audio
audioduration (s)
0.14
171
sentence
stringlengths
2
679
ଆଠ
ଏହିସବୁ ହବିଷ୍ୟାଳିମାନେ ବିଭିନ୍ନ ମଠମନ୍ଦିର ଧର୍ମଶାଳା ଲର୍ଜି ଏବଂ ସମ୍ପର୍କୀୟଙ୍କ ଘରେ ଏହି ଏକମାସ ବ୍ୟାପି କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି
କାଳିଦାସଙ୍କ ସହିତ ବିଦ୍ୟାଚର୍ଚ୍ଚା କରି ତାଙ୍କୁ ପରାସ୍ତ କରିବା ପାଇଁ ସେ ମନେ ମନେ ଠିକ୍ କଲେ
ଶ୍ରୀ ସିଂହ କହିଛନ୍ତି ଯେଉଁ ଆକାଶ କ୍ଷେପଣାସ୍ତ୍ରକୁ ରପ୍ତାନୀ କରାଯିବ ତାହା ଭାରତୀୟ ସେନାଦ୍ାରା ବର୍ତ୍ତମାନ ବ୍ୟବହୃତ ହେଉଥିବା ଆକାଶ କ୍ଷେପଣାସ୍ତ୍ରଠାରୁ ଭିନ୍ନ ହେବ
ପ୍ରଧାନମନ୍ତ୍ରୀ କହିଛନ୍ତି ମୌଳିକଢାଞ୍ଚା ବିକାଶ ପାଇଁ ସରକାର ଏକ ଶହେ ଲକ୍ଷ କୋଟି ଟଙ୍କା ନିବେଶ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି
ଶ୍ରୀ କୋବିନ୍ଦ କହିଛନ୍ତି ଆଜି ହେଉଛି ବିଶ୍ ପରିବେଶ ଦିବସ ଏବଂ ପରିବେଶ ସୁରକ୍ଷା ପାଇଁ ଆଞ୍ଚଳିକ ସ୍ତରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସକାଶେ ବିଶ୍ବସ୍ତରୀୟ ବୁଦ୍ଧିଜୀବୀମାନଙ୍କର ଆଭିମୁଖ୍ୟ ନିଶ୍ଚିତ ଫଳପ୍ରଦ ହେବ
ଏହି ଅବସରରେ ରାଧାପାଦ ଦର୍ଶନ ପାଇଁ ସାକ୍ଷୀଗୋପାଳ ସ୍ଥିତ ସାକ୍ଷୀଗୋପୀନାଥ ମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୁଏ
ଭାରତୀୟ କ୍ରୀଡ଼ା ମାଲଖମ୍ବ ଏବେ ଅନେକ ଦେଶରେ ଲୋକପ୍ରିୟ ହେବାରେ ଲାଗିଛି
ମତେ ତ କେବେ କହି ନ ଥିଲ
ଚାଲ ମିଶିକରି ଜଙ୍ଗଲ ସଫା କରି ଚାଷ କରିବା ଫସଲ ହେଲେ ବାଣ୍ଟି କରି ନେବା
ସମୟ କ୍ରମେ ସେ ଦୁଇଟି ପୁତ୍ର ସନ୍ତାନର ଜନନୀ ହେଲେ
ଶ୍ରୀ ମୋଦି ଗତକାଲି ହାଇଦ୍ରାବାଦ ହାଉସ୍ରେ ସେସନ୍ସ ରାଷ୍ଟ୍ରପତିଙ୍କୁ ଡୋନିୟର୍ ଯୁଦ୍ଧବିମାନର ଏକ ନକଲକୁ ହସ୍ତାନ୍ତର କରିଥିଲେ
କ୍ରିକେଟ୍ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ର ଦ୍ବିତୀୟ ମ୍ୟାଚ୍ରେ ଗତକାଲି ଭାରତ ଇଂଲଣ୍ଡ ବିପକ୍ଷରେ ୭ିକେଟରେ ବିଜୟୀ ହୋଇଛି
ମନ୍ କୀ ବାତ୍ ଆସନ୍ତା ସତାଇଶି ତାରିଖ ଦିନ ଏଗାର ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶ ଓ ବିଦେଶର ଲୋକମାନଙ୍କୁ ନିଜର ମନକଥା ଜଣାଇବେ
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିର ବହୁ ବରିଷ୍ଠ ନେତା ତାଙ୍କର ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି
ସେ ମଧ୍ୟ କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟଙ୍କ ସହ କଥାବାର୍ତ୍ତା କରିଛନ୍ତି
ଦେଖିଲେ ଭୟରେ କପୋତ ପକ୍ଷୀର ଦେହ ଗୋଟାସୁଦ୍ଧା ଥରୁଛି
ଜଙ୍ଗଲକୁ ସବୁଜ ସୁନା କହିବାର ଯଥେଷ୍ଟ କାରଣ ରହିଛି
ସେଥିପାଇଁ ତାଙ୍କୁ କେତେକ ଓଡ଼ିଆ ଫିଲ୍ମର ମାଆ ବୋଲି ମଧ୍ୟ କହିଥାନ୍ତି
ଆମେ ପୂର୍ଣ୍ଣ ସ୍ଵାଧୀନ ନ ହେଲେ ବି ପରାଧୀନ ବି ନୁହେଁ
ମୋର ଏହି ସଂନ୍ଧ୍ୟା କରିବା ମଧ୍ୟରେ ତୁ ଯାଇ ଚୁଲାଟିଏ ଖୋଳି ଦେଇଥା
ପ୍ରତ୍ୟହ ରାତି ବାର ଟାରେ ଶ୍ରୀଜୀଉଙ୍କୁ ରାତ୍ର ପହୁଡ କରାଯିବାକୁ ସ୍ଥିର ହୋଇଛି
ଭିଏତନାମ ଭିପି ଭିଜିଟ୍ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଆଜି ନୂଆଦିଲ୍ଲୀରେ ଭିଏତନାମ ଉପରାଷ୍ଟ୍ରପତି ଦାଇଁ ଥାଇ ଇଂକ୍ ଥିନ୍ ଙ୍କ ସହ ପ୍ରତିନିଧି ମଣ୍ଡଳ ସ୍ତରୀୟ କଥାବାର୍ତ୍ତା କରିଛନ୍ତି
୧୦ଟି ରାଜ୍ୟରେ କୋଡିଏ କୋଟି ଟଙ୍କା ମୂଲ୍ୟର ଏଭଳି ଜଙ୍ଗଲଜାତ ପଦାର୍ଥ ସଂଗ୍ରହ କରାଯାଇଛି
ଉତ୍ତର ପ୍ରଦେଶର ମହାରାଜଗଞ୍ଜଠାରେ ନିର୍ବାଚନ ପ୍ରଚାର କରି ପାର୍ଟି ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ବାତ୍ମା କହିଛନ୍ତି ବିଜେପି ସରକାର ଏହାର ପୂର୍ବ ପ୍ରତିଶୃତିଗୁଡ଼ିକ ପୂରଣ କରି ନ ଥିବାରୁ ଏହାକୁ ପୁନର୍ବାର ବିଶ୍ବାସ କରାଯାଇପାରିବ ନାହିଁ
ଯାହାହେଉ ବଡ଼ ଭାଇ ତାଠାରୁ ସେହି ବ୍ୟବସାୟ ଶିଖିବାକୁ ରାଜି ହେଲା
ଦୁଇ ଦେଶ ମଧ୍ୟରେ ଦ୍ିପାକ୍ଷିକ ବାଣିଜ୍ୟ କାରବାର ଏହାର ଦକ୍ଷତାଠାରୁ କମ୍ ସ୍ତରରେ ଥିବାରୁ ଶ୍ରୀ ନାଇଡୁ ଅସନ୍ତୋଷ ପ୍ରକାଶ କରିଛନ୍ତି
ନଅ
ବିଜେପି ରିପୋଲିଙ୍ଗ୍ ବିଜେପିର ଏକ ପ୍ରତିନିଧ ଦଳ ଆଜି ନିର୍ବାଚନ ଆୟୋଗଙ୍କୁ ସାକ୍ଷାତ୍ କରି କେତେକ ଅଞ୍ଚଳ ବିଶେଷକରି ପଶ୍ଚିମବଙ୍ଗର କେତେକ ସ୍ଥାନରେ ସାନି ଭୋଟଗ୍ରହଣ ପାଇଁ ଦାବି କରିଛନ୍ତି
ମଧ୍ୟପ୍ରଦେଶ ତେଲଙ୍ଗାନା ଓ ମିଜୋରାରେ ନିର୍ବାଚନ ପ୍ରଚାର ସରଗରମ ହୋଇଛି
ପ୍ରଜୀବୀ ନିଜର ମତାମତ ଦେବାକୁ ଯାଇ କହିଲେ ମହାରାଜ ଆପଣ ନିଶ୍ଚିନ୍ତରେ ଏଠାରେ ବାସ କରନ୍ତୁ
ରାଜା କୃଷ୍ଣଚନ୍ଦ୍ର ଗୋପାଳକୁ ଚାହିଁ କହିଲେ ଏଇଟା କଣ ତୁମ୍ଭର ଉପର ଘର
କୋକି ଯାଇ ଆଢ଼ୁଆଳରେ ଗୋଟେ ବଡ଼ଗଛ ଗଣ୍ଡି ପଛଆଡ଼େ ଲୁଚି ଆରାମ୍ କଲା
ବିମାନ ବନ୍ଦରରେ ଶ୍ରୀ ମୋଦିଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା
ଯୁବାମାନଙ୍କର ଶକ୍ତି ଆମକୁ ଅନେକ ସଫଳତା ଦେଇପାରିବ
ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇ ଏ କହିଛି କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତାମାନେ ବିଦେଶରୁ ପାଣ୍ଠି ସଂଗ୍ରହ କରି ନିଜର ବ୍ୟକ୍ତିଗତ ସ୍ବାର୍ଥପାଇଁ ବିନିଯୋଗ କରୁଛନ୍ତି
ସେ କହିଛନ୍ତି ଇତିମଧ୍ୟରେ ସମସ୍ତ ପ୍ରବାସୀ ଶ୍ରମିକଙ୍କ ଦକ୍ଷତା ଚିହ୍ନଟ କାର୍ଯ୍ୟ ଆରମ୍ଭ ହୋଇଛି
ଜନ୍ତୁମାନେ ତାକୁ ଡରିମରି ଲୁଚିକରି ରହିଥା ନ୍ତି
ବୁଦ୍ଧିମାନ ଲୋକେ ଠାରରୁ ସବୁ ବୁଝିଯାନ୍ତି
ବୈଠକ କାଳରେ ୪୬ଟି ଅତି ପ୍ରଭାବିତ ଜିଲ୍ଲାରେ କଡା ନିୟନ୍ତ୍ରଣ ବ୍ୟବସ୍ଥା ଓ ସାର୍ବଜନୀନ ସ୍ାସ୍ଥ୍ୟ ବ୍ୟବସ୍ଥା ଉପରେ ଅଧିକ ଧ୍ୟାନ କେନ୍ଦ୍ରୀତ କରିବା ସକାଶେ ରାଜ୍ୟଗୁଡିକୁ ପରାମର୍ଶ ଦିଆଯାଇଛି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର କୁଶିନଗର ଓ ଦେଓରିଆ ଠାରେ ନିର୍ବାଚନ ସଭାରେ ଉଦ୍ବୋଧନ ଦେବେ
ଛଅ
ସେ ପିଲାଜନ୍ମ କରାଇବାରେ ସାହାଯ୍ୟ କରୁଛି
ପ୍ରବାସୀ ଓଡ଼ିଆ ରାଜ୍ୟ ବାହାରୁ ଫେରୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ କର୍ମସଂସ୍ଥାନ ଯୋଗାଇ ଦେବା ଲାଗି ପୁରୀଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯିବାକୁ ସ୍ଥିର ହୋଇଛି
ତୁ ମୋ ଖାଇବାରେ ବ୍ୟାଘାତ ସୃଷ୍ଟି କଲୁ ତୋତେ ମୁଁ ଶାସ୍ତି ଦେବି
ପାଞ୍ଚ
ହାଇଆଲର୍ଟ ମାଓବାଦୀଙ୍କ ଶହିଦ ସପ୍ତାହ ଆଜିଠାରୁ ଆରମ୍ଭ ହେଉଥିବାବେଳେ ନବରଙ୍ଗପୁର ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି
ସମ୍ମିଳନୀ ସମାପ୍ତ ହେବା ପରେ ଏଥିରେ ଅଂଶଗ୍ରହଣକାରୀମାନେ ଆସନ୍ତାକାଲି ପ୍ରୟାଗରାଜ ଗସ୍ତ କରି କୁମ୍ଭମେଳା ପରିଦର୍ଶନ କରିବେ
କରୋନା ଓଡ଼ିଶା ରାଜ୍ୟରେ କିଛି ଦିନ ହେବ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି
ସେ ମଧ୍ୟ ଆଞ୍ଚଳିକ ଉନ୍ନୟନ ପର୍ଯ୍ୟଟନ କୃଷି ବ୍ୟବସାୟ ଓ ଶିଳ୍ପର ପ୍ରମୁଖ ଉପଦେଷ୍ଟା ଭାବେ ଦାୟିତ୍ବ ତୁଲାଇବେ
ଅନ୍ୟପକ୍ଷରେ ଗତକାଲି ୩୭୬ଜଣ କରୋନା ଆକ୍ରାନ୍ତ ସୁସ୍ତ ହେବା ପରେ ମୋଟ୍ ସୁସ୍ତ ସଂଖ୍ୟା ୩ଲକ୍ଷ କୋଡିଏ ହଜାର ୫୮୪ରେ ପହଞ୍ଚିଛି
ଏହି ଯୋଜନାରୁ ଯେଉଁମାନେ ଏପର୍ଯ୍ୟନ୍ତ ଲାଭାନ୍ବିତ ହୋଇନାହାନ୍ତି ଯୋଜନା ମଧ୍ୟରେ ସେମାନଙ୍କୁ ସାମିଲ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି
ଇଣ୍ଡୋନେସିଆ ଆଗ୍ନେୟଗିରୀ ଉଦ୍ଗୀରଣ ଦ୍ାରା ସୃଷ୍ଟି ସୁନାମୀରେ ମୃତକମାନଙ୍କ ସଂଖ୍ୟା ୨୨୨କୁ ବୃଦ୍ଧି ପାଇଛି
କ୍ୟାବିନେଟ୍ ତିନିବାର ତଲାକ୍କୁ ଏକ ପୌଜଦାରୀ ଅପରାଧ କରିବା ପାଇଁ ପୁର୍ନବାର ଅଧାଦେଶ ଜାରି କରାଯିବା ଲାଗି ଏକ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି
ରାଜ୍ୟର ବିକାଶ ପାଇଁ ଅର୍ଥର ଅଭାବ ନାହିଁ ଏହା ଥିଲା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ବାଜପେୟୀଙ୍କ ଓଡ଼ିଶା ପାଇଁ ଅକାଟ୍ୟ ବଚନ
ଖାଦ୍ୟ ପରିଧେୟ ବାସଗୃହ ଚିକିତ୍ସା ଓ ପ୍ରୟୋଜନୀୟ ସାମାଜିକ ସେବା ଅଧିକାର ଅଛି
ପ୍ରତ୍ୟେକ ଶିଶୁ ଏକ ପ୍ରକାର ସାମାଜିକ ରକ୍ଷଣାବେକ୍ଷଣମୂଳକ ସୁବିଧା ଭୋଗ କରିବେ
ଏହି କାର୍ଯ୍ୟକ୍ରମ ଏନ୍ଆର୍ଜି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ
ମୁଖ୍ୟ ବିଚାରବିଭାଗୀୟ କମିଶନରଙ୍କ ଅଦାଲତ ପକ୍ଷରୁ ପ୍ରତ୍ୟେକ ଅଭିଯୁକ୍ତକୁ ପଚାଶ ହଜାର ଟଙ୍କା ଲେଖାଏଁ ଜୋରିମାନା ଦଣ୍ଡାଦେଶ ମଧ୍ୟ ପ୍ରଦାନ କରାଯାଇଛି
ଖଡିଆଳ ଏବଂ ବୋଡେନ୍ ବ୍ଲକରେ ଏକ ଶହେ ଛଅଷଠି କୋଟି ଟଙ୍କାରେ ୨୩ଟି ଗ୍ରାମରେ ତେଇଶି ହଜାର ଘରକୁ ପାନୀୟ ଜଳ ପହଞ୍ଚିବାର ସୁବିଧା କରାଯାଇଛି
ଉପରାଷ୍ଟ୍ରପତି ସର୍ବିଆର ଜାତୀୟ ଆସେମ୍ଭିରେ ଉଦ୍ବୋଧନ ଦେଇଥିଲେ
ଏହି ମାମଲା ଉପରେ ଆସନ୍ତା ଷୋହଳ ତାରିଖ ମଙ୍ଗଳବାର ଦିନ ଶୁଣାଣି ହେବ
ଆକାଶବାଣୀର ମନ୍ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ରାଜ୍ୟଗୁଡ଼ିକୁ ପଠାଯାଇଥିବା ମାଗଣା କୋଭିଡ୍ ଟିକା ସବୁ ପଞ୍ଚଚାଳିଶି ବର୍ଷରୁ ଊଦ୍ଧ ଲୋକମାନେ ସମସ୍ତେ ଶୀଘ୍ର ନେଇଯିବା ଉଚିତ୍
ଗତ ଚବିଶି ଘଣ୍ଟା ମଧ୍ୟରେ ଚୀରେ କରୋନା ଭୂତାଣୁ ସଂକ୍ରମଣରେ ଆଉ ସତର ଜଣଙ୍କ ମୃତ୍ୟୁ ହେବା ପରେ ଏହି ସଂଖ୍ୟା ତିନି ହଜାର ୧୩୬ରେ ପହଞ୍ଚିଛି
ଏକଥା ଶୁଣି ପଣ୍ଡିତେ କହିଲେ ନାଇଁ ନାଇଁ ନିଜ ଆଖିରେ ନ ଦେଖି କାହାକୁ ଚୋର କହିବା ଠିକ୍ ନୁହେଁ
ଜାମ୍ମୁ ଓ କାଶ୍ମୀର ବଡଗାଁଓ ଜିଲ୍ଲାରେ ଲସ୍କରେ ତଏବା କମାଣ୍ଡର ନବୀଦଜଟ୍ ସମେତ ଦୁଇଜଣ ସନ୍ତ୍ରାସବାଦୀ ଯବାନମାନଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି
ଦ୍ଵିତୀୟ ପକ୍ଷ ସ୍ତ୍ରୀକୁ ତାଙ୍କର ବି ଭୟ ଥାଏ
ପାଞ୍ଚ
ଶ୍ରୀ ବର୍ମା କହିଛନ୍ତି ଆନ୍ଧ୍ରପ୍ରଦେଶରୁ ଫେରୁଥିବା ଲୋକଙ୍କ ପାଇଁ କ୍ୟାରେଣ୍ଟାଇନ୍ ବ୍ୟବସ୍ଥା କରାଯାଇଛି
ଅପରାହ୍ନରେ ଗାନ୍ଧୀନଗର ନିକଟସ୍ଥ ଅଦାଲଜଠାରେ ଶ୍ରୀ ମୋଦି ବିଜେପି ମହିଳା ମୋର୍ଚ୍ଚାର ଜାତୀୟ ସମ୍ମିଳନୀରେ ଉଦ୍ବୋଧନ ଦେବେ
ଗତକାଲି ମୁମ୍ବାଇଠାରେ ଅନୁଷ୍ଠିତ ଦଳର ସାଧାରଣ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ଠାରେ କହିଛନ୍ତି ପାକିସ୍ତାନ ଓ ବ୍ୟଲାଦେଶର ଅନୁପ୍ରବେଶକାରୀଙ୍କୁ ଭାରତ ଥଇଥାନ କରିବା ପାଇଁ ସକ୍ଷମ ନୁହେଁ
ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ରଙ୍କଦେଉଳି ଗ୍ରାମରେ ବିଦ୍ୟୁତ ଆଘାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି
ଢାଞ୍ଚାରେ ୪ଟି ବିଷୟ ରହିଛି ସେଗୁଡ଼ିକ ହେଲା ନୀତି ବ୍ୟବସାୟିକ ବାତାବରଣ ରପ୍ତାନୀ ବାତାବରଣ ଓ ରପ୍ତାନୀ ପରିମାଣ
ନିର୍ବାଚନ ପ୍ରସ୍ତୁତି ବୈଠକ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ନିର୍ବାଚନ ନେଇ ରାୟଗଡ଼ାରେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି
ତାକୁ ହାଡ଼ଫୁଟି ସହିତ ଟାଇଫଏଡ୍ ଜ୍ଵର ହେବାରୁ ସେ ମରିଗଲା
ଥରେ ଗାଁରେ ନିଆଁ ଲାଗି ବହୁତ୍ ଘର ପୋଡ଼ିଗଲା
ବିଜେପି ସିବଲ୍ ବରିଷ୍ଠ ବିଜେପି ନେତା ତଥା ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ କହିଛନ୍ତି ଗତକାଲିର ସାମ୍ବାଦିକ ସମ୍ମିଳନୀ ସମୟରେ କଂଗ୍ରେସ ପାର୍ଟି ଦ୍ବାରା ପ୍ରଦର୍ଶିତ ଷ୍ଟିଙ୍ଗ୍ ଅପରେସନ୍ ଭିଡ଼ିଓ ସଂପୂର୍ଣ୍ଣ ନକଲି
ଚାରି ଜଣ ବିଜେପି ମନ୍ତ୍ରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇ ଗୋଆ ମନ୍ତ୍ରିମଣ୍ଡଳରେ ଅଦଳ ବଦଳ କରାଯାଇଛି
ପଦ୍ମାବତୀ ତାଳପତ୍ର ପୋଥି ଦେଲେ ଓ ଛଦ୍ମବେଶୀ ଜୟଦେବ ଗୀତଗୋବିନ୍ଦର କେତୋଟି ପଦ ପୂରଣ କରି ଚାଲିଗଲେ
ଏହା ହେବ ମନ୍ କି ବାତ୍ କାର୍ଯ୍ୟକ୍ରମର ୬୩ତମ ସଂସ୍କରଣ
ଏଣେ ମା ହେଲେଣି ଅଥୟ
ମୁନିଙ୍କ ମନରେ ସନ୍ଦେହ ଆସିଲା ସେ ଜାଣିଗଲେ ଏମାନେ ନିଶ୍ଚୟ ଚୋର
ଏହି ରୋଗୀଙ୍କ ଶରୀରରୁ କୌଣସି କାରଣରୁ ରକ୍ତସ୍ରାବ ହେଲେ ସହଜରେ ବନ୍ଦ ହୁଏ ନାହିଁ
ଦେଶରେ ଗତ ଚବିଶି ଘଣ୍ଟା ଭିତରେ ସର୍ବାଧୂକ ଏକାଅଶୀ ହଜାର ୫୦୦ରୁ ଊଦ୍ଧ ଲୋକ କୋବିଡ ନାଇଣ୍ଟିରୁ ଆରୋଗ୍ୟ ଲାଭ କରିବା ସହ ଆରୋଗ୍ୟ ହାର ଶତକଡ଼ା ସତସ୍ତରୀ ଦଶମିକ ସତସ୍ତରୀ ଭାଗରେ ପହଞ୍ଚିଛି
ଆଜି ଅନୁଷ୍ଠିତ ଅନୁଷ୍ଠିତ ପ୍ରଥମ ପ୍ରଥମ ସେମିଫାଇନାଲ୍ ମ୍ୟାଚରେ ବେଲ୍ଜିୟମ୍ ଇଂଲଣ୍ଡକୁ ଷାଠିଏ ଗୋଲ୍ରେ ପରାସ୍ତ କରିଛି
ଅପରାହ୍ନ ପାଞ୍ଚ ଟାରେ ଶ୍ରୀ ନାଇଡୁ କଟକରୁ ଭୁବନେଶ୍ବର ଫେରି ପାଞ୍ଚ ଟା ପଚାଶ ମିନିଟ୍ରେ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି
ଗସ୍ତ ସମୟରେ ରାଷ୍ଟ୍ରପତି ରାଉରକେଲାସ୍ଥିତ ଏନ୍ଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗଦେବା ସହ ରାଉରକେଲା ଇସ୍ପାତ କାରଖାନାର ସୁପର ସ୍ପେଶିଆଲିଟି ହସ୍ପିଟାଲର ଉଦ୍ଘାଟନ କରିବେ
ତାଙ୍କ ବିୟୋଗରେ ଓଡ଼ିଆ ସିନେମା ଜଗତରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି
ଏହା ଅନୁଶାସନର ଏକ ଅଦୃଶ୍ୟ ଉଦାହରଣ ଥିଲା ଯାହାକୁ ନେଇ ଆଗାମୀ ପିଢ଼ି ନିଶ୍ଚିତ ଭାବେ ଗର୍ବ ଅନୁଭବ କରିବ
ମୂର୍ଖ ଚାକରଟି ଯାଇ ପଣ୍ଡିତଙ୍କ ଆଗରେ ପହଁଚି କହିଲା ଆଜ୍ଞା ପଣ୍ଡିତିଆଣିଙ୍କର ମାଳିଟିକୁ କୌଣସି ଚୋର ନେଇ ଯାଇଛି
ତେବେ ଏଥିପାଇଁ ସେମାନଙ୍କୁ କଡ଼ାକଡ଼ି ଭାବେ ସାମାଜିକ ଦୂରତ୍ବ ନିୟମର ପାଳନ କରିବାକୁ ହେବ ଓ ମାସ୍କ ପିନ୍ଧିବାକୁ ପଡ଼ିବ
କ୍ୟାବିନେଟ୍ କେନ୍ଦ୍ର ସଂସ୍କୃତି ବିଭାଗ ସଚିବ ରାଘବେନ୍ଦ୍ର ସିଂହଙ୍କୁ ବୟନଶିଳ୍ପ ସଚିବ ଭାବେ ନିଯୁକ୍ତ କରାଯାଇଛି
ଏହି ପ୍ରକାର କେନ୍ଦ୍ରରେ ଶଯ୍ୟ ସହିତ ରୋଗୀମାନଙ୍କୁ ଅମ୍ଳଜାନ ଯୋଗାଇଦେବା ବ୍ୟବସ୍ଥା ରହିବ
ଏକ
ଜିଲ୍ଲା ପ୍ରଶାସନ ରାସ୍ତାକାମ ମରାମତି ଓ ଥଇଥାନ କାର୍ଯ୍ୟକୁ ତ୍ବରାନ୍ବିତ ରଖୁଛି
ସେ ଦେଶର ଦୁର୍ବିପାକ ସଂସ୍ଥା ମୁଖପାତ୍ର କହିଛନ୍ତି ମୃତ୍ୟୁସଂଖ୍ୟା ଚାରି ଶହେ ଅଣତିରିଶି ହେଲାଣି ଏବଂ ୧୨୮ଜଣ ନିଖୋଜ ଅଛନ୍ତି
ଏହାକୁ ଦୃଷ୍ଟିରେ ରଖ୍ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଏବଂ ୟେଲୋ ସତର୍କ ସୂଚନା ଜାରି କରାଯାଇଛି
କ୍ରମବର୍ଦ୍ଧିଷ୍ଣୁ କରୋନା ମହାମାରୀକୁ ରୋକିବା ପାଇଁ ଔଷଧ ନିୟନ୍ତ୍ରକ ମହାନିର୍ଦ୍ଦେଶକ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଥିବା ରୁ ସୁନିକ୍ ଟିକା ଆଜି ଭାରତରେ ପହଞ୍ଚିବ
ଏୟାର ଇଣ୍ଡିଆର ଏକ ବିମାନ ଏକ ଶହେ ଊଣାଇଶ ଜଣ ଭାରତୀୟ ଓ ପାଞ୍ଚ ଜଣ ବିଦେଶୀ ନାଗରିକଙ୍କୁ ଧରି ଆଜି ସକାଳୁ ଟୋକିଓରୁ ଆସି ନୂଆଦିଲ୍ଲୀରେ ଅବତରଣ କରିଛି
ମଶାଣି କିଆବାଡ଼ ତଳେ ଥୋଇ ଦେଇ ଆସିଲେ