text
string
label
int64
ବିଦ୍ୟାଙ୍କ ଶାଢ଼ି କଲେକ୍‌ସନ୍‌!
1
ରାଇଟ୍‌ ଟୁ ପ୍ଲେ ବଳରେ ସୁଧୁରି ପାରିବ ଖେଳର ଅବସ୍ଥା: ସଚିନ୍‌
2
ବିନା ଟିକସର ପେଟ୍ରୋଲ୍‌ ୩୪ ଟଙ୍କା
0
ଫ୍ରେଞ୍ଚ୍‌ ଓପନ୍‌ ଆରମ୍ଭରୁ ଭେନସ୍‌ ବିଦା
2
ଏନ୍‌ପିଏ ପାଇଁ ୪୦ ହଜାର କୋଟି କ୍ଷତି
0
ଭୁବନେଶ୍ୱର ଆସୁଛି ପାକିସ୍ତାନ ହକି ଦଳ, ଗତଥର ପରି ବିରୋଧ ହେବ ନାହିଁ ତ ?
2
ଗାଡ଼ିରୁ ଅଳିଆ ଫିଙ୍ଗିବାରୁ ଯୁବକଙ୍କୁ ଗାଳି ଦେଇ ସୋସିଆଲ୍‌…
1
ବରୁଣ ଧଓ୍ଵନଙ୍କ ‘ଅକ୍ଟୋବର୍‌’ର ରିଲିଜ୍‌ ତାରିଖ ବଦଳିଲା !
1
ପୁଣି ତେଜିଲା ରିତିକ୍‌-କଙ୍ଗନା ବିବାଦ : ‘ମୁଁ ଏବେ ଯେଉଁଠି ଅଛି…
1
ଅଷ୍ଟ୍ରେଲିଆ ଖେଳାଳି ପିନ୍ଧିବେ ୧୯୮୬ ପୋଷାକ
2
ସୋସିଆଲ ମିଡ଼ିଆରେ ନିଜ ଫେକ୍‌ ଆଇଡି ବିଷୟରେ ସୂଚନା ଦେଲେ ଓଲିଉଡ୍‌…
1
ଉତ୍କଳର ହ୍ୟାଟ୍ରିକ୍‌ ବିଜୟ
2
ସାଇକେଲ ସେବା ବି ଆରମ୍ଭ କରିବ ଓଲା
0
ରିଜର୍ଭ ବ୍ୟାଙ୍କ ପୁଞ୍ଜି ଭଣ୍ଡାର: ଗଠନ ହେଲା କମିଟି, ବିମଳ ଜାଲାନ ଅଧ୍ୟକ୍ଷ
0
ମୁଦ୍ରାସ୍ଫୀତି କମିଲା
0
ପାରାମାଉଣ୍ଟ୍‌ ଜିତିଲା ଓସ୍କାର୍‌ କପ୍‌: ନବମ ନିରୋଜ ସ୍ମାରକୀ କ୍ରିକେଟ୍‌
2
କୋହଲିଙ୍କୁ ମିଳିଲା ଟେଷ୍ଟ୍‍ ଗଦା
2
ଏୟାରଟେଲର ୨୧୯ ଟଙ୍କିଆ ପ୍ୟାକ୍‌ ! ଉପଭୋକ୍ତାଙ୍କୁ ମିଳିବ ଦିନକୁ ୧.୪ଜିବି ଡ଼ାଟା
0
ବଜାଜର ନୂଆ ସିଏନଜି ଅଟୋ
0
ମୋ ଅଫିସ କେବେ ଡ଼ିଜାଇନ୍‌ କରିବ? ଶାହାରୁଖ୍‌ ଏହି ପ୍ରଶ୍ନ କରିବା…
1
ଜିନ୍‌ସାନ୍‌ କପ୍‌ କନିଷ୍ଠ ଫୁଟ୍‌ବଲ୍‌, ଭାରତୀୟ ଫୁଟ୍‌ବଲ୍‌ ଦଳରେ ୪ ଓଡ଼ିଆ
2
ଆଜି ମୁକ୍ତିଲାଭ କରୁଛି ‘ମୁଁ ଗୋଟେ ଦୁଷ୍ଟପିଲା’
1
ଦିବ୍ୟାଙ୍ଗ ଦେବାମୃତଙ୍କୁ ମିଳୁନି ପ୍ରୋତ୍ସାହନ
2
୨୦୦୦ ଟଙ୍କିଆ ଛପା ବନ୍ଦ!
0
ଅନ୍ତଃମହାବିଦ୍ୟାଳୟ ସିପକ୍‌ ଟାକ୍ର,ସିଏମ୍‌ଟି ବିଜେତା
2
ମେସି ପ୍ରଶଂସକଙ୍କ ଆତ୍ମହତ୍ୟା
2
ପାଇପ୍‌ଲାଇନ୍‌ ସୁରକ୍ଷା ପାଇଁ ଇଣ୍ଡିଆନ୍‌ ଅଏଲ୍‌ର ସଚେତନତା ଅଭିଯାନ
0
କନ୍ଧମାଳର ଦୁର୍ଗମ ଅଞ୍ଚଳରେ ପହଞ୍ଚିଲା ମୋବାଇଲ୍‌ ସେବା
0
ଟାଟା ଟେଲିକୁ କିଣିବ ଏୟାରଟେଲ୍‌
0
ହୁଣ୍ଡାଇ ଆଣିବ ଇଲେକ୍‌ଟ୍ରିକ୍‌ ଯାନ
0
ସିମ୍‌ ସହ ଆଧାର ସଂଯୋଗ କରାଇ ମାଗଣାରେ ପାଇହେବ ‘ପଦ୍ମାବତୀ’…
1
ପୂର୍ବ ପ୍ରେମିକା ପ୍ରିୟଙ୍କାଙ୍କ ସ୍ୱାମୀ ନିକ୍‌ଙ୍କୁ ଏହି ଉପଦେଶ…
1
ଭାରତ-ଚୀନ୍‌ କୋଳାକୋଳି:ନିଜ ନିଜ ଉପରୁ ଟିକସ କମାଇଲେ
0
ଓଡ଼ିଶା ଉପବିଜେତା:ଜାତୀୟ ବିଦ୍ୟାଳୟ ସମୂହ ବାଳିକା ଫୁଟ୍‌ବଲ୍‌
2
କୁଚ୍‌ବେହାର ଟ୍ରଫି:ଅନିଲଙ୍କ ଶତକ ଫଲୋଅନ୍‌ ଦ୍ବାରରେ ଗୋଆ
2
ରାୟଗଡ଼ାରେ ହେବ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ୍‌
0
ମ୍ୟାଚ୍‌ ମଝିରେ ବିରାଟଙ୍କୁ ମିଳିଲା ବିବାହ ଶୁଭେଚ୍ଛା, ପ୍ରତିକ୍ରିୟା କେମିତି ଥିଲା ଜାଣନ୍ତୁ
2
ସର୍ବଭାରତୀୟ ଅନ୍ତଃଜୋନ୍‌ ବ୍ୟାଡ୍‌ମିଣ୍ଟନ୍‌, ପୂର୍ବାଞ୍ଚଳ ଅନ୍ତଃବିଶ୍ୱବିଦ୍ୟାଳୟ ଟିଟି ଉଦ୍‌ଘାଟିତ
2
ଢାକା ଟେଷ୍ଟ୍‌: ତାଇଜୁଲ୍‌ଙ୍କୁ ୫ ୱିକେଟ୍‌: ଟେଲରଙ୍କ ଶତକ ସତ୍ତ୍ବେ ଜିମ୍ବାୱେ ୩୦୪
2
ୱେଲିଂଟନ୍‌ ଟେଷ୍ଟ୍‌:ଲାଥାମ୍‌ଙ୍କ କୀର୍ତିମାନ; ନ୍ୟୁଜିଲାଣ୍ଡ୍‌ର ବିଶାଳ ସ୍କୋର୍‌
2
କଳାହାଣ୍ଡି କପ୍‌ ସୁପରଲିଗ୍‌: କଟକ ଓ ଭୁବନେଶ୍ୱର ବିଜୟୀ
2
ଯୁବତୀମାନଙ୍କ ଆଲ୍‌ମାରୀରେ ଏହି ୩ଟି ଜିନିଷ ରହିବା ନିହାତି ଆବଶ୍ୟକ…
1
‘ଧଡ଼କ’ କରିବା ପୂର୍ବରୁ ଇଶାନ୍‌ଙ୍କୁ ଏହି ଉପଦେଶ ଦେଇଥିଲେ ଶାହିଦ୍‌…
1
୧୯ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା କ୍ରିକେଟ୍‌ ସ୍ଥଗିତ
2
୨୫ ସାମଗ୍ରୀ, ୪୫ ସେବାର ଜିଏସ୍‌ଟି କମିବ:ଗୁରୁବାର ଜିଏସ୍‌ଟି ପରିଷଦ ବୈଠକ
0
ବିରାଟ କୋହଲି କେଉଁ କାରଣରୁ ଆମିଷ ଖାଇବା ଛାଡ଼ି ଦେଲେ ଜାଣନ୍ତୁ
2
ଯଦୁପୁର କପ୍‌: ସ୍ପାର୍ଟନ ଏକାଦଶ ବିଜୟୀ
2
ନିତି ଆୟୋଗର ରାଜୀବଙ୍କ ପାଟିରେ ମୋଦୀ-ଜେଟ୍‌ଲିଙ୍କ ଭାଷା
0
ଖେଲୋ ଇଣ୍ଡିଆରେ ଓଡ଼ିଶାର ଚମକ
2
‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ ଦେଖି ଏଭଳି ପ୍ରତିକ୍ରିୟା…
1
ସେମିଫାଇନାଲ୍‌ରେ ପୋଖରୀପୁଟ
2
‘ଫନ୍ନେ ଖାନ୍‌’ ଦେଖିବା ପରେ ଏପରି ଅନ୍ଦାଜ୍‌ରେ ପତ୍ନୀ…
1
ଡାନ୍‌ଙ୍କୁ ଦାବିଲେ ପ୍ରଣୟ:ଇଣ୍ଡୋନେସିଆ ଓପନ୍‌: ସାଇନା, ସମୀର ଓ ପ୍ରଣିତ ବି ଆଗେଇଲେ
2
ବିବାହ ବନ୍ଧନରେ ଆବଦ୍ଧ ହେଲେ ମହିଳା ବ୍ୟାଡମିଣ୍ଟନ୍‌ ଷ୍ଟାର ସାଇନା ନେହେଓ୍ଵାଲ
2
ଅଲିମ୍ପିକ୍‌ ରୌପ୍ୟ ବିଜେତାଙ୍କୁ ହରାଇଲେ ମନୁ-ସୁମିତ୍‌
2
୧୦ ବର୍ଷ ପରେ ଏକ୍ସ ବୟଫ୍ରେଣ୍ଡ୍‌ ରଣବୀରଙ୍କ ସହିତ ନଜର ଆସିବେ…
1
ଜୟନ୍ତୀ, କୃଷ୍ଣକାନ୍ତ, ମଞ୍ଜୁଲତାଙ୍କୁ ସ୍ପୋର୍ଟସଲଗ୍‌ଅନ୍‌ ସମ୍ମାନ
2
ସୁନୀଲ ଗ୍ରୋଭରଙ୍କ କାନପୁରବାଲେ ଖୁରାନାଜ୍‌ ସୋ’ ବନ୍ଦ,କାରଣ ନିଜେ…
1
ଲାଙ୍ଗର୍‌ ଅଷ୍ଟ୍ରେଲିଆର ନୂଆ ମୁଖ୍ୟ ପ୍ରଶିକ୍ଷକ
2
ଭୁବନେଶ୍ବର କାନ୍ଥକୁ ଜୀବନ୍ତ କରୁଛନ୍ତି ଆମେରିକୀୟ ଚିତ୍ରକର
2
ଭାରତ-ଶ୍ରୀଲଙ୍କା କୋଲକାତା ଟେଷ୍ଟ: ଟସ୍‌ ଜିଣି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି, ପ୍ରଥମ ବଲରେ ଭାରତକୁ ଝଟକା
2
ଭୋଡା‌ଫୋନ୍ ଆଇଡିଆର ୫୦୦୦ କୋଟି କ୍ଷତି
0
ଦିଲ୍ଲୀର ନବମ ପରାଜୟ ବାଙ୍ଗାଲୋର ଆଶା ବଢ଼ିଲା
2
ରଣଜୀ ଟ୍ରଫି: ଲଢ଼ିକି ହାରିଲା ଓଡ଼ିଶା
2
ଅଷ୍ଟ୍ରେଲିଆ ଚୟନ ସମିତିରୁ ଇସ୍ତଫା ଦେବେ ଓ୍ଵ
2
ଭାରତର ସହାୟତା ଲୋଡ଼ିଲେ ଅସୁସ୍ଥ ପାକିିସ୍ତାନୀ ହକି କିମ୍ବଦନ୍ତୀ ମନ୍‌ସୁର୍‌
2
ଶ୍ରୀଦେବୀଙ୍କ ମୃତ୍ୟୁ ପୂର୍ବରୁ ବିଗ୍‌ ବିଙ୍କୁ ମିଳିଥିଲା ସୂଚନା,…
1
ରୁଦ୍ର ଏବେ ପ୍ରେମୀ ଦିଓ୍ଵାନା!
1
ଅଭିଷେକ ବଚ୍ଚନଙ୍କ ପାଇଁ କରିଥିବା ଟୁଇଟରେ ଅମିତାଭ କରିଥିଲେ ଏହି…
1
ଦଲୀପ ଟ୍ରଫି ଦଳରୁ ଗୁପ୍ତା ବାଦ୍‌; ଓ୍ଵାଦକର୍‌ ସାମିଲ
2
ସଲମାନ୍‌ ଖାନ୍‌ଙ୍କ ବାୟୋପିକ୍‌ କେବେ ବି ପରଦାକୁ ଆସିବ ନାହିଁ,…
1
ରାଜ୍ୟସ୍ତରୀୟ ହରିଶ୍ଚନ୍ଦ୍ର ମିଶ୍ର କ୍ରିକେଟ୍‌ ୧୪ରୁ
2
ଫାଲ୍‌କନ୍‌ ୧୦ ଓ୍ଵିକେଟ୍‌ରେ ବିଜୟୀ; ମାଇଣ୍ଡ୍‌ଟ୍ରିକୁ ଯୁଗଳ ବିଜୟ
2
ସ୍ୱଳ୍ପ ସଞ୍ଚୟ ଅଧିକାରୀଙ୍କ ଜବ୍‌ ଚାର୍ଟ ସଂଶୋଧନ
0
ଡିସେମ୍ବରରେ ଆସିବ ଇ-ସ୍କୁଟ୍‌, ଇ-ମୋପେଡ୍‌
0
ପଟିଆ କପ୍‌ ସର୍ବଭାରତୀୟ ‘ଏ’ କବାଡ଼ି ୨୮ରୁ
2
ଜାତୀୟ ଫୁଟ୍‌ବଲ୍‌ ଦଳରେ ଓଡ଼ିଆ: ୭୦ ବର୍ଷରେ ଛୁଇଁନି ୭
2
ସିବିଏସଇ ସନ୍ତରଣ, ପ୍ରତ୍ୟାଶାଙ୍କୁ ୩ ସ୍ବର୍ଣ୍ଣ
2
ଏହି ଓଲିଉଡ଼ ନାୟିକାଙ୍କ ପାଇଁ ଏହା ଭଲ ବର୍ଷ ହୋଇପାରେ !
1
ବିଶ୍ବକୁସ୍ତିରେ କାଂସ୍ୟ ଜିତିଲେ ପୂଜା ଧଣ୍ଡା
2
ବଜାରରେ କୋଡାକ୍‌ ଏଚ୍‌ଡି ଏଲ୍‌ଇଡି ଟିଭି
0
ଫ୍ଲିପକାର୍ଟର ‘ନୋ କିଡିିଙ୍ଗ୍‌ ସେଲ୍‌’ : ୮୦ % ରିହାତି ସହ କ୍ୟାସ ବ୍ୟାକ୍‌ ଅଫର
0
ଅଭିନେତ୍ରୀ ଦିଶା ପାଟନିଙ୍କ ଏହି ଫଟୋକୁ ୫ଘଣ୍ଟାରେ ୧୦ଲକ୍ଷରୁ…
1
ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଟେ୍ଵଣ୍ଟି-୨୦ ଶୃଙ୍ଖଳା
2
ଇଣ୍ଡିଆନ୍‌ ୱେଲ୍‌ସ ମାଷ୍ଟର୍ସରୁ ପ୍ରଜ୍ଞେଶ ଓ ବୋପାନ୍ନାଙ୍କ ଅଭିଯାନ ଶେଷ
2
ନାଲ୍‌କୋର ନିଟ୍‌ ଲାଭ ୬୮୭ କୋଟି
0
୧୦ ଲକ୍ଷ କୋଟି ଡଲାରର :କଳା କାରବାର
0
ଭାରତୀୟ ଯୁବ ଦଳ ବିଜୟୀ, ରାଜେଶଙ୍କ ଏସିଆ କପ୍ ପଦାର୍ପଣ
2
ଦକ୍ଷିଣ କୋରିଆ ଗସ୍ତରେ ଭାରତର ପ୍ରଥମ ପରାଜୟ
2
ବିମୁଦ୍ରାୟନ ନୁହେଁ, ଦେଶର ଅର୍ଥନୈତିକ ମାନ୍ଦାବସ୍ଥାର କାରଣ ରଘୁରାମ ରାଜନ: ନୀତି ଆୟୋଗ ଉପାଧ୍ୟକ୍ଷ
0
ଖିଲାପୀଙ୍କ ପାଇଁ ବିଦେଶ ବାଟ ବନ୍ଦ ହେବ
0
ପ୍ରଶାନ୍ତ ରାଉତରାୟ ସ୍ମାରକୀ ଆଇନଜୀବୀ କ୍ରିକେଟ୍‌: ରେଭିନ୍ୟୁ ବାର୍‌ ବିଜେତା
2
କର୍ମକ୍ଷେତ୍ରର ରୂପରେଖ ନିର୍ମାଣ କରିବେ ନୂଆପିଢ଼ି: ରାଜ୍ୟପାଳ
0
ଷ୍ଟାର୍ଟଅପ୍‌କୁ ବଡ଼ ଧରଣର ଟିକସ ରିହାତି
0
ପୂଜାରେ ଆସିବ ୫ ନୂଆ କାର୍‌
0
ସଙ୍ଗୀତକାର ଅକ୍ଷୟ ମହାନ୍ତି ଏବଂ ଓଡ଼ିଆ ସିନେ ନିର୍ଦ୍ଦେଶକ
1
କୋହଲିଙ୍କୁ ଫସାଇବାକୁ ଭନ୍‌ଙ୍କ ଆହ୍ଵାନ
2
ରାଜ୍ୟସ୍ତରୀୟ ଦୃଷ୍ଟିହୀନ ମହିଳା କ୍ରିକେଟ୍‌ ଆରମ୍ଭ
2
୧ ଡଲାର = ୭୧.୨୧ ଟଙ୍କା
0
ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ: ୨୦୦ତମ ମ୍ୟାଚରେ କୋହଲିଙ୍କ ୩୧ତମ ଶତକ
2