id
int64
0
58.8k
text
stringlengths
99
15.1k
200
ଅନ୍ତିମ ମ୍ୟାଚ୍‌ ଡ୍ର ଭାରତୀୟ ମହିଳା ହକି ଦଳ ଆୟୋଜକ ଦକ୍ଷିଣ କୋରିୟା ବିପକ୍ଷ ଅନ୍ତିମ ମ୍ୟାଚକୁ ୧-୧ରେ ଡ୍ର ରଖି ଖେଳିଛି । ଭାରତୀୟ ମହିଳା ହକି ଦଳ ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ
201
ପୁରୀ, ୩/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଆସନ୍ତା ୯ ତାରିଖରୁ ଆରମ୍ଭ ହେବ ବସଷ୍ଟାଣ୍ଡ ପୁନରୁଦ୍ଧାର କାର୍ଯ୍ୟ। ଏଥିପାଇଁ ୭ ତାରିଖରେ ପ୍ରସ୍ତୁତି ଚୂଡାନ୍ତ ସହ ୮ ତାରିଖରେ ଲେବଲିଙ୍ଗ କରାଯିବ ବୋଲି ସର୍କିଟ୍ ହାଉସ ଠାରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି ୩ ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏ ଦିଗରେ ବିଭାଗୀ...
202
କିଷାନ ଜନଜାତି ଦେବଗଡ଼ ଜିଲାର ଜଙ୍ଗଲ ତଥା ପାହାଡ଼ିଆ ସୀମାବର୍ତ୍ତୀ ଅଞ୍ଚଳରେ ବସବାସ କରନ୍ତି। ଚାଷ ସହିତ ଜଙ୍ଗଲରୁ ମହୁ, ମହୁଲ, ଝୁଣା, ଲାଖ ଆଦି ସଂଗ୍ରହ କରି ଗୁଜୁରାଣ ମେଣ୍ଟାଇଥାନ୍ତି। ଅବସର ସମୟରେ ବିଭିନ୍ନ ଉତ୍ସବ ପାଳନ କରିଥାନ୍ତି। ଚାଙ୍ଗୁ ବାଦ୍ୟଯନ୍ତ୍ର ବଜାଇ ମିଳିତ ଭାବେ ମନ ଖୁସିରେ ଗୀତ ଗାଇଥାନ୍ତି।
203
ମୁଣ୍ଡା ଜନଜାତି ଦେବଗଡ଼ ଜିଲାର ଜଙ୍ଗଲରେ ବସବାସ କରିଥାନ୍ତି। ଚାଷକାମ, ଜଙ୍ଗଲରୁ ଫଳମୂଳ ସଂଗ୍ରହ କରି ତଥା ନିକଟବର୍ତ୍ତୀ ଗାଁରେ ମୂଲଲାଗି ପରିବାର ପୋଷଣ କରିଥାନ୍ତି।
204
ଭୂୟାଁ ଜନଜାତି ଜଙ୍ଗଲ ନିକଟବର୍ତ୍ତୀ ଗାଁରେ ମୂଲଲାଗି ପେଟ ପୋଷିଥାନ୍ତି। ଖଜୁରି ଓ ତାଳ ତାଡି ସଂଗ୍ରହ କରି ବିକିବା, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଗୁଜୁରାଣ ମେଣ୍ଟାଇଥାନ୍ତି।
205
ଓରାମ୍‌ ଜନଜାତି ଦେବଗଡ଼ ଜିଲାର ପାହାଡ଼ିଆ ଅଞ୍ଚଳରେ ବସବାସ କରନ୍ତି। ଦେବୀ କରମାଶୁଣୀଙ୍କ ପୂଜା ଏହି ଜନଜାତିଙ୍କର ମୁଖ୍ୟ ଉତ୍ସବ। ଏହି ଅବସରରେ ଧାଙ୍ଗଡା-ଧାଙ୍ଗଡି ହାତ ଧରାଧରି ହୋଇ କରମା ନାଚ କରିଥାନ୍ତି।
206
ଗୋଣ୍ଡ ଜନଜାତି ସମ୍ପ୍ରଦାୟ ଦେବଗଡ଼ର ପାହାଡ଼ିଆ ଅଞ୍ଚଳରେ ବସବାସ କରନ୍ତି। ପୌଷ ଓ ଚୈତ୍ର ମାସରେ ସେମାନେ ବିଭିନ୍ନ ମେଳା ମହୋତ୍ସବରେ ସମୟ କାଟିଥାନ୍ତି। ଚାଷକାମ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହକରି ନିକଟସ୍ଥ ବଜାରରେ ବିକ୍ରିକରି ଗୁଜୁରାଣ ମେଣ୍ଟାଇଥାନ୍ତି।
207
ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର୍‍ଙ୍କ ସ୍ଥାନୀୟ ନିର୍ବାଚନମଣ୍ଡଳୀ କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଛି। ବିଜେପି ଯୁବମୋର୍ଚ୍ଚାର କର୍ମୀମାନେ ଏହି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। କାର୍ଯ୍ୟାଳୟ ଉପରେ ଆକ୍ରମଣ ସମୟରେ ଥରୁର୍‍ ସେଠାରେ ନ ଥିଲେ। ତେବେ ସ୍ଥାନୀୟ କେତେକ ଲୋକ ସେମାନଙ୍କ ଅଭିଯୋଗ ସାଂସଦଙ୍କୁ ଜଣାଇବା ପାଇଁ ସେଠାରେ ଉପସ୍ଥିତ ଥିଲେ।
208
ଏହି ଘଟଣା ନେଇ ଥରୁର୍ କହିଛନ୍ତି, ‘ମୁଁ ଜାଣିଛି ଯେ, ଏହା ହିନ୍ଦୁବାଦ ନୁହେଁ। ମୁଁ ଏକ ସାଧାରଣ ନାଗରିକର ଅଧିକାରରେ ପଚାରୁଛି ଯେ, ଦେଶରେ କ’ଣ ଚାଲିଛି ?’ଥରୁର୍‌ କିଛିଦିନ ତଳେ କହିଥିଲେ, ବିଜେପି ସମ୍ପର୍କରେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ, ‘ଆଗାମୀ ନିର୍ବାଚନରେ ବିଜେପି ସରକାର ଗଠନ କଲେ, ସେ ସମ୍ବିଧାନ ବଦଳାଇ ଦେବ। ଭାରତ ହିନ୍ଦୁ ପାକିସ୍ତାନରେ ପରିବର୍ତ୍ତନ ହୋଇଯିବ।’ ...
209
କଂଗ୍ରେସ ଉକ୍ତ ଘଟଣାରେ ଅସନ୍ତୋଷ ପ୍ରକାଶ କରିଛି। ଏଭଳି ଏକ ଘୃଣ୍ୟ ଆକ୍ରମଣ ବିଜେପିର ଅସଲ ଚେହେରାକୁ ପଦାରେ ପକାଇ ଦେଇଛି ବୋଲି ରାଜ୍ୟ ବିରୋଧୀ ଦଳ ନେତା ରମେଶ ଚେନିଥାଲା କହିଛନ୍ତି। ଥରୁର୍‌ଙ୍କର ଏଭଳି ବୟାନ୍‌ ପାଇଁ ଥରୁର୍‌ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ବିଜେପି ଚାହୁଥିବାବେଳେ ଥରୁର୍‌ କିନ୍ତୁ ନିଜ ବୟାନକୁ ଠିକ୍‌ ବୋଲି କହିଛନ୍ତି। ଅନ୍ୟ ପକ୍ଷରେ ଶଶି ଥରୁର୍‌ ଅଭିଯୋଗ ଆଣିଛନ୍ତି ଯେ...
210
ଜମିହରା କୃଷକ ଏକତା ମଂଚର ଗିରଫ ତିନି ଜଣ ସଦସ୍ୟଙ୍କ ଜାମିନ ନାମଜୁଂର ହୋଇଯାଇଛି । ଆବାହକ ଅଭୟ ସାହୁ, ସାରଦା ଜେନା ଓ ବିପିନୀ ମହରଣାଙ୍କୁ ସବଜେଲକୁ ପଠାଇଦିଆଯାଇଛି । ସେପଟେ ଏହାର ପ୍ରତିବାଦରେ କୃଷକ ଏକତା ମଂଚ ପକ୍ଷରୁ ଅଭୟଚାନ୍ଦପୁର ଥାନା ଘେରାଉ କରାଯାଇଛି । ଜମିହରାମାନେ ନିଜ ଅଧିକାର ପାଇଁ ଲଢେଇ ଜାରି ରଖିଛନ୍ତି । ଫେବ୍ରୁଆରୀ ୭ ତାରିଖରେ ଏହି ତୈଳ ବିଶୋଧନାଗାରକୁ ଉଦଘାଟନ କରିଥିଲେ ପ...
211
ଏହି ଉତ୍ସବରେ "ବୃନ୍ଦା',"ନିରୂପାୟ',"ପେନ୍ସନ୍' ଏବଂ "ଠିକଣା' ପ୍ରଭୃତି ୪ଟି ଓଡ଼ିଆ ଚଳଚିତ୍ର ମଧ୍ୟ ପ୍ରଦର୍ଶିତ କରାଯିବ । ଏହାଛଡ଼ା ହିନ୍ଦୀ,ବଙ୍ଗଳା,ତାମିଲ୍ ଆଦି ଭାଷାରେ ପ୍ରସ୍ତୁତ ୬ଟି ଚଳଚିତ୍ର ପ୍ରଦର୍ଶିତ କରାଯିବ ।
212
ସତକଥା କହିବାକୁ ଗଲେ ଓଡିଶାରେ ଅକ୍ଷୟ ମହାଂତିଂକ ଗୀତ ଶୁଣିନଥିବା ଲୋକ କେହି ନଥାନ୍ତି। ଓଡିଶାର ସାମାଜିକ ଜୀବନରେ ଅକ୍ଷୟ ମହାନ୍ତି, ଏକ କିମ୍ବଦନ୍ତି, ଅନେକ କାହାଣୀର ନାୟକ, ଅନେକ ପାପ ଓ ପୂଣ୍ୟର ମୂର୍ଛନା।
213
୧୯୬୦ ରୁ ପ୍ରାୟ ପଚାଶ ବର୍ଷ ଧରି ଓଡିଆ ସିନେମାରେ ଓ ୧୯୩୭ ରୁ ୧୯୬୦, ପ୍ରାୟ ୨୩ ବର୍ଷ ପେଶାଦାର ଥିଏଟର୍ ରେ ମଣିମାଳା ଦେବୀଙ୍କ ଯାଦୁକରୀ ଅଭିନୟ ଦର୍ଶକଂକୁ ବାନ୍ଧି ରଖିଥିଲା।
214
'କା' 'ଅସ୍ତରାଗ' 'ଭାଇ ଭାଉଜ' 'ମଲା ଜହ୍ନ' ଶେଷ ଶ୍ରାବଣ ଇତ୍ୟାଦି ସିନେମା ର ପୋଷ୍ଟର ଅନେକାଂଶରେ ଆଧୁନିକ ଛବି ର ମର୍ଯ୍ୟାଦା ବହନ କରନ୍ତି ।
215
ସାମିଙ୍କ ପାଖରେ ଅଷ୍ଟ୍ରେଲିଆକୁ ହରାଇବା ପାଇଁ ରହିଛି ଖାସ ପ୍ଲାନ, ଭିଡିଓ ଦେଖି ପ୍ରତିଦ୍ୱନ୍ଦୀଙ୍କ ଉପରେ ରଖିଛନ୍ତି ନଜର
216
କଟକ : ଲଗାଣ ବର୍ଷାରେ ଟୁଇନ୍‌ ସିଟି ବେହାଲ୍‌ ହେବା ପରେ ଏବେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ମୁକାବିଲା କରିବାକୁ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଟୋଲ୍‌ ଫ୍ରି ନମ୍ବର ‘୧୦୧’ ବ୍ୟତୀତ ଶନିବାର ସଂଧ୍ୟା ପରଠାରୁ ଦୁଇଟି ହେଲ୍‌ପ ଲାଇନ୍‌ ନମ୍ବର କାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଛି। ୦୬୭୧-୨୩୦୩୬୮୮ ଓ ୦୬୭୧-୨୩୦୩୧୦୧ ନମ୍ବରରେ ସାଧାରଣ ଲୋକମାନେ ସେମାନଙ୍କ ଅଭିଯୋଗ ଦେଇ...
217
ରାଜ୍ୟରେ ଥିବା ମୋଟ ୩୩୫ଟି ଦମକଳ କେନ୍ଦ୍ରର କର୍ମଚାରୀମାନେ ଏହି ଜରୁରିକାଳୀନ ପରିସ୍ଥିତିରେ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ସମୟରେ ଉଦ୍ଧାର କାର୍ଯ୍ୟ ପାଇଁ ପାଖାପାଖି ୨୦୦ ପାଓ୍ଵାର ବୋଟ୍‌କୁ ପ୍ରସ୍ତୁତ କରି ରଖାଯାଇଛି। ବନ୍ୟା ଆଶ୍ରୟସ୍ଥଳମାନଙ୍କରେ ରାତି ସମୟରେ ରିଲିଫ୍‌ କାର୍ଯ୍ୟ ପରିଚାଳନା ପାଇଁ ପାଖାପାଖି ୫୦୦ ଟାଓ୍ଵାର ଲାଇଟ୍‌କୁ ବିଭିନ୍ନ ସ୍ଥାନରେ ନିୟୋଜନ କରାଯାଇଛି...
218
ବର୍ତ୍ତମାନ ମାଲକାନଗିରି ଓ କଳାହାଣ୍ଡିରେ ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ଲଗାଣ ବର୍ଷା ଯୋଗୁଁ କଟକ ଓ ଭୁବନେଶ୍ୱରରେ ମଧ୍ୟ ବନ୍ୟା ସଦୃଶ ପରିସ୍ଥିତି ସୃଷ୍ଟି ହୋଇଛି। ଉଦ୍ଧାର କାର୍ଯ୍ୟ ସହିତ ଜଳ ନିଷ୍କାସନ ପାଇଁ କଟକରେ ୯୭ଜଣ ଓ ଭୁବନେଶ୍ୱରରେ ୧୦୦ ଜଣ ଅଧିକାରୀ ଓ କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି। ପୁରୀରେ ମଧ୍ୟ ବାହୁଡାଯାତ୍ରା ସମୟରେ ପୁରୀ ସହର ଓ ବଡ଼ଦାଣ୍ଡରୁ ଜଳ ନିଷ୍କାସନ ପାଇଁ ୩୮୨...
219
ନିରଞ୍ଜନ ପଟ୍ଟନାୟକଙ୍କୁ ଓଡିଶା ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ଭାବେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଯୁକ୍ତି ଦେଇଛନ୍ତି । ବିଧାୟକ ନବ ଦାସ, ଚିରଞ୍ଜୀବ ବିଶ୍ୱାଳ, ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କୁ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି।
220
ନିରଞ୍ଜନଙ୍କୁ ରାଜ୍ୟ କଂଗ୍ରେସ ମୁଖ୍ୟ ଭାବେ ଅବସ୍ଥାପିତ କରାଯିବା ସହ ତାଙ୍କୁ ସହଯୋଗ କରିବା ଲାଗି ୩ ଜଣ ଯୁବ ନେତାଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ଦିଆଯାଇଛି। ସେମାନେ ହେଲେ ବିଧାୟକ ନବ ଦାସ, ଚିରଞ୍ଜୀବ ବିଶ୍ୱାଳ ଏବଂ ପୂର୍ବତନ ଏମ୍‌ପି ପ୍ରଦୀପ ମାଝି।
221
ପିସିସି ସଭାପତି ଭାବେ ଦାୟିତ୍ୱ ମିଳିବା ପରେ ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ବିଜେପି ଓ ବିଜେଡି ଆଶାନୁରୂପ ଦିଗଦର୍ଶନ ଦେଇନାହାନ୍ତି ।ଓଡ଼ିଶାର ଜନସାଧାରଣଙ୍କ ଆଶା ଓ ଆକାଂକ୍ଷା ପୂରଣ ହୋଇନି। ଏବେ ଓଡ଼ିଶା ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଛି। ଏହାବ୍ୟତୀତ ଦଳ ଛାଡିଥିବା କଂଗ୍ରେସ ନେତାଙ୍କୁ ନେଇ ନିରଞ୍ଜନ କହିଛନ୍ତି, ଯିଏ ଦଳ ଛାଡିଛନ୍ତି ସେମାନେ ବ୍ୟକ୍ତିଗତ କାରଣରୁ ଦଳ ଛାଡିଛନ୍ତି। କଂ...
222
ଅନୁଗୋଳ,୯/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ସମନ୍ୱିତ ଶିଶୁ ବିକାଶ ଯୋଜନା,ମମତା ଓ ପୃଷ୍ଟିକର ଖାଦ୍ୟ କାର୍ଯ୍ୟକ୍ରମ ଜିଲ୍ଲାରେ ସଫଳତାର ସହ କାର୍ଯ୍ୟକାରୀ କରି ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ମୂଖ୍ୟମନ୍ତ୍ରୀ ଅନୁଗୋଳ ଜିଲ୍ଲାକୁ ପୁରସ୍କୃତ କରିଛନ୍ତି । ଗତବର୍ଷ ମଧ୍ୟ ଏହି ଜିଲ୍ଲା ମୂଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ହୋଇଥ...
223
ନୂଆଦିଲ୍ଲୀ ୩/୧ (ଓଡ଼ିଆ ପୁଅ) ତୈଳ ଓ ଗ୍ୟାସ କ୍ଷେତ୍ରରେ ସହଯୋଗ ନିମନ୍ତେ ଭାରତ ଏବଂ ଇସ୍ରାଏଲ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର (ଏମଓୟୁ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି।
224
ଏହି ଏମଓୟୁ ଦ୍ୱାରା ଶକ୍ତି କ୍ଷେତ୍ରରେ ଭାରତ-ଇସ୍ରାଏଲ ସମ୍ପର୍କ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି। ଉଭୟ ଦେଶ ମଧ୍ୟରେ ପାରସ୍ପରିକ ନିବେଶ, ପ୍ରଯୁକ୍ତି କୌଶଳ ହସ୍ତାନ୍ତର, ଗବେଷଣା ଏବଂ ବିକାଶ (ଆରଏଣ୍ଡଡି), ମିଳିତ ଅଧ୍ୟୟନ, ମାନବ ସମ୍ବଳ ବିକାଶ ଏବଂ ଷ୍ଟାର୍ଟଅପ୍ସ କ୍ଷେତ୍ରରେ ସହଭାଗିତା ନିମନ୍ତେ ସହଯୋଗ ଲାଗି ଏହି ଏମଓୟୁରେ ବ୍ୟବସ୍ଥା କରାଯାଇଛି।
225
ସୂଚନା, ଯୋଗାଯୋଗ, ପ୍ରଯୁକ୍ତି ଏବଂ ଇଲେକଟ୍ରୋନିକ୍ସ କ୍ଷେତ୍ରରେ ସହଯୋଗ ଲାଗି ଭାରତ, ବେଲଜିୟମ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ
226
ଭାରତରେ ବିଶ୍ୱ ଉଦ୍ୟୋଗୀତା ସମ୍ମିଳନୀ (ଜିଇଏସ) ୨୦୧୭ର ମିଳିତ ଆୟୋଜନ ଲାଗି ଭାରତ ଏବଂ ଆମେରିକା ମଧ୍ୟରେ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି
227
ଡିଏମ୍‌କେ ମୁଖ୍ୟ ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌ କରୁଣାନିଧିଙ୍କ ମୃତ୍ୟୁ ପରେ ଦଳର ମୁଖିଆ ଆସନକୁ ନେଇ ଟଣାଓଟରା ଚାଲିଥିଲା। ଆଜି ଡିଏମକେ ସୁପ୍ରିମୋ କରୁଣାନିଧିଙ୍କ ପୁଅ ଏମ.କେ ଷ୍ଟାଲିନ ଡିଏମକେର ମୁଖ୍ୟଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଚେନ୍ନାଇ ସ୍ଥିତ ଡିଏମକେ ମୁଖ୍ୟ କାର୍ଯ୍ୟାଳୟରେ ଷ୍ଟାଲିନ ଦଳର ଦାୟିତ୍ୱଭାର ସମ୍ଭାଳିବା ପରେ ଆରମ୍ଭ ହୋଇଯାଇଛି ସେଲିବ୍ରେସନ।
228
ଉଲ୍ଲେଖଯୋଗ୍ୟ,ଚଳିତ ମାସ କରୁଣାନିଧିଙ୍କ ମୃତୁ୍ୟ ପରେ ଏହି ଭାର ସମ୍ଭାଳିଛନ୍ତି ଷ୍ଟାଲିନ। ଦଳର ଜେନେରାଲ କାଉନସିଲ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଗତ ୧୪ ତାରିଖରେ ବରିଷ୍ଠ ନେତାମାନେ ଷ୍ଟାଲିନ ୱେଟିଂ ପ୍ରିନ୍ସ ବୋଲି କହିବା ପରେ ଷ୍ଟାଲିନ ଦ୍ୱିତୀୟ ସଭାପତି ହେବା ନେଇ ରାସ୍ତା ପରିଷ୍କାର ହୋଇସାରିଥିଲା । ତେବେ ଜେନେରାଲ କାଉନସିଲ ବୈଠକରେ ୬୫ ଜିଲ୍ଲାର ଦଳୀୟ ସମ୍ପାଦକ ଏହି ପଦ...
229
କର୍ପୁର ପୂଜାପାଠ ଓ ଭୋଗରାଗ ଆଦିରେ ବ୍ୟବହାର କରାଯାଏ । ଏହା ବ୍ୟତିତ କର୍ପୁର ଓ ତା ‘ର ତେଲ ସ୍ୱାସ୍ଥ୍ୟ ପକ୍ଷେ ବେସ ଲାଭ କାରୀ ହୋଇଥାଏ । ତ୍ଵଚାରେ ବ୍ରଣ କିମ୍ବା ଅନ୍ୟ ସମସ୍ୟା ହୋଇଥିଲେ ଅଳ୍ପ କର୍ପୁର ସହ ନଡିଆ ତେଲ ମିଶାଇ ମାଲିସ କରନ୍ତୁ । ଏହା ଦ୍ଵାରା ତ୍ଵଚା ସମସ୍ୟା ଦୂର ହୋଇଯିବ ।
230
ଶରୀରର କୌଣସି ସ୍ଥାନରେ ଘା ହୋଇଥିଲେ କର୍ପୁରକୁ ପାଣିରେ ମିଶାଇ ଘା ଉପରେ ଲଗାନ୍ତୁ । ଥଣ୍ଡା ଲାଗିବା ସହ ଘା ଦୂର ହୋଇ ଯିବ । ତ୍ଵଚା ପୋଡି ଯାଇଥିଲେ ଉକ୍ତ ସ୍ଥାନରେ କର୍ପୁର ଲଗାନ୍ତୁ । ପୋଡା କମିଯିବା ସହିତ ଚିହ୍ନ ରହିବ ନାହିଁ ।
231
ଅବସାଦ କି ଚିନ୍ତାରେ ଥିଲେ ମୁଣ୍ଡରେ କର୍ପୁର ତେଲ ମାଲିସ କରନ୍ତୁ । ଏହା ଦ୍ଵାରା ମାନସିକ ଶାନ୍ତି ମିଳିବା ସହ ଚିନ୍ତା ଧୀରେ ଧୀରେ କମିବାକୁ ଲାଗି ଥାଏ । ଏହି ତେଲ ଲଗେଇବା ମୁଣ୍ଡ ବିନ୍ଧା ଭଲ ହୋଇଯିବ ।
232
କର୍ପୁର ତେଲରେ ନଡିଆ ତେଲ ମିଶାଇ ମୁଣ୍ଡରେ ଲଗାନ୍ତୁ । ଏହା ଦ୍ଵାରା କେସ ଝଡିବା ହ୍ରାସ ହେବ । ମୁଣ୍ଡରେ ରୂପୀ ହୋଇଥିଲେ କର୍ପୁର ତେଲ ଲଗାଇଲେ ରୁପି ଦୂର ହୋଇଯିବ ।
233
ଗୋଇଠି ଫାଟିଥିଲେ ଗରମ ପାଣିରେ କର୍ପୁର ମିଶାଇ ସେଥିରେ ପାଦ ବୁଡାନ୍ତୁ । ଏହା ଦ୍ଵାରା ଫଟା ଗୋଇଠିକୁ ଆରମ ଲାଗିବା । କିଛି ଦିନ ଭିତରେ ଗୋଇଠି ଫଟା ଦୂର ହୋଇଯିବ ।
234
ଆଣ୍ଠୁଗଣ୍ଠି ସମସ୍ୟା ଥିଲେ କର୍ପୁର ତେଲ ମାଲିସ କରନ୍ତୁ । ଏହା ଦ୍ଵାରା ଯନ୍ତ୍ରଣା ଦୂର ହୋଇଯିବ । ମାଂସପେଶୀ ଦରଜକୁ ମଧ୍ୟ ଏହା ଦୂର କରିବାରେ ସହାୟକ ହୋଇଥାଏ ।
235
ଆପଣ ଛୋଟ ପିଲାଙ୍କୁ ଅଧିକ ସମୟ ସ୍ମାର୍ଟଫୋନ ବ୍ୟବହାର କରିବାକୁ ଦେଉଛନ୍ତି କି ?ଏହା ତାଙ୍କ ପାଇଁ କ୍ଷତିକାରକ ହୋଇପାରେ, ଜାଣନ୍ତୁ କାରଣ
236
ଭଦ୍ରକ : ଜାତୀୟ ରାଜପଥ ସମ୍ପ୍ରସାରଣ ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବ ଧାମନଗର ଛକରେ ବଢୁଛି ଦୁର୍ଘଟଣା, ଓଭରବ୍ରିଜ ନିର୍ମାଣ ଦାବି – Odiapua.com
237
ଭଦ୍ରକ : ଜାତୀୟ ରାଜପଥ ସମ୍ପ୍ରସାରଣ ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବ ଧାମନଗର ଛକରେ ବଢୁଛି ଦୁର୍ଘଟଣା, ଓଭରବ୍ରିଜ ନିର୍ମାଣ ଦାବି
238
ଭଦ୍ରକ, ୧୪ା୨ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଜାତୀୟ ରାଜପଥ ସମ୍ପ୍ରସାରଣ ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବ ଯୋଗୁଁ ୫ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲା ଅନ୍ତର୍ଗତ ଧାମନଗର ଛକରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଜୀବନ ହାନୀ ହେଉଥିବା ବେଳେ ଏହି ଘଟଣାକୁ କେନ୍ଦ୍ରକରି ସଂପ୍ୟକ୍ତ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଉଦ୍ବେଗ ପ୍ରକାଶ ପାଇଛି। ପା୍ଚନମ୍ବର ଜାତୀୟ ରାଜପଥ ଧାମନଗର ଛକରେ ବିଭିନ୍ନ ସମୟରେ ...
239
ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ନିର୍ମାଣରେ ଅନିୟମିତତା ଅଭିଯୋଗ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବେ ଦୁଇ ଗ୍ରାମର ଗ୍ରାମବାସୀ
240
ଭୁବନେଶ୍ବର: ଓଡ଼ିଆ ସଙ୍ଗୀତ ଜଗତରେ ଏକ ଅନନ୍ୟ ପରିଚୟ ସୃଷ୍ଟି କରିଥିବା କଣ୍ଠଶିଳ୍ପୀ ସିକନ୍ଦର ଆଲାମ୍‌ଙ୍କ ଜୟନ୍ତୀ ଅବସରରେ ଏକ ସ୍ମୃତି ସନ୍ଧ୍ୟା ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ହୋଇଯାଇଛି୤ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ, ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଓ ସିକନ୍ଦର ଆଲାମ୍‌ ଫାଉଣ୍ଡେସନ୍‌ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିକନ୍ଦର ଆଲାମ୍...
241
ସ୍ମୃତି ସନ୍ଧ୍ୟା ଆରମ୍ଭ ହୋଇଥିଲା ସିକନ୍ଦରଙ୍କ କନ୍ୟା ତଥା କଣ୍ଠଶିଳ୍ପୀ ନାଜିଆ ଆଲାମ୍‌ଙ୍କ ‘ପତିତପାବନ ବାନା ଆଉ କେତେ ବେଳକୁ’….ସଙ୍ଗୀତରୁ୤ ଏହାପରେ ଜଣକ ପରେ ଜଣେ କଣ୍ଠଶିଳ୍ପୀ ଗାଇଥିଲେ ଗୋଟିଏ ପରେ ଗୋଟିଏ ସିକନ୍ଦର ଆଲାମ୍‌ଙ୍କ ଗୀତ୤ ଏଥିରେ ‘ଏଇ ମୋ ମନର’…., ‘ଗୁଣିଆ ଝାଡ଼େ ଡାହାଣୀ’….,‘ଆଲୋ ମୀତ ଗା ସଙ୍ଗୀତ’…., ‘ସପନର ପଥେ ପଥେ’…., ‘ମୁଁ ତ ମଣିଷ ମାରିନି’…., ‘ଦେଲେ ଧରା କଥା ସରେ’...
242
ଏହି ସଙ୍ଗୀତ ଭିତ୍ତିକ ସନ୍ଧ୍ୟାରେ ଅତିଥିଭାବେ ରାଜ୍ୟ ସଂସ୍କୃତ ବିଭାଗ ନିର୍ଦ୍ଦେଶକ ସୁଶୀଲ ଦାସ, ସିକନ୍ଦରଙ୍କ କନ୍ୟା ନାଜିଆ ଆଲାମ୍, ସୋଫିଆ ଆଲାମ୍‌, ସ୍ବର୍ଗତ ଆଲାମ୍‌ଙ୍କ ପତ୍ନୀ ନଇମା ଆଲାମ୍‌, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ଚିତ୍ତ ମଲ୍ଲିଆ ଓ ଅଧ୍ୟକ୍ଷ ତଥା ଅଭିନେତା ଶରତ ପୂଜାରୀ, ରାମହରି ଦାସ ଏବଂ ନାରାୟଣ ପ୍ରସାଦ ସିଂହ ପ୍ରମୁଖ ଉପସ୍ଥିତ ଥିଲେ୤
243
ବିରାଟ କୋହଲି କ୍ରିକେଟ ଦୁନିଆରେ ନିଜର ଭଲ ପ୍ରଦର୍ଶନ ପାଇଁ ଅନେକ ରେକର୍ଡ଼ ସୁଷ୍ଟି କରିଛନ୍ତି। କ୍ରିକେଟ୍ ଦୁନିଆରେ ବିରାଟଙ୍କ ନାମ ପରିଚିତ ନାମ । ଖେଳ ସହ ତାଙ୍କର ନିଆରା ଷ୍ଟାଇଲ୍ ତଥା ଅନ୍ଦାଜ ପାଇଁ ସେ ବେଶ୍ ଚର୍ଚ୍ଚାରେ ଥାଆନ୍ତି । ଶ୍ରୀଲଙ୍କା ସହ ତ୍ରିରାଷ୍ଟ୍ରିୟ ଟି-୨୦ ସିରିଜ୍ ଖେଳୁଛି ଟିମ୍ ଇଣ୍ଡିଆ । ଏହି ସିରିଜ ପାଇଁ ବିସିସିଆଇ ବିରାଟ କୋହଲି ଓ ଏମଏସ୍ ଧୋନୀଙ୍କୁ ଆରାମ ଦିଆଯାଇଛ...
244
ବିରାଟଙ୍କ ଏହି ଭିିଡ଼ିଓ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହେଉଛି । ଉକ୍ତ ଭିଡ଼ିଓରେ ପଞ୍ଚାବୀ ଗୀତ ଠାରୁ ଆରମ୍ଭ କରି ଲୋକପ୍ରିୟ ବଲିଉଡ଼୍ ଗୀତ କଜରାରେ ଗୀତରେ ଡ଼ାନ୍ସ କରୁଥିବାର ନଜର ଆସୁଛନ୍ତି ବିରାଟ । ଏହି ଭିଡ଼ିଓ ତାଙ୍କ ଫ୍ୟାନ ପେଜରେ ପୋଷ୍ଟ ହୋଇଛି । ଏହି ଭିଡ଼ିଓରେ ବିରାଟ କେହାଲି ଭାଙ୍ଗଡ଼ା କରୁଥିବାର ନଜର ଆସୁଛନ୍ତି।
245
ଉଲ୍ଲେଖଯୋଗ୍ୟ ଦକ୍ଷିଣ ଆଫ୍ରିକାରେ ବିରାଟଙ୍କ ଶାନଦର ୪ଟି ଶତକ ପରେ ତାଙ୍କୁ ବିଶ୍ରାମ ଦିଆଯାଇଛି । ନିକଟରେ ସେ ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିଛନ୍ତି । ଯାହା ପରେ ଦିଲ୍ଲୀ ଓ ମୁମ୍ବାଇରେ ରିସେପ୍ସନ ପାର୍ଟି ଦିଆଯାଇଥିଲା । ଆଉ ଏବେ ସେ ତାଙ୍କର ଜଣେ ସାଙ୍ଗର ବିବାହରେ ଏହି ଡାନ୍ସ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି।
246
ଭଦ୍ରକ, ୧୬ା୧ (ଓଡିଆ ପୁଅ / ପ୍ରମୋଦ ରାୟ) : ବିନ୍ଦୁମାଧବ ବାଗୁରାଇ ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ପ୍ରଧାନ ଶିକ୍ଷକ ଚକ୍ରଧର ମଲ୍ଲିକଙ୍କ ସଭାପତିତ୍ୱରେ ଉଦ୍ଘାଟିତ ହୋଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଅନାଦି ଚରଣ ଦାସ ଓ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରକାଶ ଚନ୍ଦ୍ର ପଣ୍ଡା ଯୋଗଦେଇ କ୍ରୀ...
247
ଓସ୍ତିଆପଶି ସ୍କୁଲରେ ଛାତ୍ର ଛାତ୍ରୀଙ୍କ ପାଇଁ ବିପଦ ସାଜିଛି, ପୁରୁଣା ଗୃହ, କୂଅ, ଶୌଚାଳୟ, ପ୍ରଶାସନର ନଜର ପଡୁନାହିଁ
248
ବିଜୟନଗର ରାଜ୍ୟର ବ୍ରାହ୍ମଣମାନେ ସ୍ୱଭାବରେ ଅତ୍ୟନ୍ତ ଲୋଭୀ ଥିଲେ । ଯେତେବେଳେ ନାହିଁ ସେତେବେଳେ କୌଣସି ଏକ କାର୍ଯ୍ୟର ଆଳ ଦେଖାଇ ରାଜାଙ୍କ ଠାରୁ ଅର୍ଥ ଆଦୟ କରିବା ସେମାନଙ୍କର କାର୍ଯ୍ୟ ଥିଲା । ରାଜାଙ୍କର ଉଦାରତାର ସୁଯୋଗ ନେଇ ସେହି ବ୍ରାହ୍ମଣମାନେ ଖୁବ୍ ଫାଇଦା ଉଠାଉଥିଲେ । ଦିନେ ରାଜା କୃଷ୍ଣଦେବରାୟ ବ୍ରାହ୍ମଣମାନଙ୍କୁ ନିଜ ସଭାକୁ ଡାକି କହିଲେ, “ହେ ବ୍ରାହ୍ମଣ ମହାଶୟଗଣ! ମୁଁ ଆଜି ଆପ...
249
ରାଜାଙ୍କର କଥା ଶୁଣି ବ୍ରାହ୍ମଣମାନଙ୍କର ମନ ପୁରା ଖୁସି । ସେମାନେ ତ’ ସବୁ ସମୟରେ ଏହିପରି ଏକ ସୁଯୋଗ ଅପେକ୍ଷାରେ ଥାଆନ୍ତି । ତେଣୁ ସେମାନେ ସମସ୍ତେ ଏକ ସ୍ୱରରେ କହିଲେ, “ମହାରାଜ! ଯଦି ଆପଣ ଆପଣଙ୍କ ମାତାଙ୍କ ଆତ୍ମାର ଶାନ୍ତି ପାଇଁ କିଛି କହିବାକୁ ଚାହୁଁଥାଆନ୍ତି, ତା’ହେଲେ ଆପଣ ଆମମାନଙ୍କୁ ଏକ ଏକ ସୁନାର ଆମ୍ବ ପ୍ରଦାନ କରନ୍ତୁ । କାହିଁକିନା କଥାରେ ପରା ଅଛି ସ୍ୱର୍ଗତ ଆତ୍ମାକୁ ଯାହା ଦ...
250
ଯିଏ ମୋ ଚାରିଦିନର ସଂସାରକୁ ଉଜାଡ଼ିଦେଇଛି ତାକୁ କଠୋର ଶାସ୍ତି ମିଳୁ। ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଏହି ଅନୁରୋଧ କରୁଛି। ଏ କଥା କହିଛନ୍ତି ନବବିବାହିତା ରୀମା ସାହୁ, ଯିଏ କି ବଲାଙ୍ଗୀର ଜିଲା ପାଟଣାଗଡ଼ ପାର୍ଶଲ ବୋମା ବିସ୍ଫୋରଣରେ ଗୁରୁତର ଆହତ ହୋଇ ଏବେ କଟକ ବଡ଼ମେଡିକାଲ ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଛନ୍ତି। ଘଟଣାରେ ସ୍ବାମୀ ସୌମ୍ୟଶେଖର ସାହୁଙ୍କ ମୃତ୍ୟୁ ଘଟିଥିବା ରୀମା...
251
ରିମା କହିଛନ୍ତି ଯେ,ତାଙ୍କ ସ୍ୱାମୀଙ୍କର ମଧ୍ୟ କେହି ଶତ୍ରୁ ନଥିଲେ। ସେ ସମସ୍ତଙ୍କୁ ନିଜର ବୋଲି ଭାବୁଥିଲେ। ଘଟଣା ଦିନ ପାର୍ସଲର ଛୋଟ ଛୋଟ ଜିନିଷକୁ ସେ ଧ୍ୟାନର ସହ ଖୋଲିଥିଲେ। ସେହି ପାର୍ସଲ କେଉଁଠୁ ଆସିଥିଲା, କେମିତି ଆସିଥିଲା ତାହାର ତଦନ୍ତ କରାଯାଉ ବୋଲି ସେ ଉକ୍ତ ଭିଡିଓରେ ଦାବି କରିଛନ୍ତି।
252
ସୌମ୍ୟଙ୍କ ସମ୍ପର୍କରେ ପଚାରିବାରୁ ଭୋ ଭୋ ହୋଇ କାନ୍ଦି ପକାଇଥିଲେ। ସେ ଅନେକ ଥର ବାଷ୍ପରୁଦ୍ଧ ହୋଇପଡ଼ୁଥିଲେ ବି କଥା ବନ୍ଦ ନ କରି ଜଣାଇଥିଲେ ତାଙ୍କୁ କିଭଳି ସୌମ୍ୟ ବହୁତ ପାଉଥିଲେ। ରୀମା ବି.ଏଡ୍‌ କରନ୍ତୁ ଏହି କଥା ଚାହୁଁଥିଲେ ସୌମ୍ୟ। ଅନାଥାଶ୍ରମ ପ୍ରତି ସୌମ୍ୟଙ୍କ ଅହେତୁକ ଦୁର୍ବଳତା ଥିଲା। ତେଣୁ ତାଙ୍କୁ ସମ୍ମାନ ଜଣାଇ ସେ ବି.ଏଡ୍‌ କରିବେ ଓ ଗ୍ରାମରେ ସୌମ୍ୟଙ୍କ ନାମରେ ଏକ ଅନାଥାଶ୍ରମ...
253
ରୀମାଙ୍କ କହିବା ଅନୁସାରେ, ଘଟଣା ଘଟିବାର କିଛି ସମୟ ପୂର୍ବରୁ ସେ ଓ ସୌମ୍ୟ ରୋଷେଇ ଘରେ ଥିଲେ। ତାଙ୍କ ମୁଣ୍ଡରେ ତେଲ ମାରି କୁଣ୍ଡାଇଦେବା ପାଇଁ ସୌମ୍ୟ ତାଙ୍କୁ ରୋଷେଇ ଘର ଭିତରୁ ବାରଣ୍ଡାକୁ ଡାକିଥିଲେ। ହେଲେ ଘରର ଗେଟ୍‌ ଖୋଲା ଥିବାରୁ ସେ ଗେଟ୍‌ ବନ୍ଦ କରିବାକୁ ଯାଇ ଫେରିବା ବେଳକୁ ସୌମ୍ୟଙ୍କ ହାତରେ ଥିଲା ଏକ ଉପହାର ପ୍ୟାକେଟ୍‌। ମାଟିଆ ସେଲୋ ଟେପ୍‌ରେ ଉକ୍ତ ପ୍ୟାକେଟ୍‌ଟି ଗୁଡ଼ା ହୋଇଥି...
254
ଭଦ୍ରକ ସଂପର୍କରେ ଗୃହମନ୍ତ୍ରୀଙ୍କ ସହ କଥା ହେଲେ ଧର୍ମେନ୍ଦ୍ର ପ୍ରଧାନ ! ସ୍ଥିତି ନେଇ ରାଜନାଥଙ୍କୁ କଲେ ଅବଗତ | Kanak News
255
କନକ ବ୍ୟୁରୋ : କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ସହ କଥା ହେଲେ ଧର୍ମେନ୍ଦ୍ର ପ୍ରଧାନ । ଭଦ୍ରକ ସ୍ଥିତି ନେଇ ରାଜନାଥଙ୍କୁ ଅବଗତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ ପ୍ରଧାନ । ଏହାସହ ନ୍ୟାୟସଙ୍ଗତ ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର । ଘଟଣା ଭାବାବେଗ ସହ ଜଡିତ ଥିବା ଯୋଗୁଁ ଯତ୍ନବାନ ହୋଇ ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି ଧର୍ମେନ୍ଦ୍ର...
256
ଚନ୍ଦ୍ରଶେଖରପୁର: ପୂର୍ବ ଭାରତର ସର୍ବବୃହତ ମଡେଲ୍‌ ୟୁନାଇଟେଡ୍‌ ନେସନ୍ସ୍‌ (ସାଇମୁନ୍‌) ଆଜି ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ରେ ଉଦ୍‌ଘାଟିତ ହୋଇଛି। ତିନି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ଦେଶ ବିଦେଶରୁ ୫୫୦ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି। ଆମେରିକା, ସୁଇଜରଲାଣ୍ଡ, ଋଷିଆ, କଲମ୍ବିଆ, କୋଷ୍ଟାରିକା, ଜିବୁଟି, ୟେମେନ୍‌, ସୋମାଲିଆ, ସାଉଦିଆରବିଆ, ବାଂଲାଦେଶ, କୋରିଆ ଆଦି ଦେ...
257
ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା ଭୁବନେଶ୍ୱର, ମାର୍ଚ୍ଚ ୩(ଓଡ଼ିଶା ଡ଼ଟ୍ କମ୍) କିଟ୍ ପ୍ରିମିୟର ଲିଗ୍ (କେପିଏଲ୍) ସର୍ବଭାରତୀୟ ବିଶ୍ୱ ବ୍ୟିାଳୟସ୍ତରୀୟ ଦିବାରାତ୍ର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ୫ମ ସଂସ୍କରଣର ଫାଇନାଲରେ ଶନିବାର ଦିଲ୍ଲୀ ବିଶ୍ୱ ବିଦ୍ୟାଳୟ ଚାମ୍ପିୟନ ହୋଇଛି । ଉ୍ୟାପନୀ ଫାଇନାଲ୍ରେ ଗ୍ରୁପ୍ ଏ’ର ଏସ୍ଆର୍ଏମ୍ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ମଧ୍ୟରେ ମୁକାବିଲା ହୋଇଥିଲା...
258
ଶ୍ରୀମନ୍ଦିରର ରୀତିନୀତି ଅନୁଯାୟୀ ଏଠାରେ ସମସ୍ତ ରୀତିନୀତି ପାଳନ କରାଯାଇ ଥାଏ । ଶୁକ୍ରବାର ଏହି କ୍ଷେତ୍ରରେ ସକାଳ ୬ଟାରେ ଠାକୁରଙ୍କ ଦର୍ଶନ ଆରମ୍ଭ ହେବାପରେ ଶ୍ରୀବିଗ୍ରହଙ୍କର ଆଳତୀ, ଦନ୍ତଘଷା, ମହାସ୍ନାନ ଆଦି ପରେ ଖେଚୁଡ଼ି ଭୋଗ ଲାଗି ଆଦି କରାଯାଇଥିଲା ।
259
ଭାରତୀୟ ରେଳବାଇରେ ସର୍ବୋତ୍ତମ କର୍ମୀଙ୍କ ପରିଚାଳନରେ କୃତ୍ତି ହାସଲ କରି ପୂର୍ବତଟ ରେଳପଥ ରେଳମନ୍ତ୍ରାଳୟରୁ "କର୍ମିକ ପରିଚାଳନା ସିଲଡ ହାସଲ କରି ଗୋରବାନ୍ଵିତ ହୋଇଛି।
260
ଉଦ୍ଘାଟନୀ କାର୍ଯ୍ୟକ୍ରମରେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଶ୍ରୀ ପୁରୀ ଏବଂ ଅନ୍ୟ ଅତିଥିଙ୍କୁ ସ୍ୱାଗତକରି ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ କିଟ୍ର ଏକ ସ୍ୱତନ୍ତ୍ର ଭୂମିକା ରହିଥିବା ଦଶାଇଥିଲେ । କିଟ୍ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟର ଡିନ୍ ଅଶୋକ ସର କାର୍ଯ୍ୟକ୍ରମ ସଂର୍ପକରେ ସୂଚନା ଦେଇଥିଲେ ।
261
ଏହି ସମ୍ମିଳନୀରେ ଶେଷରେ ବିଭିନ୍ନ ଆଇଆଇଟି, ଏନ୍ଆଇଟି, ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନର ବିଶାରଦମାନେ ଯୋଗ ଦେବେ ।
262
୧୨ବର୍ଷୀୟା ନାବାଳିକାକୁ ନିଶା ଦେଇ ଗଣଦୁଷ୍କର୍ମ କରିବା ପରେ ଦିଲ୍ଲୀ ଯାଉଥିବା ଟ୍ରେନରେ ଫିଙ୍ଗି ଦେଲେ ଦୁଷ୍କର୍ମକାରୀ | Sambad
263
ମଥୁରା : ମଥୁରାରେ ଜଣେ ନାବାଳିକା ସହ ଗଣଦୁଷ୍କର୍ମ କରାଯାଇଥିବା ଖବର ସାମ୍ନାକୁ ଆସିଛି । ୩ଜଣ ଦୁଷ୍କର୍ମକାରୀ ନାବାଳିକାଙ୍କୁ ନିଶା ଦେଇ ବୃନ୍ଦାବନରେ ଥିବା ଏକ ହୋଟେଲକୁ ନେଇଯିବା ସହ ସେଠାରେ ଗଣଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଛି । ପରେ ଧରା ପଡ଼ିଯିବା ଭୟରେ ଦୁଷ୍କର୍ମକାରୀମାନେ ପୀଡ଼ିତାଙ୍କୁ ଦିଲ୍ଲୀ ଯାଉଥିବା ଏକ ଟ୍ରେନ ମଧ୍ୟରେ ଫିଙ୍ଗି ଦେଇଥିଲେ । ପୀଡ଼ିତାଙ୍କୁ ଅସଞ୍ଜତ ଅବସ୍ଥାର...
264
ସୂଚନା ମୁତାବକ,ଶୁକ୍ରବାର ନାବାଳିକା ଜଣଙ୍କ କୌଣସି କାମରେ ବାହାରକୁ ଯାଇଥିବା ବେଳେ ୩ଜଣ ଅଭିଯୁକ୍ତ ତାଙ୍କୁ ବାହାନାରେ ନିଜ ପାଖକୁ ଡ଼ାକିଥିଲେ । ପୀଡ଼ିତା ଜଣଙ୍କ ତାଙ୍କ ପାଖକୁ ଯିବା ପରେ ସେମାନେ ପୀଡ଼ିତାଙ୍କୁ ନିଶା ଦେଇ ଏକ ହୋଟେଲକୁ ନେଇ ଯିବା ସହ ସେଠାରେ ଗଣଦୁଷ୍କର୍ମ କରିଥିଲେ । ପରେ ଧରାପଡ଼ିଯିବା ଡ଼ରରେ ସେମାନେ ପୀଡ଼ିତାଙ୍କୁ ଟ୍ରେନରେ ଫିଙ୍ଗି ଦେଇଥିଲେ । ଅନ୍ୟ ପକ୍ଷରେ ପୀଡ଼ିତା ନିଖୋଜ ...
265
ତାଳଚେର,୧୪/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଗୋପାଳପ୍ରସାଦ ପଂଚାୟତ ଅନ୍ତର୍ଗତ ବନବାସପୁର ଗ୍ରାମବାସୀ ମାନେ ବୁଧବାର ସକାଳୁ ନିଯୁକ୍ତି ଦାବୀରେ ଏମ୍.ସି.ଏଲ୍ ହିଙ୍ଗୁଳା କୋଇଲାଖଣିରେ ବନ୍ଦ ଆନେ୍ଦାଳନ କରିଥିଲେ...
266
ତାଳଚେର,୧୪/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏନ୍.ଟି.ପି.ସି ତାଳଚେର କଣିହାଁ ପ୍ରକଳ୍ପ ପକ୍ଷରୁ ଏହାର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଯୋଜନାରେ ଏକ ଛତୁ ଚାଷ ତାଲିମ ଶିବିର ଗତ ୧୨ତାରିଖରେ ଆର...
267
ଅନୁଗୋଳ,୧୪/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ବାର ଆସୋସିଏସନ ପକ୍ଷରୁ ନୂତନ ସଭ୍ୟସଭ୍ୟାମାନଙ୍କୁ ସ୍ୱାଗତ କରାଯାଇଛି । ଏହି ପରିପ୍ରେକ୍ଷୀରେ ବୁଧବାର ମଧ୍ୟାହ୍ନରେ ଏକ ସ୍ୱାଗତ ସଭା ସଂଘର ସଭାପତି...
268
ତାଳଚେର, ୧୩/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଗତ ସୋମବାର ଦିନ ଭାରତ ସରକାରଙ୍କ କୋଇଲା ମନ୍ତ୍ରଣାଳୟର ଯୁଗ୍ମ ସଚିବ (ଆଇ.ଏ.ଏସ୍) ରାଜେଶ୍ କୁମାର ସିହ୍ନା ଏବଂ ଏମ୍.ସି.ଏଲ.ର ଅନ୍ୟାନ୍ୟ ଉଚ୍ଚପଦସ୍ଥ...
269
ତାଳଚେର, ୧୩/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ସଦର ଥାନା ପକ୍ଷରୁ ଆମ ପୋଲିସ୍ ସମିତିର ମାସିକ ଆଲୋଚନାଚକ୍ର ତାଳଚେର ବ୍ଲକ୍ର ସନ୍ଥପଡା ଗ୍ରାମ ପଂଚାୟତ ଅଫିସ୍ ସଭା ଗୃହରେ...
270
ତାଳଚେର, ୧୩/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ସାଉଥବଲଣ୍ଡାସ୍ଥିତ ଜଗନ୍ନାଥ କଳାକେନ୍ଦ୍ର ପରିସରରେ ସାଉଥବଲଣ୍ଡା ସାହିତ୍ୟ ଘର ପକ୍ଷରୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ ହୋଇଯାଇଛି। ସଂଯୋଜକ...
271
ଅନୁଗୋଳ, ୧୩/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ସାମାନ୍ୟ ପବନ ହେଲେ ଏନ୍.ଟି.ପି.ସି କଣିହାଁର ଆଶପଣ୍ଡରୁ ପାଉଁଶ ଉଡ଼ି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିବାସହ ଆଖପାଖ ଅଂଚଳରେ ପଡ଼ି ଏକ ଅସ୍ୱାସ୍ଥ୍ୟକର ପରିବେଶ...
272
ତାଳଚେର,୧୨/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଜଗନ୍ନାଥପୁର ପଂଚାୟତ ଅନ୍ତର୍ଗତ ତେହେରାନପୁର ଗ୍ରାମବାସୀ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଦାବୀ ହୋଇଛି । ପ୍ରାୟ ୬ଶହ ଜନସଂଖ୍ୟା...
273
ତାଳଚେର,୧୨/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ତାଳଚେର ପୁସ୍ତକ ମହୋତ୍ସବର ୨ୟ ସନ୍ଧ୍ୟାରେ “ଜନଜୀବନରେ ଶ୍ରୀଜଗନ୍ନାଥ ମହାପ୍ରଭୁ” ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଏହି ଆଲୋଚନାଚକ୍ରରେ...
274
ତାଳଚେର,୧୧/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ୨ୟ ତାଳଚେର ପୁସ୍ତକ ମହୋତ୍ସବ ସାଉଥ ବଲଣ୍ଡାସ୍ଥିତ ଶିବ ମନ୍ଦିର ପଡିଆଠାରେ ରବିବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । କମିଟିର ସଭାପତି ବଳରାମ...
275
ଖରାଦିନେ ସମସ୍ତେ ଜୁସ ପିଇବାକୁ ପସନ୍ଦ କରିଥାଆନ୍ତି । ଏହା ଖରାରୁ ରକ୍ଷା ମଧ୍ୟ କରିଥାଏ । ତେବେ ଆପଣ ଜାଣିଛନ୍ତି କି କେମିତି ଘରେ ପ୍ରତୁତ କରିବେ ବନାନା ଲସି । ତେବେ ଆସନ୍ତୁ
276
ଆପଣମାନେ ଜାଣିଥିବେ ଛୋଟ ଛୁଆଙ୍କୁ କଳା ସୂତା ପିନ୍ଧାଯାଏ । ଏମିତି କି ଝିଅମାନେ ମଧ୍ୟ ଗୋଡରେ କଳା ସୂତା ପିନ୍ଧି ଥାଆନ୍ତି । ଆପଣଙ୍କ ମନରେ ନିଶ୍ଚିନ୍ତ ଅନେକ ପ୍ରଶ୍ନ ଉଙ୍କିମାରୁଥିବ । କି କଣ ପାଁଇ ଝିଅମାନେ ଏପରି କଳା ସୁତା ବାନ୍ଧିଥାନ୍ତି ? ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ ।
277
ଯେତେବେଳେ ପିଲା ଛୋଟ ଥାଏ ତ ଅନ୍ୟ କାହାରି ଦୃଷ୍ଟି ନ ପଡୁ ଓ ଖରାପ ଦୃଷ୍ଟିରୁ ରକ୍ଷା କରିବା ପାଁଇ ଏପରି କରାଯାଇ ଥାଏ । ଏହି କଥାକୁ ଅନେକ ପ୍ରାଚୀନ କାଳରୁ ଚାଲିଆସୁଛି ।
278
ଏପରି କଳା ସୁତା ବାନ୍ଧିବା ଦ୍ୱାରା ଏହା ନକାରାତ୍ମକ ଶକ୍ତିରୁ ଆମକୁ ବଞ୍ଚାଇଥାଏ । ଏବଂ ସମ୍ବନ୍ଧିତ ବ୍ୟକ୍ତି ଙ୍କୁ କୌଣସି ବି ନକାରାତ୍ମକ ଶକ୍ତି ପ୍ରଭାବିତ କରିପାରି ନ ଥାଏ ।
279
ଆମ ଶରୀର ପଞ୍ଚ ତତ୍ୱରେ ମିଶିକି ହୋଇଚି ଏବଂ ଏଥିରୁ ମିଳୁଥିବା ଉର୍ଜା ଆମ ଶରୀରରେ ସଂଚାଳନ ହେଇଥାଏ । ଯେତେବେଳେ କୌଣସି ବ୍ୟକ୍ତିଙ୍କର କୁ ଦୃଷ୍ଟି ଆମ ଉପରେ ପଡିଥାଏ । ତେବେ ପଞ୍ଚ ତତ୍ୱରୁ ମିଳୁଥିବା ଶକ୍ତି ଆମ ଶରୀର ରେ ପହଂଚିପାରି ନ ଥାଏ ।
280
ଅଧିକାଂଶ ସମୟରେ ବୟସ୍କ ବ୍ୟକ୍ତି ମାନେ ଏପରି କଳା ସୁତା ବାନ୍ଧିବାର ମତାମତ ଦେଇଥାନ୍ତି । କିନ୍ତୁ ଆଜିକା ସମୟରେ କଳା ସୂତା ଗୋଡରେ ପିନ୍ଧିବା ଏକ ଫ୍ୟାସନ ହେଇଗଲାଣି ।
281
ଫ୍ରାନ୍ସର ରାଷ୍ଟ୍ରପତି ଏବଂ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଦ୍ଵିପାକ୍ଷିକ ଆଲୋଚନା, ସ୍ଵାକ୍ଷରିତ ହେଲା ୧୪ଟି ଚୁକ୍ତିନାମା
282
'ସ୍ମରର୍ଚ୍ଚ ମିସାଇଲ୍‌ ଓ ମଲଟି ବ୍ୟାରେଲ ରକେଟ'ର ସଫଳ ପରୀକ୍ଷଣ କଲା ଭାରତୀୟ ସେନା, ୯୦ କିମି ପର୍ଯ୍ୟନ୍ତ ଯାଇ କରିବ ଲକ୍ଷ୍ୟଭେଦ | Sambad
283
‘ସ୍ମରର୍ଚ୍ଚ ମିସାଇଲ୍‌ ଓ ମଲଟି ବ୍ୟାରେଲ ରକେଟ’ର ସଫଳ ପରୀକ୍ଷଣ କଲା ଭାରତୀୟ ସେନା, ୯୦ କିମି ପର୍ଯ୍ୟନ୍ତ ଯାଇ କରିବ ଲକ୍ଷ୍ୟଭେଦ
284
ନୂଆଦିଲ୍ଲୀ: ୯୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଗତିକରି ଅତ୍ୟନ୍ତ ସଫଳତା ପୂର୍ବକ ଲକ୍ଷ୍ୟଭେଦ କରିପାରୁଥିବା ‘ସ୍ମରର୍ଚ୍ଚ ମିସାଇଲ୍‌ ଓ ମଲଟି ବ୍ୟାରେଲ ରକେଟ’ର ସଫଳ ପରୀକ୍ଷଣ ଗତ ସୋମବାର ଦିନ ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ହୋଇ ଯାଇଛି। ରାଜସ୍ଥାନର ପୋଖରାନ୍‌ ଫାୟାରିଂ ରେଞ୍ଜ୍‌ରୁ ଏହି ପରୀକ୍ଷଣ କରାଯାଇଥିଲା। ଭାରତ ଓ ଋଷିଆର ମିଳିତ ଉଦ୍ୟମରେ ନିର୍ମିତ ‘ସ୍ମରର୍ଚ୍ଚ ମିସାଇଲ୍‌ ଓ ମଲଟ...
285
ରାଜସ୍ଥାନର ପୋଖରାନ୍‌ ଫାୟାରିଂ ରେଞ୍ଜ୍‌ରେ ଗତ ସୋମବାର ଦିନ ଆୟୋଜିତ ହୋଇଥିବା ଏହି ପରୀକ୍ଷଣ ସମୟରେ ଉଭୟ ଭାରତ ଓ ଋଷିଆର ବୈଜ୍ଞାନିକ ଓ ସାମରିକ ଯୁଦ୍ଧାସ୍ତ୍ର ବିଶାରଦମାନେ ଉପସ୍ଥିତ ଥିଲେ। ଗତକାଲି ସଫଳ ପରୀକ୍ଷଣ ହୋଇଥିବା ‘ସ୍ମରର୍ଚ୍ଚ ମିସାଇଲ୍‌ ଓ ମଲଟି ବ୍ୟାରେଲ ରକେଟ’ର ଏହି ଦୁଇଟି ସଂସ୍କରଣ ୯ଏମ୍‌ଏମ୍‌ଏଫ୍‌ ଓ ୯.୫୫ କେର ବିଶେଷତ୍ୱ ହେଲା ଉତ୍‌କ୍ଷେପଣ ମଧ୍ୟ ଏହାର ଦିଗ ଓ ଲକ୍ଷ୍ୟସ୍ଥଳ...
286
ଭୁବନେଶ୍ୱର: ପ୍ରଭୁଙ୍କୁ ପ୍ରବଳ ଜ୍ୱର। ଶରୀରରେ ଅସହ୍ୟ ପୀଡ଼ା। ପାଟିକୁ କିଛି ରୁଚୁନି। ବାଳ ଭୋଗ ଓ ଫଳମୂଳରେ ମେଣ୍ଟୁଛିି ଛପନ ଭୋଗୀଙ୍କ ଭୋକ। ଅବଶ୍ୟ ଜ୍ୱର ହେବା ପରେ ପ୍ରଭୁଙ୍କ ପାଇଁ ବଇଦ ଖଞ୍ଜା ହୋଇଛନ୍ତି। ରାଜଧାନୀ ବି ଏହି ପରମ୍ପରାରୁ ବାଦ ପଡ଼ିନି। ଜାଗମରା ଧର୍ମବିହାରସ୍ଥିତ ଜଗନ୍ନାଥ ମନ୍ଦିରରେ ପ୍ରଭୁଙ୍କ ପାଇଁ ଯେ ଶ୍ରୀକ୍ଷେତ୍ର ଭଳି ସମାନ ଢଙ୍ଗରେ ଫୁଲୁରି ତେଲ ପ୍ରସ୍ତୁତ ହୁଏ ତାହା ...
287
ଉତ୍କଳ ସାହିତ୍ୟ ସମାଜର ସମାବର୍ତ୍ତନ ଓ ସମ୍ମାନ ପ୍ରଦାନ ଉତ୍ସବ : ପ୍ରଭାତ ପଟ୍ଟନାୟକଙ୍କୁ 'ଉତ୍କଳରତ୍ନ' ସମ୍ମାନ | Sambad
288
କଟକ : ଓଡ଼ିଶାର ସାମାଜିକ ଜୀବନକୁ ଋଦ୍ଧିମନ୍ତ କରିବାରେ ଉତ୍କଳ ସାହିତ୍ୟର ଅନନ୍ୟ ଅବଦାନ ରହିଛି। ସାମୂହିକ ଅବଦାନ ସର୍ବଦା ସମାଜର ମଙ୍ଗଳ ସାଧିତ କରିଥାଏ ବୋଲି ଉତ୍କଳ ସାହିତ୍ୟ ସମାଜର ୧୧୬ତମ ସମାବର୍ତ୍ତନ ଓ ସମ୍ମାନ ପ୍ରଦାନ ଉତ୍ସବରେ ‘ଉତ୍କଳରତ୍ନ’ ସମ୍ମାନରେ ସମ୍ମାନିତ ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ଅର୍ଥନୀତିଜ୍ଞ ପ୍ରଫେସର ପ୍ରଭାତ ପଟ୍ଟନାୟକ ମତ ପ୍ରକାଶ କରିଛନ୍ତି। ଆଜି ସଂଧ୍ୟାରେ ଶତା...
289
ଏହି ଉତ୍ସବରେ ‘ଶୁକଦେବ ସାହୁ ଉପନ୍ୟାସ ସମ୍ମାନ’ ପ୍ରଦୀପ ଦାଶ, ‘ଫକୀରମୋହନ କ୍ଷୁଦ୍ରଗଳ୍ପ ସମ୍ମାନ’ ଡକ୍ଟର ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ, ‘ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ସାହିତ୍ୟ ସମ୍ମାନ’ ଇଂ ମାୟାଧର ସ୍ୱାଇଁ, ‘ଗଙ୍ଗାଧର ମେହେର କବିତା ସମ୍ମାନ’ ହରପ୍ରସାଦ ପରିଛାପଟ୍ଟନାୟକ, ‘ଗୋପୀନାଥ ନନ୍ଦ ପ୍ରବନ୍ଧ-ସମାଲୋଚନା ସମ୍ମାନ’ ଡକ୍ଟର ବସନ୍ତ କୁମାର ପଣ୍ଡା, ‘ରାମକୃଷ୍ଣ ନନ୍ଦ ଶିଶୁ-ସାହିତ୍ୟ ସମ୍ମାନ’...
290
ଏହି ଉତ୍ସବରେ ଡକ୍ଟର ପ୍ରଭାସଚନ୍ଦ୍ର ଆଚାର୍ଯ୍ୟ ସ୍ୱାଗତ ସମ୍ଭାଷଣ, ସୁଶାନ୍ତ କୁମାର ନାୟକ ପ୍ରାରମ୍ଭିକ ସୂଚନା, ସାଧାରଣ ସଂପାଦକ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ ସଂପାଦକୀୟ ସୂଚନା ପ୍ରଦାନ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଉପସଭାପତି ମନୋଜ ପଟ୍ଟନାୟକ। ସଂଗଠନ ସଂପାଦକ ଜୀବନାନନ୍ଦ ଅଧିକାରୀ ଭକ୍ତିଗୀତ ଗାନ କରିଥିଲେ। ଉତ୍ସବ ପରିଚାଳନା କରିଥିଲେ ଡକ୍ଟର ସୁନାମଣି ରାଉତ, ଜେନା ଆଦିତ୍ୟ ପ...
291
ବାବା ସତ୍ୟସାଇ । ଯାହାଙ୍କର ଅନେକ ନାମ ଅନେକ ଯଶ । ବଡ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ରାଜନେତା, କ୍ରିକେଟ୍ ଖେଳାଳି ସମସ୍ତେ ଥିଲେ ବାବା ସତ୍ୟସାଇଙ୍କ ଭକ୍ତ । ତେବେ ସତ୍ୟସାଇ ପ୍ରକୃତରେ ସିଦ୍ଧପୁରୁଷ ଥିଲେ ନା ଥିଲେ ଜଣେ ଯାଦୁଗର । ଏନେଇ ହୋଇଛି ଅନେକ ତର୍କ ବିତର୍କ । ଅନେକ ବାବାଙ୍କୁ ଯାଦୁଗର ବୋଲି ଅଭିଯୋଗ କରିଛନ୍ତି । ବାବାଙ୍କ ଅସ୍ତିତ୍ୱ ଉପରେ ପ୍ରଶ୍ନ ଉଠାଇବା ଭଳି ଭିଡିଓ ମଧ୍ୟ ସ...
292
ଏମିତି ଏକ ଘଟଣା ସାମ୍ନାକୁ ଆସିଥିଲା ଯେତେବେଳେ ପ୍ରସିଦ୍ଧ ଯାଦୁଗର ପି.ସି ସରକାର ଯୁନିୟର୍ ତାଙ୍କ ମୁହଁ ଖୋଲିଥିଲେ । ତାଙ୍କ କହିବା ଅନୁଯାୟୀ ଯେତେବେଳେ ସେ ସତ୍ୟ ସାଇଙ୍କୁ ଦେଖା କରିବାକୁ ଚାହିଁଥିଲେ ସେତେବେଳେ ବାବା ଦେଖାକରିବାକୁ ମନା କରିଥିଲେ । ମାସ ମାସ ଧରି ଅପେକ୍ଷା କରିଥିଲେ ମଧ୍ୟ ବାବା ଦେଖାକରିବାକୁ ରାଜି ହୋଇନଥିଲେ । ତେଣୁ ପି.ସି ସରକାର ଯୁନିୟର୍ ଏକ ପ୍ଲାନ୍ କରିଥିଲେ । ନିଜ...
293
ଏହା ପରେ ସାଙ୍ଗେ ସାଙ୍ଗେ ବାବା ତାଙ୍କୁ ଦେଖାକରିଥିଲେ । ଦେଖାକରିବା ପରେ ପି.ସି ସରକାର ଯୁନିୟର୍ ବାବାଙ୍କୁ ଏକ ଉପହାର ମାଗିଥିଲେ । ଏହା ଶୁଣିବା ପରେ ବାବା ଅନ୍ୟ ଏକ କୋଠରୀକୁ ଯାଇ କିଛି ସମୟ ପରେ ଆସିଥିଲେ । ଆଉ ଏହି ସମୟ ମଧ୍ୟରେ ପି.ସି ସରକାର ଯୁନିୟର୍ କୋଠରୀ ଭିତରେ ମିଠା ରଖାଯାଇଥିବା ଏକ ପ୍ଲେଟ୍ ନିଜ ପାଖରେ ଲୁଚାଇଦେଇଥିଲେ । କିଛି ସମୟ ପରେ ବାବା ଆସି ଶୂନ୍ୟରେ ହାତ ବୁଲାଇ ତାଙ୍କ...
294
ଏହା ପରେ ଆଉ ଏକ ଘଟଣା ସାମ୍ନାକୁ ଆସିଲା ଯେତେବେଳେ ବାବା ତତ୍କାଳୀନ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କୁ ଉପହାର ଦେଇଥିଲେ । ଏହି ଦୃଶ୍ୟ ଦୁରଦର୍ଶନରେ ରେକର୍ଡ ହୋଇଥିଲା ଯେଉଁଥିରେ ବାବାଙ୍କ ଯାଦୁଗରୀ ଜଣା ପଡିଥିଲା । କିନ୍ତୁ ପ୍ରସାରଣ ସମୟରେ ଦୁରଦର୍ଶନ ଏହାକୁ କାଟି ଦେଇଥିଲେ । ସେହିପରି ବିବିସି ଏକ ଡକ୍ୟୁମେଂଟାରୀ ବନାଇଥିଲା ଯେଉଁଥିରେ ବାବାଙ୍କ ସତ୍ୟ ସାମ୍ନାକୁ ଆସିଥିବାର ଶୁଣିବାକୁ ମିଳ...
295
ତେବେ ଏକଥା ସତ ଯେ ବାବା ଗରିବ ଲୋକଙ୍କ ପାଇଁ ଡାକ୍ତରଖାନା , ଅନେକ ମନ୍ଦିର ଏବଂ ସ୍କୁଲ୍ ତିଆରି କରିଛନ୍ତି । କିନ୍ତୁ ଏକଥାକୁ ମଧ୍ୟ ଅସ୍ୱୀକାର କରିହେବ ନାହିଁ ଯେ ଏସବୁ ପଛରେ ଭକ୍ତ ମାନଙ୍କର ଟଙ୍କା ଲାଗିଛି । ତେବେ ସେ ଯାହା ହେଉନା କାହିଁକି ଆଜି ବି ସତ୍ୟସାଇଙ୍କୁ ଭଗବାନ ରୂପରେ ପୂଜା କରନ୍ତି ଭକ୍ତ ।
296
ବର୍ଷା ଦିନରେ ଖାଇବା ପିଇବାର ଯତ୍ନ ଅଧିକ ଆବଶ୍ୟକ, କାରଣ ଏ ସମୟରେ ସଂକ୍ରମଣର ଆଶଙ୍କା ବେଶୀ। ବିଶେଷ କରି ଜଣ୍ଡିସ୍ ହେବାର ସମ୍ଭାବନା ଅଧିକ ଥାଏ।
297
ରାସ୍ତା କଡ଼ରେ ବିକ୍ରି ହେଉଥିବା ଏକ ଲୋକପ୍ରିୟ ଖାଦ୍ୟ ହେଉଛି ଚାଟ୍‌ ଏବଂ ଗୁପଚୁପ। ସଂଧ୍ୟା ସମୟରେ ସମସ୍ତେ ଚାଟ୍‌ ଖାଇବାକୁ ବେଶୀ ପସନ୍ଦ କରନ୍ତି। ଚାଟ୍‌, ଭେଲ୍‌ପୁରୀ, ଗୁପ୍‌ଚୁପ୍‌ ଆଦି ଖାଦ୍ୟରେ ବ୍ୟବହାର କରାଯାଉଥିବା ଦହି ଏବଂ ପାଣି ଯୋଗୁ ସଂକ୍ରମଣ ହେବାର ଆଶଙ୍କା ରହିଥାଏ। ଅନ୍ତତଃ ବର୍ଷା ଋତୁରେ ଏସବୁ ଖାଦ୍ୟରୁ ଦୂରେଇ ରହିବା ଶ୍ରେୟସ୍କର।
298
ମଇଦା, ଆଳୁ ମସଲା ତଥା ତେଲରେ ଛଣା ହୋଇଥିବା ସ୍ୱାଦିଷ୍ଠ ସିଙ୍ଗଡା ଖାଇବାକୁ ଅନେକଙ୍କୁ ଭଲ ଲାଗିଥାଏ। କିନ୍ତୁ ଏସିଡ଼ିଟି ଓ ଗ୍ୟାସ୍‌ ସମସ୍ୟା ଥିବା ଲୋକେ ସିଙ୍ଗଡା ଖାଇବା ଅନୁଚିତ ।ବର୍ଷା ଦିନରେ ଏହା ଆହୁରି ସମସ୍ୟା ସୃଷ୍ଟି କରିପାରେ। ବର୍ଷା ଦିନରେ କଚୋଡ଼ି ଖାଇବା ମଧ୍ୟ ଦେହ ପ୍ରତି ଅହିତକର।
299
ଭୁବନେଶ୍ୱର: ଆଗମୀ ୨୪ଘଣ୍ଟା ଭିତରେ ରାଜ୍ୟର ୧୭ଟି ଜିଲ୍ଲାରେ ଘଡ଼ଘଡ଼ ବିଜୁଳି ସହିତ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗକେନ୍ଦ୍ର ସତର୍କ ସୂଚନା ଜାରି କରିଛି। ତେଣୁ ସୁନ୍ଦରଗଡ଼, ଝାରସୁଗୁଡା, କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ଭଦ୍ରକ, ଅନୁଗୁଳ, ଢ଼େଙ୍କାନାଳ, କନ୍ଧମାଳ,ଗଞ୍ଜାମ,ଗଜପତି,ରାୟଗଡ଼ା,କୋରାପୁଟ,କେନ୍ଦ୍ରାପଡ଼ା,କଟକ, ଖୋର୍ଦ୍ଧା ଓ ଝାରସୁଗୁଡା ବା...