text string | label int64 |
|---|---|
ଏବେ କ’ଣ ଅଜୟ-କାଜୋଲଙ୍କ କନ୍ୟା ନ୍ୟାସାଙ୍କ ପାଳି ! | 1 |
ଶେଷରେ ସଫଳ ଲେଉଟାଣି ଆଶା: ଆଜି ପଞ୍ଚମ ଦିନିକିଆ, ବୁଧବାରରୁ ଟ୍ବେଣ୍ଟି-୨୦ | 2 |
ରିଜର୍ଭ ବ୍ୟାଙ୍କର ବୋର୍ଡ ବୈଠକ ଆଜି, ଯୋଗଦେବେ ଜେଟଲି | 0 |
ପରଦାକୁ ଆସୁଛନ୍ତି ଓଲିଉଡର ଏହି ନୂଆ ଯୋଡି | 1 |
ନିଶ୍ୱାସ ନେବାରେ ଅସୁବିଧା ହେବାରୁ ଡ଼ାକ୍ତରଖାନାରେ ଭର୍ତ୍ତି ହେଲେ… | 1 |
ମହାରାଷ୍ଟ୍ରର ନାସିକରେ ପିଆଜର ହୋଲସେଲ ଦର ୧ ଟଙ୍କା, ଚିନ୍ତାରେ ଚାଷୀ | 0 |
ପାକିସ୍ତାନ ୯ ୱିକେଟ୍ରେ ପରାସ୍ତ: ଦକ୍ଷିଣ ଆଫ୍ରିକାର ଶୃଙ୍ଖଳା ବିଜୟ | 2 |
ସେମିଫାଇନାଲରେ ଦୂତି | 2 |
୨ ବର୍ଷ ମଧ୍ୟରେ ୮୫୧ଟି ଔଷଧର ମୂଲ୍ୟ ହ୍ରାସ ପାଇଛି | 0 |
ଓଡ଼ିଶାରୁ ଦୀପ୍ଗ୍ରେସ୍, ସୁନୀତା, ନମିତା, ଲିଳିମା | 2 |
ଜାତୀୟ ସଙ୍ଗୀତ ଗାନ ବେଳେ ଚୁଇଙ୍ଗମ୍ ଚୋବାଉଥିଲେ କୋହଲି! | 2 |
ପୁରୁଣା କଳଙ୍କ, ନୂଆ ଫର୍ଦ | 2 |
କଳିଙ୍ଗ ହସ୍ପିଟାଲ୍ର ୟୁରୋଲୋଜି ସଚେତନତା ପଦଯାତ୍ରା | 0 |
ହୋପମାନ୍ କପ୍: ସେରେନା ଅପରାଜେୟ ସତ୍ତ୍ବେ ଆମେରିକା ପଛୁଆ | 2 |
ଆଧାର ଲିଙ୍କ୍ ମହଲତ ମାର୍ଚ ୩୧ ପର୍ଯ୍ୟନ୍ତ ବଢ଼ିବ | 0 |
ଧୋନିଙ୍କ ତ୍ରିଶତକ ମ୍ୟାଚ୍: ପ୍ରଥମ ଭାରତୀୟ | 2 |
ହକି ମହାକୁମ୍ଭ ଉଦଘାଟନୀ ଉତ୍ସବ: ଧକ୍ଧକ୍ ଗର୍ଲ ମାଧୁରୀଙ୍କ ନୃତ୍ୟରେ ଝୁମିଲେ ଓ ଏ.ଆର୍.ରହମାନଙ୍କ ଗୀତରେ ମତୁଆଲ୍… | 2 |
ଜିଓଫୋନ୍ ଓ ଜିଓଫୋନ୍ ୨ ବ୍ୟବହାରକାରୀଙ୍କ ପାଇଁ ଜିଓରେଲ୍ ଆପ୍ ଉନ୍ମୋଚିତ | 0 |
ଡ୍ରିମ୍ସରେ ଓଡ଼ିଶା ଓ ତ୍ରିପୁରା ଦଳର ଅଭ୍ୟାସ | 2 |
ବିଜ୍ଞାପନ ବିବାଦ: ୩୫% ଅଧିକ କଣ୍ଡୋମ୍ ବିକ୍ରି | 0 |
ଅନୁଙ୍କ ଭୂମିକା ଏହି ସିନେମାରେ ଗ୍ଲାମରସ୍ ଥିଲା ,କିନ୍ତୁ… | 1 |
ପୂର୍ବାଞ୍ଚଳ ମହିଳା କ୍ରିକେଟ୍ ଦଳରେ ଓଡ଼ିଶାରୁ ୩ | 2 |
କ୍ୱାର୍ଟର ଫାଇନାଲ୍ରେ ସଂଘର୍ଷ କ୍ଲବ୍ | 2 |
କପିଲ ଶର୍ମା ଅଫିସରେ କବାଟ କିଳି ୧୨ଦିନ ପର୍ଯ୍ୟନ୍ତ କରିଥିଲେ… | 1 |
କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ପୁରୁଷ ହକି ବିଶ୍ୱ ଲିଗ ଫାଇନାଲ ଆରମ୍ଭ | 2 |
କ୍ଷମା ମାଗିବାକୁ ପ୍ରସ୍ତୁତ ଅଛି:ସାମି | 2 |
ପାରା ଏସିଆଡ୍:ଜୟନ୍ତୀଙ୍କୁ କାଂସ୍ୟ | 2 |
ଅଭ୍ୟାସ ପଡ଼ିଆରେ ଅନ୍ତର୍ଜାତୀୟ ସୁବିଧା | 2 |
ଆଇପିଏଲ୍ ୧୧: ଉଦ୍ଘାଟନୀ ମ୍ୟାଚ୍ରେ ‘ଚେନ୍ନାଇ ସୁପର କିଙ୍ଗସ୍’ର ରୋମାଞ୍ଚକ ବିଜୟ | 2 |
ବିମାନ ଟିକେଟ୍ ବାତିଲ ଦେୟ ୩୦୦୦ ଟଙ୍କାରୁ କମ୍ କରିବାକୁ ଏୟାର ଲାଇନ୍ସଙ୍କୁ କହିଲେ ସରକାର | 0 |
ରଣବୀର କପୁରଙ୍କ ମାଆଙ୍କୁ ଦେଖି ଲୁଚି ଚାଲି ଆସିଲେ ଏହି ଟପ୍ ବଲିଉଡ… | 1 |
ଆଇ ଲିଗ୍: ଆରୋଜ୍କୁ ହରାଇଲା ବାଗାନ | 2 |
ଓଲିଉଡର ଏହି ନୂଆ ଯୋଡ଼ିଙ୍କୁ ଜାଣନ୍ତି ତ ! | 1 |
୨୦୧୮ ଏସୀୟ କ୍ରୀଡ଼ା: ନୌଚାଳନାରେ ଭାରତକୁ ସ୍ୱର୍ଣ୍ଣ | 2 |
କରଣ ଜୋହରଙ୍କ ବାପା ୟଶ ଜୋହରଙ୍କ ଉପରେ ମଧୁବାଲା ଏମିତି ଫିଦା ହେଲେ… | 1 |
ପ୍ରିମିୟର ବ୍ୟାଡ୍ମିଣ୍ଟନ ଲିଗ୍ ଉଦ୍ଘାଟିତ | 2 |
ଦିଲ୍ଲୀଗାମୀ ସୀମାଞ୍ଚଳ ଏକ୍ସପ୍ରେସ୍ର ନଅଟି ଡବା କିପରି ଧାରଣାରୁ ଖସିଲା ସେନେଇ ତଦନ୍ତ ନିର୍ଦ୍ଦେଶ ଦେଲେ ରେଳମନ୍ତ୍ରୀ | 0 |
ସର୍ବଭାରତୀୟ ଲେଗ୍ କ୍ରିକେଟ୍ ଲାଗି ଓଡ଼ିଶା ଦଳ | 2 |
ଲେକ୍ସସ୍ ଆଣିଲା ବିଳାସପୂର୍ଣ୍ଣ କାର୍ | 0 |
ବିସିସିଆଇ ଆର୍ଟିଆଇ ପରିସରଭୁକ୍ତ | 2 |
ଆୟକର ରିଟର୍ଣ୍ଣ ଦାଖଲ ଅବଧି ଅକ୍ଟୋବର ୧୫ ପର୍ଯ୍ୟନ୍ତ ଘୁଞ୍ଚିଲା | 0 |
ଟେଲିକମ୍ ଶିଳ୍ପକୁ ମିଳିଲା ଜରୁରୀ ସହାୟତା | 0 |
ମାଲେସିଆରେ ହକି ବିଶ୍ୱକପ୍ର ପ୍ରଚାର କଲେ ଓଡ଼ିଆ କ୍ରୀଡ଼ାପ୍ରେମୀ | 2 |
କାଠମାଣ୍ଡୁ ଅନ୍ତର୍ଜାତୀୟ ଟାଏକୋଣ୍ଡୋ ଲାଗି ଓଡ଼ିଶାରୁ ୨୨ | 2 |
ନୂଆ ପଡ଼ିଆରେ ପୁରୁଣା ପ୍ରତିଦ୍ୱନ୍ଦ୍ୱୀ | 2 |
ରାଜେଶଙ୍କ ଶତକ ସତ୍ତ୍ୱେ ପାଳି ପରାଜୟ | 2 |
ସେନସେକ୍ସ ୬୯୦ ପଏଣ୍ଟ ଖସିଲା | 0 |
ଦିନକରେ ହେବ ଆୟକର ପ୍ରୋସେସିଂ, ୪୨୪୨ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର | 0 |
ବନ୍ଧୁକଚାଳନା ବ୍ୟୟ କମାଇବାକୁ ଚେଷ୍ଟା କରୁଛୁ: ଗଗନ | 2 |
ସଲମାନ୍ ଖାନ୍ଙ୍କ ଏହି ନାୟିକାଙ୍କ ପାଖରେ ଚିକିତ୍ସା ପାଇଁ ପଇସା… | 1 |
କ୍ରିକେଟ ପଡିଆରୁ ରାଜନୀତିର ମଇଦାନ ! ୨ ସ୍ଥାନରୁ ଜିଣି ସାଂସଦ ହେଲେ କ୍ୟାପଟେନ୍ ମସାରଫେ ମୋର୍ତଜା | 2 |
ବାଙ୍ଗାଲୋର ଓପିଏଲ୍: ୨୦ରେ କ୍ୱାର୍ଟର ଫାଇନାଲ୍ | 2 |
କ୍ୟାବ୍ରେ ଶୋଇପଡ଼ିବା ହେତୁ ୧ଲକ୍ଷ ଟଙ୍କାର ବିଲ୍ ଆସିଲା ! | 0 |
ଅରବିନ୍ଦ ସ୍ମାରକୀ ସର୍ବଭାରତୀୟ କ୍ରିକେଟ୍:କ୍ୱାର୍ଟରରେ ଦିଲ୍ଲୀର ଏମ୍ସିସିଏ | 2 |
ଏସିଆ କପ୍ ଖେଳିବ ଅଂଶୁମାନଙ୍କ ହଂକଂ | 2 |
ସିଏସ୍ଆର୍ ବ୍ୟୟରେ ବ୍ୟାପକ ଅସମାନତା | 0 |
ଷ୍ଟକ ମାର୍କେଟରେ ଅଧିକ ନିବେଶ କରିପାରିବେ ଇପିଏଫଓ ସଦସ୍ୟ! | 0 |
‘ଭାରତ-ପାକିସ୍ତାନ: ଗୋଟିଏ ଦେଶ, ଦୁଇ ନାମ’ | 2 |
ଈଶାଙ୍କ ବିବାହ ମଣ୍ଡପରେ ଚାର୍ ଚାନ୍ଦ ଲଗାଇଲା ବଚ୍ଚନ ସାହେବଙ୍କ… | 1 |
ବିବାହ ପରେ ମନ୍ଦିର ନ ଯାଇ ଶାହାରୁଖଙ୍କ ଘର ‘ମନ୍ନତ୍’ ସାମ୍ନାରେ… | 1 |
ରାଜଧାନୀ ଏକ୍ସପ୍ରେସ୍ ଟିକିଟ୍ କନ୍ଫର୍ମ ନ ହେଲେ ବିମାନଯାତ୍ରା କରି ପାରିବେ | 0 |
ମିତାଲିଙ୍କ ବିବାଦରେ ଫସିଗଲେ ପାୱାର | 2 |
ଚୀନ୍ ଓ ସ୍ପେନ୍ ବାହୁଡିଗଲେ | 2 |
କାଲାଙ୍କୁ ସ୍ୱର୍ଣ୍ଣ; ଇତିହାସ ରଚିଲେ ଜୋର୍ଗେନ୍ | 2 |
ଏଲ୍ପିଜି ଦାମ୍ ସାଢ଼େ ୬ ଟଙ୍କା କମିଲା | 0 |
ବିଶ୍ୱ ବନ୍ଧୁକଚାଳନା ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ଜିଣିଲେ ସୌରଭ ଚୌଧୁରୀ | 2 |
ବ୍ୟାଙ୍କ ସିଇଓଙ୍କ ଦରମାରେ ଲଗାମ ଲାଗିବ | 0 |
ଘରୋଇ ବ୍ୟାଙ୍କ ସହ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ଆଲୋଚନା | 0 |
ବାଲିଯାତ୍ରାରେ ଖିମ୍ଜୀ, ହିରୋ ଷ୍ଟଲ୍ | 0 |
‘ବିଗ୍ ବସ୍-୧୧’ ପାଲଟିଛି ଫ୍ୟାସନ ଡିଜାଷ୍ଟର! | 1 |
ଅଠର ବର୍ଷ ପୂବେ ଐଶ୍ଙ୍କ ପଛରେ ନାଚୁଥିବା ସାହିଦ ଏବେ ତାଙ୍କ ନାୟକ… | 1 |
ପେଟ୍ରୋଲ୍ କିଣିବା ପାଇଁ ଋଣ ମିଳିବ | 0 |
କାନାରା ବ୍ୟାଙ୍କରେ ୫୦୦ କୋଟି ଠକେଇ | 0 |
ଜେରଭଙ୍କୁ ଏଟିପି ଟୁର୍ ଫାଇନାଲ୍ସ ଟ୍ରଫି | 2 |
ବନ୍ଦ ହୋଇଯିବ ଲକ୍ଷେ ୧୩ ହଜାର ଏଟିଏମ୍! | 0 |
ସୋମବାର ଖୋଲିବ ‘ଲାବଣ୍ୟ ଜୁଏଲାରି’ | 0 |
ଜାଣନ୍ତୁ ସଲମାନଙ୍କ ଜନ୍ମଦିନ କେକ୍ ସଂପର୍କରେ ଏହି ସବୁ… | 1 |
ଆମିର-ରୋହିତ ମୁକାବିଲା ବେଶ୍ ରୋଚକ ହେବ | 2 |
୧୯୭୦: ମେକ୍ସିକୋରେ ବ୍ରାଜିଲ୍ ବିଜେତା:ପୋଲାଣ୍ଡରୁ ଆସିବ ଗୋଲ୍ପୋଷ୍ଟ | 2 |
ବିଦ୍ୟାଳୟ କ୍ରିକେଟ୍କୁ ବଞ୍ଚାଇ ରଖିଛି ୟୁନିଅନ୍ ସ୍ପୋର୍ଟିଂ | 2 |
ରାଜନଙ୍କ ପରାମର୍ଶ: ସଂସ୍କାର କିଭଳି ଲାଗୁ କରାଯାଏ, ମନମୋହନଙ୍କଠାରୁ ଶିଖ | 0 |
ବିଶ୍ୱକପ୍ ଅଭ୍ୟାସ ମ୍ୟାଚ୍:ଇଟାଲିକୁ ହରାଇଲା ଫ୍ରାନ୍ସ | 2 |
ଡାକ୍ତରଖାନା ଶଯ୍ୟାରୁ ଫେରି ରୁଟ୍ ପ୍ରଶଂସିତ | 2 |
ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ: ଧଓ୍ଵନଙ୍କ ପରେ କୋହଲି ଆଉଟ, ଭାରତ ୩/୧୭ | 2 |
ବିଶ୍ୱ କୀର୍ତିମାନ ସହ ରୁଷ୍କୁ ଦ୍ୱିତୀୟକୁ ନେଲେ ମେଦ୍ଭେଦେବା | 2 |
ରାଜ୍ୟଗୋଷ୍ଠୀ କ୍ରୀଡ଼ା: ନ୍ୟୁଜିଲାଣ୍ଡ ଠାରୁ ୩-୨ରେ ପରାସ୍ତ ହେବା ପରେ ଆସନ୍ତାକାଲି କାଂସ୍ୟ ପଦକ ପାଇଁ ଖେଳିବ ଭାରତ | 2 |
ଦୁଇଚକିଆ ପାଇଁ ୧୦% ଏବଂ କାର୍ ପାଇଁ ଦୁଇଗୁଣ ହେଲା ବୀମା ପ୍ରିମିୟମ୍ | 0 |
ଭାରତୀୟ ସଫ୍ଟ ଟେନିସ୍ ଦଳରେ ଦୁଇ ଓଡ଼ିଆ | 2 |
ସ୍ୱାମୀଙ୍କ ସହ କେଉଁ ବିଷୟରେ ବେଶି ଯୁକ୍ତି ହୁଏ ନୀଳନୟନାଙ୍କର? | 1 |
ଏସିଆ-ପାସିଫିକ୍ ମାଷ୍ଟର୍ସ ଗେମ୍ସ:ରେଖାଙ୍କୁ ରୌପ୍ୟ | 2 |
ବ୍ରାଣ୍ଡ୍ସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ ୨୦୧୯ | 0 |
୯, ୫୦୦ କର୍ମଚାରୀ ନିଯୁକ୍ତି କରିବ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ | 0 |
ସାହାରୁଖ ସଲମାନଙ୍କ ସହ ନଜର ଆସିବେ ନାହିଁ କ୍ୟାଟ୍ରିନା | 1 |
ବିସିସିଆଇକୁ ଉଚ୍ଚତମ ନ୍ୟାୟାଳୟ ନୋଟିସ୍ | 2 |
ଜଣେ ଡ୍ରାଇଭରରେ ଚାଲିବ ନ୍ୟାସନାଲ ପରମିଟ୍ ଥିବା ଗାଡ଼ି | 0 |
ଡ଼ନ୍ ମାନେ ଅମିତାଭ ବଚ୍ଚନ ,ମୋଗାମ୍ବୋ ମାନେ ଅମ୍ରିଶ ପୁରୀ | 1 |
ରାଜୀବଙ୍କୁ ଏମ୍ସିଏଲ୍ ସିଏମ୍ଡି ଭାବେ ଅତିରିକ୍ତ ଦାୟିତ୍ୱ | 0 |
ଘର ଘର ବୁଲି ସିଲିଣ୍ଡର ଯୋଗାଉଥିବା ଏହି ଯୁବକ ନ୍ୟାସନାଲ ଆଥଲେଟିକ୍ ମିଟରେ ଭାଗ ନେଇଛନ୍ତି | 2 |
ଚେନ୍ନାଇନର ଲଗାତାର ପରାଜୟ | 2 |
ଶ୍ରୀଦେବୀଙ୍କୁ ହତ୍ୟା କରାଯାଇଛି: ସୁବ୍ରମଣ୍ୟମ୍ ସ୍ୱାମୀ | 1 |
Subsets and Splits
No community queries yet
The top public SQL queries from the community will appear here once available.