Dataset Viewer
Auto-converted to Parquet Duplicate
text
stringlengths
1
2.27k
୧୮୮୪ – ରାଜେନ୍ଦ୍ର ପ୍ରସାଦ, ଭାରତର ପ୍ରଥମ ରାଷ୍ଟ୍ରପତି (ମୃତ୍ୟୁ: ୨୮ ଫେବୃଆରୀ ୧୯୬୩)
୧୮୯୯ – ରମାଦେବୀ ଚୌଧୁରୀ, ଓଡ଼ିଆ ସ୍ଵାଧୀନତା ସଂଗ୍ରାମୀ (ମୃତ୍ୟୁ: ୨୨ ଜୁଲାଇ ୧୯୮୫)
୧୯୨୯ – କୁଳମଣି ସାମଲ, ଓଡ଼ିଆ ବିଜ୍ଞାନ ଲେଖକ (ମୃତ୍ୟୁ:୧୭ ଫେବୃଆରୀ ୨୦୧୩)
୧୯୮୨ – ମିତାଲୀ ରାଜ, ଭାରତୀୟ ମହିଳା କ୍ରିକେଟ ଖେଳାଳି
୧୯୭୯ – ଧ୍ୟାନଚାନ୍ଦ, ଭାରତୀୟ ହକି ଖେଳାଳି ଓ ଅଧିନାୟକ (ଜନ୍ମ: ୨୯ ଅଗଷ୍ଟ ୧୯୦୫)
ମଲିବ୍‌ଡ଼େନମ - ଉଇକିପିଡ଼ିଆ
(Molybdenum ରୁ ଲେଉଟି ଆସିଛି)
ମଲିବ୍‌ଡ଼େନମ ହେଉଛି ଏକ ରାସାୟନିକ ମୌଳିକ ଯାହାର ପ୍ରତୀକ Mo ଓ ପରମାଣୁ କ୍ରମାଙ୍କ ୪୨ ଅଟେ ।
ଉଇକିମିଡ଼ିଆ କମନ୍ସରେ Molybdenum ବାବଦରେ ମାଧ୍ୟମ ରହିଛି ।
molybdenum ଶବ୍ଦଟି ଉଇକି ଅଭିଧାନରେ ଖୋଜନ୍ତୁ ।
ନିକୁମ୍ଭଙ୍କର ଏପରି ଅନୁରୋଧ ରାଜାଙ୍କ ପାଇଁ ବହୁତ ଅପମାନଜନକ ବୋଧ ହେଲା । ଭାବିଲେ, ସେ ଏହାର କ’ଣ ଉତ୍ତର ଦେବେ? ଠିକ୍ ସେତିକିବେଳେ ଜନତାଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ରାଜାଙ୍କ ପାଖରେ ପହଁଚି ରାଜାଙ୍କୁ ପ୍ରଣାମ କରି କହିଲା, “ପ୍ରଭୁ, ମୋର ନାମ ଦରହାସ, ମୋତେ ଯଦି ଆପଣ ଅନୁମତି ଦେବେ ତ ଏ ପଣ୍ଡିତଙ୍କୁ ମୁଁ କିଛି ପ୍ରଶ୍ନ ପଚାରିବି ।”
ଏହା ଶୁଣି ରାଜା ସ୍ୱୀକୃତି ଦେଲେ । ଦରହାସର ଲମ୍ବା ପତଳା ଚେହେରା ଦେଖି ନିକୁମ୍ଭ ହସି ପକାଇଲେ । ଦରହାସ ନିକୁମ୍ଭଙ୍କୁ କହିଲା, “ମହାଶୟ, ଆପଣ ତ ମହାନ୍ ପଣ୍ଡିତ । ତେଣୁ ଆପଣଙ୍କ ପରି ମେଧାବୀଙ୍କ ପ୍ରଶ୍ନର ଉତ୍ତର ଦେବା ମୋ ପକ୍ଷେ ସମ୍ଭବ ନୁହେଁ । ମୁଁ କେବଳ ଦୁଇଟି ପ୍ରଶ୍ନ ଆପଣଙ୍କୁ ପଚାରିବି । ଆପଣ ଯଦି ତାହାର ଉତ୍ତର ଦେଇ ପାରିବେ ତେବେ ମୁଁ ହାର ମାନିବି । ଯଦି ଆପଣ ହାରିଯିବେ ତ ଚୁପ୍ଚାପ୍ ଏ ରାଜସଭା ଛାଡି ଚାଲିଯିବେ ।”
ଶ୍ରେଣୀ:ସମ୍ବଲପୁର ଜିଲ୍ଲା - ଉଇକିପିଡ଼ିଆ
ଶ୍ରେଣୀ:ସମ୍ବଲପୁର ଜିଲ୍ଲା
ମୂଳ ଲେଖା: ସମ୍ବଲପୁର ଜିଲ୍ଲା
ସମ୍ବଲପୁର ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ସମ୍ବଲପୁର ଜିଲ୍ଲା ବାବଦରେ ଲିଖିତ ପ୍ରସଙ୍ଗ ।
► ସମ୍ବଲପୁର ଜିଲ୍ଲାର ଗାଆଁ ଓ ସହର‎ (୯ ପୃଷ୍ଠା)
"ସମ୍ବଲପୁର ଜିଲ୍ଲା" ଶ୍ରେଣୀରେ ଥିବା ପୃଷ୍ଠାଗୁଡ଼ିକ
ଜିଲ୍ଲା ସ୍କୁଲ , ସମ୍ବଲପୁର
"https://or.wikipedia.org/w/index.php?title=ଶ୍ରେଣୀ:ସମ୍ବଲପୁର_ଜିଲ୍ଲା&oldid=130047" ରୁ ଅଣାଯାଇଅଛି
 ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ଵିତୀୟ କ୍ରିକେଟ ଟେଷ୍ଟ ମ୍ୟାଚର ପ୍ରଥମ ଦିନର ଖେଳ ବର୍ଷା ଯୋଗୁଁ ବନ୍ଦ _ ESD _ ଓଡ଼ିଆ
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ଵିତୀୟ କ୍ରିକେଟ ଟେଷ୍ଟ ମ୍ୟାଚର ପ୍ରଥମ ଦିନର ଖେଳ ବର୍ଷା ଯୋଗୁଁ ବନ୍ଦ
ଇଂଲଣ୍ଡର ଲର୍ଡସ ଠାରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ଵିତୀୟ କ୍ରିକେଟ ଟେଷ୍ଟ ମ୍ୟାଚର ପ୍ରଥମ ଦିନ ବର୍ଷା ଯୋଗୁଁ ଖେଳାଯାଇପାରିନାହିଁ _ ଆଜି ଦ୍ଵିତୀୟ ଦିନର ଖେଳ ଆରମ୍ଭ ହେବାର ଆଶା କରାଯାଉଛି _ ପ୍ରଥମ ଦିନରେ ଖରାପ ପାଗ ଯୋଗୁଁ ଟସ ମଧ୍ୟ ପଡ଼ିନାହିଁ _
ଭାରତ ଏହି ଟେଷ୍ଟ ମ୍ୟାଚ ଜିତି ସିରିଜକୁ 1-1 ସ୍ତରକୁ ଆଣିବାର ଉଦ୍ୟମ ଜାରି ରଖିବା ଆଶା କରାଯାଉଛି _
ଚିଙ୍ଗୁଡ଼ି - ଉଇକିପିଡ଼ିଆ
ଜୀବାଶ୍ମ କାଳ: Famennian–Recent
ବର୍ଗ: Malacostraca
ଚିଙ୍ଗୁଡ଼ି ଏକ ସନ୍ଧିପଦ ପ୍ରାଣୀ । ଏହାର ପ୍ରାୟ ୫୪୦ ପ୍ରଜାତି ଅଛନ୍ତି । ଚିଙ୍ଗୁଡ଼ିର ଲମ୍ବ ୩୩୦ ମିଲିମିଟର ଏବଂ ଓଜନ ୪୫୦ ଗ୍ରାମ ପର୍ଯ୍ୟନ୍ତ ହୋଇଥାଏ । ଏମାନେ ଶୀତଳ ରକ୍ତ ବିଶିଷ୍ଟ ପ୍ରାଣୀ ।
Reference _ ଓଡ଼ିଆ ବିଭବ Odia Bibhaba
ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାଣିରେ କିଛି କିଛି ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି । ଆଗରୁ ବହଳା, ତାଗଡ଼ା ନିଶ ରଖୁଥିବା ଧର୍ମେନ୍ଦ୍ର ଏବେ ତାକୁ ପତଳା କରିଦେଇଛନ୍ତି । କିଶୋର ମୁହଁରେ କଅଁଳୁଥିବା ନିଶ ଭଳିଆ ହୋଇଯାଇଛି ଧର୍ମେନ୍ଦ୍ରଙ୍କର ନିଶ । ଧର୍ମେନ୍ଦ୍ରଙ୍କ ନିଶ ଷ୍ଟାଇଲ୍ ରେ ହଠାତ୍ ଏଭଳି ପରିବର୍ତ୍ତନକୁ ନେଇ ରାଜନୈତିକ ମହଲରେ ମଜାଦାର ଚର୍ଚ୍ଚା ହେଉଛି । ସୋସିଆଲ୍ ମିଡ଼ିଆରେ ଧର୍ମେନ୍ଦ୍ରଙ୍କୁ କାର୍ଟୁନ୍ କରାଯାଇଥିବା ତାଙ୍କର ଲଣ୍ଡା ମୁଣ୍ଡର ଚେହେରା ଭାଇରାଲ୍ ହୋଇଥିବା ବେଳେ ସତ ସତିକା ତାଙ୍କର ପତଳା ନିଶ କୌତୁହଳ ସୃଷ୍ଟି କରିଛି । ବିଜେପୁର ଦୁର୍ଗତିକୁ ନେଇ ଭାଙ୍ଗିପଡ଼ିଥିବା ଧର୍ମେନ୍ଦ୍ର ମାନସିକ କରି ନିଶ ପତଳା କରିଛନ୍ତି ବୋଲି କେହି କେହି ଥଟ୍ଟା କରୁଛନ୍ତି । ସେମିତି ଧର୍ମେନ୍ଦ୍ରଙ୍କର ସ୍ୱଭାବରେ ମଧ୍ୟ ପରିବର୍ତ୍ତନ(ସାମୟିକ ହୋଇପାରେ) ଲକ୍ଷ୍ୟ କରାଯାଉଛି । ନବୀନ ପଟ୍ଟନାୟକଙ୍କ ସରକାରକୁ ନେଇ ତାଙ୍କର ଆଗ୍ରେସିଭନେସ୍ ଫିକା ଲାଗୁଛି । ଦିଲ୍ଲୀରୁ ଯେଉଁ ଢ଼ଙ୍ଗରେ ଡାଇଲଗ୍ ମାରୁଥିଲେ ଏବେ ତାହା ନାହିଁ । ମନଟି ଶୁଖିଗଲା ଭଳିଆ ହୋଇଛି ।
ବିଜେପୁର ପରାଜୟ ପରେ ଧର୍ମେନ୍ଦ୍ର ଓଡ଼ିଶା ଆସିନାହାନ୍ତି । ଭୁବନେଶ୍ୱର ପାର୍ଟି ଅଫିସ୍ ପ୍ରେସ୍ ମିଟ୍ ରେ ତାଙ୍କ ସ୍ଥାନ ନେଇଛନ୍ତି ଜୁଏଲ୍ ଓରାମ୍ । ଧର୍ମେନ୍ଦ୍ର ଦିଲ୍ଲୀରେ ଦି ଥର ବିବୃତି ଦେଇଥିଲେ ମଧ୍ୟ ପୂର୍ବର ସରସତା ନାହିଁ । ଏଠି ତାଙ୍କ ନେତାମାନଙ୍କର ବି ସମାନ ଅବସ୍ଥା । ହାତଗଣତି ଯେଉଁ ୫/୬ ଜଣ ନେତାଙ୍କୁ ପାଖେ ପାଖେ ରଖୁଛନ୍ତି ସେମାନଙ୍କଠାରୁ ବିଜେପୁର ସକ୍ ଛାଡୁନି । ମୁଖ୍ୟମନ୍ତ୍ରୀ ଏବଂ ତୃତୀୟ ମହଲା ଅଫିସରଙ୍କୁ ପୂର୍ବଭଳି କଥା କଥାକେ ଗାଳି ହେଉନି । ରାଜନୈତିକ ସମୀକ୍ଷକଙ୍କ ମତରେ ଧର୍ମେନ୍ଦ୍ର ଓ ତାଙ୍କ ନେତାମାନେ ପ୍ରଥମରୁ ଏହା ଶିଖିବାର ଥିଲା । ଆଚରଣ ଓ ଉଚ୍ଚାରଣରେ ନିଜକୁ ସଂଜମ କରିବାର ଥିଲା । ନିଜକୁ ନ ସଜାଡ଼ିଲେ ଆଗକୁ ବିଜେପୁର ଦଶା ଭୋଗିବାକୁ ପଡ଼ିବ ବୋଲି ସେମାନେ ଆଶଙ୍କା କରିଛନ୍ତି ।
ରାଜନୈତିକ ମହଲର ଆଲୋଚନା ଅନୁଯାୟୀ, ବିଜେପୁର ଉପନିର୍ବାଚନରେ ବିଜେଡ଼ିଠାରୁ ବିଜେପି ୪୧ ହଜାର ଭୋଟ ବ୍ୟବଧାନରେ ହାରିବା ଧର୍ମେନ୍ଦ୍ରଙ୍କ କ୍ୟାରିଅର୍ ହଲାଇଦେଇଛି । ନବୀନଙ୍କର ବିକଳ୍ପ ବୋଲି ଲୋକଙ୍କ ମନରେ ଧାରଣା ସୃଷ୍ଟି କରିବାରେ ସେ ଫେଲ୍ ମାରିଛନ୍ତି । ନିଜକୁ ବିକଳ୍ପ ପ୍ରତିପାଦିତ କରିବାରେ ତାଙ୍କ ପାଇଁ ଯଥେଷ୍ଟ ସୁଯୋଗ ଥିଲେ ବି ହାତଛଡ଼ା କରିଛନ୍ତି । ନିଜର ଆଚରଣ ଓ ଲୋକଙ୍କ ଧାରଣାରୁ ସେ ଯେ ମୁକୁଳିପାରିବେ ସେହି ବିଶ୍ୱାସ ନାହିଁ । ତେବେ ବିଜେପୁର ପରାଜୟର ଆତ୍ମସମୀକ୍ଷା ହେବ ବୋଲି ଧର୍ମେନ୍ଦ୍ର ମନ୍ତବ୍ୟ ଦେଇ ନେତାଙ୍କ ଆସ୍ଥାଭାଜନ ରହିବାକୁ ଉଦ୍ୟମ କରିବା ଅନ୍ଧକୁ ଆଶାବାଡ଼ି ଭଳି ହୋଇଛି ।
ସେପଟେ ତାଙ୍କ ଦଳର ଅସନ୍ତୁଷ୍ଟ ନେତାମାନେ ଧର୍ମେନ୍ଦ୍ରଙ୍କୁ ମନଇଚ୍ଛା ଗାଳି କରୁଛନ୍ତି । କେନ୍ଦ୍ରମନ୍ତ୍ରୀ ଆଗ ନିଜର ଆତ୍ମସମୀକ୍ଷା କରନ୍ତୁ ବୋଲି ସେମାନେ ପରାମର୍ଶ ଦେଇଛନ୍ତି । ଦିଗହୀନ, ଅପରିପକ୍ୱ ଓ ଭୁଲ୍ ରଣନୀତି ଯୋଗୁଁ ଦଳ ବିଜେପୁରର ଶିକାର ହେଲା । ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ୍ ଙ୍କ ଘର ଉପରେ ଆକ୍ରମଣ, ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡା ଫିଙ୍ଗିଥିବା ତଥାକଥିତ ନିର୍ଦ୍ଦଳୀୟ ମହିଳା ରାଜଶ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ସାଙ୍ଗରେ ଧରି ନିର୍ବାଚନ ପ୍ରଚାର କରିବା, ବରପାଲୀରେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଜୋତା ଫିଙ୍ଗିବା ଏବଂ ସୋଏଲାରେ ମନ୍ତ୍ରୀ ସୁଶାନ୍ତଙ୍କ ସିଂହଙ୍କ ଭାଇ ସୁବ୍ରତଙ୍କ ଡ୍ରାଇଭରଙ୍କୁ ହତ୍ୟା ଆଦି ଘଟଣା ବିଜେପୁରରେ ବିଜେପି ପରାଜୟର ପ୍ରମୁଖ କାରଣ । ହିଂସା ଓ ଅହଂକାରର ଜବାବ ଦେଲେ ବିଜେପୁରବାସୀ । ସମସ୍ତଙ୍କୁ ସାଙ୍ଗରେ ନେଇ ସାଂଗଠନିକ ଢ଼ାଂଚା ଓ ରଣନୀତିରେ ଆମୂଳଚୁଳ ପରିବର୍ତ୍ତନ ନକଲେ ଓଡ଼ିଶାରେ ଦଳ ଉଧେଇବ ନାହିଁ ବୋଲି ସେମାନେ ସ୍ୱୀକାର କରିଛନ୍ତି ।
ଧର୍ମେନ୍ଦ୍ରଙ୍କ ଜଗନ୍ନାଥ ତତ୍ତ୍ୱ: ଛେରାପହଁରା ଯାହା ‘ଝାଡୁ ମାରିବା’ ତାହା
ମୁଁ ଗୋଟେ ଏମିତି ଫୁଲଟିଏ ସତେ
ସଭିଏଁ ପାଆନ୍ତି ଭଲ,
ହୋଇଅଛି ପରିପୂର୍ଣ୍ଣ,
ତଥାପି ସଭିଏଁ ଆଦର କରନ୍ତି
ନ'ଦେଖାଇ ହୀନିମାନ,,
ପ୍ରେମର ପ୍ରତୀକ ଭାବେ ପରିଚିତ
HomePrashant Kumar Nathବରଷା ଆସିଛି ଗାଁକୁ ମୋର - ପ୍ରଶାନ୍ତ କୁମାର ନାଥ
ପାଇଲା ପରେ ସେ ବରଷା ଛୁଆଁ
ଲାଗୁଅଛି ଆଜି ସେ ନୂଆ ନୂଆ ।
ଯୁଆଡେ ଚାହିଁଲେ ପାଣି ହିଁ ପାଣି ।
ଭିଡ଼ ଲାଗେ ସେଠି ଶୁଣିବା ପାଇଁ ।
ୱାନ୍ ମ୍ୟାନ୍-ୱାନ୍ ପୋଷ୍ଟ ନେଇ ଟ୍ୱିଟ୍ ଯୋଗେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସ୍ପଷ୍ଟୋକ୍ତି: କହିଲେ- ଏକ ସମୟରେ ୨ଟି ପଦବୀରେ ଜଣେ ରହିପାରିବେନି – ସତ୍ଯର ସ୍ବର ନିର୍ଭୟ
»ବୈଜୟନ୍ତଙ୍କ ହେଲିକପ୍ଟର ସିଜ୍ ପ୍ରସଙ୍ଗରେ ଦାମୋଦର ରାଉତ କହିଲେ- ସରକାର ପ୍ରତିଶୋଧ ପରାୟଣ ହୋଇ ଏଭଳି କରୁଛନ୍ତି, ଯଦି ସେ ଉଡ଼ାଇଛନ୍ତି, ନୋଟିସ୍‌ ଦେଇ କୈଫିୟତ ମାଗିଥାନ୍ତେ, ହଠାତ କାହିଁକି କାର୍ଯ୍ୟାନୁଷ୍ଠାନ ନେଲେ
»ଅନୁଗୋଳ:ଜଙ୍ଗଲରୁ ମିଳିଲା ଗାଈର ମୃତଦେହ: କ’ଣ ସୁନ୍ଦରୀ କରିଛି ଶିକାର ?
»ସମ୍ବଲପୁର: ଭିମ୍‌ସାର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାରୀଙ୍କୁ ହତ୍ୟା ଧମକ; କେହି ଅଜଣା ବ୍ୟକ୍ତି ଫୋନ୍‌ରେ ଅଶ୍ଳୀଳ ଗାଳି ସହ ଧମକ ଦେଇଛନ୍ତି
ୱାନ୍ ମ୍ୟାନ୍-ୱାନ୍ ପୋଷ୍ଟ ନେଇ ଟ୍ୱିଟ୍ ଯୋଗେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସ୍ପଷ୍ଟୋକ୍ତି: କହିଲେ- ଏକ ସମୟରେ ୨ଟି ପଦବୀରେ ଜଣେ ରହିପାରିବେନି
ଅନୁଗୋଳ: ତାଳଚେର ରେଞ୍ଜ କଙ୍କିଳି ପଞ୍ଚାୟତର କାକୁଡି ଅଞ୍ଚଳରେ ଦେଖିବାକୁ ମିଳିଛି ୨୩ଟି ହାତୀ । ଏ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଗତ ରାତିରେ ଏହି ହାତୀପଲ ଢେଙ୍କାନାଳ ଜିଲ୍ଲାରୁ ଆସିଥିବା ଅନୁମାନ କରାଯାଉଛି । ହାତୀମାନେ ଏବେ ପାଖ ଜଙ୍ଗଲରେ ଅଛନ୍ତି । ବନ ବିଭାଗ କର୍ମଚାରୀ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି।
ବ୍ରହ୍ମପୁର ଅଫିସ,୬ା୧୨- ସ୍ଥାନୀୟ ଗୁଡସଶେଡ ରୋଡ -ଗୋଷାଇଁନୂଆଗାଁ ଓଭରବ୍ରିଜକୁ ଗତ ନଭେମ
ଉଦ୍‌ଘାଟନକୁ ପୂରିନି ମାସେ , ଭାଙ୍ଗିଲା ପାଦଚଲା ରାସ୍ତା December 7th, 00:00 AM December 7th, 00:00 AM
ବ୍ରହ୍ମପୁର ଅଫିସ,୬ା୧୨- ସ୍ଥାନୀୟ ଗୁଡସଶେଡ ରୋଡ -ଗୋଷାଇଁନୂଆଗାଁ ଓଭରବ୍ରିଜକୁ ଗତ ନଭେମ୍ବର ୧୯ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ଏହାର ଏକ ମାସ ପୂରି ନ ଥିବା ବେଳେ ଓଭରବ୍ରିଜର ପାଦଚଲା ରାସ୍ତା ଭାଙ୍ଗିଯାଇଛି। ପ୍ଲେଟଗୁଡିକ ଭଙ୍ଗାରୁଜା ଅବସ୍ଥାରେ ଥିବାରୁ ବିପଜ୍ଜନକ ହୋଇଛି। ତେଣୁ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ସନ୍ଦେହ ଘେରକୁ ଆସିଛି।
କାଠମାଣ୍ଡୁ,୮।୧୨: ନେପାଳର ଡୋଲାଖା ଜିଲାରେ ଶୁକ୍ରବାର ସକାଳେ ମଧ୍ୟମ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରେକର୍ଡ କରାଯାଇଛି। ଏହାର କେନ୍ଦ୍ରସ୍ଥଳ ଥିଲା ଜିରିର ଡୋଖାଲା। ଏଥିରେ କ’ଣ କ୍ଷୟକ୍ଷତି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ।
ମାଇଗ୍ରେନ୍‌ ବା ମୁଣ୍ଡବ୍ୟଥା ଯୋଗୁ ହୃଦ୍‌ଘାତ ହେବାର ଆଶଙ୍କା ରହିଥାଏ। ଏ ସମ୍ପର୍କରେ କାନାଡ଼ାର ଓ୍ବାଟରଲୁ ବିଶ୍ୱବିଦ୍ୟାଳୟର ଗବେଷକ ସେମାନଙ୍କ ଗବେଷଣା ରିପୋର୍ଟରେ ସୂଚିତ କରିଛନ୍ତି। ଯଦି କୌଣସି କାରଣରୁ ବାରମ୍ବାର ମୁଣ୍ଡବ୍ୟଥା ହେଉଥାଏ, ତେବେ ଏହାର ଚିକିତ୍ସା ନେଇ ଆଦୌ ହେଳା କରିବା ଉଚିତ୍‌ ନୁହେଁ।
ଭୁବନେଶ୍ୱର,୧।୨(ବ୍ୟୁରୋ): ସତ୍ୟନଗର ଓଭରବ୍ରିଜ୍‌ ନିକଟରୁ ଖାରବେଳନଗର ଥାନା ପୋଲିସ ବୁଧବାର ବିଳମ୍ବିତ ରାତିରେ ଏକ ଡକାୟତ ଦଳର ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସୁଶାନ୍ତ ବାରିକ(୧୯), ସାଗର ନାୟକ(୨୧), ବାପି ଶବର(୩୭) ଏବଂ ସୁଦର୍ଶନ ନାୟକ ଓରଫ ପପୁ(୨୮)। ଉକ୍ତ ଗ୍ୟାଙ୍ଗ୍‌ର ୫ରୁ ୬ ସଦସ୍ୟ ଏକ ଡକାୟତି ଯୋଜନା କରୁଥିବା ପୋଲିସକୁ ସୂଚନା ମିଳିଥିଲା। ଏହାପରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ତେବେ ୪ଜଣଙ୍କୁ ପୋଲିସ କାବୁ କରିଥିବାବେଳେ ଅନ୍ୟଜଣେ ଖସିଯିବାକୁ ସକ୍ଷମ ହୋଇଥିଲେ। ଗିରଫମାନଙ୍କ ନିକଟରୁ ପୋଲିସ ଏକ ପଲ୍‌ସର ବାଇକ୍‌, ଏକ ହୋଣ୍ଡା ଡିଓ ସ୍କୁଟି, ୫ ମୋବାଇଲ, ୨ କଟୁରୀ, ୨ ଛୁରି, ଗୋଟିଏ କାର୍ଟରିଜ୍‌, ଘର ଭାଙ୍ଗିବା ସାମଗ୍ରୀ ଏବଂ ନଗଦ ୯୭୦ଟଙ୍କା ଜବତ କରିଛି।
ଅବକାରୀ ବିଭାଗର ଚଢାଉ,୩ ଗିରଫ
ସଡ଼କ ଦୁର୍ଘଟଣା: ହରିଣ ମୃତ, ବାଇକ୍‌ ଆରୋହୀ ଗୁରୁତର
ଘସିପୁରା,୩୦।୧୨(ଡି.ଏନ୍‌.ଏ.)-ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ଡ ଅଧୀନ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ନଣ୍ଡାବର ପୁରୁଣାବାନ୍ଧଗୋଡ଼ା ରାସ୍ତାର କୁସୁମେଇ ଠାକୁରାଣୀ ଘାଟି ନିକଟରେ ଏକ ହରିଣ ବାଇକ୍‌ ଆଗକୁ ପଶି ଆସିବାରୁ ହରିଣର ମୃତ୍ୟୁ ଘଟିଥିବା ବେଳେ ବାଇକ୍‌ ଚାଳକ ନଣ୍ଡାବର ଗ୍ରାମର ନିରଞ୍ଜନ ଯେନା(୫୫) ଗୁରୁତର ଆହତ ହୋଇଛନ୍ତି।
ସଡ଼କ ଦୁର୍ଘଟଣା: ହରିଣ ମୃତ, ବାଇକ୍‌ ଆରୋହୀ ଗୁରୁତର December 30th, 22:32 PM December 30th, 22:32 PM
ଘସିପୁରା,୩୦।୧୨(ଡି.ଏନ୍‌.ଏ.)-ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ଡ ଅଧୀନ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ନଣ୍ଡାବର ପୁରୁଣାବାନ୍ଧଗୋଡ଼ା ରାସ୍ତାର କୁସୁମେଇ ଠାକୁରାଣୀ ଘାଟି ନିକଟରେ ଏକ ହରିଣ ବାଇକ୍‌ ଆଗକୁ ପଶି ଆସିବାରୁ ହରିଣର ମୃତ୍ୟୁ ଘଟିଥିବା ବେଳେ ବାଇକ୍‌ ଚାଳକ ନଣ୍ଡାବର ଗ୍ରାମର ନିରଞ୍ଜନ ଯେନା(୫୫) ଗୁରୁତର ଆହତ ହୋଇଛନ୍ତି। ସେ କଟକ ବଡ଼ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ନିରଞ୍ଜନ ବାଇକ୍‌ରେ ବିଳମ୍ବିତ ରାତିରେ ଘରକୁ ଫେରୁଥିବା ସମୟରେ ତାଙ୍କ ଆଗରେ ଏକ ହରିଣ ଦ୍ରୁତ ବେଗରେ ପଶି ଆସିଥିଲା। ଫଳରେ ଏହି ଦୁର୍ଘଟଣା ଘଟିଛି। ଭୋର ସମୟରେ କେତେକ ଲୋକ କଳିଙ୍ଗନଗର କାରଖାନାରୁ ଡ୍ୟୁଟି ସାରି ଫେରୁଥିବା ସମୟରେ ତାଙ୍କୁ ଦେଖି ଉଦ୍ଧାର କରିଥିଲେ। ଖବରପାଇ ଆନନ୍ଦପୁର ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତ ହରିଣର ବ୍ୟବଚ୍ଛେଦ କରାଇବା ସହ ଜଙ୍ଗଲ ମଧ୍ୟରେ ପୋତି ଦେଇଥିଲା। ସୂଚନାଯୋଗ୍ୟ, ବରାଙ୍ଗ ସଂରକ୍ଷିତ ଜଙ୍ଗଲରେ ଦିନକୁ ଦିନ ହରିଣମାନେ ଅସୁରକ୍ଷିତ ହୋଇପଡୁଛନ୍ତି। କେତେବେଳେ ଶିକାରୀମାନଙ୍କ ଲୋଲୁପ ଦୃଷ୍ଟିରେ ଜୀବନ ହରାଉଛନ୍ତି। ଜଙ୍ଗଲ ବିଭାଗ ପକ୍ଷରୁ ହରିଣମାନଙ୍କ ସୁରକ୍ଷା ପାଇଁ ସେଭଳି କିଛି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଆଗାମୀ ଦିନରେ ଏହି ସଂରକ୍ଷିତ ଜଙ୍ଗଲରେ ଥିବା ଦୁର୍ଲଭ ପ୍ରଜାତିର ହରିଣ ବଂଶ ଲୋପ ପାଇବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି।
ମନୋସରବରରେ ଛୁଟି କାଟୁଥିବା ରାହୁଲ ଗାନ୍ଧୀଙ୍କ ଭିଡିଓ ଭାଇରାଲ _ Odisha News
Home ଅଧିକ ଖବର ମନୋସରବରରେ ଛୁଟି କାଟୁଥିବା ରାହୁଲ ଗାନ୍ଧୀଙ୍କ ଭିଡିଓ ଭାଇରାଲ
ଘୋଷଯାତ୍ରା ପାଇଁ ତୃତୀୟ ସମନ୍ୱୟ କମିଟି ବୈଠକ _ Kanak News ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଆଜି ବସିବ ତୃତୀୟ ସମନ୍ୱୟ କମିଟି ବୈଠକ ! ରଥ କାମ କେତେ ଆଗେଇଲା ସେନେଇ ହେବ ତର୍ଜମା – Kanak News
କନକ ବ୍ୟୁରୋ: ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଆଜି ବସିବ ତୃତୀୟ ସମନ୍ୱୟ କମିଟି ବୈଠକ । ୧୧ଟା୩୦ ମିନିଟରେ ଏହି ବୈଠକ ବସିବ । ଆଇନମନ୍ତ୍ରୀଙ୍କ ଅନୁପସ୍ଥିତିରେ ରାଜସ୍ୱମନ୍ତ୍ରୀ ମହଶ୍ୱେର ମହାନ୍ତି ବୈଠକରେ ଅଧ୍ୟକ୍ଷତା କରିବେ । ଏଥିରେ ଜଳସମ୍ପଦ ଓ ନଗର ଉନ୍ନୟନ ମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ, ଶକ୍ତି ଓ ଶ୍ରମ ମନ୍ତ୍ରୀ, ଆଇନ ବିଭାଗର ଶାସନ ସଚିବ, କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଏବଂ ପୋଲିସ ଡିଜି ଉପସ୍ଥିତ ରହିବେ । ଏଥିସହିତ ବିଭିନ୍ନ ବିଭାଗର ସଚିବମାନେ ମଧ୍ୟ ଉପସ୍ଥିତ ରହିବେ । ରଥଯାତ୍ରା କାମ କେତେ ବାଟ ଆଗେଇଛି ସେନେଇ ଆଲୋଚନା ହେବ । ସ୍ୱାସ୍ଥ୍୍ୟ, ପରିବେଶ ଓ ଗମନାଗମନ ଉପରେ ଅଧିକ ଗୁରୁତ୍ୱ ଦିଆଯିବ ।
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଝାଡଖଣ୍ଡ ମୁହାଁ : ଆସନ୍ତା ୨୪ ଘଂଟା ପର୍ଯ୍ୟନ୍ତ ଲାଗି ରହିବ ବର୍ଷା ବାରବାଟୀ ଦିନିକିଆରେ କ୍ୟାସଲେସକୁ ଗୁରୁତ୍ୱ : ଏଥର ୨୫ପ୍ରତିଶତ ଟିକେଟ୍ ବିକ୍ରୀ ହେବ ଅନଲାଇନରେ ରେଡିଓ ଚକୋଲେଟର ନୂଆ ଷ୍ଟେସନ ଆଇଡି ଲଂଚ : ୧୦ ବର୍ଷ ପୂରଣ କରିବାକୁ ଯାଉଛି ଏହି ଲୋକପ୍ରିୟ ଏଫଏମ ରେଡିଓ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ ! ଜମ୍ମୁ ଓ କଶ୍କୀରର ନୌସେରା ସେକ୍ଟର ସୀମାରେ ପାକର ଗୁଳିବର୍ଷଣ ଓ ମୋର୍ଟାର ମାଡ
ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡିଯିବେ ମହାପ୍ରଭୁ _ Kanak News ନବଦିନାତ୍ମକ ଯାତ୍ରା ସାରି ଆଜି ବାହୁଡିବେ ଚତୁର୍ଦ୍ଧାମୂରତି: ପରମ୍ପରା ଅନୁଯାୟୀ ସମସ୍ତ ନୀତି ଶେଷ ପରେ ପୁନର୍ବାର ରଥରେ ବସି ରତ୍ନବେଦୀକୁ ଫେରିବେ ମହାପ୍ରଭୁ – Kanak News
କନକ ବ୍ୟୁରୋ: ଜନ୍ମବେଦିରେ ମହାପ୍ରଭୁଙ୍କ ନବଦିନର ଲୀଳାଖେଳ ଶେଷ ହୋଇଛି। ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବା ପରେ ଆଜି ମହାପ୍ରଭୁ ପୁଣି ଥରେ ଶ୍ରୀମନ୍ଦିର ବାହୁଡ଼ିବେ। ପରମ୍ପରା ଅନୁଯାୟୀ, ଆଜି ସମସ୍ତ ନୀତି ଶେଷ ପରେ ପୁନର୍ବାର ରଥରେ ବସି ତିନି ଠାକୁର ରତ୍ନବେଦିକୁ ଫେରିବେ। ଶ୍ରୀମନ୍ଦିର ପ୍ରଶାସନ ଏଥିପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରିଛନ୍ତି। ଆଜି ମଧ୍ୟାହ୍ନ ୧୨ଟାରେ ଶ୍ରୀଜିଉଙ୍କ ବାହୁଡ଼ା ପହଣ୍ଡି ଆରମ୍ଭ ହେଉଥିବା ବେଳେ ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ। ତେବେ ଆଜି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ରଥଟଣାରେ ଏହା ପ୍ରତିବନ୍ଧକ ସାଜିପାରେ ବୋଲି ଅନୁମାନ କରାଯାଉଛି।
ତିନି ରଥର ଋଷିପଟା ରଥର ଗଠନ-ତତ୍ତ୍ଵ: ପଞ୍ଚ-ମହାଭୂତ! ଆଜି ମହାପ୍ରଭୁଙ୍କ ଖଡିଲାଗି ନୀତି: ଜାଣନ୍ତୁ ଶ୍ରୀଜିଉଙ୍କ ଏହି ନୀତିର କଣ ରହିଛି ବିଶେଷତ୍ୱ ଆଦିବାସୀଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ । କୋରାପୁଟର ଶାବର ଶ୍ରୀକ୍ଷେତ୍ର । ଚାଳ କୁଡ଼ିଆରୁ ବିରାଟକାୟ ମନ୍ଦିର, ବର୍ଣ୍ଣନା କରୁଛି ଅନେକ କାହାଣୀ…..
ହୋମ / କୃଷି / ଶସ୍ୟ ଉତ୍ପାଦନ / ଫସଲ ଉତ୍ପାଦନରେ ମହୁମାଛିର ଭୂମିକା
ଫସଲ ଉତ୍ପାଦନ ବୃଦ୍ଧିରେ । 'ମୁହୁମାଛି ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଆନ୍ତି ।
ଫସଲ ଉତ୍ପାଦନ ବୃଦ୍ଧିରେ । 'ମୁହୁମାଛି ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଆନ୍ତି । ପ୍ରାୟ ୬୦/୭୦ ପ୍ରତିଶତ କୃଷି ଉପଯୋଗୀ। ଉଦ୍ଭିଦ ପରାଗ ସଙ୍ଗମ ପାଇଁ ମହୁମାଛି ଉପରେ ନିର୍ଭର କରିଥାଏ । ଫସଲରେ ଉପଯୁକ୍ତ ଭାବେ ପରାଗ ସଙ୍ଗମ ହେଲେ ଗଛଟି ଶୀଘ୍ର ବଢ଼ ବା ସହତ ଅଧିକ ଉତ୍ପାଦନ କ୍ଷମ ହୋଇଥାଏ।
ଫସଲ ଅନୁଯାୟୀ ହେକ୍ଟର ପ୍ରତି ୫-୧୦ଟି ସପ୍ତଫେଣୀ ବା ଦେଶୀ ମହୁମାଛି ଦଳ କିମ୍ବା ୩-୫ଟି ଇଟାଲିୟମ୍ ବା ବିଦେଶୀ ମହୁମାଛି ଦଳ ଫସଲର ଆଖପାଖ ସ୍ଥାନରେ ରଖିବା ଉଚିତ । ଫସଲରେ ୧୫-୨୫ ଶତାବିଂଶ ଫୁଲ ଖୋଲିଲେ ସବଳ ମାଛି ଦଳ ଥିବା ବାକୁ ଫସଲରୁ ୫୦-୧୦୦ ମିଟର କିମ୍ବା ଅତି ନିକଟରେ ବସାଇବା ଦରକାର ।
ଚିନିସିର (୧ ଭାଗ ଚିନି +୨ ଭାଗ ଜଳ)ରେ ନିର୍ଦ୍ଦିଷ୍ଟ ଫସଲର ଫୁଲକୁ ପକାଇ ମାଛି ଦଳକୁ ଏହି ସିର ଦିଅନ୍ତୁ । ଫଳରେ ଖାଦ୍ୟ ସହ ଫୁଲର ଗନ୍ଧ ପାଇ ସେହି ନିର୍ଦ୍ଦିଷ୍ଟ ଫସଲକୁ ଏମାନେ ବିଚରଣ କରିବାକୁ ଲାଗିବେ ଓ ଫସଲରେ ପରାଗ ସଙ୍ଗମ ପ୍ରକ୍ରିୟା ସୁଚାରୁରୂପେ ହୋଇପାରିବ । ଆଜିକାଲି ମହୁମାଛିମାନଙ୍କୁ ଆକର୍ଷଣ କରିବା ପାଇଁ ବଜାରରେ ବିଭିନ୍ନ ପ୍ରକାର ଦ୍ରବ୍ୟ ଯଥା ‘ବି-କ୍ୟୁ', ବି-ହିଏର୍ ମିଳୁଛି । ଏକ ଅନୁସନ୍ଧାନରୁ ଜଣାଯାଇଛି ଯେ, ସୂର୍ଯ୍ୟମୁଖୀ ଫସଲରେ ଫୁଲ ଅବସ୍ଥାରେ ବି-କୁର୍ତା କୁ ୧୫ ଗ୍ରାମ୍ ହିସାବରେ ପ୍ରତି ଲିଟର ପାଣିରେ ମିଶାଇ ଫସଲରେ ସିଞ୍ଚନ କରନ୍ତୁ । ଯାହା ଫଳରେ ମହୁମାଛିମାନେ ବହୁତ ସଂଖ୍ୟାରେ ଆକର୍ଷିତ ହୋଇ ଫୁଲରେ ବିଚରଣ କରିଥାନ୍ତି ଏବଂ ଏହି ଫସଲର ମଞ୍ଜି ସଂଖ୍ୟା ପ୍ରାୟ ୩୩.୩% ବଢ଼ିବା ଲକ୍ଷ୍ୟ କରାଯାଇଅଛି ।
ମହୁମାଛିର ସୁରକ୍ଷା ପାଇଁ ନିମ୍ନରେ ପ୍ରଦତ୍ତ
ମହୁମାଛି ପାଳନ କରୁଥିଲେ ଫସଲରେ କୀଟନାଶକ ବିଷର ପ୍ରୟୋଗ ଅତି ସାବଧାନତାର ସହ କରିବାକୁ ପଡ଼ିଥାଏ । ବଜାରରେ ମିଳୁଥିବା କୀଟନାଶକ ମଧ୍ୟରୁ ଗୁଣ୍ଡଜାତୀୟ ବିଷର ପ୍ରଭାବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେହିପରି ତରଳ ବିଷ ଆକାରରେ ମିଳୁଥିବା କୀଟନାଶକ ମଧ୍ୟରୁ ଏସିଫେଟ୍, ସାଇପରମେଥ୍ରିନ୍, ଡାଇମେଥେiଏଟ, ଡାଇକ୍ଲୋରଭସ୍ ଇତ୍ୟାଦି ମହୁମାଛିମାନଙ୍କୁ ବିଶେଷ କ୍ଷତି କରିଥାଏ । ଫସଲରେ କୀଟନାଶକ ବିଷର ପ୍ରୟୋଗ ଯଦି ନିହାତି ଜରୁରୀ ହୋଇଥାଏ, ତେବେ ମହୁମାଛିର ସୁରକ୍ଷା ପାଇଁ ନିମ୍ନରେ ପ୍ରଦତ୍ତ କେତୋଟି କଥା ପ୍ରତି ନଜର ଦିଅନ୍ତୁ -
ଫସଲର ଫୁଲ ଅବସ୍ଥା ପୂର୍ବରୁ କୀଟନାଶକ ପ୍ରୟୋଗ କରନ୍ତୁ ।
ଅପରାହ୍ନ (୩-୫ ଘଟିକା)ରେ କୀଟନାଶକ ପ୍ରୟୋଗ କରନ୍ତୁ, ଯେଉଁ ସମୟରେ କି ମହୁମାଛିମାନେ ସକ୍ରିୟ ନ ଥାନ୍ତି ।
End of preview. Expand in Data Studio
README.md exists but content is empty.
Downloads last month
-