file_name
stringlengths
36
59
text
stringlengths
9
449
lang
stringclasses
12 values
speaker_id
stringclasses
26 values
duration
float64
1.5
29.8
source
stringclasses
2 values
emotion
stringclasses
1 value
domain
float64
snr_db
float64
22.5
60
⌀
silence_ratio
float64
0.1
0.35
⌀
clipping_ratio
float64
0
0
⌀
audio/or/indictts_or_male_train_odiamale_04533.wav
ମୁଁ ଯଦି ଅନ୍ୟ ମାଇପି ପରି ଲୁଚାଇ ରଖି ଗହଣା ଗାଣ୍ଠି କରିଥାନ୍ତି, ତେବେ ମୋତେ ଏ ଲୋକଟା ଘରେ ରଖାଇ ଦିଅନ୍ତା ନାହିଁ ।
or
indictts_or_male
7.693
indictts_iitm
neutral
null
null
null
null
audio/or/indictts_or_male_train_odiamale_04534.wav
ସ୍ତ୍ରୀ ମୁହଁ ଫୁଲାଇ ଅନ୍ୟ କାମ କରିବା ପାଇଁ ଚାଲିଗଲେ ।
or
indictts_or_male
3.867
indictts_iitm
neutral
null
null
null
null
audio/or/indictts_or_male_train_odiamale_04535.wav
ଗୋପାଳ ଭାବିଲେ କରିବି କ’ଣ, କାଲି ତ’ ରାଜାଙ୍କ ଠାରୁ ଶହେ ଟଙ୍କା ଆଣିଛି, ଆଜି ପୁଣି କେଉଁ ମୁହଁରେ ତାଙ୍କୁ ଟଙ୍କା ମାଗିବି ।
or
indictts_or_male
7.789
indictts_iitm
neutral
null
null
null
null
audio/or/indictts_or_male_train_odiamale_04536.wav
ଆଉ ମଧ୍ୟ ରାଜାଙ୍କ ବ୍ୟତୀତ ମୋତେ କିଏ ଟଙ୍କା ଦେବ ।
or
indictts_or_male
4.044
indictts_iitm
neutral
null
null
null
null
audio/or/indictts_or_male_train_odiamale_04537.wav
ଗୋପାଳ ନିତ୍ୟକର୍ମ ସାରି ରାଜପ୍ରାସାଦ ଆଡ଼କୁ ଯିବା ପାଇଁ ବାହାରିଲେ ।
or
indictts_or_male
4.669
indictts_iitm
neutral
null
null
null
null
audio/or/indictts_or_male_train_odiamale_04538.wav
ଗଲାବେଳେ ସ୍ତ୍ରୀକୁ କହିଲେ, ଶୁଣୁଛ ମୁଁ ରାଜାଙ୍କ ପାଖକୁ ଯାଉଛି, କିଛି ବ୍ୟବସ୍ଥା କରି ଶୀଘ୍ର ଫେରିବି ।
or
indictts_or_male
7.254
indictts_iitm
neutral
null
null
null
null
audio/or/indictts_or_male_train_odiamale_04539.wav
ଗୋପାଳ ରାଜାଙ୍କ ପାଖକୁ ନ ଯାଇ ଉଆସ ଭିତରେ ତର ତର ହୋଇ ପଶିଲେ ।
or
indictts_or_male
5.119
indictts_iitm
neutral
null
null
null
null
audio/or/indictts_or_male_train_odiamale_04540.wav
ରାଣୀ ବାହାର ଖଳାରେ ବସିଥିଲେ ।
or
indictts_or_male
2.977
indictts_iitm
neutral
null
null
null
null
audio/or/indictts_or_male_train_odiamale_04541.wav
ଗୋପାଳକୁ ଦେଖି ପଚାରିଲେ, ଏମିତି ବ୍ୟସ୍ତ ଦେଖାଯାଉଛ କାହିଁକି, କୁଆଡ଼େ ଯିବ ନା କ’ଣ ।
or
indictts_or_male
5.483
indictts_iitm
neutral
null
null
null
null
audio/or/indictts_or_male_train_odiamale_04542.wav
ଗୋପାଳ ରାଣୀଙ୍କୁ ନମସ୍କାରଟେ ଜଣାଇ କହିଲେ, ରାଣୀମା’, ଆଜି ପରା ପାଖ ଗାଁରେ ମେଳା ବସିଛି ।
or
indictts_or_male
6.258
indictts_iitm
neutral
null
null
null
null
audio/or/indictts_or_male_train_odiamale_04543.wav
ଏହି ମେଳା ତିନି ଦିନ ପାଇଁ ହେବ, ମେଳା ଦେଖିବା ପାଇଁ ଆମ ଘରୁ ସମସ୍ତେ ବାହାରିଛନ୍ତି ।
or
indictts_or_male
6.37
indictts_iitm
neutral
null
null
null
null
audio/or/indictts_or_male_train_odiamale_04544.wav
ଖାଲି ଛାମୁରେ ଦେଖାଟେ ପଡ଼ିଯାଇ ମେଳା ଦେଖିବାକୁ ବାହାରିଯିବି, ସେଥିପାଇଁ ଆସିଥିଲି ।
or
indictts_or_male
5.835
indictts_iitm
neutral
null
null
null
null
audio/or/indictts_or_male_train_odiamale_04545.wav
ଗୋପାଳଙ୍କ କଥା ଶୁଣି ରାଣୀ ହସି ହସି କହିଲେ, ତାହାହେଲେ ତୁମେ ମେଳା ଦେଖିବାକୁ ଯିବ ।
or
indictts_or_male
5.165
indictts_iitm
neutral
null
null
null
null
audio/or/indictts_or_male_train_odiamale_04546.wav
ଆଛା ସେ ମେଳା ବିଷୟରେ ତ’ ମୋତେ କିଛି କହିଲ ନାହିଁ ।
or
indictts_or_male
3.157
indictts_iitm
neutral
null
null
null
null
audio/or/indictts_or_male_train_odiamale_04547.wav
ରାଣୀମା’, ସେମିତି ମେଳା ଆମ ଏ ଖଣ୍ଡ ମଣ୍ଡଳରେ ନାହିଁ ।
or
indictts_or_male
4.318
indictts_iitm
neutral
null
null
null
null
audio/or/indictts_or_male_train_odiamale_04548.wav
ମୋ ଜୀବନରେ ଏମିତି ଯାତ୍ରା କେବେ କେଉଁଠି ଦେଖିନି ।
or
indictts_or_male
3.895
indictts_iitm
neutral
null
null
null
null
audio/or/indictts_or_male_train_odiamale_04549.wav
ଦେଶ ବିଦେଶରୁ ବହୁ ଲୋକ ଏହି ମେଳା ଦେଖିବାକୁ ଆସନ୍ତି ।
or
indictts_or_male
4.222
indictts_iitm
neutral
null
null
null
null
audio/or/indictts_or_male_train_odiamale_04550.wav
କେବଳ ପୁରୁଷ ନୁହଁନ୍ତି, ବହୁ ବଡ଼ ବଡ଼ ଘରର ଝିଅ ବୋହୂ ମଧ୍ୟ ଏଇ ମେଳା ଦେଖିବାକୁ ଆସନ୍ତି ।
or
indictts_or_male
6.491
indictts_iitm
neutral
null
null
null
null
audio/or/indictts_or_male_train_odiamale_04551.wav
ରାଜା, ରାଣୀ, ରାଜକୁମାରୀମାନଙ୍କ କଥା ତ’ ଛାଡ଼, ସେମାନଙ୍କ ପାଇଁ ତ’ ଏ ମେଳା ।
or
indictts_or_male
5.165
indictts_iitm
neutral
null
null
null
null
audio/or/indictts_or_male_train_odiamale_04552.wav
କେତେ ରକମର ଜିନିଷ ସବୁ କିଣାବିକା ହୁଏ ।
or
indictts_or_male
3.17
indictts_iitm
neutral
null
null
null
null
audio/or/indictts_or_male_train_odiamale_04553.wav
ଗୋପାଳ ଭାଣ୍ଡର ବର୍ଣ୍ଣନା ଶୁଣି ରାଣୀଙ୍କର ଇଚ୍ଛା ହେଲା ମେଳା ଦେଖି ଯିବା ପାଇଁ ।
or
indictts_or_male
5.275
indictts_iitm
neutral
null
null
null
null
audio/or/indictts_or_male_train_odiamale_04554.wav
ମନ ଖୋଲି ଗୋପାଳଙ୍କୁ ମଧ୍ୟ ରାଣୀ ଏ କଥା କହିଲେ ।
or
indictts_or_male
3.307
indictts_iitm
neutral
null
null
null
null
audio/or/indictts_or_male_train_odiamale_04555.wav
ଗୋପାଳ ଭାଣ୍ଡ କହିଲେ, ରାଣୀମା’ ଆପଣଙ୍କ ଇଚ୍ଛା ହେଲେ କ’ଣ ହେବ, ଆପଣ ପ୍ରଥମେ ମହାରାଜଙ୍କୁ ଏକଥା କହି ଅନୁମତି ଆଣନ୍ତୁ ।
or
indictts_or_male
8.649
indictts_iitm
neutral
null
null
null
null
audio/or/indictts_or_male_train_odiamale_04556.wav
ରାଜା ସିନା ରାଜି ହେଲେ ଆପଣ ମେଳା ଦେଖିବା ପାଇଁ ଯିବେ ।
or
indictts_or_male
3.457
indictts_iitm
neutral
null
null
null
null
audio/or/indictts_or_male_train_odiamale_04557.wav
ରାଣୀ ଦେଖିଲେ ଗୋପାଳଙ୍କ ସାହାଯ୍ୟ ନ ନେଲେ ସହଜରେ ରାଜା ରାଜି ହେବେ ନାହିଁ ।
or
indictts_or_male
5.589
indictts_iitm
neutral
null
null
null
null
audio/or/indictts_or_male_train_odiamale_04558.wav
ସେ ଗୋପାଳ ହାତରେ ପଚାଶ ଟଙ୍କା ଧରାଇ ଦେଇ କହିଲେ, ତୁମେ ଘରେ ଯାଇ ଏ ଟଙ୍କା ଦେଇ ଆସିବ ।
or
indictts_or_male
6.982
indictts_iitm
neutral
null
null
null
null
audio/or/indictts_or_male_train_odiamale_04560.wav
ତୁମେ ଏଇ ବାଟ ଦେଇ ଆସିବ, ଆମେ ସାଙ୍ଗ ହୋଇ ମେଳାକୁ ଯିବା ।
or
indictts_or_male
4.072
indictts_iitm
neutral
null
null
null
null
audio/or/indictts_or_male_train_odiamale_04561.wav
ଗୋପାଳ ପଚାଶ ଟଙ୍କାକୁ ମୁଣିରେ ଭରି ହେଉ କହି ସେଠାରୁ ଚାଲିଗଲେ ।
or
indictts_or_male
4.824
indictts_iitm
neutral
null
null
null
null
audio/or/indictts_or_male_train_odiamale_04562.wav
ରାଣୀ ରାଜାଙ୍କୁ ଡାକିଲେ ଓ ମେଳା ଯିବା କଥା କହିଲେ, ଏ କଥା ଶୁଣି ରାଜା ଆଶ୍ଚର୍ଯ୍ୟ ହେଲେ ।
or
indictts_or_male
5.961
indictts_iitm
neutral
null
null
null
null
audio/or/indictts_or_male_train_odiamale_04563.wav
ତୁମେ ରାଇଜର ରାଣୀ, ସାଧାରଣ ଲୋକ ଭଳି କେମିତି ମେଳାକୁ ଯିବ, ଲୋକେ ସବୁ କ’ଣ କହିବେ ।
or
indictts_or_male
6.434
indictts_iitm
neutral
null
null
null
null
audio/or/indictts_or_male_train_odiamale_04564.wav
ରାଜା ଯେତେ ମନା କଲେ ସୁଦ୍ଧା ରାଣୀ ମାନିଲେ ନାହିଁ ।
or
indictts_or_male
3.814
indictts_iitm
neutral
null
null
null
null
audio/or/indictts_or_male_train_odiamale_04565.wav
ଶେଷରେ ରାଜା କହିଲେ, ତୁମେ ଗୋପାଳକୁ ସାଥିରେ ଧରି ମେଳାକୁ ଯାଅ ।
or
indictts_or_male
4.979
indictts_iitm
neutral
null
null
null
null
audio/or/indictts_or_male_train_odiamale_04566.wav
ମଳୁ ଖୋଜୁଥିଲା ଯାହା, ବଇଦ କହିଲା ତାହା ।
or
indictts_or_male
3.407
indictts_iitm
neutral
null
null
null
null
audio/or/indictts_or_male_train_odiamale_04567.wav
ରାଣୀଙ୍କୁ ହଁ କହି ଦେଇ ରାଜା ବାହାର ଖଞ୍ଜାରେ ଯାଇ ବସିଲେ ।
or
indictts_or_male
4.238
indictts_iitm
neutral
null
null
null
null
audio/or/indictts_or_male_train_odiamale_04568.wav
ରାଣୀ ଏଣେ ଲୁଗାପଟା ପିନ୍ଧି ଯିବା ପାଇଁ ପ୍ରସ୍ତୁତ ହେଲେ ।
or
indictts_or_male
4.356
indictts_iitm
neutral
null
null
null
null
audio/or/indictts_or_male_train_odiamale_04569.wav
ସେହି ସମୟରେ ଗୋପାଳ ଜାଣିଶୁଣି ରାଜାଙ୍କ ପାଖରେ ପହଞ୍ଚି ନମସ୍କାର କଲେ ।
or
indictts_or_male
5.368
indictts_iitm
neutral
null
null
null
null
audio/or/indictts_or_male_train_odiamale_04570.wav
ରାଜା କହିଲେ ଗୋପାଳ, ତୁମେ ମୋତେ ବହୁ ସାହାଯ୍ୟ କରିଛ ।
or
indictts_or_male
4.464
indictts_iitm
neutral
null
null
null
null
audio/or/indictts_or_male_train_odiamale_04571.wav
ଆଜି ଗୋଟାଏ ଉପକାର କଲେ ତୁମକୁ ତୁମ ମନ ମୁତାବକ ପୁରସ୍କାର ଦେବି ।
or
indictts_or_male
4.916
indictts_iitm
neutral
null
null
null
null
audio/or/indictts_or_male_train_odiamale_04572.wav
ଗୋପାଳ କହିଲେ, କି ଉପକାର କରିବି ଆଜ୍ଞା ।
or
indictts_or_male
3.036
indictts_iitm
neutral
null
null
null
null
audio/or/indictts_or_male_train_odiamale_04573.wav
ରାଣୀ ଆଜି ଯାତ୍ରା ଦେଖିବାକୁ ବାହାରିଛନ୍ତି, ଯେତେ ପ୍ରକାର ମନା କଲେବି ସେ ଶୁଣୁନାହାଁନ୍ତି ।
or
indictts_or_male
6.073
indictts_iitm
neutral
null
null
null
null
audio/or/indictts_or_male_train_odiamale_04574.wav
ତାଙ୍କୁ କୌଣସି ପ୍ରକାରେ ମେଳାକୁ ନଯିବା ପାଇଁ ମନାଅ, ନ ହେଲେ ମୋର ମାନସମ୍ମାନ ଚାଲିଯିବ ।
or
indictts_or_male
6.127
indictts_iitm
neutral
null
null
null
null
audio/or/indictts_or_male_train_odiamale_04575.wav
ରାଜାଙ୍କ କଥା ଶୁଣି ଗୋପାଳ ଟିକିଏ ହସି ଦେଇ କହିଲେ,ଏଇ ସାମାନ୍ୟ କଥା ପାଇଁ ଆପଣ ଏତେ ଚିନ୍ତିତ ।
or
indictts_or_male
6.516
indictts_iitm
neutral
null
null
null
null
audio/or/indictts_or_male_train_odiamale_04576.wav
ଆପଣ ଏଠାରେ ବସିଥାନ୍ତୁ ମୁଁ ସଙ୍ଗେ ସଙ୍ଗେ ରାଣୀମା’ଙ୍କୁ ମନାଇ ମେଳାକୁ ନ ଯିବା ପାଇଁ ରାଜି କରାଇ ଦେଉଛି ।
or
indictts_or_male
7.193
indictts_iitm
neutral
null
null
null
null
audio/or/indictts_or_male_train_odiamale_04577.wav
ରାଜା କହିଲେ, ବେଶ୍ କଥା, ତୁମେ ସଫଳ ହେଲେ ତୁମକୁ ସଙ୍ଗେ ସଙ୍ଗେ ପୁରସ୍କାର ଦେବି ।
or
indictts_or_male
5.982
indictts_iitm
neutral
null
null
null
null
audio/or/indictts_or_male_train_odiamale_04578.wav
ଗୋପାଳ ଆଉ ରାଣୀଙ୍କ ନିକଟକୁ ନ ଯାଇ ନଅର ବାହାରକୁ ଚାଲିଗଲେ ।
or
indictts_or_male
4.672
indictts_iitm
neutral
null
null
null
null
audio/or/indictts_or_male_train_odiamale_04579.wav
ଗୋଟିଏ କଂଟା ପିଠିରେ ବାନ୍ଧି ରାଣୀଙ୍କ ପାଖରେ ପହଁଚିଲେ ।
or
indictts_or_male
4.202
indictts_iitm
neutral
null
null
null
null
audio/or/indictts_or_male_train_odiamale_04580.wav
ଗୋପାଳ କହିଲେ, ରାଣୀମା’, କ’ଣ ଏତେ ବେଳ ଯାଏଁ ସଜବାଜ ସରିନି, ଉଛୁର ହୋଇ ଯାଉଛି ଶୀଘ୍ର ବାହାରି ପଡ଼ ।
or
indictts_or_male
6.904
indictts_iitm
neutral
null
null
null
null
audio/or/indictts_or_male_train_odiamale_04581.wav
ରାଣୀ ବାହାରିବେ କ’ଣ ଗୋପାଳଙ୍କ ପିଠିରେ କଂଟା ଗୋଛା ଦେଖି ଆଶ୍ଚର୍ଯ୍ୟ ହୋଇ କହିଲେ, ଗୋପାଳ ତୁମର ପୁଣି ଏ କି ଅବତାର ।
or
indictts_or_male
8.016
indictts_iitm
neutral
null
null
null
null
audio/or/indictts_or_male_train_odiamale_04582.wav
ଏଭଳି ବେଶ ଆପଣ ବି ହେବେ, ସେଥି ପାଇଁ ପରା ଗୋଛାଏ କଂଟା ଆପଣଙ୍କ ପାଇଁ ମଧ୍ୟ କାଟି ଆଣିଛି ।
or
indictts_or_male
6.371
indictts_iitm
neutral
null
null
null
null
audio/or/indictts_or_male_train_odiamale_04583.wav
ରାଣୀ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ମୁଁ କାହିଁକି କଂଟା ବାନ୍ଧିବି ।
or
indictts_or_male
3.931
indictts_iitm
neutral
null
null
null
null
audio/or/indictts_or_male_train_odiamale_04584.wav
ରାଣୀମା’, ଆପଣ ଦେହରେ କଂଟା ନବାନ୍ଧିଲେ ଲୋକେ ଗହଳିରେ ଯିବେ କେମିତି ।
or
indictts_or_male
5.25
indictts_iitm
neutral
null
null
null
null
audio/or/indictts_or_male_train_odiamale_04585.wav
ସେଠି ଏମିତି ଲୋକ ସବୁ ଅଛନ୍ତି ଗହଳି ଭିତରେ ହାତ ଲଗାଇ ଦେବେ ।
or
indictts_or_male
5.015
indictts_iitm
neutral
null
null
null
null
audio/or/indictts_or_male_train_odiamale_04586.wav
ମୁଁ ରାଣୀ, ମୋର ଦେହରକ୍ଷୀ ଅଛନ୍ତି, ପୁଣି ପାଲିଙ୍କିରେ ଯାଇଥାନ୍ତି, ସାଥିରେ ଦେହରକ୍ଷୀ ରହିଥାନ୍ତେ ।
or
indictts_or_male
6.561
indictts_iitm
neutral
null
null
null
null
audio/or/indictts_or_male_train_odiamale_04587.wav
ଗୋପାଳ କହିଲେ, ତାହା ପରା ଖୋଦ୍ ନବାବଙ୍କ ମେଳା ।
or
indictts_or_male
3.597
indictts_iitm
neutral
null
null
null
null
audio/or/indictts_or_male_train_odiamale_04588.wav
ସେଠି ଆପଣ ସାଧାରଣ ଲୋକମାନଙ୍କ ଭଳି ମେଳା ଭିତରକୁ ଯିବେ ।
or
indictts_or_male
4.446
indictts_iitm
neutral
null
null
null
null
audio/or/indictts_or_male_train_odiamale_04589.wav
ତେଣୁ କଂଟା ବାନ୍ଧି ଗଲେ କେହି ହେଲେ ପାଖକୁ ଆସିବେ ନାହିଁ ।
or
indictts_or_male
4.401
indictts_iitm
neutral
null
null
null
null
audio/or/indictts_or_male_train_odiamale_04590.wav
ଏ ସବୁ କଥା ଶୁଣି ରାଣୀଙ୍କ ମନ ଭାଙ୍ଗି ଗଲା ।
or
indictts_or_male
3.57
indictts_iitm
neutral
null
null
null
null
audio/or/indictts_or_male_train_odiamale_04591.wav
ସେ କହିଲେ ନା, ଗୋପାଳ ତୁମେ ସବୁ ଯାଅ, ମୁଁ ଯିବି ନାହିଁ ।
or
indictts_or_male
3.85
indictts_iitm
neutral
null
null
null
null
audio/or/indictts_or_male_train_odiamale_04592.wav
ରାଣୀ ମେଳାକୁ ଯିବା ପାଇଁ ପିନ୍ଧିଥିବା ଲୁଗାପଟା ଓହ୍ଲାଇ ଅନ୍ୟ ଶାଢ଼ୀ ପିନ୍ଧିଲେ ।
or
indictts_or_male
4.952
indictts_iitm
neutral
null
null
null
null
audio/or/indictts_or_male_train_odiamale_04593.wav
ଗୋପାଳ ହସ ହସ ମୁହଁରେ ରାଜାଙ୍କ ପାଖରେ ପହଁଚିଲେ ।
or
indictts_or_male
4.021
indictts_iitm
neutral
null
null
null
null
audio/or/indictts_or_male_train_odiamale_04594.wav
ରାଜାଙ୍କୁ ସବୁ କଥା କହିଗଲେ, ମାତ୍ର ନିଜେ ଏ ନାଟକର ସୁତ୍ରଧାର ବୋଲି କହିଲେ ନାହିଁ ।
or
indictts_or_male
6.109
indictts_iitm
neutral
null
null
null
null
audio/or/indictts_or_male_train_odiamale_04595.wav
ରାଜା ଖୁସି ହୋଇ ଗୋପାଳଙ୍କୁ ଶହେ ଟଙ୍କା ପୁରସ୍କାର ଦେଲେ ।
or
indictts_or_male
4.166
indictts_iitm
neutral
null
null
null
null
audio/or/indictts_or_male_train_odiamale_04596.wav
ସେଦିନ ଗୋପାଳ ଦେଢ଼ ଶହ ଟଙ୍କା ରୋଜଗାର କରି ଖୁସିରେ ଘରକୁ ଫେରିଲେ ।
or
indictts_or_male
4.699
indictts_iitm
neutral
null
null
null
null
audio/or/indictts_or_male_train_odiamale_04597.wav
କୌତୁକ ପ୍ରିୟ ମହାରାଜା କୃଷ୍ଣଚନ୍ଦ୍ର ରାୟ ଗୋପାଳ ଭାଣ୍ଡକୁ ବହୁତ ଭଲ ପାଉଥିଲେ ।
or
indictts_or_male
5.63
indictts_iitm
neutral
null
null
null
null
audio/or/indictts_or_male_train_odiamale_04598.wav
ଗୋପାଳକୁ ଘର ତୋଳି ରହିବା ପାଇଁ ଜମି, ବଗିଚା, ପୋଖରୀ ଇତ୍ୟାଦି ଦେଇଥିଲେ ।
or
indictts_or_male
5.305
indictts_iitm
neutral
null
null
null
null
audio/or/indictts_or_male_train_odiamale_04599.wav
ସେଥିରେ ଗୋପାଳ ପରିବାରର ଏକ ବରଷର ଅନ୍ନ ଏକ ପ୍ରକାର ନିଶ୍ଚିତ ଭାବରେ ଚଳିଯାଏ ।
or
indictts_or_male
6.756
indictts_iitm
neutral
null
null
null
null
audio/or/indictts_or_male_train_odiamale_04600.wav
ଗୋପାଳକୁ ମଧ୍ୟ ଆଉ କିଛି କରିବାକୁ ହୁଏ ନାହିଁ ।
or
indictts_or_male
3.23
indictts_iitm
neutral
null
null
null
null
audio/or/indictts_or_male_train_odiamale_04601.wav
ଗୋପାଳର ଟିକେ ଖରଚି ହାତ ମଧ୍ୟ ଥିଲା ।
or
indictts_or_male
3.011
indictts_iitm
neutral
null
null
null
null
audio/or/indictts_or_male_train_odiamale_04602.wav
ଗୋପାଳ ନିମନ୍ତେ ଆଉ ଗୋଟିଏ ଅଭାବ ଥିଲା, ତାହାର ଛପର ଘର ଖଣ୍ଡିକ କିପରି କୋଠା ଘର ଖଣ୍ଡିଏ ହୁଅନ୍ତା ।
or
indictts_or_male
7.35
indictts_iitm
neutral
null
null
null
null
audio/or/indictts_or_male_train_odiamale_04603.wav
ସମୟ ସମୟରେ ଗ୍ରାମର ପାଞ୍ଚ ଜଣ ଭଦ୍ର ଲୋକ ତା’ ଘରକୁ ଆସି ବସନ୍ତେ, ଏହି କଥା ଅଭାବ ଥାଏ ।
or
indictts_or_male
6.734
indictts_iitm
neutral
null
null
null
null
audio/or/indictts_or_male_train_odiamale_04604.wav
ମହାରାଜା ସବୁ ଦେଖିଛନ୍ତି, ମାତ୍ର ଏତକ କରି ଦେବାକୁ ତାଙ୍କର ସ୍ମରଣ ନଥିଲା ।
or
indictts_or_male
5.715
indictts_iitm
neutral
null
null
null
null
audio/or/indictts_or_male_train_odiamale_04605.wav
ଏଥି ସକାଶେ ଗୋପାଳ ରାଜାଙ୍କ ପ୍ରତି ଅଭିମାନ କରି ଓ ନିଜର କାର୍ଯ୍ୟ ସାଧନ କରିବାକୁ ଚେଷ୍ଟା କରିଥିଲେ ।
or
indictts_or_male
7.322
indictts_iitm
neutral
null
null
null
null
audio/or/indictts_or_male_train_odiamale_04606.wav
ଦିନେ ଗୋପାଳ, ରାଜା କୃଷ୍ଣଚନ୍ଦ୍ରଙ୍କୁ ଓ ତାଙ୍କ ଆଖପାଖ ଲୋକଙ୍କୁ କାର୍ତିକ ପୂଜା ଉପଲକ୍ଷେ ନିମନ୍ତ୍ରଣ କରିଥିଲେ ।
or
indictts_or_male
8.433
indictts_iitm
neutral
null
null
null
null
audio/or/indictts_or_male_train_odiamale_04607.wav
ପରେ ଗୋପାଳ ନିଜ ଚାଳଘର ଉପରେ ବିଛଣାଟିଏ ପାରିଦେଇ ବସିଲେ ।
or
indictts_or_male
4.943
indictts_iitm
neutral
null
null
null
null
audio/or/indictts_or_male_train_odiamale_04608.wav
ପୁଅଟିକୁ କହିଲେ ଦେଖ୍ ବାବୁ, ତୁ ଏହି ଦାଣ୍ଡ ଦୁଆର ମୁହଁରେ ବସିଥିବୁ ।
or
indictts_or_male
4.874
indictts_iitm
neutral
null
null
null
null
audio/or/indictts_or_male_train_odiamale_04609.wav
ଯେ ଆସି ମତେ ଡାକିବ ତୁ କହିବୁ ବାବା ଉପରେ ଅଛନ୍ତି, ଯାଇ ଦେଖା କରନ୍ତୁ, ଠିକ୍ ଏହି କଥା କହିବୁ ।
or
indictts_or_male
7.622
indictts_iitm
neutral
null
null
null
null
audio/or/indictts_or_male_train_odiamale_04610.wav
ଏହି ସମୟରେ ଗୋପାଳର ନିମନ୍ତ୍ରଣ ରକ୍ଷା କରିବାକୁ ରାଜା କୃଷ୍ଣଚନ୍ଦ୍ର, ପାତ୍ର ମନ୍ତ୍ରୀ ସହିତ ଗୋପାଳ ଘରକୁ ଆସିଲେ ।
or
indictts_or_male
8.244
indictts_iitm
neutral
null
null
null
null
audio/or/indictts_or_male_train_odiamale_04611.wav
ରାଜା ଦେଖିଲେ ଗୋପାଳର କାର୍ତିକ ପୂଜା, ଠାକୁର କାହିଁ, କିଛି ଗୋଳମାଳ ତ’ ଦେଖା ଯାଉ ନାହିଁ ।
or
indictts_or_male
6.173
indictts_iitm
neutral
null
null
null
null
audio/or/indictts_or_male_train_odiamale_04612.wav
ଏହା ଭାବି ରାଜା କୃଷ୍ଣଚନ୍ଦ୍ର ଗୋପାଳର ପୁଅ ଦାଣ୍ଡ ଦୁଆରରେ ବସି ଥିବା ଦେଖି ପଚାରିଲେ, କିହୋ ବାବୁ, ତୁମ ବାପା କାହାଁନ୍ତି ।
or
indictts_or_male
8.396
indictts_iitm
neutral
null
null
null
null
audio/or/indictts_or_male_train_odiamale_04613.wav
ଆଜ୍ଞା ହଁ, ବାପା ଉପରେ ଅଛନ୍ତି, ଆପଣମାନେ ଆସିବା ହୁଅନ୍ତୁ ।
or
indictts_or_male
4.53
indictts_iitm
neutral
null
null
null
null
audio/or/indictts_or_male_train_odiamale_04614.wav
ରାଜା ଶୁଣି ଆଶ୍ଚର୍ଯ୍ୟ ମନେ କରି କହିଲେ, ଆହେ ତୁମ୍ଭର ତ’ ଏହି ଛପର ଘର, ଏହାର ପୁଣି ଉପର ଘର କେଉଁଠି ଅଛି ।
or
indictts_or_male
6.999
indictts_iitm
neutral
null
null
null
null
audio/or/indictts_or_male_train_odiamale_04615.wav
ଗୋପାଳ ପୁଅ କହିଲା, ଆଜ୍ଞା ହଁ ବାପା ଉପରେ ଅଛନ୍ତି, ମୁଁ ମିଛ କହୁ ନାହିଁ, ଆପଣ ଆସନ୍ତୁ ମୁଁ ଦେଖାଇ ଦେବି ।
or
indictts_or_male
7.683
indictts_iitm
neutral
null
null
null
null
audio/or/indictts_or_male_train_odiamale_04616.wav
ପିଲା କଥାକୁ କୌତୁକ ମଣି, ରାଜା ତା’ ସହିତ ଘର ଭିତରକୁ ଗଲେ ।
or
indictts_or_male
5.028
indictts_iitm
neutral
null
null
null
null
audio/or/indictts_or_male_train_odiamale_04617.wav
ରାଜା ଭିତରକୁ ଗଲାକ୍ଷଣି ଗୋପାଳ ଚାଳ ଉପରେ ଥାଇ ଡାକ ପକାଇଲେ ।
or
indictts_or_male
4.82
indictts_iitm
neutral
null
null
null
null
audio/or/indictts_or_male_train_odiamale_04618.wav
ମଣିମା, ଆସିବା ହୁଅନ୍ତୁ, ଏ ଗରିବର ଆଜି ସୁପ୍ରଭାତ, ଆଜ୍ଞା ଏଇ ସିଡ଼ି ଲାଗିଛି ।
or
indictts_or_male
5.754
indictts_iitm
neutral
null
null
null
null
audio/or/indictts_or_male_train_odiamale_04619.wav
ଆପଣ ଧିରେ ଧିରେ ଚଢ଼ି କରି ଆସିବେ ।
or
indictts_or_male
3.064
indictts_iitm
neutral
null
null
null
null
audio/or/indictts_or_male_train_odiamale_04620.wav
ରାଜା କୃଷ୍ଣଚନ୍ଦ୍ର ଗୋପାଳକୁ ଚାହିଁ କହିଲେ, ଏଇଟା କ’ଣ ତୁମ୍ଭର ଉପର ଘର ।
or
indictts_or_male
5.152
indictts_iitm
neutral
null
null
null
null
audio/or/indictts_or_male_train_odiamale_04621.wav
ଗୋପାଳ ହାତ ଯୋଡ଼ି କହିଲା, ମଣିମା, ଆପଣ ମହାରାଜ, ଆପଣ ତ’ ନିମ୍ନ ସ୍ଥାନର ଯୋଗ୍ୟ ନୁହଁନ୍ତି ।
or
indictts_or_male
6.093
indictts_iitm
neutral
null
null
null
null
audio/or/indictts_or_male_train_odiamale_04622.wav
ସେଥି ସକାଶେ ଏ ଗରିବ କିଛି ନ ପାଇ ଉଚ୍ଚସ୍ଥାନ ଯୋଗାଡ଼ କରିଛି ।
or
indictts_or_male
5.083
indictts_iitm
neutral
null
null
null
null
audio/or/indictts_or_male_train_odiamale_04623.wav
ରାଜା ଗୋପାଳର ଚତୁରତା ବୁଝି ପାରି ଖୁସି ହୋଇ କହିଲେ ଗୋପାଳ, ତୁମ୍ଭର ନିମନ୍ତ୍ରଣ ଉପଯୁକ୍ତ ଅଭ୍ୟର୍ଥନା ପାଇଲୁ ।
or
indictts_or_male
7.324
indictts_iitm
neutral
null
null
null
null
audio/or/indictts_or_male_train_odiamale_04624.wav
ତୁମ୍ଭେ ଏଥର ତଳକୁ ଓହ୍ଲାଇ ଆସ, କାଲି ତୁମ୍ଭର କୋଠା ଘର ବ୍ୟବସ୍ଥା କରାଯିବ ।
or
indictts_or_male
4.883
indictts_iitm
neutral
null
null
null
null
audio/or/indictts_or_male_train_odiamale_04625.wav
ଗୋପାଳର ମନସ୍କାମନା ସିଦ୍ଧ ହେବାରୁ ସେ ଓହ୍ଲାଇ ଆସି ଅଭ୍ୟର୍ଥନା କରି ସମସ୍ତଙ୍କୁ ଉତ୍ତମ ରୂପେ ଭୋଜନ କରାଇ ବିଦାୟ ଦେଲେ ।
or
indictts_or_male
8.576
indictts_iitm
neutral
null
null
null
null
audio/or/indictts_or_male_train_odiamale_04626.wav
ତା’ ପରଦିନ ରାଜାଙ୍କ ହୁକୁମ୍ ମତେ କୋଠା ତିଆରି ହେଲା ।
or
indictts_or_male
4.391
indictts_iitm
neutral
null
null
null
null
audio/or/indictts_or_male_train_odiamale_04627.wav
ଦିନେ ରାଜା କୃଷ୍ଣଚନ୍ଦ୍ର ହଠାତ୍ ବିରକ୍ତ ହୋଇ ଗୋପାଳ ଭାଣ୍ଡକୁ କହିଲେ, ଗୋପାଳ, ତୁମ୍ଭେ ଗୋଟିଏ ଗଧ ନୁହଁ କି ।
or
indictts_or_male
7.649
indictts_iitm
neutral
null
null
null
null
audio/or/indictts_or_male_train_odiamale_04628.wav
ଗଧ ଓ ତୁମ୍ଭେ ଏଥିରେ ତଫାତ୍ କିଛି ନାହିଁ, ଅର୍ଥାତ୍ ଯେ ଗଧ ସେ ତୁମ୍ଭେ ।
or
indictts_or_male
5.782
indictts_iitm
neutral
null
null
null
null
audio/or/indictts_or_male_train_odiamale_04629.wav
ଗୋପାଳ ଏହା ଶୁଣି ନିଜ ବସିବା ସ୍ଥାନ ଠାରୁ ରାଜା କୃଷ୍ଣଚନ୍ଦ୍ରଙ୍କର ବସିବା ସ୍ଥାନ ପର୍ଯ୍ୟନ୍ତ ଯେତିକି ଛଡ଼ା ଅଛି ତାହା ମାପି ଗମ୍ଭୀର ଭାବେ କହିଲେ ।
or
indictts_or_male
9.98
indictts_iitm
neutral
null
null
null
null
audio/or/indictts_or_male_train_odiamale_04630.wav
ମୋଟେ ଦେଢ଼ ହାତ ମାତ୍ର ତଫାତ୍, ଅଧିକ ନୁହେଁ, ଅର୍ଥାତ୍ ମୋ ଠାରୁ ଦେଢ଼ ହାତ୍ ତଫାତ୍ରେ ଛାମୁ ବସିଛନ୍ତି ।
or
indictts_or_male
7.76
indictts_iitm
neutral
null
null
null
null
audio/or/indictts_or_male_train_odiamale_04631.wav
ଏଣୁ ମୁଁ ମଧ୍ୟ ଅନୁମାନ କରେ ଆପଣ ଗଧଙ୍କର ସଙ୍ଗୀ ଅର୍ଥାତ୍ ଗଧ ।
or
indictts_or_male
5.636
indictts_iitm
neutral
null
null
null
null
audio/or/indictts_or_male_train_odiamale_04632.wav
ଏ କଥା ଶୁଣି ରାଜା ମନେ ମନେ ଲଜ୍ଜିତ ହେଲେ ।
or
indictts_or_male
3.513
indictts_iitm
neutral
null
null
null
null
audio/or/indictts_or_male_train_odiamale_04633.wav
ହଳଧର ସିଂହ ନାମକ ଜଣେ ଜମିଦାର କୃଷ୍ଣ ନଗରରେ ବାସକରୁଥିଲେ ।
or
indictts_or_male
4.806
indictts_iitm
neutral
null
null
null
null