text string | label int64 |
|---|---|
ତୃତୀୟ ଟେଷ୍ଟ୍ରୁ ହେରାଥ ବିଦା | 2 |
କିଟ୍ରେ ଖେଳାଯିବ ଭିଜି ଟ୍ରଫି | 2 |
ଇଡେନ୍ ଗାର୍ଡେନରେ ସେଦିନର ସ୍ମୃତିକୁ ଆତ୍ମଜୀବନୀ ପୁସ୍ତକରେ ସ୍ଥାନ ଦେଲେ ମହାନ୍ କ୍ରିକେଟର ଭିଭିଏସ୍ ଲକ୍ଷ୍ମଣ | 2 |
ଆଇପିଏଲ୍-୧୧ ପଏଣ୍ଟ୍ ତାଲିକା: ଟୋପି ଟକ୍କର | 2 |
ସୁଲତାନ୍ ଆଜଲାନ୍ ଶାହ କପ୍: ଭାରତ ୨-୪ ଗୋଲରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ | 2 |
ଅଂଶୁଙ୍କ ଆଶା ଏଟିପି | 2 |
ଆସନ୍ତା କାଲି ଆରମ୍ଭ ହେବ ଜିଓର ସାମସଙ୍ଗ ଗାଲାକ୍ସି ଏମ ସିରିଜ ଅଫର | 0 |
ପ୍ରତିଟି ସିନେମାରେ ତମନ୍ନାଙ୍କୁ ମିଳିଛି ନୂଆ ନାୟକଙ୍କ ସାଥ୍ | 1 |
ଜନ୍ମଦିନରେ ଜାଣିବା ଆଲିଆଙ୍କ ପ୍ରେମ ବିଷୟରେ : ଏବେ କାହା ସହ ସେ… | 1 |
ଧୋନିଙ୍କ ନକଲ କରୁଛି ତାଙ୍କ ପୋଷା କୁକୁର, ପତ୍ନୀ ସାକ୍ଷୀ କଲେ ଭିଡିଓ ପୋଷ୍ଟ | 2 |
ଗୁଣତିଳକ ୬ ମ୍ୟାଚ୍ରୁ ବାସନ୍ଦ | 2 |
କଟକରେ ଜାତୀୟ ଟେବୁଲ୍ ଟେନିସ୍ ୪ରୁ: ୧୦ରୁ ଅଧିକ ଆନ୍ତର୍ଜାତିକ ଖେଳାଳି ସହ ଭାଗ ନେବେ ୫୫୦ | 2 |
ରିଅଲ୍ କଶ୍ମୀର ସହ ପଏଣ୍ଟ୍ ବାଣ୍ଟିଲା: ସମ୍ମାନ ସହ ଘରୋଇ ଅଭିଯାନ ଶେଷ କଲା ଆରୋଜ | 2 |
କଟକରେ ଜାତୀୟ ମହିଳା ଫୁଟବଲ୍ | 2 |
ଆଇପିଏଲ୍ ନିଲାମ ପାଇଁ ୧୦୦୦ ଉର୍ଦ୍ଧ୍ବ ପଞ୍ଜୀକୃତ | 2 |
ବିଗ୍ ବି’ ଟୁଇଟରକୁ କହିଲେ ବାଏ, ବାଏ; ଜାଣନ୍ତୁ କାହିଁକି… | 1 |
ପ୍ରଥମ ଦିନିକିଆ: କୁଲଦୀପଙ୍କ ଛକାରେ ଇଂଲଣ୍ଡ ଧରାଶାୟୀ, ଭାରତକୁ ମିଳିଲା ୨୬୯ ରନ୍ ଟାର୍ଗେଟ | 2 |
ଏଣିକି ଦୁଇଦିନରେ ହୋଇଯିବ ଆପଣଙ୍କ ମୋବାଇଲ ନମ୍ବର ପୋର୍ଟ | 0 |
ଅଚଳ ହୋଇପାରେ ୫୦ ଓ ୨୦୦ଟଙ୍କିଆ ନୋଟ ! ଜାଣନ୍ତୁ କାରଣ | 0 |
କାହିଁକି ଓଲିଉଡ୍ରେ ନଜର ଆସୁ ନାହାନ୍ତି ଏହି ବେଙ୍ଗଲୀ ବିଉଟି ? | 1 |
ଏସୀୟ କନିଷ୍ଠ ଭାରୋତ୍ତୋଳନ:ଝିଲ୍ଲୀଙ୍କୁ ରୌପ୍ୟ, ସ୍ନେହାଙ୍କୁ କାଂସ୍ୟ | 2 |
ଟିମ୍-ଇଣ୍ଡିଆକୁ ଧୋନି ଓ ସାକ୍ଷୀଙ୍କ ଡିନର : ସାଥୀ ଖେଳାଳିଙ୍କ ସହ ମଜାଦାର ମୁହୂର୍ତ୍ତ ବିତାଇଲେ | 2 |
ଭାରତରେ ବଢ଼ୁଛି ଡୋପିଂ ସମସ୍ୟା | 2 |
ରିତିକ୍ ରୋଶନ୍ଙ୍କପାଇଁ ପରିଶ୍ରମ କରୁଛନ୍ତି ଏହି ନାୟିକା | 1 |
ଦରକାର ପଡ଼ିଲେ ବଲ୍ ଛାଡ଼ି ବମ୍ ଧରିବି: ସାମି | 2 |
ନିରବଙ୍କ ପ୍ରତି ଏତେ ଦରଦ! | 0 |
କେନ୍ କୀର୍ତିମାନ | 2 |
ସିଡନୀ ଟେଷ୍ଟରେ ଚେତେଶ୍ୱର ପୂଜାରାଙ୍କ ଦମଦାର ଶତକ, ଦୃଢ଼ସ୍ଥିତିରେ ଭାରତ | 2 |
ଅଫ୍ ସାଇଡ୍: ନବଜାତ କନ୍ୟାକୁ ଦେଖିବାକୁ ସ୍ୱତନ୍ତ୍ର ଜେଟ୍ରେ ସ୍ୱଦେଶ ଗଲେ ନଡ୍ସେନ୍ | 2 |
ଅଭିନେତ୍ରୀ ଆସୀନ୍ ମା’ ହେଲେ, ଅକ୍ଷୟ କୁମାର ତାଙ୍କ ଝିଅର ପ୍ରଥମ… | 1 |
ଭାରତୀୟ ଖୋଖୋ ଦଳରେ ଜଗନ୍ନାଥ ଓ ଭରତ | 2 |
ଧୋନିଙ୍କ ପତ୍ନୀ ସାକ୍ଷୀ ଓ ଅନୁଷ୍କା ହେଉଛନ୍ତି ପିଲାଦିନର ସାଥୀ | 1 |
ଭାରତ-ନ୍ୟୁଜିଲାଣ୍ଡ ନିର୍ଣ୍ଣାୟକ ଦିନିକିଆ: ରୋହିତଙ୍କ ୧୫ତମ ଶତକ, ଭାରତ ୧/୧୮୩ | 2 |
ଖେଲୋ ଇଣ୍ଡିଆରୁ ଓଡ଼ିଶାକୁ ଆଉ ୩ ପଦକ | 2 |
ଦି ଦିନରେ ଖେଳ ଖତମ: ଭାରତ ପାଳି ଓ ୨୬୨ ରନ୍ରେ ଜିତିଲା | 2 |
ଚୀନ୍ରେ ଏଇ ମାସରେ ରିଲିଜ୍ ହେବ ‘ଠଗ୍ସ ଅଫ ହିନ୍ଦୋସ୍ତାନ’ | 1 |
ଜାତୀୟ ବାଳିକା ଫୁଟ୍ବଲ୍ କ୍ୱାର୍ଟର୍ ଫାଇନାଲ୍ରେ ଓଡ଼ିଶା | 2 |
ବିଦର୍ଭ ବଜାୟ ରଖିଲା ରଣଜୀ ଟ୍ରଫି | 2 |
ଆମାଜନ ପ୍ରାଇମ ଡେରେ ବଜାରକୁ ଆସିବ ୨୫ଟି ଷ୍ଟାର୍ଟଅପ୍ ପ୍ରଡକ୍ଟ | 0 |
ମ୍ୟାକ୍ସୱେଲଙ୍କ ଶତକ, ବେଙ୍ଗାଲୁରୁ ଟି-୨୦ ବିଜୟୀ ହୋଇ ଇତିହାସ ରଚିଲା ଅଷ୍ଟ୍ରେଲିଆ, ୨-୦ରେ ଜିତିଲା ଶୃଙ୍ଖଳା | 2 |
୧୮ ନମ୍ବର ଜର୍ସି ପିନ୍ଧୁଥିବା ବିରାଟ ୧୮ ପାଦ ଦୂର ଅତିକ୍ରମ କଲେ ସୃଷ୍ଟି କରିବେ ଆଉ ଏକ ରେକର୍ଡ | 2 |
ପରଦାରେ ମିଥୁନଙ୍କ ସହ ଚୁମ୍ବନ ଦେବାକୁ ମନା କରିଥିଲେ ଶ୍ରୀଦେବୀ… | 1 |
ଏହି ତାରିଖରେ ନିକ୍ ଜୋନ୍ସଙ୍କ ଘର ଲୋକେ ଭାରତ ଆସୁଛନ୍ତି ,… | 1 |
ଟ୍ରଫି ଟକ୍କର: ଆଜି ତୃତୀୟ ଟେ୍ଵଣ୍ଟି-୨୦ | 2 |
ଆଇପିଏଲ୍ ୧୧: ପଞ୍ଜାବ ବିପକ୍ଷରେ ଖାତା ଖୋଲିବାକୁ ଉଦ୍ୟମ କରିବ ବିରାଟଙ୍କ ରୋୟାଲ ଚ୍ୟାଲେଞ୍ଜର୍ସ | 2 |
ଅଷ୍ଟ୍ରେଲିଆଠୁ ହାରିଲା ଭାରତ | 2 |
ଭିଡ଼ର ଫାଇଦା ଉଠାଇ ଅଭିନେତ୍ରୀ ଜରିନ୍ ଖାନ୍ଙ୍କୁ ଅଶାଳୀନ ଭାବରେ… | 1 |
ନୋକିଆର ନୂଆ ଫୋନ୍ | 0 |
ହାମିଲଟନ୍ ଜିତିଲେ ରସିଆନ୍ ଗ୍ରାଁ ପ୍ରି | 2 |
ପଞ୍ଚଭୂତରେ ଲୀନ ହେଲା ଶ୍ରୀଦେବୀଙ୍କ ମରଶରୀର | 1 |
ପାକିସ୍ତାନ ଯିବାକୁ ଶ୍ରୀଲଙ୍କା ଖେଳାଳି ଅମଙ୍ଗ | 2 |
ନାଲକୋର ୩ଟି ପ୍ରକଳ୍ପ ଲୋକାର୍ପିତ | 0 |
ସାମ୍ବାଦିକାଙ୍କ ସହ ଆଫେଆର୍ ଥିଲା ଏହି ସୁପରଷ୍ଟାରଙ୍କର | 1 |
କ୍ରୀଡ଼ା ଦିବସରେ କମାଲ ଆଶା: ୨୦୦ ମିଟର ଫାଇନାଲରେ | 2 |
ନୂଆ ରୂପରେ ଆସିବେ ଅନୁ ଚୌଧୁରୀ | 1 |
ଆଧାର ଯୋଗୁଁ ଧରାପଡ଼ିଛନ୍ତି ୫ କୋଟି ନକଲି ହିତାଧିକାରୀ | 0 |
ଏସୀୟ ବ୍ୟାଡ୍ମିଣ୍ଟନ୍ ଦ୍ୱିତୀୟ ପର୍ଯ୍ୟାୟରେ ସାଇନା, ସିନ୍ଧୁ, ଶ୍ରୀକାନ୍ତ | 2 |
ଭାରତଠୁ ଅନ୍ୟମାନେ ଢେର ଆଗରେ: ଅଜିତ ପାଲ୍ ସିଂହ | 2 |
କଟକରେ ଏଆଇଏଫ୍ଏଫ୍ ‘ଡି’ ଲାଇସେନ୍ସ ପାଠ୍ୟକ୍ରମ | 2 |
ଏହି ୫ ଜଣ ଅଭିନେତ୍ରୀ ବି-ଗ୍ରେଡ୍ ଫିଲ୍ମରୁ ନିଜ ଅଭିନୟ ଜୀବନର… | 1 |
ମାର୍ଚ ୨୫ରୁ ପଞ୍ଚକୁଲାରେ ଜାତୀୟ ଭିନ୍ନକ୍ଷମ କ୍ରୀଡ଼ା | 2 |
ଅଂଶୁ ଭୂୟାଁ ଉପ ବିଜେତା, ଆଇଟା ୧ ଲକ୍ଷ ପୁରୁଷ ପ୍ରତିଯୋଗିତା | 2 |
ରଣବୀରଙ୍କ ପରିବାର ଦେଲେ ଦୀପିକା ପାଦୁକୋନ୍ଙ୍କୁ ଏହି ଉପହାର | 1 |
ବ୍ୟାଙ୍କ ଏନ୍ପିଏ ୭ ଲକ୍ଷ କୋଟି ଟପିଲା | 0 |
ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାରତୀୟ ସେନାକୁ ଥଟ୍ଟା କରି… | 1 |
ଇଡ୍କୋକୁ ଗୋଲ୍ଡେନ୍ ପିକକ୍ ପୁରସ୍କାର | 0 |
ମୋଦି ଏହି ସ୍ୱତନ୍ତ୍ର ରେଳ ଇଞ୍ଜିନ୍କୁ ଦେଖାଇଲେ ସବୁଜ ସଙ୍କେତ, ଜାଣନ୍ତୁ ଏଥିରୁ ମିଳିବାକୁ ଥିବା ଫାଇଦା | 0 |
ଅନ୍ତର୍ଜାତୀୟ ଖୋଖୋ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ୍ ହେଲା ଭାରତ: ଏହି ବଣ୍ଡା ଯୁବକଙ୍କ ନେତୃତ୍ୱରେ ସ୍ୱର୍ଣ ଜିଣିଲା | 2 |
ରେଳବାଇର ଘରୋଇକରଣ ହେବନି:ମନ୍ତ୍ରୀ | 0 |
ଗୋବିନ୍ଦଙ୍କ ଅର୍ଧଶତକ: ଓଡ଼ିଶାର ବିଜୟ ଅଭିଯାନ | 2 |
ଓଡ଼ିଆ ଝିଅ ନମିତା ଟପ୍ପୋ ଖେଳିଲେ ୧୫୦ତମ ଅନ୍ତର୍ଜାତୀୟ ମ୍ୟାଚ୍, ହକି ଇଣ୍ଡିଆ ଜଣାଇଲା ଶୁଭେଚ୍ଛା | 2 |
ଦୁବାଇ ଟେଷ୍ଟରେ ୟାସିର୍ଙ୍କୁ ୧୪ ୱିକେଟ୍:ପାକିସ୍ତାନର ପାଳି ବିଜୟ | 2 |
ଇଣ୍ଡିଗୋ ସଭାପତିଙ୍କ ଇସ୍ତଫା | 0 |
ବଲାଙ୍ଗୀର ପ୍ରଥମ ଥର ଜିତିଲା ସାହାଣୀ କପ୍ | 2 |
ବିହାରୀ ଶିକ୍ଷକ ସାଜିଛନ୍ତି ହ୍ରିତିକ୍ | 1 |
ବିଜୟ ପାଇଁ ଭାରତକୁ ୨୩୧ ରନ୍ ଟାର୍ଗେଟ ଦେଲେ ନ୍ୟୁଜିଲାଣ୍ଡ ଟିମ୍ | 2 |
ଟ୍ରେନ୍ ବିଳମ୍ବ ହେଲେ ଯାତ୍ରୀଙ୍କୁ ମିିଳିବ ଏସ୍ଏମ୍ଏସ୍ | 0 |
ହାମିଲଟନ୍ ଜିତିଲେ ୟୁଏସ୍ ଗ୍ରାଁ ପ୍ରି | 2 |
ମୁହଁ ଖୋଲିଲେ ଆଉ ଜଣେ ଅର୍ଥନୀତିଜ୍ଞ | 0 |
ଦରମାକୁ ଟପିଯିବ ପେନ୍ସନ୍ ଖର୍ଚ | 0 |
ପର୍ଥ ଭଳି ହେବ ମେଲବର୍ନ ପିଚ୍ | 2 |
ଜାତୀୟ ବାଳିକା ଖୋଖୋରେ ଓଡ଼ିଶାକୁ ରୌପ୍ୟ | 2 |
ଭାରତରେ ଲଞ୍ଚ୍ ହେଲା ଭିଭୋର ଏହି ବହୁଚର୍ଚ୍ଚିତ ସ୍ମାର୍ଟଫୋନ, ଏହାର ଏକ ସ୍ୱତନ୍ତ୍ର ବିଶେଷତ୍ୱ ରହିଛି, ତାହା କଣ… | 0 |
ଆମ୍େଓ୍ଵର ଶିଶୁ ଦିବସ ପାଳନ | 0 |
ବିରାଟ ସଚିନଙ୍କ ନିକଟତର: ସାକ୍ଲେନ୍ | 2 |
ବିରଳ ଟି-୨୦ କୀର୍ତ୍ତିମାନ : ବିନା ରନ୍ରେ ସବୁ ଓ୍ଵିକେଟ୍ | 2 |
ନିଜଠୁ ୧୫ ବର୍ଷ ସାନ ଏହି ଯୁବକକୁ ଡେଟ୍ କରୁଛନ୍ତି… | 1 |
ବିନା ଆପତ୍ତିରେ ଯୌନଉଦ୍ଦୀପକ ଦୃଶ୍ୟରେ ଅଭିନୟ ଲାଗି ଚୁକ୍ତି… | 1 |
ଇଭାଙ୍କାଙ୍କ ପରାମର୍ଶ: କର୍ମ କ୍ଷେତ୍ରରେ ମହିଳାଙ୍କ ସଂଖ୍ୟା ବଢ଼ାଅ | 0 |
ଅଭିନୟରେ ପକ୍କା, ଖେଳରେ କଚ୍ଚା: ବାୟୋପିକ୍ ପାଇଁ ଶ୍ରଦ୍ଧାଙ୍କ ପ୍ରସ୍ତୁତିରେ ଖୁସି ନାହାନ୍ତି ସାଇନା | 2 |
#ମି ଠୁରେ ଫସିଲେ ନିର୍ଦ୍ଦେଶକ ଦିବାକର ବାନାର୍ଜୀ : ଅଭିନେତ୍ରୀ… | 1 |
ଓଡ଼ିଶାରୁ ଅନ୍ତର୍ଜାତୀୟ ଉଡାଣ: ପ୍ରଥମେ ମାଲେସିଆ, ଏବେ ଥାଇଲାଣ୍ଡ, ଆଗକୁ ଦୁବାଇ | 0 |
ଅନିଲ ଅମ୍ବାନି ୨ଜି ମୋବାଇଲ୍, ଡିଟିଏଚ୍ ସେବା ବନ୍ଦ କରିବେ! | 0 |
କିଟ୍ ଅନ୍ତର୍ଜାତୀୟ ଚେସ୍ ମହୋତ୍ସବ:ଦେବାଶିଷଙ୍କ ସହ ୬ ମିଳିତ ଶୀର୍ଷରେ | 2 |
ଜାତୀୟ ଟେନିସ୍ କ୍ରିକେଟ୍:ଯୁଗଳ ବିଜୟ ସହ କ୍ୱାର୍ଟରରେ ଓଡ଼ିଶା | 2 |
ଜାଦେଜାଙ୍କ ହୋଟେଲ ଉପରେ ଚଢ଼ଉ | 2 |
ମୁଖ୍ୟମନ୍ତ୍ରୀ ନବୀନଙ୍କ କରକମଳରେ ହକି ଷ୍ଟାଡିୟମ୍ ଉଦ୍ଘାଟିତ, ପ୍ରଦର୍ଶନୀ ମ୍ୟାଚରେ ଦିଲୀପଙ୍କ ଦଳ ୨-୧ରେ ବିଜୟୀ | 2 |
ଏହି କାରଣକୁ ନେଇ ଶାହରୁଖ୍ ଖାନ୍ଙ୍କ ଉପରେ ଅସନ୍ତୁଷ୍ଟ… | 1 |
ଗୁଣ୍ଡା ବନିବେ ରାଜ କୁମାର ରାଓ | 1 |
ୟାମୀ ଗୌତମ୍ଙ୍କୁ ନ ନେବାଲାଗି ଚାପ ପକାଇଥିଲେ ଏହି… | 1 |
Subsets and Splits
No community queries yet
The top public SQL queries from the community will appear here once available.