text string | label int64 |
|---|---|
ଦେଢ଼ ଟଙ୍କା ମହଙ୍ଗା ହୋଇଗଲାଣି ତେଲ | 0 |
ମନିକା-ଶରତଙ୍କୁ ଟ୍ରଫି | 2 |
ଜଗା ୟୁନାଇଟେଡ୍କୁ ମା’ ଲଙ୍କେଶ୍ୱରୀ ଫୁଟ୍ବଲ୍ ଟ୍ରଫି | 2 |
ରୋମାଞ୍ଚିତ କରୁଛି ଶେଷ ବଲ୍ ବିଜୟ | 2 |
ଏ ବର୍ଷ ଏହି ଯୋଡି ପରଦାକୁ ଆସିଲେନି | 1 |
କୋହଲିଙ୍କ ବିରାଟ ଶତକ: କୋହଲି-୧୦୪ ରନ୍-୧୧୨ ବଲ୍-୫ ଚୌକା-୨ ଛକା | 2 |
ନୂଆ ରୂପରେ ଆସିବ ବଜାଜ୍ ଚେତକ୍ ! | 0 |
ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ୍ରେ ନୂଆ ଅଧ୍ୟାୟ, ପ୍ରଥମ ଥର ଗଠିତ ହେଲା ମହିଳା ଦଳ | 2 |
ଡବଲ ରୋଲ୍ରେ ବରୁଣ | 1 |
ବିଶ୍ବ ମହିଳା ମୁଷ୍ଟିଯୁଦ୍ଧ ଆରମ୍ଭ | 2 |
ସ୍ୱତନ୍ତ୍ର ଅଲିମ୍ପିକ୍ସ ସାଇକେଲ୍ ଚାଳନା: ଓଡ଼ିଶାକୁ ୧୪ ପଦକ | 2 |
ଚେନ୍ନାଇ-ହାଇଦ୍ରାବାଦ ଫାଇନାଲ ଖେଳିଲେ ଚକିତ ହେବିନି : ଏବି ଡିଭିଲିୟର୍ସ | 2 |
ଭାରତ ‘ଏ’କୁ ତ୍ରିରାଷ୍ଟ୍ରୀୟ ଟ୍ରଫି | 2 |
ଈରାନୀ କପ୍: କର୍ନେୱାରଙ୍କ ଶତକରେ ବିଦର୍ଭ ଦୃଢ଼ | 2 |
େଓ୍ଵଷ୍ଟଇଣ୍ଡିଜ୍ ବିଜୟ ଶୂନ୍ୟ, ନ୍ୟୁଜିଲାଣ୍ଡ୍ ଦିନିକିଆ ଶୃଙ୍ଖଳା ବି ପୋଛିନେଲା | 2 |
ଟି-୨୦ରେ କ୍ରମାଗତ ୫ଥର ହାରିବା ପରେ ସଂଶୋଧନ ପାଇଁ ଭାରତୀୟ ମହିଳା ଟିମ୍ର ପ୍ରସ୍ତୁତି | 2 |
ହ୍ଵାଟ୍ସଆପରେ ନୂଆ ସୁରକ୍ଷା ବ୍ୟବସ୍ଥା, ଏଣିକି ଫିଙ୍ଗରପ୍ରିଣ୍ଟରେ ଖୋଲିବ | 0 |
ଶ୍ରୀଲଙ୍କା ଖେଳାଳିଙ୍କୁ ଧାଓ୍ଵନଙ୍କ ସମର୍ଥନ | 2 |
ଆଇସିସି ମାନ୍ୟତା: ଭାରତୀୟ ମହିଳା ଦଳର ପଏଣ୍ଟ୍ ବୃଦ୍ଧି | 2 |
ଅର୍ଥନୈତିକ ସର୍ଭେ ୨୦୧୭-୧୮ : ନିଯୁକ୍ତି, ନିବେଶକୁ ପ୍ରାଧାନ୍ୟ | 0 |
ଆଇପିଏଲ୍ ୧୧: ହାଇଦ୍ରାବାଦକୁ ୧୨୬ ରନ୍ ଟାର୍ଗେଟ ଦେଲା ରାଜସ୍ଥାନ ରୋୟାଲସ୍ | 2 |
ଜାତୀୟ ତୀରନ୍ଦାଜୀ, ପଞ୍ଜାବ ଓ ମଧ୍ୟପ୍ରଦେଶ ଦଳଗତ ବିଜେତା | 2 |
ଏକା ସାଙ୍ଗେ ୨୯ଟି ସିନେମା, ସେଥିରୁ ୧୫ଟି ସୁପରହିଟ୍ ଫିଲ୍ମ… | 1 |
ଉଗ୍ର ଉତ୍ସବ ପାଳନ ବନ୍ଦ ହେଉ : ସୁନୀଲ ଗାଭାସ୍କର | 2 |
ବୁଲଗେରିଆରୁ ଭଲଗୋଗ୍ରାଡ୍ ଜଳଯାତ୍ରା | 2 |
ହାଫିଜ୍ଙ୍କୁ ପୁଣି ବୋଲିଂ ମନା | 2 |
ରେନଲ୍ଟ କାପ୍ଚର୍ର ବୁକିଙ୍ଗ ଆରମ୍ଭ | 0 |
ଏ ବର୍ଷ ଅକ୍ଷୟ ତୃତୀୟାରେ ସୁନା ବେପାର ମାନ୍ଦା, କାହିଁକି ଜାଣନ୍ତୁ | 0 |
ଆଇସିସି ଦିନିକିଆ ର୍ୟାଙ୍କିଙ୍ଗ୍: ୫ ଥର ବିଶ୍ୱ ଚମ୍ପିଅନ୍ ଅଷ୍ଟ୍ରେଲିଆକୁ ମିଳିଲା ୬ଷ୍ଠ ସ୍ଥାନ | 2 |
୨୦୩୦ ସୁଦ୍ଧା ଆମେରିକାକୁ ଟପିବ ଭାରତ | 0 |
ଝିଅ ‘ଜିଭା’ ମୋତେ ଜଣେ ବ୍ୟକ୍ତି ଭାବରେ ବଦଳାଇ ଦେଇଛି: ମହେନ୍ଦ୍ର ସିଂହ ଧୋନି | 2 |
ଦୁବାଇ ଫିଲ୍ମ ଫେଷ୍ଟିଭାଲ୍ରେ ସମ୍ମାନିତ ହେବେ ଇରଫାନ୍ ଖାନ୍ | 1 |
ଆଇଫୋନ୍ ୭ ଉପରେ ଏୟାରଟେଲ୍ର ଅଫର୍ | 0 |
ଦର ବୃଦ୍ଧି ପାଇଁ ଏସବୁ ଦାୟୀ : ଅଶୋଧିତ ତେଲ | 0 |
ସିଲି ପଏଣ୍ଟ୍: ମହିଳା ଦିବସ ପାଳିଲେ ବିରୁଷ୍କା | 2 |
ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟରେ ଆଲୋଚନାଚକ୍ର | 0 |
ଜାତୀୟ ଅସିଚାଳନା ପ୍ରତିଯୋଗିତା: ଦ୍ୱିତୀୟ ଦିନ ମଣିପୁର, ମହାରାଷ୍ଟ୍ରର ଆଧିପତ୍ୟ | 2 |
‘ଜିନି ଆଣ୍ଡ ଜନି’ ଷ୍ଟୋର୍ ଉଦ୍ଘାଟିତ | 0 |
ନତାଶାଙ୍କ ସହ ପ୍ରେମ ସଂପର୍କ ବିଷୟରେ କଣ କହିଲେ ବରୁଣ | 1 |
ପ୍ରିୟଙ୍କାଙ୍କ ବିବାହ ପରେ ନିର୍ବନ୍ଧ କଲେ ଭାଇ ସିଦ୍ଧାର୍ଥ,… | 1 |
ଭୁବନେଶ୍ବରରେ ଜମିବ ଖେଳ ତାରକା ଓ ଲେଖକଙ୍କ ଭିଡ଼ | 2 |
ଜାଣନ୍ତୁ ସୁପରଷ୍ଟାର୍ ରଜନୀକାନ୍ତଙ୍କ ଫିଟ୍ ରହିବାର ୪ଟି ମନ୍ତ୍ର | 1 |
ନଳିନୀ ମହାନ୍ତି ସ୍ମାରକୀ ରାଜ୍ୟ ବ୍ୟାଡ୍ମିଣ୍ଟନ୍ ଉଦ୍ଘାଟିତ | 2 |
ଡିଜିଟାଲ ଲକରରେ କିପରି ଖୋଲିବେ ଆକାଉଣ୍ଟ ଜାଣନ୍ତୁ | 0 |
ଜିପିଏଫ ସୁଧହାର ୦.୪% ବଢାଇଲେ କେନ୍ଦ୍ର ସରକାର, ୮% ହେଲା | 0 |
ପ୍ରିୟଙ୍କାଙ୍କ ସହ ଭେଟ ହୋଇଛି ବୋଲି ମୋର ବିଶ୍ୱାସ ହେଉ ନାହିଁ:… | 1 |
ଓ୍ଵିମ୍ବଲ୍ଡନ୍ ଉଲ୍ଲାସ:ନିର୍ଣ୍ଣାୟକ ଦିନିକିଆ ଆଜି | 2 |
କୋଚ୍ କର୍ନର:ସେନ୍ ମ୍ୟାକଲିଓଡ୍: ବେଲ୍ଜିୟମ୍ | 2 |
ଏସୀୟ କବାଡ଼ି ଶିବିରରେ ପୁଷ୍ପଲତା | 2 |
ସାହାଣୀ କପ୍ ସେମିରେ ଭୁବନେଶ୍ୱର | 2 |
ଆଉ ୧୧ଦିନ ରିମାଣ୍ଡରେ ଗଲେ କୋଠାରି ବାପପୁଅ | 0 |
ନାଲ୍କୋର ନୂଆ ଉତ୍ପାଦ ଆଲୁମିନିୟମ ବିଲେଟ୍ | 0 |
ଆରାଧ୍ୟାଙ୍କ ସ୍କୁଲ୍ ଭିଡିଓ ଭାଇରାଲ୍: ଲୋକେ କହିଲେ ମିନି… | 1 |
ବିଜୟ ହଜାରେ ଟ୍ରଫି: ଓଡ଼ିଶାର ଦ୍ବିତୀୟ ବିଜୟ | 2 |
ଭାରତୀୟ ବଜାରରେ ଲଞ୍ଚ୍ ହେଲା ସାମସଙ୍ଗ ଗାଲାକ୍ସି ନୋଟ୯ | 0 |
ଶିଶୁ ଦିବସରେ ସୈଫ୍ ଅଲ୍ଲୀ ଖାନ୍ ପୁଅ ତୈମୁରକୁ କ’ଣ ଉପହାର ଦେଲେ… | 1 |
ଖେଲୋ ଇଣ୍ଡିଆରେ ସ୍ନେହାଙ୍କୁ ସ୍ବର୍ଣ୍ଣ | 2 |
ଜନ୍ସନ୍ ଜମେଇଲେ | 2 |
ସୁନ୍ଦରଗଡ଼ର ସୁନା ପୁଅ :କଳିଙ୍ଗ ଷ୍ଟାଡିୟମ୍ରେ ପତ୍ନୀ ମୀରା ଓ ପୁଅ ଜେୟସ ସହ ଦିଲ୍ଲୀପ ତିର୍କି | 2 |
ପୁରୁଣା ଗୀତର ରିମିକ୍ସ କରାଯିବା ଉପରେ କଡ଼ା ପ୍ରତିକ୍ରିୟା ରଖିଲେ… | 1 |
ଭାରତକୁ ବିଜେତା କରାଇଲେ ବିକି ଓରାମ | 2 |
ସିଲି ପଏଣ୍ଟ୍ ଜର୍ସି ନମ୍ବର ୧୮ | 2 |
ଜଗବନ୍ଧୁ ସ୍ମାରକୀ ଫୁଟ୍ବଲ ଫାଇନାଲ୍ରେ ଆକା | 2 |
ଇଂଲଣ୍ଡ ୩୪୬ ଅଷ୍ଟ୍ରେଲିଆ ୧୯୩/୨, ସିଡ୍ନି ଟେଷ୍ଟ୍ ଦ୍ୱିତୀୟ ଦିନ | 2 |
ଭାରତ-ଅଷ୍ଟ୍ରେଲିଆ ୫ମ ଦିନିକିଆ: ରୋହିତଙ୍କ ୧୪ତମ ଶତକ, ଭାରତ ୧/୨୦୩ | 2 |
ଦିଲ୍ଲୀ ୩୩୫ ରନ୍ରେ ଆଗୁଆ: କୁଚ୍ବେହାର ଟ୍ରଫି | 2 |
ଶାଓମିର ଦୁର୍ଗାପୂଜା ଅଫର | 0 |
ସୁନାଦର ୨୫୫ ଟଙ୍କା ବୃଦ୍ଧି ପାଇ ୨୮,୬୧୦ ରେ ପହଞ୍ଚିଲା | 0 |
ସଚିନ୍ଙ୍କ କୀର୍ତିମାନ ଭାଙ୍ଗିବେ କୋହଲି | 2 |
ପୂଜାରାଙ୍କ ଦ୍ୱିଶତକ କୀର୍ତି | 2 |
ଦକ୍ଷିଣ ଆଫ୍ରିକା-ପାକିସ୍ତାନ ତୃତୀୟ ଟେଷ୍ଟ୍: ଦି’ ଦିନରେ ଅଢ଼େଇ ପାଳି ଶେଷ | 2 |
ସିଲି ପଏଣ୍ଟ୍ : ଜିମ୍ନାଷ୍ଟିକ୍ସ ପ୍ରଶିକ୍ଷକଙ୍କ ବିରୋଧରେ ଶିଶୁ ଯୌନ ଶୋଷଣ ଅଭିଯୋଗ | 2 |
ଜେମସନ୍-ଅଙ୍କିତା ଜିତିଲେ ସ୍ୱର୍ଣ୍ଣ | 2 |
ଚାଇନା ଓପନ୍ରୁ ସାଇନା ବିଦା, ପ୍ରି-କ୍ୱାର୍ଟରରେ ସିନ୍ଧୁ | 2 |
ପେଟିଏମ୍ ମଲ୍ ହାପି ନ୍ୟୁ ଇୟର ସେଲ୍ : ଫୋନ୍, ଟିଭି ଠାରୁ ଆରମ୍ଭ କରି ଫ୍ରିଜ ଉପରେ ମିଳିବ ୨୦ହଜାର ଟଙ୍କା … | 0 |
ଥାଇଲାଣ୍ଡ ଓପନ୍ ଜୁ ଜିତ୍ସୁରେ ଅନୁପମାଙ୍କୁ ସ୍ୱର୍ଣ୍ଣ | 2 |
ଲଡର୍ସ ଦିନିକିଆରେ ଭାରତ ପରାସ୍ତ, ଇଂଲଣ୍ଡ ୮୬ ରନ୍ରେ ବିଜୟୀ, ୧-୧ରେ ଶୃଙ୍ଖଳା | 2 |
ରାସ୍ତାରେ ଯେମିତି ପାଣିରେ ବି ସେମିତି ଚାଲିବ ଏହି ସ୍କୁଟର | 0 |
ସଲମାନ ବିଦା, ପୁଣି ଫେରିବେ ସୈଫ୍! ‘ରେସ୍-୪’ ରେ ଆସିବେ ଛୋଟେ… | 1 |
ବଲିଉଡ୍ରେ ପାଦ ଦେବେ ଶାହାରୁଖ ନନ୍ଦନ ଆରିଆନ୍! | 1 |
କଙ୍ଗନା ରାନାଓ୍ଵତଙ୍କ ସଂପର୍କରେ ଏଭଳି ଟିପ୍ପଣୀ ଦେଇ ଚର୍ଚ୍ଚାରେ… | 1 |
ପୁଣି ଥରେ ଟେଲିଭିଜିନକୁ ଫେରୁଛି ଚର୍ଚ୍ଚିତ ଧାରାବାହିକ… | 1 |
ବିଶ୍ୱ ବ୍ୟାଡ୍ମିଣ୍ଟନ୍ ସେମିରେ ସିନ୍ଧୁ | 2 |
ଏସୀୟ ସୌଖୀନ ଚେସ୍ ଅପରାଜିତା ଶୀର୍ଷରେ | 2 |
ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଦୀପା ବାଦ୍ | 2 |
ଜସ୍ଲିନ୍ଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ଡେଟ୍ କରିଥିବା ଖବର ଉପରେ… | 1 |
ନିରବ ମୋଦି ପ୍ରତ୍ୟାର୍ପଣ ମାମଲାରେ ହଂକଂ ସରକାରଙ୍କଠାରୁ ଏପର୍ଯ୍ୟନ୍ତ ଜବାବ ମିଳିନାହିଁ | 0 |
ଗୋଟିଏ ପତାକା ତଳେ ଉତ୍ତର ଓ ଦକ୍ଷିଣ କୋରିଆ | 2 |
ଖୁବ୍ଶୀଘ୍ର ବିମାନରେ ମିଳିବ ମୋବାଇଲ ସେବା | 0 |
୬୦%ରୁ ଅଧିକ ଯୁବକଯୁବତୀ ଉଦ୍ୟୋଗୀ ହେବାକୁ ଚାହୁଁଛନ୍ତି | 0 |
ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ: ୨୦୦ ତମ ମ୍ୟାଚରେ ଅର୍ଦ୍ଧଶତକ ଉପହାର ଦେଲେ କୋହଲି | 2 |
ଏଣିକି ଆଞ୍ଜେଲ ପ୍ରିୟା ନାଁରେ ଫେସବୁକ୍ ଆକାଉଣ୍ଟ ଖୋଲିପାରିବନି ଶୁକୁଟି ସାହୁ ! | 0 |
ଫେଡେରେସନ୍ କପ୍ ଜାତୀୟ କନିଷ୍ଠ ଦୌଡ଼କୁଦ: ଓଡ଼ିଶାକୁ ରୌପ୍ୟ ଦେଲେ ପ୍ରଜ୍ଞା ଓ ମନୀଷା | 2 |
ସଞ୍ଜୟ ଲୀଲା ଭଂସାଲୀଙ୍କୁ ବିବାହ କରିବାକୁ ଚାହାନ୍ତି ଦୀପିକା!… | 1 |
ଫିଲ୍ମ ଫେଆର ଆଓ୍ଵାର୍ଡରେ କିଏ ବାଜିମାତ୍ କରିଲେ ଜାଣନ୍ତୁ | 1 |
ଭାରତ-ନ୍ୟୁଜିଲାଣ୍ଡ ନିର୍ଣ୍ଣାୟକ ଦିନିକିଆ: ଅଧିନାୟକ ଓ୍ଵିଲିୟମସନ୍ ଆଉଟ, ନ୍ୟୁଜିଲାଣ୍ଡ ୩/୧୭୫ | 2 |
ପ୍ରାଇଭେସି ସେଟିଂରେ ବଡ଼ ପରିବର୍ତ୍ତନ କରିଛି ଫେସବୁକ୍, ବ୍ୟବହାରକାରୀଙ୍କ ଡାଟା ଉପରେ ରହିବ କଣ୍ଟ୍ରୋଲ | 0 |
ଘୁଞ୍ଚିଲା ସୋନମ ଓ ଆନନ୍ଦଙ୍କ ହନିମୁନ୍ ତାରିଖ, ବିବାହ ପରେ ସଙ୍ଗେ… | 1 |
କୋହଲି ବିରାଟ, ହେଲେ ଅନୁଷ୍ଠାନ ଆହୁରି ବିରାଟ | 2 |
ଭାରତ କବ୍ଜାରେ ସିଡ୍ନି: ଅଷ୍ଟ୍ରେଲିଆକୁ ବର୍ଷା ଦେଲା ଆଶା | 2 |
Subsets and Splits
No community queries yet
The top public SQL queries from the community will appear here once available.