text
stringlengths
17
85.6k
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା" ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା" , ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପ...
ରାଜା ରାମ ମନ୍ଦିର (ଯୋଡ଼ା ବାଂଲା ମନ୍ଦିର ଭାବରେ ମଧ୍ୟ ଜଣାଶୁଣା) ବାଂଲାଦେଶର ମଦାରିପୁର ଜିଲ୍ଲାରେ ଥିବା ଏକ ହିନ୍ଦୁ ମନ୍ଦିର । ଏହି ମନ୍ଦିର ରାଜୋଇର ଉପଜିଲ୍ଲାର ଖାଲିଆ ଗ୍ରାମରେ ଅବସ୍ଥିତ । ଏହା ସପ୍ତଦଶ ଶତାବ୍ଦୀରେ ଖାଲିଆର ଜମିଦାର ରାଜାରାମ ରାୟଙ୍କଦ୍ୱାରା ନିର୍ମିତ ହୋଇଥିଲା । ମନ୍ଦିରର ସମ୍ମୁଖ ଭାଗ ରାମାୟଣ-ମହାଭାରତର ଦୃଶ୍ୟରେ ସଜାଯାଇଥିବା ଟେରାକୋଟା ଟାଇଲରେ ଆଚ୍ଛାଦିତ ହୋଇଥି...
୧୮ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ସିନ୍ଧନୁର ଏକ ଭାରତୀୟ ସହର ଅଟେ । ଏହା କର୍ଣ୍ଣାଟକର ରଇଚୁର୍ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ସିନ୍ଧନୁର ୧୫.୭୬୯୮ ଉତ୍ତର ଅକ୍ଷାଂଶ ଓ ୭୬.୭୫୫୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସିନ୍ଧନୁର ସହରର ମୋଟ ଜନସଂଖ୍ୟା ୬୧୨୯୨ ଅଟେ । ସେଥି ମଧ୍ୟରୁ ୫୧.୧୯% ଜଣ ପରୁଷ ...
ପାରମ୍ପରିକ ଭୌତିକ ବିଜ୍ଞାନ ଅନୁସାରେ ପ୍ରତ୍ୟେକ ପରମାଣୁ ଇଲେକ୍ଟ୍ରନ୍, ନିଉଟ୍ରନ୍ ଓ ପ୍ରୋଟୋନ୍ ଆଦିଙ୍କଦ୍ୱାରା ଗଠିତ ବୋଲି କୁହାଯାଇଛି । ଅନେକ ଦିନ ପର୍ଯ୍ୟନ୍ତ ଇଲେକ୍ଟ୍ରନ୍, ପ୍ରୋଟୋନ୍ ଆଦି ପଦାର୍ଥର କ୍ଷୁଦ୍ରତମ ଅଂଶ ବୋଲାଉଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ପରୀକ୍ଷାଦ୍ୱାରା ଜଣାପଡିଲା ଯେ ପରମାଣୁର ଏହି ତିନୋଟି ଅଂଶଙ୍କୁ ମୌଳିକ କ୍ଷୁଦ୍ରତମ କଣିକା ବୋଲି କୁହାଯାଇପାରିବ ନାହିଁ । ସେଥ...
ମୋଜେଜା ଅସରଫ ମୋନାଲିସା (ଜନ୍ମ: ୫ ଅକ୍ଟୋବର ୧୯୮୭, ଜନ୍ମସ୍ଥାନ: ବଙ୍ଗଳାଦେଶ) ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ମଡେଲ ଏବଂ ନର୍ତ୍ତକୀ । ସେ ଦୂରଦର୍ଶନର ବିଜ୍ଞାପନରେ ପ୍ରଥମେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ଏବଂ ଏଥିସ‌ହିତ ବିଭିନ୍ନ ମଞ୍ଚରେ ନୃତ୍ୟ କରୁଥିଲେ । ଏହି ସମୟରେ ସେ ୨୦୦୦ ମସିହାରେ ମିସ୍ ଫଟୋଜେନିକ୍ ପୁରସ୍କାର ମଧ୍ୟ ପାଇଥିଲେ । ସେ ଅନେକ ଦୂରଦର୍ଶନ ଚେନାରେ ବିଭିନ୍ନ ଧାରାବା...
୧୫୨୧ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
୧୦୫୪ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
୭୪୬ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ବୁଦ୍ଧ ଧାତୁ ଯାଦି ବଙ୍ଗଳାଦେଶରେ ଥିବା ଏହି ବୁଦ୍ଧ ମନ୍ଦିର । ଏହା ବନ୍ଦରବନ ସ୍ୱର୍ଣ୍ଣ ମନ୍ଦିର ନାମରେ ମଧ୍ୟ ଜଣାଯାଏ । ଏହି ବୁଦ୍ଧ ମନ୍ଦିରଟି ବଙ୍ଗଳାଦେଶର ବନ୍ଦରବନ ନ‌ଗରର ବାଳଘାଟ ସ‌ହର ପାଖରେ ଅବସ୍ଥିତ । ଏହି ମନ୍ଦିରଟି ବଙ୍ଗଳାଦେଶର ସର୍ବ ବୃହତ ଥେରାବଦ ବୁଦ୍ଧ ମନ୍ଦିର ଏବଂ ଏହି ମନ୍ଦିରରେ ବଙ୍ଗଳାଦେଶର ୨ୟ ସର୍ବ ବୃହତ ବୁଦ୍ଧ ମୂର୍ତ୍ତୀ ରହିଛି । ଏହି ମନ୍ଦିରଟି ଥେରାବଦ ବୁଦ୍ଧିଇଜିମ...
ଗାଙ୍ଗଟକ ସହର ଭାରତର ଉତ୍ତର-ପୂର୍ବାଞ୍ଚଳରେ ଅବସ୍ଥିତ 'ସିକ୍କିମ' ରାଜ୍ୟର ରାଜଧାନୀ ଭୂଗୋଳ ଜନସଂଖ୍ୟା ଗାଙ୍ଗଟକର ଜନସଂଖ୍ୟା 2011 ଜନଗଣନା ରେ 1000,286 ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 52,459 ଥିବା ବେଳେ ମହିଳା ସଂଖ୍ୟା 47,827 ରହିଥିଲା । 6 ବର୍ଷରୁ କମସଂଖ୍ୟା ଏଠାରେ 9.24 % ଥିଲା । ସାକ୍ଷ୍ୟରତା ହାର 89.33 % ଥିଲା , ଯାହା ସର୍ବଭାରତୀୟ ହାର ଓ ସିକ୍କିମ ରାଜ୍ୟ ହାରଠାରୁ ...
ଝାରସୁଗୁଡ଼ା ଭାରତର ଓଡ଼ିଶାରେ ଥିବା ଝାରସୁଗୁଡ଼ା ଜିଲ୍ଲାର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର ।
୬୩୦ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଲାଖିସରାଇ ଏକ ଭାରତୀୟ ପୌରପାଳିକା ଅଟେ । ଏହା ବିହାରର ଲଖିସରଇ ଜିଲ୍ଲାରେ ଅବସ୍ଥିତ । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଲାଖିସରାଇ ସହରର ମୋଟ ଜନସଂଖ୍ୟା ୩୯୭୪୫ ଅଟେ । ସେଥି ମଧ୍ୟରୁ ୫୩.୦୨% ଜଣ ପରୁଷ ହୋଇଥିବା ବେଳେ ୪୬.୯୮% ଜଣ ନାରୀ ଅଟନ୍ତି । ଲାଖିସରାଇର ସାକ୍ଷରତା ହାର ୫୨.୬୬% ଅଟେ । ଏହା ଜାତୀୟ ହାରଠାରୁ ୧୨.୧୮% ପ୍ରତିଶତ କମ ଅଟେ । ସେଥିରୁ ୩୧....
ଜଗତିଆଳ ଏକ ଭାରତୀୟ ପୌରପାଳିକା ଅଟେ । ଏହା ଆନ୍ଧ୍ର ପ୍ରଦେଶର କରିମ୍‌‌ନଗର ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ଜଗତିଆଳ ୧୮.୭୯୪୭ ଉତ୍ତର ଅକ୍ଷାଂଶ ଓ ୭୮.୯୧୬୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୮୯ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଜଗତିଆଳ ସହରର ମୋଟ ଜନସଂଖ୍ୟା ୮୯୪୩୮ ଅଟେ । ସେଥି ମଧ୍ୟରୁ ୪୮.୩୦%...
ଶୁକ୍ର ସୌରଜଗତର ଏକ ଅଂଶବିଶେଷ । ସୂର୍ଯ୍ୟଠାରୁ ଏହା ଦ୍ୱିତୀୟ ଗ୍ରହ ।
ଅଭିଷେକ ବଚ୍ଚନ ହିନ୍ଦି: ୧୯୭୬ରେ ଜନ୍ମିତ ଜଣେ ହିନ୍ଦୀ କଥାଚିତ୍ର ଅଭିନେତା ।
ପୁଷ୍ପେନ୍ଦ୍ର ସିଂହ ଦେଓ (ଜନ୍ମ: ୨୬ ଜାନୁଆରୀ ୧୯୬୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି । ୨୦୦୪, ୨୦୦୯ ଓ ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କୋକସରା ଓ ଧର୍ମଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ, ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବା...
ଚୀନର ବିଶାଳ ପ୍ରାଚୀର ବା ଚୀନର ସୁଦୀର୍ଘ ପ୍ରାଚୀର (ଈଂରାଜୀରେ ) ଅନେକଗୁଡ଼ିଏ ସ୍ଥାନରେ ନିର୍ମିତ ଦୁର୍ଗ ପ୍ରାଚୀର ସଦୃଶ ଅଂଶକୁ ସଂଯୋଜିତ କରି ଗଠିତ । ପଥର, ଇଟା, ପୋଡ଼ାମାଟି, କାଠ ଓ ଅନ୍ୟାନ୍ୟ ପଦାର୍ଥ ବ୍ୟବହାର କରି ପୂର୍ବ-ପଶ୍ଚିମ ଦିଗରେ ଏହି ବିଶାଳ କାନ୍ଥର ନିର୍ମାଣ କରାଯାଇଥିଲା । ପ୍ରାଚୀନ ଚୀନର ଉତ୍ତର ପଟୁ ହେଉଥିବା ବିଦେଶୀ ଶତ୍ରୁଙ୍କ ଆକ୍ରମଣରୁ ଦେଶର ରକ୍ଷା କରିବା ହିଁ ଏହି...
କଳାବୁଦା ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ପଞ୍ଚାୟତ ସମିତି ଅଧୀନରେ ଥିବା ଏକ ଗାଁ ଓ ଗ୍ରାମପଞ୍ଚାୟତ । ଭୌଗଳିକ ଅବସ୍ଥିତି ଓ ଜଳବାୟୁ ଏହି ଗ୍ରାମଟି କଟକ ସହରଠାରୁ ପ୍ରାୟ ୬୫କି.ମି. ଦୂରରେ ଏବଂ କେନ୍ଦ୍ରାପଡ଼ା ସହରଠାରୁ ପ୍ରାୟ ୧୨କି.ମି. ଦୂରରେ ଅବସ୍ଥିତ । ଗ୍ରାମର ଅବସ୍ଥିତି ଚିତ୍ରୋପ୍ତଳା ନଦୀ କୂଳରେ । କଳାବୁଦା ହେଉଛି ଏକ ଗାଁ ଏବଂ ଗ୍ରାମପଞ୍ଚାୟତ ଯେଉଁଥିରେ କଳାବୁଦା (କ),...
ଶ୍ରୀଦେବ (ଜନ୍ମ: ୨୫ ଫେବୃଆରୀ ୧୯୫୮) ଜଣେ ଓଡ଼ିଆ କବି, ପତ୍ରିକା ସମ୍ପାଦକ ଓ ଖବରକାଗଜ ସ୍ତମ୍ଭକାର । ସେ ବାଲେଶ୍ୱରରୁ ପ୍ରକାଶିତ ଚନ୍ଦ୍ରଭାଗା ପତ୍ରିକାର ସମ୍ପାଦକ ଅଟନ୍ତି । ୧୯୫୮ ମସିହାରେ ଶ୍ରୀଦେବ ବାଲେଶ୍ୱର ଜିଲ୍ଲାର ରସାଳପୁରଠାରେ ଜନ୍ମଗ୍ରହଣ କରିଥିଲେ । ଆକାଶବାଣୀ କଟକର ଯୁବବାଣୀ କାର୍ଯକ୍ରମରେ ପ୍ରଥମେ ତାଙ୍କର ମୋ ନଷ୍ଟ ନାୟିକା ନାମକ ଏକ କବିତା ପରିବେଷଣ କରାଯାଇଥିଲା । କଲିକତ...
ଏନଫୋର୍ଟୁମାବ ଭେଡୋଟିନ (ଇଂରାଜୀ ଭାଷାରେ ), ପ୍ୟାଡସେଭ୍ ଏହାର ଏକ ବିକ୍ରୟ ନାମ, ହେଉଛି ୟୁରୋଥେଲିଆଲ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । ଅନ୍ତତଃ ପକ୍ଷେ ଅତି ଆଗେଇ ଯାଇଥିବା ରୋଗରେ ଆକ୍ରାନ୍ତ ଏବଂ ଅନ୍ୟ ଚିକିତ୍ସାରେ ବିଫଳ ହୋଇଥିବା ରୋଗୀଙ୍କଠାରେ ଏହା ବ୍ୟବହୃତ ହୁଏ । ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା...
ଛବିର ମଣିଷ ୧୯୯୦ ମସିହାରେ ଡିଡି ଓଡ଼ିଆରେ ପ୍ରସାରିତ ହୋଇଥିବା ଏକ ଓଡ଼ିଆ ଟେଲି ଫିଲ୍ମ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ପ୍ରଣବ ଦାସ ।
୧୬୯୨ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ହିଷ୍ଟ୍ରେଲିନ (ଇଂରାଜୀ ଭାଷାରେ ), ଅନ୍ୟମାନଙ୍କ ମଧ୍ୟରେ ଭାଣ୍ଟାସ୍ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଉନ୍ନତ ପ୍ରୋଷ୍ଟେଟ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ଅକାଳ ବିକଶିତ ବୟଃପ୍ରାପ୍ତି ଏବଂ ଟ୍ରାନ୍ସଜେଣ୍ଡର ବା ବିପରୀତ ଲିଙ୍ଗି ପିଲାମାନଙ୍କ ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ । ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜ...
ଶୈଳେଶ୍ୱର ନନ୍ଦ (ଜନ୍ମ: ୪ ନଭେମ୍ବର ୧୯୪୪) ଜଣେ ଓଡ଼ିଆ ନାଟ୍ୟକାର, ଅଭିନେତା ଓ ଡାକ୍ତର । ସେ ଓଡ଼ିଆ ନାଟକମାନ ରଚନା କରିବା ସହିତ ନାଟକ ଓ ଚଳଚ୍ଚିତ୍ରରେ ଅଭିନୟ ମଧ୍ୟ କରିଛନ୍ତି । ତାଙ୍କର ବଡ଼ଭାଇ ଚନ୍ଦ୍ରଶେଖର ନନ୍ଦଙ୍କ ସହ ମିଶି, ସେ 'ଆରୋହଣ' ନାମକ ଏକ ନାଟ୍ୟାନୁଷ୍ଠାନ ଗଠନ କରିଥିଲେ । ୧୯୯୦-୯୩ ପର୍ଯ୍ୟନ୍ତ, ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଭାବରେ ମଧ୍ୟ କାର୍ଯ୍ୟ କରି...
ପବିତ୍ର ମୋହନ ପ୍ରଧାନ (୮ ଫେବୃଆରୀ ୧୯୦୮ - ୨୮ ସେପ୍ଟେମ୍ବର ୧୯୮୮) ଓଡ଼ିଶାର ଜଣେ ପ୍ରଜାମଣ୍ଡଳ ଓ ଗଡ଼ଜାତ ଆନ୍ଦୋଳନର ନେତା ଏବଂ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ବହୁବାର ଓଡ଼ିଶା ବିଧାନ ସଭା ଓ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ପବିତ୍ର ମୋହନ ପ୍ରଧାନ ୧୯୦୮ ମସିହାର ଫେବୃଆରୀ ମାସ ୮ ତାରିଖରେ ତାଳଚେର ଅନ୍ତର୍ଗତ ପୋଇପାଳଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ...
ଭରତ ଚନ୍ଦ୍ର ହୋତା (ମୃତ୍ୟୁ: ୪ ଜୁଲାଇ ୨୦୦୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବା ଓ ଶିକ୍ଷା ଭରତ ଚନ୍ଦ୍ର ହୋତାଙ୍କ ବାପାଙ୍କ ନାମ ନଟବର ହୋତ...
ଖେଲାରି , ଭାରତୀୟ ରାଜ୍ୟ ଝାଡ଼ଖଣ୍ଡର ରାଁଚୀ ଜିଲ୍ଲାର ଏକ ସହର । ଏହା କୋଇଲା ଖଣି ଅଞ୍ଚଳ ଭାବରେ ବିଖ୍ୟାତ । ଏଠାରେ ଥିବା ରେଳ ଷ୍ଟେସନ ଅଙ୍କଲ ପାଇଁ ଏକ ମୁଖ୍ୟ ଷ୍ଟେସନ ଭାବରେ ରହିଛି । ଏହା ଭାରତୀୟ ରାଜଧାନୀ ଦିଲ୍ଲୀ , ରାଁଚୀ , କଲିକତା , ଦାଲତଙଗଞ୍ଜ ଧାନବାଦ ସହ ସୁ ସଂଯୁକ୍ତ । ଏଠାରେ ସେଣ୍ଟ୍ରାଲକୋଲ ଲିମିଟେଡ ଅଧୀନରେ କୋଇଲାଖଣି ସମୂହ ପରିଚାଳିତ । ଜନସଂଖ୍ୟା 2001 ଜନଗଣନା ଅନୁସାରେ[...
ତୋର ଦିନେକୁ ମୋର ଦିନେ, ୨୦୧୬ ମସିହାରେ ମୁକ୍ତିଲାଭ କରିଥିବା ଏକ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ରୱାଲ ଓ ପ୍ରଦ୍ୟୁମ୍ନ ଲେଙ୍କା । ରଣଜିତ ପଟ୍ଟନାୟକ କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ସିଦ୍ଧାର୍ଥ ଅଗ୍ରୱାଲ କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ସୁଧାଂଶୁ ମୋହନ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରର ...
ରାମକୃଷ୍ଣ ମିସନ ବେଳାଭୂମି, ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନାମଠାରେ ଥିବା ଏକ ଜନପ୍ରିୟ ସମୁଦ୍ର ବେଳାଭୂମି । ଏହାର ନିକଟରେ ଥିବା ରାମକୃଷ୍ଣ ମିସନ ଆଶ୍ରମ ଅନୁସାରେ ତାହାର ନାମ ଏହିପରି ରହିଛି । ଏଠାରେ ଭାରତୀୟ ନୌସେନାର କୁରସୁରା ସବ ମାରାଇନ ସଂଗ୍ରହାଳୟ ମଧ୍ୟ ଏକ ବଡ ଆକର୍ଷଣ ଭାବେ ରହିଛି । . ବର୍ଣ୍ଣନା ଏହି ବେଳାଭୂମିକୁ ପ୍ରତ୍ୟହ ବହୁ ସଂଖ୍ୟାରେ ଦର୍ଶକ ଆସିଥାନ୍ତି । ସମ...
ଟାଜାରୋଟିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ତାଜୋରାକ୍, ହେଉଛି ଏକ ଔଷଧ ଯାହା ମୁଖ୍ୟତଃ ପ୍ଲେକ୍ ସୋରିଆସିସ୍ ଏବଂ ବ୍ରଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ଫୋଟୋଏଜେଡ (ଅଲଟ୍ରାଭାୟୋଲେଟ ସଂସ୍ପର୍ଶ) ଚର୍ମ ପାଇଁ ମଧ୍ୟ ବ୍ୟବହୃତ ହୁଏ । ଏହା ଚର୍ମରେ ପ୍ରୟୋଗ କରାଯାଏ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଚର୍ମର ଲାଲିମା, ଚୋପା ଛାଡ଼ିବା, ଗଲୁ, ଏବଂ ଚର୍ମ ଯନ୍ତ୍ରଣା ହୋଇପାରେ । ଅନ...
ଦୀପକ ବାରିକ, ଜଣେ ଓଡ଼ିଆ କଥାଚିତ୍ର ଏବଂ ଆଲବମ୍ ଅଭିନେତା । ସେ ୨୦୧୧ ମସିହାରେ ଓଡ଼ିଆ କଥାଚିତ୍ର ମନ ମୋର ପ୍ରଜାପତି ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହା ପୂର୍ବରୁ ଦୀପକ ଓଡ଼ିଆ ଆଧୁନିକ ଆଲବମ୍‌ରେ ଅନେକ ଗୀତରେ ନୃତ୍ୟ କରିଥିଲେ । ପ୍ରାରମ୍ଭିକ ଜୀବନ ଏବଂ ପରିବାର ଦୀପକ ବାରିକ କଟକରେ ଜନ୍ମଗ୍ରହଣ କରିଥିଲେ । ସେ ପ୍ରଥମେ ଜଣେ ଆଲବମ୍‌ର ନାୟକ ଭାରେ ଓଡ଼ିଆ ଆଲବମ୍‌ରେ ...
ବୁଦ୍ଧ (ପାଳି: ସିଦ୍ଧାର୍ଥ ଗୌତମ ବୁଦ୍ଧ) ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଓ ଧର୍ମ ସଂସ୍ଥାପକ ଥିଲେ । ବୌଦ୍ଧ ଧର୍ମ ବିଶ୍ୱାସୀଙ୍କ ମଧ୍ୟରେ ସେ ସର୍ବଶ୍ରେଷ୍ଠ ବୁଦ୍ଧ ( . , . ) ଭାବରେ ଜଣା, "ବୁଧ/ବୁଦ୍ଧ" ଶବ୍ଦର ଅର୍ଥ ପାଳି ଭାଷାରେ "ଉଠିଥିବା" ବା "ଆଲୋକିତ" ବୁଝାଇଥାଏ ଇତିହାସ ଅନୁସାରେ ବୁଦ୍ଧଙ୍କ ଜନ୍ମ ପୁରାତନ ଓଡ଼ିଶା ବା କଳିଙ୍ଗର ଭୁବନେଶ୍ୱର ନିକଟରେ ଥିବା କପିଳେଶ୍ୱର ଜନପଦର...
ବିଶ୍ୱ ବୌଦ୍ଧିକ ସମ୍ପଦ ଦିବସ ପ୍ରତିବର୍ଷ ଅପ୍ରିଲ ମାସ ୨୬ ତାରିଖରେ ସାରା ବିଶ୍ୱରେ ପାଳିତ ହୁଏ । ଏହି କାର୍ଯ୍ୟକ୍ରମ ୨୦୦୦ ମସିହାରେ ବିଶ୍ୱ "ବୌଦ୍ଧିକ ସଂପଦ ସଂଗଠନ" ଦ୍ୱାରା ପେଟେଣ୍ଟ, କପି ରାଇଟ୍, ଟ୍ରେଡମାର୍କ ଇତ୍ୟାଦିର ଦୈନିକ ଜୀବନରେ ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି ତଥା ବୌଦ୍ଧିକ ସମ୍ପଦର ବିକାଶ ଦିଗରେ ଯୋଗଦାନ କରିବା ଉଦ୍ଦେଶ୍ୟରେ ପାଳିତ କରାଯାଉଛି । ୧୯୭୦ ମସିହା ଏହି ତାର...
ଦିଫୁ ଏକ ଭାରତୀୟ ସହର ଅଞ୍ଚଳ କମିଟି ଅଟେ । ଏହା ଆସାମର କର୍ବି ଆଙ୍ଗ୍ଲୋଙ୍ଗ୍ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ଦିଫୁ ୨୫.୮୪୩୪ ଉତ୍ତର ଅକ୍ଷାଂଶ ଓ ୯୩.୪୩୧୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଦିଫୁ ସହରର ମୋଟ ଜନସଂଖ୍ୟା ୫୨୦୬୨ ଅଟେ । ସେଥି ମଧ୍ୟରୁ ୫୩.୩୩% ଜ...
ଉତ୍ତମ କୁମାର ପ୍ରଧାନ ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ । ୧୯୮୮ ମସିହାରେ ସେ ନିଜ କ୍ଷୁଦ୍ରଗଳ୍ପ ସଂକଳନ "ନଚିକେତାର ହାତ" ପାଇଁ ଏହି ପୁରସ୍କାର ଲାଭ କରିଥିଲେ ।
ମାନସୀ ପ୍ରଧାନ ଜଣେ ଭାରତୀୟ ମହିଳା କର୍ମୀ ଓ ଲେଖିକା ଯିଏ ୨୦୧୩ରେ ରାଣୀ ଲକ୍ଷ୍ମୀବାଇ ସ୍ତ୍ରୀ ଶକ୍ତି ପୁରସ୍କାର ପାଇଥିଲେ । ୨୦୧୧ରେ ସେ ଜାତୀୟ ମହିଳା କମିଶନ ତରଫରୁ ଆଉଟଷ୍ଟାଡିଙ୍ଗ ଉମ୍ୟାନ ଆୱାର୍ଡ଼ ପାଇଥିଲେ । ସେ ନିର୍ଭୟା ବାହିନୀ ଓ ଓଉଆଇଏସଏସର ପ୍ରତିଷ୍ଠାତା ଥିଲେ । ନାରୀ ଶୋଷଣ ଓ ଅତ୍ୟାଚାର ବିରୁଦ୍ଧରେ ସେ ଭାରତରେ ରାଷ୍ଟ୍ରୀୟ ଅଭିଯାନ କରିଥିଲେ । ସେ କେନ୍ଦ୍ରୀୟ ଫିଲ୍ମ ପ୍ରମାଣ ବ...
ଫେରି ଆସୁଥିବି କୋଳକୁ ତୋ 'ର ୨୦୨୨ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଭିନେତା ରବି ମିଶ୍ର । ସଞ୍ଜୟ ନାୟକ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଗୁଡ୍‌ଲୀ ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭି...
ପୁରୁଷୋତ୍ତମ ନାୟକ (୯ ମାର୍ଚ୍ଚ ୧୯୧୧ - ୧୬ ନଭେମ୍ବର ୨୦୧୪) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଥିଲେ । ୧୯୩୪ରେ ମହାତ୍ମା ଗାନ୍ଧୀଙ୍କ ସହ ମିଶି ସେ ଓଡ଼ିଶା ପଦଯାତ୍ରା କରିଥିଲେ । ବିଭିନ୍ନ ଜନସଭାରେ ଯୋଗଦେଇ ଭାରତୀୟ ଜାତୀୟ କଂଗ୍ରେସର ନୀତି ଓ ସ୍ୱାଧୀନତା ସଂଗ୍ରାମ ସମ୍ବନ୍ଧରେ ଜ୍ଞାନ ଆହରଣ କରିଥିଲେ । ଗାନ୍ଧିଙ୍କ ସଙ୍ଗେ ମିଶି ସେ ସ୍ୱଦେଶୀ ଆନ୍ଦୋଳନରେ ଅଂଶ ଗ୍ରହଣ କରିଥିଲେ । ୧୯୪୦ ...
୯୦୩ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ହସିଲା ସଂସାର ଭାଙ୍ଗିଲା କିଏ, ୨୦୦୬ରେ ମୁକ୍ତିଲାଭକରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ନାୟକ । ମଳୟ ମିଶ୍ର ଏହି କଥାଚିତ୍ରଟି ସ୍ୱର ସଂଯୋଜନା କରିଥିଲେ । ଅନୁ ଚୌଧୁରୀ, ସିଦ୍ଧାନ୍ତ ମହାପାତ୍ର, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଅଭିନୟ ଅନୁ ଚୌଧୁରୀ ସିଦ୍ଧାନ୍ତ ମହାପାତ୍ର ଜୟୀରାମ ସାମଲ ...
ରୋଗର,ବ ରୋମୋସୋଜୁମାବ, ବେପାର ନାମ ଇଭେନିଟି, ହେଉଛି ଅଷ୍ଟିଓପୋରୋସିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । ଏହି ଔଷଧ ଗ୍ରହଣ କଲେ ମେରୁଦଣ୍ଡ ଭାଙ୍ଗିଯିବାର ଆଶଙ୍କା ହ୍ରାସ ହୁଏ । ଏହା ଚର୍ମ ତଳେ ଇଞ୍ଜେକ୍ସନଦ୍ୱାରା ବ୍ୟବହୃତ ହୁଏ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଗଣ୍ଠି ଯନ୍ତ୍ରଣା ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ । ଏହା ହୃଦଘାତ ଏବଂ ଷ୍ଟ୍ରୋକର ଆଶଙ୍କା ବୃଦ୍...
ସ୍ତନ୍ୟପାନ, (ଇଂରାଜୀ ଭାଷାରେ ବ୍ରେଷ୍ଟଫିଡ/ ବା ନର୍ସିଙ୍ଗ/ ) ଶବ୍ଦ ମହିଳା ସ୍ତନରୁ ଶିଶୁ ଦୁଗଧ ପାନ କରିବାକୁ ବୁଝାଏ । ଶିଶୁ ଜନ୍ମ ପରେ ପରେ ସ୍ତନ୍ୟପାନ ଆରମ୍ଭ କରିବା ଉଚିତ ଓ ଶୁଶୁର ଇଚ୍ଛା ଅନୁଯାୟୀ ଦେବା ଉଚିତ । ଜୀବନର ପ୍ରଥମ କିଛି ସପ୍ତାହ ପର୍ଯ୍ୟନ୍ତ ଛୁଆକୁ ଦିନ‌କୁ ୮ରୁ ୧୨ ଥର ପିଏଇବା ଉଚିତ । ପ୍ରତ୍ୟେକ ସ୍ତନରୁ ୧୦ରୁ ୧୫ ମିନିଟ ପର୍ଯ୍ୟନ୍ତ ପିଆଯାଏ । ଶିଶୁର ବୟସ ବୃଦ୍ଧି ସ...
ତ୍ରିନାଥ ସାମନ୍ତରାୟ (୨୩ ନଭେମ୍ବର ୧୯୨୧ - ୨୬ ଜୁଲାଇ ୨୦୦୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୭୧ ଓ ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଖଲ୍ଲିକୋଟ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ ଓ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ତ...
ସ୍ୱରୂପ କୁମାର ଦାସ (ଜନ୍ମ: ୧୧ ଅପ୍ରେଲ ୧୯୭୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୦ ମସିହାରେ ହୋଇଥିବା ଉପ-ନିର୍ବାଚନରେ ସେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ସ୍ୱରୂପ କୁମାର ଦାସ ୧୯୭୦ ମସିହାର ଅପ୍ରେଲ ୧୧ ତାରିଖରେ ଜନ୍ମଗ୍ରହଣ ...
ଶାଓଚିଲଙ୍ଗ : ;ମାନେ " " ଡାଇନୋସର ବଂଶର ଜୀବ ଅଟେ । ଏହି ଜୀବଟି ବର୍ତ୍ତମାନ ବିଲୁପ୍ତ । ଏହାର ଜୀବାଶ୍ମ ଓ ଅବଶେଷ ଏସିଆରୁ ମିଳିଥିଲା । ଏହି ଡାଇନୋସରଟି କ୍ରେଟାସିଅସ ଯୁଗରେ ବାସ କରୁଥିଲା ।
ସତ୍ୟ ନାରାୟଣ ମହାରଣା ଓଡ଼ିଶାର ଜନ୍ମିତ ଜଣେ ଭାରତୀୟ ମହାରଣା, ମୂର୍ତ୍ତିକାର ଓ ବାଲୁକାଶିଳ୍ପୀ । ୨୦୨୦ ମସିହାରେ ସେ ପୁରୀ ରଥଯାତ୍ରାର ନନ୍ଦିଘୋଷ ରଥର ୧.୩ ସେମି ଓ ୬୦୦ ମିଲିଗ୍ରାମ ଓଜନ ବିଶିଷ୍ଟ ଉଚ୍ଚ କ୍ଷୁଦ୍ର କାଠ ପ୍ରତିକୃତି ତିଆରି କରି ଇଣ୍ଡିଆ ବୁକ ଅଫ ରେକର୍ଡସ ୨୦୨୦ରେ କ୍ଷୁଦ୍ରତମ ରଥ ନିର୍ମାଣ ରେକର୍ଡ଼ ପାଇଁ ସ୍ଥାନପାଇଥିଲେ । ଏହି ନୂଆ ରେକର୍ଡ଼ ୩.୫୫୬ ସେମି ଓ ୩.୩୦୨ ସେମି ମା...
୧୨୩ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ସରବଜିତ ସିଂ ୧୯୬୩ କିମ୍ବା ୧୯୬୪ - ୨ ମଇ ୨୦୧୩ ପାକିସ୍ତାନଦ୍ୱାରା ମଞ୍ଜିତ ସିଂ ନାମିତ କରାଯାଇଥିଲା । ଜଣେ ଭାରତୀୟ ନାଗରିକ ଅଟନ୍ତି । ସରବଜିତଙ୍କୁ ପାକିସ୍ତାନ ଅଦାଲତ ତରଫରୁ ଜଣେ ଆତଙ୍କବାଦୀ ଓ ଗୁପ୍ତଚର ହେବା ଦୋଷରେ ଫାଶୀ ଦଣ୍ଡରେ ଦଣ୍ଡ଼ିତ କରାଯାଇଥିଲା । ଲାହୋର ଓ ଫୈସଲାବାଦରେ ହୋଇଥିବା ବୋମା ବିସ୍ଫୋଟରେ ୧୪ ଜଣ ସାଧାରଣ ଜନତାଙ୍କୁ ମାରିଦେବାର ଦୋଷାରୋପ କରାଯାଇଥିଲା । କିନ୍ତୁ ସ...
ସୁଧାରାଣୀ ଜେନା ୬ ଫେବୃଆରୀ ୧୯୪୨ ୨୨ ଅଗଷ୍ଟ ୨୦୨୩ ଜଣେ ଓଡ଼ିଆ ଅଭିନେତ୍ରୀ ଥିଲେ । ୧୯୬୧ ମସିହାରେ ଓଡ଼ିଆ କଥାଚିତ୍ର ପରିଣାମ ଜରିଆରେ ସେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ୧୯୭୬ ମସିହାରୁ ୧୯୯୪ ଯାଏଁ କଥାଚିତ୍ର ଜଗତରେ ସକ୍ରିୟ ଥିଲେ । ଜନ୍ମ, ପରିବା ଓ ଶିକ୍ଷା ୧୯୪୨ ମସିହାର ଫେବୃଆରୀ ୬ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ବୃତ୍ତିଗତ ପେଶାରେ ସେ ଜଣେ ସ୍ତ୍ରୀ ଓ ପ୍ରସୁତି ବିଭାଗ...
ଶ୍ରୀଲଙ୍କାର ସ୍ୱାଧୀନତା ଆନ୍ଦୋଳନ ଏକ ଶାନ୍ତିପୂର୍ଣ୍ଣ ରାଜନୈତିକ ଆନ୍ଦୋଳନ ଥିଲା ଯାହା ବ୍ରିଟିଶ ସାମ୍ରାଜ୍ୟରୁ ଶ୍ରୀଲଙ୍କା (ତତ୍କାଳୀନ ବ୍ରିଟିଶ ସିଲୋନ୍ ଦେଶ) ପାଇଁ ସ୍ୱାଧୀନତା ତଥା ଆତ୍ମ-ଶାସନ ହାସଲ କରିବାକୁ ଲକ୍ଷ୍ୟ ରଖିଥିଲା । ୪୦୦ ବର୍ଷ ଧରି ଚାଲିଥିବା ବ୍ରିଟିଶ ପ୍ରଶାସନରୁ ସିଲୋନ୍ ପ୍ରତିନିଧୀଙ୍କ ନିକଟକୁ ରାଜନୈତିକ କ୍ଷମତାର ହସ୍ତାନ୍ତର ଏକ୍ ଶାନ୍ତିପୂର୍ଣ୍ଣ ଭାବରେ ଶକ୍ତି ହସ...
ପତ୍ରାଟୁ, ଝାଡ଼ଖଣ୍ଡ ଏକ ଭାରତୀୟ ଜନଗଣନା ସହର ଅଟେ । ଏହା ଝାଡ଼ଖଣ୍ଡର ହଜରିବଗ୍ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ପତ୍ରାଟୁ, ଝାଡ଼ଖଣ୍ଡ ୨୩.୬୬୪୫ ଉତ୍ତର ଅକ୍ଷାଂଶ ଓ ୮୫.୩୦୫୫ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପତ୍ରାଟୁ, ଝାଡ଼ଖଣ୍ଡ ସହରର ମୋଟ ଜନସଂଖ୍ୟା ୩୨୧...
ପୋଲ୍ଲାଚି ଏକ ଭାରତୀୟ ପୌରପାଳିକା ଅଟେ । ଏହା ତାମିଲନାଡୁର କୋଇମ୍ବତୋରେ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ପୋଲ୍ଲାଚି ୧୦.୬୫୬୪ ଉତ୍ତର ଅକ୍ଷାଂଶ ଓ ୭୭.୦୦୪୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୯୨୧ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପୋଲ୍ଲାଚି ସହରର ମୋଟ ଜନସଂଖ୍ୟା ୮୮୨୯୩ ଅଟେ । ସେଥି ମଧ୍ୟରୁ ୫୦.୨...
୧୧୮୦ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଅଙ୍କୋସର୍ସିଆସିସ (ଇଂରାଜୀରେ ), ବା ନ‌ଦୀ ଅନ୍ଧତ୍ୱ/ ରିଭର ବ୍ଲାଇଣ୍ଡନେସ (ଇଂରାଜୀରେ ) ବା ରୋବ୍ଲ ରୋଗ (ଇଂରାଜୀରେ ), ଏକ ରୋଗ ଯାହା ଏକ ପ୍ରକାର ପରଜୀବୀ ପୋକ ଅଙ୍କୋସର୍କା ଭୋଲ୍‌ଭ୍ୟୁଲସ (ଇଂରାଜୀରେ ) ସଂକ୍ରମଣଦ୍ୱାରା ଲୋକଙ୍କୁ ହୁଏ । ଅତ୍ୟଧିକ ଗଲୁ , ଚର୍ମ ତଳେ ଆବୁ ଓ ଅନ୍ଧତ୍ୱ ଏହାର ଲକ୍ଷଣ । ଚକ୍ଷୁ ସଂକ୍ରମଣ ରୋଗରେ ଟ୍ରାକୋମା ପରେ ଏହା ଦ୍ୱିତୀୟ ସର୍ବାଧିକ ସ୍ଥାନ ଗ୍ରହଣ ...
ସାଇଗନ, ଦକ୍ଷିଣ ଭିଏତନାମର ରାଜଧାନୀ ।
ହରିୟାଣା ଭାରତର ଉତ୍ତର ଭାଗରେ ଅବସ୍ଥିତ ଏକ ରାଜ୍ୟ ଚଣ୍ଡୀଗଡ଼ ସହର ଏହାର ରାଜଧାନୀ ।
ଟାଫାସିଟାମାବ (ଇଂରାଜୀ ଭାଷାରେ ), ମୋଞ୍ଜୁଭିରେ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ପୁନରାବର୍ତ୍ତନ କିମ୍ବା ରିଫାକ୍ଟରି ଡିଫ୍ୟୁଜ୍ ବଡ ବି-ସେଲ୍ ଲିମ୍ଫୋମା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ଯେତେବେଳେ ଅଟୋଲୋଗସ ଷ୍ଟେମ ସେଲ ପ୍ରତିରୋପଣ ଏକ ବିକଳ୍ପ ନୁହେଁ । ଏହା ଲେନାଲିଡୋମାଇଡ ସହିତ ଏକତ୍ର ଦିଆଯାଏ । ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଧୀରେ ଧୀରେ ଦିଆଯାଏ । ସାଧାରଣ ପାର୍...
ସିରା, ଭାରତ ଏକ ଭାରତୀୟ ସହର ଅଟେ । ଏହା କର୍ଣ୍ଣାଟକର ତୁମ୍କୁର୍ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ସିରା, ଭାରତ ୧୩.୭୪୧୬ ଉତ୍ତର ଅକ୍ଷାଂଶ ଓ ୭୬.୯୦୪୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୫୦୯ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସିରା, ଭାରତ ସହରର ମୋଟ ଜନସଂଖ୍ୟା ୫୦୦୫୬ ଅଟେ । ସେଥି ମଧ୍ୟରୁ ୫୧.୬୬% ...
ସଂଗ୍ରାମ ବିଶ୍ୱାଳ, ଜଣେ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ । ସେ ଓଡ଼ିଆ କଥାଚିତ୍ର ରଖିଲେ ଶିବ ମାରିବ କିଏ ଚଳଚ୍ଚିତ୍ରର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହାପରେ ସେ ସକଳ ତୀର୍ଥ ତୋ ଚରଣେ, ରାକ୍ଷୀ ଭିଜିଗଲା ଆଖି ଲୁହରେ, ରାମ ଲକ୍ଷ୍ମଣ, ମହାସଂଗ୍ରାମ, ଧର୍ମନିକିତି, ବିଧାତା, ତୋ ଆଖି ମୋ ଆଇନା, ଆଇ ଲଭ୍‌ ମାଇଁ ଇଣ୍ଡିଆ ଏବଂ ଲାଲ ଟୁକଟୁକ୍‌ ସାଧବବୋହୁ ଆଦି କଥାଚିତ୍ର...
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୧ ମଇ ବର୍ଷର ୧୪୧ତମ ଦିବସ ଅଟେ ଅଧିବର୍ଷ ଗୁଡ଼ିକରେ - ୧୪୨ତମ । ବର୍ଷ ଶେଷ ହେବା ପାଇଁ ଆଉ ୨୨୪ ଦିନ ବାକି ଅଛି ।
ରୋମୀୟ ସାମ୍ରାଜ୍ୟ (ଲାଟିନ୍); ଇମ୍ପେରିଅମ ରୋମାନମ, (କୋଇନେ ଗ୍ରୀକ୍); ବାସିଲେଇଆ ତୋନ୍ ରୋମାଇଓନ , ପ୍ରାଚୀନ ରୋମର ସାଧାରଣତନ୍ତ୍ର ପରବର୍ତ୍ତୀ ପର୍ଯ୍ୟାୟ ଅଟେ । ଏକ ରାଜ୍ଯ ହିସାବରେ, ଏହା ଭୂମଧ୍ଯସାଗର ଚାରିପଟେ, ଉତ୍ତର ଆଫ୍ରିକାରେ ଏବଂ ପଶ୍ଚିମ ଏସିଆରେ ସୁବିସ୍ତୃତ ଅଞ୍ଚଳ ନିଜ ଅଧିନରେ ରଖିଥିଲା । ସାମ୍ରାଜ୍ୟର ସର୍ବେସର୍ବା ଏହାର ସମ୍ରାଟମାନେ ଥିଲେ । କାଇଜର ଅଗଷ୍ଟସଙ୍କ ସିଂହାସନ...