text string | label int64 |
|---|---|
ଅନ୍ଲାଇନ୍ରେ ପ୍ରଶିକ୍ଷଣ ଦେବେ ମନିଷ ମଲ୍ହୋତ୍ରା | 0 |
ପୁଣି ଅଦାଲତକୁ ଟଣାହେବ ରିଲାଏନ୍ସ | 0 |
ଡେରାଡୁନରେ ରସିଦ ରୋମାଞ୍ଚ: ବାଂଲାଦେଶକୁ ହରାଇଲା ଆଫଗାନିସ୍ତାନ | 2 |
କୋହଲି ମହାନ ହେବା ପଥରେ ଅଗ୍ରସର: ସାଙ୍ଗା | 2 |
ଆଜିଠୁ ଓଡ଼ିଶା-ୟୁପି ସିକେ ନାୟୁଡୁ ମ୍ୟାଚ୍ | 2 |
ଏଥର ଅଷ୍ଟ୍ରେଲିଆ ବିପକ୍ଷରେ କୋହଲି ଶତକ ମାରି ପାରିବେନି: କମିନ୍ସ | 2 |
ମଦ ସମ୍ରାଟ ବିଜୟ ମାଲ୍ୟା ଆର୍ଥିକ ଅପରାଧୀ ଘୋଷିତ; ସମ୍ପତ୍ତି ଜବତ ହେବାର ପଥ ପରିଷ୍କାର | 0 |
୧୦୦ କୋଟି କ୍ଲବରେ ସାମିଲ ହେଲା ‘ଟୋଟାଲ ଧମାଲ୍’ | 1 |
ହ୍ଵାଟ୍ସଆପ୍ ଚାଟ୍ କରିବେ, ମାତ୍ର ଅନ୍ୟମାନେ ଜାଣିପାରିବେ ନାହିଁ ଆପଣଙ୍କ ନମ୍ବର! | 0 |
ଶ୍ରୀକାନ୍ତ ହାରିଲେ, ସିନ୍ଧୁ ଆଗେଇଲେ | 2 |
ପୁରୀର ଗର୍ବ ଅନୀଲ | 2 |
ବିଭିନ୍ନ ରାଜ୍ୟରେ ‘ପଦ୍ମାବତୀ’କୁ ନେଇ ନିଷେଦ୍ଧାଦେଶ ଜାରି,… | 1 |
ବାପାଙ୍କୁ କପି କରୁଛନ୍ତି ଗେହ୍ଲୀ ଝିଅ ସୁହାନା | 1 |
ଏହି ସିନେମାରେ ପୁଣି ଶାହାରୁଖ୍-ଦୀପିକାଙ୍କ ଯୋଡ଼ି | 1 |
ଜନଧନ ଖାତା ସଂଖ୍ୟା ୩୨ କୋଟି ଟପିଲା | 0 |
ଆଇସିସି ଦିନିକିଆ ର୍ୟାଙ୍କିଙ୍ଗ୍: ୧ ନମ୍ବରରେ କୋହଲି ମଜବୁତ୍, କ୍ୟାରିୟରର ସବୁଠାରୁ ଭଲ ସ୍ଥାନ ପାଇଲେ ରୋହିତ ଶର୍ମା | 2 |
ମାତ୍ର ୨ ମିନିଟ୍ରେ ଗାଧୋଇବାକୁ ଭାରତୀୟ ଖେଳାଳିଙ୍କୁ କୁହାଗଲା, କାହିଁକି ଜାଣନ୍ତୁ … | 2 |
‘ଚି-ଚି-ଚି’ ଡ୍ୟାନ୍ସରେ ବିଜୟ ଉତ୍ସବ | 2 |
ଭାରତର ପ୍ରଥମ ବିଜୟ | 2 |
ଦେଶରେ ଆଉ ନଗଦ ନୋଟର ଅଭାବ ନାହିଁ; ୮୫ ପ୍ରତିଶତ ଏଟିଏମ୍ରୁ ମିଳୁଛି ଅର୍ଥ: ଅର୍ଥନୈତିକ ବ୍ୟାପାର ସଚିବ | 0 |
ଏୟାର ଇଣ୍ଡିଆ କ’ଣ ଏତେ ଅଲୋଡ଼ା?କିଣିବାକୁ ଇଣ୍ଡିଗୋ, ସ୍ପାଇସ୍ଜେଟ୍, ଜେଟ୍ ଏୟାରେଓ୍ଵଜ୍ ବି ନାରାଜ | 0 |
ଗୁମ୍ଫାରେ ଅଟକି ଥିବା ଥାଇ ଦଳକୁ ଫିଫାର ଆମନ୍ତ୍ରଣ | 2 |
ଏଣିକି ମହଙ୍ଗା ହେବ ଏଟିଏମ୍ ବ୍ୟବହାର; ଜାଣନ୍ତୁ କାହିଁକି | 0 |
ଯୁକ୍ତିତର୍କ କରିବା ପଡ଼ିଲା ମହଙ୍ଗା, କୋହଲିଙ୍କ ଠାରୁ ଅସୁଲି ହେବ ମ୍ୟାଚ୍ର ୨୫% ଜରିମାନା | 2 |
ବ୍ରେଡି ରୋଡ୍୍ ଶାଖା ସିଲ୍ | 0 |
କଳିଙ୍ଗ କୁରମା, ମ୍ୟାଚ୍ ଦେଖିଲେ ହାର୍ଦିକ ଓ ମନଦୀପ୍ ପରିବାର | 2 |
ଛଦ୍ମ ନାମରେ ସ୍କୁଲ୍ ଯାଉଥିଲେ ଶ୍ରୁତି ହାସନ | 1 |
ମଙ୍ଗଳା କପ୍ କ୍ରିକେଟ୍ ଆରମ୍ଭ: ପରେଶଙ୍କ ଶତକ: ସେମିରେ ରାମେଶ୍ୱର | 2 |
ଫେସବୁକ୍ର ନୂତନ ଫିଚର: ସିଧାସଳଖ ରକ୍ତଦାତା, ଡାକ୍ତରଖାନା ଓ ରୋଗୀଙ୍କ ସହ ସମ୍ପର୍କ କରିପାରିବେ | 0 |
୪୦ ଟ୍ରେନ୍ରୁ ଆରମ୍ଭ ହେବ ଫ୍ଲେକ୍ସି-ଫେୟାର୍ ଉଚ୍ଛେଦ | 0 |
ଅଟୋ ଚାଳକଙ୍କୁ ଅନୁପମ୍ ଖେର୍ଙ୍କ ପ୍ରଶ୍ନ: କ’ଣ ପାଇଁ ଦ… | 1 |
ଲର୍ଡସ୍ରେ ଦ୍ୱିତୀୟ ସଂକ୍ଷିପ୍ତ ପ୍ରଥମ ପାଳି | 2 |
ଏସୀୟ ମୁଷ୍ଟିଯୁଦ୍ଧ:ମେରି କମ୍, ସୋନିଆ ଫାଇନାଲ୍ରେ | 2 |
ଭୁବନେଶ୍ୱର ଅନ୍ତଃବିଦ୍ୟାଳୟ କ୍ରିକେଟ୍:ବିଜେଇଏମ୍ ବିଜେତା, କିସ୍ ଦ୍ୱିତୀୟ | 2 |
ବିମାନ ଯାତ୍ରା ପାଇଁ ମୋବାଇଲ ଆଧାର | 0 |
ଶଶି କପୁର ମୋତେ ବବୁଆ ଡ଼ାକୁଥିଲେ:ଅମିତାଭ | 1 |
ଅଲଟୋ, ସ୍ୱିଫ୍ଟର ଇଲେକ୍ଟ୍ରିକ ଭର୍ସନ ନିର୍ମାଣ କରୁଛି ମାରୁତି-ସୁଜୁକୀ | 0 |
ଏକ ମଜାଦାର ଚରିତ୍ରରେ ଆସୁଛନ୍ତି ହରି | 1 |
ବିଶ୍ୱବ୍ୟାଙ୍କ ରିପୋର୍ଟ : ବର୍ଷକୁ ଦରକାର ୮୧ ଲକ୍ଷ ଚାକିରି | 0 |
ଏୟାର ଇଣ୍ଡିଆକୁ ୪ ଭାଗ କରି ବିକ୍ରି କରାଯିବ ! | 0 |
୧୫ଲକ୍ଷ ଟଙ୍କାର ସହାୟତା ରାଶି ପାଇ ଅକ୍ଷୟ କୁମାରଙ୍କୁ ଧନ୍ୟବାଦ… | 1 |
ଡାକଘରେ ବ୍ୟାଙ୍କ ସେବା ଖୁବ୍ଶୀଘ୍ର | 0 |
ଏହି ଓଲିଉଡ ନାୟିକାଙ୍କ ପ୍ରଥମ ସିନେମା ଏଯାଏଁ ରିଲିଜ୍ ହୋଇ ନାହିଁ | 1 |
ଆଜାଦ୍ ଚ୍ୟାଲେଞ୍ଜ କପ୍ ଜିତିଲା ରାଇଜିଂ ଷ୍ଟୁଡେଣ୍ଟ୍ | 2 |
କୋରାପୁଟ ବାଳକ, ଭୁବନେଶ୍ବର ବାଳିକା ବିଜେତା | 2 |
ସାମସଙ୍ଗ ଅନଲାଇନ୍ ସପ୍ ରେ ଆରମ୍ଭ ହେଲା ଅନଲାଇନ ଫେଷ୍ଟ, ମିଳୁଛି ଆକର୍ଷଣୀୟ ରିହାତି | 0 |
ଆତଙ୍କବାଦକୁ ନେଇ ବିରକ୍ତି ପ୍ରକାଶ କଲେ ଜାଭେଦ୍ ଅଖ୍ତର; କହିଲେ,… | 1 |
ମାର୍ଚ ପର୍ଯ୍ୟନ୍ତ ବଢ଼ିଲା ଆଧାର ସମୟସୀମା | 0 |
ଏସବିଆଇର ନୂଆ କାର ଲୋନ ଯୋଜନା : ଜିରୋ ଡାଉନପେମେଣ୍ଟ ସହ ମିଳୁଛି ଅନେକ ସୁବିଧା! | 0 |
ଜାଣନ୍ତୁ କେତେ କୋଟି ନେଇ ସଞ୍ଜୟ ତାଙ୍କ ଜୀବନୀକୁ ନେଇ ‘ସଞ୍ଜୁ’… | 1 |
କୋଲକାତା ଟି-୨୦: ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ୫ ଓ୍ଵିକେଟ୍ରେ ବିଜୟୀ, ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ | 2 |
ପେଟ୍ରୋଲ, ଡିଜେଲ ଦର ନ ବଢାଇବାକୁ ତେଲକମ୍ପାନିମାନଙ୍କୁ ସରକାରଙ୍କ ନିର୍ଦ୍ଦେଶ ! | 0 |
କାର୍ ଓ ଦୁଇଚକିଆ ଗାଡ଼ି ବୀମା ନିୟମରେ ବଡ଼ ପରିବର୍ତ୍ତନ, ଆପଣଙ୍କୁ ମିଳିବ ଏହି ଫାଇଦା | 0 |
ଟାଇଗର୍ ଶ୍ରଫଙ୍କ ଭଉଣୀ କ୍ରିଷ୍ଣାଙ୍କୁ ମିଳୁଛି ବଲିଉଡରୁ ଅଫର୍! | 1 |
ଯୁବ ଏସିଆ କପ୍ ଲାଗି ହିମାଂଶୁ ଅଧିନାୟକ | 2 |
କ୍ରିକେଟ୍ ଇତିହାସରେ ପ୍ରଥମ: ସୂର୍ଯ୍ୟଙ୍କ ପାଇଁ ଅଟକିଲା ଖେଳ | 2 |
ବିବାଦରେ େଓ୍ଵବ ସିରିଜ ‘ସାକ୍ରେଡ୍ ଗେମ୍ସ’: ପୂର୍ବତନ… | 1 |
ଶ୍ରୀଲଙ୍କାରେ ଭାରତୀୟ ଯୁବ ଦଳର ବିଜୟ ଜାରି | 2 |
‘ନିର୍ଦ୍ଦେଶକ କହିଥିଲେ ସାର୍ଟ ଖୋଲ…’: ଜେନିଫର୍ ଲୋପେଜ୍ | 1 |
ପିଏନ୍ବିର ବ୍ୟବସାୟ ୧୧ ଲକ୍ଷ କୋଟି ଟପିଲା | 0 |
ଆକର୍ଷଣୀୟ ସ୍ଥାନରେ ପରିଣତ ହୋଇଛି ଭାରତ: ଜେଟ୍ଲି | 0 |
ସିଲି ପଏଣ୍ଟ୍:ପୁଟିନଙ୍କ ସହ ଜିମ୍ନାଷ୍ଟ୍ଙ୍କ ଚୋରା ପୀରତି | 2 |
ମହିଳା ହକି: ୪ର୍ଥ ମ୍ୟାଚ୍ରେ ଦକ୍ଷିଣ କୋରିଆକୁ ୩-୧ରେ ହରାଇଲା ଭାରତ | 2 |
କ୍ୟାଟ୍ଙ୍କ ନାୟକ ଅଲ୍ଲୀଙ୍କ ବିରୋଧରେ ଅନେକ ମହିଳା ଆଣିଲେ ଯୌନ… | 1 |
ରଣଜୀ ଟ୍ରଫି: ଓଡ଼ିଶା ଅଡୁଆରେ | 2 |
ବିମୁଦ୍ରାକରଣ, ଜିଏସ୍ଟି ପ୍ରଭାବ:ବିବାହ ଖର୍ଚ ୧୫% ବଢ଼ିବ | 0 |
ସୁନୀଲ ଗାଭାସ୍କର: ବ୍ରାଭୋଙ୍କୁ ବ୍ୟବହାର କରାନଯିବା ବୁଝି ହେଲାନି | 2 |
ନିରବଙ୍କ ବଙ୍ଗଳା ଭଙ୍ଗାହେଲା | 0 |
ଜାପାନିଜ୍ ଗ୍ରାଁ ପ୍ରି ଜିତିଲେ ହାମିଲ୍ଟନ: ଭିଟେଲଙ୍କ ବିଶ୍ୱ ବିଜେତା ଆଶା ମଉଳିଲା | 2 |
ଇନରହ୍ଵିଲ୍ ମେଟ୍ରୋ ହାପି ସ୍କୁଲ୍ ଉଦ୍ଘାଟିତ | 0 |
ଫେସ୍ବୁକ୍ ସମସ୍ୟା ବଢ଼ିଲା: ଆପଲ୍, ସାମସଙ୍ଗ ଭଳି ୬୦ଟି କଂପାନିଙ୍କୁ ଦେଇଛି ବ୍ୟକ୍ତିଗତ ତଥ୍ୟ | 0 |
ବିଶ୍ୱକପ୍ ଯୋଗ୍ୟତା ମାର୍ଚ ୪ରୁ | 2 |
ସ୍ୱର୍ଣ୍ଣ ବିଜେତା ଅରିଜିତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଧନା | 2 |
ସ୍ମିଥ୍ଙ୍କୁ ଆଲାନ୍ ବର୍ଡର ପଦକ | 2 |
ସୁଯୋଗ ହାତଛଡ଼ା କଲା ଓଡ଼ିଶା | 2 |
ଗ୍ଲୋବାଲ କ୍ୟାରିଅର ଏକାଡେମିରେ ସମ୍ବର୍ଦ୍ଧନା ସମାରୋହ | 0 |
ତେଜ୍କମଲ ଫର୍ଣ୍ଣିିଚର୍ର ନୂଆ ଡିପୋ ଉଦ୍ଘାଟିତ | 0 |
ଜାକଲିନଙ୍କ ଉତ୍ତେଜକ ପୋଲ୍ ଡାନ୍ସ ଏଥର ଦର୍ଶକ ଦେଖିବାକୁ ପାଇବେ… | 1 |
ସଲମାନଙ୍କୁ ଅଲ୍ଲୀ ଅବାସ ଦେଲେ ଜନ୍ମଦିନର ସରପ୍ରାଇଜ୍ | 1 |
ଏହି ବଲିଉଡ୍ ଅଭିନେତ୍ରୀମାନଙ୍କର ରହିଛି ସଲମାନଙ୍କ ସହ କାମ… | 1 |
ପାରାଦୀପ ପିସିପିଆଇଆର୍ ପାଇଁ ଚିଠା ମାଷ୍ଟର ପ୍ଲାନ ଚୂଡାନ୍ତ | 0 |
ଭାଗ୍ୟଧର ଟ୍ରଫି: କିଶୋର କ୍ଲବ୍ ବିଜୟୀ | 2 |
ରାଜୀବଙ୍କୁ ଋତୁର ପ୍ରଥମ ପଏଣ୍ଟ୍; ପୋଡ଼ିୟମ ପହଞ୍ଚିଲେ ତାଇଗା | 2 |
ଟିକସ ଠକେଇ: ଆଦିବାସୀଙ୍କ ପଛରେ ପଡ଼ିଛି ଆୟକର ବିଭାଗ | 0 |
ବ୍ରିଜ୍ ଆଣ୍ଡ୍ ରୁଫ୍୍, ପିଏନ୍ବି ପକ୍ଷରୁ ସ୍ୱଚ୍ଛତା ପକ୍ଷ ପାଳନ | 0 |
୨୪ ଜଣ ଟିକସ ଠକଙ୍କ ନାଁ ପ୍ରକାଶ କଲା ଆୟକର ବିଭାଗ | 0 |
ଗୋପୀନାଥ ଚ୍ୟାଲେଞ୍ଜ୍ ଟ୍ରଫି: ରାମେଶ୍ୱର ସେମିରେ | 2 |
ଫରହାନ୍ ଅଖତର୍ ଏବଂ ଶିବାନୀଙ୍କ ଆଫେଆର୍ ମିଛ ନୁହେଁ ! | 1 |
ରିଲାଏନ୍ସର ଲାଭ ୯୪୩୫ କୋଟି | 0 |
ସ୍ଲେଜିଂ ନୁହେଁ, ବ୍ୟାଟ୍ ଓ ବଲ୍ କଥା କହୁ | 2 |
‘ଭାରତ ଛାଡ଼ି ପଳାଅ’ ଟିପ୍ପଣୀ ଦେଇ ବିବାଦରେ ଛନ୍ଦି ହୋଇ ଚାଲିଛନ୍ତି ଟିମ୍ ଇଣ୍ଡିଆ ଅଧିନାୟକ; ସମର୍ଥନ କଲେ ମହମ୍ମଦ କୈଫ | 2 |
ଆପୋଲୋ ଡାଏଗ୍ନୋଷ୍ଟିକ୍ସର ନୂଆ ସାଟେଲାଇଟ୍ ଲ୍ୟାବ୍ | 0 |
ଯଦୁପୁର କପ୍ ଫାଇନାଲ୍ରେ ନୟାପଲ୍ଲୀ | 2 |
ଜାତୀୟ ଥ୍ରୋ ବଲ୍ ଲାଗି ଓଡ଼ିଶା ଦଳ | 2 |
ରାଜ୍ୟ ହ୍ୟାଣ୍ଡ୍ବଲ୍: ଓଡ଼ିଶା ପୁଲିସ, ଜଗତସିଂହପୁର ବିଜେତା | 2 |
ଓଡ଼ିଶା ଗ୍ରୁପ୍ ବିଜେତା | 2 |
ନିଜର ଏକ ଅପାରଗତାକୁ ଗଣମାଧ୍ୟମରେ ସ୍ୱୀକାର କଲେ ବିଗ୍ ବି,… | 1 |
ମୋହାଲି ଦିନିକିଆ: ଶ୍ରୀଲଙ୍କା ୭/୧୮୦ | 2 |
ରିଙ୍ଗ୍ସ ଫାଇନାଲ୍ରେ ରାକେଶ | 2 |
ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ, ହ୍ଵାଟ୍ସଆପ୍, ସ୍ନାପ୍ଚାଟ ଓ ୟୁଟ୍ୟୁବ୍ ପରି ଲୋକପ୍ରିୟ ଆପ୍ଗୁଡ଼ିକୁ ପଛରେ ପକାଇଲା… | 0 |
Subsets and Splits
No community queries yet
The top public SQL queries from the community will appear here once available.