audio audioduration (s) 0.14 10.9 | sentence stringlengths 2 240 |
|---|---|
ଆସ୍ତେ ଆସ୍ତେ ନିବିଡ଼ ଜଙ୍ଗଲ ପଡ଼ିଲା | |
ତିହାର ଜେଲ୍ରେ ଥିବା ଏହି ମାମଲାର ଅଭିଯୁକ୍ତ ମଧ୍ୟସ୍ଥି ମିଚେଙ୍କୁ ଗତକାଲି ସ୍ତନ୍ତ୍ର ବିଚାରପତି ଅରବିନ୍ଦ୍ କୁମାରଙ୍କ ସମ୍ମୁଖରେ ଉପସ୍ଥିତ କରାଯାଇଥିଲା | |
ମୁଘଲ ଗାର୍ଡନ୍ ଆସନ୍ତା ବୁଧବାରଠାରୁ ଚଳିତ ବର୍ଷ ମାର୍ଚ୍ଚ ୧୦ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ସକାଳ ନଅ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଉନ୍ମକ୍ତ ରହିବ | |
ଏହି ଗ୍ୟାସ ପାଇପଲାଇନ ବିହାର ଓ ପଶ୍ଚିମବଙ୍ଗ ଦେଇଯିବ | |
ଚବିଶି ଘଣ୍ଟିଆ ନିଃଶୁଳ୍ମ ହେଲ୍ପ ଲାଇନ୍ ସ୍ଥାପନ କରି କୋବିର ଚିକିତ୍ସା ଲାଗି ଆବଶ୍ୟକ ସମ୍ବଳ ଗୁଡ଼ିକର ମୂଲ୍ୟ ନିର୍ଦ୍ଧାରଣ କରିବାକୁ ମଧ୍ୟ କମିସନ ପରାମର୍ଶ ଦେଇଛନ୍ତି | |
ସାତ | |
ଆସନ୍ତାକାଲି ଅପରାହ୍ନ ୩ଟା ୨୫ଠାରୁ ଏହି ମ୍ୟାଚ୍ର ଧାରାବିବରଣୀ ଆକାଶବାଣୀ ପକ୍ଷରୁ ପ୍ରଚାର କରାଯିବ | |
ମନ୍ତ୍ରଣାଳୟ କହିଛି ପ୍ରତିଷେଧକ ନେବାକୁ ଇଚ୍ଛାଧୀନ ରଖାଯାଇଛି | |
ପ୍ରତିବର୍ଷ ଆୟୋଜିତ ହେଉଥିବା ଏହି ବୈଠକରେ ସଦସ୍ୟ ରାଷ୍ଟ୍ରର ପ୍ରଧାନମନ୍ତ୍ରୀମାନେ ଯୋଗଦେଇ ସଙ୍ଗଠନର ବାଣିଜ୍ୟ ଓ ଆର୍ଥିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିଥାନ୍ତି | |
ଗଣେଶଠାକୁରଙ୍କ ଦୟାରୁ ସତକୁ ସତ ତାଙ୍କ ପୁଅ ଦେହ ଭଲ ହୋଇଗଲା | |
ଏତେ ଉଚ୍ଚ ସ୍ଥାନରୁ ଜୋତା ନେଇ ଆସିବା ତା' ପକ୍ଷରେ ଅସମ୍ଭବ ତେଣୁ ସେ ବୋଧିସତ୍ୱଙ୍କ ଉପରେ କ୍ରୁଦ୍ଧ ହୋଇ ରହିଲା | |
ତିରିଶି ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା କରାଯିବ ଏବଂ ଗୃହୀତ ହେବ | |
ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ବୃଦ୍ଧି ପାଉଥିବାରୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିବା ପରିଲକ୍ଷିତ ହୋଇଛି | |
ମୋ ସ୍ତ୍ରୀ ବେମାର ରହୁଛନ୍ତି ତୁମେ ତାଙ୍କର ଦେଖାଶୁଣା କରିବ ବୋଲି ତୁମକୁ ମୋର ଅନୁରୋଧ | |
୧୩ଜଣ ମହିଳାଙ୍କ ସହ ୨୦୫ଜଣ ପ୍ରାର୍ଥୀ ଏହି ପର୍ଯ୍ୟାୟରେ ନିର୍ବାଚନ ଲଢ଼ୁଛନ୍ତି | |
ଏହା ମନ୍ କି ବାତ୍ରର ବାଷଠି ତମ ସଂସ୍କରଣ ହେବ | |
ମୃତକମାନେ ଛତିଶଗଡର ବୋଲି ଜଣାପଡିଛି | |
ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିଭିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି | |
ୟୁଏସ୍ ଇଣ୍ଡିଆ ଆଇ ଡେ ଆମେରିକା କହିଛି ଭାରତ ଗଣତନ୍ତ୍ରକୁ ସମର୍ଥନ ବିବିଧତାରେ ଏକତା ଓ ନିଜର ନୀତି ମାଧ୍ୟମରେ ଦକ୍ଷିଣ ଏସିଆ ଓ ସମଗ୍ର ବିଶ୍ପାଇଁ ଏକ ଦୃଷ୍ଟାନ୍ତ ହୋଇପାରିଛି | |
ଜନୈକ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ଯେ ଏହି ଚାରି ସନ୍ତ୍ରାସବାଦୀ ନିୟନ୍ତ୍ରଣରେଖା ପାର ହୋଇ ଖସି ଚାଲିଯିବାକୁ ଉଦ୍ୟମ କରୁଥିଲେ | |
ଗତ ନଅ ତାରିଖରୁ ଏହି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି | |
ନଅ | |
ଏ ସଂପର୍କରେ ଲୋକେ ଜନଶକ୍ତି ଜଳଶକ୍ତି ହାର୍ ମାଧ୍ୟମରେ ଅଧୁକ ତଥ୍ୟ ଜାଣିପାରିବେ ବୋଲି ସେ କହିଛନ୍ତି | |
ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀଙ୍କର ପାହ୍ୟ ପ୍ରଦାନ କରାଯାଇଛି | |
ଯାହାଫଳରେ ଭାରତୀୟ କ୍ରୀଡାବିତ୍ମାନେ ଅଲିମ୍ପିକ ଭଳି ପ୍ରତିଯୋଗିତାରେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିପାରିବେ | |
ଏହି ଦଳର ମୁଖ୍ୟ ଜଣେ ବିଟେକ୍ ଇଞ୍ଜିନିୟରିଙ୍ଗ ଛାତ୍ର | |
ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଏସ୍ପି ଓ ବିଏସ୍ପିର ଦୁଇ ନେତାଙ୍କ ପ୍ରତି ତାଙ୍କର ସମ୍ମାନ ରହିଛି ଏବଂ ସେମାନେ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା କରିବାକୁ ସେମାନେ ଅକୃତ | |
ଏହା ଆନନ୍ଦର ପର୍ବ | |
ତାଙ୍କୁ ଆଦିବାସୀ ମନ୍ତ୍ରଣାଳୟ ଏକ୍ସପର୍ଟ ପ୍ୟାନେଲ ମୁଖ୍ୟ ଭାବେ ନିଆଯାଇଛି | |
ରୁଷ ରାଷ୍ଟ୍ରପତି ତାଙ୍କର ବିବୃତିରେ କହିଛନ୍ତି ଭାରତ ଓ ରୁଷ ଦୁଇ ବୃହତ୍ ଭାଗିଦାର ରାଷ୍ଟ୍ର ଓ ଉଭୟ ଦେଶ ପରସ୍ପରର ସଂସ୍କୃତି ପ୍ରତି ରୁଚି ରଖୁଛନ୍ତି | |
କେବଳ ସେ ଈଶ୍ୱର ଫିଶ୍ୱର ମାନୁ ନ ଥିଲେ | |
ସେହିପରି ରାଜ୍ୟ ସରକାରଙ୍କର ସ୍ପିଡ୍ ଓଡ଼ିଶା କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ସେ କହିଛନ୍ତି | |
ପାଣିପାଗ ରାଜ୍ୟରେ ଗତ କିଛିଦିନ ହେବ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି | |
ପାଞ୍ଚ | |
ଏଥିର ମୁଖ୍ୟ ସମ୍ବାଦ ଡକ୍ଟର ହରେକୃଷ୍ଣ ମହତାବଙ୍କ ଦ୍ବାରା ଲିଖୁତ ପୁସ୍ତକ ଓଡ଼ିଶା ଇତିହାସର ହିନ୍ଦୀ ଅନୁବାଦକୁ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ | |
ଟ୍ରିଟ୍ କରି ଶ୍ରୀ ମୋଦି କହିଛନ୍ତି କୁମ୍ଭମେଳାରେ ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକତାର ପ୍ରଦର୍ଶନ ହୋଇଥିବାବେଳେ ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ଏହାକୁ ମନେ ରଖାଯିବ | |
ପାଞ୍ଚ | |
ସେମାନେ ସମସ୍ତଙ୍କ କଥା ଶୁଣିବେ ଓ ସମସ୍ୟାର ସମାଧାନ ବାହାର କରିବେ ବୋଲି ବିକ୍ଷୋଭକାରୀମାନଙ୍କୁ କହିଛନ୍ତି | |
ଆଜି ଭଲ ଖବରର ଶିରୋନାମାରେ ଅଛନ୍ତି କାହ୍ନଚରଣ ବେହେରା | |
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହରିଆଣାର ଏଲେନାବାଦ୍ ଓ ରିଡି ଠାରେ ଆଜି ଉଦ୍ବୋଧନ ଦେବେ | |
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରରେ ୩ଟି ଗୁରୁତ୍ବପୂର୍ଣ୍ଣ ପେଟ୍ରୋଲିୟମ୍ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି | |
ପ୍ରବାସୀ ଶ୍ରମିକମାନଙ୍କ ସମସ୍ୟା ତଦାରଖ ଏବଂ ସମନ୍ବୟ ରକ୍ଷା ସକାଶେ ଜିଲ୍ଲାପାଳମାନେ ନୋଡାଲ ଅଧିକାରୀମାନଙ୍କୁ ନିଯୁକ୍ତି ଦେବା ଆବଶ୍ୟକ ବୋଲି ସେ କହିଛନ୍ତି | |
ଏକ | |
ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ବିଜେପି ରାଜ୍ୟ ଉପସଭାପତି ବିଷ୍ଣୁ ସେଠୀ ବିଧାୟକ ପ୍ରଦୀପ ପୁରୋହିତ ଓ ଡକ୍ଟର ରାଧାରାଣୀ ପଣ୍ଡା ପ୍ରମୁଖ ଉଦ୍ବୋଧନ ଦେଇଥିଲେ | |
ବେସାମରିକ ବିମାନ ଚଳାଚଳ ସଚିବ ଆର୍ଏନ୍ ଚୌବେ ଚଳିତ ମାସ ଚାରି ତାରିଖରେ କହିଛନ୍ତି ଯେ ସରକାର ଏୟାର ଇଣ୍ଡିଆର ପୁନଃରୁଦ୍ଧାର ସହାୟତା ୧୦ରୁ ପନ୍ଦର ଦିନ ମଧ୍ୟରେ ଚୂଡ଼ାନ୍ତ କରିବେ | |
ଏହି ଟ୍ରେନ୍ ପୁରୀ ଓ ସନ୍ତ୍ରାଗାଛି ମଧ୍ୟରେ ଖୋର୍ଦ୍ଧାରୋଡ ଭୁବନେଶ୍ବର କଟକ ଯାଜପୁର କେନ୍ଦୁଝର ରୋଡ ବାଲେଶ୍ବର ଓ ଖଡଗପୁର ଷ୍ଟେସନଠାରେ ରହଣି କରିବ | |
ସମ୍ମିଳନୀର ଶୀର୍ଷକ ଦେଶର ସାମୂହିକ ବିକାଶ ପାଇଁ ପରିମାପ ବିଜ୍ଞାନ ଥିଲା | |
ଏହା ବ୍ୟତୀତ ଜୁଲାଇ ମାସର ଶେଷ ପର୍ଯ୍ୟନ୍ତ ପୂର୍ବପରି ଜିଲ୍ଲାରେ ଶନିବାର ଓ ରବିବାର ସଟ୍ ଡାଉନ୍ ବଳବତର ରହିବ | |
ଗତ ସପ୍ତାହରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହୋଇଯାଇଛି ତେବେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଦେଖା ଦେଇଛି | |
କୋଲକାତାର ଅପର୍ଣ୍ଣା ଦାସ ଫାଷ୍ଟଟ୍ୟାଗ କାର୍ଯ୍ୟକ୍ରମର ପ୍ରଶଂସା କରି ନମୋ ଆରେ ଦେଇଥିବା ମତାମତ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ | |
ବିଶ୍ବବ୍ୟାଙ୍କର ଅନୁଧ୍ୟାନ ଅନୁସାରେ ଭାରତୀୟ ଅର୍ଥନୀତିରେ ଏବେ ଯେଉଁ ଶିଥିଳତା ଦେଖାଦେଇଛି ତାହାର ଅଶୀ ଭାଗ କାରଣ ବିଶ୍ ଅର୍ଥନୈତିକ ମାନ୍ଦାବସ୍ଥାଜନିତ | |
୧୮ଟିଯାକ ନିର୍ବାଚନ ମଣ୍ଡଳିରେ ଏବେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀଙ୍କ ସଂଖ୍ୟା ୧୯୨କୁ ଖସିଆସିଛି | |
ଆମ ସମ୍ବାଦଦାତା ଜଣାଇଛନ୍ତି ପରସ୍ପର ମଧ୍ୟରେ ନିରନ୍ତର ସହଯୋଗ ବୃଦ୍ଧି ସମିଳିନୀରେ ଚଳିତ ବର୍ଷର ଶୀର୍ଷକ ରହିଛି | |
ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ ମୁଲତବୀ | |
ଏହି ବିଲ୍ ଲୋକସଭା େବ୍ସାଇଟରେ ଅପଲୋଡ କରାଯାଇଛି | |
ଏକ ବଜାର ବନ୍ଦ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଜାରକା ବଜାରରର ଗୋଟିଏ ପାର୍ଶରୁ ଅନ୍ୟ ପାର୍ଶ୍କୁ ଯିବା ପାଇଁ କୌଣସି ସୁବିଧା ନ ଥିବାବେଳେ ଏକ ଗଳି ପୋଲ ରହିଛି | |
ଆହତମାନଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି | |
ଲକ୍ଷୋସ୍ଥିତ ରାଜ୍ୟ ରାଜଭବନଠାରେ ଆଉ ତେଇଶି ଜଣ ମନ୍ତ୍ରୀ ଆଜି ଶପଥ ନେଇଛନ୍ତି | |
କିନ୍ତୁ ଯଦି କେହି ସେମାନଙ୍କର କ୍ଷତି କରନ୍ତି କିମ୍ବା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନଷ୍ଟ କରନ୍ତି ନିଜର ଅକାର ପାଇଁ ସେମାନେ ଯୁଦ୍ଧ କରିବାପାଇଁ ପଛେଇବେ ନାହିଁ | |
ବାଇଶି ତାରିଖରେ ଏହା ଉତ୍ତର ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଛତିଶଗଡ଼ ଅଭିମୁଖେ ଗତି କରିବ | |
ତ୍ରୟୋଦଶ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଯୋଗଦେବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତିରେ ସିଙ୍ଗାପୁର ଯାତ୍ରା କରିବେ | |
ନଅ | |
ସୂଚନା ଯୋଗ୍ୟ ସ୍ର୍ଗତ ରଥ ଶତାଧିକ ଓଡ଼ିଆ ଓ ହିନ୍ଦୀ ନାଟକରେ ସଫଳ ନିର୍ଦ୍ଦେଶନା ଦେଇ ସର୍ବଭାରତୀୟ ସ୍ତରରେ ବହୁବାର ପୁରସ୍କୃତ ହୋଇଛନ୍ତି | |
ଏହି ପର୍ଯ୍ୟାୟରେ ଦେଶର ୨୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ୯୧ଟି ଲୋକସଭା ଆସନରେ ମତଦାନ କରାଯିବ | |
ଏହିସବୁ ଟ୍ରେନ୍ଗୁଡ଼ିକ ଦେଶର ବିଭିନ୍ନ ଭାଗର ପର୍ଯ୍ୟଟକମାନଙ୍କୁ ଷ୍ଟାଟ୍ୟୁ ଅଫ୍ ୟୁନିଟିକୁ ଆସିବାରେ ସହାୟକ ହେବ | |
ତେବେ ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖ୍ ରାଜ୍ୟର ସମସ୍ତ ଅଙ୍ଗନାଡ଼ି କେନ୍ଦ୍ରକୁ ସରକାର ବନ୍ଦ୍ ରଖୁବାକୁ ନିର୍ଦ୍ଦେଶ ଦେଇଛନ୍ତି | |
ହାଇକୋର୍ଟ ପରିସରରେ ମୁଖ୍ୟବିଚାରପତି ଜଷ୍ଟିସ୍ କଚ୍ଛେଶ ସତ୍ୟେନ୍ଦ୍ର ଜାଭେରୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ | |
ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟଦ୍ବାରା ପ୍ରତିବର୍ଷ ଏହି ସ୍ଚ୍ଛତା ସର୍ବେକ୍ଷଣ କରାଯାଇଥାଏ | |
ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କମିଶନରେଟ୍ ପୁଲିସ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି | |
ପ୍ରାଥମିକ ଆକଳନରୁ ଜଣାପଡ଼ିଛି ଯେ କ୍ଷତିଗ୍ରସ୍ତ ଫସଲ ପାଇଁ ପ୍ରାୟ ୧୪୫କୋଟି ଟଙ୍କା ଆବଶ୍ୟକ ପଡ଼ିବ | |
ତେବେ ଆସନ୍ତା ବୁଧବାରଠାରୁ ରାଜ୍ୟର କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସାଙ୍ଗକୁ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି | |
ଆଜି ମୁଖ୍ୟ ବିଚାରପତି ଜଷ୍ଟିସ୍ କେଏସ୍ ଜାଭେରୀ ଓ ଜଷ୍ଟିସ୍ କେଆର୍ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୪କୁ ଧାର୍ଯ୍ୟ କରିଛନ୍ତି | |
ଦିଲ୍ଲୀର ଜିବିପନ୍ଥ ହସ୍ପିଟାଲର ଡକ୍ଟର ସଂଜୟ ପାଣ୍ଡେ ମାସ୍କ ପରିଧାନ ବିଷୟ କରିବା ବିଷୟରେ ଲୋକମାନଙ୍କୁ ସଚେତନ କରାଇ ତାର ଗୁରୁତ୍ ବିଷୟରେ ବୁଝାଇଛନ୍ତି | |
ରେସିଡେଣ୍ଟ୍ ଡାକ୍ତର ସଂଘ ଫେଡେରେସନ୍ ସହ ସଂପୃକ୍ତ ଡାକ୍ତରମାନେ ମଧ୍ୟ ଦିଲ୍ଲୀର ବିଭିନ୍ନ ହସ୍ପିଟାଲ୍ରେ ସେମାନଙ୍କର କାର୍ଯ୍ୟରେ ଯୋଗଦେଇଛନ୍ତି | |
ମୋ ବସ୍ ବିଶ୍ ପର୍ଯ୍ୟଟନ ଦିବସ ଅବସରରେ ଭୁବନେଶ୍ରରୁ ପୁରୀ ଓ କୋଣାର୍କକୁ ମୋ ବସ୍ ସେବା ଆରମ୍ଭ ହୋଇଛି | |
ଅହମ୍ମଦାବାଦରୁ ସକାଳ ୮ଟା ଆଠ ପଞ୍ଚାବନ ମିନିଟ୍ରୁ ବାହାରି ସକାଳ ଏଗାର ଟା କୋଡିଏ ମିନିଟ୍ରେ ଭୁବନେଶ୍ବରରେ ବିମାନ ପହଞ୍ଚିବ ବୋଲି ସରକାରୀ ଭାବେ କୁହାଯାଇଛି | |
ଗତ ଚବିଶି ଘଣ୍ଟା ଭିତରେ ଏକ ଶହେ ପଞ୍ଚଚାଳିଶି ଜଣ ମୃତ୍ୟୁବରଣ କରିଥିବାର ରିପୋର୍ଟ ମିଳିଛି | |
ସେବାୟତଙ୍କ ପାଇଁ ଗୁରୁକୁଳ ପ୍ରତିଷ୍ଠା ହେବାନେଇ ବୈଠକରେ ନିଷ୍ପତ୍ତି | |
ସବୁ ଦୁଃଖକୁ ହୃଦୟରେ ଚାପି ରଖି ପୁତ୍ର ଦୁଇଟି ସହ ପିତାଙ୍କ ଘରକୁ ଯାତ୍ରା କଲେ | |
ପେସ୍କାରଙ୍କ ବସାରେ ମଧ୍ୟ ସେହି କାମରେ ବେହେଲ ଥିଲେ | |
ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡ଼ିର ଲୋକସଭା ଓ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା | |
ଇତିମଧ୍ୟରେ ଓଡିଶା ସରକାରଙ୍କ ପକ୍ଷରୁ ଏହି ପରୀକ୍ଷାର ସୁପରିଚାଳନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି | |
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅକ୍ଷୟ ମହାନ୍ତିଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି | |
ଆଉ ଚବିଶି ଜଣ ପଜିଟିଭ୍ ଲୋକଙ୍କୁ ଚିହ୍ନଟ କରାଯିବା ପରେ ମୋଟ୍ ସକ୍ରିୟଙ୍କ ସଂଖ୍ୟା ଏକ ହଜାର ଚାରି ଶହେ ପଞ୍ଚାବନ ହେଲାଣି | |
ସେହିପରି ସାଂସଦମାନେ ବସିବା ପାଇଁ ଆରାମ ଦାୟକ ବ୍ୟବସ୍ଥା ସହ ଉନ୍ନତମାନର ଅଡିଓ ଭିଜୁଆଲ୍ ବ୍ୟବସ୍ଥା ରହିବ | |
ବର୍ତ୍ତମାନ ୪୫ଟି ସ୍ମାର୍ଟ ନଗରୀରେ ଚାରି ହଜାର କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି | |
ଆହତମାନଙ୍କୁ ଲାଞ୍ଜିଗଡ଼ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି | |
ଜଗନ୍ନାଥ ବସ୍ତିଆଙ୍କ ପକ୍ଷରୁ ଦାଏର ଆବେଦନରେ ଦର୍ଶାଯାଇଛି ଯେ ବଗଲା ଧର୍ମଶାଳାକୁ ଲର୍ଜି ମାଲିକଙ୍କୁ ହସ୍ତାନ୍ତର ନିଷ୍ପତ୍ତି ବିରୋଧରେ ସେ ଦୁଇ ହଜାର ଊଣାଇଶ ରେ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ | |
ଦେଶରେ କେବଳ ପଚାଶ ଦିନ ମଧ୍ୟରେ ଦୁଇ କୋଟିରୁ ଅଧୁକ ଲୋକଙ୍କୁ କୋଭିଡ୍ ପ୍ରତିଷେଧକ ଟିକା ପ୍ରଦାନ କରାଯାଇଛି | |
ଏହି ଅବସରରେ ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ୍ କଟକଣା ସହ ଗାନ୍ଧିଜୟନ୍ତୀ ପାଳନ କରାଯାଉଛି | |
ଶୂନ | |
ଅଦାଲତଙ୍କ ଏହି ରାୟକୁ ସମଗ୍ର ଦେଶ ସର୍ବାନ୍ତକରଣରେ ସମର୍ଥନ ଜ୍ଞାପନ କରିଛି | |
ହାଇଦ୍ରାବାଦ ବଳାତ୍କାର ଓ ହତ୍ୟା ମାମଲାର ଚାରିଜଣଯାକ ଅଭିଯୁକ୍ତଙ୍କର ପୋଲିସ ସହ ସଂଘର୍ଷରେ ମୃତ୍ୟୁ ଘଟିଛି | |
ସେ କହିଛନ୍ତି ଦେଶର ଏକତା ସାମାଜିକ ସଦ୍ଭାବନା ଓ ଭ୍ରାତୃଭାବକୁ ସୁଦୃଢ଼ କରିବା ସମସ୍ତଙ୍କର ଦାୟିତ୍ | |
ଏଥିପାଇଁ ସେ ପୁଲିସ୍ ବିଭାଗରେ ବଡ଼ଧରଣର ଅଦଳବଦଳ କରିଥିଲେ | |
ଏହି ଅବସରରେ ରାମ ରାବଣଙ୍କ ସମର ଶୋଭାଯାତ୍ରା ସହର ପରିକ୍ରମା କରିଥିଲା | |
ଏକତିରିଶି ବର୍ଷୀୟ ଜୋକୋଭିଚ୍ ଚାରିଟି ଗ୍ରାଣ୍ଡସ୍ଲାମ୍ ମଧ୍ୟରୁ ଅଷ୍ଟ୍ରେଲିଆ ଓପନ୍ରେ ସର୍ବାଧିକ ୬ଥର ଚମ୍ପିଆନ୍ ହୋଇଥିବାବେଳେ ଗୋଟିଏ ଥର ଫ୍ରାନ୍ସ ଓପନ୍ ଚାରିଥର ମିଲଡନ୍ ଓ ୨ଥର ୨ଥର ୟୁଏସ୍ୟୁଏସ୍ ଓପନ୍ ଓପନ୍ ଚମ୍ପିଆନ୍ ହୋଇସାରିଛନ୍ତି | |
ଆଉ କିଛି ସମୟ ପରେ ଓଟିଇଟି ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ବୋର୍ଡ ପକ୍ଷରୁ ସୂଚନା | |
ଗତ ଶୁକ୍ରବାର ଦିନ ଅନୁଷ୍ଠିତ ଭୋଟ୍ ଗ୍ରହଣ ସମୟରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଥିଲା | |
ତାଙ୍କର ହୃକ୍ରିୟା ଫୁସ୍ଫୁସ୍ ଓ କିଡ୍ନୀ ଠିକ୍ ଭାବେ କାର୍ଯ୍ୟ କରୁ ନ ଥିଲା |
Subsets and Splits
No community queries yet
The top public SQL queries from the community will appear here once available.