text string | label int64 |
|---|---|
ଆର୍ଜେଣ୍ଟିନାକୁ ବେଲ୍ଜିୟମ ଝଟ୍କା | 2 |
ଜିଓ-ସୋଡେକ୍ସୋ ସହବନ୍ଧନ | 0 |
ଅଭିନେତା-ଲେଖକ-ନିର୍ଦ୍ଦେଶକ ନୀରଜ ଭୋରା ଆଉ ନାହାନ୍ତି | 1 |
ଭାରତରେ ତିଆରି ହେବ ଦାମୀ ଆଇଫୋନ୍ | 0 |
୧୭ ବର୍ଷ ପ୍ରତୀକ୍ଷାର ଅନ୍ତ, ଶ୍ରୀଲଙ୍କାରେ ଟେଷ୍ଟ୍ ଶୃଙ୍ଖଳା ଜିତିଲା ଇଂଲଣ୍ଡ୍ | 2 |
ଅଗଷ୍ଟ ୧ ତାରିଖରୁ ସାରା ଭାରତରେ ସମାନ ଏମ୍ଆର୍ପିରେ ମିଳିବ ପ୍ରତ୍ୟେକଟି ସାମଗ୍ରୀ | 0 |
ଦିନକୁ ସୃଷ୍ଟି ହେଉଛି ୨୪ ହଜାର ଇ-େଓ୍ଵ ବିଲ୍ | 0 |
ହ୍ୟାଟ୍ରିକ୍ ବିଜୟ ସହ ଫାଇନାଲ୍ରେ ଭାରତ | 2 |
ଓସ୍କାର ପୁରସ୍କାର ବିଜେତା ଏ ଆର୍ ରେହମାନ ୨୫ ବର୍ଷ ବୟସ ଭିତରେ… | 1 |
ଜାନୁୟାରୀ ୧ରୁ ମହଙ୍ଗା ହେବ ବିଦେଶୀ କମ୍ପାନିର କାର୍ | 0 |
ଚତୁର୍ଥ ପାଳିରେ ପିଛା କରିବା କଷ୍ଟକର | 2 |
ଖେଳାଳି ବଜାୟ ନେଇ ଆଇପିଏଲ୍ ଫ୍ରାଞ୍ଚାଇଜି ଭାଗଭାଗ | 2 |
ରଣବୀର୍ ସିଂହ ହେବେ କପିଲ ଦେବ! | 1 |
ମୋହାଲି ମ୍ୟାଚରେ ମାହିଙ୍କ ପାଦ ଛୁଇଁ ପ୍ରଣାମ କଲେ ଯୁବ ପ୍ରଶଂସକ | 2 |
ସପ୍ଟବେସ୍ବଲ୍ର ଓଡ଼ିଶା ପଦାର୍ପଣ | 2 |
ନିର୍ବାଚନ ଏକ୍ଜିଟ୍ ପୋଲ: ଗୁଜରାଟ ଓ ହିମାଚଳରେ ସରକାର ଗଢ଼ିବ ବିଜେପି | 2 |
ଫାଓର ୬ ସମିତି ଗଠିତ | 2 |
ସର୍ଦାରଙ୍କ ସନ୍ୟାସ | 2 |
ନିବେଶକମାନେ ଫେସବୁକ୍ ପରିଚାଳନା ବୋର୍ଡ ଅଧ୍ୟକ୍ଷ ପଦରୁ ମାର୍କ ଜୁକରବର୍ଗଙ୍କୁ ହଟାଇବାକୁ ଚାହାନ୍ତି | 0 |
ଓସିଏରେ ଅର୍ଥ ସଙ୍କଟ | 2 |
ମହିଳା ଏସିଆ କପ୍ ହକି: ସିଙ୍ଗାପୁରକୁ ୧୦-୦ରେ ହରାଇଲା ଭାରତ | 2 |
ବଜାରରେ ‘ଜେଏସ୍ଡବ୍୍ଲ୍ୟୁ ନିଓଷ୍ଟିଲ୍’ ଟିଏମ୍୍ଟି ବାର୍ | 0 |
ସମ୍ବିଧାନ ନଆସିବା ପର୍ଯ୍ୟନ୍ତ ନିର୍ବାଚନ ନକରିବାକୁ ଓସିଏକୁ ସିଓଏର ନିର୍ଦ୍ଦେଶ | 2 |
ଏ ବର୍ଷ ଏହି ଓଲିଉଡ ନାୟିକାମାନଙ୍କର ଏକାଧିକ ସିନେମା ରିଲିଜ୍… | 1 |
ବଜାରକୁ ଆସିଲା ଇଭୋ ଫୋନ, ୫ଟି ମଡେଲ ଲଞ୍ଚ୍ | 0 |
ବୟସ ୩୩, ଦେହ ୨୩ | 2 |
ଦୀର୍ଘ ଦିନ ପରେ ପୁଣି ଥରେ ପରଦା ଉପରକୁ ଫେରୁଛନ୍ତି କପିଲ ଶର୍ମା | 1 |
ଏଣିକି ହ୍ଵାଟ୍ସଆପ୍ରେ ସେୟାର କରି ହେବ ଫେସ୍ବୁକ୍ ପୋଷ୍ଟ୍, ଜାଣନ୍ତୁ କେଉଁମାନେ ହେବେ ବିଶେଷ ଲାଭବାନ | 0 |
ଜାତୀୟ ବାଳିକା ଫୁଟ୍ବଲ୍ ପାଇଁ ଓଡ଼ିଶା ଦଳ | 2 |
ଆଇପିଏଲ୍ ୧୧: ପଞ୍ଜାବ ପୁଣି ପ୍ରଥମ | 2 |
ଶ୍ରୀଲଙ୍କା କ୍ରିକେଟର୍ ଗିରଫ | 2 |
ହାପି ବାର୍ଥଡେ ଅନୁଭବ | 1 |
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଷ୍ଟ୍ରେଲିଆର ବଲ ଟେମ୍ପରିଂ, ଘଟଣା ଥିଲା ଏମିତି… | 2 |
ଭାରତୀୟ ବଜାରରେ ନୂଆ ଟାଟା ଏସିଇ ଗୋଲ୍ଡ | 0 |
ନୋକିଆର ନୂଆ ଫିଚର୍ ଫୋନ୍ | 0 |
ସାବଧାନ! ଅନ୍ଲାଇନ୍ରେ ପାନକାର୍ଡ ସହ ଜଡ଼ିତ କିଛି କାମ କଲେ ହୋଇପାରନ୍ତି ଠକାମୀର ଶିକାର | 0 |
ଛୋଟ ପରଦାରେ ପୁଣି ଓଲିଉଡର କମେଡି କିଙ୍ଗ | 1 |
ନିଜର ଏହି କାରଣରୁ ଘାତକ ପାଲଟି ଯାଆନ୍ତି ଯଶପ୍ରୀତ ବୁମରା: ପେଟ୍ କମିନ୍ସ | 2 |
କାହିଁକି ଡେରାଡୁନରେ ଟାଇଗରଙ୍କ ଗର୍ଲଫ୍ରେଣ୍ଡ? | 1 |
ସିଲି ପଏଣ୍ଟ୍: ଧୋନିଙ୍କ କୀର୍ତିମାନ:ମୁମ୍ବାଇ ବିଦାୟରେ ପ୍ରୀତି ଖୁସ୍ | 2 |
ଏସୀୟ ବାଳିକା ରଗ୍ବି ସେଭେନ୍ସ, ଚୀନ ବିଜେତା, ଭାରତ ଚତୁର୍ଥ | 2 |
ଏହି ନିଷ୍ପତ୍ତି ପାଇଁ ଝିଅ ସୋନମ କପୁର୍ଙ୍କୁ ପ୍ରଶଂସା କଲେ… | 1 |
ଏହି ଓଲିଉଡ୍ ଯୋଡ଼ି ପରଦାକୁ ଫେରିଛନ୍ତି ଏ ବର୍ଷ | 1 |
ରାଜ୍ୟ ଭଲିବଲ୍: ବାଲେଶ୍ବର ବିଜେତା | 2 |
ମାଇକ୍ରୋସଫ୍ଟ ସରଫେସ୍ ଗୋ | 0 |
‘ସପ୍-ଏ-ଫ୍ଲି’ ୧୪ରୁ: ଗୋଟିଏ ଛାତ ତଳେ ମିଳିବ ମୁମ୍ବାଇର ପ୍ରସିଦ୍ଧ ସାମଗ୍ରୀ | 0 |
ରାଜ୍ୟ ଟେନିକଏଟ୍ ପ୍ରତିଯୋଗିତା ଉଦ୍ଯାପିତ: କଟକ ଦଳଗତ ବିଜେତା | 2 |
୨୫ ଲକ୍ଷ ପାଇଲେ ଉର୍ବଶୀ: ୮୩ ହଳ ଜୋତା କିଣିବା ପରେ ବାକି ଟଙ୍କା… | 1 |
ସାରା ଦେଶରେ ଧୁମ୍ ମଚାଉଥିବା ଚଳଚ୍ଚିତ୍ର ‘ସିମ୍ବା’ ବିହାରରେ… | 1 |
ବିଜୟ ମର୍ଚ୍ଚାଣ୍ଟ ଟ୍ରଫି:ଆସାମ ମ୍ୟାଚ୍ ପାଇଁ ୩ ପରିବର୍ତ୍ତନ | 2 |
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ଶୃଙ୍ଖଳାରେ ରାଇନାଙ୍କୁ ମିଳିଲା ସୁଯୋଗ | 2 |
୫୬% କର୍ମଚାରୀ ଶୋଇ ପାରୁନାହାନ୍ତି | 0 |
ଆଂଶିକା ଜିତିଲେ ସିବିଏସ୍ଇ ସ୍ବର୍ଣ୍ଣ | 2 |
ବ୍ୟକ୍ତିଗତ ଭାବନାରୁ ଊର୍ଧ୍ୱକୁ ଯାଇ ଦେଶ ପାଇଁ ମୈଦାନକୁ ଗଲେ; ବାପାଙ୍କ ଶେଷକୃତ୍ୟରେ ଯୋଗ ଦେବା ବଦଳରେ ଭାରତ ପାଇଁ… | 2 |
ପାନ୍ ପାଇଁ ପିତାଙ୍କ ନାମ ବାଧ୍ୟତାମୂଳକ ନୁହେଁ | 0 |
ଚେଲ୍ସି ଜିତିଲା ଏଫ୍ଏ କପ୍ | 2 |
ସାଜିଦ୍ ଖାନ୍ଙ୍କ ପରେ ଏବେ #ମି ଠୁ ଅଭିଯାନର ଶିକାର ହେଲେ… | 1 |
ନିର୍ଣ୍ଣାୟକ ଟି-୨୦ରେ ନ୍ୟୁଜିଲାଣ୍ଡକୁ ୬ ରନ୍ରେ ହରାଇଲା ଭାରତ, ୨-୧ରେ ଜିତିଲା ଶୃଙ୍ଖଳା | 2 |
ଆଇଏଲ୍ ଆଣ୍ଡ୍ ଏଫ୍ଏସ୍ ସରକାରୀ ହାତକୁ ଗଲା | 0 |
ଜାତୀୟ ବରିଷ୍ଠ ମହିଳା ମୁଷ୍ଟିଯୁଦ୍ଧ: ଉତ୍ତର ଭାରତୀୟଙ୍କ ଆଧିପତ୍ୟ | 2 |
ଓଡ଼ିଶାକୁ ଦ୍ୱିତୀୟ ସ୍ୱର୍ଣ୍ଣ ଦେଲେ ପାୟଲ | 2 |
ଡିଜେଲ ୭୦ ଟପିଲା: ପେଟ୍ରୋଲଠାରୁ ଡିଜେଲ ୨୨ ପଇସା ଅଧି | 0 |
ରାମାୟଣ ଅନୁଯାୟୀ ଏହି ଆଚରଣ ଦ୍ୱାରା ଦାମ୍ପତ୍ୟ ଜୀବନରେ ପଡ଼ିପାରେ… | 1 |
କେଇଆଇ ଇଣ୍ଡଷ୍ଟ୍ରିଜ୍ର ୨୦୦ କୋଟି କାରବାର ଲକ୍ଷ୍ୟ | 0 |
ଦିଲ୍ଲୀ ଦିନିକିଆ: ୩୫ ରନ୍ରେ ହାରିଲା ଭାରତ, ୩-୨ରେ ଶୃଙ୍ଖଳା ଜିତିଲା ଅଷ୍ଟ୍ରେଲିଆ | 2 |
ଅଷ୍ଟ୍ରେଲିଆରେ ପ୍ରଥମ ଥର ପ୍ରଥମ ଟେଷ୍ଟ୍ ବିଜୟ | 2 |
ଲିମ୍କା ସ୍ମାରକୀ ବାସ୍କେଟ୍ବଲ୍ ୨୬ରୁ | 2 |
ମୋର ବେକ ଠିକ୍ ହୋଇଗଲାଣି, ପିଚ୍କୁ ଫେରିଥିବାରୁ ଉତ୍ସାହିତ ଅଛି: କୋହଲି | 2 |
ନିଜ ବାୟୋପିକ୍ ପ୍ରସ୍ତୁତି ଉପରେ ଏପରି ମନ୍ତବ୍ୟ ଦେଲେ ଖିଲାଡିି… | 1 |
ବଜାରରେ ନୂଆ ଟାଇଡ୍ ପ୍ଲସ୍ ଏକ୍ସଟ୍ରା ପାଓ୍ଵାର | 0 |
ରଣଜୀ ଟ୍ରଫିରେ ଖେଳିବ ବିହାର | 2 |
ମ୍ୟାଚ୍ ପୂର୍ବରୁ ହୋଟେଲ୍ ଛାଡ଼ିଲେ ସ୍ୱିଡେନ୍ ଦଳ | 2 |
ଏଥର ମଧ୍ୟବର୍ତ୍ତିକାଳୀନ ବଜେଟ, ଜାଣନ୍ତୁ ଏହା କ’ଣ | 0 |
ଦୃଷ୍ଟିହୀନ କ୍ରିକେଟ୍: ଇଂଲଣ୍ଡକୁ ହରାଇଲା ଭାରତ: ପଦାର୍ପଣରେ ଚମକେଇଲେ ନକୁଳ | 2 |
ଗେଲ୍ଙ୍କ କୀର୍ତିମାନ ବର୍ଷା | 2 |
ଟେଷ୍ଟ୍ ମାନ୍ୟତା: କୋହଲି ୩କୁ ଖସିଲେ ଅଣ୍ଡରସନ୍ଙ୍କୁ ହଟାଇ ଶୀର୍ଷରେ ରବାଦା | 2 |
ଫୁଟବଲ କୋଚ୍ ବନିବେ ଏହି ବଲିଉଡର ସୁପରଷ୍ଟାର | 1 |
ଇତିହାସ ପାଲଟି ଯାଇଛି ବଲିଉଡ୍ର ଏହି ସବୁ ତ୍ରିକୋଣୀୟ ପ୍ରେମ… | 1 |
ସେନ୍ସେକ୍ସ ୩୫ ହଜାର ପଏଣ୍ଟ ଟପିଲା | 0 |
ଇଜ୍ ଅଫ୍ ଡୁଇଂ ବିଜ୍ନେସ୍ ରୢାଙ୍କ ଲକ୍ଷ୍ୟ ଶ୍ରେଷ୍ଠ ୫୦ | 0 |
ମହିଳା ଯୁବ ବିଶ୍ୱ ମୁଷ୍ଟିଯୁଦ୍ଧ: ସ୍ୱର୍ଣ୍ଣ ଦୌଡ଼ରେ ୩ ଭାରତୀୟ | 2 |
ମଦର୍ସ ଡେ ଅବସରରେ ରେଡିଓ ଚକଲେଟ ରିଲିଜ୍ କଲା ନୂଆ ନୂଆ ଗୀତ… | 1 |
ପୁଣି ଚଳାଚଳ କରିବ ଏୟାର୍ ଡେକାନ୍: ଟିକେଟ୍ର ମୂଲ୍ୟ ମାତ୍ର ୧ ଟଙ୍କା | 0 |
ଗ୍ରୀଷ୍ମକାଳୀନ ମହିଳା ଫୁଟ୍ବଲ୍ ଶିବିର ୨୬ରୁ | 2 |
ପନ୍ତ୍, ହୁଦା ଇଣ୍ଡିଆ-ଏ’କୁ ଦେଲେ ଚତୁର୍ଥ ବିଜୟ | 2 |
ଏପ୍ରିଲ ୭ରୁ ଆଇପିଏଲ୍ | 2 |
ବଡ଼ ପରଦାରେ ନୁହେଁ ,ଛୋଟ ପରଦାରେ ପ୍ରିମିଅର୍ ହେବ ‘ଲଭ୍ ୟୁ… | 1 |
ବାସ୍କେଟ୍ବଲ୍ ଦଳ ଚୟନ | 2 |
ସୁନା ଦାନ୍ତ ପାଇଁ ଚର୍ଚ୍ଚାରେ ରିଟା! | 1 |
ଏଭେରେଷ୍ଟ୍ ବିଜେତା ହେମନ୍ତ ଦେଲେ ପ୍ରେରଣାଦାୟୀ ବକ୍ତୃତା | 2 |
ବଜାରରେ ହୋଣ୍ଡାର ନୂଆ ଆମେଜ୍ | 0 |
‘ପିସିବି’କୁ ମିଳୁନି କୋଚ୍, ଫିକ୍ସିଙ୍ଗ ମାମଲାରେ ବହିଷ୍କୃତ ଏଜାଜ ଅହମ୍ମଦଙ୍କୁ ଦାୟିତ୍ୱ | 2 |
ଟିକସ କଟକଣା ଏଡ଼ାଇବା ପାଇଁ ଭାରତ ଆମ ସହିତ ବାଣିଜ୍ୟ ବୁଝାମଣା ଚାହୁଛି: ଟ୍ରମ୍ପ | 0 |
ବିମାନ ଇନ୍ଧନ ମୂଲ୍ୟ ୧୧% କମିଲା | 0 |
ପରିଣୀତି ଚୋପ୍ରାଙ୍କ ଫେଭରିଟ୍ ମାଆ ଆଉ ନାହାନ୍ତି | 1 |
ଜାତୀୟ କନିଷ୍ଠ ରୋଇଂ ଉଦ୍ଯାପିତ | 2 |
ଆଜି ଅଲିମ୍ପିକ ବିଜେତା ଆର୍ଜେଣ୍ଟିନା ଖେଳ | 2 |
ଭାରତର ସ୍ମରଣୀୟ ଗସ୍ତ, ଅଷ୍ଟ୍ରେଲିଆ ମାଟିରେ ପ୍ରଥମ ଥର ଦିନିକିଆ ଶୃଙ୍ଖଳା ବିଜୟ ୧-୧, ୨-୧, ୨-୧ | 2 |
ଦିନ କେଇଟାରେ ସଫା ହୋଇଗଲା ଅମିତାଭଙ୍କ ୬୫୦ କୋଟିର ଲାଭ | 1 |
‘ଷ୍ଟୁଡ଼େଣ୍ଟ ଅଫ୍ ଦ ଇୟର-୨’ରେ ଅଭିନୟ ଜୀବନ ଆରମ୍ଭ କରିବେ ଚଙ୍କି… | 1 |
Subsets and Splits
No community queries yet
The top public SQL queries from the community will appear here once available.