file_name
stringlengths
36
59
text
stringlengths
9
449
lang
stringclasses
12 values
speaker_id
stringclasses
26 values
duration
float64
1.5
29.8
source
stringclasses
2 values
emotion
stringclasses
1 value
domain
float64
snr_db
float64
22.5
60
⌀
silence_ratio
float64
0.1
0.35
⌀
clipping_ratio
float64
0
0
⌀
audio/or/indictts_or_male_train_odiamale_04332.wav
ସେଦିନ ସାପ ଏହିପରି ଭାବି ମନକୁ ଶାନ୍ତ କରି ସାରି ରାଜଉଆସରେ ପହଞ୍ଚିଲା ।
or
indictts_or_male
5.957
indictts_iitm
neutral
null
null
null
null
audio/or/indictts_or_male_train_odiamale_04333.wav
ରାଜାଙ୍କ ପଲଙ୍କ ପାଖରେ ସାପକୁ ଦେଖିବା ମାତ୍ରେ ଦିୱାନ୍ ତାକୁ ମାରିବା ଲାଗି ତରବାରୀ ଉଠାଇଲେ ।
or
indictts_or_male
6.383
indictts_iitm
neutral
null
null
null
null
audio/or/indictts_or_male_train_odiamale_04334.wav
ରାଜା କହିଲେ, ନାଁ, ତୁମେ ମୋର ପ୍ରିୟ ସାପକୁ ମାରିବାକୁ ଉଦ୍ୟତ ହେଉଛ କାହିଁକି, ତୁମେ ସାପକୁ ମାରି ପାରିବ ନାହିଁ ।
or
indictts_or_male
6.826
indictts_iitm
neutral
null
null
null
null
audio/or/indictts_or_male_train_odiamale_04335.wav
ରାଜାଙ୍କ କଥା ଶୁଣି ଦିୱାନ୍ ହାତରେ ଧରିଥିବା ତରବାରୀକୁ ତଳେ ଥୋଇ ମଥା ଅବନତ କରି ଠିଆହେଲେ ।
or
indictts_or_male
6.81
indictts_iitm
neutral
null
null
null
null
audio/or/indictts_or_male_train_odiamale_04336.wav
ଦିୱାନ୍ ଠିଆ ହେବାରୁ ରାଜା ସାପକୁ ଚାହିଁ କହିଲେ, ହେ ସର୍ପ ତୁମେ ତ’ ମୋତେ ଦଂଶନ କରିବାକୁ ଆସିଛ ।
or
indictts_or_male
7.172
indictts_iitm
neutral
null
null
null
null
audio/or/indictts_or_male_train_odiamale_04337.wav
ତେଣୁ ଏଠାରୁ ଫେରିଯିବା ଆଗରୁ ମୋତେ ଦଂଶନ କରି ତୁମେ ତୁମର ପ୍ରତିଶୋଧ ନିଅ ।
or
indictts_or_male
6.134
indictts_iitm
neutral
null
null
null
null
audio/or/indictts_or_male_train_odiamale_04338.wav
ସର୍ପ କହିଲା ନାହିଁ ରାଜା, ତୁମେ ଧନ୍ୟବାଦର ପାତ୍ର ହେତୁ ମୁଁ ତୁମକୁ ଧନ୍ୟବାଦ ଦେଉଛି ।
or
indictts_or_male
6.488
indictts_iitm
neutral
null
null
null
null
audio/or/indictts_or_male_train_odiamale_04339.wav
ତୁମ୍ଭର ସାହାସ ସହିତ ଯେଉଁ ଧର୍ମଜ୍ଞାନ ଓ ଆଚାର ଆଚରଣ ମୁଁ ଦେଖିଲି, ମୋତେ ଆଶ୍ଚର୍ଯ୍ୟ ଲାଗିଲା ।
or
indictts_or_male
6.938
indictts_iitm
neutral
null
null
null
null
audio/or/indictts_or_male_train_odiamale_04340.wav
ମୋ ମନ ମଧ୍ୟରେ ଥିବା ସମସ୍ତ କ୍ରୋଧ ଶୂନ୍ୟ ହୋଇଯାଇଛି ।
or
indictts_or_male
4.026
indictts_iitm
neutral
null
null
null
null
audio/or/indictts_or_male_train_odiamale_04341.wav
ଏବେ ତୁମେ ମୋର ଶତ୍ରୁ ନୁହଁ, ତେଣୁ ତୁମକୁ ଦଂଶନ କରି ମୁଁ ଅପରାଧି ହେବାକୁ ଚାହେଁ ନାହିଁ ।
or
indictts_or_male
5.747
indictts_iitm
neutral
null
null
null
null
audio/or/indictts_or_male_train_odiamale_04342.wav
ମୁଁ ଚାହୁଁଛି ମୋତେ ଏଥର ଆପଣ ବିଦାୟ ଦିଅନ୍ତୁ ।
or
indictts_or_male
3.502
indictts_iitm
neutral
null
null
null
null
audio/or/indictts_or_male_train_odiamale_04343.wav
ଏହାପରେ ହିଂସା ଭାବ ବହନ କରି ଆସିଥିବା ସାପ ରାଜାଙ୍କଠାରୁ ବିଦାୟ ନେଇ ଚାଲିଗଲା ।
or
indictts_or_male
6.174
indictts_iitm
neutral
null
null
null
null
audio/or/indictts_or_male_train_odiamale_04344.wav
ବଙ୍ଗଳାର କୃଷ୍ଣ ନଗରରେ ରାଜତ୍ୱ କରୁଥାନ୍ତି ମହାରାଜା କୃଷ୍ଣଚନ୍ଦ୍ର ରାୟ ।
or
indictts_or_male
5.426
indictts_iitm
neutral
null
null
null
null
audio/or/indictts_or_male_train_odiamale_04345.wav
ଗୋପାଳଙ୍କର ପୂର୍ବ ପୁରୁଷ ସେହି କୃଷ୍ଣ ନଗରରେ ଘୂର୍ଣ୍ଣି ନାମକ ଗ୍ରାମରେ ବାସ କରୁଥାଆନ୍ତି ।
or
indictts_or_male
6.061
indictts_iitm
neutral
null
null
null
null
audio/or/indictts_or_male_train_odiamale_04346.wav
ସେମାନେ ଓଡ଼ିଶାରୁ ଯାଇ ବ୍ୟବସାୟ କରୁ କରୁ ସେଠାରେ ରହିଯାଇ ଥାଆନ୍ତି ।
or
indictts_or_male
4.79
indictts_iitm
neutral
null
null
null
null
audio/or/indictts_or_male_train_odiamale_04347.wav
କ୍ରମେ କ୍ରମେ ସେମାନଙ୍କର ଭାଷା ମଧ୍ୟ ବଙ୍ଗଳା ହୋଇଗଲା, କିନ୍ତୁ ସେମାନେ ବୃତ୍ତିରେ ଥିଲେ ନାପିତ ।
or
indictts_or_male
6.729
indictts_iitm
neutral
null
null
null
null
audio/or/indictts_or_male_train_odiamale_04348.wav
ଓଡ଼ିଆ ଏମିତି ଏକ ଜାତି ଯେଉଁ ରାଜ୍ୟକୁ ଯିବ, ସେହି ରାଜ୍ୟର ଭାଷା ଓ ସଂସ୍କୃତିକୁ ନିଜର କରିନେବ ।
or
indictts_or_male
7.791
indictts_iitm
neutral
null
null
null
null
audio/or/indictts_or_male_train_odiamale_04349.wav
ଓଡ଼ିଶାରୁ ଯାଇଥିବା ଯୋଗୁଁ ଗୋପାଳକୁ, ଗୋପାଳ ଉଡ଼େ ବୋଲି ଲୋକମାନେ ଡାକୁଥିଲେ ।
or
indictts_or_male
5.611
indictts_iitm
neutral
null
null
null
null
audio/or/indictts_or_male_train_odiamale_04350.wav
ପିଲା ଦିନରୁ ମଜା ମଜା କଥା କହି ଲୋକମାନଙ୍କୁ ହସେଇ ପାରୁଥିବା ଯୋଗୁଁ ଗୋପାଳକୁ, ଗୋପାଳ ଭାଣ୍ଡ ବୋଲି ଥୋକାଏ କହିଲେ ।
or
indictts_or_male
8.169
indictts_iitm
neutral
null
null
null
null
audio/or/indictts_or_male_train_odiamale_04351.wav
ଗୋପାଳଙ୍କୁ ଯେତେବେଳେ ନଅ ବର୍ଷ ବୟସ, ତାଙ୍କ ପିତାଙ୍କର ଦେହାନ୍ତ ହେଲା ।
or
indictts_or_male
4.967
indictts_iitm
neutral
null
null
null
null
audio/or/indictts_or_male_train_odiamale_04352.wav
ସେଥିପାଇଁ ସେ ଭଲ ରୂପେ ପଢ଼ାଶୁଣା କରି ପାରିଲେ ନାହିଁ ।
or
indictts_or_male
3.889
indictts_iitm
neutral
null
null
null
null
audio/or/indictts_or_male_train_odiamale_04353.wav
ବାପା ମଧ୍ୟ ସେମିତି କିଛି ସମ୍ପତ୍ତି ଛାଡ଼ି ଯାଇ ନଥିଲେ, ଯାହାକି ଗୋପାଳଙ୍କ ଜୀବନ ଯାପନରେ ସହାୟ ହୋଇଥାଆନ୍ତା ।
or
indictts_or_male
7.944
indictts_iitm
neutral
null
null
null
null
audio/or/indictts_or_male_train_odiamale_04354.wav
କୌଣସି ବ୍ୟବସାୟ ବାଣିଜ୍ୟ କରିବା ପାଇଁ ମଧ୍ୟ ତାଙ୍କର ଆଗ୍ରହ ନଥିଲା, କିନ୍ତୁ ଗୋପାଳଙ୍କ ମୁଣ୍ଡରେ ବୁଦ୍ଧି ଥିଲା ।
or
indictts_or_male
7.421
indictts_iitm
neutral
null
null
null
null
audio/or/indictts_or_male_train_odiamale_04355.wav
କଥା କହି ଲୋକଙ୍କୁ ସେ ମୋହି ପାରୁଥିଲେ ଏବଂ ତାଙ୍କ କଥାରେ ସତେ ଯେମିତି ଯାଦୁ ଶକ୍ତି ଥିଲା ।
or
indictts_or_male
6.375
indictts_iitm
neutral
null
null
null
null
audio/or/indictts_or_male_train_odiamale_04356.wav
ତାଙ୍କର ଧୈର୍ଯ୍ୟ ଓ ସାହସ ଦେଖିଲେ ଯେ କୌଣସି ଲୋକ ସ୍ତବ୍ଧ ହୋଇଯିବ ।
or
indictts_or_male
5.047
indictts_iitm
neutral
null
null
null
null
audio/or/indictts_or_male_train_odiamale_04357.wav
ସେ ଥିଲେ ନିର୍ଭିକ, ସତ୍ୟବାଦୀ; ଅନ୍ୟାୟ ଦେଖିଲେ ପ୍ରତିବାଦ କରୁଥିଲେ ।
or
indictts_or_male
4.862
indictts_iitm
neutral
null
null
null
null
audio/or/indictts_or_male_train_odiamale_04358.wav
ନିଜର ସାମର୍ଥ୍ୟ ନଥିଲେ ସୁଦ୍ଧା ଯେତିକି ପାରିବେ ସେତିକି ସାହାଯ୍ୟ କରୁଥିଲେ ।
or
indictts_or_male
5.023
indictts_iitm
neutral
null
null
null
null
audio/or/indictts_or_male_train_odiamale_04359.wav
ଏଥିରୁ ଅନୁମାନ କରିହେବ ଯଦି ସେ ଉଚିତ୍ ଶିକ୍ଷା ଲାଭ କରିଥାନ୍ତେ ତେବେ କ’ଣ କରି ନ ଥାନ୍ତେ ।
or
indictts_or_male
6.101
indictts_iitm
neutral
null
null
null
null
audio/or/indictts_or_male_train_odiamale_04360.wav
ସେ ସମଗ୍ର ଦେଶରେ ଜଣେ ବିଶିଷ୍ଟ ପଣ୍ଡିତ ରୂପେ ସୁନାମ ଅର୍ଜନ କରିଥାନ୍ତେ ।
or
indictts_or_male
5.973
indictts_iitm
neutral
null
null
null
null
audio/or/indictts_or_male_train_odiamale_04361.wav
ଗୋପାଳର ମା’ ପୁଅକୁ ପୋଷିବା ପାଇଁ ଅକ୍ଷମ, କେଉଁଠୁ ଅର୍ଥ ଆଣିବେ, ଯେ ପୁଅକୁ ପାଠ ପଢ଼ାଇବେ ।
or
indictts_or_male
6.673
indictts_iitm
neutral
null
null
null
null
audio/or/indictts_or_male_train_odiamale_04362.wav
ତଥାପି ଗୋପାଳ ନିଜର ବୁଦ୍ଧି ବଳରେ ଯତ୍କିଂଚିତ୍ ବିଦ୍ୟା ଶିକ୍ଷା କରିଥିଲେ, ସେହି ଶିକ୍ଷା ବଳରେ ସେ ବିଚକ୍ଷଣତା ପ୍ରଦର୍ଶନ କରିଥିଲେ ।
or
indictts_or_male
9.779
indictts_iitm
neutral
null
null
null
null
audio/or/indictts_or_male_train_odiamale_04363.wav
ତାଙ୍କୁ କେହି କଥାରେ, ଚତୁରତାରେ, ଶଠତାରେ ଓ ଉପସ୍ଥିତ ବୁଦ୍ଧିରେ ବଳିଯିବା ବା ଠକିଦେବା ସହଜ ନଥିଲା ।
or
indictts_or_male
8.05
indictts_iitm
neutral
null
null
null
null
audio/or/indictts_or_male_train_odiamale_04364.wav
କେହି ମଧ୍ୟ ତାଙ୍କଠାରୁ ବୁଦ୍ଧିରେ ବଳି ଯାଇ ନଥିଲେ ।
or
indictts_or_male
3.238
indictts_iitm
neutral
null
null
null
null
audio/or/indictts_or_male_train_odiamale_04365.wav
ଗୋପାଳଙ୍କୁ କିଏ କିଛି କହିଲେ ମୁହେଁ ମୁହେଁ ସେ ଜବାବ୍ ଦେଇ ଦିଅନ୍ତି ।
or
indictts_or_male
4.629
indictts_iitm
neutral
null
null
null
null
audio/or/indictts_or_male_train_odiamale_04366.wav
କ୍ରମେ କ୍ରମେ ଗୋପାଳଙ୍କ ବୁଦ୍ଧି ଓ ହାସ୍ୟ ରହସ୍ୟ କଥା ରାଜା କୃଷ୍ଣଚନ୍ଦ୍ରଙ୍କ କାନରେ ପଡ଼ିଲା, ଗୋପାଳଙ୍କୁ ସେ ଡକାଇ ପଠାଇଲେ ।
or
indictts_or_male
8.753
indictts_iitm
neutral
null
null
null
null
audio/or/indictts_or_male_train_odiamale_04367.wav
ରାଜ ଦରବାରରେ ଜଣେ ଜଣେ ହାସ୍ୟରସିକ ଲୋକଙ୍କର ଆବଶ୍ୟକ ଥାଏ ।
or
indictts_or_male
5.233
indictts_iitm
neutral
null
null
null
null
audio/or/indictts_or_male_train_odiamale_04368.wav
ରାଜା ଯେତେବେଳେ ରାଜ କାର୍ଯ୍ୟରେ କ୍ଳାନ୍ତ ହୋଇ ପଡ଼ନ୍ତି, ଏହି ହାସ୍ୟ ରସିକମାନେ ବିଭିନ୍ନ ହାସ୍ୟ କଥା କହି ରାଜାଙ୍କ ଭାରାକ୍ରାନ୍ତ ମନକୁ ହାଲୁକା କରିଥାନ୍ତି ।
or
indictts_or_male
10.111
indictts_iitm
neutral
null
null
null
null
audio/or/indictts_or_male_train_odiamale_04369.wav
ରାଜା ଗୋପାଳଙ୍କ ବୁଦ୍ଧି ଓ କଥା ଚାତୁରୀରେ ମୁଗ୍ଧ ହେଲେ ।
or
indictts_or_male
4.344
indictts_iitm
neutral
null
null
null
null
audio/or/indictts_or_male_train_odiamale_04370.wav
ଅଳ୍ପ ଦିନରେ ସେ ରାଜାଙ୍କର ପ୍ରିୟ ପାତ୍ର ହୋଇଉଠିଲେ ।
or
indictts_or_male
3.763
indictts_iitm
neutral
null
null
null
null
audio/or/indictts_or_male_train_odiamale_04371.wav
ଅନେକ ଘଟଣାରେ ଅନେକ ବିପଦ ଆପଦରେ କୃଷ୍ଣଚନ୍ଦ୍ରଙ୍କୁ ସେ ରକ୍ଷା କଲେ ।
or
indictts_or_male
5.395
indictts_iitm
neutral
null
null
null
null
audio/or/indictts_or_male_train_odiamale_04372.wav
ଲୋକଙ୍କ ସହିତ ହଠାତ୍ ଆଳାପ କରିବାରେ, ଲୋକଙ୍କୁ ସଙ୍ଗେ ସଙ୍ଗେ ହସାଇବାରେ ଓ କନ୍ଦାଇବାରେ ସେ ଧୂରନ୍ଧର ଥିଲେ ।
or
indictts_or_male
7.015
indictts_iitm
neutral
null
null
null
null
audio/or/indictts_or_male_train_odiamale_04373.wav
ଗୋପାଳଙ୍କର ଏହି ଚତୁରତା ଯୋଗୁଁ ରାଜା କୃଷ୍ଣଚନ୍ଦ୍ର ପ୍ରଚୁର ଅର୍ଥ ଓ ମୂଲ୍ୟବାନ୍ ପଦାର୍ଥ ଉପହାର ଦେଉଥିଲେ ।
or
indictts_or_male
7.568
indictts_iitm
neutral
null
null
null
null
audio/or/indictts_or_male_train_odiamale_04374.wav
ରାଜାଙ୍କଠାରୁ ଆର୍ଥିକ ଅନୁଦାନ ପାଇ ଗୋପାଳଙ୍କର ଦାରିଦ୍ର୍ୟତା ଦୂର ହୋଇ ଯାଇଥିଲା ।
or
indictts_or_male
5.747
indictts_iitm
neutral
null
null
null
null
audio/or/indictts_or_male_train_odiamale_04375.wav
ମାତ୍ର ସେ ମିତବ୍ୟୟୀ ନଥିଲେ, ଥିଲେ ବାଘର ଆହାର, ନଥିଲେ ସାପର ଆହାର ଥିଲା ତାଙ୍କର ପ୍ରକୃତି ।
or
indictts_or_male
7.11
indictts_iitm
neutral
null
null
null
null
audio/or/indictts_or_male_train_odiamale_04376.wav
ଗୋପାଳ ସାଧାରଣତଃ ଗମ୍ଭୀର ପ୍ରକୃତିର ଲୋକ ଥିଲେ ।
or
indictts_or_male
4.054
indictts_iitm
neutral
null
null
null
null
audio/or/indictts_or_male_train_odiamale_04377.wav
ମାତ୍ର ତାଙ୍କର ଚେହେରା, କଥାବାର୍ତ୍ତା ଓ ମୁଖଭଙ୍ଗିକୁ ଯିଏ ଦେଖିବ ନିଶ୍ଚିତ ହସିବ, ନ ହସି ରହି ପାରିବ ନାହିଁ ।
or
indictts_or_male
8.44
indictts_iitm
neutral
null
null
null
null
audio/or/indictts_or_male_train_odiamale_04378.wav
ସେ ଲୋକଙ୍କୁ ହସାଇଲେ ସୁଦ୍ଧା ନିଜେ ହସିବେ ନାହିଁ ।
or
indictts_or_male
3.64
indictts_iitm
neutral
null
null
null
null
audio/or/indictts_or_male_train_odiamale_04379.wav
ବଡ଼ ଲୋକ, ରାଜା, ନବାବ୍, ଜମିଦାର, ଉଚ୍ଚ ବଂଶଜ ଓ ଉଚ୍ଚ ଧରଣର ଲୋକଙ୍କ ମନୋରଞ୍ଜନ କରିବା ଗୋପାଳଙ୍କର ଏକମାତ୍ର କର୍ତ୍ତବ୍ୟ ଥିଲା ।
or
indictts_or_male
10.366
indictts_iitm
neutral
null
null
null
null
audio/or/indictts_or_male_train_odiamale_04380.wav
ଗୋପାଳଙ୍କୁ ସମସ୍ତେ ଦେଖି ଖୁସି ହେଉଥିଲେ ।
or
indictts_or_male
3.325
indictts_iitm
neutral
null
null
null
null
audio/or/indictts_or_male_train_odiamale_04381.wav
ରାଜ୍ୟର ଜଣେ ଧନୀ ଲୋକ ତାଙ୍କ ଘରେ ମହୋତ୍ସବ କରୁଥାନ୍ତି ।
or
indictts_or_male
4.911
indictts_iitm
neutral
null
null
null
null
audio/or/indictts_or_male_train_odiamale_04382.wav
ବହୁ ମାନ୍ୟ ଗଣ୍ୟ ଲୋକ ସେଥିରେ ଆମନ୍ତ୍ରିତ ହୋଇ ଯୋଗ ଦେଇଥାଆନ୍ତି ।
or
indictts_or_male
5.16
indictts_iitm
neutral
null
null
null
null
audio/or/indictts_or_male_train_odiamale_04383.wav
ମହାରାଜା କୃଷ୍ଣଚନ୍ଦ୍ର ଆମନ୍ତ୍ରିତ ହୋଇ ସେହି ମହୋତ୍ସବରେ ଯୋଗଦେଲେ ।
or
indictts_or_male
4.701
indictts_iitm
neutral
null
null
null
null
audio/or/indictts_or_male_train_odiamale_04384.wav
ମହାରାଜା ଯେଉଁ ଆଡ଼େ ଯାଉଥାନ୍ତି ସାଥିରେ ଗୋପାଳ ରହିଥାନ୍ତି ।
or
indictts_or_male
4.283
indictts_iitm
neutral
null
null
null
null
audio/or/indictts_or_male_train_odiamale_04385.wav
କେତେକ ଲୋକ ସହ୍ୟ କରି ପାରୁ ନଥାନ୍ତି, କାରଣ ରାଜା ଗୋପାଳଙ୍କୁ ବେଶୀ ଭଲ ପାଉଥାନ୍ତି ଓ ପାଖରୁ କ୍ଷଣେ ସୁଦ୍ଧା ଛାଡ଼ୁ ନଥାନ୍ତି ।
or
indictts_or_male
9.417
indictts_iitm
neutral
null
null
null
null
audio/or/indictts_or_male_train_odiamale_04386.wav
ସ୍ଥାନଟି ଜନଗହଳିରେ ପୂରି ଯାଇଥାଏ, ଥଟ୍ଟା ତାମସାରେ ହସର ଢେଉ ଖେଳି ଯାଉଥାଏ ।
or
indictts_or_male
6.802
indictts_iitm
neutral
null
null
null
null
audio/or/indictts_or_male_train_odiamale_04387.wav
ଜଣେ ଭଦ୍ର ବ୍ୟକ୍ତି ଗୋପାଳଙ୍କୁ ସେମାନଙ୍କ ଗହଣରେ ପାଇ ଖୁସି ହେଲେ ନାହିଁ ।
or
indictts_or_male
5.385
indictts_iitm
neutral
null
null
null
null
audio/or/indictts_or_male_train_odiamale_04388.wav
ମଉଜ କରିବା ପାଇଁ ଗୋପାଳଙ୍କୁ ପାଖକୁ ଡାକି କହିଲେ, ଗୋପାଳ, ତୁମର ଚେହେରା ଅବିକଳ ମୋ ଭଳି ଦେଖାଯାଉଛି ।
or
indictts_or_male
7.679
indictts_iitm
neutral
null
null
null
null
audio/or/indictts_or_male_train_odiamale_04389.wav
ଏହାର କାରଣ କ’ଣ ହୋଇ ପାରେ ।
or
indictts_or_male
2.263
indictts_iitm
neutral
null
null
null
null
audio/or/indictts_or_male_train_odiamale_04390.wav
ତୁମର ମା’ ବୋଧେ ତୁମ ଜନ୍ମ ପୂର୍ବରୁ ଆମ ଘର ଆଡ଼କୁ ଯିବା ଆସିବା କରୁଥିଲେ ।
or
indictts_or_male
5.747
indictts_iitm
neutral
null
null
null
null
audio/or/indictts_or_male_train_odiamale_04391.wav
ଲୋକମାନେ କେତେବେଳୁ ଏମାନଙ୍କ କଥାବାର୍ତ୍ତା ପ୍ରତି କାନ ଡେରିଥିଲେ, କ’ଣ ବୋଲି ପଚାରିଲେ ।
or
indictts_or_male
6.101
indictts_iitm
neutral
null
null
null
null
audio/or/indictts_or_male_train_odiamale_04392.wav
ଭଦ୍ରବ୍ୟକ୍ତି ନିଜେ ପଚାରିଥିବା ପ୍ରଶ୍ନଟି ପୁଣି ଦୋହରାଇଲେ ।
or
indictts_or_male
4.838
indictts_iitm
neutral
null
null
null
null
audio/or/indictts_or_male_train_odiamale_04393.wav
ସମସ୍ତେ ଚାହିଁଲେ ଭାଣ୍ଡ ଶିରୋମଣି ଗୋପାଳଙ୍କୁ, କ’ଣ ବିଭ୍ରାଟ କରି ବସିବେ ତାହା ଶୁଣିବା ପାଇଁ ।
or
indictts_or_male
6.303
indictts_iitm
neutral
null
null
null
null
audio/or/indictts_or_male_train_odiamale_04394.wav
ବିରୁଡ଼ା ଘରାରେ ହାତ ବାଜିଛି, ଦେଖାଯାଉ କ’ଣ ନତିଜା ବାହାରୁଛି ।
or
indictts_or_male
4.677
indictts_iitm
neutral
null
null
null
null
audio/or/indictts_or_male_train_odiamale_04395.wav
କେତେକ ହିଁ ହିଁ ହୋଇ ହସିଲେଣି, ଗୋପାଳ କିନ୍ତୁ ଅପମାନିତ ବା ଲଜ୍ଜିତ ନ ହୋଇ ସେମିତି ଠିଆ ହେଇଥାନ୍ତି ।
or
indictts_or_male
7.292
indictts_iitm
neutral
null
null
null
null
audio/or/indictts_or_male_train_odiamale_04396.wav
ସବୁ ଲୋକଙ୍କ ଉପରେ ଥରେ ଆଖି ବୁଲାଇ ଆଣିଲେ, ତା’ ପରେ ହୋ ହୋ ହୋଇ ହସି ଉଠିଲେ ।
or
indictts_or_male
5.656
indictts_iitm
neutral
null
null
null
null
audio/or/indictts_or_male_train_odiamale_04397.wav
ଗୋପାଳ ତା’ ପରେ ବିନୀତ ଭାବେ କହିଲେ ବାବୁ ଆପଣ ଠିକ୍ କଥାଟିଏ ପଚାରିଛନ୍ତି, ସେତେବେଳୁ ସେଇ କଥା ହେଜୁଥିଲି ।
or
indictts_or_male
8.918
indictts_iitm
neutral
null
null
null
null
audio/or/indictts_or_male_train_odiamale_04398.wav
ମୋ ଜନ୍ମ ପୂର୍ବରୁ ମୋ ମାଆ ଆପଣଙ୍କ ଘରକୁ ଆସେନାହିଁ ।
or
indictts_or_male
4.613
indictts_iitm
neutral
null
null
null
null
audio/or/indictts_or_male_train_odiamale_04399.wav
ମା’ କହୁଥିଲା ମୋ ବାପା ଆପଣଙ୍କ ଘରକୁ ବରାବର ଯିବା ଆସିବା କରୁଥିଲେ ।
or
indictts_or_male
6.061
indictts_iitm
neutral
null
null
null
null
audio/or/indictts_or_male_train_odiamale_04400.wav
ଏ କଥା ଶୁଣି ଲୋକମାନେ ହସି ହସି ବେଦମ୍ ହୋଇଗଲେ ।
or
indictts_or_male
3.881
indictts_iitm
neutral
null
null
null
null
audio/or/indictts_or_male_train_odiamale_04401.wav
ଯେଉଁ ଭଦ୍ରବ୍ୟକ୍ତି ଗୋପାଳଙ୍କୁ ଏକଥା ପଚାରିଥିଲେ, ଲାଜରେ ତାଙ୍କ ମୁହଁ କଳା କାଠ ପାଲଟି ଗଲା ।
or
indictts_or_male
6.52
indictts_iitm
neutral
null
null
null
null
audio/or/indictts_or_male_train_odiamale_04402.wav
ଗୋପାଳର ଜିତିବା ଦେଖି ରାଜା କୃଷ୍ଣଚନ୍ଦ୍ର ଖୁସି ହେଲେ ।
or
indictts_or_male
4.17
indictts_iitm
neutral
null
null
null
null
audio/or/indictts_or_male_train_odiamale_04403.wav
କହିଲେ, ହେଲା ତ’ ଏବେ, ଯେମିତି ପ୍ରଶ୍ନର ସେମିତି ଉତ୍ତର ପାଇଲେ ତ’ ।
or
indictts_or_male
5.176
indictts_iitm
neutral
null
null
null
null
audio/or/indictts_or_male_train_odiamale_04404.wav
ମନେ ରଖିଥାଅ ଆଉ ଦିନେ ହେଲେ ଆମ ଗୋପାଳ ସହିତ ଲାଗିବ ନାହିଁ ।
or
indictts_or_male
4.734
indictts_iitm
neutral
null
null
null
null
audio/or/indictts_or_male_train_odiamale_04405.wav
ମହାରାଜା କୃଷ୍ଣଚନ୍ଦ୍ରଙ୍କ ଦରବାର ଚାଲିଥାଏ ।
or
indictts_or_male
3.222
indictts_iitm
neutral
null
null
null
null
audio/or/indictts_or_male_train_odiamale_04406.wav
ପାତ୍ରମନ୍ତ୍ରୀମାନଙ୍କ ସହିତ ଗୋପାଳ ମଧ୍ୟ ବସି ଥାଆନ୍ତି ।
or
indictts_or_male
4.295
indictts_iitm
neutral
null
null
null
null
audio/or/indictts_or_male_train_odiamale_04407.wav
ଗୁରୁତ୍ୱପୂର୍ଣ୍ଣ ଆଲାଚନା ସରିଲା ପରେ ସମସ୍ତେ ମଜା କଥାବାର୍ତ୍ତା ହେଉଥାନ୍ତି ।
or
indictts_or_male
5.214
indictts_iitm
neutral
null
null
null
null
audio/or/indictts_or_male_train_odiamale_04408.wav
ଏହି ସମୟରେ ଗୋପାଳଙ୍କର ପୁଅ ବାପାଙ୍କୁ ଡାକିବା ପାଇଁ ଦରବାରରେ ପହଁଚିଲା ।
or
indictts_or_male
5.422
indictts_iitm
neutral
null
null
null
null
audio/or/indictts_or_male_train_odiamale_04409.wav
ଗୋପାଳ ଭାଣ୍ଡଙ୍କ ପୁଅ, ପୁଣି ପିଲା ଲୋକ ଦେଖି ଦ୍ୱାରୀ ମଧ୍ୟ ବାଟ ଛାଡ଼ି ଦେଇଥିଲା ।
or
indictts_or_male
5.576
indictts_iitm
neutral
null
null
null
null
audio/or/indictts_or_male_train_odiamale_04410.wav
ରାଜା ଗୋପାଳ ଭାଣ୍ଡଙ୍କ ପୁଅକୁ ଭଲ ରୂପେ ଚିହ୍ନନ୍ତି, ତଥାପି ଥଟ୍ଟାରେ ପଚାରିଲେ, ଗୋପାଳ, ଏ ପୁଅଟି କାହାର ।
or
indictts_or_male
7.94
indictts_iitm
neutral
null
null
null
null
audio/or/indictts_or_male_train_odiamale_04412.wav
ରାଜା କହିଲେ, ସତେ, ତେବେ ମୋ ଚେହେରା ଭଳି ଦେଖା ଯାଉଛି କେମିତି ।
or
indictts_or_male
4.953
indictts_iitm
neutral
null
null
null
null
audio/or/indictts_or_male_train_odiamale_04413.wav
ଏ କଥା ରାଜାଙ୍କ ମୁହଁରୁ ଶୁଣି ସମସ୍ତେ ହସି ଉଠିଲେ ।
or
indictts_or_male
3.914
indictts_iitm
neutral
null
null
null
null
audio/or/indictts_or_male_train_odiamale_04414.wav
ରାଜା ଭାବିଲେ ସବୁବେଳେ ଗୋପାଳ କଥା କହି ମୋତେ ଜିଣି ଯାଉଥିଲା ଆଜି ଠିକ୍ ଫଳ ପାଇଛି ।
or
indictts_or_male
6.415
indictts_iitm
neutral
null
null
null
null
audio/or/indictts_or_male_train_odiamale_04415.wav
ଗୋପାଳ ସଙ୍ଗେ ସଙ୍ଗେ ଉତ୍ତର ଦେଲେ, ଚେହେରା ସଙ୍ଗେ ମିଳିବ ନାହିଁ କେମିତି ଆଜ୍ଞା ନିଶ୍ଚିତ ମିଳିବ ।
or
indictts_or_male
5.95
indictts_iitm
neutral
null
null
null
null
audio/or/indictts_or_male_train_odiamale_04416.wav
ପୁଅ ମୋର ମାମୁଁ ଘର ଓଳି ଆଣିଛି, ଏ କଥା ଶୁଣି ରାଜା ମୁହଁ ତଳକୁ କରିଦେଲେ ।
or
indictts_or_male
5.815
indictts_iitm
neutral
null
null
null
null
audio/or/indictts_or_male_train_odiamale_04417.wav
ରାଜା ଗୋପାଳକୁ କିଛି ଧନ ଉପହାର ଦେଇ ବିଦା କଲେ ।
or
indictts_or_male
3.922
indictts_iitm
neutral
null
null
null
null
audio/or/indictts_or_male_train_odiamale_04418.wav
ହାଡ଼ି ବାଇଦ କୋଶେ, ତୁଣ୍ଡ ବାଇଦ ସହସ୍ର କୋଶ ।
or
indictts_or_male
3.863
indictts_iitm
neutral
null
null
null
null
audio/or/indictts_or_male_train_odiamale_04419.wav
ଗୋପାଳଙ୍କର ଥଟ୍ଟା ତାମସା ଓ କରାମତି କଥା ସାରା ଦେଶରେ ବ୍ୟାପି ଯାଇଥାଏ ।
or
indictts_or_male
5.283
indictts_iitm
neutral
null
null
null
null
audio/or/indictts_or_male_train_odiamale_04420.wav
ଗୋପାଳ ଯେଉଁ ଆଡ଼େ ଗଲେ ଲୋକମାନେ ତାଙ୍କୁ ଦେଖିବା ପାଇଁ ଘେରି ଯାଉଥିଲେ ।
or
indictts_or_male
4.649
indictts_iitm
neutral
null
null
null
null
audio/or/indictts_or_male_train_odiamale_04421.wav
ଗୋପାଳ ଦୂର ଗାଁରେ ଥିବା କୌଣସି ବନ୍ଧୁ ଘରକୁ ଯାଇଥାନ୍ତି ।
or
indictts_or_male
4.531
indictts_iitm
neutral
null
null
null
null
audio/or/indictts_or_male_train_odiamale_04422.wav
ସେହି ଗାଁ’ର ଜମିଦାର ଗୋପାଳଙ୍କ ବିଷୟରେ ବହୁକଥା ଶୁଣିଥାନ୍ତି ମାତ୍ର ଦେଖିନଥାନ୍ତି ।
or
indictts_or_male
6.542
indictts_iitm
neutral
null
null
null
null
audio/or/indictts_or_male_train_odiamale_04423.wav
ଗୋପାଳ ତାଙ୍କ ଗ୍ରାମକୁ ଆସିଥିବା କଥା ଶୁଣି ଜମିଦାର ତାଙ୍କୁ ଡକାଇ ପଠାଇଲେ ।
or
indictts_or_male
5.671
indictts_iitm
neutral
null
null
null
null
audio/or/indictts_or_male_train_odiamale_04424.wav
ଗୋପାଳଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଗୋଟିଏ ସଭାର ଆୟୋଜନ କଲେ ।
or
indictts_or_male
5.029
indictts_iitm
neutral
null
null
null
null
audio/or/indictts_or_male_train_odiamale_04425.wav
ଗୋପାଳ ଡାକରା ପାଇ ଜମିଦାରଙ୍କ ପାଖରେ ହାଜିର୍ ହେଲେ ।
or
indictts_or_male
3.669
indictts_iitm
neutral
null
null
null
null
audio/or/indictts_or_male_train_odiamale_04426.wav
ଗୋପାଳ ଦେଖିବାକୁ ସୁନ୍ଦର ନୁହଁନ୍ତି, ଚନ୍ଦା ମୁଣ୍ଡ, ପୃଥୁଳ ଶରୀର, ପୁଣି ଜାତିରେ ନାପିତ ।
or
indictts_or_male
6.593
indictts_iitm
neutral
null
null
null
null
audio/or/indictts_or_male_train_odiamale_04427.wav
ଲୁଗାପଟା ମଧ୍ୟ ସେମିତି ସମ୍ଭ୍ରାନ୍ତସ୍ତରୀୟ ନୁହେଁ ।
or
indictts_or_male
3.947
indictts_iitm
neutral
null
null
null
null
audio/or/indictts_or_male_train_odiamale_04428.wav
ଚେହେରା ଦେଖି ଜମିଦାରଙ୍କ ମନୋଭାବ ବଦଳିଗଲା ।
or
indictts_or_male
3.694
indictts_iitm
neutral
null
null
null
null
audio/or/indictts_or_male_train_odiamale_04429.wav
ସେ ଭାବିଲେ ଏ ଗୋଟାଏ ମୂର୍ଖ, ପୁଣି ନୀଚ ଜାତି, ଏହାକୁ ଏତେ ଖାତିରି ଦେଖାଇବା କିଆଁ ।
or
indictts_or_male
6.288
indictts_iitm
neutral
null
null
null
null
audio/or/indictts_or_male_train_odiamale_04430.wav
ଜମିଦାର ତ’ ସହଜେ ଗର୍ବୀ, ଆତ୍ମ ଗର୍ବରେ ଫାଟିପଡ଼ି ପଚାରିଲେ, ଆରେ, ତୋ ନାଁ କ’ଣ ଗୋପାଳିଆ ।
or
indictts_or_male
6.525
indictts_iitm
neutral
null
null
null
null
audio/or/indictts_or_male_train_odiamale_04431.wav
ଜମିଦାରଙ୍କ ବେଖାତିରି ଓ ଥଟ୍ଟାଳିଆ କଥା ଶୁଣି ଉପସ୍ଥିତ ଲୋକ ମାନେ ଫେଁ କରି ହସିଦେଲେ ।
or
indictts_or_male
6.719
indictts_iitm
neutral
null
null
null
null
audio/or/indictts_or_male_train_odiamale_04432.wav
ଗୋପାଳଙ୍କର ତ’ ବହୁତ ଧୈର୍ଯ୍ୟ, ସେ ବିଚଳିତ ହେଲେନାହିଁ ।
or
indictts_or_male
4.007
indictts_iitm
neutral
null
null
null
null