audio
audioduration (s)
0.14
10.9
sentence
stringlengths
2
240
ଆଠ
ରାଜ୍ୟପାଳ କୋଶିଆରୀ ଶ୍ରୀ ଫଡନବିସଙ୍କୁ ଆମନ୍ତ୍ରଣ କରି ଲେଖିଥିବା ଚିଠି ଦେଖିବା ପରେ ସୁପ୍ରିମ୍କୋର୍ଟ କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆବଶ୍ୟକ ସମର୍ଥନ ରହିଛି କି ନାହିଁ ତାହା ଦେଖିବାକୁ ହେବ
ଉତ୍ତରପ୍ରଦେଶର ଆଲିଗଡ଼ଠାରେ ପ୍ରତିରକ୍ଷା କରିଡ଼ରର ପ୍ରଥମ ପର୍ଯ୍ୟାୟକୁ ଉଦ୍ଘାଟନ କରି ସେ କହିଛନ୍ତି ସରକାର ଏହାକୁ ସବୁମତେ ସହାୟତା କରିବେ
ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଅଠାଇଶି ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ
ସେହିଭଳି ଆଣ୍ଡାମାନ ଏବଂ ନିକୋବର ଦ୍ୀପପୁଞ୍ଜରେ ରହିଥିବା ଓଡ଼ିଆଙ୍କୁ ନେଇ ଅନ୍ୟ ଏକ ବିମାନ ଆସନ୍ତାକାଲି ଭୁବନେଶ୍ରରେ ପହଞ୍ଚିବ
ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଆଣବିକ ଶକ୍ତି ପ୍ରତିରକ୍ଷା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଚଉଦ ଟି ରାଜିନାମା ସ୍ବାକ୍ଷରିତ ହୋଇଛି
ତେବେ ଅଠର ତାରିଖ ପରଠୁ ବର୍ଷାର ପରିମାଣ ବଢ଼ିବ
ସେ ତ' ଆଗରୁ ଯୁଦ୍ଧ କରିବା ପାଇଁ ପହଁରା ହାତରେ ଧରି ଛିଡ଼ା ହୋଇଥିଲା
ଅନ୍ୟପକ୍ଷରେ ଭୁବନେଶ୍ରରୁ ଆଜି ପାଞ୍ଚ ଜଣ କରୋନା ଆକ୍ରାନ୍ତ ସୁସ୍ତ ହୋଇଛନ୍ତି
ସେମାନଙ୍କ ମଧ୍ୟରୁ ଦୁଇ ଜଣ କନ୍ଧମାଳ ଛଅ ଜଣ ରାୟଗଡ଼ା ତିନି ଜଣ ଗଞ୍ଜାମ ଓ ଚାରି ଜଣ ଗଜପତି ଜିଲ୍ଲାର ବୋଲି ଜଣାପଡ଼ିଛି
ଏହି ଟିମ୍ବଗୁଡ଼ିକ ସେହିସବୁ ସହରକୁ ଆସନ୍ତା ସପ୍ତାହରେ ଯାଇ ସ୍ାସ୍ଥ୍ୟ ସେବା କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିବେ
ଏହି କାର୍ଯ୍ୟକ୍ରମରେ କାଶୀନଗର ଗୁମା ବ୍ଳକର ବତିଶି ଜଣ ମହିଳା ସ୍ୟଂ ସହାୟିକା ଯୋଗଦେଇଥିଲେ
କୋବିରୁ ଆରୋଗ୍ୟ ଲୋକଙ୍କ ସଂଖ୍ୟା ଅନେଶତ ଲକ୍ଷ ଛୟାଳିଶି ହଜାରକୁ ଅତିକ୍ରମ କରିଯାଇଛି
ଉଭୟ ରାଜ୍ୟରେ ବିଦ୍ୟୁତ୍ ଓ ଟେଲି ଯୋଗାଯୋଗ ସେବା ଯୁଦ୍ଧକାଳୀନ ଭିତ୍ତିରେ ପୁନଃସ୍ଥାପିତ କରିବାପାଇଁ ଶକ୍ତି ଓ ଟେଲି ଯୋଗାଯୋଗ ମନ୍ତ୍ରଣାଳୟ ସହାୟତା ଯୋଗାଇ ଦେବାପାଇଁ କୁହାଯାଇଛି
ଚଳିତ ମାସ ପଚିଶି ତାରିଖ ପର୍ଯ୍ୟନ୍ତ ଆଗ୍ରହୀ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିପାରିବେ
ପୂର୍ବରୁ ଭାରତୀୟ ବିମାନ ବନ୍ଦର ଅର୍ଥନୈତିକ ନିୟନ୍ତ୍ରକ କର୍ତ୍ତୁପକ୍ଷ ଆଇନ୍ ଦୁଇ ହଜାର ଆଠ ଅନୁଯାୟୀ ବଡ଼ବଡ଼ ବିମାନବନ୍ଦରଗୁଡ଼ିକରେ ବାର୍ଷିକ ଯାତ୍ରୀଙ୍କ ସଂଖ୍ୟାସୀମା ପନ୍ଦର ଲକ୍ଷ ଥିଲା
ଏକ କୋଟି ଷୋହଳ ଲକ୍ଷ ଲୋକ ଏପର୍ଯ୍ୟନ୍ତ ସୁସ୍ତ ହୋଇସାରିଲେଣି
ଚାରି
ଦୁଇନେତା ମିଳିତ ଭାବେ ତିନୋଟି ଦ୍ବିପକ୍ଷୀୟ ପ୍ରକଳ୍ପର ଉଦ୍ଘାଟନ କରିବେ
ଜାତିର ଜନକ ମହାତ୍ମାଗାନ୍ଧୀ ଦେଇଥିବା ଉପାଦେୟ ପରାମର୍ଶ ସଂପର୍କରେ ମଧ୍ୟ ରାଜ୍ୟପାଳ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇବା ସହ ଏହାକୁ ଅନୁକରଣ କରିବା ଲାଗି ପରାମର୍ଶ ଦେଇଥିଲେ
ସେ କହିଛନ୍ତି କର୍କଟ ରୋଗୀ କରୋନାରେ ଆକ୍ରାନ୍ତ ନ ହେବା ଲାଗି ଅନେକ ସତର୍କତାମୂଳକ ପଦକ୍ଷେପ ନେବାକୁ ହେବ
ଆଠ
ଛଅ ଟି ସ୍ଥାନରେ ବଡ଼ ବଡ଼ ପରଦାମାନ ଲଗାଯାଇଥିବାବେଳେ ପାଞ୍ଚ ଟି ମୋବାଇଲ୍ ଭ୍ୟାରେ ଏହି କାର୍ଯ୍ୟକ୍ରମ ପ୍ରଦର୍ଶିତ କରାଯାଇଥିଲା
ପନିପରିବା ମୁଦ୍ରାସ୍ତ୍ରୀତି ଶତକଡ଼ା ଦୁଇ ଦଶମିକ ପାଞ୍ଚ ଭାଗରୁ ଶତକଡ଼ା ଆଠ ଦଶମିକ ବାର ଭାଗକୁ ବୃଦ୍ଧି ପାଇଛି
ଗୃହରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହେବାରୁ ବାଚସ୍ପତି ପ୍ରଦୀପ କୁମାର ଅମାତ ଗୃହକୁ ଏଗାର ଟା ତିରିଶି ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ
ପିଏମ୍ଜାପାନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ଟେଲିଫୋନ୍ ଯୋଗେ କଥାବାର୍ତ୍ତା କରିଛନ୍ତି
ରାମପୁର ସଂସଦୀୟ ଆସନରୁ ଆଜମ ଗାଁ ଲୋକସଭାକୁ ନିର୍ବାଚିତ ହେବା ପରେ ସେହି ଆସନଟି ଖାଲିପଡ଼ିଛି
କେନ୍ଦ୍ର ସରକାରଙ୍କର ଏହି ଯୋଜନାରେ ପଞ୍ଚାୟତ ସ୍ତରରେ ଭୂତଳ ଜଳ ପରିଚାଳନା ଏବଂ ଆବଶ୍ୟକତା ଅନୁସାରେ ଜଳ ବିନିଯୋଗ ଉପରେ ପ୍ରାଥମିକତା ଦିଆଯିବ
ଦେଶରେ ବର୍ତ୍ତମାନ ଦୁଇ ଲକ୍ଷ ଛବିଶି ହଜାର ନଅ ଶହେ ସତଚାଳିଶି ଜଣ ସଂକ୍ରମିତ ବ୍ୟକ୍ତି ବିଭିନ୍ନ ହସ୍ପିଟାଲ୍ରେ ଚିକିସ୍ଥିତ ହେଉଛନ୍ତି
ଏହି ଦଳ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧୁକାରୀ ଏବଂ ନିର୍ବାଚନ ଅଧିକାରୀ ତଥା ବିଭିନ୍ନ ରାଜନୈତିକ ଦଳଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗ ଉପରେ ସେମାନଙ୍କର ମତାମତ ସଂଗ୍ରହ କରିଛନ୍ତି
କୋଭିଡ୍ ନାଇଣ୍ଟିନ୍ ସଂକ୍ରମଣକୁ ରୋକିବା ଓ ସ୍ଥିତିକୁ ପରିଚାଳନା କରିବା ଲାଗି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କର ସହାୟତା ଲୋଡ଼ିଛନ୍ତି
ଏହି ଅବସରରେ କୋଭିଡ଼ ଊଣାଇଶ କୁ ନେଇ ଉପୁଜିଥିବା ସମସ୍ୟା ଓ ଏହାର ସମାଧାନ ଦିଗରେ ପ୍ରୟାସ ଉପରେ ସେ ଆଲୋଚନା କରିବେ
ପ୍ରଧାନ୍ ଆଇସିଏସ୍ଆଇ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ପୁଞ୍ଜିନିବେଶ କ୍ଷେତ୍ରରେ ଭାରତ ସମଗ୍ର ବିଶ୍ର ଏକ ଲକ୍ଷ୍ୟସ୍ଥଳୀ ପାଲଟିଛି
ଆସନ୍ତା ନଅ ରେ ରସାୟନ ବିଜ୍ଞାନ ନଅ ରେ ସାହିତ୍ୟ ଏଗାର ରେ ଶାନ୍ତି ଓ ଚଉଦ ରେ ଅର୍ଥଶାସ୍ତ୍ର ପାଇଁ ନୋବେଲ୍ ବିଜେତାଙ୍କ ନାମ ଘୋଷଣା କରାଯିବ
ଏହି ବର୍ଗର ଲୋକମାନଙ୍କୁ ତୃତୀୟ ପର୍ଯ୍ୟାୟ ପ୍ରତିଷେଧକ ଟିକାକରଣ ଅଭିଯାନରେ ମେ ମାସ ପହିଲାରୁ ପ୍ରତିଷେଧକ ଟିକା ଦିଆଯିବ
ଡେଭିସ୍ କପ୍ କୋଲ୍କାତାର ସେଣ୍ଟର କୋର୍ଟଠାରେ ଡେଭିସ୍ କପ୍ ାର୍ଲଡ ଗ୍ରୁପ୍ କୂଲିଫାଏର ଡବଲ୍ସ ଟେନିରେ ରୋହନ୍ ବୋପାନ୍ନା ଏବଂ ଦ୍ବିଜ ଶରଣ ଯୋଡ଼ି ମାର୍କୀ ସିଚିଆଣ୍ଠୁ ଏବଂ ସିମୋନ ବୋଲେଲି ଯୋଡ଼ିକୁ ଭେଟିବେ
ମାତ୍ର ସେ ନଈ ପାର୍ ହେବ କେମିତି
ସେ କେନ୍ଦ୍ର ସରକାରରେ ବୈଦେଶିକ ବ୍ୟାପାର ଅର୍ଥ ପେଟ୍ରୋଲିୟମ୍ ଏବଂ ବାଣିଜ୍ୟ ମନ୍ତ୍ରଣାଳୟର ମଧ୍ୟ ଦାୟିତ୍ବରେ ରହିଥିଲେ
ବାଗଚୀ ବିଶ୍ବବ୍ୟାପୀ ମହାମାରୀର ଆତଙ୍କ ସୃଷ୍ଟି କରିଥିବା କରୋନା ଭୂତାଣୁ ସଂକ୍ରମଣ ଦେଶର ବିଭିନ୍ନ ରାଜ୍ୟରେ ଉଦ୍ବେଗଜନକ ସ୍ଥିତି ରହିଥିବାବେଳେ ଓଡ଼ିଶାରେ ମଧ୍ୟ ଏହା କାୟାବିସ୍ତାର କରିଚାଲିଛି
ଚାରି
ଇତିମଧ୍ୟରେ ନେଦରଲ୍ୟାଣ୍ଡ ପକ୍ଷରୁ ଟର୍କୀକୁ ସବୁ ଅସ୍ତ୍ର ରପ୍ତାନୀ ବନ୍ଦ ରଖାଯାଇଛି
ଚେନ୍ନାଇରେ ଖେଳାଯାଉଥିବା ପ୍ରାରମ୍ଭିକ ମ୍ୟାରେ ଗତଥରର ଚମ୍ପିୟାନ୍ ଚେନ୍ନାଇ ସୁପର୍ କିଙ୍ଗ୍ସ ବାଙ୍ଗାଲୋରକୁ ଭେଟିବ
ମନ୍ତ୍ରୀ କହିଛନ୍ତି ନରେନ୍ଦ୍ର ମୋଦୀଙ୍କ ନେତୃତ୍ବର ସରକାର ଦୁଇ ହଜାର ଚଉଦ ମସିହାରେ ଜାତୀୟ ବାୟୁ ମାନକ ସୂଚୀର ଶୁଭାରମ୍ଭ କରିଥିଲେ ଯାହା ପ୍ରଦୂଷଣ ସମସ୍ୟାର ସମାଧାନ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଥିଲା
କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ରକ୍ଷା କରି କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଉତ୍ସବମାନ ପାଳିତ ହୋଇଯାଇଛି
ମହାରାଜା ଯେଉଁ ଆଡ଼େ ଯାଉଥାନ୍ତି ସାଥିରେ ଗୋପାଳ ରହିଥାନ୍ତି
ଏହାକୁ ମିଶାଇ ଏକ କୋଟି ନଅ ଲକ୍ଷ ତେପନ ହଜାରରୁ ଊଦ୍ଧ ଆକ୍ରାନ୍ତ ଏପର୍ଯ୍ୟନ୍ତ ଆରୋଗ୍ୟ ଲାଭ କରିସାରିଛନ୍ତି
ଏବଂ ରାଜ୍ୟରେ ଶୀତଲହରୀ ଜାରି
ଏହି ତୈଳର ପରିମାଣ ଦୁଇ ନିୟୁତ ବ୍ୟାରେଲ୍ ହେବ ବୋଲି ଆକଳନ କରାଯାଉଛି
ଏହି ଅବସରରେ ସେ କହିଛନ୍ତି ବିଜେପି କ୍ଷମତାକୁ ଆସିବା ପରେ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ବିକାଶ ତ୍ବରାନ୍ବିତ ହୋଇଛି
ଏକ ହଜାର ନଅ ଶହେ ସତଚାଳିଶି ମସିହାରେ ସିଡ୍ନୀ କ୍ରିକେଟ୍ ଗ୍ରାଉଣ୍ଡରେ ଟେଷ୍ଟ ଜୀବନ ଆରମ୍ଭ କରି ଏକାବନ ରନ୍ କରିଥିବା ଦଭୁ ଫାକରଙ୍କ ରେକର୍ଡକୁ ସେ ଭଙ୍ଗ କରିଛନ୍ତି
ଏଗୁଡ଼ିକ ମଧ୍ୟରେ ନର୍ଥ କାରୋଲିନା ଜର୍ଜିଆ ପେନ୍ସିଲ୍ ଭାନିଆ ମିଚିଗାନ୍ ଏବଂ ଓସ୍ସିନ୍ ଆଦି ରହିଛି
ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ପୂର୍ବାହ୍ନରେ ଏହାକୁ ଉଦ୍ଘାଟନ କରିବେ
ଏବଂ ରାଜ୍ୟରେ ଶୀତଲହରୀ ଜାରି
ବର୍ତ୍ତମାନ ରାଜ୍ୟର କେତେକ ଅଞ୍ଚଳରେ ମଧ୍ୟ ବର୍ଷା ଜାରି ରହିଛି
ଦୁଇ
ନନ୍ଦନକାନନ ଉପନିର୍ଦ୍ଦେଶକ ହରିଶଙ୍କର ଉପାଧାୟ ଝିଟ୍ କରି ଏହି ସୂଚନା ଦେଇଛନ୍ତି
ରାଜିନାମା ଅନୁଯାୟୀ ବିଜେପି ପାଖରେ ମୁଖ୍ୟମନ୍ତ୍ରୀ ପଦ ଓ ଜେଜେପି ପାଖରେ ଉପମୁଖ୍ୟମନ୍ତ୍ରୀ ପଦ ରହିବ
ଏହାର ଜବାବରେ ଦକ୍ଷିଣ ଆଫ୍ରିକା ଦଳ ସାତ ିକେଟ୍ ହରାଇ ଅଣାନବେ ରନ୍ ସଂଗ୍ରହ କରିପାରିଥିଲା
କବୁଗାଁଠାରେ ସେ ଆୟୁଷ୍ଠାନ ଭାରତ ହିତାଧୁକାରୀମାନଙ୍କ ସହ କଥାବାର୍ତ୍ତା କରିବେ
ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଅଫିସରମାନେ ନିର୍ବାଚନ କମିଶନ୍ ର ପ୍ରତିନିଧି ବୋଲି ସର୍ବଦା ମନେ ରଖିବା ଉଚିତ୍
ଗୋଟିଏ ଦିନ ଭିତରେ ଆଉ ଚାରି ଶହେ ତେୟାଳିଶି ଜଣ ଲୋକ ମୃତ୍ୟୁ ବରଣ କରିବା ସହ କରୋନା ମୃତ୍ୟୁ ସଂଖ୍ୟା ସତର ହଜାର ଆଠ ଶହେ ଚଉତିରିଶି ରେ ପହଞ୍ଚିଛି
ସେ କହିଛନ୍ତି ଦେଶ ପ୍ରତି ତାଙ୍କର ଅବଦାନ ଓ ତାଙ୍କର ନେତୃତ୍ବ ଆଗାମୀ ପିଢ଼ି ପାଇଁ ସର୍ବଦା ଦୃଷ୍ଟାନ୍ତ ହୋଇ ରହିବ
ସେ ସେଠାରେ ପୂଜାର୍ଚ୍ଚନା କରିବେ
ସେ କହିଛନ୍ତି ଐତିହ୍ୟ ସମଗ୍ର ମାନବ ଜାତିର ସମ୍ପଦ ବୋଲି ସମସ୍ତଙ୍କୁ ମନେ ରଖୁବାକୁ ହେବ
ବିସ୍କୋରଣରେ ଛଅ ଜଣ ପିଲା ଓ ତିନି ଜଣ ମହିଳା ମଧ୍ୟ ମୃତ୍ୟୁବରଣ କରିଛନ୍ତି
ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ବାନ କ୍ରମେ ଅଶୋକନଗର ଠାରେ ଉଦଘାଟିତ ହୋଇଯାଇଥିବା ବାଣିଜ୍ୟିକ ଇନ୍ଧନ ଉତ୍ପାଦନ ବେସିନରୁ ସର୍ବୋକୃଷ୍ଟ ମାନର ଅଶୋଧିତ ତୈଳ ଉତ୍ପାଦନ କରାଯିବ
ବିଜେପି ଅଧ୍ୟକ୍ଷ ଜେପି ନଡ଼ା ଓ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଏବଂ ପ୍ରକାଶ ଜାବଡେକର ବିଭିନ୍ନ ଜନସଭାରେ ଉଦ୍ବୋଧନ ଦେଇଥିଲେ
ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି
ଗଣମାଧ୍ୟମ ପ୍ରତିନିଧ୍ୟ ଓ ସାଧାରଣ ଲୋକଙ୍କ ଜାଣିବା ପାଇଁ ସିଇଓ ଅଫିସ ପରିସରରେ ସ୍ବତନ୍ତ୍ର ଭାବେ ପ୍ଲାଇଉଡ୍ ନିର୍ମିତ ଅସ୍ଥାୟୀ କୋଠରୀ କରାଯାଇଛି
କରୋନା ସଂକ୍ରମଣ ଯୋଗୁଁ ଦୀର୍ଘ ସାତ ମାସ ଧରି ପ୍ରାଣୀ ଉଦ୍ୟାନ ବନ୍ଦ ରହିଥିଲା
ବର୍ତ୍ତମାନ ଡିସେମ୍ବର ମାସ ଶେଷ ପର୍ଯ୍ୟନ୍ତ ନାଗାଲ୍ୟାଣ୍ଡ ଏକ ଗଣ୍ଡଗୋଳିଆ ଅଞ୍ଚଳ ଭାବେ ବିବେଚିତ ହେବ
ଧାରା ତିନି ଶହେ ସତୂରୀ ର ଉଚ୍ଛେଦ ସଂକ୍ରାନ୍ତରେ ମେହେବୁବା ମୁଫତି ଓମାର ଅବଦୁଲ୍ଲା ଓ ଫାରୁକ୍ ଅବଦୁଲ୍ଲାଙ୍କ ଭଳି କାଶ୍ମୀରୀ ନେତାମାନେ ଦେଇଥିବା ମନ୍ତବ୍ୟର ପ୍ରଧାନମନ୍ତ୍ରୀ ସମାଲୋଚନା କରିଛନ୍ତି
ନିରାପତ୍ତା ବାହିନୀ ସୂତ୍ରରେ କୁହାଯାଇଛି ଭାରତୀୟ ସେନାବାହିନୀ ଏହାର ଠିକଣା ଜବାବ ଦେଇଛି
ବାର ଟି ରାଜ୍ୟ ଓ ଦୁଇ ଟି କେନ୍ଦ୍ରଶାସିତ ଅଞ୍ଚଳର ଏକ ଶହେ ପନ୍ଦର ଟି ନିର୍ବାଚନ ମଣ୍ଡଳୀରେ ଆସନ୍ତା ତେଇଶି ତାରିଖରେ ତୃତୀୟ ପର୍ଯ୍ୟାୟ ଭୋଟ୍ଗ୍ରହଣ ହେବ
କ୍ୟାବିନେଟ୍ କେନ୍ଦ୍ର କ୍ୟାବିନେଟ୍ ଗତକାଲି ବିଶ୍ ବ୍ୟାଙ୍କୁ ସହାୟତାରେ ପ୍ରକଳ୍ପକୁ ଅନୁମୋଦନ କରିଛି
ବଇଦ କହିଛି କେବଳ ଗୋଟିଏ ଜିନିଷ ଖାଇଲେ ମୁଁ ଭଲ ହେବି
କରୋନା ଯୋଦ୍ଧାଙ୍କୁ ସଂକ୍ରମଣଠାରୁ ଦୂରେଇ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଉଛି
ଜୁଲାଇ ମାସରେ ସ୍କୁଲ ଖୋଲିବାକୁ ଅନୁମତି ମିଳିଛି
ଜୁଲାଇ ଷୋହଳ ରୁ ପାଠପଢ଼ା ଆରମ୍ଭ ହେବ
ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆସନ୍ତା ଊଣାଇଶ ତାରିଖରେ ଭୋଟ ଗ୍ରହଣ ହେବ
ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟର ସତୂରୀ ଲକ୍ଷ ମହିଳା ମିଶନ ଶକ୍ତି ଓ ମମତା ଯୋଜନାରେ ଉପକୃତ ହେଉଛନ୍ତି
ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆଜି କୋବିଡ୍ ମୃତ୍ୟୁହାର ଶତକଡ଼ା ଏକ ଭାଗରୁ କମ୍ ରହିଛି
ସ୍ାସ୍ଥ୍ୟ ମନ୍ତ୍ରଣାଳୟ କହିଛି ମୋଟ୍ ଆରୋଗ୍ୟ ଲୋକଙ୍କ ସଂଖ୍ୟା ସତାବନ ଲକ୍ଷ ଚଉରାଳିଶି ହଜାରକୁ ଟପିଯାଇଛି
କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟୁଡେୟୁଙ୍କୁ ଧନ୍ୟବାଦ ଜଣାଇ ଶ୍ରୀ ମୋଦି କହିଛନ୍ତି ଲୋକମାନେ ଗଣତନ୍ତ୍ର ଓ ବିକାଶ ପ୍ରତି ପୁନଃ ଆସ୍ଥା ପ୍ରକଟ କରିଛନ୍ତି
ପୂର୍ବ ଏବଂ ମଛଲିପଟନମ୍ଠାରୁ ତେର ଶହ କିଲୋମିଟର ଦୂରରେ ରହିଥିବା ଜଣାଯାଇଛି
ଏବଂ ଆଜିଠାରୁ ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭ
ବୁଲ୍ ଟ୍ରେନ୍ ମୁମ୍ବାଇଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ସମେତ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିର୍ଦ୍ଦେଶ ଦେଇଛନ୍ତି
ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟିର ଏହି ନିଷ୍ପତ୍ତି ବିଷୟରେ ଆଜି ଘୋଷଣା କରିଛନ୍ତି
ହାଇକୋର୍ଟ ରାୟ ନଦେବା ଯାଏଁ ପୁରୁଣା ଦର ଅନୁସାରେ ହୋଟିଂ ବ୍ୟାକ୍ସ ଆଦାୟ ହେବ ବୋଲି ଶ୍ରୀ ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି
ଶ୍ରୀ ପାର୍କର କହିଛନ୍ତି ଯେ ତାଙ୍କ ଦେଶର ଅକ୍ଷୟ ଶକ୍ତି ଉତ୍ପାଦନ ଏବଂ ଉପଯୋଗୀ କ୍ଷେତ୍ରରେ ଯଥେଷ୍ଟ ଦକ୍ଷତା ଓ ଜ୍ଞାନକୌଶଳ ରହିଛି
ସେ କହିଛନ୍ତି ଦୁଇପକ୍ଷିୟ ମଧ୍ୟରେ ପାରସ୍ପରିକ ସ୍ବାର୍ଥ ସମ୍ବଳିତ କ୍ଷେତ୍ର ଗୁଡ଼ିକରେ ସହଯୋଗ ବୃଦ୍ଧି ପାଇଁ ବ୍ୟାପକ ଆଲୋଚନା ହୋଇଛି
ବଣଜଙ୍ଗଲରେ ବିଭିନ୍ନ ଜାତିର ପଶୁପକ୍ଷୀ ରହୁଥିଲେ
ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବ୍ୟତୀତ ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରତ୍ୟେକ ମାସର ନଅ ତାରିଖରେ ପ୍ରଧାନ ମନ୍ତ୍ରୀ ସୁରକ୍ଷିତ ମାତୃତ୍ ଅଭିଯାନ ପାଳନ କରାଯାଉଛି
ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି
ଅନ୍ତର୍ଜାତିୟ ସାମୁଦ୍ରିକ ସୀମାରେ ଉଭୟ ଦେଶର ନୌବାହିନୀ ମିଳିତ ଜଗୁଆଳୀ ପହରା ବ୍ୟବସ୍ଥାର ମଧ୍ୟ ଅଭ୍ୟାସ କରିବେ
ଗତ ମାର୍ଚ୍ଚ ମାସରେ ଦେଶରେ କୋଭିଡ୍ କଟକଣା ଲାଗୁହେବାଠାରୁ ଶ୍ରୀ ମୋଦୀଙ୍କର ମୁଖ୍ୟମନ୍ତ୍ରୀମାନଙ୍କ ସହ ଏହା ଷଷ୍ଠ କଥାବାର୍ତ୍ତା ହେବ
ଆଗାମୀ ଦିନରେ ସବୁ ଗରିବ ପରିବାରରେ କିପରି ଉଜ୍ଜଳା ଗ୍ୟାସ ପହଁଚିପାରିବ ଏନେଇ ମୋଦି ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି
ଏହା ଦ୍ାରା ମାତ୍ର ଦେଢ ଘଣ୍ଟାରେ ଭୁବନେଶ୍ର ଜଣେ ଯାତ୍ରୀ ରାୟପୁର ପହଞ୍ଚିପାରିବ
ବାଚନିକ ଭୋଟରେ ପ୍ରସ୍ତାବ ଦିଆଯାଇଥିବାବେଳେ କଂଗ୍ରେସ ସହ ଅନ୍ୟ ଦଳମାନେ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ