text
string
label
int64
ଜାତୀୟ ହକି: କ୍ୱାର୍ଟର ଫାଇନାଲ୍‌ରେ ଓଡ଼ିଶା
2
ଏୟାର ଏସିଆର ବିଗ୍‌ ସେଲ୍‌
0
ରପ୍ତାନୀ ଭବନ ଉଦ୍‌ଘାଟିତ
0
ଭାରତୀୟ ସିନେମା ଉପରେ ପ୍ରତିବନ୍ଧକ ଲଗାଇଲା ପାକିସ୍ତାନ, କିନ୍ତୁ…
1
ଅନୁଷ୍କା ନୁହନ୍ତି, ଏହି ବଲିଉଡ୍‌ କୁଇନ୍‌ଙ୍କୁ ଡେଟ୍‌ କରିବାକୁ…
1
ଏସୀୟ କାଂସ୍ୟ ବିଜେତା ସୁଖଚେନ୍‌ଙ୍କ ପରଲୋକ
2
ସରକାର ଲଗାଇଲେ ଅଙ୍କୁଶ: ଏଣିକି କାର୍‌ରେ ଲାଗିବ ନାହିଁ ବମ୍ପର ଗାର୍ଡ
0
ବାଙ୍ଗାଲୋରକୁ ୩୦ ରନରେ ପରାସ୍ତ କଲା ରାଜସ୍ଥାନ
2
ପ୍ରଥମ ଥର କ୍ୱାର୍ଟରରେ ମାଡିସନ୍‌ ଓ ଭେରେଭ୍‌
2
ଟାଇଟଲ୍‌ ବଦଳିଲା ଏହି ଓଡ଼ିଆ ସିନେମାର
1
ଟ୍ରାକ୍‌ରେ ଗଡ଼ିଲା ‘ହେରିଟେଜ’ ଟ୍ରେନ୍‌, ଥରେ ବସି ବୁଲି ଆସିଲେ ହୋଇଯିବେ ଖୁସି
0
ରାଜ୍ୟସ୍ତରୀୟ ସୁନ୍ଦରସ୍ୱାସ୍ଥ୍ୟ:ରଶ୍ମି ‘ବିଜେତାଙ୍କ ବିଜେତା’
2
ଦାୟିତ୍ୱ ନିଭାଇବା ପସନ୍ଦ ଲାଗେ, ଚାପରେ ବି ଖେଳ ଖରାପ ହୋଇ ନଥାଏ: ଭାରତୀୟ ବୋଲର ଖଲିଲ ଅହମଦ
2
ପ୍ରବାସୀ ଓଡ଼ିଆଙ୍କ କମାଲ, ଭାରତରେ ପ୍ରଥମ ଥର ପାଇଁ କ୍ରିକେଟ ମୋବାଇଲ ଆପ୍ସ
2
ଏସି ବଗିରେ ଲାଗିବ ନୂଆ ଡିଜାଇନ୍‌ର ଝରକା
0
କ୍ରମାଗତ ୬ଷ୍ଠ ଦିନ ପାଇଁ କମିଲା ତେଲଦର, ପେଟ୍ରୋଲ ୧୦ ପଇସା ଓ ଡିଜେଲ ୭ ପଇସା ହ୍ରାସ
0
ସର୍ବଭାରତୀୟ ପୁଲିସ ହକି ସେମିରେ ଓଡ଼ିଶା
2
ଭାରତର କୁକୁଡ଼ା, ଅଣ୍ଡା ଆମଦାନି ଉପରେ ସାଉଦିର କଟକଣା
0
ବଲ୍‌ ବିକୃତ: ଏଣିକି ୬ ଟେଷ୍ଟ୍‌ କିମ୍ବା ୧୨ ଦିନିକିଆରୁ ବାସନ୍ଦ
2
ଗୁରୁବାରୀଙ୍କୁ ଟପିଲେ ସମ୍‌ସାଦ ରାଜ୍ୟ ଦୌଡ଼କୁଦ: ପ୍ରଥମ ଦିନ ୩ କୀର୍ତ୍ତିମାନ
2
ସେକ୍ସ ର‍୍ୟାକେଟରେ ଫସିଥିବା ପବନ ସିଂହଙ୍କ ସହ ଏହି…
1
ଓଡ଼ିଶା ୧୦୧, ଝାଡ଼ଖଣ୍ଡକୁ ପାଳି ଅଗ୍ରଣୀ
2
ଏୟାରଏସିଆର ଲୋଭନୀୟ ଅଫର, ମାତ୍ର ୨୬୯୯ ରେ ବିଦେଶ ଯାତ୍ରା
0
ଶିଳ୍ପୀସ୍ୱରୂପା-ଅନମ ଉପବିଜେତା
2
‘ୱାସ୍‌-ଡିଉଡ୍‌’ର ଅନ୍‌ଲାଇନ୍‌ ଲଣ୍ଡ୍ରି ସେବା
0
ଇ-ରିକ୍ସା ଟାୟାର ଉପରେ ଲାଗିବ ୨୮% ଜିଏସ୍‌ଟି
0
ଗମ୍ଭୀରଙ୍କ ନିଯୁକ୍ତିକୁ ନେଇ ବିବାଦ
2
ପାକିସ୍ତାନ ଖେଳାଳିଙ୍କୁ ସ୍ମାର୍ଟ ଘଣ୍ଟା ମନା
2
ଗତ ଦୁଇଦିନରେ ପେଟ୍ରୋଲ ୮୩ ପଇସା, ଡିଜେଲ ୮୯ ପଇସା କମିଛି
0
ପ୍ରେମିକା ଆଲିଆଙ୍କ ସହ ଅଲଗା ହେବା ପରେ ଆଉ ଭେଟି ନାହାନ୍ତି…
1
ନୱାଜୁଦ୍ଦିନଙ୍କସହ ରୋମାନ୍‌ସ କରିବେ ଶ୍ରଦ୍ଧା କପୁର
1
ଗୁରୁବାରଠୁ ରାଜକୋଟ୍ ଟେଷ୍ଟ୍:ବିସିସିଆଇ କ୍ୟୁରେଟରକୁ ନେଇ ସାହା ଅସନ୍ତୁଷ୍ଟ
2
ଅକ୍ଷୟ କୁମାରଙ୍କ ଉପରେ ରାଗୁଛନ୍ତି ଫ୍ୟାନ୍‌ ! ଜାଣନ୍ତୁ କାରଣ କ’ଣ
1
ହୁଣ୍ଡାଇ୍‌ କାର୍‌ ମୂଲ୍ୟ ୨% ବଢ଼ିଲା
0
ବଜେଟରୁ ଅଧିକ ଅର୍ଥ ମାଗିବ ନାହିଁ, ନିଜ ସୂତ୍ରରୁ ପାଣ୍ଠି ଯୋଗାଡ଼ କରୁଛି ରେଳବାଇ
0
ଆକର୍ଷଣରେ ଆନ୍ନା:ଅଲିମ୍ପିଆନରୁ ଉପସ୍ଥାପିକା
2
ଅଡୁଆରେ ରାଜମୌଲୀଙ୍କ ‘ମହାଭାରତ’ : ଶ୍ରୀକୃଷ୍ଣଙ୍କ ଭୂମିକାରେ…
1
ସ୍ୱପ୍ନା ଦେଲେ ପ୍ରଥମ ହେପ୍ଟାଥଲନ ସ୍ୱର୍ଣ୍ଣ, ପୂର୍ଣ୍ଣିମା ଚତୁର୍ଥ
2
ଆନ୍ତର୍ଜାତିକ କ୍ରିକେଟ୍‌ରେ ମହିଳାଙ୍କ ଦମ୍‌, ୪୦୬୪ ପୁରୁଷଙ୍କୁ ପଛରେ ପକାଇଲେ ଟ୍ରିୟନ୍‌
2
ଆର୍ଥିକ ଠକମାନଙ୍କୁ ସାବାଡ କରିବାକୁ ସରକାର ଆଣିବେ ନୂଆ ଆଇନ
0
ଏପ୍ରିଲ ୧ରୁ କାର୍ଯ୍ୟକାରୀ ହେବ ଅନ୍ତଃରାଜ୍ୟ ଇ-ୱେ ବିଲ୍‌ ବ୍ୟବସ୍ଥା, ମନ୍ତ୍ରୀକମିଟିର ସୁପାରିଶ
0
ଏହି ସବୁ ଚଳଚ୍ଚିତ୍ର ବଲିଉଡ୍‌ କଳାକାରଙ୍କ ନିଜ ଘରେ ସୁଟିଂ ହୋଇଛି
1
ରୋହିତ ଓ କୋହଲିଙ୍କୁ କାଟିସାରିଲେଣି ମିତାଲି
2
ବୀରେନ୍ଦ୍ରଙ୍କୁ ପୁତ୍ର ସନ୍ତାନ
2
ଭାରତ ବିପକ୍ଷରେ ପେଟ୍‌ କମ୍ବିନସ୍‌, ଷ୍ଟାର୍କସ୍‌ ଓ ହେଜଲଉଡ଼ଙ୍କୁ ୩ ଦିନିକିଆରେ ବିଶ୍ରାମ ଦେଇପାରେ ଅଷ୍ଟ୍ରେଲିଆ
2
କୋହଲିକୁ ଦେଖି ଖୁସିରେ ଅଭିଭୂତ ହୋଇଗଲେ ଦର୍ଶକ, ବଡ଼ ପାଟିରେ କହିଲେ-ଚିକୁ ଚିକୁ
2
ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ବଲିଉଡ୍‌ର ଏହି…
1
୨୦୧୮ରୁ ପ୍ରତ୍ୟେକ ସ୍ମାର୍ଟଫୋନ୍‌ରେ ମିଳିବ ଫିଙ୍ଗର୍‌ ପ୍ରିଣ୍ଟ୍‌ ସ୍କାନର ସୁବିଧା
0
୨୦୧୯-୨୦ କାମଚଳା ବଜେଟ୍‌: କୃଷକଙ୍କୁ ମିଳିବ ବାର୍ଷିକ ୬ ହଜାର ଟଙ୍କା; ଉପକୃତ ହେବେ ୧୨ କୋଟି ଚାଷୀ
0
ବ୍ୟାଡ୍‌ମିଣ୍ଟନରେ ଫାଇନାଲ ପ୍ରବେଶ
2
ଷ୍ଟିଭ୍ ୱ’ ଜଣେ ସ୍ବାର୍ଥପର ଖେଳାଳି
2
ସଲମାନଙ୍କୁ ଜୀବନରୁ ମାରିବାର ଧମକ ଦେଇ ଗିରଫ ହେବା ପରେ ସଲମାନଙ୍କୁ…
1
ଏହି ସିନେମାକୁ ବେଡ୍‌ ଲକ୍‌ ବୋଲି କାହିଁକି କହିଥିଲେ ଶ୍ରୀବେଦୀ…
1
ଭାରତ ଲଢ଼ିଲା
2
ପେବଲ୍‌ର ପାଓ୍ଵାରବ୍ୟାଙ୍କ୍‌ ‘ପିକୋ’
0
ବ୍ୟାଙ୍କରେ ୧୦ ହଜାର ଥିଲେ ଗରିବ କୁହାଯିବନି
0
ମୃତ୍ୟୁ ପରେ ଶ୍ରୀଦେବୀଙ୍କ ପ୍ରଥମ ଜନ୍ମଦିନ; ଶ୍ରୀଙ୍କ ଅନ୍ୟତମ…
1
ଲର୍ଡସରେ ହାରିଲା ଭାରତ
2
ଏସ୍‌ସିଜିରେ ପ୍ରଥମ ବ୍ୟାଟିଂ ସବୁବେଳେ ଭଲ
2
କାମଚଳା ବଜେଟ୍‌ ୨୦୧୯: ଟା‌େର୍ଗଟ୍‌ରେ ଚାଷୀ, ଶ୍ରମିକ, କର୍ମଚାରୀ
0
ପାର୍ବତୀଙ୍କ ଡିସ୍‌କସ୍‌ ନିଶା, ରାଜ୍ୟର ପ୍ରଥମ ଓ ଏକମାତ୍ର ମହିଳା ଆନ୍ତର୍ଜାତିକ ଖେଳାଳି
2
ସାମସଙ୍ଗର ସାଇଲେଣ୍ଟ ଏସି : ଥଣ୍ଡା କରିବ, କିନ୍ତୁ ପବନ ଦେବ ନାହିଁ
0
ବିବିସିର ୧୦୦ ମହିଳା ତାଲିକାରେ ମିତାଲି
2
ଏମ୍‌ଏସ୍‌ଏମ୍‌ଇଙ୍କୁ ରିଜର୍ଭ ବ୍ୟାଙ୍କର ନୂଆବର୍ଷ ଭେଟି
0
୧୯ ବର୍ଷରୁ କମ୍‌ ଏସିଆ କପ୍‌: ଭାରତ ଚାମ୍ପିଅନ୍‌, ଫାଇନାଲରେ ଶ୍ରୀଲଙ୍କା ୭ ଓ୍ଵିକେଟ୍‌ରେ ପରାସ୍ତ
2
ଆପଣ ଜାଣନ୍ତି କି? ଅଟୋ-ରିକ୍ସାରେ ଯାଉଥିବା ଯାତ୍ରୀ ଭଡ଼ା ବାବଦରେ ବିମାନ ଯାତ୍ରୀଙ୍କଠାରୁ କରୁଛନ୍ତି ଅଧିକ ପୈଠ
0
୨୦ ବର୍ଷ ପରେ ଫ୍ରିଜ୍‌, ଓ୍ଵାସିଂ ମେସିନ୍‌ ଆଣିଲା ଟାଟା
0
ଜାତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଉଦ୍‌ଯାପିତ
2
ଦୂତୀ ଚାନ୍ଦଙ୍କ ପାଇଁ ଆଉ ଦେଢ଼ କୋଟି ଟଙ୍କାର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
2
ବିରାଟଙ୍କ ଟିମ୍‌ ହାରିଲେ ଗାଳି ଖାଉଛନ୍ତି ଅନୁଷ୍କା! ସୋସିଆଲ…
1
ପେଟ୍ରୋଲ୍‌, ଡିଜେଲ ଦରରେ ନିଆଁ:ଟିକସ କମାଇବାକୁ ନାରାଜ
0
ପୁଲିସ୍‌ ସନ୍ତରଣ ଓ କ୍ରସ୍‌କଣ୍ଟି୍ର ପ୍ରତିଯୋଗିତା ଉଦ୍‌ଘାଟିତ
2
ଦକ୍ଷିଣ ଆଫ୍ରିକା ୧୦ ଓ୍ଵିକେଟ୍‌ରେ ଜିତିଲା
2
ଚବିଶ ଘଣ୍ଟିଆ ନିରବଚ୍ଛିନ୍ନ ବିଜୁଳି ଯୋଗାଣ; ପାଓ୍ଵାର୍‌ କଟ୍‌ ହେଲେ ବିତରକଙ୍କୁ ପଡ଼ିବ ଜରିମାନା
0
ଆଉ ଏକ ଧନୀ ପରିବାରରେ ସମ୍ପତ୍ତି ବିବାଦ
0
ଟସ୍‌ ହାରି ଭାରତର ବ୍ୟାଟିଂ, ଧାଓ୍ଵନ, ରୋହିତ ଶସ୍ତାରେ ଆଉଟ୍‌
2
ଏସୀୟ କ୍ରୀଡ଼ା ଲାଗି ୫୨୪ ଜଣିଆ ଭାରତୀୟ ଦଳ
2
ଆନ୍ତଃରାଜ୍ୟ ଭଲିବଲ୍‌: ଉତ୍ତରାଖଣ୍ଡ ରେଳବାଇ ଚାମ୍ପିଅନ
2
ୱେଷ୍ଟଇଣ୍ଡିଜ ବିପକ୍ଷରେ ଧୋନି ଅଥବା ଋଷଭ, ଆସନ୍ତାକାଲି ହେବ ଚୂଡ଼ାନ୍ତ ନିଷ୍ପତ୍ତି
2
ଚାମ୍ପିଅନ୍ସ ଟ୍ରଫି ହକି: ଫାଇନାଲ ପାଇଁ ଭାରତକୁ ନେଦରଲାଣ୍ଡ ସହିତ ଅତି କମ୍‌ରେ ମ୍ୟାଚ ଡ୍ର ରଖିବାକୁ ହେବ
2
ଏ ବର୍ଷ ଏହି ତିନି ଯୋଡି ଦୁଇଟି ସିନେମାରେ ନଜର ଆସିଛନ୍ତି
1
ଆଜି ୩ ଦଳର ପ୍ଲେ-ଅଫ୍‌ ଭାଗ୍ୟ ପରୀକ୍ଷା
2
ମଧୁସ୍ମିତାଙ୍କ ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ:ଜାତୀୟ ମହିଳା ଦିନିକିଆରେ ଓଡ଼ିଶାର ପ୍ରଥମ ବିଜୟ
2
ରୁଟ୍‌ଙ୍କ ପାଇଁ ଇଂଲଣ୍ଡ ୨-୦ରେ ଆଗୁଆ
2
ଉତ୍କଳ ଓପନ୍ ଟେନିସ୍ ୧୧ରୁ
2
ଡେଙ୍ଗୁ ରୋଗରେ ପୀଡ଼ିତ ହେଲେ ହାସ୍ୟ ଅଭିନେତ୍ରୀ ଭାରତୀ ଏବଂ ସ୍ୱାମୀ…
1
ସ୍ୱାଧୀନତା ଦିବସ ଉପଲକ୍ଷେ ଆମାଜନ୍‌ ଇଣ୍ଡିଆ ଘୋଷଣା କଲା ‘ଆମାଜନ୍‌ ଫ୍ରିଡମ୍‌ ସେଲ୍‌’
0
ରାଜ୍ୟ ବାସ୍କେଟବଲ୍‌: ସେଲ୍‌ଟିକ୍ସର ବୃହତ୍‌ ବିଜୟ
2
ଓଡ଼ିଶାରେ ହେବ ରାଜ୍ୟଗୋଷ୍ଠୀ ଟିଟି
2
ଅରବିନ୍ଦ ସ୍ମାରକୀ କ୍ରିକେଟ୍‌ ୩ରୁ: ଏଥର ଟର୍ଫ ପିଚ୍‌ରେ ସବୁ ମ୍ୟାଚ୍‌
2
ବିମାନବନ୍ଦରରେ ବ୍ୟାଗ୍‌ରୁ କାଢ଼ିିବାକୁ ପଡ଼ିବନି ଲ୍ୟାପ୍‌ଟପ୍‌
0
ଓଡ଼ିଶାର ହ୍ୟାଟ୍ରିିକ୍‌ ବିଜୟ: ଯୁବ ଆଇ-ଲିଗ୍‌ ଫୁଟ୍‌ବଲ୍‌
2
୫୦ଟି ଘୋଡା ମଧ୍ୟରେ ସୁଟିଂ କରିବେ ସନ୍ନି, କହିଲେ ମୋତେ ଚ୍ୟାଲେଞ୍ଚ…
1
କୁଚ୍‌ ବେହାର ଟ୍ରଫି:ପରାଜୟ ଦ୍ୱାରରେ ଓଡ଼ିଶା
2
ରେଳବାଇରେ ଭିଆଇପି ଯୁଗ ଶେଷ: ଷ୍ଟାଫ୍‌ମାନଙ୍କୁ ଘର କାମରେ ଲଗାଇପାରିବେନିି ବରିଷ୍ଠ ଅଧିକାରୀ
0
ବ୍ରସେଲ୍ସ ପଲାଇଲେ ନିରବ
0
୩୫ ହଜାର କର୍ମଚାରୀଙ୍କୁ ଭିଆର୍‌ଏସ୍‌ ଦେବ
0
ରାଜ୍ୟଗୋଷ୍ଠୀ କ୍ରୀଡ଼ା: ସ୍ୱର୍ଣ୍ଣ ପଦକ ଜିଣିଲେ ଗୌରବ, ସଞ୍ଜୀବ
2
ପୂଜା ବଜାରରେ ଲଞ୍ଚ୍ ହେଲା ‘ଟିଭିଏସ୍‌ ଜୁପିଟର୍‌ ଗ୍ରାଣ୍ଡେ’, ଦର ୫୯,୬୪୮ ଟଙ୍କା
0
କ୍ୱାର୍ଟରରେ କଙ୍ଗାରୁ କମାଲ
2