁ ଗାଈ ଚରାଇବା ବେଳେ କୌଣସି ଖାଦ୍ୟ ଖାଇଲେ ନାହିଁ
|
|
ମନ୍ତ୍ରୀ କହିଛନ୍ତି କୃଷକମାନଙ୍କ କଲ୍ୟାଣ ପାଇଁ ସରକାର ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ ନାମକ ଏକ ନୂଆ ଯୋଜନାକୁ ଅନୁମୋଦନ କରିଛନ୍ତି
|
|
କ୍ରୋଧରେ ପିମ୍ପୁଡ଼ି ଧାଡ଼ି ଉପରେ ଚାପ ଦେଇ ଦୌଡ଼ିବାକୁ ଲାଗିଲା
|
|
ଅପରପକ୍ଷରେ ଆଇନଜୀବୀମାନଙ୍କ ଅନ୍ୟ ଏକ ଗୋଷ୍ଠୀ ହାଇକୋର୍ଟ ବାର ପରିସରରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିବା ବେଳେ ବିଜେଡ଼ି ଆଇନ ସାମୁଖ୍ୟର କିଛି କର୍ମକର୍ତ୍ତା ଓ ରାଜ୍ୟ ଆଇନଜୀବୀ ପରିଷଦର ଜଣେ କର୍ମକର୍ତ୍ତାଙ୍କ ବିରୁଦ୍ଧରେ ବିକ୍ଷୋଭ କରିଥିବା ଜଣାପଡ଼ିଛି
|
|
ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ମାଓ ସାମଗ୍ରୀ ଜବତ କରାଯାଇଛି
|
|
ରାଜା ଭାବିଲେ ଯେ ପିଲା ପାଣିରେ ବୁଡ଼ି ଶେଷ୍ କିନ୍ତୁ ଯାହାକୁ ରଖିବେ ଅନନ୍ତ କି କରିବ ବଳବନ୍ତ
|
|
ନିର୍ବାଚନ ସମ୍ପର୍କୀୟ ବିଭିନ୍ନ ତଥ୍ୟବଳୀ ଓ ସୂଚନା ଲୋକଙ୍କୁ ଜଣାଇବା ପାଇଁ ଆୟୋଗଙ୍କ ପକ୍ଷରୁ ସମାଧାନ ସୁବିଧା ସୁଗମ ଆଲାସ୍ ଓ ସିଭିଜିନ୍ ଆପ୍ର ବ୍ୟବସ୍ଥା କରାଯାଇଛି
|
|
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋର୍ଟରେ କହିଛନ୍ତି ବର୍ଭମାନ ସିବିଆଇ ଦ୍ବାରା ତାଙ୍କୁ ବିଚାରବିଭାଗୀୟ ହାଜତରେ ରଖାଯାଇଥିବାରୁ ପ୍ରମାଣପତ୍ରଗୁଡ଼ିକୁ ସେ ନଷ୍ଟ କରିପାରିବେ ନାହିଁ
|
|
ତିନି ତାରିଖ ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ବାର ଟା ଭିତରେ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ
|
|
ଏକ ଝିଟ୍ କରି ସେ କହିଛନ୍ତି ଗତରାତିଠାରୁ ମାଧ୍ୟମରେ ଲୋକମାନେ ବର୍ଷକର ବାର ମାସ ଯେକୌଣସି ସମୟରେ ଅର୍ଥ ନେଣଦେଣ କରିପାରିବେ
|
|
ତେଇଶି ତାରିଖରେ ଭୋଟଗଣତି ହେବ
|
|
ଏକ ହଜାର ନଅ ଶହେ ଛୟାଅଶୀ ମସିହାରେ ପ୍ରଣୀତ ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରୀ ହେବାର ଚଉତିରିଶି ବର୍ଷ ପରେ ଏକବିଂଶ ଶତାବ୍ଦୀର ପ୍ରଥମ ଶିକ୍ଷାନୀତି ଭାବରେ ଏନ୍ଇପି୨୦୨୦ର ଘୋଷଣା କରାଯାଇଛି
|
|
ରାଜ୍ୟସଭାରେ ମଧ୍ୟ ସେହି ଏକା ପରିସ୍ଥିତି ଲାଗି ରହିଥିଲା
|
|
ଏହି ଯୋଜନା ଅଧୀନରେ ଜାତୀୟ ଖାଦ୍ୟ ନିରାପତ୍ତା ଆଇରୁ ବଞ୍ଚିତ ରାଜ୍ୟର ପଚିଶି ଲକ୍ଷ ଗରିବଙ୍କୁ ମାସକୁ ପାଞ୍ଚ କିଲୋ ଏକ ଟଙ୍କିଆ ଚାଉଳ ଦିଆଯିବ
|
|
ଚାରି
|
|
ସେ କହିଛନ୍ତି ତାଙ୍କ ସରକାର ନୂଆ ନୂଆ ପ୍ରକଳ୍ପଗୁଡ଼ିକ ପାଇଁ ଆବଶ୍ୟକ ଅର୍ଥର ବ୍ୟବସ୍ଥା କରିଆସୁଛନ୍ତି
|
|
ପୁରୋହିତ ସ୍ୱଗୃହକୁ ଯାଇ ପତ୍ନୀଙ୍କ ସହିତ ସୁଖରେ ବାସ କଲେ
|
|
ଗୋପାଳ ଭାଣ୍ଡର ଏହି ଅଦ୍ଭୁତ ବୁଦ୍ଧି ଚାତୁର୍ଯ୍ୟ ସଭାରେ ଶୁଣି ମହାରାଜା ଓ ଅନ୍ୟାନ୍ୟ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ
|
|
ଲୋକସଭାରେ ପ୍ରଶ୍ନକାଳ ସମୟରେ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି ତାଲିମ ନେବା ପାଇଁ ତିରିଶି ଲକ୍ଷରୁ ଅଧିକ ଶିକ୍ଷକ ପଞ୍ଜିକୃତ ହୋଇଛନ୍ତି
|
|
ବିଶ୍ରେ ଯାହାସବୁ ଚାଲିଛି ସେ ସମ୍ପର୍କରେ ଗରିବମାନଙ୍କୁ ଅବଗତ କରାଗଲେ ସେମାନେ ନିଜ ରାସ୍ତା ନିଜେ ଖୋଜି ପାଇବେ ବୋଲି ସ୍ବାମୀଜୀ କହୁଥିଲେ
|
|
ଏନ୍ଆଇଏରୁ ଜାରି ଏକ ବିବୃତିରେ କୁହାଯାଇଛି ତବୀର ଓରଫ୍ ତବୀର ଅହମ୍ମଦ ଗାନି ଓ ବିଲାଲ୍ ମୀର ଓରଫ୍ ବିଲାଲ୍ ଅହମ୍ମଦ ମୀର ନାମକ ଦୁଇ ଜଣଯାକ ସନ୍ତ୍ରସବାଦୀଙ୍କୁ ସର୍ବସାଧାରଣ ସୁରକ୍ଷା ଆଇନ ଅଧୀନରେ ଅଟକ ରଖାଯାଇଛି ଓ ଜମ୍ମୁର କୋର୍ଟ ଭାଲ୍ ଜେଲ୍ରେ ସେମାନେ ଅଛନ୍ତି
|
|
ନାଗା ସଂପ୍ରଦାୟର ଲୋକମାନଙ୍କର ଇଚ୍ଛାକୁ ସମ୍ମାନ ଦେଇ କେନ୍ଦ୍ର ସରକାର ବିନା ବିଳମ୍ବରେ ନାଗା ଶାନ୍ତି ପ୍ରକ୍ରିୟାକୁ ଚୂଡ଼ାନ୍ତ କରିବେ
|
|
ପ୍ରଧାନମନ୍ତ୍ରୀ କହିଛନ୍ତି ଐତିହାସିକ ଶ୍ରମ ସଂସ୍କାର ଆଇନ ଶ୍ରମିକମାନଙ୍କର ଆୟ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ସମ୍ମାନର ସହ ଜୀବନ ଯାପନ କରିବାକୁ ସୁଯୋଗ ଦେବ
|
|
ମିଳିତ ଜାତିସଂଘର ନିର୍ଦ୍ଦେଶାନୁଯାୟୀ ଆତଙ୍କବାଦର ମୁକାବିଲା ପାଇଁ ଏହି ଅଭ୍ୟାସ କରାଯାଇଥିଲା
|
|
ଜାନୁୟାରୀ ନଅ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣିପାଇଁ ଦିନ ଧାର୍ଯ୍ୟ ହୋଇଛି
|
|
ଏଭଳି ସ୍ଥିତିରେ ରତ୍ନଭଣ୍ଡାରର ଚାବି ହଜିବା କୋଟି କୋଟି ଜନତାଙ୍କ ଭାବାବେଗକୁ କୁଠାରାଘାତ କରିବା ସହ ଏକ ଗୁରୁତର ବ୍ୟବସ୍ଥାଗତ ତ୍ରୁଟିକୁ ସାମ୍ନାକୁ ଆଣିଛି
|
|
ତିନି
|
|
ସର୍ବଶ୍ରେଷ୍ଠ ଅଣଫିଚର ଫିଲ୍ମ ପୁରସ୍କାର ହେମନ୍ତ ଗବା ଙ୍କ କୁ ମିଳିବ
|
|
ଏ କଥା ଜଣାଇବା ପାଇଁ ସେ ଉଡ଼ି ରମଣୀକୁ ଖୁମ୍ପି ପକାଏ
|
|
ମାଆ କଣ ହେଲା ବୋଲି ବୋଲି ପଚାରିବାରୁ ପିଲାଟି ବିଦ୍ୟାଳୟରେ ଘଟିଥିବା ସମସ୍ତ ଘଟଣା ଗୋଟି ଗୋଟି କରି ସବୁ କହିଦେଲା
|
|
ଏବଂ ଶୁନ୍ୟ ବ୍ୟାଡ୍ମିଣ୍ଟରେ ପିଭି ସିନ୍ଧୁ ଏଚ୍ଏସ୍ ପ୍ରଣୟ ଜାକର୍ତ୍ତାରେ ଚାଲିଥିବା ଇଣ୍ଡୋନେସିଆ ଓପନ୍ର ସ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି
|
|
ଭାରତ ଓ ରୁଷ୍ଠ ତୈଳ ଏବଂ ଗ୍ୟାସ୍ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଏକ ପଞ୍ଚବାର୍ଷିକ ଯୋଜନାର ରୂପରେଖ ପ୍ରସ୍ତୁତ କରିବେ
|
|
ମହାପ୍ରଭୁଙ୍କ ଦର୍ଶନପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖ୍ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି
|
|
ଦେଶରେ କରୋନା ମୃତ୍ୟୁ ହାର ଶତକଡ଼ା ଦୁଇ ଦଶମିକ୍ ଆଠ ଭାଗ ରହିଛି
|
|
ଶ୍ରୀଜୀଉଙ୍କ ବାହୁଡାଯାତ୍ରା ପାଇଁ ସମଗ୍ର ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି
|
|
ସାତ
|
|
ନଅ
|
|
ଏହି ଯୋଜନାରେ ଦେଶର ଗ୍ରାମାଞ୍ଚଳରେ ସ୍ାସ୍ଥ୍ୟ ଭିତ୍ତିଭୂମି ସୃଷ୍ଟି କରିବାରେ ସମବାୟ ସଂସ୍ଥାଗୁଡିକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ
|
|
ଶୁନ୍ୟ ପାଣିପାଗ ଆସନ୍ତା ଚବିଶି ଘଣ୍ଟା ମଧ୍ୟରେ ଗଜପତି ମାଲକାନଗିରି ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ
|
|
ଆଜି ଦେଶର ବିଭିନ୍ନ ସ୍ଥାନରେ ଆଶା ଅଙ୍ଗନବାଡି ଏବଂ ଏଏନଏମ କର୍ମଚାରୀଙ୍କ ସହିତ ଏକ ଭିଡିଓ ବ୍ରିଜ କାର୍ଯ୍ୟକ୍ରମ ମାଧ୍ୟମରେ ମତ ବିନିମୟ କରିବା ସମୟରେ ପ୍ରଧାନମନ୍ତ୍ରୀ ଏହା ଘୋଷଣା କରିଛନ୍ତି
|
|
ଏହିସବୁ ଜିଲ୍ଲାରେ କେବଳ ଜରୁରୀକାଳୀନ ସେବା ଚାଲୁ ରହିବ
|
|
ଆମ ସମ୍ବାଦଦାତାଙ୍କ ରିପୋର୍ଟ ଅନୁଯାୟୀ ନିର୍ବାଚନରେ ବିଜୟୀ ହେବା ପାଇଁ ବିଭିନ୍ନ ରାଜନୈତିକ ଦଳମାନେ ଜୋରଦାର ଉଦ୍ୟମ କରୁଛନ୍ତି
|
|
ବୈଠକରେ ଜାରି କରାଯାଇଥିବା ମିଳିତ ବିବୃତ୍ତିରେ କୋଭିଡ ନାଇଣ୍ଟିନ୍ ବିଶ୍ ମହାମାରୀ ବିରୁଦ୍ଧରେ ଲଢ଼େଇ କରିବା ଲାଗି ମିଳିତ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ବ ଆରୋପ କରାଯାଇଛି
|
|
ସେ କହିଛନ୍ତି ସମସ୍ତ ଗୁଖି ଆଦିବାସୀ ଉପଜାତିଗୁଡ଼ିକୁ ଆଦିବାସୀ ମର୍ଯ୍ୟଦା ପ୍ରଦାନ କରାଯିବ
|
|
ଫ୍ରାନ୍ସର ବିଭିନ୍ନ କମ୍ପାନୀ ଓଡ଼ିଶାରେ ହୋଟେଲ ଇସ୍ପାତ ବୈଦୁତିକ ଉପକରଣ ଶକ୍ତି ତଥା ଅନ୍ୟାନ୍ୟ କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଥିବା ନେଇ ରାଷ୍ଟ୍ରଦୂତ ଜିଗଲର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ
|
|
ଚାକିରି କାଳ ମଧ୍ୟରେ ତାଙ୍କର ବିନମ୍ର ସ୍ଵଭାବ ଓ କର୍ମକ୍ଷେତ୍ରରେ ପାରଦର୍ଶିତା ଲାଗି ସେ ସାଧାରଣରେ ସୁପରିଚିତ ଥିଲେ
|
|
ବୌଦ୍ଧରେ ଛଅସ୍ତରୀ କୋଟି ଟଙ୍କାର ୪୭ଟି ପ୍ରକଳ୍ପ ଉଦ୍ଘାଟନ କରିବେ ଯେଉଁଥିରେ ୪ଟି ସେତୁ ୩ଟି ସଡ଼କ ପ୍ରକଳ୍ପ ଏବଂ ବାର ଟି ହଷ୍ଟଲ୍ ରହିଛି
|
|
ହୀରାକୁଦ ଛତିଶଗଡ଼ରୁ ବିଦ୍ୟାସାଗର ଡାରୁ ବନ୍ୟାଜଳ ଛଡ଼ାଯିବା ପରିପ୍ରେକ୍ଷୀରେ ହୀରାକୁଦ ବନ୍ଧରୁ ମଧ୍ୟ ବନ୍ୟାଜଳ ଛଡ଼ାଯାଇଛି
|
|
ଦେଶରେ ଏକ ସୁନା ପରିଷଦ ସ୍ଥାପନ କରିବାକୁ ସରକାର ନିଷ୍ପତ୍ତି ନେଇଥିବା ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଜଣାଇଛନ୍ତି
|
|
ସ୍ାସ୍ଥ୍ୟମନ୍ତ୍ରଣାଳୟ କହିଛି ଏହା ଏକ ଅସ୍ଥାୟୀ ପଦକ୍ଷେପ ଓ ଆସନ୍ତା ଏକତିରିଶି ତାରିଖ ପର୍ଯ୍ୟନ୍ତ ଏହାକୁ ଲାଗୁ କରାଯାଇଛି
|
|
ଦୁଆର ଝୋଟି ଦେଇଥିଲେ ଦାଣ୍ଡଗଲା ଲୋକ ଚାହିଁ ଚାହିଁ ଯାନ୍ତି
|
|
ସପ୍ତାହ ବ୍ୟାପି ଚାଲିଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମ ସହ ବିଭିନ୍ନ ଗ୍ରାମ ସ୍କୁଲ୍ କଲେଜରେ ଏଥିପାଇଁ ସଚେତନତା ସଭା ଆୟୋଜନ ହେଉଥିବା ବେଳେ ଗ୍ରାମ୍ୟ ବନ ସୁରକ୍ଷା ସମିତିର ସଦସ୍ୟ ଏବଂ ଛାତ୍ରଛାତ୍ରୀଙ୍କୁ ନେଇ ସଚେତନତା ଶୋଭାଯାତ୍ରା ଓ ସମୂହ ବୃକ୍ଷରୋପଣ କରାଯାଉଛି
|
|
ଆସନ୍ତାକାଲି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
|
|
ନଅ ଓ ବାର ତାରିଖ ମଧ୍ୟରେ ସମଗ୍ର ଉପକୂଳ ଓ ପାଖାପାଖି ଅଞ୍ଚଳରେ ବର୍ଷା ଲାଗି ରହିବ
|
|
ଏଚ୍ଆର୍ଡି ଲୋକସଭା ନିର୍ବାଚନ ପାଇଁ ଆଦର୍ଶନ ଆଚରଣବିଧି ବଳବତ୍ତର ଥିବାରୁ ନିର୍ବାଚନ ଆୟୋଗଙ୍କଠାରୁ ଅନୁମତି ପରେ ମାନବ ସମ୍ବଳ ମନ୍ତ୍ରଣାଳୟ ତିନୋଟି ବିଶ୍ବିଦ୍ୟାଳୟର କୂଳପତିମାନଙ୍କୁ ନିଯୁକ୍ତି ଦେଇଛି
|
|
ସେ ପୁଣି କହିଛନ୍ତି ବର୍ତ୍ତମାନ ପରିସ୍ଥିତିରେ ଆଉ କୌଣସି ଆଞ୍ଚଳିକ ଭେଦଭାବର ପ୍ରଶ୍ନ ଉଠୁନାହିଁ ଓ ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଦୃଷ୍ଟାନ୍ତମୂଳକ ବିକାଶ କାର୍ଯ୍ୟ କରାଯିବ
|
|
ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ମୁଖ୍ୟ ଶିବୁ ସୋରେନ ପାର୍ଟି ନେତା ହେମନ୍ତ ସୋରେନ୍ କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନା ଓ ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା ସଭାପତି ବାବୁଲାଲ ମରାଣ୍ଡି ମଧ୍ୟ ବିଭିନ୍ନ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇଛନ୍ତି
|
|
ପ୍ରଧାନ ଫାଇନାନ୍ସିଆଲ୍ ଇନ୍କୁକନ୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଦେଶର ଏକ ଶହେ ତିରିଶି କୋଟି ଭାରତୀୟଙ୍କୁ ଆର୍ଥିକ ବ୍ୟବସ୍ଥାରେ ସାମିଲ୍ କରିବା ଏକ ବାସ୍ତବତାରେ ପରିଣତ ହୋଇଛି
|
|
ଆଜି ସରକାରୀ ଭାବେ ଏହା ଘୋଷଣା କରାଯାଇଛି
|
|
ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଅଛନ୍ତି
|
|
ଶ୍ରୀ ଜୟଶଙ୍କର ଜି୭ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବାକୁ ଲଣ୍ଡନକୁ ଚାରି ଦିନ ଗସ୍ତରେ ଯାଇଛନ୍ତି
|
|
ଅନ୍ୟପକ୍ଷରେ ୟୁଜିସି ନେଟ୍ ସିଏସଆଇଆର ନେଟ୍ର ଆବେଦନ ତାରିଖ ପନ୍ଦର ମେ ଓ ଆୟୁଷ ଗ୍ରାଜୁଏଟ୍ ଏଣ୍ଡାନ୍ସ ଟେଷ୍ଟ ଆବେଦନ ସମୟ ସୀମା ମେ ଏକତିରିଶି ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି
|
|
ସେ କହିଛନ୍ତି ଶାସନର ମୌଳିକ କ୍ଷେତ୍ରଗୁଡ଼ିକ ଉପରେ ଗୁରୁତ୍ବ ଦେବାର ବେଳ ଏବେ ଆସୁଛି ଏବଂ ଏଥିପ୍ରତି ସଚେତନ ରହି ଏନ୍ଡିଏ ସରକାର କାର୍ଯ୍ୟ କରିବା ସହ ଦେଶକୁ ପୂର୍ବର ପ୍ରତିଶ୍ରୁତିର ରାଜନୀତିରୁ ପ୍ରଦର୍ଶନର ରାଜନୀତିର ଯୁଗ ଆରମ୍ଭ କରିଛି
|
|
ସଂଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଲୋକଙ୍କ ଯାତାୟାତ ଉପରେ କଟକଣା ଜାରି
|
|
ଜାମ୍ମୁ କାଶ୍ମୀର ସଂକ୍ରାନ୍ତରେ ଭାରତର ଏହି ନିଷ୍ପତ୍ତି ପରେ ଦୁଇ ଦେଶର ସର୍ବୋଚ୍ଚ ନେତାଙ୍କ ମଧ୍ୟରେ ଏହା ପ୍ରଥମ ଉଚ୍ଚସ୍ତରୀୟ କଥାବାର୍ତ୍ତା
|
|
ଚାରି ହଜାର କିଲୋମିଟର ଲମ୍ବ ଏହି ବିବାଦୀୟ ସୀମାରେଖା ଅଞ୍ଚଳରେ ଉଭୟପକ୍ଷ ପାଟ୍ରୋଲିଂ କରିବା ପୂର୍ବରୁ ଉଭୟପକ୍ଷର ସେନାଙ୍କୁ ସୂଚନା ଦେବା ନେଇ ଏକ ସମାଧାନର ରାସ୍ତା ବାହାର କରିବାକୁ ଆଲୋଚନା ହେବ
|
|
ସେ ୩ଟି ିକେଟ୍ ନେଇଥିଲେ
|
|
ଏଥିଲାଗି ଚଳିତ ବର୍ଷ ଅଣତିରିଶି ହଜାର ନଅ ଶହ ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି
|
|
ଗଭୀର ଆତ୍ମବୋଧ ପ୍ରାପ୍ତ ପରେ ଜଣେ ଅବୋଧ ରାଜକୁମାର ଗୌତମରୁ ଭିକ୍ଷୁ ଏବଂ ଭିକ୍ଷୁର ଶେଷକୁ ‘ଭଗବାନ ବୁଦ୍ଧ ପାଲଟିଗଲେ
|
|
ସେ କହିଛନ୍ତି ବିଶ୍ର ଭବିଷ୍ୟତ ଏହି ଐକ୍ୟବଦ୍ଧ ସଂଗ୍ରାମକୁ ମନେରଖୁବ
|
|
ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ କହିଛନ୍ତି ରାଫେଲ୍ ରାୟରେ ଦର୍ଶାଯାଇ ନ ଥିବା କେତେକ ଉକ୍ତିକୁ ରାହୁଲ୍ ଗାନ୍ଧି ତାଙ୍କ ମନ୍ତବ୍ୟରେ କହିଥିବାରୁ ତାଙ୍କ ବିରୁଦ୍ଧରେ ବିଜେପି ସାଂସଦ ମୀନାକ୍ଷୀ ଲେ ଅଦାଲତ ଅବମାନନା ମୋକଦ୍ଦମା ରୁଜୁ କରିଛନ୍ତି ଏବଂ ଏହି ଆବେଦନ ଉପରେ ଶୁଣାଣି ପାଇଁ ଖଣ୍ଡପୀଠ ବିବେଚନା କରିବ
|
|
ଗତକାଲି ସ୍ଥିତି ଅନୁଧ୍ୟାନ କରିବାକୁ ପୁରୀ ଗସ୍ତରେ ଆସିଥିବା ଆମିକସ୍କ୍ୟୁରି ରଂଜନ କୁମାର ଉଚ୍ଛେଦ କାର୍ଯ୍ୟକୁ କ୍ଲିନ୍ଚିଟ୍ ଦେଇଥିଲେ
|
|
ଗୋଟିଏ କଥା କର ତୁମ୍ଭେ ଦୁଇ ତିନି ଜଣ ଗୋପାଳର ନୂତନ ଘର ଦେଖିବା ବାହାନାରେ ଯାଇ ତାହାରି ଚୁଲିରେ ଝାଡ଼ା ଫେରିଆସ ତହିଁରେ ସେ ଜବତ ହେବ
|
|
ସେ କହିଛନ୍ତି ଜାମ୍ମୁ କାଶ୍ମୀରରେ ଫୁଲଚାଷ ପାଇଁ ପର୍ଯ୍ୟାପ୍ତ ସୁବିଧା ରହିଛି
|
Subsets and Splits
No community queries yet
The top public SQL queries from the community will appear here once available.