text
string
label
int64
ନାଇକ୍‌ ଦେଲାନି ଇରାନ୍‌କୁ ଜୋତା
2
‘ଲଜ୍ଜା’ ହିରୋଇନ୍‌ଙ୍କ ଶାଢ଼ି ବ୍ୟବସାୟ!
1
ସେରେନାଙ୍କ ସବୁଠୁ ଖରାପ ପରାଜୟ
2
ସେପ୍ଟେମ୍ବରର ନୂଆ ଉତ୍ପାଦ
0
ନେଦରଲାଣ୍ଡ୍‌ରେ ତ୍ରିରାଷ୍ଟ୍ରୀୟ କ୍ରିକେଟ୍‌ ଖେଳିଲେ ପ୍ରୀତମ
2
ଅମର୍ତ୍ୟ ସେନ୍‌ଙ୍କୁ ଘେରିଲେ ନିତି ଆୟୋଗ ଉପାଧ୍ୟକ୍ଷ
0
ସୁଟିଂ ସେଟରେ କାହା ସହ ଭିଡ଼ିଓ ଚାଟ୍‌ କରୁଛନ୍ତି ପ୍ରଭାସ
1
ପ୍ରମୋଦଙ୍କୁ ଦ୍ବିତୀୟ ‘ଚାମ୍ପିଅନ୍‌ ଅଫ୍‌ ଚାମ୍ପିଅନ୍ସ’ ଆଖ୍ୟା
2
ଜାତୀୟ ଟେନିକଏଟ୍‌: ତାମିଲନାଡୁ ଦଳଗତ ବିଜେତା
2
ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ: ୪୮ ରନ୍‌ରେ ନ୍ୟୁଜିଲାଣ୍ଡର ପ୍ରଥମ ଓ୍ଵିକେଟ ପତ୍ତନ
2
ନାଚିବାକୁ ଅସହଜ ମନେ ହେବାରୁ ଗୀତ ବଦଳାଇବାକୁ କହିଲେ ଐଶ୍ୱର୍ଯ୍ୟା,…
1
କ୍ରିକେଟ ମାଧ୍ୟମରେ କଶ୍ମୀରରେ ଶାନ୍ତି ଫେରାଇ ଅଣାଯାଇ ପାରିବ: ଧୋନି
2
ଗ୍ରାମବସ୍କଙ୍କ ନାଁରେ ପ୍ରଥମ ଗୋଲ୍‌
2
ଗ୍ରାମାଞ୍ଚଳରେ ଅଧିକ ସ୍ଥାୟୀ ଶାଖା ଖୋଲ, ବ୍ୟାଙ୍କଙ୍କୁ କହିଲେ ସରକାର
0
ଆୟକର ଗେଜେଟେଡ ଅଫିସର୍ ସଂଘର ସମ୍ମିଳନୀ ଉଦ୍‌ଘାଟିତ
0
ସନ୍ଦୀପଙ୍କ ଶତକ ସତ୍ତ୍ବେ ଓଡ଼ିଶା ୨୨୯/୭
2
ଲିଟିଲ୍‌ ଷ୍ଟାର୍‌ସ୍‌ କ୍ରିକେଟ୍‌ ଲିଗ୍‌ ଫାଇନାଲ୍‌ରେ ସହିଦ ସ୍ପୋର୍ଟିଂ
2
ରଣଜୀ ଟ୍ରଫି ଫାଇନାଲ୍‌: ସୋରେଙ୍କ ଶତକ: ଦିଲ୍ଲୀ ୨୭୧/୬
2
ଆସିଲା ଆଉ ଏକ ସାଇକେଲ ସେୟାରିଂ ଷ୍ଟାର୍ଟ ଅାପ୍‌ : ୟୁଲୁ
0
ପେଟ୍ରୋଲ ପମ୍ପରେ କେତେ ଅଚଳ ନୋଟ୍ ଚଳିଛି, ହିସାବ ରଖିନି ରିଜର୍ଭ ବ୍ୟାଙ୍କ
0
ବିମାନ ଉଡ଼ାଣ ଉପରେ ଲାଗିଥିବା ପ୍ରତିବନ୍ଧକ ହଟିଲା
0
ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତ ପ୍ରସ୍ତୁତ: ରୋହିତ
2
୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ୍‌:ଆଜି ଭାରତ-ପାକିସ୍ତାନ
2
କ୍ରୋଏସିଆ ପାଇଁ କଠୋର ପରୀକ୍ଷା
2
ପିଏନବି ମହାଦୁର୍ନୀତି: ଆଉ ୮ କର୍ମଚାରୀ ନିଳମ୍ବିତ
0
ଜାତୀୟ ଉପକନିଷ୍ଠ ଫୁଟ୍‌ବଲ୍‌, ଇତିହାସ ରଚିଲା ଓଡ଼ିଶା
2
ଚୀନ୍‌ ‌ଫୋନ୍ କିଣିବାରେ ୫୦ ହଜାର କୋଟି ଖର୍ଚ 
0
ଲୋକସଭାରେ କାମଚଳା ବଜେଟ୍‌ ଗୃହୀତ
0
ଅଶୋକା ହସ୍ପିଟାଲରେ ନିଃସନ୍ତାନ ଦମ୍ପତିଙ୍କ ପାଇଁ ନୂଆ ପଦ୍ଧତି ଚିକିତ୍ସା
0
ମୁଣ୍ଡପିଛା ଜିଡିପିରେ ଭାରତ ସ୍ଥାନ ୧୨୬
0
ଏହି କାରଣରୁ ଶ୍ରୀଦେବୀଙ୍କ ସହ ଫିଲ୍ମ କରିବାକୁ ମନା କରି ଦେଇଥିଲେ…
1
ବିରାଟଙ୍କ ‘ଭାରତ ପରିତ୍ୟାଗ କର’ ଟିପ୍ପଣୀ କେନ୍ଦ୍ରୀୟ ଚୁକ୍ତି ଉଲଂଘନ କରିଛି: ବିସିସିଆଇ
2
ବାସ୍ତବ ଜୀବନରେ କେତୋଟି ସନ୍ତାନର ମାଆ ହେବାକୁ ଚାହାଁନ୍ତି ଆଲିଆ…
1
ଆଜି ପହଞ୍ଚିବେ ଖେଳାଳି: ବାରବାଟୀ ଟେ୍ଵଣ୍ଟି-୨୦ ଦିନକ ପରେ
2
ଆସୁଛି ମାରୁତିର ଇଲେକଟ୍ରିକ୍‌ କାର୍‌…
0
ରିଲିଜ୍‌ ହେଲା ସୈଫ ଅଲ୍ଲୀ ଖାନ୍‌ଙ୍କ…
1
ପୁଅ ପାଇଁ କମେଡି ଚଳଚ୍ଚିତ୍ର କରିବାକୁ ଚାହାନ୍ତି ଶିଳ୍ପା
1
ଭାରତ ନଫେରିବା ପାଇଁ ବାହାନା:ବିମାନରେ ୪୧ ଘଣ୍ଟା ବସିପାରିବିନି
0
ଡିସେମ୍ବର ୨୦ରେ ବାରବାଟୀ ଟେ୍ଵଣ୍ଟି-୨୦
2
ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ: ‘ଉରି:ଦ ସର୍ଜିକାଲ୍‌…
1
ସଚିନଙ୍କୁ ରାଜ୍ୟସଭାରେ ‘ପ୍ରଥମ ଭାଷଣ’ ଦେବାକୁ ସୁଯୋଗ ଦେଲେନି ବିରୋଧୀ
2
ମହିଳା ଟି-୨୦ ବିଶ୍ୱକପ୍‌: ହରମନପ୍ରୀତଙ୍କ ଶତକ, ନ୍ୟୁଜିଲାଣ୍ଡକୁ ୧୯୫ ରନ୍‌ ଟାର୍ଗେଟ ଦେଲା ଭାରତ
2
ସୋମବାର ଟ୍ୟୁନିସିଆ ବିପକ୍ଷ ମ୍ୟାଚ୍‌ ବେଳେ ଇଂଲଣ୍ଡ ପ୍ରଶଂସକ
2
ଏଣିକି ଅନ୍‌ଲାଇନ୍‌ କମ୍ପାନିଙ୍କ ସେବା ପାଇବାକୁ ହେଲେ ଆଧାର ଅନିବାର୍ଯ୍ୟ
0
ଜିଓ, ଏୟାରଟେଲ ଗ୍ରାହକମାନେ ବିନା ସବସ୍କ୍ରିପସନରେ ହଟଷ୍ଟାରରେ ଆଇପିଏଲ ଦେଖିପାରିବେ, କିପରି ଜାଣନ୍ତୁ
0
ଆଜିଠୁ ଲର୍ଡସ୍‌ ଲଢ଼େଇ
2
ଯୁବ ଟେଷ୍ଟ୍‍: ଶ୍ରୀଲଙ୍କା ୨୪୪, ଭାରତ ୯୨/୧
2
ଲିଟରେଚର ପଢ଼ୁଛନ୍ତି ଏହି ବଲିଉଡ ନାୟିକା ,ଜାଣନ୍ତୁ କାରଣ
1
୨୦୧୪ ପରେ ବ୍ୟାଙ୍କ ଠକେଇ ୪ ଗୁଣ ବଢ଼ିଛି
0
ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ ରଗ୍‌ବି: କିଟ୍‌କୁ ଦ୍ବିମୁକୁଟ
2
ବିଏସ୍‌ଏନ୍‌ଏଲ୍‌, ଟୋଟର୍ସର ଯୁଗଳ ବିଜୟ
2
ସରକାରୀ ପ୍ରତିଶ୍ରୁତି ମାଗିଲା କୁସ୍ତି ସଂଘ:ଏସୀୟ କନିଷ୍ଠ କୁସ୍ତି
2
‘ଟାଇମେକ୍ସ ଓ୍ଵାର୍ଲଡ୍‌ ଷ୍ଟୋର୍‌’ ଉଦ୍‌ଘାଟିତ
0
ସର୍ବଭାରତୀୟ ଡାକ କ୍ରୀଡ଼ା ପାଇଁ ଓଡ଼ିଶା ଦଳ
2
ସେଲ୍‌କୁ ସିଏଜିଙ୍କ ସମାଲୋଚନା
0
ଭାରତ ବନାମ ଅଷ୍ଟ୍ରେଲିଆ ୪ର୍ଥ ଦିନିକିଆ; ଟସ୍‌ ଜିଣି ପ୍ରଥମେ ବ୍ୟାଟିଙ୍ଗ୍‌ କରିବାକୁ ନିଷ୍ପତ୍ତି
2
ଆମେରିକାର କଟକଣା ଧମକକୁ ଖାତିର କରୁନାହାନ୍ତି ମୋଦି, ଋଷିଆରୁ କିଣା ହେଲା ଏସ-୪୦୦, ଇରାନରୁ ତେଲ କିଣିବା ଜାରି ରହିବ
0
‘ରିଭେଞ୍ଜ ପର୍ଣ୍ଣ’ରୁ ବଞ୍ଚିବା ପାଇଁ ଫେସ୍‌ବୁକ୍‌କୁ ପଠାନ୍ତୁ ନିଜର ନଗ୍ନ ଚିତ୍ର!
0
ନିଜ ଶରୀରର କେଉଁ ଅଙ୍ଗର ବୀମା କରାଇବାକୁ ଚାହୁଁଛ ବୋଲି ପଚରାଯିବା…
1
ବଜେଟ ଅଭିଭାଷଣରେ ଅର୍ଥମନ୍ତ୍ରୀ କେଉଁ ଶବ୍ଦକୁ କେତେ ଥର ବ୍ୟବହାର କରିଛନ୍ତି ଜାଣନ୍ତୁ; ସର୍ବାଧିକ ୮୦ ଥର କହିଛନ୍ତି…
0
ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ଜିତିଲା, ଡୁ ପ୍ଲେସିସ୍‌ ଓ ମିଲରଙ୍କ ଶତକ
2
ଭିଜି ଟ୍ରଫି କ୍ରିକେଟ୍‌: ପଶ୍ଚିମାଞ୍ଚଳ-ଉତ୍ତରାଞ୍ଚଳ ଫାଇନାଲ୍‌ ୨୩ରେ
2
ଜରିମାନା ଜମା ପରେ ବେଆଇନ ଖଣିକୁ ମିଳିବ ପରିବେଶ ମଞ୍ଜୁରି
0
ମଧୁସ୍ମିତାଙ୍କ ଶତକ ପୂର୍ବାଞ୍ଚଳକୁ ରକ୍ଷାକଲା
2
ୟୁଟ୍ୟୁବର ଦାନିଶ ଜେହେନ୍‌ଙ୍କ ମୃତ୍ୟୁ ପରେ ତଦନ୍ତ ଦାବି କଲେ…
1
ଏସିଆ କପ୍‌ ସେପ୍ଟେମ୍ବର ୧୫ରୁ : ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ଭାରତକୁ ବିଶ୍ରାମ ନାହିଁ
2
ଉଦ୍‌ଘାଟନୀରେ ଧୋନି-କୋହଲି
2
ସମ୍ବଲପୁର, ଚତୁର୍ଥ ଆଇଆର୍‌ବି ବିଜେତା
2
ରିଅଲ ଇଷ୍ଟେଟ୍‌ରେ ଫସିଛି ଲକ୍ଷେ କୋଟି
0
ଶହନାଜଙ୍କ ବାୟୋପିକରେ ଐଶ୍‌
1
ସାମି ମ୍ୟାଚ୍‌ ଫିକ୍ସିଂରୁ ମୁକ୍ତ
2
ଜିଏସ୍‌ଟି ଠକେଇ ଧରା ପଡ଼ିଲାଣି ୨ ହଜାର କୋଟି
0
ୱାନ ପ୍ଲସ୍‌ ୬ ସିଲ୍କ ହ୍ଵାଇଟ୍‌ ଲିମିଟେଡ୍‌ ଏଡିସନର ବିକ୍ରି ଆରମ୍ଭ
0
ଋଣ ବ୍ୟବସାୟରେ ପ୍ରବେଶ କରିବ ସାଓମି
0
ଅମୀର ଖାନ କରିଛନ୍ତି ଦୁଇଟି ବିବାହ
1
‘ଫେନା’ କିଙ୍ଗସ୍‌ ଏକାଦଶ ପଞ୍ଜାବର ପ୍ରାୟୋଜକ
0
ରାଜ୍ୟ ସ୍ନକର କ୍ୱାର୍ଟର ଫାଇନାଲ୍‌ରେ ସୁବ୍ରତ
2
ଉଚ୍ଚତମ ନ୍ୟାୟାଳୟ ଶୁଣାଣି ସ୍ଥଗିତ:ବିସିସିଆଇ ବନାମ ଲୋଧା
2
ମିଲ୍କ ମନ୍ତ୍ରର ନୂଆ ଉତ୍ପାଦ ‘ମିଲ୍କି ମୁ ସୁପର’
0
ଆଇପିଏଲ୍‌ ୧୧: ଦିଲ୍ଲୀକୁ ୪ ରନ୍‌ରେ ହରାଇଲା ପଞ୍ଜାବ
2
ଗାୟିକା ଅଲ୍‌କା ୟାଗନିକ୍‌ଙ୍କ ବାସ୍ତବ ଜୀବନର ପ୍ରେମ କାହାଣୀ…
1
ଫିଫା ମାନ୍ୟତା: ଶୀର୍ଷ ୧୦୦ରେ ଭାରତ
2
ପୂର୍ବାଞ୍ଚଳ ଅନ୍ତଃବିଶ୍ୱବିଦ୍ୟାଳୟ କ୍ରିକେଟ୍‌: ଓୟୁଏଟି, ରେଭେନ୍‌ସା ଓ ଶ୍ରୀ ଶ୍ରୀ ହାରିଲେ
2
ବିଶ୍ବକପ୍‌ରେ ବଡ଼ ବିପର୍ଯ୍ୟୟ, ଅଲିମ୍ପିକ୍ସ ବିଜେତା ଆର୍ଜେଣ୍ଟିନାକୁ ହରାଇଲା ଫ୍ରାନ୍ସ
2
ଭାରତ ବନାମ୍‌ େଓ୍ଵଷ୍ଟ୍‍ ଇଣ୍ଡିଜ୍‌: ୩୬୭ ରନ୍‌ରେ ଭାରତ ଅଲ୍‌ ଆଉଟ୍‌, ୫୬ ରନ୍‌ରେ ଅଗ୍ରଣୀ
2
ଆଇପିଏଲ୍‌ ୧୧: ରାଜସ୍ଥାନ ରାଜସ୍ଥାନ ରୟାଲସ୍‌ରେ ଷ୍ଟିଭ୍‌ ସ୍ମିଥ୍‌ଙ୍କ ସ୍ଥାନରେ ଖେଳିବେ ଦକ୍ଷିଣ ଆଫ୍ରିକାର କ୍ଲାସେନ୍‌
2
ଏ-ପ୍ଲସ୍‌ ଆଇଆଇଟି ଏକାଡେମିର ସଫଳତା
0
ବିଏସ୍‌ଏନ୍‌ଏଲ୍‌ର ନୂଆ ପୋଷ୍ଟପେଡ୍‌ ଅଫର୍‌
0
ଜାତୀୟ ଫୁଟ୍‌ଭଲିରେ ଓଡ଼ିଶା ମହିଳା ଦ୍ବିତୀୟ ଥର ବିଜେତା
2
ଯାତ୍ରୀଙ୍କୁ ଆକୃଷ୍ଟ ଲାଗି ଏୟାରଲାଇନ୍ସଙ୍କ ପ୍ରତିଯୋଗିତା
0
ନସିରୁଦ୍ଦିନ୍‌ ଶାହାଙ୍କ ବୟାନକୁ ନେଇ ଜଣେ ଯୁବକ ପଠାଇଲେ…
1
କାର ଉତ୍ପାଦନ କରିପାରେ ପତଞ୍ଜଳି, ବାବା ରାମଦେବଙ୍କୁ ଭେଟୁଛନ୍ତି ବଡ଼ ବଡ଼ କମ୍ପାନି
0
ଫେଡେରର୍‌-ଭେରେଭ୍‌ ଓ ନାଦାଲ-ଗଫିନ୍‌ ପ୍ରଥମ ମୁକାବିଲା
2
ସମ୍ପତ୍ତି ବଢ଼ାଇବାରେ ଆଦାନି ସର୍ବାଗ୍ରେ
0
ଡଲାର ମୂଲ୍ୟ ୭୪ ଟଙ୍କାରୁ ଅଧିକ
0
ଯୁବ ଖେଳାଳିଙ୍କ ପାଇଁ ବାହାରିଲେ ରଶ୍ମି
2
ଭାରତର ପ୍ରଥମ ଏଣ୍ଡ୍ୟୁରାନ୍ସ ରେସ୍‌ରେ ହୋଣ୍ଡା ଟୁହ୍ଵିଲର୍ସ ବିଜୟୀ
0
ବବିତାଙ୍କ ଫଟୋକୁ ନେଇ ଚର୍ଚ୍ଚା
2
ଏଣିକି ଯାତ୍ରୀ ମୁମ୍ବାଇ-ଅହମ୍ମଦାବାଦ ଶତାବ୍ଦୀ ଏକ୍ସପ୍ରେସ୍‌ରେ ବିମାନ ଭଳି ସୁବିଧା ପାଇବେ
0
ଆଉ ୩ ସ୍ୱର୍ଣ୍ଣ: ଭାରୋତ୍ତୋଳନ ପରେ ବଂଧୁକଚାଳନା ଓ ଟିଟିରୁ ମିଳିଲା ସ୍ୱର୍ଣ୍ଣ
2