audio audioduration (s) 0.14 171 | sentence stringlengths 2 679 |
|---|---|
ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତ ସରକାର ଅମୃତ ଯୋଜନା ମାଧ୍ୟମରେ ଓଡିଶାକୁ ୨୦୧୫ରୁ ଦୁଇ ହଜାର କୋଡିଏ ମଧ୍ୟରେ ୮୮୫କୋଟି ଅଠାବନ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି | |
କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଦିଗ୍ଦର୍ଶନରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଯୋଗୁଁ କୃଷକମାନଙ୍କ ସ୍ପ୍ନ ସାକାର ହୋଇପାରିଛି | |
କାରଖାନାର ଆଧୁନିକୀକରଣ ମଧ୍ୟରେ ଉତ୍ପାଦନ ବୃଦ୍ଧି ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ଓ ପରିବେଶ ସୁରକ୍ଷା ପ୍ରଭୃତି ଅନ୍ତର୍ଭୁକ୍ତ | |
ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନପାଇଁ ପ୍ୟାରିସ୍ ଶିଖର ବୈଠକରେ ସଙ୍କଳ୍ପବଦ୍ଧ ହୋଇଥିଲେ | |
କୌଣସି ବ୍ୟକ୍ତିକୁ ଦାସ ରୂପେ ବା ଦାସତ୍ତ୍ୱ ବନ୍ଧନରେ ରଖାଯିବ ନାହିଁ | |
ରାଜ୍ୟ ସରକାରମାନଙ୍କୁ ସେମାନଙ୍କର ଯାଞ୍ଚ ଡାକ୍ତରୀ ପରୀକ୍ଷା ପୃଥକୀକରଣ ଓ ସ୍ଗୃହ ପ୍ରତ୍ୟାବର୍ତ୍ତନ ଭଳି କାର୍ଯ୍ୟ ଦିଗରେ ଆଗୁଆ ପଦକ୍ଷେପ ଗ୍ରହଣ କରିବା ପାଇଁ ପରାମର୍ଶ ଦିଆଯାଇଛି | |
ଏହା ତାଙ୍କର ଚଉସ୍ତରୀ ତମ ମନ୍ କୀ ବାତ୍ କାର୍ଯ୍ୟକ୍ରମ ହେବ | |
ଏହା ଆସନ୍ତା ମାସ ପହିଲାରୁ ଏକତିରିଶି ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ | |
ରାଜା କିଛି କହିବା ପୂର୍ବରୁ ଜଣେ ମନ୍ତ୍ରୀ କହିଲେ କ ଣ ପାଇଁ ଆସିଛ। | |
ଏଥିପାଇଁ ଆବଶ୍ୟକ ପରୀକ୍ଷକ ନିଯୁକ୍ତି କରାଯାଉଛି | |
ସମ୍ଭାବ୍ୟ ବାତ୍ୟାକୁ ଦେଖି ନୌସେନାକୁ ମଧ୍ୟ ସଜାଗ ରଖାଯାଇଛି | |
ଉପନିର୍ବାଚନରେ ତାଙ୍କ ପତ୍ନୀ ତଜିମ୍ ଫତିମା ସମାଜବାଦୀ ପାର୍ଟି ଟିକଟରୁ ରାମପୁରରୁ ପ୍ରତିଦ୍ବନ୍ଦିତା କରୁଛନ୍ତି | |
ଗତକାଲି ୩୧୦ଟି ବ୍ଲକ ନିର୍ବାଚନ ତାରିଖ ଘୋଷଣା କରାଯାଇଥିଲା | |
କଂଗ୍ରେସ ଟିକେଟ୍ ନିମାପଡ଼ା ଏବଂ ବଡ଼ଚଣା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ବଦଳ କରିଛି | |
ସେ ରାଜାଙ୍କ ନିକଟକୁ ଯାଇ ହାତଯୋଡ଼ି ପ୍ରଣାମ୍ କଲା | |
ଜଗନ୍ନାଥ ଗତକାଲି ନିର୍ବାଚନ ପ୍ରଚାର ସାରି ଡେଟା କଲୋନିସ୍ଥିତ ବିଜେପି ପାର୍ଟି ଅଫିସ୍କୁ ଯାଉଥିବା ବେଳେ ତାଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଛି | |
କଇଁଛ ଟ୍ରାନ୍ସମିଟର କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ କଇଁଛଙ୍କ ପିଠିରେ ଟ୍ରାନ୍ସମିଟର ଖଞ୍ଜାଯିବା ନେଇ ବିଚାର କରାଯାଉଛି | |
ପାଞ୍ଚ | |
ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଅବସରରେ ସେଠାକାର ଭାରତୀୟ ସମ୍ପ୍ରଦାୟକୁ ଉଦବୋଧନ ଦେବା ସହ ଦିବଂଗତ ନେତା ଅରୁଣ ଜେଟ୍ଲୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ | |
ସେ କହିଛନ୍ତି ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କ ଲାଗି ପିତାମାତା ସଦୃଶ | |
ଗଛ ବଞ୍ଚିଲେ ଆମେ ବଞ୍ଚିବା ତଥାପି ଜଙ୍ଗଲ କଟା ଚାଲିଛି | |
ଅନ୍ୟ ପକ୍ଷରେ ଏହି ପର୍ଯ୍ୟାୟରେ ଭୋଟ୍ ନିଆଯାଉଥିବା ପଶ୍ଚିମବଙ୍ଗର ୩୦ଟି ନିର୍ବାଚନ ମଣ୍ଡଳୀରେ ଏକ ଶହେ ଏକାନବେ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି | |
ଶ୍ରୀ ନାଇଡୁ ରୋମାନିଆ ସିନେଟ୍ର ଅଧ୍ୟକ୍ଷ କାଲିନ୍ ପୋପେସ୍କୁ ଟାରିସିଆନୋଙ୍କ ସହ ଆଜି ଏକ ପ୍ରତିନିଧି ସ୍ତରୀୟ ଆଲୋଚନା ପରେ କେତେକ ଚୁକ୍ତିରେ ସ୍ବାକ୍ଷର କରିବେ | |
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଯୋଗ ଦେଇଥିଲେ | |
ନାଇଜେରିଆ ଇଲେସନ୍ ନାଇଜେରିଆରେ ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ଜାତୀୟ ଆସେମ୍ଭି ପାଇଁ ଆଜି ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଛି | |
ପିଏମ୍ କୋକ୍ରାଝର ଭିଜିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆସାମର କୋକ୍ରାଝରଠାରେ ବୋଡୋ ରାଜିନାମା ସ୍ବାକ୍ଷର ଉତ୍ସବରେ ଯୋଗଦେବେ | |
ଅନ୍ୟ ପକ୍ଷରେ ବିଭିନ୍ନ ରାଜ୍ୟରେ ସଦ୍ୟ ସଂକ୍ରମିତମାନଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି | |
ତାକୁ ବାପ ଆଗରେ ବାସୁଭାଇ ପଢ଼ାଇଦେଲେ କିପରି ଗୋଟାଏ ଲାଜ ମାଡ଼େ ଅକାରଣ ସକାରଣ ସବୁବେଳେ | |
ଧରମ ପାଲ୍ ଗୁଲାଟି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମଭୂଷଣ ଧରମ୍ ପାଲ୍ ଗୁଲାଟିଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି | |
ମାତ୍ର ମୁଁ ଜାଣେ ଆପଣ ମାନଙ୍କ ଆଖି ବଡ଼ ପେଟ ସାନ | |
ଓଡ଼ିଶାର ଚାନ୍ଦିପୁର ସମନ୍ବିତ କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଅଣୁଅସ୍ତ୍ର କ୍ଷମତାସଂପନ୍ନ ଅଗ୍ନି୪ର ସଫଳ ପରୀକ୍ଷଣ କରାଯାଇଛି | |
ଦୁଇ ହଜାର ନଅ ଏଫ୍ସିଆର୍ଏ ଆଇନ୍ ଅନୁଯାୟୀ ଜାତୀୟ ସ୍ାର୍ଥ ହାନୀ କଲାଭଳି କୌଣସି କାର୍ଯ୍ୟକଳାପ ପାଇଁ ବିଦେଶୀ ଅନୁଦାନ କିମ୍ବା ପାଣ୍ଠିକୁ କୌଣସି ବ୍ୟକ୍ତି ସଂଗଠନ ଓ କମ୍ପାନୀ ବ୍ୟବହାର କରିପାରିବେ ନାହିଁ ବୋଲି ବ୍ୟବସ୍ଥା ରହିଛି | |
ତେଣୁ ଚମ୍ପକକଳିକା ଜାଣିପାରିଲା ଯେ ସତରେ ତା ର ସ୍ଵାମୀ ଗଣ୍ଡମୂର୍ଖ | |
ପାକିସ୍ତାନ ରେଳମନ୍ତ୍ରୀ ସେକ୍ ରସିଦ୍ ଅହମ୍ମଦ କହିଛନ୍ତି ଟ୍ରେନ୍ର କିଛି ଯାତ୍ରୀ ଗ୍ୟାସ୍ ଷ୍ଟୋରେ ପ୍ରାତଃ ଭୋଜନ ପ୍ରସ୍ତୁତ କରୁଥିବାବେଳେ ସେଥିରେ ବିସ୍ପାରଣ ଘଟି ଟ୍ରେନରେ ନିଆଁ ଲାଗିଯାଇଥିଲା | |
କୌଣସି ଓସିଆଇ କାର୍ଡଧାରୀ ବ୍ୟକ୍ତିଙ୍କୁ ଅଣାଯିବ ନାହିଁ ବୋଲି ଏଥିରେ ଉଲ୍ଲେଖ ରହିଛି | |
ଏହି ବସ୍ରେ ସୁରଟର ଏକ ବେସରକାରୀ କୋଟିଂ ସେଣ୍ଟରର ୯୦ରୁ ଅଧିକ ଛାତ୍ରଛାତ୍ରୀ ପିକ୍ନିକ୍କୁ ଯାଉଥିଲେ | |
ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପିଓ କହିଛନ୍ତି ଯେ ଇରାନ୍ର ବରିଷ୍ଠ ସାମରିକ ଅଧିକାରୀ କମାଣ୍ଡର ସୁଲେମାନୀ ଆମେରିକା ପାଇଁ ଏକ ବିପଦ ଥିଲେ | |
ଶ୍ରୀ ତୋମାର କହିଛନ୍ତି ୩ଟି ନୂତନ କୃଷି ଆଇନ୍ ଏମ୍ଏସ୍ପି ଆଦି ପ୍ରସଙ୍ଗ ଉପରେ ଆସନ୍ତା ବୈଠକରେ ଆଲୋଚନା ହେବ | |
ମାତ୍ର କେନ୍ଦ୍ର ସରକାର ଆନ୍ଦୋଳନରତ ଚାଷୀନେତାଙ୍କ ସହ ଏଥିଲାଗି ଅନେକ ଥର ଆଲୋଚନା କରିଥିବାବେଳେ ସେମାନେ ଏହି ଆଇନ୍କୁ ସମ୍ପୂର୍ଣ୍ଣ ରଦ୍ଦ କରିବା ଲାଗି ନିଜ ଜିଦ୍ରେ ଅଟଳ ରହିଛନ୍ତି | |
ଏ କଥା ଶୁଣି ସମସ୍ତେ ଭାବିଲେ ଗୋପାଳ ତ ଆମମାନଙ୍କ ମଧ୍ୟରେ ଜଣେ ବଡ଼ ଚତୁର ଚୂଡ଼ାମଣି ତା ଘରୁ ଚୋରୀ କରିବା ଅସମ୍ଭବ | |
ଏହି ନୀତି ଦେଖୁବାପାଇଁ ବଡଦେଉଳରେ ଭକ୍ତମାନଙ୍କ ମଧ୍ୟରେ ବିଶେଷ ଉତ୍କଣ୍ଡା ପରିଲକ୍ଷିତ ହୋଇଛି | |
ରାଜା ସବୁ ଶୁଣି କହିଲେ ‘ହେ ଝିଅ ତୋ ବାପା କେମିତି ଇନ୍ଦ୍ରଙ୍କର ପାଣି ବନ୍ଦ କରେ | |
ପାକ୍ ସେଣ୍ଟେନ୍ସ ପାକିସ୍ତାନର ସିନ୍ଧ୍ର ହାଇକୋର୍ଟ ଏକ ଆତଙ୍କବାଦୀ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିବା ନଅ ଜଣଙ୍କୁ ଫାଶୀ ଦଣ୍ଡାଦେଶକୁ କାଏମ୍ ରଖୁଛି | |
ଆଧାରକାର୍ଡ଼ ଡ୍ରାଇରିଂ ଲାଇସେନ୍ସ ଆଧାରକାର୍ଡ ସହ ଡ୍ରାଇଭି ଲାଇସେନ୍ସକୁ ସଂଯୁକ୍ତ କରାଯିବ ବୋଲି କେନ୍ଦ୍ର ସୂଚନା ପ୍ରଯୁକ୍ତି ଓ ଯୋଗାଯୋଗ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି | |
ଆଜି ସମସ୍ତ ସ୍ଦୂରଗାମୀ ଟ୍ରେନ୍ଗୁଡ଼ିକୁ ବାତିଲ କରାଯାଇଛି | |
ୟୁପି ମାୟାବତୀ ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ପାର୍ଟିର ସଭାପତି ଭାବେ ଆଉଏକ କାର୍ଯ୍ୟକାଳ ପାଇଁ ନିର୍ବାଚିତ ହୋଇଛନ୍ତି | |
ବିଜେପି ନେତା ମୁକୁଲ ରାୟ କହିଛନ୍ତି ଅତି କରେ ଆଉ ପାଞ୍ଚ ଜଣ ତୃଣମୂଳ କଂଗ୍ରେସ ସାଂସଦ ବିଜେପିରେ ଯୋଗ ଦେବାକୁ ଆଗ୍ରହ ପ୍ରକାଶ କରିଛନ୍ତି ଏବଂ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି | |
ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଭାରତକୁ ଆସିଥିବା ୩୨୬ଟି ବିମାନର ବାଉନ ହଜାର ତିନି ଶହେ ବତିଶି ଜଣ ଯାତ୍ରୀଙ୍କୁ ଇତିମଧ୍ୟରେ ଯାଞ୍ଚ କରାଯାଇ ସାରିଛି | |
ଚାରି | |
କଥା ପଦକେ ଠେଙ୍ଗା କାଢ଼ି ବସିବେ | |
ପ୍ରଧାନମନ୍ତ୍ରୀ କହିଛନ୍ତି ଦୁର୍ନୀତି ବିରୁଦ୍ଧରେ ଲଢ଼ି ବା କାର୍ଯ୍ୟ କୌଣସି ଗୋଟିଏ ସଂସ୍ଥାର ଦାୟିତ୍ବ ନୁହେଁ ବରଂ ଏହା ଏକ ସାମୂହିକ ଦାୟିତ୍ | |
ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ପ୍ରଥମେ ଦଶରଥପୁର ବ୍ଲକର ଦତପୁର ଓ ପରେ ଧର୍ମଶାଳା ବ୍ଲକ କଳ୍ପତରୁ ଦାସ ଷ୍ଟାଡିୟମରେ ଆୟୋଜିତ ଦଳିୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ | |
ସେ କହିଛନ୍ତି ଯେ ଜାତୀୟ କ୍ରୀଡା ବିଶ୍ବିଦ୍ୟାଳୟ ବିଲ୍ ଅନୁସୂଚିତ ଜାତି ଜନଜାତି ନିମନ୍ତେ ଉଦ୍ଦିଷ୍ଟ ଅତ୍ୟାଚାର ନିରୋଧୀ ଆଇନ ପଳାତକ ଅର୍ଥ ଠକେଇ ବିଲ୍ ସମେତ ମୌସୁମୀ ଅଧିବେଶନରେ ଲୋକସଭାରେ ୨୧ଟି ପ୍ରସ୍ତାବ ପାରିତ ହୋଇଛି | |
କବିର୍ ହସିମ୍ ଓ ଏମ୍ ଏଚ୍ଏ ହଲିମ୍ ୟୁନାଇଟେଡ୍ ନ୍ୟାସନାଲ୍ ପାର୍ଟିର ସଦସ୍ୟ ଓ ରାଷ୍ଟ୍ରପତି ମୈତ୍ରୀପାଳ ଶିରିସେନାଙ୍କ ଉପସ୍ଥିତିରେ ସେମାନେ ଶପଥ ନେଇଛନ୍ତି | |
ଏହା କୃଷକମାନଙ୍କୁ ଅଧ୍ୟକ ସଶକ୍ତ କରିବା ସହ ସେମାନଙ୍କ ଫସଲକୁ ସହଜରେ ଓ ଅଧୁକ ମୂଲ୍ୟରେ ବିକ୍ରି କରିବାର ସୁବିଧା ପ୍ରଦାନ କରିବ | |
ତାଙ୍କୁ ଜଣାଗଲା କେହି ଯେପରି କାନ୍ଦୁଛି | |
ଏହାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବାଗତ କରିଛନ୍ତି | |
ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶର ପାହାଡ଼ିଆ ଅଞ୍ଚଳରେ ସେଗୁଡ଼ିକ ନିର୍ମିତ ହେବ | |
ଏହି ଯୋଜନାରେ ୨ଟି ପ୍ଲାଟଫର୍ମର ସମ୍ପ୍ରସାରଣ କରାଯିବ | |
ଗୃହରକ୍ଷୀ ଦିବସ ରାଜ୍ୟର ବିଭିନ୍ନ ସ୍ଥାନରେ ୫୭ତମ ଗୃହରକ୍ଷୀ ଦିବସ ପାଳନ କରାଯାଉଛି | |
ସମ୍ମିଳନୀର ଶୀର୍ଷକ କ୍ଷୁଦ୍ର ଜଳସେଚନ ଓ ଆଧୁନିକ କୃଷି ରହିଛି | |
ମଧ୍ୟପ୍ରଦେଶ ଓ ମିଜୋରାମ୍ ବିଧାନସଭା ନିର୍ବାଚନପାଇଁ ଆଜି ବିଜ୍ଞପ୍ତି ଜାରି ହୋଇଛି | |
ପରଲୋକ ଆକାଶବାଣୀ ଓ ଦୂରଦର୍ଶନର ଅବସରପ୍ରାପ୍ତ ଅତିରିକ୍ତ ମହାନିର୍ଦ୍ଦେଶକ ଅଭୟ କୁମାର ପାଢ଼ୀଙ୍କ ଆଜି ପୂର୍ବାହ୍ନରେ ବରଗଡ଼ର ଏକ ଘରୋଇ ହସ୍ପିଟାଲ୍ରେ ପରଲୋକ ହୋଇଯାଇଛି | |
କାଳିଦାସ କହିଲେ ମୋର ଗୁରୁଦେବ ଏତେ କଷ୍ଟକରି ଯେତେବେଳେ ଆସିଛନ୍ତି ମୁଁ ଦେଖା ନକରିବି କେମିତି | |
ସେହିପରି ଚାନ୍ଦବାଲିରେ ଷାଠିଏ ଦଶମିକ ଚାରି ଭୁବନେଶ୍ର ପଞ୍ଚଚାଳିଶି ଦଶମିକ ଛଅ ବାଲେଶ୍ବରରେ ବାଉନ ଦଶମିକ ଦୁଇ ଗୋପାଳପୁରୀରେ ୮ଦଶମିକ ଛଅ ଓ ପୁରୀରେ ବୟାଅଶୀ ମିଲିମିଟର ବର୍ଷା ରେକର୍ଡ କରାଯାଇଛି | |
ବିଧାୟକଙ୍କ ନାମରେ ମାମଲା ଶହୀଦଙ୍କ ସଂପର୍କୀୟଙ୍କୁ ତଣ୍ଟିଆ ମାରିବା ଓ ଗାଳିଗୁଲଜ କରିବା ଅଭିଯୋଗରେ ବିଜେଡ଼ି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି | |
ଆୟୁଷ୍ମାନ ଭାରତ ଆୟୁଷ୍ଠାନ ଭାରତ ଯୋଜନାକୁ ପଶ୍ଚିମବଙ୍ଗରେ ଲାଗୁ କରା ନ ଯିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରିପ୍ରେକ୍ଷୀରେ ଏହି ଯୋଜନା ଅଧୀନରେ ପ୍ରଦତ୍ତ ଅର୍ଥକୁ ଫେରାଇ ଦେବାପାଇଁ କେନ୍ଦ୍ର ପଶ୍ଚିମବଙ୍ଗକୁ କହିଛି | |
କ୍ୟାବିନେଟ୍ କେନ୍ଦ୍ର କ୍ୟାବିନେଟ୍ ସମ୍ବିଧାନ ସଂଶୋଧନ ନିର୍ଦ୍ଦେଶ ୨୦୧୯କୁ ଅନୁମୋଦନ କରିଛି | |
ଲାକ୍ଷାଦ୍ବୀପରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି | |
ଛଅ | |
ବିଜେପିକୁ ଏକ ଏକ ଶହେ ପାଞ୍ଚ ଆସନ ମିଳିଥିବାବେଳେ ଏହାର ସହଯୋଗୀ ଦଳ ଶିବସେନା ୫୬ଟି ଆସନରେ ବିଜୟୀ ହୋଇଛି | |
ତହୁଁ ସେ ଗୋଟାଏ ପାଛିଆରେ ମେଞ୍ଚେ ଗୋବର ନେଇ ଠିକ୍ ମୁଦି ଉପରକୁ ପକାଇଦେଲା | |
ଭାରତର ଦକ୍ଷିଣରେ ମହିଳାରୋପ୍ୟ ନାମକ ଏକ ନଗରୀ ଥିଲା | |
ଶ୍ରୀ ମାକ୍ରନ କହିଛନ୍ତି ଯେ ଭାରତ ଓ ପାକିସ୍ତାନ ଦ୍ବିପାକ୍ଷିକ ଉଦ୍ୟମରେ କାଶ୍ମୀର ସମସ୍ୟାର ସମାଧାନ କରିବା ଉଚିତ ଏବଂ ଏଥିରେ କୌଣସି ତୃତୀୟପକ୍ଷ ହସ୍ତକ୍ଷେପ କରିବାର ଆବଶ୍ୟକତା ନାହିଁ | |
ଆଗାମୀ ଖରାଛୁଟି ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ତାରିଖରେ ଏଭଳି ବ୍ୟବସ୍ଥା କରିବାକୁ ରାଜସ୍ବ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖୁ ନିର୍ଦ୍ଦେଶାନାମା ଜାରି କରିଛନ୍ତି | |
କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ବାତ୍ରା ଆଜି ଗାଜିଆବାଦଠାରେ ଏକ ରୋଡ଼ ଶୋ କରିବେ | |
ଏମାରମଠରୁ ମିଳିଲା ରୂପା ଇଟା ଜିଲ୍ଲା ପ୍ରଶାସନ ଆଜି ଏମାର ମଠର ଏକ କୋଠରୀ ଭିତରୁ ଆଠ ଖଣ୍ଡ ରୂପା ଇଟା ରୂପା ଫୁଲଦାନୀ ରୂପା ଫୁଲ ରୂପା ବାସନ ପିତଳ ଗରା ଓ ଖଣ୍ଡା ଆଦି ଜବତ କରିଛି | |
ଏଥର ସନ୍ଥ କହିଲେ ମୁଁ ଜାଣିପାରୁନି ଆପଣ ପ୍ରକୃତରେ ରାଜା ଅଥବା ରଙ୍କ | |
ଜାମ୍ମୁକାଶ୍ମୀରସନ୍ତ୍ରାସବାଦୀ ମୃତ ଜାମ୍ମୁକାଶ୍ମୀରର ଅନନ୍ତନାଗ ଜିଲ୍ଲାସ୍ଥିତ ଖୁଲଚୋହର ଅଞ୍ଚଳରେ ଆଜି ସକାଳେ ନିରାପତ୍ତାବାହିନୀ ଜବାନମାନଙ୍କ ସହ ସଂଘର୍ଷରେ ୩ଜଣ ସନ୍ତ୍ରାସବାଦୀଙ୍କର ମୃତ୍ୟୁଘଟିଛି | |
କସ୍ତୁରୀ ମୃଗର ନାଭିରେ ଥିବା କସ୍ତୁରୀ ବେଶ୍ ମୂଲ୍ୟବାନ୍ | |
ପ୍ରଭାବରେ ଆସନ୍ତା ଚବିଶି ଘଣ୍ଟା ମଧ୍ୟରେ ରାଜ୍ୟର ଅଧକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା | |
ଏହାପୂର୍ବରୁ ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏକ ସର୍ବଦଳୀୟ ବୈଠକ ଡକାଇ ଗୃହରେ ବାତାବରଣ ସୁସ୍ଥ ରଖୁବାକୁ ସବୁ ରାଜନୈତିକ ଦଳର ସହଯୋଗ ଲୋଡ଼ିଛନ୍ତି | |
ମଠ ଉଚ୍ଛେଦ ପାଇଁ ଚାରି ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି | |
ଏପରିକି ଲୋଇସିଂହା ନିର୍ବାଚଳ ମଣ୍ଡଳୀ କଂଗ୍ରେସର ତରଫରୁ ବିଧାୟକ ପ୍ରାର୍ଥୀ ନବକିଶୋର ନାଏକ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି | |
ମୋର୍ ବନ୍ଧୁ କିପରି ଅଛନ୍ତି ସେ ବିଷୟରେ କିଛି ଜାଣିପାରିଲ କି | |
ସାବୁନରେ ହାତ ନ ଧୋଇ ଆସ୍ ନାକ କିମ୍ବା ମୁହଁରେ ହାତ ନ ଲଗାଇବାପାଇଁ ମଧ୍ୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପରାମର୍ଶ ଦେଉଛି | |
ମୁଖ୍ୟସମ୍ବାଦ ଉତ୍କଳ ବିଶ୍ବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ | |
ବିହାର ବିଧାନସଭା ନିର୍ବାଚନର ଆସନ୍ତାକାଲି ଭୋଟଗଣତି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି | |
ପ୍ରଧାନ ବିଚାରପତି ଏସ୍ଏ ବୋବ୍ଡେଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଥିଲେ | |
ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ | |
ଫୁଲବାଣୀଠାରେ ଆଜି ସର୍ବନିମ୍ନ ତାପମାତ୍ରା ସାତ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି | |
ଏପର୍ଯ୍ୟନ୍ତ ଭାରତରେ ଲୋକମାନଙ୍କଠାରୁ ଲୋକମାନଙ୍କୁ ଭୂତାଣୁ ସଂକ୍ରମଣର କୌଣସି ପ୍ରମାଣ ମିଳିନାହିଁ | |
ଟ୍ରିଟ୍ କରି ସେ କହିଛନ୍ତି ଭୁଟାନ ସରକାର ଓ ଜନସାଧାରଣ ଶ୍ରୀ ମୋଦୀଙ୍କର ସଫଳତା ଓ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରୁଛନ୍ତି | |
ଗତକାଲି ଜାମିଆ ମିଲିଆ ଇସ୍ଲାମିଆ ବିଶ୍ବିଦ୍ୟାଳୟରେ ଛାତ୍ରଙ୍କ ପ୍ରତିବାଦ ବେଳେ ଯେଉଁ ପଚାଶ ଜଣ ଛାତ୍ର ଅଟକ ଥିଲେ ସେମାନଙ୍କୁ ଛାଡ଼ି ଦିଆଯାଇଛି | |
ଜିମ୍ୟାଟ୍ ଅଣତିରିଶି ଉପଗ୍ରହରେ କେଏ ଓ କେୟୁ ବ୍ୟାଣ୍ଡର ଯୋଗଯୋଗ ଟ୍ରାନ୍ସପଣ୍ଡର ଖଞ୍ଜା ଯାଇଛି | |
ସ୍ରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ବେଆଇନ କାର୍ଯ୍ୟପାଳିକ ସଂଶୋଧନ ବିଲ୍ ଓ ଜାତୀୟ ତଦନ୍ତ ସଂସ୍ଥା ସଂଶୋଧନ ବିଲ୍୨୦୧୯ ଉପସ୍ଥାପନ କରିବେ | |
ରାଜ୍ୟରେ ଆଜି ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି | |
ବାଙ୍ଗଲାଦେଶରୁ ବନ୍ଦେ ଭାରତ ମିଶରେ ତୃତୀୟ ପର୍ଯ୍ୟାୟରେ ଏକ ଶହେ ସତଷଠି ଜଣ ଭାରତୀୟ ଢାକାରୁ ନୂଆଦିଲ୍ଲୀ ଅଭିମୁଖେ ଆସୁଛନ୍ତି | |
ସିଏଜି ରିପୋର୍ଟ ଧାନ ଫସଲରେ ଉଲ୍ଲେଖନୀୟ ଉତ୍ପାଦନ କରୁଥିବା ଓଡ଼ିଶା କିନ୍ତୁ ଆଳୁ ପିଆଜ ପରି ଅତ୍ୟାବଶ୍ୟକ ପରିବା ଆବଶ୍ୟକତା ମୁତାବକ ଉତ୍ପାଦନ କରୁଥିଲେ ମଧ୍ୟ ବାହାର ରାଜ୍ୟ ଉପରେ ଏହାକୁ ନିର୍ଭର କରିବାକୁ ପଡୁଛି | |
ପରେ ସେ ନିଜର ଭୁଲ୍ ବୁଝି ପାରିଲେ |
Subsets and Splits
No community queries yet
The top public SQL queries from the community will appear here once available.