audio audioduration (s) 0.14 171 | sentence stringlengths 2 679 |
|---|---|
ଅନେକ ଅଞ୍ଚଳରେ ବନ୍ୟାଜଳ ହ୍ରାସ ପାଉଛି | |
ଆଜି ସକାଳ ପ୍ରାୟ ସାଢେ ୧୦ଟା ସମୟରେ ବିପିନ ସ୍ବାଇଁଙ୍କ ଝିଅ ସିନୁ ସ୍ବାଇଁ ଓ ହୃଷିକେଶ ସ୍ବାଇଁଙ୍କ ଝିଅ ସଙ୍ଗୀତ ସ୍ାଇଁ ଗାଁ ପୋଖରୀରେ ଗାଧୋଉଥିବାବେଳେ ଗଭୀର ପାଣି ମଧ୍ୟକୁ ଗୋଡ ଖସିଯିବାରୁ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା | |
ସେ କହିଲା ଚାଷୀର ଦାଢ଼ି ଗୋଛାକ ଛଡ଼ା ଆଉ କିଛି ବାକି ନାହିଁ | |
ଝାଡ଼ଖଣ୍ଡ ସରକାର ଏହି ଦିବସ ପାଳନ କରିବାପାଇଁ ଆସନ୍ତା ପନ୍ଦର ତାରିଖରୁ ଏକ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି | |
ଏହା ସହ ରାଜ୍ୟ ସରକାରଙ୍କ ଅଧୀନରେ ସେମାନଙ୍କୁ ଦୁଇ ବର୍ଷ କାମ କରିବାକୁ ପଡିବ ବୋଲି ନୂତନ ପଲିସିରେ ଘୋଷଣା କରିଛନ୍ତି | |
ଗୋପାଳ ଦୁଆର ସଳଖ ଦାଣ୍ଡରେ ଛିଡ଼ା ହୋଇ ଦେଖିଲା ଯେ ମୁଣ୍ଡରୁ ବୋଝଟି ଓହ୍ଲାଇ ଦେବା ପାଇଁ ସେଠାରେ କେହି ନାହାଁନ୍ତି | |
ପିଏମ୍ ଗ୍ଲୋବାଲ୍ କ୍୨୦୨୦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ନୂଆ ଅର୍ଥନୈତିକ ସୁଯୋଗଗୁଡ଼ିକ ପାଇଁ ସଂସ୍କାର ଓ ଅଭିନବ ଉପାୟଗୁଡ଼ିକ ମାଧ୍ୟମରେ ପଥ ସୁଗମ କରୁଛି | |
କାର୍ଯ୍ୟନିର୍ବାହୀ ବୈଠକରେ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ହେବା ବିଷୟରେ ଜଣାଇଥିଲେ | |
ରାମାକୁ ବାନ୍ଧିପକାଇ ଢ଼େର ମାରିଲେ | |
କୋଡିଏ ତାରିଖରେ ମନୋନୟନ ପତ୍ରଗୁଡ଼ିକୁ ଯାଞ୍ଚ କରାଯିବ | |
ଆଦିବାସୀ ମେଳା ଭୁବନେଶ୍ବର ୟୁନିଟ୍1 ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆଜିଠାରୁ ଆରମ୍ଭ ହୋଇଛି ଆଦିବାସୀ ମେଳା | |
ସେଗୁଡ଼ିକ ମଧ୍ୟରେ କମ୍ପାନୀର ବହୁ ଜମିଜମା ଅଟ୍ଟାଳିକା କାରଖାନା ଓ ଯନ୍ତ୍ରପାତି ରହିଛି | |
ସେଇ ମହାକବିଙ୍କ ନଆଁରେ ସେଇ ସ୍ଥାନଟିର ନାଁ ବେଦବ୍ୟାସ ରଖାଯାଇଛି |
Subsets and Splits
No community queries yet
The top public SQL queries from the community will appear here once available.