Datasets:
id stringlengths 10 10 | odia_text stringlengths 306 15.2k | english_text stringlengths 338 16.9k ⌀ | timestamp stringdate 2025-12-23 06:57:06 2025-12-23 08:09:04 |
|---|---|---|---|
n401195612 | ମୁମ୍ବାଇ (ସଂକେତ ଟିଭି): ମହାରାଷ୍ଟ୍ର ବିଧାନସଭାରେ ଅନୁଷ୍ଠିତ ହୋଇଥିବା ଫ୍ଲୋର ଟେଷ୍ଟରେ ସିନ୍ଧେ ନେତୃତ୍ବାଧୀନ ନୂତନ ସରକାର ବିଜୟୀ ହୋଇଛନ୍ତି। ବହୁମତ ପ୍ରମାଣ ପାଇଁ ୧୪୪ ବିଧାୟକଙ୍କ ସଂଖ୍ୟା ଆବଶ୍ୟକତା ଥିବା ସିନ୍ଦେ ସରକାରଙ୍କ ସପକ୍ଷରେ ମୋଟ ୧୬୪ ଭୋଟ୍ ପଡ଼ିଥିବାବେଳେ MVA ସପକ୍ଷରେ ୯୯ ଭୋଟ୍ ପଡ଼ିଛି ।ବିଧାନସଭା ବାଚସ୍ପତି ଏହାର ଘୋଷଣା କରିଛନ୍ତି । ଭୋଟ୍ ଦେଇଥିବା ସମସ୍ତ ସଦସ୍ୟଙ୍କ... | Mumbai (Sanketa TV): The Shinde-led new government won the floor test held in the Maharashtra Legislative Assembly. While 144 MLAs were required to prove majority, a total of 164 votes were cast in favor of the Shinde government, while 99 votes were cast in favor of the MVA. The Speaker of the Legislative Assembly made... | 2025-12-23T07:19:26.169Z |
n401195616 | ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତିକ ପରିଷଦର ମିଳିତ ଆନୁକୁଲ୍ୟରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ରଥଯାତ୍ରା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆସନ୍ତା ୯ତାରିଖ ତଥା ପବିତ୍ର ବାହୁଡାଯାତ୍ରା ପର୍ଯ୍ୟନ୍ତ ଦେବସ୍ନାନ ମଣ୍ଡପରେ ସନ୍ଧ୍ୟା ୭ଘଣ୍ଟା ଠାରୁ ପରିବେଷଣ କରାଯିବ ବୋଲି ସୂଚ... | Paralakhemundi, (Tarini Panda): A cultural program has been organized during the Rath Yatra of Paralakhemundi town, the headquarters of Gajapati district, under the joint auspices of the Gajapati District Administration and the District Cultural Council. It has been informed that this program will be performed on the D... | 2025-12-23T07:19:26.169Z |
n401195708 | News 18 Odia Digitalଭୁବନେଶ୍ୱର : ବିଧାନସଭାରେ ଉଠିଲା ବିଜୁଳି ପ୍ରସଙ୍ଗ । ବିଦ୍ୟୁତ ଯୋଗାଣ ନେଇ ଗୃହରେ ଉତ୍ତର ରଖିଥିଲେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ । ରାଜ୍ୟରେ ଆଉ ବିଦ୍ୟୁତ କାଟ୍ ହେଉନି । ବିଜୁଳି ବଳକା ରହୁଛି । ସାରା ଭାରତରେ ବିଦ୍ୟୁତ୍ ଯୋଗାଣ ଦର ଅପେକ୍ଷା ଓଡ଼ିଶାରେ କମ୍ ରହିଛି । ମୁଲତବୀ ଆଲୋଚନା ବେଳେ ଏହା କହିଛନ୍ତି ଶକ୍ତିମନ୍ତ୍ରୀ ପ୍ରତାପ ଦେବ । ପିକ ସମୟରେ ୨୦୨୨ ରେ ୧୦... | News 18 Odia Digital Bhubaneswar: The issue of electricity was raised in the Legislative Assembly. Energy Minister Pratap Deb placed the answer in the House regarding power supply. Power cuts are no longer happening in the state. Electricity remains surplus. The rate of power supply in Odisha is lower than the rate in ... | 2025-12-23T07:19:26.169Z |
n401195730 | ନୂଆଦିଲ୍ଲୀ, ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୬,୧୩୫ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୨୪ ଜଣଙ୍କର ମୃତ୍ୟୁ ଘଟିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ସକ୍ରିୟ ରୋଗୀଙ୍କ ଥିବା ୧,୧୩,୮୬୪ ବେଳେ ବର୍ତମାନ ସୁଦ୍ଧା ୫୨୫୨୨୩ ଜଣ ମୃତ୍ୟୁ ବରଣ କରିଛନ୍ତି । ଦେଶରେ ଗତ ୨୪ ଘଂଟା ମଧ୍ୟରେ କୋବିଡ ପାଇଁ ୩,୩୨,୯୭୮ ନମୂନାର ପ... | New Delhi, 16,135 new corona cases have come to light in the country in the last 24 hours. During this time, 24 people have died. According to data released by the Union Health Ministry this morning, while active patients are 1,13,864, so far 525,223 people have died. Testing of 3,32,978 samples for Covid in the countr... | 2025-12-23T07:19:26.169Z |
n401195732 | ଆଇଜଲ , ମିଜୋରାମରେ ଗତ ୨୪ ଘଂଟାରେ ୪୮ ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨୭୯ ହୋଇଛି । ଉତରାଖଣ୍ଡରେ ଗତ ୨୪ ଘଂଟାରେ ୨୯ କରୋନାର ନୂଆ ମାମଲା ଦେହରାଦୁନ , ଉତରାଖଣ୍ଡରେ ଗତ ୨୪ ଘଂଟାରେ ୨୯ ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ... | Aizawl, 48 new corona cases have come to light in Mizoram in the last 24 hours. This information has been given by the state government. With this, the total number of active corona patients in the state has increased to 279. 29 new corona cases in Uttarakhand in the last 24 hours Dehradun, 29 new corona cases have com... | 2025-12-23T07:19:26.169Z |
n401196072 | ପଞ୍ଜାବର ଲୋକପ୍ରିୟ ଗାୟକ ସିଦ୍ଧୁ ମୁଜେୱାଲାଙ୍କ ହତ୍ୟା ମାମଲାରେ ଦିଲ୍ଲୀର ସ୍ୱତନ୍ତ୍ର ପୋଲିସ ବିଭାଗ ଅଙ୍କିତ ସେରସା ଏବଂ ତାର ସାଥି ସଚିନ ଭିବାନୀଙ୍କୁ ଗିରଫ କରିଛି । ତେବେ ପଚରାଉଚୁରାରୁ ବଡ ଖୁଲାସା ହୋଇଛି । ମୁଜେୱାଲାଙ୍କୁ ୧୯ ବର୍ଷୀୟ ଅଙ୍କିତ ଅତି ନିକଟକରୁ ଗୁଳି ମାରିଥିଲା ବୋଲି ଜଣାପଡିଛି। ପୋଲିସ କହିବା ଅନୁସାରେ, ଏହି ୧୯ ବର୍ଷୀୟ ଅଭିଯୁକ୍ତ ଅଙ୍କିତର ଏହା ଥିଲା ପ୍ରଥମ ହତ୍ୟା ।... | In the murder case of Punjab's popular singer Sidhu Moosewala, Delhi's Special Police Department has arrested Ankit Sersa and his associate Sachin Bhiwani. However, a big revelation has been made from the interrogation. It has been found that 19-year-old Ankit shot Moosewala from a very close range. According to the po... | 2025-12-23T07:19:26.169Z |
n401196188 | କନକ ବ୍ୟୁରୋ: ୩ ଘଣ୍ଟାରେ ସରିଯାଏ ସିନେମା । ରାତିରେ ଆରମ୍ଭ ହୋଇଥିବା ଯାତ୍ରାରେ ସକାଳେ ପଡେ ଯବନିକା । ନାଟକ ବି ନୃତ୍ୟ, ଗୀତ, ସଙ୍ଗୀତ ଓ ସଂଳାପର ତାଳିଗାଳି ଭିତରେ ମଞ୍ଚରୁ ମେଲାଣୀ ନିଏ. ନିଜ ଚରିତ୍ରରୁ ବାହାରି ଆସନ୍ତି ଅଭିନେତା । ମୁହଁରୁ ପୋଛନ୍ତି ମେକଅପ୍ । ପରଦା ଓ ପେଣ୍ଡାଲ ପରି ସମୟ ସରିଲେ ବି ନିଜ ଜୀବନର ରଙ୍ଗମଞ୍ଚରୁ ଅଭିନୟ ସାରି ବାହୁଡି ଯାଆନ୍ତି ଅଭିନେତା । କିଏ ଜୀବନର ଚଳ... | Kanak News: A cinema ends in 3 hours. The curtain falls in the morning on a journey that started at night. A drama also takes leave from the stage amidst the rhythm of dance, song, music, and dialogue. The actor comes out of his character. Wipes the makeup from his face. Like the screen and the stage, even when time en... | 2025-12-23T07:19:26.169Z |
n401196492 | ବାଲିପାଟଣା ୦୪ ୦୭ : ବାଲିପାଟଣା ବ୍ଲକ୍ ଅନ୍ତର୍ଗତ ସ୍ଥାନୀୟ ମଝିହରା ସେବା ସମବାୟ ସମିତି ର ସଭାପତି ଭାବେ ଦିପ୍ତିମାନ ପୃଷ୍ଟି ନି ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ଆଜି ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ ର ଶେଷ ଦିନ ଥିଲା । ଶ୍ରୀ ପୃଷ୍ଟି ଏକମାତ୍ର ପାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଅନ୍ୟ କେହି ତାଙ୍କ ବିରୋଦ୍ଧରେ ନାମାଙ୍କନ ପତ୍ର ଦାଖଲ କରି ନ ଥିଲେ । ତେଣୁ ନ... | Balipatna 04 07: Diptiman Prusty has been elected unopposed as the President of the local Majhihara Service Cooperative Society under Balipatna block. Today was the last day for filing nomination papers for the post of President. Shri Prusty had filed the nomination paper as the only candidate. No one else had filed no... | 2025-12-23T07:19:26.169Z |
n401196494 | ଗଞ୍ଜାମ : 4/7/22/ଗଞ୍ଜାମ ବଡ ବଜାର ଅଧିନସ୍ତ କନ୍ଧ ଶତପଥୀ ଙ୍କତାଙ୍କ ନାମରେ ପ ଟା ଥିବା ବାସଗୃହ ର ବାରିପଟେ ପ୍ଲଟ ନଂ 1264/2953ରେ କିସମ ଆ ଡି ରେ ଥିବା ମୋଟ ଦୁଇ ଏ କର ଜମିରୁ କିଛି ପରିମାଣ ର ଜମି ଉପରେ କନ୍ଧ ଶତପଥୀ ପ୍ରାୟ 70ବର୍ଷ ହେଲା ସେଇ ଜାଗାରେ ଘର କରି ଭୋଗ ଦାଖଲ ରେ ରହି ଆସିଛନ୍ତି ଯାହାକି ଉଭୟ ଜନସାଧାରଣ ପ୍ରଶାସନର ଜ୍ଞାତ ସାରରେ ରହିଛି ଠିକ ଏହିସମୟରେ କନ୍ଧ ଶତପଥୀ ଙ୍କ ... | Ganjam: 4/7/22/ Under Ganjam Bada Bazaar, on the back of the residential house in the name of Kandha Satapathy, on plot no 1264/2953, in Adi type, out of a total of two acres of land, Kandha Satapathy has been living and in possession of a house for about 70 years on some amount of land, which is in the knowledge of bo... | 2025-12-23T07:19:26.169Z |
n401196502 | ନିମାପଡ଼ା,୪/୭(ସବ୍ୟୁ) ନିମାପଡ଼ା କଲେଜ ପରିସରରେ ୭୩ ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ନୟା ସବେରା ନିମାପଡା ୟୁଥ ଟ୍ରଷ୍ଟ,ନିମାପଡା କଲେଜ ଆଲମୁନିୟମ କମିଟି,ଗୋପ ବନ ବିଭାଗ ପକ୍ଷରୁ କଲେଜ ପରିସରରେ ବୃକ୍ଷ ରୋପଣ ସହିତ ସ୍ଵଛ ଭାରତ କାର୍ଯ୍ୟକ୍ରମ କରାଯାଇଥିଲା ।ଏଥିରେ ଗୋପ ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ଯାନୀ, ନିମାପଡା ବନପାଳ ପ୍ରଦୀପ କୁମାର ପାଣିଗ୍ରାହୀ, ବନରଖି ଅବିନାଶ ... | Nimapada, 4/7 (Sabu) The 73rd Van Mahotsav week has been celebrated in the Nimapada College premises. Along with plantation, a Swachh Bharat program was conducted in the college premises by Naya Savera Nimapada Youth Trust, Nimapada College Alumni Committee, and Gop Forest Department. In this, Gop Forest Range Officer ... | 2025-12-23T07:19:26.169Z |
n401196554 | କଟକ : ଜୁଲାଇ ୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଏନେଇ ଶିକ୍ଷା ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଥିବା ବେଳେ, ମାଟ୍ରିକ ପରୀକ୍ଷା ଫଳ ନେଇ ବୋର୍ଡ ପକ୍ଷରୁ ପ୍ରେସ୍ମିଟ୍ କରାଯାଇଛି । ଦିନ ୧ଟାରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । www.bseodisha.ac.inରେ ଉପଲବ୍ଧ ହେବ ରେଜଲ୍ଟ । www.bseodisha.nic.inରେ ପରୀକ୍ଷାଫଳ ଉପଲବ୍ଧ ହେବ । ସେହିପରି ପରୀ... | Cuttack: Matriculation exam results will be published on July 6. While School and Mass Education Minister Samir Ranjan Dash has informed about this, a press meet has been held by the Board regarding the Matriculation exam results. The Matric result will be published at 1 PM. Results will be available at www.bseodisha.a... | 2025-12-23T07:19:26.169Z |
n401196564 | ଭୁବନେଶ୍ବର : ରାଜ୍ୟ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ରାଜ୍ୟରେ ନିଖୋଜ ଘଟଣା କୁ ନେଇ ଉତ୍ତର ରଖିଛନ୍ତି । ଯେତିକି ସଂଖ୍ୟାରେ ବାଳକ ନିଖୋଜ ହେଉଛନ୍ତି ତାହାର ପ୍ରାୟ ୫ଗୁଣା ବାଳିକା ଓ ପ୍ରାୟ ୨୦ଗୁଣ ମହିଳା ରହିଥିବା କହିଛନ୍ତି ମନ୍ତ୍ରୀ । ବିଜେଡି ବିଧାୟକ ପ୍ରଫୁଲ ସାମଲ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ, ୨୦୧୯ ମସିହାରେ ରାଜ୍ୟର ୫୩୮ଜଣ ... | Bhubaneswar: State Minister of Home Tusharkanti Behera has given a reply regarding the missing cases in the state. The Minister said that for the number of boys missing, there are about 5 times as many girls and about 20 times as many women. In response to a question asked by BJD MLA Prafulla Samal, the Minister indica... | 2025-12-23T07:19:26.169Z |
n401196570 | ନୂଆପଡା : ଜାତୀୟ ରାଜପଥ ୩୫୩ ଉଦ୍ୟାନବନ୍ଧ କ୍ରିଷ୍ଣା ଛକ ମଝିରେ ଘଟିଛି ଏକ ଭୟଂକର ସଡ଼କ ଦୁର୍ଘଟଣା । ଟ୍ରକ୍ ବାଇକ୍ କୁ ଧକ୍କା ଦେବା ଫଳରେ ଚାଲିଯାଇଛି ୪ଜଣ ବାଇକ୍ ଆରୋହୀଙ୍କ ଜୀବନ । ଗୋଟିଏ ବାଇକ୍ରେ ୫ ଜଣ ଯାଉଥିବା ବେଳେ ଟ୍ରକ୍ ଧକ୍କା ଦେଇଥିବା ସୂଚନା ମିଳିଛି । ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ । ଜଣେ ଶିଶୁଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ମହିଳା ଗୁରୁତର ହ... | Nuapada: A terrible road accident has occurred in the middle of National Highway 353 Udyanbandh Krishna Chowk. Due to a truck hitting a bike, the lives of 4 bike riders have been lost. Information has been received that 5 people were going on one bike when the truck hit. However, the identity of the deceased has not be... | 2025-12-23T07:19:26.169Z |
n401196574 | ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାର ଚଳିତ ଅଧିବେଶନରେ ବେତନ ସଂଶୋଧନ ବିଧେୟକ ପାରିତ ହୋଇଛି । ଫଳରେ ମନ୍ତ୍ରୀ, ବିଧାୟକ, ଉପ ବାଚସ୍ପତି ଏବଂ ବିରୋଧୀ ଦଳ ନେତାଙ୍କ ଦରମା ବଢିବ । ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ୨୦୧୫ରେ ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ପ୍ରସ୍ତାବ ରଖାଯାଇଥିବା ବେଳେ, ଯାହା ଏବେ ପାରିତ ହୋଇଛି । ଏବେ ନୂଆ ବିଧେୟକ ପାରିତ ହେବା ପରେ ଦିଲ୍ଲାର ବିଧାୟକଙ୍କ ଦରମା ୫୪ ହଜାରରୁ ବ... | New Delhi: The Salary Revision Bill has been passed in the current session of the Delhi Legislative Assembly. As a result, the salaries of Ministers, MLAs, Deputy Speaker, and Opposition Leader will increase. It is worth mentioning that while a proposal was made in 2015 to increase the salary of MLAs, it has been passe... | 2025-12-23T07:19:26.169Z |
n401196578 | ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଟାଟା ହାତରେ ନୀଳାଚଳ ଇସ୍ପାତ । ଆଜି ନୀଳାଚଳ ଇସ୍ପାତ ନିଗମ ଲିମିଟେଡରୁ ରଣନୀତିକ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି । ଏହି ଯୌଥ କମ୍ପାନୀରୁ କେନ୍ଦ୍ର ସରକାରଙ୍କର ଚାରିଟି ଓ ଓଡିଶା ସରକାରଙ୍କ ଦୁଇଟି ସରକାରୀ ଉଦ୍ୟୋଗ ଆଜି ସେମାନଙ୍କର ୯୩.୭୧% ଅଂଶଧନକୁ କ୍ରେତା ଟାଟା ଷ୍ଟିଲ ଲଂଗ୍ ପ୍ରଡକ୍ଟସ ଲିମିଟେଡକୁ ହସ୍ତାନ୍ତର କରିଛନ୍ତି । ଆଜି ଭୁବନେଶ୍ୱ... | Bhubaneswar (Satyapath Bureau): Nilachal Steel in the hands of Tata. Today the strategic disinvestment process of Nilachal Ispat Nigam Limited has concluded. From this joint venture company, four public sector enterprises of the Central Government and two of the Odisha Government today handed over their 93.71% stake to... | 2025-12-23T07:19:26.169Z |
n401196582 | ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସିଦ୍ଧୁ ମୁସେୱାଲା ହତ୍ୟା ମାମଲାର ରହସ୍ୟ ଉପରୁ ପୁଲିସ ଧିରେ ଧିରେ ପରଦା ହଟାଇବାରେ ଲାଗିଛି। ଏପର୍ୟ୍ୟନ୍ତ ଏକାଧିକ ଲୋକଙ୍କୁ ଗିରଫ କରାଯାଇ ସାରିଥିବା ବେଳେ ଏବେ ଅନ୍ୟ ଏକ ଅଭିଯୁକ୍ତ ଅଙ୍କିତ ସିର୍ସା କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ଅଙ୍କିତ ସିର୍ସା, ଯିଏ ସିଦ୍ଧୁ ମୁସେୱରଲାଙ୍କୁ ଅତି ପାଖରୁ ଗୁଳି ମାରିଥିଲା ତାକୁ ଆଜି ଦିଲ୍ଲୀ ପୁଲିସର ସ୍ପେଶାଲ ସେ... | Bhubaneswar (Satyapath Bureau): Police has gradually started removing the curtain from the mystery of the Sidhu Moosewala murder case. While multiple people have been arrested so far, now the police has arrested another accused Ankit Sersa. It has been known that the Special Cell of Delhi Police today arrested the accu... | 2025-12-23T07:19:26.169Z |
n401197546 | ନୂଆଦିଲ୍ଲୀ, ୦୪/୦୭: ଡକ୍ୟୁମେଣ୍ଟାରୀ ଫିଲ୍ମ 'କାଳୀ'ର ପୋଷ୍ଟରକୁ ନେଇ ବିବାଦ ଛିଡ଼ା ହୋଇଛି । ଫିଲ୍ମର ପୋଷ୍ଟର ଭାରତୀୟ ଚଳଚ୍ଚିତ୍ର ନିର୍ମାତା ଲୀନା ମଣିମେକଲଇ ଜୁଲାଇ ୨ରେ ରିଲିଜ୍ କରିଥିଲେ । ଏହି ପୋଷ୍ଟରରେ ମା କାଳୀଙ୍କୁ ସିଗାରେଟ୍ ପିଉଥିବାର ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ ତାଙ୍କର ଗୋଟିଏ ହାତରେ ତ୍ରିଶୁଳ ଏବଂ ଅନ୍ୟ ହାତରେ ଏଲ୍ଜିବିଟି ସମୁଦାୟର ସାତରଙ୍ଗୀ ପତାକା ରହ... | New Delhi, 04/07: Controversy has arisen regarding the poster of the documentary film 'Kaali'. Indian filmmaker Leena Manimekalai released the poster of the film on July 2. In this poster, Ma Kaali is seen smoking a cigarette. Not only that, she is seen having a trident in one of her hands and a seven-colored flag of t... | 2025-12-23T07:19:26.169Z |
n401197690 | ଥମୁନି ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ପ୍ରସଙ୍ଗ। କଟକ ଜିଲ୍ଲା ହିନ୍ଦୁସେନାର ଛାତ୍ର ସଙ୍ଗଠନ ପକ୍ଷରୁ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ । ଅଧିକ ପଢନ୍ତୁକଟକ: ଥମୁନି ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ପ୍ରସଙ୍ଗ। ରାଗିଂକୁ ନେଇ ଚାରିଆଡ଼େ ଏବେ ଚର୍ଚ୍ଚା। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଉଠୁଛି ପଡୁଛି ରାଜ୍ୟ । ମେଧାବୀ ଛାତ୍ରୀ ରୁଚିକ... | The issue of BJB college student's suicide is not dying down. A memorandum of demand was submitted to the Director General of Police by the student organization of Hindu Sena of Cuttack district. Read more Cuttack: The issue of BJB college student's suicide is not dying down. Discussion about ragging is everywhere now.... | 2025-12-23T07:19:26.169Z |
n401197884 | ହରଭଙ୍ଗା: କେଉଁ ପୁରାତନ ସମୟରୁ ଓଡ଼ିଶାର ଜୀବନଧାରା ଭାବେ ମହାନଦୀ ପ୍ରଭାବିତ ହୋଇଆସୁଛି। ମଧ୍ୟପ୍ରଦେଶର ବସ୍ତର ଅଂଚଳ ନିକଟସ୍ଥ ଅମରକଣ୍ଟକ ପାହାଡରୁ ଏହାର ଉତ୍ପତି। ମହାନଦୀର ସୁଦୀର୍ଘ ପଥ ୮୫୦କି.ମି, ଯେଉଁଥିରେ ଓଡ଼ିଶାରେ ୪୯୪ କିଲୋମିଟର ପ୍ରବାହିତ ହୋଇଛି। ମହାନଦୀର ଉପନଦୀଗୁଡିକ ଇବ୍, ଅଙ୍ଗ, ତେଲ୍, ବାଘ, ଜୀରା, ସାଲୁଙ୍କୀ, କୂଆଖାଈ, ଦୟା, ଭାର୍ଗବୀ, କୁଶଭଦ୍ରା, ଦେବୀ, ବିରୂପା ଇତ୍ୟାଦ... | Harbhanga: Since ancient times, the Mahanadi has been flowing as the lifeline of Odisha. Its origin is from the Amarkantak hills near the Bastar region of Madhya Pradesh. The long path of the Mahanadi is 850 km, in which it flows for 494 kilometers in Odisha. Tributaries of the Mahanadi like Ib, Ang, Tel, Bagh, Jira, S... | 2025-12-23T07:19:26.169Z |
n401198862 | ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ୩ ବର୍ଷରେ ୭୬୦୩ ବାଳିକା ନିଖୋଜ ହୋଇଥିଲେ। ସେମାନଙ୍କ ଭିତରୁ ୫୮୭୨ ଜଣଙ୍କୁ ଉଦ୍ଧାର କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ୧୭୩୧ ନିଖୋଜ ଅଛନ୍ତି। ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଶ୍ନରେ ଆଜି ବିଧାନସଭାରେ ଏହି ଉତ୍ତର ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା। ସେହିପରି ୩ ବର୍ଷରେ ୧୧୧୧ ବାଳକ ନିଖୋଜ ହୋଇଥିଲେ। ସେମାନଙ୍କ ଭିତରୁ ୯୦୭ ବ... | Bhubaneswar (Odisha Report): 7603 girls went missing in the last 3 years. Out of them, 5872 have been rescued. However, 1731 are still missing currently. Minister of State for Home Tusharkanti Behera gave this answer in the Legislative Assembly today to the question of MLA Prafulla Samal. Similarly, 1111 boys went miss... | 2025-12-23T07:19:26.169Z |
n401198964 | Strategic Disinvestment of Neelachal Ispat Nigam Limited completed ନୀଳାଚଳ ଇସ୍ପାତ ନିଗମ ଲିମିଟେଡ (NINL) ଚାରିଟି କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗର ମିଳିତ ସହଯୋଗରେ ପ୍ରତିଷ୍ଠା ହୋଇଥିଲା । ଏଥିରେ ଏମ୍ଏମ୍ଟିସିର ୪୯.୭୮%, ଏନ୍ଏମ୍ଡିସିର ୧୦.୧୦%, ବିଏଚ ଇଏଲର ୦.୬୮% ଓ ମେକ୍ନର ୦.୬୮ ଶତାଂଶ ଅଂଶଧନ ଥିଲା । ଏହାଛଡା ଓଡିଶା ସରକାରଙ୍କ ଦୁଇଟି ସରକାରୀ ଉଦ୍ୟୋଗ ମଧ୍ୟ ଏ... | Strategic Disinvestment of Neelachal Ispat Nigam Limited completed Nilachal Ispat Nigam Limited (NINL) was established with the joint cooperation of four central public sector enterprises. In this, MMTC had 49.78%, NMDC had 10.10%, BHEL had 0.68%, and MECON had 0.68 percent stake. Besides this, two government enterpris... | 2025-12-23T07:19:26.169Z |
n401198966 | former agriculture adviser Dr. VV Sadamte visits krishi jagran କୃଷି ଜାଗରଣ ଚୌପାଲରେ ଯୋଗ ଦେଇଥିଲେ ଭାରତ ସରକାରଙ୍କ ଯୋଜନା କମିଶନର ତଥା ପୂର୍ବତନ କୃଷି ପରାମର୍ଶଦାତା ଡ.ଭିଭି ସଦାମତେ(Dr. VV Sadamte visits krishi jagran) । କୃଷି କ୍ଷେତ୍ରରେ ନିଜର ଅଭିଜ୍ଞତା ବାଣ୍ଟିଛନ୍ତି ଡ.ଭିଭି ସଦାମତେ( Dr. VV Sadamte visits krishi jagran ) । ଡ.ଭିଭି ସଦାମତେ 1973 ର... | former agriculture adviser Dr. VV Sadamte visits krishi jagran Union Government Planning Commissioner and former Agriculture Adviser Dr. VV Sadamte joined Krishi Jagran Chaupal (Dr. VV Sadamte visits krishi jagran). Dr. VV Sadamte shared his experience in the field of agriculture (Dr. VV Sadamte visits krishi jagran). ... | 2025-12-23T07:19:26.169Z |
n401199130 | କୋମନା: ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ୩୫୩ ନମ୍ବର ଜାତୀୟ ରାଜପଥ କୃଷ୍ଣା ଛକଠାରେ ଏକ ବଡଧରଣର ସଡକ ଦୁର୍ଘଟଣା ଘଟିଛି । ବାଇକ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ବାଇକରେ ଯାଉଥିବା ପାଞ୍ଚ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି | ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କୋମନା ସ୍ବାସ୍ଥ୍ୟକେନ୍ଦ୍ରରେ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମୃତକଙ୍କ ମଧ୍ୟରେ ଜଣେ... | Komna: A major road accident has occurred at Krishna Chowk on National Highway 353 under Komna block of Nuapada district. Due to a head-on collision between a bike and a truck, 4 out of five people going on the bike have died. While 3 people died on the spot, one person died at the Komna Health Center. It is known that... | 2025-12-23T07:19:26.169Z |
n401199132 | ନୂଆଦିଲ୍ଲୀ: ରାଷ୍ଟ୍ରପତି ପଦ ପାଇଁ ବିରୋଧୀ ଦଳ ପ୍ରାର୍ଥୀ କରିଥିବା ଯଶବନ୍ତ ସିହ୍ନା ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଏକ ବିଶେଷ ଆବେଦନ କରିଛନ୍ତି। ସିହ୍ନା ତାଙ୍କଠାରୁ ଏକ ପ୍ରତିଶ୍ରୁତି ମାଗିଥିବା ଜଣାପଡ଼ିଛି। ସେ ପ୍ରତିଶ୍ରୁତି ମାଗିଛନ୍ତି ଯେ ଯଦି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୁଅନ୍ତି, ତେବେ ସେ ସରକାରଙ୍କ ରବର ଷ୍ଟାମ୍ପ ହେବେ ନାହିଁ। ସିହ୍ନା ମୁର୍ମୁଙ୍କୁ କହିଛନ୍ତି,... | New Delhi: Yashwant Sinha, the opposition candidate for the post of President, has made a special appeal to NDA candidate Draupadi Murmu. It is known that Sinha has asked for a promise from her. He has asked for a promise that if Draupadi Murmu becomes the President, she will not be a rubber stamp of the government. Si... | 2025-12-23T07:19:26.169Z |
n401199252 | ରିପୋର୍ଟ କାର୍ଡ / ଭୁବନେଶ୍ୱର ପବିତ୍ର ରଥଯାତ୍ରା ଅବସରରେ ଦୀର୍ଘ ୨୭ ବର୍ଷରୁ ଉର୍ଦ୍ଧ୍ୱକାଳ ଧରି ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ଦେଇ ଆସୁଥିବା ରାଜ୍ୟର ଅଗ୍ରଣୀ ଅନୁଷ୍ଠାନ ନୀଳାଦ୍ରି ବିହାର ଯୁବ ଓ ସାଂସ୍କୃତିକ ସଂଘ ଦ୍ୱାରା ପରିବେଷିତ ପାଣ୍ଡୁଲିପି ନାଟକର ମୁଦ୍ରିତ ସଂସ୍କରଣ ମଣିଷ ଗଛର ଛାଇ ଲୋକାର୍ପିତ ହୋଇଯାଇଛି । ଏହି ଉପଲକ୍ଷେ ସଂଘର ସଭାପତି ଡ. ପ୍ରକାଶ ଚ... | Report Card / Bhubaneswar On the occasion of the holy Rath Yatra, the printed edition of the manuscript play "Manisa Gachhara Chhai" presented by the state's leading institution Niladri Vihar Youth and Cultural Association, which has been giving remarkable contributions to social and cultural fields for more than 27 ye... | 2025-12-23T07:19:26.169Z |
n401192508 | ଇଟାଲୀ : ଇଟାଲୀରେ ଅଲ୍ପାଇନ ଗ୍ଲାସିୟର ଏକ ବଡ଼ ଅଂଶ ରବିବାର ଦ୍ୱିପ୍ରହରରେ ଭୁଶୁଡ଼ି ପଡ଼ିଥିଲା । ଯାହା ସଂସ୍ପର୍ଶରେ ଆସି ୫ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୮ ଜଣ ଆହତ ହୋଇଛନ୍ତି । ଇଟାଲୀର ଏକ ସରକାରୀ ମିଡିଆ ମୁତାବକ, ଗ୍ଲାସିୟର ଭୁଶୁଡ଼ି ପଡ଼ିବାରୁ ହଠାତ୍ ଲୋକମାନେ ବରଫ ଚଟାଣର ଧ୍ୱଂସାବଶେଷରେ ଫସି ଯାଇଥିଲେ । ଏବେ ବି ଅନେକଙ୍କ ପତ୍ତା ମିଳିପାରୁ ନାହିଁ । ସେପଟେ ନ୍ୟାସନାଲ ଅଲ୍ପାଇନ ଆଣ୍ଡ୍ କ... | Italy : A large part of an Alpine glacier collapsed in Italy on Sunday afternoon. 5 people died and 8 were injured after coming in contact with it. According to an Italian state media, people were suddenly trapped in the debris of the ice sheet due to the glacier collapse. Many are still missing. On the other hand, the... | 2025-12-23T07:19:27.940Z |
n401192776 | ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲା ପୁଲିସ ୩ ଜଣ ନକ୍ସଲକୁ ଗିରଫ କରିବାରେ ସଫଳତା ହାସଲ କରିଛି। ବିଶେଷ ସୂତ୍ରରୁ ଖବର ପାଇ ଯବାନମାନେ ଝାରବାହି ଏବଂ କଚ୍ଚାପାଲ ଗ୍ରାମ ନିକଟସ୍ଥ ଜଙ୍ଗଲରେ ସର୍ଚ୍ଚ ଅପରେସନକୁ ବାହାରିଥିଲେ। ଜଙ୍ଗଲରେ କୁମ୍ବିଂ କରୁଥିବା ବେଳେ ୩ ଜଣ ନକ୍ସଲ ପୁଲିସକୁ ଦେଖି ଲୁଚି ପଳାଇବାକୁ ଚେଷ୍ଟା କରିଥିଲେ। ତେବେ ତୁରନ୍ତ ପୁଲିସ ସେହି ଅଂଚଳକ... | Malkangiri: Chhattisgarh's Narayanpur district police bordering Malkangiri has achieved success in arresting 3 Naxals. Getting information from special sources, the personnel had set out for a search operation in the forest near Jharvahi and Kacchapal villages. While combing in the forest, 3 Naxals tried to hide and fl... | 2025-12-23T07:19:27.940Z |
n401193060 | ମୁମ୍ବାଇ (ସଂକେତ ଟିଭି): ବରୁଣ ଧାୱନ ଏବଂ କିଆରା ଆଡଭାନୀଙ୍କ ଅଭିନୀତ ଫିଲ୍ମ 'ଜୁଗ୍ ଜୁଗ୍ ଜିଓ' ବକ୍ସ ଅଫିସରେ ୧୦୦ କୋଟି ଅତିକ୍ରମ କରିଛି । ସୋସିଆଲ ମିଡିଆରେ ଫିଲ୍ମ କରିଥିବା କଲେକସନ୍ ସେୟାର କରି ନିଜେ ବରୁଣ ଧାୱନ ପ୍ରଶଂସକଙ୍କୁ ଏହା ଜଣାଇଛନ୍ତି । ବରୁଣ କିଆରାଙ୍କ ସହ ନିଜର ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ୧୦୦ କୋଟି ଲେଖାଯାଇଛି । ଫିଲ୍ମଟି ଏକ ଜବରଦସ୍ତ ଓପନିଂ କରିଥିଲା । ... | Mumbai (Sanket TV): Varun Dhawan and Kiara Advani starrer film 'Jug Jugg Jeeyo' has crossed 100 crores at the box office. Sharing the collection made by the film on social media, Varun Dhawan himself informed the fans about this. Varun shared a photo of himself with Kiara, in which 100 crores is written. The film had a... | 2025-12-23T07:19:27.940Z |
n401193332 | ଭୁବନେଶ୍ୱର, ୪/୦୭: ସମାଜରେ ଡାକ୍ତରମାନଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଲୋକମାନଙ୍କର ସେବା କରିବା ହିଁ ଡାକ୍ତରମାନଙ୍କ ଧର୍ମ । ତେବେ ଅନେକ କ୍ଷେତ୍ରରେ ଡାକ୍ତରମାନଙ୍କ ଉପରେ ନିର୍ଯ୍ୟାତନା ଏବଂ ଆକ୍ରମଣ ହେଉଥିବାର ଘଟଣା ସାମ୍ନାକୁ ଆସୁଛି । ଏସବୁ ଅଘଟଣକୁ ଏଡାଇବା ପାଇଁ ଡାକ୍ତରମାନେ ସମାଜ ସହ ଜଡିତ ରହିବା ଉଚିତ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦ୍ବାରା ପରିଚାଳିତ ଇ... | Bhubaneswar, 4/07: Doctors have a special place in society. Serving people is the duty of doctors. However, in many cases, incidents of torture and attacks on doctors are coming to the fore. Professor Sanghamitra Mishra, Dean of the Institute of Medical Sciences and SUM Hospital, managed by Siksha 'O' Anusandhan (SOA)... | 2025-12-23T07:19:27.940Z |
n401193336 | କୋଲକାତା ୪/୭: 'ବାଳିକା ବଧୂ' ଭଳି ଫିଲ୍ମ ଡାଇରେକ୍ଟ କରିଥିବା ପ୍ରସିଦ୍ଧ ବଙ୍ଗାଳୀ ଫିଲ୍ମ ମେକର ତରୁଣ ମଜୁମଦାରଙ୍କ ମୃତ୍ୟୁ ହୋଇଛି । ସେ ଅନେକ ଦିନ ହେବ କୋଲକାତାର ଏକ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେ ବାର୍ଦ୍ଧକ୍ୟ ଜନିତ ସମସ୍ୟାରେ ଗତି କରୁଥିଲେ । ତାଙ୍କର କିଡନୀ ଏବଂ ହାର୍ଟ ସମସ୍ୟା ଥିବା କୁହାଯାଉଥିଲା । ତାଙ୍କୁ ୧୪ ଜୁନରେ କୋଲକାତାର ଏକ ହସ୍ପିଟାଲରେ ଭର୍ତ୍ତି କ... | Kolkata 4/7: Famous Bengali filmmaker Tarun Majumdar, who directed films like 'Balika Badhu', has died. He was undergoing treatment at a government hospital in Kolkata for many days. He was going through age-related problems. It was said that he had kidney and heart problems. He was admitted to a hospital in Kolkata o... | 2025-12-23T07:19:27.940Z |
n401194256 | ନୂଆଦିଲ୍ଲୀ: ଦେଶରେ ପ୍ରତିଦିନ ଅନେକ ସଡ଼କ ଦୁର୍ଘଟଣା ହେଉଛି, ଯାହାକୁ ରୋକିବା ପାଇଁ ସରକାର ଅନେକ ପଦକ୍ଷେପମାନ ଗ୍ରହଣ କରୁଛନ୍ତି । ସରକାରଙ୍କ ଅନେକ ପରାମର୍ଶ ପରେ ବି ଲୋକମାନେ ବେପରୁଆ ଭାବେ ଗାଡ଼ି ଚଳାଉଛନ୍ତି । ଫଳରେ ଦେଶରେ ଟ୍ରାଫିକ୍ ନିୟମରେ ଅନେକ ପରିବର୍ତ୍ତନ କରାଯାଇଛି, ଯାହାର ଉଲ୍ଲଙ୍ଘନ କରିବା ଦ୍ୱାରା ଆପଣ ମୋଟା ଅଙ୍କର ଜରିମାନା ଭରିବା ସହ ଜେଲ ମଧ୍ୟ ଯାଇପାରନ୍ତି । ତେବେ ଆସନ୍... | New Delhi: Many road accidents are happening every day in the country, to stop which the government is taking many steps. Even after many suggestions from the government, people are driving vehicles recklessly. As a result, many changes have been made in the traffic rules of the country, by violating which you can be ... | 2025-12-23T07:19:27.940Z |
n401194332 | କୋଲକାତା ୦୭/୦୪: ବରିଷ୍ଠ ବେଙ୍ଗଲି ଚଳଚ୍ଚିତ୍ର ନିର୍ଦ୍ଦେଶକ ତରୁଣ ମଜମଦାରଙ୍କର ପରଲୋକ ହୋଇଛି। ଅନେକ ଦିନ ଧରି ସେ ଅସୁସ୍ଥ ଥିଲେ। ଶେଷରେ ୯୧ ବର୍ଷରେ ସେ ଦେହତ୍ୟାଗ କରିଛନ୍ତି। ବେଙ୍ଗଲି ସିନେମା ଜଗତରେ ତାଙ୍କର ଅନେକ କୃତିତ୍ୱ ରହିଛି। କୋଲକାତାର ସେଠ ସୁଖଲାଲ କର୍ଣ୍ଣାନି ମେମୋରିଆଲ ଡାକ୍ତରଖାନାରେ ଗତ କିଛି ଦିନ ହେଲା ସେ ଚିକିତ୍ସିକ ହେଉଥିଲେ। ସୋମବାର ସେଠାରେ ଚିକିତ୍ସାଧୀନ ଅବସ୍ଥା... | Kolkata 07/04: Senior Bengali film director Tarun Majumdar has passed away. He was unwell for many days. Finally, he has passed away at the age of 91. He has many achievements in the Bengali cinema world. He was being treated at the Seth Sukhlal Karnani Memorial Hospital in Kolkata for the past few days. He died there... | 2025-12-23T07:19:27.940Z |
n401194334 | ନୂଆଦିଲ୍ଲୀ,୪ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ପୁଣିଥରେ ତ୍ରୁଟି ପରିଲକ୍ଷିତ ହୋଇଛି । ଆନ୍ଧ୍ର ପ୍ରଦେଶ ଗସ୍ତ ସମୟରେ ବିଜୟୱାଡାରେ ଏହି ଘଟଣା ଘଟିଛି । ଏଠାରେ କଂଗ୍ରେସ କର୍ମୀମାନେ ମୋଦିଙ୍କ ହେଲିକପ୍ଟର ଉଡାଣ ଆରମ୍ଭ କରିବା ସମୟରେ କଳା ବେଲୁନ ଉଡାଇଥିଲେ । ଏସ୍ପି ସିଦ୍ଧାର୍ଥ କୌଶଲ କହିଛନ୍ତି, ଏହି ଘଟଣା ଗନ୍ନାବରମ ବିମାନ ବନ୍ଦରରେ ହୋଇଛି । ଏହି ଘଟଣାରେ ୩ କଂଗ୍ର... | New Delhi, 4.7: A lapse has once again been noticed in Prime Minister Narendra Modi's security. This incident happened in Vijayawada during the visit to Andhra Pradesh. Here, Congress workers flew black balloons when Modi's helicopter started its flight. SP Siddharth Kaushal said that this incident happened at Gannava... | 2025-12-23T07:19:27.940Z |
n401194336 | ମୁମ୍ବାଇ,୪।୭: ମହାରାଷ୍ଟ୍ର ବିଧାନସଭାରେ ଗୁରୁବାର ଅନୁଷ୍ଠିତ ବହୁ ପ୍ରତୀକ୍ଷିତ ଫ୍ଲୋର ଟେଷ୍ଟରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ବିଜୟ ହାସଲ କରିଛନ୍ତି। ୧୬୪ ଜଣ ବିଧାୟକ ଏକନାଥ ସିନ୍ଧେ ସରକାର ସପକ୍ଷରେ ମତ ଦେଇଛନ୍ତି। ଏଥି ସହିତ ତାଙ୍କ ବିରୋଧରେ ୯୯ ଭୋଟ ଦିଆଯାଇଥିଲା। ଏଥିପାଇଁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ମହାରାଷ୍ଟ୍ର ବିଧାନସଭାରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ସମୟରେ, ... | Mumbai, 4.7: Chief Minister Eknath Shinde has won the long-awaited floor test held on Monday in the Maharashtra Legislative Assembly. 164 MLAs voted in favor of the Eknath Shinde government. Along with this, 99 votes were cast against him. For this, Chief Minister Eknath Shinde thanked everyone in the Maharashtra Legi... | 2025-12-23T07:19:27.940Z |
n401194338 | ମୁମ୍ବାଇ,୪ ।୭: ମହାରାଷ୍ଟ୍ର ବିଧାନସଭାରେ ସୋମବାର ଶିବସେନା-ଭାଜପା ମେଣ୍ଟ ସରକାର ବହୁପ୍ରତିକ୍ଷିତ ଫ୍ଲୋର ଟେଷ୍ଟରେ ଉତ୍ତିର୍ଣ୍ଣ ହୋଇଯାଇଛନ୍ତି । ଏକନାଥ ସିନ୍ଧେ ସରକାରଙ୍କୁ ୧୬୪ ବିଧାୟକ ଭୋଟ ଦେଇଥିବା ବେଳେ ବିରୋଧୀଙ୍କୁ ୯୯ଟି ଭୋଟ ମିଳିଥିଲା । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ସମୟରେ ସିନ୍ଧେ ଦୁର୍ଘଟଣାରେ ହରାଇଥିବା ନିଜ ପିଲାଙ୍କ କ... | Mumbai, 4.7: The Shiv Sena-BJP alliance government in the Maharashtra Legislative Assembly passed the long-awaited floor test on Monday. While 164 MLAs voted for the Eknath Shinde government, the opposition got 99 votes. Chief Minister Eknath Shinde thanked everyone for this. At this time, Shinde cried remembering his... | 2025-12-23T07:19:27.940Z |
n401194340 | ଲକ୍ଷ୍ନୌ ୪।୭: ଉତ୍ତରପ୍ରଦେଶ ଅଯୋଧ୍ୟା କୋତଓ୍ବାଲିରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଅନୈତିକ ସମ୍ପର୍କକୁ ନେଇ ଜଣେ ସ୍କୁଲ ଶିକ୍ଷୟିତ୍ରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଜଣେ ୧୭ ବର୍ଷୀୟ ବାଳକଙ୍କୁ ୟୁପି ପୋଲିସ ଗିରଫ କରିଛି। ଗତ ୨ତାରିଖରେ କୋତଓ୍ବାଲିରୁ ୩୦ ବର୍ଷୀୟା ଗର୍ଭବତୀ ମହିଳାଙ୍କ ମୃତଦେହ ପୋଲିସ ଜବତ କରିଥିଲା। ହେଲେ ଗିରଫ ନାବାଳକ ଏବଂ ... | Lucknow 4.7: A horrific murder has taken place in Ayodhya Kotwali, Uttar Pradesh. A school teacher has been brutally murdered over an immoral relationship. UP Police has arrested a 17-year-old boy involved in the murder. On the 2nd, the police recovered the body of a 30-year-old pregnant woman from Kotwali. However, t... | 2025-12-23T07:19:27.940Z |
n401194342 | ଲକ୍ଷ୍ନୌ,୪।୭: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱିତୀୟ କାର୍ଯ୍ୟକାଳର ୧୦୦ଦିନ ସୋମବାର ପୂରଣ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଏକ ପତ୍ରିକା ଉନ୍ମୋଚନ କରିଛନ୍ତି। ଯେଉଁଥିରେ ତାଙ୍କ ସରକାରଙ୍କ ସଫଳତା ବିଷୟରେ ବଖାଣିବା ସହ ଏହି ଶହେ ଦିନ ସେବା, ତ୍ୟାଗ ଓ ଉତ୍ତମ ଶାସନ ପାଇଁ ଉତ୍ସର୍ଗୀକୃତ ବୋଲି କୁହାଯାଇଛି। ତାଙ୍କ କାର୍ଯ୍ୟକାଳ ସମୟରେ ଅପରାଧୀ ଏବଂ ଜମି ମାଫ... | Lucknow, 4.7: 100 days of Uttar Pradesh Chief Minister Yogi Adityanath's second term have been completed on Monday. On this occasion, Chief Minister Yogi released a magazine. In which, along with describing the achievements of his government, it has been said that these hundred days are dedicated to service, sacrifice... | 2025-12-23T07:19:27.940Z |
n401194344 | ନୂଆପଡ଼ା ଅଫିସ, ୪।୭: ନୂଆପଡ଼ା ଜିଲା କୋମନା ବ୍ଲକ୍ କ୍ରିଷ୍ଣା ଗାଁ ନିକଟରେ ସୋମବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଟ୍ରକ୍ ଧକ୍କାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି। ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏ ଯାଏ ମୃତକଙ୍କ ପରିଚୟ ମିଳିପାରି ନାହିଁ। ତେବେ ମୃତକଙ୍କ ମଧ୍ୟରୁ ଏକ ଶିଶୁ ଥିବା ଜଣାପଡ଼ିଛି। ମିଳିଥିବା ସ... | Nuapada office, 4.7: A tragic road accident occurred on Monday near Krishna village of Komna block in Nuapada district. While 4 people died in a truck collision, the condition of one person remains critical. The serious one has been admitted to the local hospital. The identity of the deceased has not been found yet. H... | 2025-12-23T07:19:27.940Z |
n401194346 | ହାଇଦ୍ରାବାଦ୍,୪।୭: ସ୍ବାଧୀନତା ସଂଗ୍ରାମୀ ଆଲୁରି ସୀତାରାମ ରାଜୁଙ୍କ ୧୨୫ତମ ଜନ୍ମ ବାର୍ଷିକୀ ଉତ୍ସବରେ ଭାଗ ନେବାକୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ରପ୍ରଦେଶର ଭୀମଭରାମରେ ପହଞ୍ଚିଥିଲେ। ସେ ସ୍ବାଧୀନତା ସଂଗ୍ରାମୀ ପାସାଲା କୃଷ୍ଣମୂର୍ତ୍ତିଙ୍କ ପରିବାରକୁ ମଧ୍ୟ ଭେଟିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କର ୯୦ ବର୍ଷର ଝିଅ ପାସାଲା କ୍ରିଷ୍ଣାଭାରତୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥ... | Hyderabad, 4.7: Prime Minister Narendra Modi reached Bhimavaram in Andhra Pradesh on Monday to participate in the 125th birth anniversary celebration of freedom fighter Alluri Sitarama Raju. He also met the family of freedom fighter Pasala Krishnamurthy. The Prime Minister took blessings by touching the feet of his 90... | 2025-12-23T07:19:27.940Z |
n401194348 | ମୁମ୍ବାଇ,୪ ।୭: ମୁମ୍ବାଇର ଏକ ଅଦାଲତ ସୋମବାର ଶିବସେନା ନେତା ସଞ୍ଜୟ ରାଉତଙ୍କ ବିରୋଧରେ ଏକ ୱାରଣ୍ଟ ଜାରି କରିଛନ୍ତି । ପୂର୍ବତନ ଭାରତୀୟ ଜନତା ପାର୍ଟି(ଭାଜପା) ଏମପି କିରିଟ ସୌମୈୟାଙ୍କ ପତ୍ନି ମେଘା ସୋମୈୟାଙ୍କ ଦ୍ୱାରା ଦାୟର କରାଯାଇଥିବା ମାନହାନୀ ମାମଲାରେ କୋର୍ଟରେ ହାଜର ହେବାର ଥିଲା । ସେୱରି ମେଟ୍ରୋପଲିଟନ ମାଜିଷ୍ଟ୍ରେଟଙ୍କ ଅଦାଲତ ଗତ ମାସରେ ରାଉତଙ୍କ ବିରୋଧରେ ଏକ ସମନ ଜାରି କର... | Mumbai, 4.7: A Mumbai court on Monday issued a warrant against Shiv Sena leader Sanjay Raut. He was supposed to appear in court in a defamation case filed by Megha Somaiya, wife of former Bharatiya Janata Party (BJP) MP Kirit Somaiya. The Sewri Metropolitan Magistrate's court had issued a summons against Raut last mon... | 2025-12-23T07:19:27.940Z |
n401194350 | ମୁମ୍ବାଇ,୪।୭: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ଫ୍ଲୋର ଟେଷ୍ଟର ଗୋଟିଏ ଦିନ ପୂର୍ବରୁ ଉଦ୍ଧବ ଠାକରେଙ୍କୁ ଆଉ ଏକ ଝଟ୍କା ଲାଗିଥିଲା। ଉଦ୍ଧବ ସହ ଥିବା ଅନ୍ୟ ଜଣେ ଶିବସେନା ବିଧାୟକ ସିନ୍ଧେ ଦଳରେ ଯୋଗ ଦେଇଥିଲେ। ରବିବାର ବିଳମ୍ବିତ ରାତିରେ ବିଧାୟକ ସନ୍ତୋଷ ବାଙ୍ଗର ମୁମ୍ବାଇର ଏକ ହୋଟେଲକୁ ଯାଇଥିଲେ, ଯେଉଁଠାରେ ନୂତନ ମୁଖ୍ୟମନ୍ତ୍ରୀ ତାଙ୍କ ସମର୍ଥକ ବିଧାୟକଙ୍କ ସହ ରହିଥିଲେ... | Mumbai, 4.7: A day before Maharashtra Chief Minister Eknath Shinde's floor test, Uddhav Thackeray suffered another blow. Another Shiv Sena MLA who was with Uddhav joined the Shinde faction. Late Sunday night, MLA Santosh Bangar went to a hotel in Mumbai where the new Chief Minister was staying with his supporting MLAs... | 2025-12-23T07:19:27.940Z |
n401194352 | ଲୋକପ୍ରିୟ ନିର୍ଦ୍ଦେଶକ ଏସ୍ ଏସ୍ ରାଜାମୌଲିଙ୍କ ଫିଲ୍ମ ବାହୁବଳୀ, ଆର୍ଆର୍ଆର୍ ବକ୍ସ ଅଫିସରେ ରେକର୍ଡ କରିଛି। ଏହା ପରେ ନିର୍ଦ୍ଦେଶକ ଆଗକୁ 'ମହାଭାରତ' କାହାଣୀ ଉପରେ ଫିଲ୍ମ କରିବାକୁ ନଜର ରଖିଛନ୍ତି। ଯାହାର କାହାଣୀ ଟିଭିରେ ଦେଖାଯାଇଛି କିନ୍ତୁ ଏ ପର୍ଯ୍ୟନ୍ତ ତାହାକୁ କେହି ବଡ଼ ପରଦାରେ ଦେଖାଇବାକୁ ଚେଷ୍ଟା କରିନାହାନ୍ତି। ହେଲେ ବର୍ତ୍ତମାନ ରାଜାମୌଲି ଏହି ବଡ଼ ବଜେଟ ପ୍ରୋଜେକ୍ଟକ... | Popular director S.S. Rajamouli's films Bahubali, RRR have made records at the box office. After this, the director is eyeing making a film on the story of 'Mahabharata' in the future. The story of which has been shown on TV but so far no one has tried to show it on the big screen. However, now Rajamouli has openly sa... | 2025-12-23T07:19:27.940Z |
n401194354 | ମୁମ୍ବାଇ,୪।୭: ମହାରାଷ୍ଟ୍ର ବିଧାନସଭାରେ ସୋମବାର ଅନୁଷ୍ଠିତ ଆସ୍ଥା ଭୋଟରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ବାଜି ମାରିନେଇଛନ୍ତି। ତାଙ୍କ ସପକ୍ଷରେ ୧୬୪ ଜଣ ବିଧାୟକ ଭୋଟ ଦେଇଥିବା ବେଳେ ବିରୋଧୀଙ୍କ ପକ୍ଷରେ ୯୯ ଖଣ୍ଡ ଭୋଟ ଯାଇଛି। ଏହାପରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି। କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର ଅଭିଯୋଗ ଉପରେ ନିଜ ମତ ରଖି କରି ଫଡ... | Mumbai, 4.7: Chief Minister Eknath Shinde has won the confidence vote held on Monday in the Maharashtra Legislative Assembly. While 164 MLAs voted in his favor, 99 votes went to the opposition. After this, Deputy Chief Minister Devendra Fadnavis has given a befitting reply to the opposition. While giving his opinion o... | 2025-12-23T07:19:27.940Z |
🌐 Vaqas AI: Odia-English Parallel Dataset
Created and Maintained by Vaqas AI Creator & Owner: Vaqas Ahmed
🚀 Project Overview
The Vaqas AI Odia-English Dataset is a high-quality parallel translation corpus developed to support Natural Language Processing (NLP) for the Odia language. This dataset focuses on news and contemporary topics, providing high-fidelity translations from English to Odia.
This project is a core initiative of Vaqas AI, dedicated to enhancing regional language support through advanced Generative AI.
🛠️ Methodology & Open Source
This dataset was built using a custom-engineered pipeline:
- Source Data: Curated from a wide variety of news articles and existing open datasets.
- Translation Engine: We leveraged Gemini 3 Flash via Google AI Studio to perform high-accuracy, context-aware translations.
- Open Source Tooling: The entire conversion process and pipeline architecture are open-sourced. You can find the source code here: Odia-English Dataset Builder (GitHub).
📊 Dataset Structure
The dataset is provided in a tab-separated format (.tsv) with the following fields:
id: A unique identifier for each record.odia_text: The Odia translation of the source content.english_text: The original English source text.timestamp: The precise time of the translation generation.
💎 About Vaqas AI
Vaqas AI is an innovative AI laboratory founded by Vaqas Ahmed. We specialize in dataset engineering, regional language LLM fine-tuning, and building proprietary AI tools for specialized industries.
- Official Website: vaqasai.in
- Brand Identity: Vaqas AI / Vaqas.ai
- Contact: Reach out via our website for collaborations or custom dataset needs.
📜 Licensing
This dataset is released under the MIT License. We encourage the community to use this data for training, research, and fine-tuning models.
Attribution: Please credit Vaqas AI in any derivatives or research papers utilizing this dataset.
Developed by Vaqas Ahmed at Vaqas AI, powered by Google AI Studio and Gemini 3 Flash.
- Downloads last month
- 5