text string | label int64 |
|---|---|
ଆସନ୍ତା କାଲିଠାରୁ ଭାରତୀୟ ବଜାରରେ ମିଳିବ ଇନଫିନିକ୍ସର ନୋଟ୍-୫ ସ୍ମାର୍ଟଫୋନ୍ | 0 |
ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାରୁ ଝୁଲଣ ବାଦ୍: ଭାରତୀୟ ଦଳରେ ସୁକନ୍ୟା | 2 |
କଂପାନିଙ୍କୁ ମିଳିବ ସ୍ୱତନ୍ତ୍ର ପରିଚୟପତ୍ର | 0 |
ଓସ୍କାରରୁ ବାଦ୍ ପଡ଼ିଲା ‘ନିଉଟନ୍’ | 1 |
ସରକାରଙ୍କ ନିର୍ଦ୍ଦେଶକୁ ହ୍ଵାଟ୍ସଆପର ବେଖାତିର : ସବୁ ମେସେଜ ଉପରେ ନଜର ରଖିପାରିବୁ ନାହିଁ | 0 |
ପ୍ରଥମ ଟି-୨୦: ଶିଖର ଧାଓ୍ଵନଙ୍କ ଅର୍ଦ୍ଧଶତକ, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ ମିଳିଲା ୨୦୪ ରନ୍ | 2 |
ପିଏନ୍ବିର ନୂଆ ମଣ୍ଡଳ ମୁଖ୍ୟ | 0 |
ସୁପର ସଣ୍ଡେରେ କୋହଲିଙ୍କ କମାଲ: ୯ ବର୍ଷରେ ୯୦୦୦ ରନ୍, ଗ୍ରୀନପାର୍କରେ ସ୍ମୃତି ସାଉଁଟିଲେ ବିରାଟ | 2 |
ମେଲବର୍ଣ୍ଣ ଟି-୨୦ରେ ଦର୍ଶକ ହେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ! | 2 |
୨୦୧୮ରେ ବି ଏହି ଓଲିଉଡ ନାୟିକାଙ୍କ କ୍ରେଜ୍ ରହିବ | 1 |
ଅନୁଷ୍କା ଶର୍ମାଙ୍କ ‘ସୁଇଧାଗା’ ଲୁକ୍କୁ ନକଲ କଲେ କି ହିନା ଖାନ? | 1 |
ରଣଜୀ ଟ୍ରଫି:ପ୍ରଶାନ୍ତ ଓ ବିହାରୀଙ୍କ ଶତକ: ଆନ୍ଧ୍ର ୨୭୮/୨ | 2 |
ବାପା ହେବାବେଳକୁ ଏହି ଜିନିଷକୁ ଘରେ ରଖିବେ ନାହିଁ ବିରାଟ | 1 |
ବିଡବ୍ଲୁଏଫ୍ ପୁରୁଷ ଏକକ ମାନ୍ୟତା, ଶୀର୍ଷ ୨୦ରେ ୫ ଭାରତୀୟ | 2 |
କେଉଁ ରାଜ୍ୟରେ ବ୍ୟବସାୟ କରିବା ସହଜ ? ୧ ନମ୍ବରରେ ଆନ୍ଧ୍ର, ୧୪ତମ ସ୍ଥାନରେ ଓଡ଼ିଶା | 0 |
ବୋଲର ଦେଲେ ବିଜୟ:ପଞ୍ଜାବଠୁ ପ୍ରତିଶୋଧ ନେଲା ହାଇଦ୍ରାବାଦ | 2 |
ରାଜ୍ୟ ବଧିର ଚେସ୍: ଖୋର୍ଧା ଦଳଗତ ବିଜେତା | 2 |
ସଚିନଙ୍କ ଘରେ ଲାରା | 2 |
ୱେଷ୍ଟଇଣ୍ଡିଜ୍ ୨-୧ରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତିଲା | 2 |
ଏହି ଓଲିଉଡ ଯୋଡିଙ୍କ ‘ପ୍ରେମ ପାଇଁ ମହାଭାରତ’ | 1 |
ବ୍ୟାଙ୍କ ଖାତା-ଆଧାର ସଂଯୋଗ:ଅନ୍ ଲାଇନ୍ରେ ଜାଣନ୍ତୁ ସ୍ଥିତି | 0 |
ଜାଣିଛନ୍ତି କି, ସଲ୍ମାନ୍ କାହିଁକି ବାହା ହେଉ ନାହାନ୍ତି? | 1 |
ଟାଟା ଟ୍ରଷ୍ଟ୍ସ୍ରୁ ହଟିଲେ ମ୍ୟାନେଜିଂ ଟ୍ରଷ୍ଟି | 0 |
କୁଶ ପଟ୍ଟନାୟକ ସ୍ମାରକୀ ଏନ୍ଏମ୍ ଭୂୟାଁ ଟ୍ରଫି ୨୪ରୁ | 2 |
ବର୍ମିଂହାମ୍ରେ ବିରାଟ ପାଳି | 2 |
ରାଜ୍ୟ ଗୋଷ୍ଠୀ କ୍ରୀଡ଼ା : ହକିରେ ମାଲେସିଆକୁ ୨-୧ ଗୋଲରେ ପରାସ୍ତ କରି ଭାରତ ସେମିକୁ ଉନ୍ନୀତ | 2 |
ପ୍ରିୟଙ୍କା ଚୋପ୍ରା ବିବାହ ସମୟରେ ପକାଇଥିବା ଓଢ଼ଣିରେ ଲେଖାଥିଲା… | 1 |
‘ଗଲି ବୟ’ପରେ ନିର୍ଦ୍ଦେଶକ ଜୋୟା ଅଖତର୍ କରୁଛନ୍ତି ଏହି କାମ | 1 |
ଆଇସିଏଫଏଆଇ ବି-ସ୍କୁଲକୁ କେସ୍ ସେଣ୍ଟର ପୁରସ୍କାର | 0 |
ହଲିଉଡ ଫିଲ୍ମରେ କାମ କରିବେ ଏହି ‘ବାହୁବଲୀ’ଅଭିନେତା! | 1 |
ବିନା ନିମନ୍ତ୍ରଣରେ ପାର୍ଟିରେ ପହଞ୍ଚି ଯାଉଛନ୍ତି ଏହି ନାୟିକା | 1 |
ଲର୍ଡସ୍ ଟେଷ୍ଟ୍ ପ୍ରଥମ ଦିନ ଖେଳ ବାତିଲ | 2 |
‘ଜଗନ୍ନାଥ ଧାମ ପୁରୀ’ କୁ ‘ୟୁ’ ସେନସର୍ ସାର୍ଟିଫିକେଟ୍ | 1 |
ଜାତୀୟ ଉପ କନିଷ୍ଠ କୁସ୍ତି, ପଦକ ପୋଛିନେଲା ହରିଆଣା | 2 |
ଏଭିନ ଲୁଇସଙ୍କ ଅର୍ଦ୍ଧଶତକ, ମୁମ୍ବାଇ ୧୬୮/୬ | 2 |
ୟୋ ୟୋ ପରୀକ୍ଷାରେ ରୋହିତ କୃତକାର୍ଯ୍ୟ | 2 |
ସେଣ୍ଟ୍ ଜାଭିୟର୍ସ ହାଇସ୍କୁଲ୍କୁ ସିବିଏସ୍ଇ ପୁରସ୍କାର | 0 |
ସିବିଏସ୍ଇ କ୍ଲଷ୍ଟର-୨ ଟିଟି ଆରମ୍ଭ | 2 |
‘ମିଶନ୍ ରୂପକୁଣ୍ଡ’ ଅଭିଯାତ୍ରୀ ଦଳକୁ ଭବ୍ୟ ସ୍ୱାଗତ | 2 |
ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା | 0 |
ରାଜ୍ୟ ବିଦ୍ୟାଳୟ ଚେସ୍ ୨୩ରୁ | 2 |
କପିଲ ଶର୍ମାଙ୍କର ନୂଆ ସୋ’ର ପ୍ରସାରଣ ଆରମ୍ଭ ହେଉଛି , ଜାଣନ୍ତୁ… | 1 |
ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ ପାଇ ‘ସ୍ୱଚ୍ଛଭାରତ ଅଭିଯାନ’ରେ… | 1 |
ଓଡ଼ିଶା ଦେଶର ଶିଳ୍ପ କେନ୍ଦ୍ରଭାବେ ପ୍ରଗତି କରୁଛି : ମୁଖ୍ୟମନ୍ତ୍ରୀ | 0 |
ନିଜ ଶେଷ ସିନେମାର ଏହି କାମ କରିପାରିଲେନି ଅନୀତା ଦାସ, ଜାଣନ୍ତୁ… | 1 |
ବିକାଶ ପଥରେ ଓଡ଼ିଶା ବ୍ୟାଡ୍ମିଣ୍ଟନ୍, ଭିତ୍ତିଭୂମି ଓ ପ୍ରଶିକ୍ଷଣ ବଡ଼ ଅଭାବ | 2 |
ଫିଫା ବିଶ୍ୱକପ୍: ଆତଙ୍କବାଦୀ ଆକ୍ରମଣ ପରେ ଏବେ ବିଷାକ୍ତ ସାପ ବିପଦ | 2 |
ଡାକ୍ତରୀ ଛାତ୍ର ହେବେ ଶାହିଦ୍ କପୁର , ଜାଣନ୍ତୁ କାରଣ | 1 |
ପର୍ଥ ଟେଷ୍ଟ୍: ମଲନଙ୍କ ପ୍ରଥମ ଶତକରେ ଇଂଲଣ୍ଡ ସୁଦୃଢ଼ | 2 |
ଏହି ଗୀତ ସୋନୁ ନିଗମଙ୍କର ଭାଗ୍ୟ ବଦଳାଇ ଦେଇଥିଲା | 1 |
ମହାମନା ଏକ୍ସପ୍ରେସ: ଯାତ୍ରାର ପ୍ରଥମ ଦିନରେ ଚୋରି | 0 |
ନିଜଠାରୁ ୧୯ ବର୍ଷ ସାନ ଏହି ଯୁବତୀଙ୍କପାଇଁ ପତ୍ନୀଙ୍କୁ ଛାଡପତ୍ର… | 1 |
ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କର ନୂଆ କ୍ରେଡିଟ୍ କାର୍ଡ | 0 |
ଏଥର ଡଜନେ ଓଡ଼ିଆ | 2 |
ଖେଳାଳିଙ୍କ ପାଇଁ ରେଳବାଇରେ ୨୧ଟି ପଦବୀ ପାଇଁ ନିଯୁକ୍ତି ସୁଯୋଗ | 0 |
ତନୁଶ୍ରୀ-ନାନା ବିବାଦକୁ ନେଇ ଆଶ୍ଚର୍ଯ୍ୟକର ବୟାନ ଦେଲେ ଶକ୍ତି… | 1 |
ଅଭିନେତ୍ରୀଙ୍କ ପ୍ରେମରେ ପଡ଼ି ଲମ୍ବା କେଶ କାଟିଲେ ଏମ୍ଏସ୍ ଧୋନି! | 2 |
ଉବେର ଆପରେ ନୂଆ ବ୍ୟବସ୍ଥା : ନିଶାସକ୍ତ ଅବସ୍ଥାରେ କ୍ୟାବ୍ ବୁକ କଲେ ଜାଣିପାରିବେ ଡ୍ରାଇଭର | 0 |
‘ଏମ୍ଆରପିଠାରୁ ଅଧିକ ଦରରେ ମିନେରାଲ୍ ଓ୍ଵାଟର୍ ବିକିଲେ ଦେବାକୁ ପଡ଼ିବ ଜରିମାନା, ହୋଇପାରେ ଜେଲ୍’ | 0 |
ବିସିସିଆଇରେ ନୂଆ ଯୁଗ | 2 |
ଆଜି ପୁଣି କମିଛି ପେଟ୍ରୋଲ, ଡିଜେଲ ଦର, କେତେ ଜାଣନ୍ତୁ | 0 |
ଭଂଜ ଟ୍ରଫି ଫାଇନାଲ୍ରେ କିଶୋର କ୍ଲବ୍ | 2 |
୨୮ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର: କିଏ ପାଇଲେ କେଉଁ ପୁରସ୍କାର | 1 |
ଚହଳ ପକାଇବ ରିଲାଏନ୍ସ ଡିଜିଟାଲ ଟିଭି, ବର୍ଷେ ପାଇଁ ସବୁ ଚ୍ୟାନେଲ ମାଗଣା | 0 |
ଜାତୀୟ କନିଷ୍ଠ ଦୌଡ଼କୁଦ ଲାଗି ଓଡ଼ିଶା ଦଳ | 2 |
ପାରାଦୀପରେ ଆରମ୍ଭ ହେବ ୧୧ ହଜାର କୋଟିର ପ୍ରକଳ୍ପ | 0 |
ଫଓ୍ଵାଦ୍ ଖାନ୍ଙ୍କୁ ‘ଆଇ ଲଭ୍ ୟୁ’ କହିପାରିବେ ମାହିରା ଖାନ୍ | 1 |
ରାଜ୍ୟସ୍ତରୀୟ ନେହରୁ ହକି ଉଦ୍ଘାଟିତ | 2 |
ବନ୍ଧୁକଚାଳନା କନିଷ୍ଠ ବିଶ୍ୱକପ୍:ମନୁ-ଅନ୍ମୋଲ୍ଙ୍କୁ ସ୍ୱର୍ଣ୍ଣ, ଭାରତକୁ ୧୭ ପଦକ | 2 |
ଏସୀୟ କ୍ରୀଡ଼ା: ୧୦୦ ମିଟର ଫାଇନାଲରେ ଦୂତି ଚାନ୍ଦ | 2 |
ଦିଲ୍ଲୀକୁ ହରାଇ ଚେନ୍ନାଇ ପୁଣି ଶୀର୍ଷରେ | 2 |
ଏହି ନିର୍ଦ୍ଦେଶକଙ୍କ ସହ ତିନି ଥର କାମ କରିଛନ୍ତିି ଝିଲିକ୍ | 1 |
୩୨ ପଦକ ସହ ଓଡ଼ିଶା ତୃତୀୟ | 2 |
ବିବାହ ପୂର୍ବରୁ ପତ୍ନୀଙ୍କୁ କେମିତି ଖୁସିରେ ରଖିବେ ତାହା ଜାଣିବା… | 1 |
ନିଜ ଅଧୀନରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଅନୀଲ କପୁର ଯାହା… | 1 |
ସୌଭାଗ୍ୟ ଦ୍ବିତୀୟ ଥର ହାଫ୍ ଆଇରନମ୍ୟାନ | 2 |
ଆଇପିଏଲ ୧୧: ପଞ୍ଜାବକୁ ୧୬୭ ରନ୍ ଟାର୍ଗେଟ ଦେଲା ଦିଲ୍ଲୀ ଡେୟାରଡେଭିଲସ୍ | 2 |
ପ୍ରତି ମାସରେ ବଢ଼ିବନି ଏଲ୍ପିଜି ଦର | 0 |
ଏସିଆ କପ୍: ସୋଏବ୍ ମଲ୍ଲିକଙ୍କ ପରେ ଆସିଫ ଅଲି ଫେରିଲେ ପାଭଲିଅନ୍, ପାକିସ୍ତାନ ସ୍କୋର ୧୧୦/୬ | 2 |
ଏ ବର୍ଷର ପ୍ରଥମ ସମ୍ବଲପୁରୀ ସିନେମା ‘ମୁଇଁ ଦିଓ୍ଵାନା ତୁଇ… | 1 |
ଜାଣନ୍ତି କି ! ଏହି ବଲିଉଡ ନାୟିକା ଏକ ଓଡ଼ିଆ ସିନେମାରେ ଅଭିନୟ… | 1 |
ସଲମାନଙ୍କୁ ଆଉ ଅପେକ୍ଷା କରିବେନି ବୋନି କପୁର | 1 |
ଏଟିଏମ୍ ସଙ୍କଟ: ନଗଦ ଅଭାବ ୭୦ ହଜାର କୋଟି | 0 |
ବ୍ୟକ୍ତିଗତ ଆକାଉଣ୍ଟକୁ ନିରବ ନେଇଛନ୍ତି ୯୩୪ କୋଟି | 0 |
ଆଇଟା-ଓଟିଏ ଟ୍ୟାଲେଣ୍ଟ୍ ସିରିଜ୍: ରାହୁଲ-ସଂଗ୍ରାମ ବିଜେତା | 2 |
ନେପାଳରେ ଅସିଦ୍ଧ ହେଲା ଭାରତୀୟ ୨୦୦, ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍ | 0 |
ସାଜିଦ୍ ଖାନଙ୍କୁ ଏକ ବର୍ଷ ଲାଗି ନିଲମ୍ବିତ କରିଲା ଆଇ ଏଫ୍ ଟି… | 1 |
ଅଭ୍ୟାସ ମ୍ୟାଚ୍: ପରାଜୟ ଧାରା ଭାଙ୍ଗିଲା ଜର୍ମାନି | 2 |
ଆର୍ଥିକ ସ୍ଥିରତା ବଜାୟ ରଖିବୁ: ଶକ୍ତିକାନ୍ତ | 0 |
ସୁନାଦର ଅଳ୍ପ ବଢିଲା, ଆଗକୁ କମିବା ସମ୍ଭାବନା | 0 |
ବଜାରରେ ସାମସଙ୍ଗର ନୂଆ ସ୍ମାର୍ଟଫୋନ, ଗାଲାକ୍ସି ଜେ-୪ | 0 |
ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ମାସକୁ ଏତେ କମ ଆୟରେ କାମ… | 1 |
କନିଷ୍ଠ ଜାତୀୟ ହକି:ଓଡ଼ିଶା ଓ ଗାଙ୍ଗ୍ପୁରର ବିଜୟ ଅଭିଯାନ | 2 |
ରିଜର୍ଭ ବ୍ୟାଙ୍କ ନାଁରେ ବ୍ୟକ୍ତିଗତ ବ୍ୟାଙ୍କ ତଥ୍ୟ ମାଗୁଥିବା ୱେବସାଇଟ୍ ପ୍ରତି ସତର୍କ କଲା ଆରବିଆଇ | 0 |
ଆଜି ଶୁଭମୁକ୍ତି: ‘ଲୈଲା ଓ ଲୈଲା’ | 1 |
ଟିଭିଏସ୍ ସ୍ପୋର୍ଟର ନୂଆ ସିଲ୍ଭର ଆଲଏ ଏଡିସନ୍ | 0 |
ସ୍ୱିସ୍ ବ୍ୟାଙ୍କରୁ ଭାରତୀୟଙ୍କ ମୋହଭଙ୍ଗ | 0 |
ପ୍ରଦୂଷଣରେ ଛଟପଟ ହେଲେ ଶ୍ରୀଲଙ୍କା ଖେଳାଳି, କୋଟଲାରେ ପିନ୍ଧିଲେ ମାସ୍କ | 2 |
ପ୍ରତିରକ୍ଷା ସାମଗ୍ରୀ କମ୍ପାନିଙ୍କୁ ୧୦୦ କୋଟି ସବସିଡି | 0 |
ସୁଲତାନ୍ ଆଜଲାନ୍ ଶାହ କପ୍: ମାଲେସିଆ ବିପକ୍ଷରେ ଭାରତ ୫-୧ରେ ବିଜୟୀ | 2 |
Subsets and Splits
No community queries yet
The top public SQL queries from the community will appear here once available.