text
string
label
int64
ଯୁବ ଆଇ-ଲିଗ୍‌ ଫୁଟ୍‌ବଲ୍‌ : ପଦାର୍ପଣରେ ଓଡ଼ିଶାର ବୃହତ୍‌ ବିଜୟ
2
ପତ୍ନୀଙ୍କ ବୟସ ନିଜଠାରୁ ୨୫ ବର୍ଷ ସାନ ହୋଇଥିବା ନେଇ ଏପରି ମତ…
1
ପୂର୍ବାଂଚଳ କର୍ପୋରେଟ୍‌ ଗଲଫ୍‌ କପ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ କଲେ ୨୫ ସଂସ୍ଥାର ପ୍ରତିଯୋଗୀ
2
‘ଆଶିକ୍‌-୩’ରେ କ’ଣ ନଜର ଆସିବେ ଏହି ପୂର୍ବ ପ୍ରେମୀଯୁଗଳ !
1
ମେରି କମ୍‌ ୫ମ ଥର ଜିତିଲେ ଏସିଆନ୍‌ ଚମ୍ପିଅନସିପ୍‌ରେ ସ୍ୱର୍ଣ୍ଣ ପଦକ
2
ମଲ୍ଲଯୋଦ୍ଧା ବଜରଂଗ ପୁନିଆ ଜିତିଲେ ସ୍ୱର୍ଣ୍ଣପଦକ, ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କୁ କଲେ ସମର୍ପିତ
2
ଭାରତୀୟ ବଲ୍‌ବ୍ୟାଡ୍‌ମିଣ୍ଟନ୍‌ ଦଳରେ ଆଶୁତୋଷ 
2
ପିଭିଆର୍‌ ମୂର୍ତ୍ତି ଅନ୍ତଃବିଦ୍ୟାଳୟ କ୍ରିକେଟ୍‌
2
ନୂଆ ରୂପରେ ବଜାରକୁ ଆସିଲା ହୋଣ୍ଡା ଆକ୍ଟିଭା ୨୦୧୮ ଏଡିସନ
0
ଶ୍ରୀଜଗନ୍ନାଥ ମନ୍ଦିରର ଭୁଲ୍‌ ଫଟୋ ଛାପି ନିଃସର୍ତ୍ତ କ୍ଷମାପ୍ରାର୍ଥନା କଲା ରେଳବାଇ
0
ଆଇସିଆଇସିଆଇ ବ୍ୟାଙ୍କର ’ପେ ଲେଟର ବାଇ ଆଇସିଆଇସିଆଇ ବ୍ୟାଙ୍କ’ ବ୍ୟବସ୍ଥା
0
ସଲମାନ୍‌ ଖାନ୍‌ଙ୍କ ‘ଭାରତ୍‌’ର ସୁଟିଂ ଆରମ୍ଭ ହେବା ବେଳକୁ ମିଳିଲା…
1
୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ପ୍ରତ୍ୟାଶାଙ୍କୁ କାଂସ୍ୟ
2
ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର ! ଏଣିକି ପ୍ରାକୃତିକ ବିପର୍ଯ୍ୟୟର ପୂର୍ବାନୁମାନ କରିପାରିବ ଫୋନ୍
0
ବ୍ୟାଙ୍କ ଠକେଇ: ଇସ୍ତଫା ଦେବେ ଦୁଇ ବ୍ୟାଙ୍କର ଏମ୍‌ଡି
0
ରଘୁନାଥ ଓ ନିର୍ମଳଙ୍କୁ ମିଳିଲା ସରୋଜ ମହାସୁଆର ସମ୍ମାନ
2
ପାକିସ୍ତାନରେ ଅଧିକ ମ୍ୟାଚ୍‌ ଖେଳିବାକୁ ଶ୍ରୀଲଙ୍କା ଆଗ୍ରହୀ
2
ମେଲବର୍ଣ୍ଣ ଟେଷ୍ଟ: ବିଜୟ ଠାରୁ ୩ ଓ୍ଵିକେଟ ଦୂରରେ ଭାରତ, ଅଷ୍ଟ୍ରେଲିଆ ସ୍କୋର ୧୯୬/୭
2
ପାନ୍‌ କାର୍ଡ ନିୟମରେ ସରକାର ଆଣିଲେ ପରିବର୍ତ୍ତନ; ଡିସେମ୍ବର ୫ରୁ ଲାଗୁ ହୋଇଯିବ ନୂତନ ନିୟମ
0
ମହିଳା ହକି ଜାତୀୟ ଶିବିରରେ ୬ ଓଡ଼ିଆ: ଜାତୀୟ କନିଷ୍ଠ ହକି କ୍ବାର୍ଟରରେ ଓଡ଼ିଶା
2
ଏଚଡି ସିଷ୍ଟମ, ଓ୍ଵାଇଫାଇ ସୁବିଧା ଓ ସ୍ୱୟଂ ଚାଳିତ ଡୋର ସହିତ ଦିଲ୍ଲୀ-କାଠଗୋଦାମ ଟ୍ରେନ୍‌ର ହେଲା ଶୁଭାରମ୍ଭ
0
ଘୁଞ୍ଚିଲା ଗୋଟିକର ରିଲିଜ୍‌ ତାରିଖ , ଏବେ ଜାଣନ୍ତୁ ଦଶରା’ ଓଡ଼ିଆ…
1
ମହିଳା ଏସିଆ କପ୍‌: ଶ୍ରୀଲଙ୍କାକୁ ହରାଇଲା ଭାରତ
2
ବିକାଶରେ ସୂର୍ଯ୍ୟୋଦୟ:ରଣଜୀ ଟ୍ରଫି: ଓଡ଼ିଶା ୨୭୩ ରନ୍‌ରେ ଆଗୁଆ
2
୧୯ ବର୍ଷରୁ କମ୍‌ ବିଶ୍ୱକପ କ୍ରିକେଟ୍‌ : ଭାରତ ଚାମ୍ପିୟନ
2
ସମନ୍ଵିତ ରେଶମ ବିକାଶ ଯୋଜନାକୁ କ୍ୟାବିନେଟ ମଞ୍ଜୁରି
0
ବୟସ ନୁହେଁ, ପ୍ରତିଭା ଚୟନର ଏକମାତ୍ର ମାନଦଣ୍ଡ ହେଉ: ସଚିନ
2
ବୋର୍ଡ ଏକାଦଶରେ ପପୁ
2
ସଫ୍‌ଟ ଟେନିସ୍‌ ମାଷ୍ଟର କପ୍‌ ପାଇଁ ଓଡ଼ିଶା ଦଳର ଦିଲ୍ଲୀ ଯାତ୍ରା
2
ଆଧାରକାର୍ଡ ସହିତ ଯୋଡ଼ି ହୋଇଥିବା ଏହି ସୂଚନା କାହାକୁ ଦିଅନ୍ତୁ ନାହିଁ, ବିପଦରେ ପଡ଼ିପାରନ୍ତି
0
ଗରିବଙ୍କ ବ୍ୟାଙ୍କ ଖାତାରେ ଜମା ହେଉଛି ହଜାର ହଜାର ଟଙ୍କା ! କିଏ ଜମାକଲା ଓ କାହିଁକି, କହିପାରୁନାହାନ୍ତି ବ୍ୟାଙ୍କ
0
ଡାଲ୍‌ମିଆ ନିବେଶ କରିବ ୨୫୦୦ କୋଟି
0
ବୁମ୍‌ରାଙ୍କ ବୋଲିଂର ସମ୍ମୁଖୀନ ହେବାକୁ ଚାହେଁନାହିଁ: କୋହଲି
2
ଏଲ୍‌ଏସ୍‌ଏ ସର୍ବଭାରତୀୟ ଭଲିବଲ୍, କ୍ରୀଡ଼ା ଛାତ୍ରାବାସ ବିଜେତା
2
ଶେଷହେଲା ମେକ ଇନ ଓଡ଼ିଶାର ଇନଭେଷ୍ଟର ମିଟ୍‌, ଆସିଛି ୪ ଲକ୍ଷ ୧୯ ହଜାର କୋଟିର ପୁଞ୍ଜିନିବେଶ ପ୍ରସ୍ତାବ
0
‘କଟକ ହାର୍ଡଓୟାର’ ଷ୍ଟୋର୍‌ ଉଦ୍‌ଘାଟିତ
0
ସିମ କାର୍ଡ ସହ ଆଧାର ଯାଞ୍ଚ ଶେଷ ତାରିଖ ଅନିର୍ଦ୍ଦିଷ୍ଟ କାଳ ପାଇଁ ବୃଦ୍ଧି, ବିଜ୍ଞପ୍ତି ପ୍ରକାଶ କଲା ଦୂରସଂଚାର ବିଭାଗ
0
ମାଖିଜା ଟେଷ୍ଟ୍‍ ଟ୍ୟୁବ୍‌ ବେବି ସେଣ୍ଟର୍‌ରେ ନିଃସନ୍ତାନ ଦମ୍ପତିଙ୍କ ଚିକିତ୍ସା
0
ପଦ୍ମାବତୀ ବିବାଦ : ସଂସଦୀୟ କମିଟି ନିକଟରେ ହାଜର ହେଲେ ଭନସାଲୀ ଓ…
1
ପ୍ରିୟାଂଶୀ ବିଜେତା
2
ମାଇକ୍ରୋମାକ୍ସ ଆଣିଲା ଭାରତ ୫ ସ୍ମାର୍ଟଫୋନ୍‌
0
ବିମୁଦ୍ରାକରଣକୁ ବର୍ଷେ
0
କଂପାନି (ସଂଶୋଧନ) ବିଲ୍ ଲୋକସଭାରେ ପାସ୍‌
0
ଫେରିବ ଅଫର ଯୁଗ, ଅଫର ଉପରୁ ହଟିବ ଜିଏସ୍‌ଟି
0
ଲାଲୁଙ୍କ ୭ ଓ୍ଵିକେଟ୍‌; ରାମେଶ୍ୱର ଫାଇନାଲ୍‌ରେ
2
ପ୍ରବୋଧଙ୍କ ବିଶ୍ବକପ୍ ଅଭିଜ୍ଞତା: ଦାଦା ସହ ଖେଳିବା ଦିଲ୍‌କୁ ଛୁଇଁ ଯାଇଥିଲା
2
ଭାରତ-ପାକିସ୍ତାନ କ୍ରିକେଟ୍‌ ସମ୍ପର୍କ ଏବେ ନୁହେଁ: ଶୁକ୍ଳା
2
ବ୍ୟାଙ୍କ ଠକେଇ: ଚିନିକଳ ମାଲିକ ଠକିଛନ୍ତି ୧୦୯ କୋଟି
0
୫୧ବର୍ଷୀୟ ମା’ ଗର୍ଭବତୀ ହୋଇଯିବା ଭଳି ଅଜବ କାହାଣୀ କେମିତି ମନକୁ…
1
ଭାରତ-ଶ୍ରୀଲଙ୍କା ୩ୟ ଦିନିକିଆ: ଶୃଙ୍ଖଳା ବିଜୟ ପାଇଁ ଭାରତକୁ ୨୧୬ ରନ୍‌ ଟାର୍ଗେଟ
2
‘ନେଟ୍‌ସର୍ଫ ନେଟଓ୍ଵର୍କ’ର ୨ଟି ନୂଆ ଉତ୍ପାଦ
0
ପ୍ରତିଦିନ ନୂଆ ନୂଆ ରେକର୍ଡ କରୁଛି ପେଟ୍ରୋଲ, ଡିଜେଲ ଦର !
0
ଆଜିଠୁ ଚାରିଚକିଆ ଗାଡ଼ି ପାଇଁ ଫାଷ୍ଟାଗ୍‌ ଲଗାଇବା ବାଧ୍ୟକତାମୂଳକ
0
ଏହି ଅଲ୍‌ଟାଇମ୍‌ ହିଟ୍‌ ଗୀତଟି ସୋନୁ ନିଗମଙ୍କ ହାତରୁ ଖସିଯାଇଥିଲା…
1
‘ବାହୁବଳୀ-୨’କୁ ଜାପାନ ଦେଲା ‘ଜି’ ସାର୍ଟିଫିକେଟ, ଜାଣନ୍ତୁ…
1
ଫେରୁଛନ୍ତି ଏହି ନାୟକ
1
ଶନିବା‌ରରୁ ସର୍ବଭାରତୀୟ ଭଲିବଲ୍
2
ରିଜର୍ଭ ବ୍ୟାଙ୍କ ରିପୋର୍ଟ: ଓଡ଼ିଶା ଗଣିଛି ୪୬୮୦ କୋଟି ସୁଧ
0
ବୀମା ଅର୍ଥ ଦାବି ଲାଗି ହତ୍ୟାକୁ ଆକସ୍ମିକ ମୃତ୍ୟୁ ବୋଲି ବିବେଚନା କରାଯିବ: ଏନ୍‌ସିଡିଆର୍‌ସି
0
ଜାତୀୟ ମହିଳା ହକି ପାଇଁ ଦଳ ଘୋଷିତ:ସୁନୀତା ଓଡ଼ିଶା ଅଧିନାୟିକା
2
ବଢ଼ିବ ବିଜୁଳି ଦର!
0
ବଲିଉଡ୍‌ ପରେ କ୍ରିକେଟ୍‌ରେ #ମିଠୁ; ବିସିସିଆଇ ସିଇଓ ରାହୁଲ ଜୋହରିଙ୍କ ନାମରେ ଆସିଲା ଯୌନ ଶୋଷଣ ଅଭିଯୋଗ
2
କଳିଙ୍ଗ ଫୁଟ୍‌ବଲ୍‌ ସମର ଆଜି
2
ଆଉ ୧୧ ଦିନ, ଷ୍ଟାର ସ୍ପୋର୍ଟସ୍‌ରେ ସିଧାପ୍ରସାରଣ
2
ଗେଲ୍‌ ଇଣ୍ଡିଆ ସ୍ପିଡ୍‌ଷ୍ଟାରରେ ଓଡ଼ିଶାରୁ ଆଉ ୨
2
ଭାରତ- ଆଫଗାନସ୍ତାନ ପ୍ରଥମ ଟେଷ୍ଟ: ଶିଖର ଧାଓ୍ଵନଙ୍କ ଅର୍ଦ୍ଧଶତକ
2
ଇଂଲଣ୍ଡର ସର୍ବୋଚ୍ଚ ପଶ୍ଚାତଧାବନ ବିଜୟ
2
ଜାତୀୟ କନିଷ୍ଠ ବାସ୍କେଟ୍‌ବଲ୍‌:ଓଡ଼ିଶା ବାଳକ ଓ ବାଳିକା ହାରିଲେ
2
ଜୁଡୋକାଙ୍କୁ ଉତ୍ସାହିତ କଲେ ହକି ଅଲିମ୍ପିଆନ୍‌ ଲାଜରୁସ୍‌
2
ଜାଗୁଆର୍‌ର ‘ଏଫ୍‌-ଫେସ୍‌’
0
୭୨ତମ ସ୍ୱାଧୀନତା ଦିବସ ଉପଲକ୍ଷେ ୭୨ ଘଣ୍ଟିଆ ଅଫର ଛାଡ଼ିଲା ଭିଭୋ
0
ଫର୍ଣ୍ଣିଚର ଗୋଡାଉନ୍‌ରେ ସ୍ୱତନ୍ତ୍ର ଅଫର୍‌
0
ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା
1
ହୋଣ୍ଡା ଟୁ ହ୍ଵିଲର୍ସର ବିକ୍ରି ୪ କୋଟି ଟପିଲା
0
ଫେସ୍‌ବୁକ୍‌ ଲଞ୍ଚ କଲା ଟାଇମ୍‌ ମ୍ୟାନେଜମେଣ୍ଟ ଟୁଲ୍‌, ସୋସିଆଲ ମିଡିଆରେ ଅଧିକ ସମୟ ବିତାଇଲେ କରିବ ଅଲର୍ଟ
0
ଉଡ଼ନ୍ତା ବିମାନରେ ଗୁରୁତର ହୋଇପଡ଼ିଲେ ଯାତ୍ରୀ; ଗ୍ୟାଙ୍ଗ୍‌ଟକ୍‌ରୁ ଦିଲ୍ଲୀ ଯାଉଥିବା ବିମାନ ବାରଣାସୀ ଆଡ଼େ ମୁହାଁଇଲା
0
ଗ୍ରୀଷ୍ମକାଳୀନ ହ୍ୟାଣ୍ଡବଲ୍‌ ପ୍ରଶିକ୍ଷଣ ଶିବିର ଆରମ୍ଭ
2
ରାଜ୍ୟଙ୍କୁ କହିଲା କେନ୍ଦ୍ର: ଗ୍ରାହକଙ୍କ ପାଖରେ ଜିଏସ୍‌ଟି ଲାଭ ପହଞ୍ଚାଅ
0
ରେଫରିଙ୍କ ନିଷ୍ପତ୍ତିରେ ଖୁସି ନୁହନ୍ତି ଶିବ
2
‘ମହିଳା ସଶକ୍ତୀକରଣ’ ବିରୋଧରେ ମତ ରଖିଲେ ଅଭିନେତ୍ରୀ ସୁସ୍ମିତା…
1
ବିପର୍ଯ୍ୟୟ ଘଟାଇଲେ ବୋପାନ୍ନା-ଭାସେଲିନ୍‌:ଶୀର୍ଷ ମାନ୍ୟତା ଯୋଡ଼ିକୁ ପରାସ୍ତ କରି କ୍ୱାର୍ଟର ଫାଇନାଲ୍‌ ପହଞ୍ଚିଲେ
2
ଏମିତି ଥିଲା ଅଭିନେତା ସନ୍ନି ଦେଓ୍ଵଲ୍‌ଙ୍କ ପ୍ରଥମ ଆଫେୟାର୍ସ
1
ନିଶାନ, ବିଶ୍ବ ଓ ରାଜିନଙ୍କୁ ଓଡ଼ିଶା-ନ୍ୟୁ ସାଉଥ୍ ୱେଲ୍ସ ପ୍ରଦର୍ଶନୀ ମ୍ୟାଚ୍ ଦାୟିତ୍ବ
2
ସୁବ୍ରତ ନିଖିଳ ଓଡ଼ିଶା ଓପନ୍‌ ସ୍ନକର ବିଜେତା
2
ଓଜିବି ଅଫିସର ସଂଘର କାର୍ଯ୍ୟକାରିଣୀ ବୈଠକ
0
ଶାହାରୁଖ୍‌ ସବୁ କିଛି କରି ପାରିବେ କିନ୍ତୁ ସ୍କ୍ରିନ୍‌ ଉପରେ…
1
ଇ-ବ୍ଲାକ୍‌ ବୋର୍ଡ କାର୍ଯ୍ୟକ୍ରମ ଆରମ୍ଭ ହେବ
0
ରଣବୀର ସିଂହଙ୍କ ସାଥ୍‌ ପାଇବେ ଜାହ୍ନବୀ କପୁର
1
ଜିଭା ଆୟୁର୍ବେଦ କ୍ଲିନିକ୍ ଉଦ୍‌ଘାଟିତ
0
୩୧ ବର୍ଷ ପରେ: ଅଷ୍ଟ୍ରେଲିଆର ଘରୋଇ ଫଲୋଅନ୍
2
ସର୍ବଶ୍ରେଷ୍ଠ ଏସିଆଡ୍‌ ପ୍ରଦର୍ଶନ
2
କାହିଁକି କିଶୋର କୁମାରଙ୍କୁ ଛାଡି ମିଥୁନ ଚକ୍ରବର୍ତ୍ତୀଙ୍କୁ ବାହା…
1
ପାନାମା ଧୂଳି ଚାଟିଲା, ପ୍ରି-କ୍ୱାର୍ଟରରେ ଇଂଲଣ୍ଡ
2
ପାକିସ୍ତାନୀଙ୍କ ଭାରତ ପ୍ରେମ, କେବେ ଦେଶ ତ କେବେ ତାରକାଙ୍କ…
1
ବନ୍ଦ ଲଫାଫାରେ ହ୍ୟାଣ୍ଡ୍‌ବଲ୍‌ ସଂଘ ଭବିଷ୍ୟତ
2
‘ବିଶ୍ବକପ୍‌ ଦାବିଦାରି ଏବେ ମୁକୁଳା’
2
ଟ୍ଵିଟରରେ ଆସିଲା ‘ଫ୍ଲିକର ସିଂ’ର ପ୍ରଥମ ଝଲକ
1
ଏସିଆ ଶ୍ରେଷ୍ଠ ଅନୁପମା
2
ବନ୍ଦ ହେବନି ୨୦୦୦ ଟଙ୍କିଆ ନୋଟର ପ୍ରଚଳନ, ସ୍ପଷ୍ଟ କଲେ ସରକାର
0
ପ୍ରିୟଙ୍କାଙ୍କ ‘ଏ କିଡ୍‌ ଲାଇକ୍‌ ଜ୍ୟାକ୍‌’ ପ୍ରଶଂସିତ
1