title stringlengths 1 89 | url stringlengths 31 119 | text stringlengths 0 105k |
|---|---|---|
ଭାରତ | https://or.wikipedia.org/wiki/ଭାରତ | ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ପ୍ରଥମ ବୃହତ୍ତମ ଦେଶ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡର... |
India | https://or.wikipedia.org/wiki/India | ଲେଉଟାଣି ଭାରତ |
Main Page | https://or.wikipedia.org/wiki/Main_Page | redirect ପ୍ରଧାନ ପୃଷ୍ଠା]] |
ଓଡ଼ିଆ | https://or.wikipedia.org/wiki/ଓଡ଼ିଆ | ଓଡ଼ିଆ ବୋଧେ:
ଭାରତରେ ଓଡ଼ିଆ ଲୋକ
ଓଡ଼ିଆ ଭାଷା
ଓଡ଼ିଆ ଲିପି
ଓଡ଼ିଆ ସାହିତ୍ୟ
ଓଡ଼ିଆ ଖାଦ୍ୟକୁ ବୁଝାଇପାରେ |
ପ୍ରଧାନ ପୃଷ୍ଠା | https://or.wikipedia.org/wiki/ପ୍ରଧାନ_ପୃଷ୍ଠା | <div id="ପ୍ରଧାନ ପୃଷ୍ଠା">
40px|link=|alt=78px|link=
ବଛା ଲେଖା 40px|link=|alt=ପ୍ରସଙ୍ଗ ପଞ୍ଜିକା 40px|link=|alt=18px|link=
ବଛା ଛବି 38px|link=|alt=ଉଇକିପିଡ଼ିଆ ବ୍ୟବହାର କରିବେ କିପରି
|}
44px|link=|alt=ଅଲଗା ଭାଷାରେ ଉଇକିପିଡ଼ିଆ
37px|link=|alt=ଉଇକିମିଡିଆର ସହପ୍ରକଳ୍ପ
''ଉପରକୁ ଯିବେ – [ ପୁନଃ ଲୋଡ଼] – ଉଇକିମିଡ଼ିଆ ଭାରତ ପୋର୍ଟାଲ – ପ... |
୨୦୦୬ | https://or.wikipedia.org/wiki/୨୦୦୬ | ଘଟଣା
ଜାନୁଆରୀ-ମାର୍ଚ୍ଚ
ଅପ୍ରେଲ-ଜୁନ
ଜୁଲାଇ-ସେପ୍ଟେମ୍ବର
ଅକ୍ଟୋବର-ଡିସେମ୍ବର
ଅଜ୍ଞାତ ତିଥି ଘଟଣା
ଜନ୍ମ
ଜାନୁଆରୀ-ମାର୍ଚ୍ଚ
ଅପ୍ରେଲ-ଜୁନ
ଜୁଲାଇ-ସେପ୍ଟେମ୍ବର
ଅକ୍ଟୋବର-ଡିସେମ୍ବର
ମୃତ୍ୟୁ
ଜାନୁଆରୀ-ମାର୍ଚ୍ଚ
ଅପ୍ରେଲ-ଜୁନ
ଜୁଲାଇ-ସେପ୍ଟେମ୍ବର
ଅକ୍ଟୋବର-ଡିସେମ୍ବର
ଆଧାର
ଶ୍ରେଣୀ:୨୦୦୬ |
ଜାପାନ | https://or.wikipedia.org/wiki/ଜାପାନ | ଜାପାନ (日本, ନିପ୍ପୋଁ ବା ନିହୋଁ), ପୂର୍ବ ଏସିଆରେ ଅବସ୍ଥିତ ଏକ ଦ୍ୱୀପ ରାଷ୍ଟ୍ର । ଏହାର ପଶ୍ଚିମରେ ଜାପାନ ସାଗର, ଓଖୋତ୍ସକ ସାଗରଠାରୁ ପୂର୍ବ ଚୀନ ସାଗର ଓ ତାଇୱାନ ପର୍ଯ୍ୟନ୍ତ ବ୍ଯାପ୍ତ ହୋଇ ରହିଛି । ପ୍ରଶାନ୍ତ ଅଗ୍ନିବଳୟର ଏକ ଅଂଶ, ଜାପାନ ୬,୮୫୨ଟି ଦ୍ୱୀପରେ ଗଢାହୋଇଛି ଯାହାର ପ୍ରାୟ ୩,୭୭,୯୭୫ ବର୍ଗ କି.ମି. କ୍ଷେତ୍ରଫଳ ରହିଛି; ଦେଶର ପାଞ୍ଚଟି ମୁଖ୍ଯ ଦ୍ୱୀପ ହେଲା, ଉତ୍ତରରୁ ଦକ୍ଷି... |
2006 | https://or.wikipedia.org/wiki/2006 | REDIRECT ୨୦୦୬ |
୨୦୦୭ | https://or.wikipedia.org/wiki/୨୦୦୭ | ଘଟଣା
ଜାନୁଆରୀ-ମାର୍ଚ୍ଚ
ଅପ୍ରେଲ-ଜୁନ
ଜୁଲାଇ-ସେପ୍ଟେମ୍ବର
ଅକ୍ଟୋବର-ଡିସେମ୍ବର
ଅଜ୍ଞାତ ତିଥି ଘଟଣା
ଜନ୍ମ
ଜାନୁଆରୀ-ମାର୍ଚ୍ଚ
ଅପ୍ରେଲ-ଜୁନ
ଜୁଲାଇ-ସେପ୍ଟେମ୍ବର
ଅକ୍ଟୋବର-ଡିସେମ୍ବର
ମୃତ୍ୟୁ
ଜାନୁଆରୀ-ମାର୍ଚ୍ଚ
ଅପ୍ରେଲ-ଜୁନ
ଜୁଲାଇ-ସେପ୍ଟେମ୍ବର
ଅକ୍ଟୋବର-ଡିସେମ୍ବର
ଆଧାର
ଶ୍ରେଣୀ:୨୦୦୭ |
Oriya | https://or.wikipedia.org/wiki/Oriya | REDIRECT ଓଡ଼ିଆ |
୨୦୦୪ | https://or.wikipedia.org/wiki/୨୦୦୪ | ଘଟଣା
ଜାନୁଆରୀ-ମାର୍ଚ୍ଚ
ଅପ୍ରେଲ-ଜୁନ
ଜୁଲାଇ-ସେପ୍ଟେମ୍ବର
ଅକ୍ଟୋବର-ଡିସେମ୍ବର
ଅଜ୍ଞାତ ତିଥି ଘଟଣା
ଜନ୍ମ
ଜାନୁଆରୀ-ମାର୍ଚ୍ଚ
ଅପ୍ରେଲ-ଜୁନ
ଜୁଲାଇ-ସେପ୍ଟେମ୍ବର
ଅକ୍ଟୋବର-ଡିସେମ୍ବର
ମୃତ୍ୟୁ
ଜାନୁଆରୀ-ମାର୍ଚ୍ଚ
ଅପ୍ରେଲ-ଜୁନ
ଜୁଲାଇ-ସେପ୍ଟେମ୍ବର
ଅକ୍ଟୋବର-ଡିସେମ୍ବର
ଆଧାର
ଶ୍ରେଣୀ:୨୦୦୪ |
ବାଂଲାଦେଶ | https://or.wikipedia.org/wiki/ବାଂଲାଦେଶ | ଲେଉଟାଣି ବଙ୍ଗଳାଦେଶ |
ସାର୍ବଭୌମ ସ୍ୱାଧୀନ ଦେଶମାନଙ୍କର ତାଲିକା | https://or.wikipedia.org/wiki/ସାର୍ବଭୌମ_ସ୍ୱାଧୀନ_ଦେଶମାନଙ୍କର_ତାଲିକା | ଦେଶର ନାମଜାତିସଙ୍ଘରେ ସଦସ୍ୟତା ସାର୍ବଭୌମତା ଉପରେ ବିବାଦ ଦେଶ ବିଷୟରେ ଟିପ୍ପଣୀ A AAAA AAAA AAAZZZ↓ ଜାତିସଙ୍ଘର ସଦସ୍ୟ ଦେଶ କିମ୍ବା ପର୍ଯ୍ୟବେକ୍ଷକ ଦେଶ ↓A AAAZZZ – ଅଷ୍ଟ୍ରିଆ ଗଣରାଜ୍ୟA ଜାତିସଙ୍ଘ ସଦସ୍ୟ ଦେଶA ନାହିଁ
ଅଷ୍ଟ୍ରିଆ ଇଉରୋପୀୟ ସଙ୍ଘର ସଦସ୍ୟ ଓ ନଅଗୋଟି ରାଜ୍ୟ (Bundesländer)କୁ ନେଇ ଗଠିତ. – ଅଷ୍ଟ୍ରେଲିଆ ରାଷ୍ଟ୍ରମଣ୍ଡଳ (commonwealth)A ଜାତିସଙ୍ଘ ସଦସ୍ୟ ଦେଶ... |
ଏସିଆ ମହାଦେସ | https://or.wikipedia.org/wiki/ଏସିଆ_ମହାଦେସ | REDIRECT ଏସିଆ
thumb|ଏସିଯା
ଏସିଆ ଏକ ମହାଦେସ । ଆମ ଦେସ ଭାରାତ ଏହା ଭିତରେ ଅଛି ।
cu:Асі́ꙗ
got:𐌰𐍃𐌹𐌰
nv:(*"asia") |
Japan | https://or.wikipedia.org/wiki/Japan | REDIRECT ଜାପାନ |
ବଙ୍ଗଳା ଭାଷା | https://or.wikipedia.org/wiki/ବଙ୍ଗଳା_ଭାଷା | ବଙ୍ଗଳା ଭାଷା (),Laurie Bauer, 2007, The Linguistics Student’s Handbook, Edinburgh ଏହାର ଅନ୍ୟନାମ "ବାଂଲା" (; ) ନାମରେ ମଧ୍ୟ ପରିଚିତ) ଏକ ଇଣ୍ଡୋ-ଆର୍ଯ୍ୟଗୋଷ୍ଠୀ ଭାଷା । ଏହା ପ୍ରାଥମିକ ଭାବେ ବଙ୍ଗାଳୀମାନଙ୍କଦ୍ୱାରା ଭାରତୀୟ ଉପମହାଦେଶରେ କଥିତ । ଏହା ବଙ୍ଗଳାଦେଶର ଉଭୟ ସରକାରୀ ଏବଂ ସର୍ବାଧିକ କଥିତ ଭାଷା ଏବଂ ହିନ୍ଦୀ ପରେ ଭାରତର ୨୨ଗୋଟି ସରକାରୀ ଭାଷା ମଧ୍ୟରୁ ଦ୍ୱିତୀ... |
ଭାଷା | https://or.wikipedia.org/wiki/ଭାଷା | ଭାଷା ହେଉଛି ଯୋଗାଯୋଗର ଜଟିଳ ପ୍ରଣାଳୀକୁ ଶିଖିବା ଓ ବ୍ୟବହାର କରିବା ପାଇଁ ଥିବା ମନୁଷ୍ୟର ସାମର୍ଥ୍ୟ ଏବଂ ଗୋଟିଏ ଭାଷା ହେଉଛି ଏହି ଜଟିଳ ଯୋଗାଯୋଗ ପ୍ରଣାଳୀର ଏକ ଉଦାହରଣ । ପୃଥିବୀରେ ସର୍ବମୋଟ କେତେ ଭାଷା ଅଛି ଏକଥା ସଠିକ ଭାବେ କହିବା ସମ୍ଭବ ନୁହେଁ ଏବଂ ଏହି ସଂଖ୍ୟା ଭାଷା (language) ଓ ଲୋକଭାଷା (dialects) ମଧ୍ୟରେ ସୂକ୍ଷ୍ମ ପ୍ରଭେଦ ଉପରେ ନିର୍ଭର କରେ । ତଥାପି ଆକଳନ କରାଯାଇଛି ... |
ପାକିସ୍ତାନ | https://or.wikipedia.org/wiki/ପାକିସ୍ତାନ | thumb|ପାକିସ୍ତାନ
thumb|ପାକିସ୍ଥାନର ପତାକା
ପାକିସ୍ତାନ (ପାକିସ୍ଥାନ ନାମରେ ମଧ୍ୟ ଜଣା, ), ସରକାରୀ ଭାବେ Islamic Republic of Pakistan (ISO: , )) ଏସିଆର ଏକ ଦେଶ । ୨୪.୧୫ କୋଟି (୨୪୧.୫ ନିୟୁତ) ଜନସଂଖ୍ୟା ବିଶିଷ୍ଟ ଏହି ଦେଶ ବିଶ୍ୱର ପଞ୍ଚମ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଏବଂ ୨୦୨୩ ସୁଦ୍ଧା ଏଠାରେ ବିଶ୍ୱର ସର୍ବବୃହତ ମୁସଲମାନ ଜନସଂଖ୍ୟା ରହିଛି । ଇସଲାମାବାଦ ଦେଶର ରାଜଧାନ... |
ଭୁଟାନ | https://or.wikipedia.org/wiki/ଭୁଟାନ | ଭୁଟାନ ଦକ୍ଷିଣ ଏସିଆ ମହାଦେଶର ଭୁ-ପରିବେଷ୍ଟିତ ଏକ ଦେଶ। ଏହା ହିମାଳୟର ପୂର୍ବ ପାର୍ଶ୍ୱରେ ଅବସ୍ଥିତ।ଏହାର ଉତ୍ତରକୁ ଚୀନର ସ୍ୱାୟତ୍ତ ଅଞ୍ଚଳ ତିବେତ,ଭାରତର ସିକ୍କିମ ରାଜ୍ୟ,ପଶ୍ଚିମକୁ ତିବେତ୍ର ଚୁମ୍ବି,ପୂର୍ବକୁ ଭାରତର ଅରୁଣାଞ୍ଚଳ ପ୍ରଦେଶ ଓ ଦକ୍ଷିଣକୁ ଭାରତର ଆସାମ ଘେରି ରହିଛି। ଭୂଟାନ ଦକ୍ଷିଣ ଏସିଆରେ ଅବସ୍ଥିତ ଓ ମାଲଦିଭେସ ପରେ ଏହା ଦ୍ୱିତୀୟ ଅଳ୍ପ ଜନାକୀର୍ଣ୍ଣ ଦେଶ।ଥିମ୍ପୁ ଏହାର... |
ଚୀନ | https://or.wikipedia.org/wiki/ଚୀନ | thumbnail|ଚୀନ ପତକା
thumbnail| ଚୀନ ଅବସ୍ଥିତ
ଚୀନ ଏସିଆରେ ଥିବା ଦେଶ । ଏହା ବିଶ୍ୱର ସର୍ବାଧିକ ଜନ-ବହୁଳ ଦେଶ ।
ଇତିହାସ
ଡାହାଣ|thumb|Retrach de Sun Yat-sen.
thumb|Sun Yat-sen, the father of modern China (seated on right), and Chiang Kai-shek, later President of the Republic of China
ଡାହାଣ|thumb|Fotografia de Chiang Kaishek, cap pri... |
ଇରାନ | https://or.wikipedia.org/wiki/ଇରାନ | ଇରାନ, ଏସିଆ ମହାଦେଶର ଏକ ଦେଶ ।
ଭୂଗୋଳ
ଇତିହାସ
ପ୍ରଶାସନିକ ବିଭାଗ
ଭାଷା
ଆଧାର
ବାହାର ତଥ୍ୟ
The e-office of the Supreme Leader of Iran
The President of Iran
Iran.ir
Iran profile from the BBC News
Key Development Forecasts for Iran from International Futures
ଶ୍ରେଣୀ:ଏସିଆର ଦେଶ |
End of preview. Expand in Data Studio
README.md exists but content is empty.
- Downloads last month
- 3