text string | label int64 |
|---|---|
ଅର୍ଜୁନ କପୁରଙ୍କୁ ଆକ୍ରମଣ କଲେ ଫ୍ୟାନ୍ , ପୁଲିସ ହାତରେ… | 1 |
‘ଭାର୍’ରେ ପ୍ରଥମ ଥର ବଦଳିଲା ନିଷ୍ପତ୍ତି | 2 |
ସାବଧାନ ! ଏହି କାମ ନକଲେ ଜାନୁଆରି ୧ରୁ ବାଉନ୍ସ ହୋଇଯିବ ଆପଣଙ୍କ ଚେକ୍ | 0 |
ପୁରୁଷ ୧୦ ମିଟର୍ ଏୟାର୍ ପିସ୍ତଲ୍ରେ ଜିତୁ ରାୟଙ୍କୁ ସ୍ୱର୍ଣ୍ଣପଦକ; ମିତାରଓ୍ଵାଲ୍ଙ୍କୁ କାଂସ୍ୟ | 2 |
ଇନ୍ଷ୍ଟାରେ ଏହି ୩ ବଲିଉଡ୍ କଳାକାରଙ୍କ ପ୍ରୋଫାଇଲ ଉପରେ ଲୁଚି… | 1 |
ଭୁବନେଶ୍ୱରରେ ଡିଜେଲ ୭୩ ଟଙ୍କା ଟପିଲା | 0 |
ସେଲ୍ କଞ୍ଚାମାଲ ବିଭାଗ ପକ୍ଷରୁ ରେକର୍ଡ ଲୁହାପଥର ଉତ୍ପାଦନ | 0 |
ଓଡ଼ିଶା ୧୨ ପଦକ ସହ ତୃତୀୟ | 2 |
କିଟ୍ରେ ଜାତୀୟ ଉପକନିଷ୍ଠ ବଲ୍ ବ୍ୟାଡ୍ମିଣ୍ଟନ ୨୬ରୁ | 2 |
ଫିଲ୍ମରେ କାମ ନ କରିଥିଲେ ଏହି ପେଶା ବାଛିଥାନ୍ତେ ଅଭିନେତ୍ରୀ… | 1 |
ନାନା ପାଟେକରଙ୍କ ଉପରେ ଅଭିନେତ୍ରୀ ତନୁଶ୍ରୀ ଲଗାଇଥିବା ଆରୋପକୁ… | 1 |
ପୁଣି ଦୁଇ ଉଦ୍ୟୋଗୀ ଭାଇଙ୍କ ଭିତରେ ଝଗଡ଼ା | 0 |
ଆୟକର ବିଭାଗ ଦ୍ୱାରା କିଙ୍ଗ୍ଖାନ୍ଙ୍କ ଫାର୍ମ ହାଉସ୍ ବ୍ୟାଜାପ୍ତ… | 1 |
ପ୍ରିୟଙ୍କାଙ୍କ ପରେ ସୁଟିଂ ଆରମ୍ଭରୁ ଫିଲ୍ମ ଛାଡ଼ିଲେ ଦୀପିକା:… | 1 |
ପଞ୍ଚମ ଟେଷ୍ଟ୍ରେ ସ’ କରିପାରନ୍ତି ପଦାର୍ପଣ:ରାହୁଲ, ଅଶ୍ୱିନଙ୍କ ମୁଣ୍ଡରେ ଝୁଲୁଛି ଖଣ୍ଡା | 2 |
ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲା ଏୟାର୍ ଇଣ୍ଡିଆର ଏକ ବିମାନ; ଭୁଲ୍ ରନ୍େଓ୍ଵରେ କଲା ଅବତରଣ | 0 |
‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର୍’ର ଟ୍ରେଲର୍… | 1 |
ଓଡ଼ିଶା ଦୁର୍ବଳତା ପଦାରେ ପଡ଼ିଲା | 2 |
ଏବେ ଜଣେ ମାମୁଲି ଓକିଲ ହେବାକୁ ଚାହାଁନ୍ତି ଶାହିଦ୍ କପୁର ,କାରଣ… | 1 |
ନିଜ ଜୀବନକୁ ବାଟକୁ ଆଣିବା ପାଇଁ ବଲିଉଡ୍ର ଏହି କଳାକାରଙ୍କୁ… | 1 |
ଏଣିକି ଇପିଏଫଧାରୀମାନେ ନିଜ ସଂଚୟର ଆଂଶିକ ଉଠାଣ କରିପାରିବେ | 0 |
ଆଇଏସ୍ଏଲ୍: କେରଳର ପ୍ରଥମ ବିଜୟ | 2 |
ରାଜସ୍ଥାନକୁ ୬ ୱିକେଟରେ ହରାଇଲା କୋଲକତା | 2 |
୩ୟ ଟି-୨୦: ଟସ୍ ଜିଣି ଦକ୍ଷିଣ ଆଫ୍ରିକାର ବୋଲିଂ ନିଷ୍ପତ୍ତି, ଭାରତ କରିବ ବ୍ୟାଟିଂ | 2 |
ଆମେରିକା ଫେଡେରାଲ୍ ରିଜର୍ଭ ମୁଖ୍ୟ ପଦ ପାଇଁ ଚର୍ଚାରେ ରାଜନ | 0 |
ସାଇନାଙ୍କୁ କାଂସ୍ୟ ପଦକ | 2 |
ପୁଲିସ ବନ୍ଧୁକଚାଳନା:ଫରିଦ୍ ଓ ଖାନ୍ଙ୍କୁ ଯୁଗଳ ସ୍ବର୍ଣ୍ଣ | 2 |
ସୁଦୀପ ଦେଲେ ୨ ଗୋଲ୍: ଭାରତ କ୍ବାର୍ଟର୍ରେ | 2 |
ବାଙ୍ଗାଲୋର ଓପିଏଲ୍ ବାରବାଟୀ ବିଜୟୀ | 2 |
ବିଗ୍ବସ୍ରେ ଦୀପିକା ବିଜୟିନୀ ହେବା ନେଇ ପ୍ରତିଦ୍ୱନ୍ଦ୍ୱୀ… | 1 |
ସନ୍ତୋଷ ଟ୍ରଫି ପାଇଁ ଓଡ଼ିଶା ଫୁଟବଲ ଦଳ | 2 |
ଭାରତ ଗସ୍ତ ଲାଗି ଟିମ୍ ଘୋଷଣା କଲା ଅଷ୍ଟ୍ରେଲିଆ, ଖେଳିବେନି ଦୁଇ ମିସେଲ୍ | 2 |
ଖୁବ ଶୀଘ୍ର ସଂପୂର୍ଣ୍ଣ ହେବ ଭୋଡ଼ାଫୋନ-ଆଇଡ଼ିଆ ମିଶ୍ରଣ; ଅଧ୍ୟକ୍ଷ ରହିବେ କୁମାର ମଙ୍ଗଳମ୍ ବିରଲା | 0 |
୧୨ଟି ଫୁଟବଲ୍ ପଡ଼ିଆଠାରୁ ବି ବଡ଼ ଫ୍ଲିପ୍କାର୍ଟ ଅଫିସ୍ | 0 |
ଭାରତକୁ ସପ୍ତମ ଏସିଆ କପ୍ | 2 |
ସ୍ୱାସ୍ଥ୍ୟ, ଶିକ୍ଷା ଖର୍ଚରେ ଭାରତ ପଛୁଆ | 0 |
କୁମିନସ୍ଙ୍କ: ରେକର୍ଡ: ଜୋହନସ୍ବର୍ଗ ଟେଷ୍ଟରେ ନେଲେ ୫ ଓ୍ଵିକେଟ୍, ହାସଲ କଲେ ଅର୍ଦ୍ଧଶତକ | 2 |
ଚର୍ଚ୍ଚାରେ ଧୋନି ତନୟା ଜିଭାଙ୍କ ଚାମ୍ପିୟନ ଡ଼୍ୟାନ୍ସ, ସାଥ୍ ଦେଲେ ସୁରେଶ ରାଇନାଙ୍କ ଝିଅ ଗ୍ରାସିଆ | 2 |
ସୁନାଦର ବିଗତ ଦେଢମାସର ସର୍ବନିମ୍ନ ସ୍ତରରେ , ୧୦ ଗ୍ରାମ ପିଛା ଟ.୩୨,୦୧୫କୁ ଖସିଲା | 0 |
ଜୁଭେଣ୍ଟସ୍ରେ ଯୋଗଦେଲେ ରୋନାଲ୍ଡୋ | 2 |
ସଂଧ୍ୟା ୬.୩୦ରେ ରିଲାଏନ୍ସ ଜିଓ କରିବ ବଡ଼ ଘୋଷଣା | 0 |
ବଜାରରେ ଭିଭୋ ୱାଇ-୮୧-୪ଜିବି, ଏହି ସ୍ମାର୍ଟଫୋନ ସହିତ କଣ ଅଫର ରହିଛି ଜାଣନ୍ତୁ | 0 |
ଫିଲ୍ମ ପ୍ଲପ୍ ହେବା ପରେ ଏମିତି ପ୍ରତିକ୍ରିୟା ଦେଲେ ପ୍ରିୟଙ୍କା;… | 1 |
କଥା କଥାରେ ପ୍ରିୟଙ୍କାଙ୍କୁ ପରିହାସ କରିଦେଲେ କରୀନା: କହିଲେ;… | 1 |
ଜାତୀୟ କନିଷ୍ଠ ବାସ୍କେଟ୍ବଲ୍: ନକ୍ଆଉଟ ପର୍ଯ୍ୟାୟରେ ଓଡ଼ିଶା | 2 |
ଡାଭିଡ ଓ୍ଵାର୍ଣ୍ଣରଙ୍କୁ ରଖିଲା ସନ୍ରାଇଜର୍ସ ହାଇଦ୍ରାବାଦ, ଟିମ୍ରୁ ବାହାର ହେଲେ ୯ ଖେଳାଳି | 2 |
ମହିଳା ବଡିବିଲ୍ଡରଙ୍କ ମହକ | 2 |
ସମ୍ଭାବନାର ବର୍ଷ ୨୦୧୯;ତେଲ ଓ ଟଙ୍କା | 0 |
ରୋମାନ୍ସ କରିବା ପାଇଁ ପ୍ରେମିକା ଘରକୁ ଯାଇଥିବା ବେଳେ ଆସି… | 1 |
କ୍ରିକେଟ୍ ଦୁର୍ନୀତିକୁ ନେଇ ଚିନ୍ତାରେ ରିଚାର୍ଡସନ୍ | 2 |
ଓଲିଉଡ ସହ ବଲିଉଡରେ ବି ଏଇ ଓଡ଼ିଆ ନାୟିକା | 1 |
ଏ ବର୍ଷ ହିଟ୍ ପାର୍ଟନର୍ଙ୍କ ସହ ପରଦାକୁ ଆସିଥିଲେ ଅନୁ ଚୌଧୁରୀ | 1 |
କଂପାନିର ବରିଷ୍ଠ ଅଧିକାରୀଙ୍କ ‘ଜ୍ୟୋତି ସୁଜୁକି’ ପରିଦର୍ଶନ | 0 |
ରୁଷିଆରେ ସ୍ୱର୍ଣ୍ଣ ଜିତିଲେ ସୁଇଟି | 2 |
ସ୍ପିନ୍କୁ ଖେଳି ନପାରିଲେ ଭାଗ୍ୟ ସୁଧୁରିବନି: ସୌରଭ ଗାଙ୍ଗୁଲି | 2 |
ଦୁନିଆର ସବୁଠୁ ମହଙ୍ଗା ବିବାହ ବିଚ୍ଛେଦ : ପତ୍ନୀଙ୍କଠାରୁ ଅଲଗା ହେବେ ଆମାଜନ୍ ମୁଖ୍ୟ | 0 |
ଓଡ଼ିଶା ପୁରୁଷ ହକି ବିଶ୍ୱକପ୍: ୭ମ ଦିନରେ ୫ ଗୋଲ, ଆସନ୍ତାକାଲି ପାକିସ୍ତାନକୁ ଭେଟିବ ମାଲେସିଆ | 2 |
ଟ୍ରାଫିକ ନିୟମ ଭାଙ୍ଗି ଜରିମାନା ଦେଇ ନାହାନ୍ତି ଏହି ସେଲିବ୍ରିଟି;… | 1 |
ଇନ ଫୋକସ ଭିଜନ-୩ : କମ ବଜେଟ୍ରେ ସବୁଠୁ ଶକ୍ତିଶାଳୀ ବ୍ୟାଟେରୀ ବାଲା ୪-ଜି ସ୍ମାର୍ଟଫୋନ | 0 |
ସାଉଥର ମଲ୍ଲାଇକା ଅରୋରାଙ୍କୁ ଦେଖିଛନ୍ତି ! | 1 |
ସଫଳତାର ମନ୍ତ୍ର ହେଉଛି ପତ୍ନୀଙ୍କ ସବୁ କଥାରେ ହଁ ଭରିବା: ବିବାହ… | 1 |
ନାୟକ ଭୂମିକାରେ ଆସୁଛନ୍ତି ଏହି ଖଳନାୟକ | 1 |
ଜାଣନ୍ତି ତ , ଶ୍ରୀଦେବୀ ଥିଲେ ଜଣେ ଭଲ ପେଣ୍ଟର୍ ! | 1 |
ଦିନିକିଆରେ ବିଶ୍ୱ କୀର୍ତିମାନ | 2 |
ଭାରତ ପହଞ୍ଚିଲା ୱେଷ୍ଟଇଣ୍ଡିଜ୍ ଦଳ | 2 |
ଅଷ୍ଟ୍ରେଲିଆର କ୍ରମାଗତ ସପ୍ତମ ପରାଜୟ | 2 |
ଦର୍ଶକଙ୍କ ସହ ଖେଳ ଖେଳୁଛି ବିଗ୍ ବସ୍ ! ଲୁଚାଇଛି… | 1 |
ନିଜ ଘର ଥାଉ ଥାଉ ମାସକୁ ୧୫ ଲକ୍ଷ ଟଙ୍କା ଦେଇ ଭଡ଼ା ଘରେ ରହିବେ… | 1 |
ନାଲ୍କୋ ସଙ୍କଟ ଖବରକୁ କୋଇଲା ମନ୍ତ୍ରଣାଳୟର ଖଣ୍ଡନ | 0 |
ବଲ୍ ବିବର୍ତ୍ତନ: ୧୯୩୦ରେ ଟିଏଣ୍ଟୋ, ୨୦୧୮ରେ ଟେଲ୍ଷ୍ଟାର୍ | 2 |
ମାର୍ଚ୍ଚ ୧ରୁ ଜେଏନ୍ ଇଣ୍ତୋର ଷ୍ଟାଡିୟମରେ ସ୍ଥାୟୀ ବ୍ୟାଡ୍ମିଣ୍ଟନ୍ ପ୍ରଶିକ୍ଷଣ କେନ୍ଦ୍ର | 2 |
୧୮ ମାସ ପରେ ‘ଟିମ୍ ଇଣ୍ଡିଆ’ ଦମ୍ଦାର ଟିମ୍ ହେବ: ରବି ଶାସ୍ତ୍ରୀ | 2 |
ଚହଲ ଦ୍ୱିତୀୟ, ସୁନ୍ଦର ୩୧ | 2 |
ପ୍ଲାଷ୍ଟିକ୍ ବ୍ୟାନ୍କୁ ନେଇ ଟୁଇଟର୍ରେ ମଜାଦାର୍ ପୋଷ୍ଟ୍ କଲେ… | 1 |
ବିବାହ ସଂପର୍କରେ ଟୁଇଟର୍ରେ ଆନୁଷ୍ଠାନିକ ଘୋଷଣା କଲେ ବିରାଟ | 1 |
ଚଳଚଚ୍ଚିତ୍ରର ଚୁମ୍ବନ ଦୃଶ୍ୟରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି… | 1 |
ଆଉ ୩୬ ଦିନ, ଆେୟାଜନ ଅଧିକାର ପଛର କାହାଣୀ | 2 |
ଡୁମିନିଙ୍କ ବିସ୍ଫୋରକ ବ୍ୟାଟିଂରୁ ଗୋଟିଏ ଓଭରରେ ୩୭ ରନ୍, ହେଲା ନାହିଁ ବିଶ୍ୱ ରେକର୍ଡ | 2 |
ଅନୁଭବଙ୍କ ‘ପ୍ରେମ କୁମାର୍’ କ’ଣ ଏହି ସିନେମାର ରିମେକ୍ ? | 1 |
ଅମ୍ପାୟାରିଂଙ୍କୁ ନେଇ ଅସନ୍ତୋଷ | 2 |
ଆଇଏମ୍ଏଫ୍ ଆକଳନ:ତଥ୍ୟ ସୁରକ୍ଷା ନେଇ ଟ୍ରାଇ ଅସନ୍ତୁଷ୍ଟ | 0 |
୨୦୧୮ ଏସୀୟ କ୍ରୀଡ଼ା: ଟେନିସ୍ରେ ସ୍ୱର୍ଣ୍ଣ ଜିଣିଲା ଭାରତ | 2 |
ବିଜୟ ମର୍ଚ୍ଚାଣ୍ଟ ଟ୍ରଫି: ବିଭାଂଶୁଙ୍କ ଶତକରେ ଓଡ଼ିଶା ଆଗୁଆ | 2 |
ବ୍ରାଣ୍ଡ୍ସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ ୨୦୧୯ | 0 |
ବଲିଉଡ ଫିଲ୍ମ ‘ଫତଓ୍ଵା’ ସାଇନ୍ କଲେ ମହମ୍ମଦ ସାମିଙ୍କ ପତ୍ନୀ… | 1 |
ଜାନୁଆରିରୁ ମହଙ୍ଗା ହେବ କାର୍ | 0 |
ଦ୍ରାବିଡ଼ ବେଙ୍ଗାଲୁରୁ ଏଫ୍ସିର ଦୂତ | 2 |
ଦିଲ୍ଲୀ ଟେଷ୍ଟ ଡ୍ର, ୧-୦ରେ ଶ୍ରୀଲଙ୍କାକୁ ହରାଇ ଭାରତ ଜିତିଲା ଶୃଙ୍ଖଳା | 2 |
ଆଉ ୪୪ ଦିନ, ୧୯୭୫: ପ୍ରଥମ ଓ ଶେଷ ଥର ଭାରତ ବିଜେତା | 2 |
ବାରବାଟୀ ବୁଲିଲେ ଡିସିପି | 2 |
ନଭେମ୍ବର ୧୦ରୁ ରାଜ୍ୟସ୍ତରୀୟ ସଂଜୀତ ସ୍ମାରକୀ କ୍ରିକେଟ | 2 |
କାଟ୍ରିନା କୈଫଙ୍କ ମସ୍ତବଡ ଭୁଲ୍ ସଂପର୍କରେ ଜାଣନ୍ତି କି ! | 1 |
ରିଆଲିଟି ସୋ’ ଜରିଆରେ ଛୋଟ ପରଦାକୁ ଫେରିଲେ ଏହି ନାୟିକା | 1 |
ବିଗ୍ ବଜାରର ରୂପଶ୍ରୀ ରଜ ପ୍ରତିଯୋଗିତା | 0 |
ଖଟେଶ୍ୱର ପାଣ୍ଡେ ରାଜ୍ୟ ସନ୍ତରଣ ପ୍ରତିଯୋଗିତା ୩୦ରେ | 2 |
ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ ସବୁଠୁ ବଡ ବିପଦ: ମୋଦି | 0 |
କଳାହାଣ୍ଡି କପ୍:ଖୋର୍ଧା ଜିଲ୍ଲା ଦଳ ଚୟନ ୨୩ରେ | 2 |
ରିଲାଏନ୍ସ ଫାଉଣ୍ଡେସନ୍ର ଡିଜିଟାଲ୍ ସୂଚନା ସେବା | 0 |
ଏମ୍, ଏକ୍ସଏଲ୍ ଭଳି ‘ଭାରତ ମାପ’ର ପୋଷାକ ଆସିବ | 0 |
ବଡି ପାଓ୍ଵାର ସାମରିକ କଳା କ୍ରୀଡ଼ା:ସତ୍ୟବ୍ରତ ଶ୍ରେଷ୍ଠ ଯୋଦ୍ଧା | 2 |
Subsets and Splits
No community queries yet
The top public SQL queries from the community will appear here once available.