text
string
label
int64
୫୭ ସନ୍ଦିଗ୍ଧ ଜାଲ୍‌ କମ୍ପାନିର ତଦନ୍ତ କରିବ ଏସ୍‌ଏଫ୍‌ଆଇଓ
0
ଫ୍ରେଞ୍ଚ୍‌ ଓପନ୍‌: ସାଇନା, ପ୍ରଣୟ, ପ୍ରଣୀତଙ୍କ ବିଜୟ ଅଭିଯାନ
2
ଅଷ୍ଟ୍ରେଲିଆରେ କୋହଲି ଏକା କିଛି କରି ପାରିବେନି: ଥମ୍ପସନ୍
2
୧୨ ବର୍ଷର ତପସ୍ୟା: ଶ୍ରୀଲଙ୍କା ୨-୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶୃଙ୍ଖଳା ବିଜୟୀ
2
ଇଣ୍ଟରପୋଲ୍‌ ଆଲର୍ଟ ସତ୍ତ୍ୱେ ବିଭିନ୍ନ ଦେଶ ବୁଲିଛନ୍ତି ନିରବ
0
ଅକ୍ଷୟ କୁମାରଙ୍କ ସହ ରିତିକ ରୋଶନ୍‌- ଟାଇଗରଙ୍କ ଟକ୍‌କର !
1
ଏୟାରସେଲ୍‌ ଦେବାଳିଆ!
0
ଦେଶରୁ ଦୁଷ୍କର୍ମ ହଟାଇବା ପାଇଁ ଦେହ ବ୍ୟବସାୟକୁ ଆଇନ ସମ୍ମତ…
1
ଡିଜେଲ ଦର ବେଲଗାମ୍‌:ପେଟ୍ରୋଲ ଡିଜେଲ୭୬.୭୯ ୭୪.୫୧
0
ରାଜ୍ୟ ଉପକନିଷ୍ଠ ହ୍ୟାଣ୍ଡବଲ୍: ପୁରୀ ବାଳକ, ଭୁବନେଶ୍ବର ବାଳିକା ବିଜେତା
2
ଯୌନ ଶୋଷଣର ଅଭିଯୋଗ ଲାଗିବା ପରେ ‘ହାଉସ୍‌ଫୁଲ୍‌-୪’ରୁ ବାହାରିଲେ…
1
୨ ସପ୍ତାହରେ ସୁପ୍ରିମକୋର୍ଟଙ୍କୁ ଜଣାଇବ ଓଡ଼ିଶା
0
ଆବୁଧାବି ଟେଷ୍ଟ୍‌: ଶ୍ରୀଲଙ୍କାଠୁ ହାରିଲା ପାକିସ୍ତାନ
2
ନୂତନ ନିୟମ ଅନୁସାରେ ପାସପୋର୍ଟ ଲାଗି ଏହି ସବୁ ପ୍ରମାଣପତ୍ରର ଆବଶ୍ୟକତା ରହିଛି
0
ବିନୁମଙ୍କଡ଼ ଟ୍ରଫିରେ ଓଡ଼ିଶା ପରାସ୍ତ
2
ଟିକେଟ ବିକ୍ରି କଥା ହକି ଇଣ୍ଡିଆ ବୁଝୁଛି, ଆମ ହାତରେ କିଛି ନାହିଁ : କ୍ରୀଡା ବିଭାଗ
2
ବିରାଟ କୋହଲିଙ୍କ ଆଉଟ ଦାବି ନେଇ ଅମ୍ପାୟାରଙ୍କ ନିକଟରେ ଅଭିଯୋଗ କରି ୧୫% ମ୍ୟାଚ ଫି ହରାଇଲେ ଜେମସ୍‌ ଆଣ୍ଡରସନ୍‌
2
ପାଇନ୍‌ ଦିନିକିଆ ଅଧିନାୟକ
2
ଜାତୀୟ ବାଳିକା ଫୁଟ୍‌ବଲ୍‌: ସେମିରେ ଓଡ଼ିଶା ପରାସ୍ତ
2
ଏକ ତୃତୀୟାଂଶ ସରକାରୀ ବ୍ୟାଙ୍କରେ ନାହାନ୍ତି ମୁଖିଆ
0
କୋହଲି ଏକ ନମ୍ବର
2
ଫିଲ୍ମ ରିଲିଜ୍‌ ନ ହେବା ପୂର୍ବରୁ କୌଣସି ପ୍ରଡ଼କ୍ଟର ବ୍ରାଣ୍ଡ…
1
ପ୍ରଦର୍ଶନୀ ମ୍ୟାଚ୍‌ରେ ହରମନ୍‌ପ୍ରୀତ୍‌, ମାନ୍ଧାନା ଅଧିନାୟିକା
2
୨ ବିଶ୍ୱକପ୍‌ ବିଜୟୀ ଟିମ୍‌ର ସଦସ୍ୟ ସେନାରେ ଯୋଗ ଦେଇ ପାରିଲେନି, ରହିଗଲା ଅବଶୋଷ
2
ରିଜର୍ଭ ବ୍ୟାଙ୍କ-ସରକାର ସମ୍ପର୍କ ପତିପତ୍ନୀ ଭଳି: ମନମୋହନ
0
ଡାଲମିଆ ଭାରତର ତାଲିମ କାର୍ଯ୍ୟକ୍ରମ
0
ବୋନି କପୁରଙ୍କ ପାଇଁ ମୋ ଝିଅ ସବୁବେଳେ ଚିନ୍ତାରେ ରହୁଥିଲା :…
1
କ’ଣ ପାଇଁ ୨୦୨୫ରେ ଭାରତୀୟମାନେ ୪ ଗୁଣ ଧନୀ ହେବେ?
0
ଏପ୍ରିଲ ପହିଲାରୁ କାର୍ଯ୍ୟକ୍ଷମ ହେବ ନୂଆ ବ୍ୟାଙ୍କ
0
ରାଜନେତାଙ୍କ ପରିବାରର ସଦସ୍ୟ ହୋଇ ମଧ୍ୟ ରାଜନୀତି କରି ନାହାନ୍ତି…
1
କେଉଁ ନିର୍ଦ୍ଦେଶକଙ୍କ ସହ ଥରେ ମାତ୍ର କାମ କରିଛନ୍ତି ଓଲିଉଡ଼୍‍…
1
କଟକରେ ନିର୍ମାଣ ଚାଲିଛି:ତାରକସୀ ବିଶ୍ବକପ୍‌ ଟ୍ରଫି
2
ମାଗଣାରେ ଖେଳିବେ ଗମ୍ଭୀର!
2
‘ସାର୍‌, ଜିଓ ଆଉ ଚାଲୁ ନାହିଁ’, ଦୀପବୀରଙ୍କ ପାର୍ଟିରେ ମୁକେଶ…
1
କୌଣସି ପଏଣ୍ଟ୍‌ ନ ପାଇ ଖେଳ ରତ୍ନ ପାଇବେ ବିରାଟ କୋହଲି; ୮୦ ପଏଣ୍ଟ୍‌ ପାଇ ବଜରଙ୍ଗ ପୁନିଆ ନିରାଶ
2
ଆର୍‌ସିସି ଓ ଭୋଡାଫୋନ୍‌ ଓ୍ଵାରିୟର୍ସ ବିଜୟୀ; ସନ୍ତୋଷ ସ୍ମାରକୀ କ୍ରିକେଟ୍‌
2
ମାହିରାଙ୍କ ନିଆରା ଟ୍ଵିଟ୍‌ : “ହାପି ବର୍ଥଡ଼େ ଗ୍ୟାଙ୍ଗଷ୍ଟା ଖାନ୍‌…
1
ରିଲିଜ ହେଲା ‘ସୁଇ ଧାଗା’ର ପ୍ରଥମ ପୋଷ୍ଟର : ନୂଆ…
1
ଦିଲ୍ଲୀରେ ଆଜିଠୁ ୟୁରୋ-୬ ଗ୍ରେଡ୍‌ର ପେଟ୍ରୋଲ, ଡିଜେଲ
0
ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଅମିତାଭ ବଚ୍ଚନ
1
ବାଣିଜ୍ୟ ଲଢ଼େଇରେ ଚୀନ୍‌ ଅଣନିଶ୍ବାସୀ
0
ପରାଜୟରୁ ସ୍ପେନ୍‌ ଗସ୍ତ ଆରମ୍ଭ
2
ଭାରତ-ନ୍ୟୁଜିଲାଣ୍ଡ୍‌ ‘ଏ’ ଟେଷ୍ଟ୍‌ ଅମୀମାଂସିତ
2
ଦିଲୀପ୍‌ କୁମାରଙ୍କ ସ୍ୱାସ୍ଥ୍ୟକୁ ନେଇ ପତ୍ନୀ ସାୟରା ବାନୋ…
1
ସୋ’ ମ୍ୟାନ୍‌ ସୁଭାଷ ଘାଇଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗକୁ…
1
‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ୍‌’ର ବିଫଳତା ପାଇଁ ସବୁଠାରୁ ଅଧିକ…
1
ଆଇପିଏଲ୍‌ ୧୧: ଧାଓ୍ଵନଙ୍କ ବିସ୍ଫୋରକ ବ୍ୟାଟିଂ, ରାଜସ୍ଥାନ ବିପକ୍ଷରେ ହାଇଦ୍ରାବାଦ ୯ ଓ୍ଵିକେଟ୍‌ରେ ବିଜୟୀ
2
ବିରୁଷ୍କାଙ୍କ ପରି ପ୍ରିୟଙ୍କା-ନିକ୍‌ଙ୍କୁ ବି ବିବାହ ଶୁଭେଚ୍ଛା…
1
ପାନ୍‌ ପାସିଫିକ ଦୌଡ଼କୁଦ ବଜ୍ରବାହୁଙ୍କୁ ରୌପ୍ୟ
2
କଳିଙ୍ଗ ଶିବିରରେ ଅମିତ ସାମିଲ
2
୨୩ ବର୍ଷରୁ କମ୍‌ ମହିଳା ଦିନିକିଆ:ଅଞ୍ଜଳି ଓ ସୁଶ୍ରୀ ଦେଲେ ପୂର୍ବାଞ୍ଚଳକୁ ତୃତୀୟ ବିଜୟ
2
ଟାଇଗର-ଦିଶାଙ୍କ ହାତରୁ ଖସିଗଲା ଏକ ବଡ଼ ଫିଲ୍ମ , ଜାଣନ୍ତୁ ମିଳିଲା…
1
ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌ ଦେଖିଲେ କୋବିନ୍ଦ
2
ରାକ୍ଷୀ ପୂର୍ଣ୍ଣିମା ପାଇଁ ’ରାକ୍ଷୀ ଏକ୍ସପ୍ରେସ୍‌’
0
ଚିନ୍ତା ବଢ଼ାଇଲା ଡଲାର, ସେୟାର ବଜାର, ନିବେଶକ ହରାଇଲେ ୧.୭ ଲକ୍ଷ କୋଟି
0
ଶିଶୁର ବୁଦ୍ଧିମତାରେ ଶିଳ୍ପପତି ବିମୋହିତ
0
ରିଲିଜ୍‌ ହେଲା ‘ଅକ୍ଟୋବର୍‌’ର ଟ୍ରେଲର୍‌ , ନୂଆ ଅବତାରରେ ବରୁଣ…
1
ଇସ୍‌କୋ ଇସ୍ପାତ କାରଖାନାକୁ ଶକ୍ତି ସଂଚୟ ପୁରସ୍କାର
0
ବିଶ୍ୱକପ୍‌ ସୁନ୍ଦରୀ
2
ଇଂଲଣ୍ଡ ସହ ପଏଣ୍ଟ୍‌ ବାଣ୍ଟିଲା ଭାରତ
2
ଏପ୍ରିଲରୁ ଇ-େଓ୍ଵ ବିଲ୍‌!
0
ଇଏସ୍‌ଆଇସିର ସୁବିଧା ସମାଗମ
0
ହୋଣ୍ଡା ଗ୍ରାଜିଆର ରେକର୍ଡ : ଅଢେଇ ମାସରେ ୫୦ ହଜାର ୟୁନିଟ୍‌ ବିକ୍ରି
0
ଅନ୍ତଃ ଜୋନ୍‌ ମହିଳା କ୍ରିକେଟ୍‌: ପୁନମଙ୍କ ଅର୍ଧଶତକ, ପୂର୍ବାଞ୍ଚଳ ବିଜୟୀ
2
ବେଲ୍‌ଜିୟମ୍‌କୁ ଐତିହାସିକ କାଂସ୍ୟ
2
ବାହୁଡ଼ିଲେ ତିନି ତାରକା
2
‘ଟାଇଗର ଜିନ୍ଦା ହୈ’ର ଆସିଲା ମ୍ୟୁଜିକାଲ ଟିଜର
1
ବିଓବି, ଦେନା, ବିଜୟା ବ୍ୟାଙ୍କ ମିଶ୍ରଣରେ କ୍ୟାବିନେଟ୍ ମୋହର: ମିଶିଲେ ତି‌ନିଟି ବ୍ୟାଙ୍କ
0
ମହଙ୍ଗା ହେବ ଟିଭି, ମୋବାଇଲ ଫୋନ !
0
ନୂଆ ଉତ୍ପାଦ: ଲେନୋଭୋ ଆକ୍ଟିଭ ସ୍ମାର୍ଟବ୍ୟାଣ୍ଡ୍‌, ସୁଜୁକି ଆଣିବ ନୂଆ ସ୍କୁଟର
0
ରାଜ୍ୟ ଦୌଡ଼କୁଦ ଆରମ୍ଭ: ଆ˚ଶିକାଙ୍କ କୀର୍ତ୍ତିମାନ
2
େଓ୍ଵଷ୍ଟଇଣ୍ଡିଜ୍‌କୁ ହରାଇଲା ନ୍ୟୁଜିଲାଣ୍ଡ
2
ସବୁ ବେଳେ ଚର୍ଚ୍ଚାରେ ଥାଆନ୍ତି ଏହି ଓଲିଉଡ ଅଭିନେତା
1
ନାଳକୁ ସୁଇମିଂ ପୁଲ ଭାବି ଡ଼େଇଁ ପଡ଼ିଥିଲେ କରୀନା କପୁର, ତା’ ପରେ…
1
ଡିସେମ୍ବର ୧ରୁ ନୂଆ ଚାରି ଚକିଆ ଗାଡ଼ିରେ ଫାସ୍‌ଟ୍ୟାଗ୍‌ ବାଧ୍ୟତାମୂଳକ
0
ଆଜିର ତେଲ ଦର : ପେଟ୍ରୋଲ ୫୦ ପଇସା, ଡିଜେଲ ୪୦ ପଇସା କମିଲା
0
ଓଡ଼ିଶାରେ ମାକ୍ସିସ ଟାୟାର୍ସର ପ୍ରଥମ ବିତରକ ନିଯୁକ୍ତ
0
ଅଡ଼ୁଆରେ ଇର୍‌ଫାନ୍‌ଙ୍କ ‘ବ୍ଲାକ୍‌ମେଲ’: ଅପମାନଜନକ ଡାଏଲଗ୍‌କୁ…
1
ପ୍ରଶାନ୍ତ ସ୍ମାରକୀ ଆଇନଜୀବୀ କ୍ରିକେଟ୍‌: ଭୁବନେଶ୍ୱର, ବାଲେଶ୍ୱର ବିଜୟୀ
2
ଦେହରୁ ରକ୍ତ ବୋହିଲେ ମୋ ଫିଲ୍ମ ହିଟ୍‌ ହୁଏ ବୋଲି ମୁଁ ବିଶ୍ୱାସ…
1
ଅନ୍‌ଲାଇନ୍‌ ଟିକେଟରେ ଡିସିପିଙ୍କ ହସ୍ତାକ୍ଷର ନଥିବାରୁ ବାରବାଟୀରେ ଦର୍ଶକମାନେ ହିନସ୍ତା
2
ଉଦ୍‌ଘାଟିତ ହେବ ୩ଟି ପ୍ରକଳ୍ପ, ନାଲ୍‌କୋର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ
0
ଫିଞ୍ଚ୍‌ ଆହତ
2
ଶ୍ରେଷ୍ଠ ଯୋଦ୍ଧା ବସ୍ତିରୁ ଆସନ୍ତି: ଟାଇସନ୍
2
ରେଳବାଇରେ ବରିଷ୍ଠମାନେ ଅଧସ୍ତନଙ୍କୁ ‘ତୁ’ କହିପାରିବେନି
0
‘ମଣିକର୍ଣ୍ଣିକା’ ପରେ ଏବେ ‘ମେଣ୍ଟାଲ ହେ କ୍ୟା’କୁ ନେଇ କଙ୍ଗନାଙ୍କ…
1
ସିମେଣ୍ଟ ୨୫ ଟଙ୍କା କମିବ!
0
ବାସ୍କେଟ୍‌ବଲ୍‌ ପ୍ରଶିକ୍ଷଣ ଶିବିର ମେ ୧ରୁ
2
ଚଣ୍ଡିଗଡ଼କୁ ୫୯-୦ରେ ପରାସ୍ତ କଲା କିସ୍‌
2
କାନ୍‌ ଫିଲ୍ମ ଫେଷ୍ଟିଭାଲ ପାଇଁ ନୂଆ ନିୟମ: ରେଡ୍‌ କାର୍ପେଟ୍‌ରେ…
1
ଚନ୍ଦାଙ୍କୁ ଘେରିବ ସିବିଆଇ: ବିମାନ ବନ୍ଦରରେ ଆଲର୍ଟ
0
ଆଲୋକ ନାଥଙ୍କୁ କ୍ଷମା କରିବାକୁ ରାଜି ଥିବା ବିନ୍‌ତା ନନ୍ଦା…
1
ଋଷି କପୁର ଏବଂ କମଲ ହାସନଙ୍କ ଅଭିନୀତ ସିନେମା ‘ସାଗର୍‌’ର ଟାଇଟଲ…
1
କେଉଁ ନାୟକଙ୍କ ସହ ରୋମାନସ୍‌ କରିବାକୁ ଭଲ ଲାଗେ ଏହି ନାୟିକାଙ୍କୁ…
1
ସୁଧ ଅପରିବର୍ତ୍ତିତ ରଖିଲା ଆର୍‌ବିଆଇ
0
କୋହଲିଙ୍କ କ୍ରମାଗତ ଶତକ ବେକାର, ଅଷ୍ଟ୍ରେଲିଆ ୩୨ ରନ୍‌ରେ ଜିତି ଶୃଙ୍ଖଳାରେ ଉଜ୍ଜୀବିତ
2
ରାଇଜିଂ ଷ୍ଟୁଡେଣ୍ଟ୍‌ ପରାସ୍ତ: ଭାରତୀୟ ମହିଳା ଲିଗ୍‌
2
ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦: ଫିଞ୍ଚ ଫେରିଲେ ପାଭଲିୟନ, ଅଷ୍ଟ୍ରେଲିଆ ୪/୮୭
2
ଆଉ ଏକ ନିଯୁକ୍ତି ରିପୋର୍ଟ ଅଟକିଲା
0
ହୋଣ୍ଡାର ତିନିଟି କାର୍‌ର ସ୍ବତନ୍ତ୍ର ଏଡିସନ୍
0