utterance_id stringlengths 18 18 | text stringlengths 1 324 | audio audioduration (s) 2 27.4 |
|---|---|---|
KaInDe_utt00017861 | ଆଉ ଆଉକଣ ଗୋଟେ item ବନୋଉ ଏଗୁଡା ସବୁ ବନେଇବା କଥା ଡାଲ ଚୁ ଡାଲବାଟି ଆଉଟେ କଣ ସେଟା ପଞ୍ଜାବର କଣ ସେଟା କହୁଥିଲେ ଆପଣ | |
KaInDe_utt00017865 | ଆଚ୍ଛା ସେଇ ମାନେ ଏଇ summer vacation ରେ ଏଇ ଏଇ item ଘରେ ଏଥର ବନେଇବ ବୋଧେ ଆ ବନେଇକି summer vacation ଟାକୁ enjoy କରିବା | |
KaInDe_utt00017867 | summer vacation ଟାକୁ enjoy କରିବା ଆଉ ଥରେ ପୁଣି next time ଆଉ କିଛି କିଛି dish | |
KaInDe_utt00017869 | ସେଟା ବନେଇବା summer vacation ରେ all country ରେ କୋଉଟା କୋଉଟା famous ଅଛି ସେଟାକୁ ପୁଣି ବନେଇବା | |
KaInDe_utt00017870 | job ପାଇଁ କୋଉଟା କୋଉଟା ଠିକ ରହିବ | |
KaInDe_utt00017872 | health ପାଇଁ କୋଉଟା କୋଉଟା ଆମର actually dish ଏଥିପାଇଁ ଘରେ ବନା ହଉଛି ପାଟିକି ତ ସ୍ଵାଦ ଆସେ Indian dish ପାଟିକି ବି ସ୍ଵାଦ ଆସେ ତା ସହିତ ଆମର health ବି ବହୁତ maintained ହୁଏ | |
KaInDe_utt00017873 | ସେଥିପାଇଁ ଘରେ ବନେଇକି ଖାଇବା ହିଁ better ରହିବ dish ଦେଖିକି | |
KaInDe_utt00017874 | ଆହୁରି ସବୁଠୁ ସବୁଠୁ ସବୁଠୁ ସହଜ ହଉଛି ହେଉଛି କେରଲା ର ଅପମ | |
KaInDe_utt00017875 | ଯୋଉଟା କି ଚାଉଳ ରେ ବଟା ହେଇଥିବ ଡେକଚି ରେ ମାନେ ଡେକଚି ଟାକୁ ନିଆଁ ରୁ ଉପରକୁ ପକାହଉଛି ତାରି ଚାଉଳ ବଟା ଟା ପତଳା ହେଇଯାଉଛି ହେଇଗଲା ତାକୁ କାଢିକି ଚଟଣି ସହିତ ଖାଇଦିଅ | |
KaInDe_utt00017877 | ସେଟା କେବଳ | |
KaInDe_utt00017878 | ଆପଣ ଆମେ ଚାହୁଁଛେ ବିରି ବି ମିଶେଇ ପାରିବା ଯେମତି ଆମେ ଚକୁଳି ବନାଉ ସଦା ଚକୁଳି ସେଇ pattern ରେ ବନେଇ ପାରିବା ଯୋଉଟା କି | |
KaInDe_utt00017881 | ବହୁତ quickly ହେଇଯାଏ ସେଟା ଅପମ ଟା ବହୁତ quickly ଚାହିଁଲେ ତମେ ନଡିଆ ପୁର ବି ପକେଇ ପାରିବ | |
KaInDe_utt00017882 | ନଡିଆ ଚଟଣି ସହିତ ବି ସେଟା କୁ ଖାଇପାରିବ | |
KaInDe_utt00017884 | morning ରେ ପିଲାମାନଙ୍କୁ snacks ବନେଇକି ଦେଇ ପାରିବା tiffin ପାଇଁ | |
KaInDe_utt00017885 | ହଁ sure ten minute ରେ ଆମର ବହୁତ ଗୁଡେ ମାନେ ଆମେ tiffin ବନେଇ ପାରିବା ଏଇ ଅପମ ରୁ ଆମର ପୁର entire family within ten minute ରେ ହେଇଯିବ | |
KaInDe_utt00017886 | କାହିଁକି ନା ତାକୁ ଚୁଲା ବାଟ ତାକୁ ଡେକଚିରେ ପକାଅ ନହେଲେ ତାୱା ରେ ପକାଅ but ସେମାନେ traditionally ଡେକଚିରେ ପକେଇ କରନ୍ତି ମାନେ କଥା ଚୁଲା ଇଏ କରନ୍ତି ଉଗାଡି ଦିଅନ୍ତି ଡେକଚିରେ | |
KaInDe_utt00017887 | ଟା ଉପରେ ସେମାନେ round shape ରେ ଦେଇକି କାଢି ଦିଅନ୍ତି ତ ଅପରେ କପଡା କୁ ଓଦା କରିବେ ସେ ଡେକଚି ଉପରେ ବୁଲିଦେବେ କାଢିଦେବେ କାଢିକିରି served କରିବେ | |
KaInDe_utt00017888 | ସେଟ ଗୋଟେ ବହୁତ ମାନେ ଚାଉଳ ଆମ ଦେହ ପାଇଁ କିଛି କ୍ଷତିକାରକ ବି ନୁହଁ | |
KaInDe_utt00017889 | ଆମେ ତ ଆମେ ଓଡିଶା ପିଲା ତ ଆମେ daily ଚାଉଳ ଖାଉଛେ ଚାଉଳ ନ ଖାଇଲେ ଆମେ ବଞ୍ଚି ପରିବାନି ତ ଅପମ ନା ଆମ ପାଇଁ ସବୁଠୁ ଭଲ ଆମ health ପାଇଁ specially ଖରାଦିନ ରେ କାହିଁକି ନା ଯ ଦିହରେ ତେଲ ବି ଲାଗେନି | |
KaInDe_utt00017890 | ବହୁତ କମ ତେଲ ଲାଗେ ଚକୁଳିରେ ବି ତେଲ ଲାଗେନି ଆମର ଚକୁଳିରେ ତ ଗୋଟେ drop ଦି drop ତେଲ ରେ ବି ଆମର ହେଇଯିବ ଆରମ ସେ କାହିଁକି ନା ସେଟା ନଡିଆ ଚଟଣି ରେ କଣ ନଡିଆ ଟିକେ ବାଦାମ ଟିକେ ଚଣା ଡାଲି ଟିକେ ସବୁ ଯାକୁ | |
KaInDe_utt00017891 | ଭଲ ଭାବରେ ଭାଜି ଦେଲେ ଶୁଖିଲାରେ ଭାଜି ଦେଇକି ତାକୁ granning କରି ଦିଅ ସେ ଚଟଣି ହେଇଗଲା | |
KaInDe_utt00017892 | ମୁଁ ଏଥର କରି ନେବି ସେଟା item ଟା | |
KaInDe_utt00017894 | ମୁଁ ତ କହିବି କେରଳା ର ଅପମ ଆମକୁ ନିହାତି ବନେଇବା କଥା ଆଉ ଆମେ ଯଦି south କୁ touch କରୁଚେ ତ south ର dish ପ୍ରଥମେ ବହୁତ କିଛି apply କରିବା କଥା ଜେନ୍ତି କି ଆମର ତେଲେଙ୍ଗାନାର ଆନ୍ଧ୍ରାର | |
KaInDe_utt00017895 | dish ଯାକ ବହୁତ ଭଲ ଭଲ ଯୋଉଟା କି ଉପମା | |
KaInDe_utt00017896 | ଚାଉଳ ଗୁଣ୍ଡରୁ ହୁଏ | |
KaInDe_utt00017898 | ଚାଉଳ ଖୁଦଟାକୁ ମାନେ ଚାଉଳ ଟାକୁ ଆମେ ଯୋଉ ଚଲୋଉଛେ ଖୁଦଖୁଦ ଚୂରା ଚୂରା ଦାନା ଯୋଉ ବାହାରୁଛି | |
KaInDe_utt00017899 | ଜାଣିଛି ସେଟା ଆଉ ହବାର | |
KaInDe_utt00017901 | ସୁଜିରୁ ବି ଭଲ ଉପମା ବନିବ ଚାଉଳ ଖୁଦ ଉପମା | |
KaInDe_utt00017903 | ଖୁଦ ଯଦି ତମେ ଚାଉଳକୁ grinding କରି ଦେବ ତାର ସରୁ ସରୁ ଦାନ ଯାକ ଆସିବ | |
KaInDe_utt00017905 | ହଁ ଦେହ ପାଇଁ ତ best ସେଇଟା | |
KaInDe_utt00017906 | ଆଉ ମୋ ପାଇଁ ଦେହ ପାଇଁ best ଯୋଉଟା କାରଣ ଆମେ morning time morning time ରେ ଆମକୁ ଟିକେ heavy ଖାଇବାର ଅଛି day time ଟିକେ low ପୁରା low କରିବାର ଅଛି calorie ଆମର ତ morning time ଉପମା ଟା best | |
KaInDe_utt00017907 | ଯୋଉଟା କି ଆମର ତାମିଲନାଡୁ ପୋଙ୍ଗଲ ବୋଲି ଯୋଉ famous ନାଇଁ କି | |
KaInDe_utt00017908 | ହେଲା ପୋଙ୍ଗଲ ବୋଲି ଯୋଉ ଆପଣ କହିଲେ ସେ ପୋଙ୍ଗଲ ବି ସେଇ same ଟା ମାନେ ଏଇ ଖୁଦ ଉପମା ରେ ବନା ହୁଏ | |
KaInDe_utt00017909 | ତା ସହିତ best ଶାମ୍ବର south ର ଶାମ୍ବର ହଁ ମତେ କିନ୍ତୁ ଶାମ୍ବର ଜଣା ନାହିଁ but south ର ଶାମ୍ବର ଭଲ | |
KaInDe_utt00017910 | ଓ ହୋ | |
KaInDe_utt00017911 | okey ଅ ତ next time next time କଣ କରିବା ଆମେ କଣ item କରିବା ବନେଇକି share କରିବା | |
KaInDe_utt00017913 | ଗୋଟେ ଏ item ଟା ବନେଇବା ଆର picture ଆଜିର ଏତ first ଏଟା ଏକ number | |
KaInDe_utt00017914 | summer vacation ଆମର ଯେବେଠୁ start ହେବ ଗୋଟେ ଗୋଟେ item ତାର ଫୋଟୋ | |
KaInDe_utt00017916 | ହାଉ | |
KaInDe_utt00017919 | କହିଲ ଏତେ support କଲ ଭଲ ଭଲ item ର idea ଡେଲ ସେ item ତ ନିହାତି summer vacation ରେ ମୁଁ ତ ବନେଇବି | |
KaInDe_utt00017920 | ତମେ ହେଲେ ବହୁତ item ଗୁଡିକ dish ଗୁଡିକ ମତେ କହିଲ ନୂଆ item କିଛି କିଛି ଗୁଡାଏ | |
KaInDe_utt00017921 | ମୁଁ ବି ବନେଇବି ମୋ ଛୁଆ ମାନଙ୍କୁ ମୋ family ରେ ସମସ୍ତଙ୍କୁ ଖୁଆଇବି ଆଉ | |
KaInDe_utt00017923 | ଆଚ୍ଛା ତ କେମିତି ବନେଇଲ କେମିତି ହେଲା କଣ ହେଲା ମତେ ଜଣେଇବ କାହିଁକି ନା ମୁଁ recipe check କରୁଛି ତ ମୋର ଜାଣିବାର ଅଛି କି ମୁଁ ଭଲରେ ଦେଇଛି କି ଖରାପ idea ଟେ ଦେଇଛି | |
KaInDe_utt00018005 | ମୁଁ ଏଇଠି ବସିଥିଲି, କୁହ କଣ କହିବ? | |
KaInDe_utt00018009 | ଆଜି, ଟିକେ problem ହେଇ ଯାଇଥିଲା ଘରେ ମାଆର ଗୋଟେ ମାଆ ଯାଉଥିଲା ଏଇପଟେ ରାସ୍ତାରେ, ଗୋଟେ ଗାଡିଟେ ଆଣି ବାଡ଼େଇଦେଲା! ତାକୁ ନେଇକି ବାପା ହରିକା medical ଯାଇଥିଲେ। ମୁଁ ବି ମାଆ ସାଙ୍ଗରେ ଯାଇଥିଲି ତ! | |
KaInDe_utt00018013 | Bike ଟେ, ସିଏ road cross ହଉଥିଲା ଅନେଇ ନଥିଲା ଏପଟ ସେପଟରେ road cross ହେଇଗଲା ଯେ ଗୋଟେ bike ଟେ ଆସି ବାଡ଼େଇଦେଲା। | |
KaInDe_utt00018017 | ଆଁ doctor ଙ୍କୁ ନେଇ ଦେଖେଇଲେ ହାତ ଭାଙ୍ଗି ଯାଇଛି ଗୋଟେ side ଖଣ୍ଡିଆ ବି ହେଇଯାଇଛି ବହୁତ୍। | |
KaInDe_utt00018019 | ଓ ହାତ କଣ ମାନେ plaster ହବ ନା କଣ ହବ? | |
KaInDe_utt00018021 | ନାଇଁ plaster ହବ ବୋଲି କହୁଥିଲେ ଏବେ ଖାଲି bandage କରିଦେଇଛନ୍ତି, ମାସେ ପରେ ଦେଖିବେ ଯଦି ଭଲ ହେଲା plaster କରିବେନି, ଯଦି ଭଲ ନ ହେଲା ପୁଣି ଥରେ plaster କରିକି ପୁଣି ଥରେ ମାସେ ରହିଆକୁ ପଡିବ ଆଉ। | |
KaInDe_utt00018025 | ହଁ medicine ତ ପୁଳାଏ ଖଣ୍ଡେ ଦେଇଛନ୍ତି। ତାର ବି BP low ହେଇଯାଇଛି ପୁରା। | |
KaInDe_utt00018027 | ଓହୋ କେମତି ଅଛନ୍ତି ଏବେ? | |
KaInDe_utt00018029 | ହଁ ଏବେ ତ, ଉଠୁନାହିଁ ଖାଲି ଖାଉଛି ଶୋଉଛି ଆଉ କିଛି କହୁ ନାହିଁ ବି, ବି nervous ହେଇଯାଇଛି ପୁରା। | |
KaInDe_utt00018041 | ନା, ଆମେ ସବୁ ଖୁଆଇଦବୁ ନହେଲେ ବୋଉବି ଅଛି କାମ, ତାରବି କାମ ଏବେ ବହୁତ୍ ବଢିଗଲା। | |
KaInDe_utt00018043 | ହଁ ତମେ ତାଙ୍କୁ ଆଉ ଟିକେ ସାହାର୍ଯ୍ୟ କରୁଥିବ ଆଉ। | |
KaInDe_utt00018045 | ହଁ ହଁ କରିଆକୁ ତ ପଡିବ, ବାପା ବି ଟିକେ, ରାଗି ଗଲେନା, ସିଏ କାହିଁକି ଯାଉଥିଲା road କୁ, ସିଏ ବି ଯାଉଥିଲା ଏ ଗାଁରେ ଗୋଟେ ମନ୍ଦିରଟେ ଥିଲା ସେ ମନ୍ଦିରକୁ ଯାଉଥିଲା, । | |
KaInDe_utt00018046 | ସେ road cross ହେଲାବେଳେ ବାଡ଼େଇଦେଲା ଗାଡି। | |
KaInDe_utt00018048 | ଓହୋ ତମେ ତାକୁ ଆଉ କିଛି କହିଲନି? | |
KaInDe_utt00018050 | ଆଉ କଣ କହିବୁ? ବାପା ତ ରାଗିଥିଲେ ବାପା ସେଇଠୁ ତାକୁ ନେଇକି medical ଗଲେ medical ଗଲା ସେ ତ ଆଉ ଠିଆ ହେଇପାରିଲାନି, ବେହୋସ ହେଇଯାଇଥିଲା, ତାକୁ ଆମ ଗାଁରେ ଜଣେ, auto ଚଲାନ୍ତି ତାଙ୍କୁ ଡାକିଲୁ, ସିଏ ସେଇଠୁ ନେଇକି auto ରେ medical ଗଲେ। | |
KaInDe_utt00018054 | Doctor ବି କହିଲେ, ଏଁ ତ ପୁରା ବେହୋସ ହେଇଥିଲା ଆଉ ମାନେ ଆଉ କଥା ହିଁ କହିପାରିଲାଣି, doctor ସେଇଠୁ କଣ medicine ଦେଲେ, ତାପରେ ଟିକେ ସମୟ ସେଠି ବସିଲା, blood pressure check କଲେ। | |
KaInDe_utt00018055 | ତାପରେ medicine ପୁଳାଏ ଆଣିକି ଆସିଲୁ ଆଉ ହାତ bandage କଲେ ଆସିଲେ। | |
KaInDe_utt00018062 | ତାର ବି, ଏତେ ବି ସୁସ୍ଥ ନାହିଁ, ଆଗ ଅପେକ୍ଷା! time ଲାଗିବ ଟିକେ ଆଉ । | |
KaInDe_utt00018064 | ହଁ ହାତ ଭାଙ୍ଗିଯାଇଛି ମାନେ ଠିକ୍ ହବା ପାଇଁ ସମୟ ଲାଗିବ ଯାହାବି ହେଲେ। | |
KaInDe_utt00018066 | ହଁ କୁହନି ଆମେ ପୁରା ଡରି ଯାଇଥିଲୁ ତା ଆମେ ସବୁ ଘରେ ଅଛୁ ନା ସକାଳୁ ସକାଳୁ ହେଲା, ସକାଳୁ ସକାଳୁ ଆମେ ସବୁ ଘରେ ଅଛୁ, ସିଆଡୁ ପାଟି ଶୁଭିଲା ଆମର ଏପଟେ ସାହିରେ ଜଣ ଭାଇ ଥିଲେ, ସିଏ ଯାଉଥିଲେ ସେଇପଟେ ସିଏ ଦେଖିଲେ ଗାଡି ରଖିଲେ ସେଇଠୁ। | |
KaInDe_utt00018067 | ଟେକି ଟେକି ଆଣିଥିଲେ ଆମେ ଦେଖିକି ପୁରା ଡରିଗଲୁ। | |
KaInDe_utt00018073 | ଶୀତ ଦିନେ ଆଉ ଟିକେ ଅଧିକା କଷ୍ଟ ଲାଗିବ ଯାହା ବି ହେଲେ। | |
KaInDe_utt00018074 | ହଁ, ସେ ତ ଆଉ କଥା ବି କହିପାରିଲାଣି ତା ପାଟିରେ ଟିକେ ପାଣି ଦେଲୁ, ତା ପରେ ଏଁ ଟିକେ ଆଗ ଶୋଇଲା ତା ପରେ ଯୋଉ ଖଣ୍ଡିଆ ହେଇଥିଲା ତାକୁ ଟିକେ medicine ଲଗେଇ ଦେଲୁ, medicine ଲଗେଇଲା ପରେ ତାକୁ ନେଇକି ସେଇଠୁ medical ଗଲେ ଆଉ medical auto ଡକେଇଲେ। | |
KaInDe_utt00018075 | ଆଉ ଗାଁରୁ ଆଉ ଦି ଜଣ ଗଲେ ବାପା ବି ଗଲେ, ତାକୁ ନେଇକି ସେଇଠୁ ଗଲେ। | |
KaInDe_utt00018077 | ଆଉ ointment ଦେଇଛନ୍ତି ହାତରେ ଲଗେଇବା ପାଇଁ? | |
KaInDe_utt00018079 | ହଁ ହଁ ଦେଇଛନ୍ତି, ହାତବି, bandage କରିଦେଇଛନ୍ତି,କହିଛନ୍ତି bandage ଖୋଲା ହେଲା ପରେ ସେକା ଦିଆ ହବ। | |
KaInDe_utt00018083 | ହଁ କୁହନି ଯୋଉ tension ଆଉ ଆଜି coaching କେମିତି ଯାଇଥାନ୍ତି? | |
KaInDe_utt00018085 | ହଁ ତମେ ତାଙ୍କର ଟିକେ ସାହାଯ୍ୟ କରୁଥିବ, ତମ ବୋଉଙ୍କର ଆଉ। | |
KaInDe_utt00018087 | ହଉ ହଉ, ହଉ ତମେ ଯାଅ କଣ କରିବ? ମୁଁ ଯାଉଚି ଆଉ। | |
KaInDe_utt00018094 | ଭଲ ଅଛ? | |
KaInDe_utt00018097 | ନାଇଁ,ଏମିତି ହି ବସିଥିଲି ଓହଃ ଆପଣ କଣ କରୁଛନ୍ତି? | |
KaInDe_utt00018098 | ମୁଁ ଆଉ କଣ କରିବି, ମୁଁ ବି ବସିଛି ଆଉ ଦେହ ଟିକେ ଭଲ | |
KaInDe_utt00018100 | କଣ ହେଇଚି ନା କଣ | |
KaInDe_utt00018101 | ଆଜି କଣ ହେଲା ନା ମେଡିକାଲକୁ ଯାଇଥିଲି ତ | |
KaInDe_utt00018103 | ଦେହ ଟିକେ ଭଲ ନଥିଲା, ସେ ଦେଖିଲି ଆଜି ମତେ ଭଲ ଲାଗିଲାନି | |
KaInDe_utt00018105 | ଗୋଟେ ଝିଅ ଟେ ଆସିଥିଲା ଯେ | |
KaInDe_utt00018109 | କମ age ହେଇଥିବ ଆଉ, ଓ କୋଡିଏ ବର୍ଷ ଖଣ୍ଡେ ହେଇଥିବ | |
KaInDe_utt00018111 | ସିଏ pregnant ଥିଲା ତ ସେ ଝିଅ ଟା ବାହା ହେଇଯାଇଛି | |
KaInDe_utt00018113 | ଥିଲା ହୁଁ ବାହା ହେଇଯାଇଛି କମ ବୟସରୁ ହେଲେ ବି କଣ ହେଇଛି କି ସେ ବୋଧେ ତାଙ୍କର ultrasound କରିକି ରିପୋର୍ଟ ଧରିକି ଆସିଥିଲା | |
KaInDe_utt00018115 | ଡ଼କ୍ଟର ଦେଖିକି ତାଙ୍କୁ ବହୁତ ରାଗିଲେ ଆଉ | |
KaInDe_utt00018117 | କାହିଁକି ନା ସିଏ ଯାହା ମେଡିସିନ ତାକୁ ଆଠ ମାସ ହେଲାଣି ତାର | |
KaInDe_utt00018119 | କିନ୍ତୁ ତା ଭିତରେ ଯୋଉ ଛୁଆ ଟା | |
KaInDe_utt00018120 | ହୁଁ ବଢି ପାରିନି ସାତ ଶହ ଗ୍ରାମ କଣ ଅଛି ବୋଲି କହୁଥିଲେ ରିପୋର୍ଟ ଦେଖିକି | |
KaInDe_utt00018122 | ତ ସେ ବହୁତ ଗାଳି କରୁଥିଲେ ତାଙ୍କୁ କହୁଥିଲେ ତମେ ଯୋଉ iron ବଟିକା ଦଉଛନ୍ତି କଣ ପାଇଁ ଖାଉନ ବୋଧେ ଖାଇନ ଆଉ ସେଥିପାଇଁ ଉଁ ଯୋଉ ପୃଷ୍ଟିକର ଖାଇବା କଥା ସେଇ | |
KaInDe_utt00018123 | ସେଇ ଜିନିଷ ବି ତମେ ଖାଉନ ଭିଟାମିନ ମାନେ ପନିପରିବା କିଛି ଖାଉନ ବୋଧେ ସେଥିପାଇଁ | |
KaInDe_utt00018125 | ଆଉ blood ନାହିଁ, haemoglobin କମିଯାଇଛି ତମର | |
KaInDe_utt00018127 | ତ ମତେ ଟିକେ ଦେଖିକି ଭଲ ଲାଗିଲାନି ଆଉ | |
KaInDe_utt00018128 | ତ ସେମିତି ଅଂ ହୁଁ | |
KaInDe_utt00018129 | ତ କଣ ହଉଚି ନା ଏଇଟା ଆମର ଏଇ ଯୋଉ କମ ବୟସ ରୁ ଝିଅ ମାନଙ୍କୁ ଯୋଉ ବାହା କରିଦଉଛନ୍ତି | |
KaInDe_utt00018131 | ସେଇ ଉପରେ ତ ସଚେତନ ଆଜି କା dateରେ ସରକାର ବହୁତ ମାନେ ସଚେତନ କଲେଣି, କମ ବୟସରୁ ବାହା ହୁଅନି ଅବଶ୍ୟ government declare କରିଛି ଅଠର ବର୍ଷ ରୁ above ହେଇଗଲେ ବାହା ହୁଅ | |
KaInDe_utt00018134 | ହଁ, ପୁଅ କୁ ପଚିଶ ବର୍ଷ ନିହାତି ହେବା ଦରକାର, ଝିଅଙ୍କୁ | |
KaInDe_utt00018138 | ଆମର ଯୋଉ ଆଁ ଦଶ ରୁ ଉଣେଇଶି ବର୍ଷ ବୟସ ଭିତରେ ଯୋଉ ଝିଅମାନେ ରହୁଛନ୍ତି ବୟସ teenage | |
KaInDe_utt00018142 | ହଁ, ହଁ teenage ଯୋଉଟା କହନ୍ତି ଜାଣିଚି | |
KaInDe_utt00018143 | teenage କଣ କହିଲ ? | |
KaInDe_utt00018144 | ଯୋଉଟା କି ଏବେ twelve ରୁ ନେଇକି fifteen ଯାଏଁ ହୁଁ କୁହନ୍ତି | |
KaInDe_utt00018145 | ସେ ସେ ବୟସର ପିଲାମାନଙ୍କୁ ବେଶୀ ମାନେ body ରେ ଝିଅମାନଙ୍କର ଖାସ କରିକି ପୁଅ ମାନଙ୍କର ବି haemoglobin କମ ଥାଉଛି | |
KaInDe_utt00018147 | ମାନଙ୍କର ତା ଠୁ ଟିକେ ଅଧିକା haemoglobin ମାନେ କମ ଥାଉଛି |
Subsets and Splits
No community queries yet
The top public SQL queries from the community will appear here once available.