audio
audioduration (s)
0.14
10.9
sentence
stringlengths
2
240
ଏହି ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ପୂର୍ବ ଶୁଣାଣିରେ କେନ୍ଦ୍ର ଓ ଆନ୍ଧ୍ର ସରକାରଙ୍କୁ ନୋଟିସ୍ କରି ଜବାବ ମାଗିଥଲେ କୋର୍ଟ
ସୂଚନା ଅନୁଯାୟୀ ମୃତକ ଜଣକ ହେଲେ ନଅ ବର୍ଷିୟ ଲକ୍ଷ୍ମୀ ପାଣ୍ଡେ
ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର ପଲ କହିଛନ୍ତି ଆଗାମୀ ଦିନରେ କୋଭିସିଲ୍ ଲ ସମେତ କୋଭାକ୍ସିନ ଓ ବାୟୋଇ ଟିକା ଉପଲବ୍ଧ ହେବ
ଏପିସିମିଟ୍ ଆର୍ଥିକ ନୀତି ନିର୍ଦ୍ଧାରଣ କମିଟି ବୈଠକ ଗତକାଲି ମୁମ୍ବାଇଠାରେ ଆରମ୍ଭ ହୋଇଛି
ଭିପି ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁଙ୍କ ଜନ୍ମଦିନ ଅବସରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି
ଏକ ହକି ଆଉ ମାତ୍ର କିଛି ସମୟ ପରେ ରାଜଧାନୀ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍ରେ ଆରମ୍ଭ ହେବ ପୁରୁଷ ବିଶ୍ବକପ୍ ହକି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍
ଅନେକ ଭାରତୀୟ କମ୍ପାନୀ ମଧ୍ୟ ଇଟାଲୀରେ ସକ୍ରିୟତାର ସହ କାର୍ଯ୍ୟ କରୁଛନ୍ତି
କୋରାପୁଟର ଶାବର ଶ୍ରୀକ୍ଷେତ୍ରଠାରେ ନିରାଡମ୍ବରଭାବେ ଦେବସ୍ନାନ ପୂର୍ଣ୍ଣିମା ପାଳନ କରାଯାଇଛି
ଉତ୍ତରପ୍ରଦେଶ ସରକାରଙ୍କ ସଚିବାଳୟ ଲୋକ୍ ଭବନ ପରିସରରେ ଏହି ପଚିଶି ଫୁଟ ଉଚ୍ଚତାର ବ୍ରୋଞ୍ଜ ପ୍ରତିମୂର୍ତ୍ତି ନିର୍ମିତ ହୋଇଛି
ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଭଳି ଏକ ଜନବହୁଳ ଦେଶରେ ସମସ୍ତଙ୍କ ପାଇଁ ପ୍ରତିଷେଧକ ଟିକାକରଣ ପ୍ରକ୍ରିୟା ସହ ଅନେକ ବିଷୟ ଜଡ଼ିତ
ୟୁ ଏନ୍ହଙ୍ଗର ମିଳିତ ଜାତିସଂଘର ଏକ ରିପୋର୍ଟ ଅନୁଯାୟୀ ଗତ ବର୍ଷ ସମଗ୍ର ବିଶ୍ରେ ବୟାଅଶୀ କୋଟି ନଅ ଲକ୍ଷରୁ ଅଧିକ ଲୋକ କ୍ଷୁଧାରେ ରହୁଥିବାର ଜଣାପଡ଼ିଛି
ଏୟାର୍ ଇଣ୍ଡିଆ କର୍ତ୍ତୁପକ୍ଷ ଏ ସମ୍ପର୍କିତ ନିଷ୍ପତ୍ତି ଭୁବନେଶ୍ର ବିମାନ ବନ୍ଦର ଅଧିକାରୀଙ୍କୁ ଜଣାଇଛନ୍ତି
ଏହାପରେ ମୁଖ୍ୟମନ୍ତ୍ରୀ ବୌଦ ଗସ୍ତ କରିଥିଲେ
ଏଥିଲାଗି ସୁପ୍ରିମ୍କୋର୍ଟ ରାଜ୍ୟ ସରକାରଙ୍କୁ ଭର୍ସନା କରିବା ସହ ଏହି ପୌର ନିର୍ବାଚନକୁ ଆସନ୍ତା ମାସ ତିରିଶି ତାରିଖ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି
ପାଣିପାଗ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ତ୍ତିବଳୟ ସୃଷ୍ଟି ହୋଇଛି
ଭାସିନ୍ କସାଇମେଣ୍ଟ କୋଭିଡ୍ ନାଇଣ୍ଟିନ୍ ମୁକାବିଲା କ୍ଷେତ୍ରରେ ପଡ଼ୋଶୀ ଦେଶକୁ ସହାୟତା କରିବାର ପ୍ରତିବଦ୍ଧତାକୁ ବଜାୟ ରଖ୍ ଭାରତ ଭୁଟାନ୍ ଏବଂ ମାଳଦୀପକୁ କୋଭିଡ୍ ଟିକା ପଠାଇଛି
ତେଣୁ ଏହି ଗୌରବମୟ ଐତିହ୍ୟର ଉପଯୁକ୍ତ ସଂରକ୍ଷଣ ପାଇଁ ରାଜ୍ୟ ସରକାର ଛଅଷଠି ଏକର ପରିବ୍ୟାପ୍ତ ଏହି ଏକାମ୍ରକ୍ଷେତ୍ର ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଗତକାଲି କୋଡିଏ ଲକ୍ଷ ତେଷଠି ହଜାରରୁ ଅଧୁକ ଲୋକଙ୍କୁ ପ୍ରତିଷେଧକ ଟିକା ଦିଆଯାଇଛି
ମାତ୍ର ଚଉଦ ବର୍ଷ ବୟସରେ ଆକାଶବାଣୀ କେନ୍ଦ୍ର କଟକରେ ସଂଗୀତ ପରିବେଷଣ କରି ପ୍ରସିଦ୍ଧିଲାଭ କରିଥିଲେ
୧୮ରୁ ଚଉରାଳିଶି ବର୍ଷ ମଧ୍ୟରେ ପାଞ୍ଚ ଲକ୍ଷ ଅଠାବନ ହଜାର ଲୋକ ଗତକାଲି ପ୍ରଥମ ଡୋଜ୍ ଟିକା ନେଇଛନ୍ତି
ସମଗ୍ର ବିଶ୍ବ ଏହି ମହାମାରୀ ପ୍ରତି ଦୃଷ୍ଟି ଦେବାର ସମୟ ଆସିଛି ଏବଂ ଏହାର ମୂଳୋତ୍ପାଟନ କରିବା ଉଦ୍ୟମକୁ ଦ୍ବିଗୁଣିତ କରିବାକୁ ପଡ଼ିବ
ସେହିପରି ରାଜ୍ୟରେ ଗତ ସନ୍ଧ୍ୟା ସୁଦ୍ଧା ୩ଲକ୍ଷ ଏକଚାଳିଶି ହଜାର ୫୩୭ଟି ନମୁନା ପରୀକ୍ଷା ହୋଇଥିବା ସରକାରୀ ଭାବେ କୁହାଯାଇଛି
ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆଜି ସକାଳେ ଗୋଟିଏ ଟ୍ରକ ଉପରକୁ ପଥର ଫିଙ୍ଗା ଘଟଣାରେ ଦୁଇ ଜଣ ଯୁବକଙ୍କୁ ଗିରଫ କରାଯାଇଛି
ସାତ
ସର୍ବଶେଷ ସୂଚନା ମୁତବାକ ରାଜ୍ୟରେ ଏହି ସଂକ୍ରମଣରେ ଆଜି ଆଉ ଛୟାଳିଶି ଜଣ ଆରୋଗ୍ୟ ହେବା ପରେ ମୋଟ ସୁସ୍ତ ବ୍ୟକ୍ତିଙ୍କ ସଂଖ୍ୟା ୪୩୬ରେ ପହଞ୍ଚିଛି
ପରବର୍ତ୍ତୀ ସମୟରେ ମୁମ୍ବାଇସ୍ଥିତ କୋଣାର୍କ କ୍ୟାସନର ଫାଉଣ୍ଡେସନ ଏବଂ ଟାଟା ମେମୋରିଆଲ ହସ୍ପିଟାଲ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ
ଆଲାନ୍ ଶାହା ହକି ସୁଲତାନ ଆଜଲାନ ଶାହା କପ୍ ପୁରୁଷ ହକି ପ୍ରତିଯୋଗିତାରେ ଆଜି ଭାରତ ତାର ଦ୍ବିତୀୟ ରାଉଣ୍ଡ ରବିନ୍ ଲିଗ୍ ମ୍ୟାରେ ଦକ୍ଷିଣ କୋରିଆକୁ ଭେଟିବ
ଏସଡିଆରଏଫ ସହିତ କେତେକ ପୁଲିସ ଅଧୁକାରୀମାନଙ୍କୁ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି
ଗତକାଲି ଚଉଦ ଲକ୍ଷ ଚବିଶି ହଜାର ହିତାଧୁକାରୀଙ୍କୁ ଏହି ଟିକା ଦିଆଯାଇଛି
ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ଗତକାଲି ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି
ଏସିଆଡ ଇଣ୍ଡୋନେସିଆରେ ଚାଲିଥିବା ଅଷ୍ଟଦଶ ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ତୃତୀୟ ଦିନରେ ଗତକାଲି ସୁଦ୍ଧା ଭାରତ ପଦକ ତାଲିକାରେ ଦୁଇ ଅଙ୍କରେ ପହଞ୍ଚିବା ପରେ ଆଜି ଆଥଲେଟିକ୍ସରେ ଆଉ କେତେକ ପଦକ ପାଇବା ପାଇଁ ଭାରତର ଆଶା ରହିଛି
ସେ କହିଛନ୍ତି ଏହି ଅଭିଯାନର ସବୁଠୁ ବଡ଼ ମହତ୍ ହେଲା ଏହା ଏକ ସରକାରୀ ଅଭିଯାନ ଭାବେ ସିମିତ ନ ରହି ଲୋକମାନଙ୍କର ଅଭିଯାନରେ ପରିଣତ ହୋଇପାରିଛି
ଶିମିଳିପାଳ ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଜଙ୍ଗଲରେ ନିଆଁ ଲାଗିଛି
ଭାରତୀୟ ବାୟୁସେନା ନୌସେନା ଏବଂ ଓଏନ୍ଜିସି ଏଥିପାଇଁ ହେଲିକପ୍ଟର ଯୋଗାଇଦେବ
ଏଥୁପାଇଁ ସେଠାକାର ଲୋକମାନଙ୍କୁ ଦେଶର ଅନ୍ୟାନ୍ୟ ସ୍ଥାନରେ ମିଳୁଥିବା ସୁବିଧା ସୁଯୋଗ ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ସୁଯୋଗ ପ୍ରଦାନ କରିଛନ୍ତି
ଏହି ଯୋଜନା ସକାଳ ୮ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ଓ ରବିବାର ଦିନ ଏହା ଲାଗୁ ହେବ ନାହିଁ
ଏହି ସମୟ ଭିତରେ ଭାରତ ଟିକସ ପ୍ରଶାସନର ଏକ ନୂଆ ମଡେଲ୍ ଦେଖିବାକୁ ପାଇଛି
ଏକ
ଏବଂ ଗତରାତିରେ ମ୍ୟାମାର ସୀମା ନିକଟସ୍ଥ ଦକ୍ଷିଣ ଇମ୍ପାଲଠାରେ ଉଗ୍ରବାଦୀମାନଙ୍କ ଆକ୍ରମଣରେ ସେନାବାହିନୀର ତିନି ଜଣ ଯବାନ ଶହୀଦ ହୋଇଥିବା ବେଳେ ଆଉ ଚାରି ଜଣ ଆହତ ହୋଇଛନ୍ତି
ଫାଷ୍ଟ ପାସେଞ୍ଜର ଟ୍ରେନ୍ ବଦଳରେ ଏହି ଟ୍ରେନ୍ ଆରମ୍ଭ କରାଯାଇଥିଲା
ହେଲେ ନିଆଁ ଲଗାଇବା ସମୟରେ ଜ୍ାଇଁ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଥିଲା
ଅନ୍ୟପକ୍ଷରେ ଉପନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି
ଜେକେଆରେଷ୍ଟ ଜାମ୍ମୁ ଓ କାଶ୍ମୀରର ଶ୍ରୀନଗରଠାରେ ଗତ ସନ୍ଧ୍ୟାରେ ପୁଲିସ୍ ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି
ପାଞ୍ଚ
ଇସି ରେଜଲ୍ଟ୍ସ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଓ ଧାରା ପ୍ରକାଶନ ଲାଗି ନିର୍ବାଚନ କମିଶନ ଏକ ନିରାପଦ ଭିତ୍ତିଭୂମି ସୁବିଧା ସ୍ଥାପନ କରିଛନ୍ତି
ଏକ ସୁସ୍ଥ ଭାରତ ଗଠନ ପାଇଁ ତମାଖୁ ସେବନ ଅଭ୍ୟାସ ତ୍ୟାଗ କରିବାକୁ ସେ ଜନସାଧାରଣଙ୍କୁ ଆହ୍ବାନ ଦେବା ସହିତ ଇସିଗାରେଟଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି
ସେହି ଅଞ୍ଚଳରେ ଯୋଗାଯୋଗ ସମସ୍ୟା ଉପରେ ଉତ୍ସର୍ଗୀକୃତ ଅଧିବେଶନରେ ଆଫଗାନିସ୍ତାନର ବିଦେଶ ମନ୍ତ୍ରୀ ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିବେ
ଉଜ୍ଜଳା ଯୋଜନା ପାଇଁ ବିଶେଷକରି ଗ୍ରାମାଞ୍ଚଳରେ ମହିଳାମାନେ ଖୁସିବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଓଡ଼ିଆ ମାଟିର ପୁଅ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି
କିଛି ସମୟ ପରେ ସେମାନଙ୍କର ସର୍ଦ୍ଦାର୍ ବେତାଳ ସେଠାକୁ ଆସିଲା
ୟୁଏସ୍ନେପାଳ ମିଟିଂ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓ ଗତକାଲି ନେପାଳର ବୈଦେଶିକ ମନ୍ତ୍ରୀ ପ୍ରଦୀପ ଗ୍ୟାଲିଙ୍କ ସହ କଥାବାର୍ତ୍ତା କରିଛନ୍ତି
ମୂଲ୍ୟାୟନକାରୀମାନେ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଇପାରିବେ
ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଓଡ଼ିଶା ଓ ଛତିଶଗଡ଼ରେ ଜନଶୁଣାଣି କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି
ତାଙ୍କୁ ଅଧୁକ ଦିନ ପର୍ଯ୍ୟନ୍ତ ହାଜତରେ ରଖବା ପାଇଁ ନୂଆଦିଲ୍ଲୀର ସ୍ବତନ୍ତ୍ର ଅଦାଲତରେ ହାଜର କରାଯିବ
ନଅ
ଶୂନ
ନଅ ଜଣ ଯବାନ ଆହତ ହୋଇଛନ୍ତି
ଘଟଣା ସ୍ଥଳରେ ଟ୍ରାକିଂ ଟିମ୍ ଉପସ୍ଥିତ ଥିଲେ ମଧ୍ୟ ତାଙ୍କୁ ବଞ୍ଚେଇ ପାରି ନାହାନ୍ତି ବୋଲି ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି
ଜାତି ଧର୍ମ ବର୍ଣ୍ଣ ରାଜନୈତିକ ଦଳ ଓ ଅର୍ଥନୈତିକ ତଥା ସାମାଜିକ ବାଛବିଚାର ନିର୍ବିଶେଷରେ ସମସ୍ତଙ୍କୁ ଉଚ୍ଚମାନର ସ୍ାସ୍ଥ୍ୟ ରକ୍ଷା କରିବା ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଉଛି
ମନ୍ତ୍ରଣାଳୟ କହିଛି କୋବିଡ଼ର ମୁକାବିଲା ପାଇଁ ସରକାରଙ୍କ ନିୟମର ସଠିକ୍ କାର୍ଯ୍ୟକାରିତା ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁ ହାର ହ୍ରାସ ପାଇବାରେ ଲାଗିଛି
ଚିଠିରେ କୁହାଯାଇଛିଯେ ଶ୍ରୀଜଗନ୍ନାଥ ମନ୍ଦିରକୁ ସ୍ଚ୍ଛ ଆଇକନିକ୍ ସିଟି ଯୋଜନାରେ ସାମିଲ କରାଯାଇଛି
ହକି ଡବ୍ଲ୍ୟୁସି ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ପୁରୁଷ ହକି ବିଶ୍କପ୍ ପ୍ରତିଯୋଗିତାରେ ଆଜି ପୁଲଏର ଦୁଇଟି ମୁକାବିଲା ହେବ
କ୍ୟାମେନ୍ୟୁ ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଚରମ ପର୍ଯ୍ୟାୟରେ ପହଞ୍ଚିଛି
ପିଏମ୍ବିଶ୍ବଭାରତୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଶାନ୍ତିନିକେତନ ସ୍ଥିତ ବିଶ୍ବଭାରତୀ ବିଶ୍ବବିଦ୍ୟାଳୟର ଶତବାର୍ଷିକୀ ସମାରୋହରେ ଉଦ୍ବୋଧନ ଦେବେ
ପୂର୍ବରୁ ସୁବିଧା ନାମରେ ଉପଲବ୍ଧ ହେଉଥିବା ଏହି ବ୍ୟାପକିନ୍ ଖଣ୍ଡ ପ୍ରତି ଦୁଇ ଟଙ୍କା ପଚାଶ ପଇସାରେ ବିକ୍ରି ହେଉଥିଲା
ଏଥିସହିତ ବିଭିନ୍ନ ାର୍ଡରେ ଆଉ ୨୦୦ଟି ନୂତନ ଶଯ୍ୟ ମଧ୍ୟ ଖୋଲିବ
ଏବଂ ନୁଉଜିଲାଣ୍ଡ ସିରିଜ୍ ପାଇଁ ଭାରତୀୟ ଟି୨୦ କ୍ରିକେଟ୍ ଦଳକୁ ରୋହିତ ଶର୍ମା ଓ ମହମ୍ମଦ ସାମି ଫେରିଛନ୍ତି
ଚାରିଦିନ ପାଇଁ ଶ୍ରୀମତୀ ହାସିନା ଭାରତ ଆସିଛନ୍ତି
ତାଙ୍କ ସରକାର କୃଷକ ଏବଂ ମତ୍ସ୍ୟଜୀବୀମାନଙ୍କ କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି
ମନ୍ତ୍ରଣାଳୟ କହିଛି ନମୁନା ପରୀକ୍ଷା ସଂକ୍ରମିତ ମାନଙ୍କର ମାନଙ୍କର ଚିହ୍ନଟ ସେମାନଙ୍କ ସଂସ୍ପର୍ଶରେ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଠାବ କରିବା ଓ ମୋଟାମୋଟି ଚିକିତ୍ସା ପଦ୍ଧତି ଯୋଗୁଁ କୋବିଡର ମୁକାବିଲାରେ ଦେଶ ସଫଳତା ଲାଭ କରିଛି
ମୁଁ ଜାଣିଶୁଣି ତୁମର ଶେଯରେ ଶୋଇ ନାହିଁ
ଦାଦନ ଚାଲାଣ ନେଇ ମୂଳସୂତ୍ରଧରକୁ ବିଶାଖାପାଟଣାରୁ ଗିରଫ କରିବାକୁ ପୋଲିସ ଯୋଜନା କରୁଥିବା ଜଣାପଡିଛି
ରାଜ୍ୟର ୧୦ଟି ଜିଲ୍ଲାରେ ଆଜିଠାରୁ ଲାଗୁ ହେଉଛି ରାତ୍ରିକାଳୀନ କହିଂ
ନିଖୋଜ ଲୋକମାନଙ୍କୁ ଖୋଜିବା ପାଇଁ ଚାରି ଶହେ ଏକଷଠି ଜଣ ଅନୁସନ୍ଧାନ ଓ ଉଦ୍ଧାରକାରୀଙ୍କୁ କାମରେ ଲଗାଯାଇଥିବାବେଳେ ୨୨ଟି ସନ୍ଧାନୀ କୁକୁରଙ୍କୁ ମଧ୍ୟ ନିୟୋଜିତ କରାଯାଇଛି
ଗୌହାଟୀ ନିକଟରେ ଭୂସ୍ଖଳନ ଯୋଗୁଁ ଆଜି ଦୁଇଜଣଙ୍କର ପ୍ରାଣହାନୀ ଘଟିଛି
ବିଲ୍ ସପକ୍ଷରେ ଏକ ଶହେ ପଚିଶି ଜଣ ସଦସ୍ୟ ରାଜ୍ୟସଭାରେ ଭୋଟ୍ ଦେଇଥିବା ବେଳେ ଏକ ଶହେ ପାଞ୍ଚ ଜଣ ଏହାକୁ ବିରୋଧ କରିଥିଲେ
ରାଜ୍ୟ ସରକାରଙ୍କ ଜାଗା ମିଶନ ଜରିଆରେ ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ଏହି ପଟ୍ଟା ବଣ୍ଟନ କରାଯାଇଥିଲା
ଭାରତୀୟ ଆକାଶ ସୀମାକୁ ସୁରକ୍ଷା ଦେବା ସହ କୌଣସି ପ୍ରାକୃତିକ ବିପତ୍ତି ସମୟରେ ସାହାଯ୍ୟ ଯୋଗାଇ ଦେବାରେ ବିମାନ ବାହିନୀ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି
ଏହି ଅବସରରେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦୃଷ୍ଟିରୁ ସ୍ନାନଯାତ୍ରା ପୂର୍ବରୁ ଅଧପନ୍ତରିଆ କାମ ସବୁ ଶେଷ କରିବାକୁ ନିଷ୍ପତ୍ତି ହୋଇଛି
ସେ କହିଛନ୍ତି ଭାରତ ପ୍ରତିରକ୍ଷା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ସୀମାକୁ ଶତକଡ଼ା ଚଉସ୍ତରୀ ଭାଗକୁ ବୃଦ୍ଧି କରିଛି ଓ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ପାଇଁ ଦୁଇଟି ପ୍ରତିରକ୍ଷା କରିଡରର ସ୍ଥାପନ କରିଛନ୍ତି
ସେହି ଭ୍ୟାନ୍ଟି ଏକ ଅସ୍ଥାୟୀ ଲୁହା ପୋଲ ଉପର ଦେଇ ଯାଉଥିବା ବେଳେ ଓଲଟି ପଡ଼ିବାରୁ ନଦୀ ମଧ୍ୟକୁ ଖସି ପଡ଼ିଥିଲା
ଆବଶ୍ୟକସ୍ଥଳେ ଅଧିକ ଉପକରଣ ଏବଂ ମାନବ ସମ୍ବଳର ଉପଯୋଗ କରି ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଶ୍ରୀ ମହାପାତ୍ର ସମ୍ପୃକ୍ତ ନିର୍ମାଣକାରୀ କମ୍ପାନୀଗୁଡ଼ିକୁ କହିଛନ୍ତି
ଭାରତ ଆଜି ଔଷଧ ଏବଂ ଟିକାକୁ ନେଇ ସକ୍ଷମ ତଥା ଆତ୍ମନିର୍ଭର ହୋଇପାରିଛି
କୋବିଡ୍ ପରବର୍ତ୍ତୀ ସମୟରେ ଭାରତଉଜ୍ବେକିସ୍ତାନ ସହଯୋଗ ପ୍ରସଙ୍ଗ କଥାବାର୍ତ୍ତାରେ ଆଲୋଚନାର ପରିସରକୁ ଆସିଛି
ଉଭୟ ନେତା ଆପୋଷ ସ୍ାର୍ଥଜଡିତ ଆଞ୍ଚଳିକ ବିଶ୍ବସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବାର ଆଶା କରାଯାଉଛି
ଦେଶ ଯବାନ ସୀମାରେ ଏବଂ ସୀମା ପାର କରି ପରାକ୍ରମ ଦେଖାଉଛନ୍ତି
ଏହି ପର୍ଯ୍ୟାୟରେ ୧୮ରୁ ଚଉରାଳିଶି ବର୍ଷ ବୟସ୍କ ବ୍ୟକ୍ତିମାନଙ୍କୁ ଟିକାଦାନ କରାଯିବ
ହରିପୁର ଲାଗି ଏକ କୋଟି ଷୋହଳ ଲକ୍ଷ ଟଙ୍କା ଏବଂ ସୁନାପୁର ଲାଗି ଏକ କୋଟି ଛତିଶି ଲକ୍ଷ ଟଙ୍କାର ଅଟକଳ ପ୍ରସ୍ତୁତ ହୋଇଛି
ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଔଷଧ ନ ଆସିବା ପର୍ଯ୍ୟନ୍ତ କୋଭିଡ଼ ନିୟମ ପାଳନରେ କୌଣସି କୋହଳ ମନୋଭାବ ପୋଷଣ କରିବା ଠିକ୍ ନୁହେଁ
ରାଜ୍ୟବାସୀ ଦୁର୍ନୀତିଗ୍ରସ୍ତ ତୃଣମୂଳ କଂଗ୍ରେସ ସରକାରକୁ ରାଜ୍ୟରୁ ବିତାଡ଼ିତ କରିବାପାଇଁ ଶପଥ ନେଇଥିବା ଶ୍ରୀ ଶାହା କହିଛନ୍ତି
ଆକାଶବାଣୀ ଦୂରଦର୍ଶନ ସମ୍ବାଦ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ଗୁଡ଼ିକରେ ଏହା ଲାଇଭଷ୍ଟ୍ରିମ୍ ହେବ
ଚର୍ଚ୍ଚଗୁଡ଼ିକରେ ଗଣପ୍ରାର୍ଥନାର ଆୟୋଜନ କରାଯାଇଛି
ପାର୍ଲାମେଣ୍ଟ ବାହାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଦିଲ୍ଲୀ ହାଇକୋର୍ଟ ତାଙ୍କ ରାୟ ଦେଇଛନ୍ତି ଓ ତାହା ଉପରେ ରାଜନୀତି କରାଯିବା ଉଚିତ ନୁହେଁ
ଦେବଗଡ଼ ଓ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ବରିଷ୍ଠ ନାଗରିକଙ୍କୁ ଟିକା ପ୍ରଦାନ କରାଯାଉଛି
ଏହା ତାଙ୍କର ୭୪ତମ ମନକି ବାତ କାର୍ଯ୍ୟକ୍ରମ ହେବ
ଫାଟ୍ ଲାଗି ନ ଥିବା ଗାଡ଼ିଠାରୁ ଟୋଲ୍ ପ୍ଲାଜାରେ ଦୁଇଗୁଣା ଟୋଲ୍ ଟିକସ୍ ଆଦାୟ କରାଯିବ ବୋଲି ଜଣାପଡ଼ିଛି
ଆହତ ଯବାନମାନଙ୍କୁ ନିକଟସ୍ଥ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି
ପାଞ୍ଚ
ଏହି ଯନ୍ତ୍ର ଏକ ଅଞ୍ଚଳକୁ ଅଲଟ୍ରାଭାଓଲେଟ୍ ମାଧ୍ୟମରେ ଭୂତାଣୁମୁକ୍ତ କରିପାରିବ
ବିରୋଧୀ ଦଳର ବିଧାୟକ ଜୟନାରାୟଣ ମିଶ୍ର ପ୍ରଥମେ ଏ ପ୍ରସଙ୍ଗରେ ନିଜର ବିବୃତି ରଖୁ ଧାନକିଣାକୁ ନେଇ ଚାଲିଥିବା ଅବ୍ୟବସ୍ଥା ଓ ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ
ଜଷ୍ଟିସ୍ ଅରୁଣ ମିଶ୍ରା ଏବଂ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଣେ ଆଇନ ଛାତ୍ରଙ୍କ ଦ୍ବାରା ଆଗତ ଆବେଦନର ଜରୁରୀକାଳୀନ ଶୁଣାଣି କରି ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି