text
string
label
int64
୪ର୍ଥ ଟେଷ୍ଟ: କୁକ୍‌ଙ୍କ ପରେ ମୋଇନ୍‌ ଫେରିଲେ ପାଭଲିଅନ୍‌, ସ୍କୋର ୩୬/୨
2
ଫିଲ୍ମ ‘ଭାରତ’କୁ ନେଇ ପ୍ରିୟଙ୍କା ଏବଂ କ୍ୟାଟ୍ରିନାଙ୍କ ବିଷୟରେ…
1
ରୋନାଲ୍‌ଡୋଙ୍କ ୪ ଗୋଲ୍‌ରେ ଜିତିଲା ରିଅଲ ମାଦ୍ରିଦ୍‌
2
ସେନସେକ୍ସ ପ୍ରଥମ ଥର ପାଇଁ ୩୫ ହଜାର ପଏଣ୍ଟ ଟପିଲା
0
ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସାଇଜ୍‌ ଡ୍ୟୁଟିକୁ କମାଇବାର ସମ୍ଭାବନା ନାହିଁ: ଅର୍ଥ ମନ୍ତ୍ରାଳୟ
0
କୋହଲି ବାହିନୀକୁ ଅଶି ଦଶକର ଦୁର୍ଦ୍ଧର୍ଷ ୱେଷ୍ଟଇଣ୍ଡିଜ୍ ସହ ତୁଳନା
2
ଅଭିନେତା ପବନ କଲ୍ୟାଣଙ୍କୁ ନେଇ ତେଲୁଗୁ ଅଭିନେତ୍ରୀ ଶ୍ରୀ…
1
ଏହି ଓଲିଉଡ୍‌ ନାୟକ କହୁଛନ୍ତି ‘ଚାହିଁଥିବି ତତେ ହଜାରେ ବରଷ’
1
ୟୁଟ୍ୟୁବ୍‌ରେ ସର୍ବାଧିକ ଆୟ କରୁଥିବା ୭ ବର୍ଷର ବାଳକ
0
ପାରା ଏସିଆଡ୍‌, ହରବିନ୍ଦରଙ୍କୁ ତୀରନ୍ଦାଜୀ ସ୍ବର୍ଣ୍ଣ
2
ମା’ଙ୍କ ଶାଢ଼ି କାଟି ଡ୍ରେସ୍‌ ଡିଜାଇନ୍ କରୁଥିଲି: ବିଭୁ
0
ଆଇଟା ସିଏସ୍‌ ପ୍ରତ୍ୟୁଷ ଫାଇନାଲ୍‌କୁ ଉନ୍ନୀତ
2
ନବବିବାହିତ ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନସଙ୍କର ସଂପତ୍ତି କେତେ…
1
ଏଭଳି ଭାବରେ ସିରିଆରେ ଜଣେ ସାମ୍ବାଦିକଙ୍କ ଜୀବନ ବଞ୍ଚାଇଥିଲେ…
1
‘ଶାହାରୁଖ୍‌ ସେ ପର୍ଯ୍ୟନ୍ତ ସୁପରଷ୍ଟାର ଥିଲେ ଯେ ପର୍ଯ୍ୟନ୍ତ ମୁଁ…
1
ଡ୍ରାଗ୍ ଫ୍ଲିକ୍ ଯୁଗ ସରି ଆସୁଛି
2
ବିରାଟଙ୍କର ଆଫ୍ରିକାରେ ଅନୁଷ୍କାଙ୍କ କଥା ମନେ ପଡ଼ୁଛି…ସେୟାର…
1
ଇଣ୍ଟରନେଟରୁ ‘ଉରୀ’ ଫିଲ୍ମ ଡାଉନ୍‌ଲୋଡ୍‌ କରୁଥିବା ବେଳେ…
1
ଭାରତୀୟ ଆଇଟି କମ୍ପାନି, କେମିତି ଆଗକୁ ବଢ଼ୁଛନ୍ତି
0
ଜୟସୂରିଆଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ
2
ସେଲ୍‌ ପାଖରେ ଟଙ୍କା ନାହିଁ
0
ଆଣ୍ଡ୍ରଏଡ୍‌ ପାଇଁ ଗୁଗୁଲ୍‌ ଗଣିବ ବିପୁଳ ଜରିମାନା
0
ସଲମାନ୍‌ ଖାନଙ୍କ ପାଇଁ ବିରାଟ କୋହଲି ଓ ଅନୁଷ୍କା ଶର୍ମା ପୁଣି…
1
ସିଲି ପଏଣ୍ଟ୍‌:ଫୁଟବଲ୍ ପଡ଼ିଆରେ ବିବାହ ପ୍ରସ୍ତାବ
2
ରଣଜୀ ଟ୍ରଫି: ତାମିଲଠୁ ୩ ପଏଣ୍ଟ ଛଡ଼ାଇଲେ ଧୂପର
2
ଟେଲିଜଗତର ଏହି ଲୋକପ୍ରିୟ ନାୟିକା ବଲିଉଡରେ ପ୍ରବେଶ କରୁଛନ୍ତି
1
ଆହୁରି ଲୋଭନୀୟ ହେଲା ଆଇଡିଆର ୩୦୯ ଟଙ୍କିଆ ପ୍ଲାନ
0
ନରେଶ ଭୁବନେଶ୍ବରର ନୂଆ ସିଜିଏସ୍‌ଟି ମୁଖ୍ୟ ଆୟୁକ୍ତ
0
ପ୍ରିୟା ପ୍ରକାଶଙ୍କ ନୂଆ ଲୁକ୍‌ : ମହିଳା ପୋଷାକ ବ୍ରାଣ୍ଡ ପାଇଁ…
1
ବଡ଼ ମୁକାବିଲା ଆଜି, ଭାରତ-ନେଦରଲାଣ୍ଡ୍
2
କୈନାତ୍‌ ଅରୋରା ହେଉଛନ୍ତି ଦିବ୍ୟା ଭାରତୀଙ୍କ ଭଉଣୀ !
1
ଅଷ୍ଟ୍ରେଲିଆର ଭାରତ ଗସ୍ତ ଫେବ୍ରୁଆରି ୨୪ରୁ
2
ଦିବାରାତ୍ର ଟେଷ୍ଟ୍‍ରେ ନ୍ୟୁଜିଲାଣ୍ଡ୍‌ ବିଜୟୀ
2
ପିଏନ୍‌ବି ଠକେଇ:ରିଜର୍ଭ ବ୍ୟାଙ୍କ-ସରକାର ଦୋଷ ଲଦାଲଦି
0
ମାମିନି ପଣ୍ଡା ସ୍ମାରକୀ କ୍ରିକେଟ୍‌: ପାନ୍ଥର୍ସ ବିଜେତା
2
ପ୍ରେମିକା ଦିଶା ଓ ହ୍ରିତିକ୍‌ଙ୍କ ସଂପର୍କ ବାବଦରେ ଏମିତି ମତ…
1
ଆଇସିଆଇସିଆଇ ଏକାଡେମିରେ ୧୪୦୦ ମହିଳାଙ୍କୁ ପ୍ରଶିକ୍ଷଣ
0
ୟୁନାଇଟେଡ୍‌ ବ୍ୟାଙ୍କର ପ୍ରତିଷ୍ଠା ଦିବସ ପାଳନ
0
ହ୍ରିତିକ୍‌ଙ୍କୁ ଭେଟିଲେ ଆଦ୍ୟାନ୍ତ ଅଧ୍ୟକ୍ଷ
0
ପୁଷ୍ପଲତା ଗରାବଡ଼ୁ ମାଷ୍ଟର୍ସ କ୍ରିକେଟ୍‌ ସେମିରେ ସହିଦ
2
ରଣବୀର କପୁରଙ୍କଠାରୁ ଅଲଗା ହେବା ପରେ କିଭଳି ଅନୁଭବ ହେଉଛି ପ୍ରଶ୍ନ…
1
ଫାଇନାଲ୍‌ରେ ଭାରତ
2
ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ର ରିଲିଜ୍‌ ଡେଟ ଫାଇନାଲ
1
ଏନ୍‌ଟିଏସ୍‌ଇ ପରୀକ୍ଷାରେ ରେଜୋନାନ୍ସର ସଫଳତା
0
ଚତୁଷ୍କୋଣୀୟ ଶୃଙ୍ଖଳା: ଇଣ୍ଡିଆ ‘ବି’ର ଦ୍ୱିତୀୟ ବିଜୟ
2
ମିଡିଆ ଉପରେ ରାଗି ସାକ୍ଷାତକାର ଛାଡ଼ି ଚାଲିଗଲେ ସଞ୍ଜୟ…
1
ନରେନ୍ଦ୍ର ମୋଦୀଙ୍କ ଭରସାର ପାତ୍ର ଓଡ଼ିଆ ପୁଅ ଶକ୍ତିକାନ୍ତ : ଗାଁ ଅାଠଗଡ, ସ୍କୁଲ୍ ଜୀବନ ଭୁବନେଶ୍ବର ଓ ଉଚ୍ଚଶିକ୍ଷା…
0
‘ଗୀତା’ରେ ଫାକଲ୍‌ଟି ଡେଭେଲପ୍‌ମେଣ୍ଟ୍‌ କାର୍ଯ୍ୟକ୍ରମ
0
ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ୨୦୧୮: ଦଶମ ଦିନରେ ଭାରତକୁ ମିଳିଲା ଆଉ ଏକ ସ୍ୱର୍ଣ୍ଣ ପଦକ
2
ଜାତୀୟ ଉପକନି‌‌ଷ୍ଠ ଉଷୁ: ଓଡ଼ିଶା ଦଳର ପଞ୍ଜାବ ଯାତ୍ରା
2
ଗଲ୍ଫ ସହାୟତା ପାଇଁ ଟାଟା ଷ୍ଟିଲ୍‌ର ବୁଝାମଣା
2
ଷ୍ଟ୍ରଙ୍ଗ୍‌ମ୍ୟାନ୍‌ ଓଡ଼ିଶା ବିଜେତା ସମ୍ବର୍ଧିତ
2
ଏୟାରଟେଲ ଲଞ୍ଚ୍‌ କଲା ୨୮୯ଟଙ୍କାର ପ୍ଲାନ୍‌: ୪୮ଦିନ ପର୍ଯ୍ୟନ୍ତ ମାଗଣା କଲିଂ ସୁବିଧା ସହିତ ମିଳିବ ଏତିକି ଡାଟା
0
ଡୁ ନଟ୍ ଡିସଟର୍ବ ! ଫେସବୁକ୍ ଲଞ୍ଚ୍ କଲା ଏହି ନୂଆ ଫିଚର
0
‘ହିଲିଅସ’ର ନୂଆ ଷ୍ଟୋର ଉଦ୍‌ଘାଟିତ
0
ଏବେ ଫେସ୍‌ବୁକ୍‌ ଆପ୍‌ ମାଧ୍ୟମରେ କ୍ରେଡିଟ୍‌/ ଡେବିଟ୍‌ କାର୍ଡ ଦ୍ୱାରା କରି ପାରିବେ ମୋବାଇଲ ରିଚାର୍ଜ
0
ପୂଜାରାଙ୍କ ଘରକୁ ଆସିଲା ନୂଆ ପରୀ
2
ଆରମ୍ଭ ହେଲା ବିଗ୍‌ବସ୍‌-୧୨ର ଅଡିସନ୍‌ : ଜଣେ ସାଥୀ ସହ ଆସିବାକୁ…
1
ବଲିଉଡ୍‌ର ଏହି  କଳାକାର ଯୋଡ଼ି ପ୍ରଥମେ ପରଦାରେ ଭାଇଭଉଣୀ ହୋଇଥିବା…
1
ଦ୍ବିତୀୟ ଟ୍ବେଣ୍ଟି-୨୦, ବର୍ଷା ଛଡ଼ାଇନେଲା ଭାରତ ସୁଯୋଗ
2
ଚାଇନା ଓପନ୍‌: ସାଇନା, ସିନ୍ଧୁ, ପ୍ରଣୟ ଆଗେଇଲେ
2
ଯୁବ ବାହିନୀ ଜଗତ ଜିତା
2
ବ୍ୟାଙ୍କ ଜମା ଉପରେ ସଙ୍କଟ
0
‘ଏଭନ୍‌ ଇ ସ୍କୁଟ୍‌ ଆଣ୍ଡ୍‌ ରିକ୍ସା’ର ନୂଆ ସୋ’ରୁମ୍‌
0
କିମ୍ବଦନ୍ତୀ: ରୋନାଲ୍‌ଡୋ
2
କେତେକ ରାଷ୍ଟ୍ରାୟତ ବ୍ୟାଙ୍କର ଘରୋଇକରଣ କରାଯାଇପାରେ: ଷ୍ଟେଟ ବ୍ୟାଙ୍କ ଅଧ୍ୟକ୍ଷ
0
ସଲମାନଙ୍କ ପାଇଁ ବଲିଉଡ୍‌ରେ ଏଣ୍ଟ୍ରି ମିଳିଥିବା କଥାକୁ ଅସ୍ୱୀକାର…
1
କ୍ୱାର୍ଟରରେ ୟୁନିଅନ୍‌ ସ୍ପୋର୍ଟିଂ
2
ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସ-ଏନ୍‌ସିଆର୍‌ ଫାଇନାଲ୍‌
2
ଗହମ, ଡାଲିର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି
0
ଦୃଷ୍ଟିହୀନ ବିଶ୍ୱକପ୍‌ କ୍ରିକେଟ୍‌: ଭାରତ-ଅଷ୍ଟ୍ରେଲିଆ ପଏଣ୍ଟ୍‌ ବାଣ୍ଟିଲେ
2
ମିଲ୍କ୍‌ ମନ୍ତ୍ରର ସଚେତନତା କାର୍ଯ୍ୟକ୍ରମ
0
ଜାତୀୟ ବାଳକ ହକି, ଉତ୍ତର ପ୍ରଦେଶ ସହ ପଏଣ୍ଟ୍‌ ବାଣ୍ଟିଲା ଗାଙ୍ଗ୍‌ପୁର-ଓଡ଼ିଶା
2
କଳିଙ୍ଗରେ କେକ୍‌ କାଟିଲେ ପ୍ରାୟୋରି
2
ଅକ୍ଷୟ ସ୍ମାରକୀ ଫୁଟ୍‌ବଲ୍‌ ସେମିରେ ଭୁବନେଶ୍ବର
2
ଆସନ୍ତା କାଲି ମିଳିବ ରିଅଲ ମି-୧ର ସୋଲାର ରେଡ୍‌ ମଡେଲ
0
ଗୁୁଗୁଲ୍‌ ଏବଂ ଆପେଲ୍‌ ଆପ୍‌ ଷ୍ଟୋର୍‌ରୁ କଟିଲା ସାର୍‌ହା ଆପ୍‌
0
ସାନ ଭଉଣୀ କରିନାଙ୍କ ସହ କରିସ୍ମା କପୁରଙ୍କର ସଂପର୍କ କେମିତି ?
1
ରାଜଧାନୀ ଓ ଶତାବ୍ଦୀର ଏକ୍ସପ୍ରେସ୍‌ର ନୂତନ କୋଚ୍‌ ଉନ୍ମୋଚନ କଲା ରେଳ ମନ୍ତ୍ରାଳୟ
0
ଓଡ଼ିଶା ଆସିଲା ‘ଜାୱା’ମୋଟରସାଇକଲ୍, ଖୋଲିଲା ନୂଆ ଡିଲର୍‌ସିପ୍
0
ଭାରତ-ପାକିସ୍ତାନକୁ ନେଇ ହେବାକୁ ଥିବା ଚଳଚ୍ଚିତ୍ରରେ ନଜର ଆସିବେ…
1
ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନ ଅଭିଯୋଗ କରି ସୋନମ କପୁର୍‌ଙ୍କ…
1
ଭୂଷଣ କିଣିବା ଦୌଡ଼ରେ ଜେଏସ୍‌ଡବ୍‌ଲ୍ୟୁ, ଟାଟା
0
ବ୍ୟାଙ୍କ ଠକେଇ: ନିରବଙ୍କ ଶତାଧିକ ବିଦେଶୀ ଘଣ୍ଟା ଜବତ
0
୬୪ କଂପାନି ବିକି ପାରିବେନି ସଂପତ୍ତି: ପିଏନ୍‌ବି ଠକେଇ ମାମଲାରେ ଏନ୍‌ସିଏଲ୍‌ଟିର କଟକଣା
0
ବିରୁଷ୍କାଙ୍କ ମୁମ୍ବାଇ ପାର୍ଟିରେ କେଉଁ କ୍ରିକେଟ ଏବଂ ବଲିଉଡ୍‌…
1
ଇଂଲାଣ୍ଡରେ ଭାରତୀୟ ଦଳର ଶୋଚନୀୟ ପ୍ରଦର୍ଶନ : କୋହଲି, ଶାସ୍ତ୍ରୀଙ୍କୁ ଜବାବ ମାଗିବ ବିସିସିଆଇ
2
ଚେନ୍ନାଇନ୍‌ ପ୍ରଶିକ୍ଷକ ନିଲମ୍ବିତ, ୪ ଲକ୍ଷ ଜରିମାନା
2
ଭାରତରେ ହୋଣ୍ଡା ସିଟିର ୨୦ ବର୍ଷର ଯାତ୍ରା
0
ଘରେ ଖାଦ୍ୟ ପ୍ରସ୍ତୁତ କରନ୍ତି ଟେଲିଭିଜନ୍‌ର ଏହି ୪ ଲୋକପ୍ରିୟ…
1
୪୦% ବ୍ୟବସାୟୀ ଟଙ୍କାଟେ ଜିଏସ୍‌ଟି ଦେଇନାହାନ୍ତି
0
ବିମୁଦ୍ରାୟନର ବର୍ଷେ ପରେ ୧୮୦୦ କୋଟି ଛୁଇଁଛି ଡିଜିଟାଲ ନେଣଦେଣ
0
ଆଇସିଆଇସିଆଇ ବ୍ୟାଙ୍କ୍‌ର ପୂର୍ବତନ ସିଇଓ ଚନ୍ଦା କୋଚରଙ୍କ ବିରୋଧରେ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି କଲା ସିବିଆଇ
0
ଦ୍ବିତୀୟ ଟ୍ବେଣ୍ଟି-୨୦ ଜିତିଲା ବାଂଲାଦେଶ
2
ଇ-କମର୍ସ କ୍ଷେତ୍ରରେ ପାଦ ଦେବ ରିଲାଏନ୍ସ : ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଳନୀରେ ଏହି ଘୋଷଣା କଲେ ମୁକେଶ ଅମ୍ବାନି
0
ସିଲି ପଏଣ୍ଟ୍‌:ଧୋତି-କୁର୍ତାରେ କ୍ରିକେଟ୍, ସଂସ୍କୃତରେ ଧାରା ବିବରଣୀ
2
ସଂସଦୀୟ କମିଟିରେ ହାଜର ହେବାକୁ ମନାକଲେ ଟ୍ବିଟର ସିଇଓ
0
ବିଜେତା ମିନର୍ଭାକୁ ମାତ୍‌ ଦେବା ଲକ୍ଷ୍ୟରେ ଆରୋଜ
2
ବଲିଉଡ୍‌ର କିଛି ପ୍ରସିଦ୍ଧ ପୋଷ୍ୟ ସନ୍ତାନଙ୍କ ବାପାମାଆ!
1
ନେହେରାଙ୍କ ଅନୁରୋଧ ରଖିଲେ ଉଚ୍ଚ ନ୍ୟାୟାଳୟ
2