text
string
label
int64
‘ଇ-ସିମ୍‌’କୁ ମିଳିଲା ମଞ୍ଜୁରୀ ,ଏବେ ସିମ୍‌ ନ ବଦଳାଇ ପରିବର୍ତ୍ତନ କରିପାରିବେ ନମ୍ବର ଓ ନେଟଓ୍ଵର୍କ
0
ଜାଣିବାକୁ ଚାହାନ୍ତି କି ! ଜୀବନର ଏହି ଅତ୍ୟନ୍ତ ଗୋପନୀୟ…
1
ଏଫ୍‌ଆର୍‌ଡିଆଇ ବିଲ୍‌କୁ ବିରୋଧ: ଅନଲାଇନ୍‌ ଅଭିଯାନ ଆରମ୍ଭ
0
ଜିଏସ୍‌ଟି ଜନିତ ମାନ୍ଦାବସ୍ଥା ସାମୟିକ: ଆସୋଚାମ୍‌
0
ପୂର୍ବାଞ୍ଚଳ ଦୃଷ୍ଟିହୀନ ବିଦ୍ୟାଳୟ କ୍ରିକେଟ୍‌: କୋରାପୁଟ ବିଜେତା
2
ଖେଳିଲା ମେର୍ଲିନ୍‌ ମେସିନ୍‌
2
୪ ଓଭରରେ ୧ ରନ୍‌ ଦେଲେ ଇର୍ଫାନ୍‌
2
ମହିଳା ଏସୀୟ ଚାମ୍ପିଅନ୍‌ସ ଟ୍ରଫି: ବନ୍ଦନାଙ୍କ ଯୁଗଳ ଗୋଲ୍‌
2
ଦୈନିକ ତେଲ ଦର ସଂଶୋଧନ ବ୍ୟବସ୍ଥା ବଦଳିବନି
0
ଆଣ୍ଡ୍‌ ଟିଭିରେ ମହିଳାଙ୍କ ଆର୍ଥିକ ସ୍ୱାଧିନତା ସମ୍ବଳିତ ପ୍ରଶ୍ନର…
1
ନିଉଜିଲାଣ୍ଡ୍‌ ବନାମ ଭାରତ ଟି-ଟେ୍ଵଣ୍ଟି ଫାଇନାଲ୍‌: ଟସ୍‌ ଜିଣି ପ୍ରଥମେ ବୋଲିଙ୍ଗ୍‌ କରିବାକୁ ଭାରତର ନିଷ୍ପତ୍ତି
2
ପ୍ରେମରେ ପଡ଼ିଲେ ପୁନମ୍‌, ଜାଣନ୍ତୁ କିଏ ସେ ଭାଗ୍ୟବାନ
1
ଟଙ୍କା ହେଲା ସର୍ବକାଳୀନ ଦୁର୍ବଳ, ୧ ଡଲାରର ମୂଲ୍ୟ ୭୦ ଟଙ୍କା ଟପିଲା
0
ଏୟାର୍‌ ଏସିଆ ଅଫର୍‌: ୭ ସହରରେ ବିମାନ ସେବା, ୯୯ ଟଙ୍କା ବେସ୍‌ ଫେୟାର
0
ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରାର କ୍ରେତା-ବିକ୍ରେତା ମେଳା
0
ଡଚ୍‌ ଓପନ୍‌ କ୍ୱାର୍ଟର୍‌ରେ ସାତ୍ୱିକ-ଅଶ୍ୱିନୀ
2
ତ୍ରିପୁରାଠୁ ମ୍ୟାଚ୍‌ ଛଡ଼ାଇନେଲେ ଶୁଭ୍ରା˚ଶୁ-ଅଭିଷେକ
2
ଜାତୀୟ ପ୍ରତିଯୋଗିତା ପାଇଁ ଶିଶୁ ଚେସ୍‌ ପ୍ରତିଭାଙ୍କୁ ତାଲିମ
2
ମଧ୍ୟପ୍ରଦେଶର ବ୍ରାଣ୍ଡ ଆମ୍ବାସଡ଼ର ହେବେ ସଲମାନ ଖାନ୍‌,…
1
‌ମୋ ପାଇଁ ପୂଜାରା ନୁହଁ, ବୁମ୍‌ରା ଶ୍ରେଷ୍ଠ
2
ୟୁକୋ ବ୍ୟାଙ୍କର ପ୍ଲାଟିନମ୍‌ ଜୟନ୍ତୀ ପାଳିତ
0
୨ ଲୁହାପଥର, ୩ ଚୂନପଥର ଖଣି ନିଲାମ ଲାଗି ବିଜ୍ଞପ୍ତି ଜାରି
0
ସଲମାନଙ୍କ ନାୟିକାଙ୍କୁ ଆର୍ଥିକ ସହାୟତା ଦେଲେ ରବି କିଷନ୍‌
1
ପଦାର୍ପଣ ଟେଷ୍ଟ୍‍ରେ ପାକିସ୍ତାନଠୁ ହାରିଲା ଆୟର୍ଲାଣ୍ଡ୍‌
2
ସଦସ୍ୟତା ବିବାଦରେ ନୂଆ‌ ମୋଡ଼
2
‘ମୋବାଇଲ ଏୟାରବ୍ୟାଗ’ର କମାଲ! ହାତରୁ ଖସିପଡିଲେ ସ୍ମାର୍ଟଫୋନ ଭାଙ୍ଗିବ ନାହିଁ
0
ଦୀପିକାଙ୍କ ଏହି ଜ୍ଞାନ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେଲେ ଶ୍ରୀସନ୍ଥ,…
1
ହକି: ମହିଳା ଓ ପୁରୁଷ ପଏଣ୍ଟ୍‌ ବାଣ୍ଟିଲେ
2
କର୍କଟ ଯୁଦ୍ଧରେ ହାରିଗଲେ ଉଦୀୟମାନ ହକି ତାରକା ଦୀପକ
2
ଡି’ଭିଲିୟର୍ସ ଦକ୍ଷିଣ ଆଫ୍ରିକାକୁ ଆଗୁଆ କଲେ
2
ମୁରଲୀ, ପୂର୍ବା, ଆୟୁଷଙ୍କୁ ଦ୍ବି-ମକୁଟ
2
ଅନ୍ତଃରାଜ୍ୟ ବାଳିକା ଟି-୨୦ : ଓଡ଼ିଶା ୧୫୪ ରନ୍‌ରେ ଜିତିଲା
2
ଆସନ୍ତା କାଲି ବଜାରକୁ ଆସୁଛି ସାମସଙ୍ଗ୍‌ର ଏହି ବହୁଚର୍ଚ୍ଚିତ ସ୍ମାର୍ଟଫୋନ
0
ଏହି ଅଭିନେତ୍ରୀଙ୍କ ପାଇଁ ରାତି ଅଧାରେ ରାସ୍ତା ମଝିରେ ଚିତ୍କାର…
1
ଆମାଜନ୍‌ ଆଣିଲା ଏ ବର୍ଷର ସବୁଠୁ ବଡ଼ ଅଫର୍‌: ୩୧୩ ଟଙ୍କାରେ ସ୍ମାର୍ଟ୍‌ଫୋନ୍‌ ଓ ୪୯୯ ଟଙ୍କାରେ ଟିଭି!
0
ଜିଲ୍ଲାସ୍ତରୀୟ ଜନଜାତି କ୍ରୀଡ଼ା ଉଦ୍‌ଯାପିତ
2
ମିତସୁବିସ୍‌ ଇଲେକ୍ଟ୍ରିକ୍‌ର ‘ଏମ୍‌ଇକ୍ୟୁ ହିରୋବା’ ଷ୍ଟୋର୍‌
0
ଶ୍ରୀଲଙ୍କାକୁ ବିଦାକଲା ଆଫଗାନିସ୍ତାନ
2
ରଣବୀରଙ୍କୁ ବିବାହ କରିବା ଇଚ୍ଛା ପୂରଣ ହେବା ପରେ ବି ଅପୂରଣୀୟ…
1
ବାରବାଟୀ ଷ୍ଟାଡିୟମରେ ଫିଫା କର୍ମଶାଳା
2
ଏସୀୟ ଦିବ୍ୟାଙ୍ଗ କ୍ରୀଡ଼ା: ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଦଳରେ ପ୍ରମୋଦ
2
ସାବଧାନ! ଏହି ଆପ୍‌ ଜରିଆରେ ହ୍ଵାଟସ୍‌ ଆପ୍‌ରେ ଆପଣଙ୍କ ଉପରେ ନଜର ରଖିପାରନ୍ତି ଅନ୍ୟମାନେ !
0
ସୋନିର ବିନା ଅନୁମତିରେ ପ୍ରସାରଣ ମନା
2
ଫ୍ରାନ୍ସକୁ ଟପି ଭାରତ ହେଲା ବିଶ୍ୱର ୬ଷ୍ଠ ବୃହତ୍ତ ଅର୍ଥନୀତି, ଖୁବଶୀଘ୍ର ବ୍ରିଟେନକୁ ପଛରେ ପକାଇବ
0
ରସିଦ ପ୍ରେରଣାର ଉତ୍ସ ପାଲଟିଛନ୍ତି: ହର୍ଷ ଭୋଗଲେ
2
ବାଙ୍ଗାଲୋରକୁ ବିଦା କଲା ରାଜସ୍ଥାନ
2
ଜାତିସଂଘର ଏଫ୍‌ଏଓ ମହାନିର୍ଦେଶକ ପଦ ଦୌଡ଼:ଭାରତ, ଚୀନ୍ ଭିତରେ ଲଢ଼େଇ ହେବ
0
ରିଅଲ୍‌ କଶ୍ମୀର-ଇଷ୍ଟ୍‌ ବେଙ୍ଗଲ ମ୍ୟାଚ୍‌ ଶ୍ରୀନଗରରୁ ସ୍ଥାନାନ୍ତର:ଆଇ ଲିଗ୍‌
2
ଜାନୁଆରି ପହିଲାରୁ ହକିରେ ନୂଆ ନିୟମ
2
ଜାତୀୟ ଫୁଟ୍‌ବଲ୍‌ ଟେନିସ୍‌ ପ୍ରତିଯୋଗିତା ମାସେ ଘୁଞ୍ଚିଲା
2
ହୁରୁନ୍ ଧନୀ ତାଲିକାରେ ରଶ୍ମିତା, ପ୍ରଭାରଞ୍ଜନ
0
ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ: କୋହଲି ଓ ଚାନୁ ଖେଳରତ୍ନ
2
ଚତୁଃରାଷ୍ଟ୍ରୀୟ ଆମନ୍ତ୍ରଣୀୟ ହକି ଲାଗି ୨୦ ଜଣିଆ ଭାରତୀୟ ଦଳLଓଡ଼ିଶାରୁ ଏକା ବୀରେନ୍ଦ୍ର, ୪ ନୂଆମୁହଁଙ୍କୁ ସୁଯୋଗ
2
ବର୍ଷା ବୁଡ଼ାଇଲା ବେପାର:ବିକ୍ରି କମିଲା ୬୦%
0
ପ୍ରଥମ ଥରପାଇଁ ଏକାଠି ହେଲେ ଏହି ଓଲିଉଡ ନାୟକ-ନାୟିକା
1
ରାଜ୍ୟସ୍ତରୀୟ କ୍ୟାରମ ପ୍ରତିଯୋଗିତା ଜୁନ୍‌ ୧୩ରୁ
2
ସୌରଭ ଗାଙ୍ଗୁଲି: ୫ ବୋଲର ନୀତି ଜାରି ରହୁ
2
ମେ’ ରେ ଭାରତରେ ଲଞ୍ଚ ହେବ ୱାନ ପ୍ଲସ ୬
0
ନିଜ ପ୍ରେମିକମାନଙ୍କ ଦ୍ୱାରା ଏହି ବଲିଉଡ୍‌ ଅଭିନେତ୍ରୀ ହୋଇଥିଲେ…
1
ଆଇଏସ୍‌ଏଲ୍‌: ସିଟି ପୁନେର ଦ୍ୱିତୀୟ ବିଜୟ
2
ମଦନପୁର କପ୍‌: ଟାଇବ୍ରେକର୍‌ରେ ଜିତିଲା ଖୋର୍ଧା
2
ସରକାରଙ୍କ ମୁଡିସ୍‌ ପ୍ରୀତିକୁ ଚିଦମ୍ବରମ୍‌ଙ୍କ ବିଦ୍ରୂପ
0
ବଜେଟ୍‌ ପୂର୍ବରୁ ସିଏଜିର ବିମୁଦ୍ରୀକରଣ ରିପୋର୍ଟ
0
ଜାତୀୟ ସୁନ୍ଦରସ୍ବାସ୍ଥ୍ୟ ଖେଳିବେ ଜନ୍ମେଜୟ
2
କ୍ୱାର୍ଟରରେ ପ୍ରଣୀତ, ସମୀର
2
ଏହି ୫ ବଲିଉଡ୍‌ କଳାକାର ଏଭଳି ଭାବରେ ଖର୍ଚ୍ଚ କରିଥିଲେ ସେମାନଙ୍କ…
1
ତନୁଶ୍ରୀଙ୍କ ଉପରେ ୨୫ ପଇସାର ମାନହାନି ମକଦ୍ଦମା କଲେ…
1
ଅଂଶୁମାନ ସ୍ମାରକୀ କ୍ରିକେଟ୍‌: ପୂର୍ବତଟ ରେଳବାଇ ଫାଇନାଲ୍‌ରେ
2
୨ ରନ୍‌ରେ ଅଲ୍‌ଆଉଟ୍‌
2
ଏୟାରଟେଲ ଟିଭି ଆପ୍‌ରେ ଏବେ ୩୫୦ରୁ ଅଧିକ ଲାଇଭ୍‌ ଟିଭି ଚ୍ୟାନେଲ
0
ରଶ୍ମି ଓଡ଼ିଶାର ନୂଆ ରଣଜୀ ପ୍ରଶିକ୍ଷକ
2
ଏୟାରଟେଲ ଉପଭୋକ୍ତା ଏୟାରଟେଲ୍‌ ୪ଜିକୁ ଅପଗ୍ରେଡ୍‌ କଲେ ମିଳିବ ୩୦ ଜିବି ମାଗଣା
0
ନାଲ୍‌କୋକୁ ସିଆଇଆଇ-ଏକ୍‌ଜିମ୍ ବ୍ୟାଙ୍କ ଉତ୍କର୍ଷ ପୁରସ୍କାର
0
ରିଲିଜ୍‌ ହେଲା ‘ପଦ୍ମାବତୀ’ର ଟ୍ରେଲର୍‌! ପସନ୍ଦ କରୁଛନ୍ତି ଦର୍ଶକ
1
ରଣଜୀ ଟ୍ରଫି: ଆଜିଠୁ ଓଡ଼ିଶା-ତାମିଲନାଡୁ
2
ଲିଜ୍‌ ଜମିକୁ ସ୍ଥିତିବାନ କର: ଜମିର ସ୍ବତ୍ବ ପରିବର୍ତନ ପାଇଁ ଶିଳ୍ପସଂଘର ଦାବି
0
ଟି-ଟ୍ବେଣ୍ଟି ବିଶ୍ବକପ୍‌ ବିବାଦ, ପ୍ରଶିକ୍ଷକଙ୍କ ଉପରେ ଚାପ ପକାଉଥିଲେ ମିତାଲି: ପାୱାର
2
ନିଜ ନିର୍ଦ୍ଦେଶିତ ଏହି ଛବିରେ ପଜିଟିଭ୍‌ ରୋଲ୍‌ କରିଥିଲେ ହର…
1
ମୁମ୍ବାଇ ଟି-୨୦: ଭାରତକୁ ୧୩୬ ରନ୍‌ ବିଜୟ ଲକ୍ଷ୍ୟ ଦେଲା ଶ୍ରୀଲଙ୍କା
2
‘ଆଇଓଏ’ର ସ୍ପଷ୍ଟିକରଣ: ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ହରବୀର ଦେଖିବେ ଝିଅ ସାଇନା ନେହଓ୍ଵାଲ୍‌ଙ୍କ ମ୍ୟାଚ୍‌
2
ଜୋହର୍‌ କପ୍‌ରେ ଭାରତର ପ୍ରଥମ ପରାଜୟ
2
ପୋଲିଓ  ହଟାଓ ଅଭିଯାନ ଲାଗି ଅମିତାଭ ବଚ୍ଚନଙ୍କୁ ପ୍ରଶଂସା କଲେ…
1
ସୁରକ୍ଷା କାରଣରୁ ବେଙ୍ଗାଲୁରୁରେ ହେବ ନାହିଁ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦
2
ସ୍ୱାମୀ ନିକ୍‌ଙ୍କୁ ମାତ୍ର ୩ଟି ଶବ୍ଦରେ ସୁନ୍ଦର ଭାବେ ବର୍ଣ୍ଣନା…
1
‘ସେସା’କୁ ଗୁଜରାଟ ବ୍ରାଣ୍ଡ୍‌ ଲିଡର୍‌ସିପ୍ ପୁରସ୍କାର
0
ସୁଟିଂ ସେଟକୁ ଫେରିଲେ ସଲମାନ୍‌ ଖାନ୍‌
1
ଏହି ନାୟିକାମାନଙ୍କ ସହ ପ୍ରଥମ ସିନେମାରେ ଅରିନ୍ଦମ୍ ବନାଇଥିଲେ…
1
ହିଂସା ବିଗାଡ଼ୁଛି ଅର୍ଥନୀତି: ବର୍ଷକୁ କ୍ଷତି ୮୦ ଲକ୍ଷ କୋଟି ଟଙ୍କା
0
ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ୫୦ କୋଟି ଟପିଲା
0
ଭୋପାଳରୁ ଲୋକସଭା ପ୍ରାର୍ଥୀ ରୂପେ କଂଗ୍ରେସରୁ ଲଢ଼ିପାରନ୍ତି ବଲିଉଡ…
1
ଆଇଫୋନ୍‌ ଓ ଆଇପେଡ ସ୍କ୍ରିନ୍‌ ଉପରେ ୯.୪୧ ଏ.ଏମ୍‌ର ସମୟ କାହିଁକି ଡିସ୍‌ପ୍ଲେ ହୋଇଥାଏ ଜାଣନ୍ତୁ
0
ଡିସେମ୍ବର ୧୨ରୁ ବାଙ୍ଗାଲୋରରେ ‘ଏକ୍ସକନ୍‌-୨୦୧୭’
0
ପାକିସ୍ତାନ ୧୭୪ ରନ୍‌ରେ ସଫା
2
ଅରବିନ୍ଦ ସ୍ମାରକୀ ପାରାମାଉଣ୍ଟ୍‌ କପ୍‌ କ୍ରିକେଟ୍‌: ସେମିଫାଇନାଲ୍‌ରେ ରାମେଶ୍ବର
2
ବିଜୟଠୁ ୬ ଓ୍ଵିକେଟ୍‌ ଦୂରରେ ଭାରତ
2
ନିଜେ ଗଢ଼ିଥିବା କଂପାନି ହରାଇବା ଭୟ
0
ଆର୍ଜେଣ୍ଟିନାଠୁ ୨-୩ରେ ହାରିଲା ଭାରତ
2
କୋଣାର୍କର ସୂର୍ଯ୍ୟ ମନ୍ଦିର ଚିତ୍ର ଥିବା ନୂଆ ୧୦ ଟଙ୍କିଆ ନୋଟ୍‌ ରିଲିଜ୍‌ କରିବ ରିଜର୍ଭ ବ୍ୟାଙ୍କ୍‌
0
୨-୦ରେ ଜିତିଲା ବ୍ରାଜିଲ୍‌
2
ପୂଜା ବଜାରରେ ପ୍ରଥମ ଥର ପାଇଁ ଏହି ଓଲିଉଡ୍‌ କଳାକାର
1