Dataset Viewer
Auto-converted to Parquet Duplicate
audio
audioduration (s)
0.14
183
sentence
stringlengths
2
1.11k
ପ୍ରଧାନମନ୍ତ୍ରୀ କହିଛନ୍ତି ଔଷଧ ନ ଆସିବା ପର୍ଯ୍ୟନ୍ତ କୋଭିଡ୍ ନିୟମ ପାଳନରେ କୌଣସି କୋହଳ ମନୋଭାବ ପୋଷଣ କରିବା ଠିକ୍ ନୁହେଁ
ଏନେଇ ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିବା ଜନଆନ୍ଦୋଳନକୁ ସମାଜର ସବୁ ବର୍ଗର ଲୋକମାନେ ସମର୍ଥନ କରିଛନ୍ତି
ଦ୍ରୁତ ଗାଡ଼ିଚାଳନା ପାଇଁ ହଜାରେରୁ ପାଞ୍ଚ ହଜାର ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ
ଏଥିରେ କୃଷି ଉଦ୍ୟାନକୃଷି ପ୍ରାଣୀସମ୍ପଦ ମତ୍ସ୍ୟଚାଷ ମୃତ୍ତିକା ସଂରକ୍ଷଣ ଆଦି ସମସ୍ତ ବିଭାଗ ଅଂଶଗ୍ରହଣ କରୁଛନ୍ତି
ଗୋପାଳ କହିଲେ ନା ପିଉସୀ ମା ଆପଣଙ୍କର ଅନେକ ଦିନୁ ଭେଟ ନ ପାଇ ମନଟା ଖାଲି ଗୋଳେଇ ଘାଂଟି ହେଲା
ବୁଢା ତାହା ଧରି ବୀର୍‌ବଲ୍‌ଙ୍କ ପାଖକୁ ଗଲା
ଏହା ଶୁଣି ରାଜା କହିଲେ ନା ନା ସେମିତି କିଛି ନାହିଁ ମୋଠାରୁ ଧାର୍ ନେଇଥିବା ଶହେ ସ୍ୱର୍ଣ୍ଣମୁଦ୍ରା ଚୁକ୍ତି କରିବା ଦରକାର ନାହିଁ
ବିଦେଶୀ ନାଗରିକମାନଙ୍କ ସମେତ ଏକ ଛଅ ଶୁନ୍ୟ ରୁ ଊଦ୍ଧ ଲୋକ ଏହି ଆକ୍ରମଣରେ ପ୍ରାଣ ହରାଇଥିଲେ
ଉତ୍ତରପ୍ରଦେଶରେ ଏକ ଏକ ଟି ବିଧାନସଭା ଆସନ ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇଛି
ତେବେ ଆଜି ସକାଳଠାରୁ ଓଡ୍ରାଫ୍ ଅଗ୍ନିଶମ ବିଭାଗ ପକ୍ଷରୁ ସହରରେ ଗଛଗୁଡ଼ିକୁ କଟାଯାଇ ସଫା କରାଯାଉଛି
ପ୍ରତାପ ଜେନାଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ଆଇନ୍ ନଗର ଉନ୍ନୟନ ବିଭାଗ ଦାୟିତ୍ବ ମିଳିଥିବା ବେଳେ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଓ ସମବାୟ ଅରୁଣ ସାହୁଙ୍କୁ କୃଷି ଓ କୃଷକ ସଶକ୍ତିକରଣ ମତ୍ସ୍ୟ ଓ ପଶୁ ସମ୍ପଦ ଏବଂ ଉଚ୍ଚ ଶିକ୍ଷା ସୁଦାମ ମାରାଣ୍ଡିଙ୍କୁ ରାଜସ୍ ଓ ବିପର୍ଯ୍ୟୟ ପରିଚାଳନା ଏବଂ ସୁଶାନ୍ତ ସିଂହଙ୍କୁ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଦାୟିତ୍ବ ଦିଆଯାଇଛି
ସ୍ତ୍ରୀ ରୂପୀ ଦୁର୍ଗା ସେହି କୋଠରୀ ଭିତରକୁ ଯାଇ କହିଲେ ବତ୍ସ ତୁ ମୋତେ ସ୍ମରଣ କଲୁ ଚୋରି ସ୍ୱୀକାର ନକରି ତୁ ଖୁବ୍ ଭଲ କରିଛୁ
ମୁଁ ମୋ ନିଜ ପାଇଁ ଚିନ୍ତା କରୁ ନାହିଁ
ସୁଧାକର ବାବୁ ଶୁଆଟିଏ ରଖିଥାଆନ୍ତି ସେ ସବୁକଥା ଶୁଣେ
ଅନ୍ୟ ସ୍ଥାନରେ ଆପଣଙ୍କୁ କେହି ସାହାଯ୍ୟ କରିବେ ନାହିଁ
ଏବଂ ଦେଶରେ କୋଭିଡ ନାଇଣ୍ଟିନ୍ ଆରୋଗ୍ୟ ହାର କ୍ରମାଗତ ଭାବେ ବୃଦ୍ଧି ପାଇ ଏବେ ଛଅସ୍ତରୀ ଦଶମିକ ଏକଷଠି ପ୍ରତିଶତରେ ପହଞ୍ଚିଥିବାବେଳେ ମୃତ୍ୟୁହାର ଏକ ଦଶମିକ ଅଣାଅଶୀ ପ୍ରତିଶତ ରହିଛି
ପିଏମ୍ ଗରିବ କଲ୍ୟାଣ ରୋଜଗାର ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଛଅ ଟି ରାଜ୍ୟରେ ଗରିବ କଲ୍ୟାଣ ରୋଜଗାର ଅଭିଯାନର ଶୁଭାରମ୍ଭ କରିବେ
ଛଅ
ସେ କହିଛନ୍ତି ସେହିସବୁ ମୃତ୍ୟୁ ଘଟଣା ଅନ୍ୟାନ୍ୟ କାରଣରୁ ହୋଇଛି ଓ ସେଗୁଡ଼ିକର ରାଜନୀତି ସହିତ କୌଣସି ସମ୍ପର୍କ ନାହିଁ
ସେ କହିଛନ୍ତି ସ୍ବର୍ଗତ କରୁଣାନିଧେ ତାମିଲନାଡୁ ଓ ଦେଶର ଅଭିବୃଦ୍ଧି ତଥା ବିକାଶରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଆସିଛନ୍ତି
ଯାଦ୍ାରା ଦେଶର ଆଭ୍ୟନ୍ତରିଣ ନିରାପତ୍ତା ପ୍ରତି କୌଣସି ବିପଦ ସୃଷ୍ଟି ହେବ ନାହିଁ
ପୁଣି ତାକୁ ସେଇ ସ୍ଥାନରୁ ବାହାର କରିଦେଇ କୋଡ଼ି ସାହାଯ୍ୟରେ ସେହି ସ୍ଥାନକୁ ଖୋଳି ପକାଇବ
ଆଗଭଳି ଦୀପୁ ଟିପୁ ସାଙ୍ଗରେ ଖେଳିବାକୁ ଲାଗିଲା
ଆସିଷ୍ଟାନ୍ସ ଫନି ଫନୀ ଘୂର୍ଣ୍ଣିବାତ୍ୟାର ମୁକାବିଲା କରିବା ପାଇଁ ରିଲିଫ୍ ଓ ପ୍ରତିକାର ମୂଳକ ବ୍ୟବସ୍ଥା ଗ୍ରହଣ ସକାଶେ ଚାରୋଟି ରାଜ୍ୟକୁ ହଜାରେ ଛୟାଅଶୀ କୋଟି ଟଙ୍କା ଅଗ୍ରୀମ ସହାୟତା ଦେବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଘୋଷଣା କରିଛି
ଘରର ସବୁ ଆଡ଼କୁ ଅନାଇ ଦେଖିଲେ ଭୂତ ପଳାଇଲାଣି
ତା ପରେ ସେ ମଣିଭଦ୍ରକୁ ମାରିବାକୁ ଖଣ୍ଡା ଉଠାଇଲାବେଳେ ତା ର ନିଦ ଚାଉଁକିନା ଭାଙ୍ଗିଗଲା
କିମ୍ ଙ୍କୁ ସାକ୍ଷାତ କରିବା ପରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜାଏ ଇନ୍ଙ୍କ ନିରାପତ୍ତା ଉପଦେଷ୍ଟା ଚୁଙ୍ଗ ୟି ୟଙ୍ଗ୍ କହିଛନ୍ତି ଟ୍ରମ୍ପଙ୍କ ପ୍ରତି ଉତ୍ତର କୋରିଆ ପ୍ରଶାସନଙ୍କ ଆସ୍ଥା ଅତୁଟ ରହିଛି ଏବଂ ଦୁଇ ହଜାର ଏକୋଇଶି ମସିହା ପ୍ରାରମ୍ଭରେ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଆମେରିକା ସହ ବଇରୀ ମନୋଭାବର ପରିସମାପ୍ତି କରିବା ଏବଂ କୋରିଆ ଉପଦୀପରେ ପରମାଣୁ ନିରସ୍ତ୍ରୀକରଣ ସମ୍ପୂର୍ଣ୍ଣ କରିବା ଦକ୍ଷିଣ କୋରିଆର ଅଧିକାରୀମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି
ଶ୍ରୀଜଗନ୍ନାଥ ସମ୍ପର୍କରେ ନାନା ପ୍ରକାର ପ୍ରବାଦ ଶୁଣାଯାଏ
ଜାତିସଂଘ ସାଧାରଣ ପରିଷଦର ତୃତୀୟ କମିଟି ଅଧିବେଶନରେ ପାକିସ୍ତାନର ବିଦାୟୀ ରାଷ୍ଟ୍ରଦୂତ ମଲିହା ଲୋଧଙ୍କ ବୟାନର ପ୍ରତିଉତ୍ତରରେ ଶ୍ରୀମତୀ ତ୍ରିପାଠୀ କହିଛନ୍ତି ଭାରତର ଆଭ୍ୟନ୍ତରୀଣ ବ୍ୟାପାର ସଂକ୍ରାନ୍ତରେ ଜଣେ ପ୍ରତିନି ଅଯଥା ମନ୍ତବ୍ୟ ଦେବା ଆଦୌ ଗ୍ରହଣୀୟ ନୁହେଁ
ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଏଗାର ଦୁଇ ଟି କମ୍ପାନୀ ଏଥିରେ ଭାଗ ନେଉଛନ୍ତି
ଏହି ଯୋଜନା ଅନୁଯାୟୀ ସାଂସଦ ମାନଙ୍କ ଦ୍ାରା ଚିହ୍ନଟ ହୋଇଥିବା ଗ୍ରାମଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା
ମତଦାନ ସକାଳ ସାତ ଟାରେ ଆରମ୍ଭ ହୋଇ ଅପରାହ୍ନ ଦୁଇ ଟାରେ ଶେଷ ହୋଇଥିଲା
ଭୁଭାଗ ସାହସିକତା ପାଇଁ ଆଇପିଏସ୍ ଅଧିକାରୀ କଳ୍ପନା କୁମାରଙ୍କୁ ତେଜିଙ୍ଗୁନର୍ଗ ଜାତୀୟ ସାହସିକତା ପୁରସ୍କାର ଦୁଇ ହଜାର ଅଠର ପ୍ରଦାନ କରାଯିବ
ତେବେ ବିମାନ ସେବା ଓ ରେଳସେବା ଆରମ୍ଭ ହୋଇଥିବାରୁ ଆଗାମୀ ପନ୍ଦର ଦିନରୁ ଏକ ମାସ ଆମ ପାଇଁ ଆହ୍ବାନ ହେବ
ଆଫଗାନିସ୍ଥାନର ହେଲମଣ୍ଡ ପ୍ରଦେଶ ଅନ୍ତର୍ଗତ ମୁସାକାଲା ଜିଲ୍ଲାରେ ଥିବା ତାଲିବାନର ଏକ ଆତ୍ମା ଭିତରେ ସେ ରହୁଥିବା ବେଳେ ଆମେରିକା ଓ ଆଫଗାନ ସୈନ୍ୟମାନେ ମିଳିତଭାବେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ
ରେଳମନ୍ତ୍ରଣାଳୟ କହିଛି ଏହି ସମୟ ମଧ୍ୟରେ ରେଳ ଦୁର୍ଘଟଣା ଯୋଗୁଁ କୌଣସି ରେଳଯାତ୍ରୀଙ୍କର ମୃତ୍ୟୁ ଘଟିନାହିଁ
ସ୍ବାଭାବିକଠାରୁ ସର୍ବୋଚ୍ଚ ତାପମାତ୍ରା ଅଧିକ ରହିପାରେ
ମାତ୍ର ବିଲୁଆ ମୁହଁ ସେଥିରେ ପଶିଲା ନାହିଁ
ପ୍ରବାସୀ ଶ୍ରମିକ ବୌଦ୍ଧର ଏକ ସଂଗରୋଧ କେନ୍ଦ୍ରରେ ରହିଥିବା ଷୋହଳ ଜଣ ବିହାରର ପ୍ରବାସୀ ଶ୍ରମିକଙ୍କୁ ବୈଶାଳୀ ଜିଲ୍ଲାକୁ ଗତ ରାତିରେ ପଠାଇ ଦିଆଯାଇଛି
ସ୍କୁଲ୍ ପାଖରେ ପଶୁଚିକିତ୍ସାକେନ୍ଦ୍ରକୁ ଯାଇ କୁକୁରପାଇଁ ଔଷଧ ଆଣିଲା
ପ୍ରଥମ ତିନି ଦିନ ସେବାୟତ ପରିବାରଙ୍କୁ ଓ ଡିସେମ୍ବର ଏକତିରିଶି ଯାଏଁ ପୁରୀ ସହରବାସୀଙ୍କୁ ଦର୍ଶନର ସୁଯୋଗ ମିଳିବ
ବିକ୍ଷୋଭ ସିପିଆଇଏମ୍ ସୁନ୍ଦରଗଡ଼ ଜିଲ୍ଲା କମିଟି ରାଉରକେଲା ଶାଖା ପକ୍ଷରୁ ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି
ଉତ୍ସବର ଆଡ଼ମ୍ବର ଦେଖି କୁଆ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲା
ଏହି ଫ୍ଲାଟଗୁଡ଼ିକ ନୂଆଦିଲ୍ଲୀର ଡକ୍ଟର ବିଡି ମାର୍ଗରେ ନିର୍ମିତ ହୋଇଛି
ଏହି ନଗରକୀର୍ତ୍ତନରେ ହଜାର ହଜାର ସଂଖ୍ୟକ ଲୋକ ଯୋଗ ଦେଇଥିଲେ
ଓମେନ୍ସ କ୍ରିକେଟ୍ ମାଲେସିଆର କୁଆଲାଲମୁରଠାରେ ଚାଲିଥିବା ମହିଳା ଟ୍ରେଣ୍ଟିଟ୍ରେଣ୍ଟି ଏସିଆ କପ୍ କ୍ରିକେଟରେ ଭାରତ ଆଜି ଥାଇଲାଣ୍ଡକୁ ଛଅଷଠି ରନ୍ରେ ହରାଇ ଦେଇଛି
କୋଭିଡ୍ଆଲିଟ୍ କୋଭିଡ୍ ସଂକ୍ରମଣ ପୂର୍ବରୁ କୌଣସି ସାମାନ୍ୟତମ ଲକ୍ଷଣ ଦେଖାଦେଉଥିଲେ ଏହାକୁ ହାଲୁକା ଭାବେ ଗ୍ରହଣ ନ କରିବାକୁ ଦିଲ୍ଲୀ ଏମସ୍ର ଡାକ୍ତର ନିରଜ ନିଶ୍ଚଳ କହିଛନ୍ତି
ଆସନ୍ତା ଚବିଶି ଘଣ୍ଟା ମଧ୍ୟରେ ବାର ଜିଲ୍ଲାରେ କାଳ ବୈଶାଖୀର ସମ୍ଭାବନା ପ୍ରଧାନମନ୍ତ୍ରୀଶପଥ ଆସନ୍ତା ତିରିଶି ତାରିଖ ଦିନ ଶ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀଭାବେ ଶପଥ ଗ୍ରହଣ କରିବେ
ଏହି ଦୁଇ ଅଞ୍ଚଳରେ ଯାତାୟତ ଉପରେ କଟକଣା ଜାରି କରାଯାଇଥିବାବେଳେ ସେଠାରେ ସମସ୍ତ ଦୋକାନ ଓ ଅନ୍ୟାନ୍ୟ ଅନୁଷ୍ଠାନ ବନ୍ଦ ରହିବ
ଏଇ ତୋ ଭାଇକି ପୁଲିଶଚାକିରି ଦିଆଇଥିଲେ ଦୈବ ତ ସହିଲା ନାହିଁ
ଆମେରିକା ବୈଦେଶିକ ମନ୍ତ୍ରୀ ମାଇକେଲ୍ ପମ୍ପିଓ ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଜେମ୍ବ ମାଟିଙ୍କ ଦ୍ବାରା ପ୍ରକାଶିତ ଏକ ମିଳିତ ପ୍ରେସ୍ ବିବୃତିରେ ଏହା ଦର୍ଶାଯାଇଛି
ଅପରପକ୍ଷରେ ବିଜେପି ପକ୍ଷରୁ ଦଳର ସବୁ ସଦସ୍ୟ ଆଜି ଲୋକସଭାରେ ଉପସ୍ଥିତ ରହିବାକୁ ଏକ ସ୍ଟିସ୍ ଜାରି କରାଯାଇଛି
ବିଲୁଆ କହିଲା ହଜୁର ରାତ୍ରିର ସନ୍ଧ୍ୟା ପ୍ରହର ଓ ପାହାନ୍ତି ପ୍ରହର ବେଳକୁ ଆମେ ଏକ ସଙ୍ଗେ ହୁକେହୋ ହୁକେହୋ ହୋଇ କାନ୍ଦିବୁ
ିମ୍ବିଲଡନ୍ ଦୁଇ ଦୁଇଥର ଡିମ୍ବିଲଡନ୍ ବିଜେତା ରାଫେଲ୍ ନାହାଲ୍ ଗତକାଲି ସୋଙ୍ଗାଠାରେ ଅନୁଷ୍ଠିତ ମ୍ୟାଚ୍ରେ ଫ୍ରାଞ୍ଚ ଖେଳାଳି ଜୋେଲଫିଜ୍ଙ୍କୁ ବାଷଠି ତେଷଠି ଓ ବାଷଠି ସେଟ୍ରେ ହରାଇ ଷୋଡ଼ଶ ପର୍ଯ୍ୟାୟରେ ପହଞ୍ଚିଛନ୍ତି
ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଏହି ଦଳ ଜିଲ୍ଲାର ଉମରକୋଟ୍ ବ୍ଳକୁ ଗସ୍ତ କରି କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନା ମନରେଗା ଦିଦୟାଲ୍ କୌଶଳ ଯୋଜନା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପେନ୍ସନ୍ ଯୋଜନାର ହିତାଧିକାରୀଙ୍କଠାରୁ ତଥ୍ୟ ସଂଗ୍ରହ କରିଛନ୍ତି
ଏହି ଘଟଣାର ସତ୍ୟାସତ୍ୟକୁ ପରୀକ୍ଷା କରାଯାଉଛି
ବୀର୍‌ବଲ୍‌ଙ୍କ କଥାରେ ବୁଢ଼ା ମୁଣ୍ଡ ଟୁଙ୍ଗାରିଲା ତା ଆରଦିନ ସେ ଦରବାରକୁ ଗଲା
ମୋ ସଙ୍ଗାତମାନେ ବଡ଼ ତାଙ୍କର ବେଶି ଫସଲ ଦରକାର୍
ସେ କହିଛନ୍ତି ଦେଶର ବଜେଟରେ ସ୍ାସ୍ଥ୍ୟକ୍ଷେତ୍ର ପରେ ଶିକ୍ଷାକ୍ଷେତ୍ରକୁ ସର୍ବାଧୂକ ଗୁରୁତ୍ବ ଦିଆଯାଇଛି
ସାର୍ଟିଫିକେଟନାଇଡୁ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟାନାଇଡୁ ସଂସ୍କୃତ ପାଲି ପ୍ରକ୍ରିତ୍ ଆରବିକ୍ ପ୍ରସିୟାନ ଓ ଭାରତୀୟ ଶାସ୍ତ୍ରୀୟ ଭାଷାଗୁଡ଼ିକର ବିଶିଷ୍ଟ ବିଦ୍ାନମାନଙ୍କୁ ରାଷ୍ଟ୍ରପତିଙ୍କ ପ୍ରମାଣପତ୍ର ପୁରସ୍କାର ପ୍ରଦାନ କରିଛନ୍ତି
ଏହି ଦୃଷ୍ଟିରୁ ବ୍ରିଟିସ୍ ନାଗରିକମାନଙ୍କୁ କରୋନା ଭୂତାଣୁ ସଂକ୍ରମିତ ଅଞ୍ଚଳରୁ ଶୀଘ୍ର ଫେରିଆସିବାକୁ କୁହାଯାଇଛି
ପାଞ୍ଚ ଛଅ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ଅଗଷ୍ଟ ବାଇଶି ତାରିଖରେ ଶେଷ ହେବ ବୋଲି ଶ୍ରୀ ଅମରନାଥଜୀ ସ୍ରାଇବୋର୍ଡ ପକ୍ଷରୁ କୁହାଯାଇଛି
କ୍ୟାବିନେଟ୍ କେନ୍ଦ୍ର କ୍ୟାବିନେଟ୍ ଭାରତ ଓ ଜାପାନ୍ ମଧ୍ୟରେ ସାଇବର ନିରାପତ୍ତା କ୍ଷେତ୍ରରେ ସହଯୋଗ ସ୍ମାରକପତ୍ର ସ୍ବାକ୍ଷର ପାଇଁ ଅନୁମୋଦନ କରିଛି
ଆଜି ଖଡ଼ିଆଳ ରାଜା ଗବେଷକ ଡାକ୍ତର ଜିତାମିତ୍ର ପ୍ରସାଦ ସିଂ ଦେଓ ଏବଂ ଖନିଆଳ ରାଣୀ ରାଜଶ୍ରୀ ଦେବୀ କୋଭିଡ୍ ଟିକା ଗ୍ରହଣ କରିଛନ୍ତି
ଜଗନ୍ନାଥ ଗତକାଲି ନିର୍ବାଚନ ପ୍ରଚାର ସାରି ଡେଟା କଲୋନିସ୍ଥିତ ବିଜେପି ପାର୍ଟି ଅଫିସ୍କୁ ଯାଉଥିବା ବେଳେ ତାଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଛି
ତାର ସ୍ମୃତି ଫଳରେ ଲେଖା ଯାଇଛି ଉଣେଇଶ ପଇଁଚାଳିଶ୍ ମସିହା ମାର୍ଚ୍ଚ ବାର ତାରିଖରେ ମୃତ୍ୟୁ ହୋଇଛି
ସଂଯୋଗକାରୀ ଟ୍ରେନର ଚଳାଚଳରେ ବିଳମ୍ବ ଯୋଗୁ ଆଜି ଏହାର ସମୟରେ ପରିବର୍ତ୍ତନ କରାଯାଇଛି
ସେନାବାହିନୀ ସୂତ୍ରରେ କୁହାଯାଇଛି ଚୀନ୍ ସୈନ୍ୟମାନେ ପାଟ୍ରୋଲିଂ ପଏଣ୍ଟ ଫୋଟିନ୍ ଠାରେ ସେମାନଙ୍କର ତମ୍ବୁ ପ୍ରଭୃତି ହଟାଇବା ଆରମ୍ଭ କରିଛନ୍ତି
କିଛିଦିନ ପରେ ରାଣୀଙ୍କ ଗର୍ଭରୁ କନ୍ୟାଟିଏ ଜାତ ହେଲା
ଦ୍ଵିତୀୟ ପକ୍ଷ ସ୍ତ୍ରୀକୁ ତାଙ୍କର ବି ଭୟ ଥାଏ
ଏୟାର୍ ଇଣ୍ଡିଆ ଇରାନ ଏୟାର ଇଣ୍ଡିଆର ଏକ ବିମାନରେ ଇରାନ୍ରୁ ଚଉରାଳିଶି ଜଣ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଅଣାଯାଉଛି
ଶ୍ରୀ ମୋଦି କହିଛନ୍ତି ପ୍ରେସ୍ଠାରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ସୈନ୍ୟଠାରୁ ବାକ୍ ସ୍ାଧୀନତା ପର୍ଯ୍ୟନ୍ତ ଓ ସମ୍ବିଧାନଠାରୁ ଅଦାଲତ ପର୍ଯ୍ୟନ୍ତ କେହି ବାଦ୍ ଯାଇ ନାହାନ୍ତି
ମା ଲୋ ତୁ କୁଆଡ଼େ ଗଲୁ ହେ ଭାଇ ମୋ ମା ମରି ଗଲା ଏବେ ମୁଁ କ ଣ କରିବି ମୋତେ କିଛି ବୁଦ୍ଧି ଦିଶୁ ନାହିଁ
ଲୋକେ ତା କଥା ଶୁଣିଲେ ନାହିଁ
ଏହି ସମୟରେ ଛାତ୍ରମାନଙ୍କ ଉପରେ ରାଗିଙ୍ଗି ଆରମ୍ଭ ହୋଇଥିଲା
ବୈଦେଶିକ ମନ୍ତ୍ରୀ ଦୁଇଦେଶ ମଧ୍ୟରେ ରହିଥିବା ବ୍ୟବସାୟିକ ଭାଗିଦାରିତାକୁ ଦୃଢ଼ କରିବା ପାଇଁ କରର ଅଙ୍ଗୀକାରବଦ୍ଧତାକୁ ପ୍ରଶଂସା କରିଛନ୍ତି
ଏହି ସମୟରେ ଦେଖିଲା ଗୋଟାଏ ନୂଆ ପ୍ରକାର ଚଢ଼େଇଟିଏ ଉଡ଼ିଆସି ତା ଠାରୁ କେଇହାତ ଦୂରରେ ବସିଲା
ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଏମ୍ଭିଆଠ ଏକ ଗ୍ରାମରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି
ହେଲେ କରୋନା ସ୍ଥିତିକୁ ଦେଖ୍ ସବୁ ବୈଠକ ବାତିଲ କରିବା ନେଇ ଗତକାଲି ନିଷ୍ପତ୍ତି ନିଆଯାଇଛି ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି
ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଏକ ମେମୋରି ଲେନ୍କୁ ଉତ୍ସର୍ଗ କରିଛନ୍ତି
ମୃତ ସନ୍ତ୍ରାସବାଦୀମାନଙ୍କ ପକ୍ଷରୁ ଗୋଟିଏ ଏକେଚାରି ସାତ ରାଇଫଲ ଓ ଦୁଇ ଟି ପିସ୍ତଲ ଉଦ୍ଧାର କରାଯାଇଛି
ଏଥିପାଇଁ ଆବଶ୍ୟକ ପରୀକ୍ଷକ ନିଯୁକ୍ତି କରାଯାଉଛି
ବିମଳ ଦେଈଙ୍କ ଆନନ୍ଦ ଦେଖେ କିଏ ଭୋକିଲା ଲୋକକୁ ପେଜ ମନ୍ଦାକ ବି ଅମୃତ
ବଣଜଙ୍ଗଲ ଅନେକ୍ ଜାତିର ପଶୁପକ୍ଷୀଙ୍କ ବାସସ୍ଥଳୀ
ବୈଠକ ପରେ କ୍ରାଇମବ୍ରାଞ୍ଚ ଏଡିଜି ଯଶବନ୍ତ ଜେଠା କହିଛନ୍ତି କମିଶନରେଟ୍ ପୁଲିସ୍ ପକ୍ଷରୁ ଛଅ ଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି
ଗତକାଲି ତାଙ୍କର ଏକ ମୃଦୁ ହୃଦ୍ଘାତ ହୋଇଥିଲା
ରାଜା ଗୋପାଳକୁ ଉପଯୁକ୍ତ ପୁରସ୍କାର ଦେଇ ବିଦା କରିଦେଲେ
ଯୁବକ ଜଣକ ଆଶ୍ଚର୍ଯ୍ୟ ହୋଇ ପଚାରିବାରୁ ବିନୋବା କହିଲେ ଏଇ ଖମ୍ବଟି ପରା ମୋତେ ପରା ଜାବୁଡ଼ି ଧରିଛି ଏଣୁ ମୁଁ ଏଠାରୁ ଯିବି କିପରି
ଉପନିର୍ବାଚନ ପାଇଁ କରୋନା ମାର୍ଗଦର୍ଶିକାରେ କୋହଳ
ଗତ ଜୁନ୍ ମାସରେ ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିବା ପରେ ଶ୍ରୀ କୋଣ୍ଟଙ୍କର ଏହା ପ୍ରଥମ ଭାରତ ଗସ୍ତ
କ୍ୟାବିନେଟ୍ ଅଠର ହଜାର ଏକ ଶହେ କୋଟି ଟଙ୍କାରେ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା ଅଧୀନରେ ଅତ୍ୟାଧୁନିକ ରସାୟନ ସେଲ୍ ବ୍ୟାଟେରୀ ଭଣ୍ଡାର ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛନ୍ତି
କ୍ଷୁଦ୍ର ଜଳସେଚନ ବିଭାଗରେ ପଦୋନ୍ନତିକୁ ନେଇ ଆଗତ ଏକ ମାମଲାର ଶୁଣାଣି କରି ସାଂଟ୍ ଦେଇଥିବା ନିର୍ଦ୍ଦେଶକୁ କାର୍ଯ୍ୟକାରୀ ନ କରିବାରୁ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି
ତାଙ୍କର ବାଣୀରେ ଅନୁପ୍ରାଣୀତ ହୋଇ ସମାଜରେ ନୈତ୍ରୀ ଭ୍ରାତୃଭାବ ଓ ସଦ୍ଭାବନାର ବିକାଶ ଦିଗରେ କାର୍ଯ୍ୟ କରିବାକୁ ସେ ଲୋକମାନଙ୍କୁ ଆହ୍ବାନ ଦେଇଛନ୍ତି
ଗତ ଦୁଇଦଶନ୍ଧି ଧରି ନିରନ୍ତର ଦୃଷ୍ଟାନ୍ତମୂଳକ ବିଭୀୟ ଶୃଙ୍ଖଳା ପ୍ରଦର୍ଶନ ଓଡ଼ିଶାକୁ ଦେଶରେ ଏକ ସ୍ଥିର ଅର୍ଥବ୍ୟବସ୍ଥା ବପ୍ରଦାନକାରୀ ରାଜ୍ୟ ଭାବରେ ସ୍ଥାନ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସିବ୍ୟକ୍ତ କରିଛନ୍ତି
ଏତେ ଦୂରରୁ ତୁମ କଥା ମତେ ଶୁଣାଯାଉ ନାହିଁ
ମତେ ନିଆଁ ଖାତକୁ ପେଲି ଦେଲୁ ବୋଉ ଲୋ
ତଥାପି ଦିବେଳା ଦିମୁଠା ଖାଇବାକୁ ପାଆନ୍ତିନି
ଆଜି ଦୁଇ ଦୁଇ ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ବାର ଶହ ତିନି ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧୂକ ଦୁଇ ଶହେ ପଚାଶ ଜଣ ସଂକ୍ରମିତ ହୋଇଥିବାବେଳେ ଖୋର୍ଦ୍ଧାରୁ ଦୁଇ ଶହେ କୋଡିଏ ଓ କଟକରୁ ସତାନବେ ଜଣ ଚିହ୍ନଟ ହୋଇଛନ୍ତି
ବ୍ରାହ୍ମଣର ଦୁଃଖ କହିଲେ ନ ସରେ
ଧନପତି ଖୁବ୍ ଧନୀ ମାନି ଓ ଗର୍ବୀ ସ୍ଵଭାବର
End of preview. Expand in Data Studio
README.md exists but content is empty.
Downloads last month
16