text
string
label
int64
ବଢ଼ିବ ରାଜଧାନୀ ଏକ୍ସପ୍ରେସ୍‌ର ବେଗ; ଘଣ୍ଟାପ୍ରତି ୧୬୦ କିଲୋମିଟର ବେଗରେ କରିବ ଯାତ୍ରା, କମିବ ଯାତ୍ରା ସମୟ
0
ବର୍ମିଂହାମରେ ଭାରତର ଜିତିବା ସ୍ୱପ୍ନ ତୁଟିଲା, ପ୍ରଥମ ଟେଷ୍ଟରେ ଇଂଲଣ୍ଡ ୩୧ ରନ୍‌ରେ ବିଜୟୀ
2
ଅଷ୍ଟ୍ରେଲିଆ, ଇଂଲଣ୍ଡ ଖେଳାଳିଙ୍କ ବିରୋଧରେ ପୁଣି ଫିକ୍ସିଂ ଅଭିଯୋଗ
2
ସିଧା ପ୍ରଶ୍ନର ବଙ୍କା ଉତ୍ତର ଦେଇ ଚର୍ଚ୍ଚାରେ ଯୁବ କ୍ରିକେଟ୍‌ର ଖଲିଲ୍‌ ଅହମ୍ମଦ
2
ଆରଏନ୍ ସିଂହଦେଓ ରାଜ୍ୟ ଟେବୁଲ ଟେନିସ ଆରମ୍ଭ
2
ଭାରତ-ଅଷ୍ଟେଲିଆ ପ୍ରଥମ ଟି-୨୦: ଟସ୍‌ ଜିଣି ଭାରତର ଫିଲ୍ଡିଂ ନିଷ୍ପତ୍ତି
2
ବର୍ଷା ଯୋଗୁଁ ଗୋଟିଏ ବି ବଲ୍‌ ପଡ଼ି ପାରିଲାନି:ବାତିଲ ହୋଇପାରେ ଅନ୍ତଃଜିଲ୍ଲା କନିଷ୍ଠ କ୍ରିକେଟ୍‌
2
୧୦୦୦କୋଟି ବଜେଟ୍‌ରେ ନିର୍ମାଣ ହେବାକୁ ଥିବା ‘ମହାଭାରତ’ରେ ଏହି…
1
ଏଲ୍‌ପିଜି ଦର ବି ବଢ଼ିଲା:ପେଟ୍ରୋଲ ୯ ପଇସା, ଡିଜେଲ ୧୦ ପଇସା କମିଲା
0
ସିକେ ନାଇଡୁ କ୍ରିକେଟ:ଟସ୍‌ ଜିଣି ଛତିଶଗଡ଼ର ପ୍ରଥମେ ଫିଲ୍ଡିଂ
2
ଇତିହାସ ଓ ସଂସ୍କୃତିର ସଙ୍ଗମ
2
ଏତିକି ପ୍ରତିଶତ ଭାରତୀୟ ଇଣ୍ଟରନେଟ ବିନା ଚଳିପାରିବେ ନାହିଁ !
0
ଓଡ଼ିଶାରେ ସମ୍ଭାବନା ‌ଖୋଜିବେ ଜର୍ମାନି ନି‌ବେଶକ
0
ଆଇଏସ୍‌ଏଲ୍‌: ଗୋଆର ସହଜ ବିଜୟ
2
ଚର୍ଚ୍ଚାରେ ଡିଂପଲ କାପାଡିଆ
1
ବିରାଟ ଖେଳିବେ ନୂଆ ଇନିଂସ: ଏଇ ମାସରେ ବିବାହ, ଇଟାଲିରେ ଭବ୍ୟ ଅୟୋଜନ
2
ଝିଅ ବିବାହ ଉତ୍ସବରେ ଯୋଗ ନଦେଇ ବାପାଙ୍କୁ ମାଗିଲେ କ୍ଷମା;…
1
ସପ୍ତମ ଶ୍ରେଣୀରେ ଦୀପିକା ଲେଖିଥିଲେ ଏହି କବିତା..
1
ମାଲ୍ୟା ମାମଲା; ବ୍ୟାଙ୍କ ଅଧିକାରୀଙ୍କୁ ଟାଣିବ ସିବିଆଇ
0
ଆଜାମ୍‌ଙ୍କୁ ଶୁଭେଚ୍ଛା
2
ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାହକମାନଙ୍କ ପାଇଁ ଜରୁରୀ ସୂଚନା; ଡିସେମ୍ବର ୧ ସୁଦ୍ଧା ରେଜିଷ୍ଟର କରନ୍ତୁ ମୋବାଇଲ ନମ୍ବର…
0
ମାସକ ପରେ ଫିଫା ବିଶ୍ୱକପ୍‌
2
ଆଜି ବି କମିଲା ତେଲଦର : ପେଟ୍ରୋଲ ୧୯ ପଇସା , ଡିଜେଲ ୧୧ ପଇସା ହ୍ରାସ
0
‘ଷ୍ଟାର୍ଟଅପ୍‌ ଇଣ୍ଡିଆ ଯାତ୍ରା’ ୩୦ରୁ
0
ଫିନ୍‌ଲାଣ୍ଡ୍‌ ମୁଷ୍ଟିଯୁଦ୍ଧ ସେମିରେ ୬ ଭାରତୀୟ
2
ଆସିଲା ବିଶ୍ବକପ୍ ସଂଗୀତର ଆଉ ଏକ ଝଲକ
2
ଏଥି ପାଇଁ ବିଦେଶୀ ବର ଖୋଜିଲେ ପ୍ରିୟଙ୍କା, ପ୍ରଥମ ଥର ପାଇଁ…
1
ଏହି ୬ଟି ଭାରତୀୟ ବିବାହ ଥିଲା ସବୁଠାରୁ ମହଙ୍ଗା, ଜାଣନ୍ତୁ କିଏ…
1
ଚେସ୍‌ ଅଲିମ୍ପିଆଡ୍‌: ପଦ୍ମିନୀଙ୍କ ଦ୍ବିତୀୟ ବିଜୟ
2
2
ବଜାରରେ ନୂଆ ଉତ୍ପାଦ
0
ଓଡ଼ିଶା ହକି ବିଶ୍ୱ ଲିଗ ଫାଇନାଲ: ଭାରତ-ଇଂଲଣ୍ଡ ମ୍ୟାଚକୁ ଦର୍ଶକଙ୍କ ଅପେକ୍ଷା
2
କରିନାଙ୍କ ଅଭିନୀତ ‘ବୀର-ଦା ଓ୍ଵଡିଂ’ର ରିଲିଜ୍‌ ତାରିଖ ଘୁଞ୍ଚିଲା
1
ଟାଟା ସ୍କାଏ ଓ୍ଵାର୍ଲଡ୍‌ ସ୍କ୍ରିନ୍‌ ସେବା ଆରମ୍ଭ
0
ଆଜି ଆଧାର ରାୟ
0
ଛୋଟ ସହରରେ ଷ୍ଟାର୍ଟଅପ୍‌ ସଂଖ୍ୟା ବଢୁଛି
0
ପେନ୍‌ଙ୍କ ପୁଣି ସ୍ଲେଜିଂ: ଏଥର ପନ୍ତ୍‌ ଶିକାର
2
୨ ଲକ୍ଷ ୨୫ ହଜାର କୋଟିର କ୍ଷତି
0
‘ସ୍ୱାଗତ ଫର୍ଣ୍ଣିଚର’ର ଆପେକ୍ସ ରେଞ୍ଜ୍‌ ଉତ୍ପାଦ
0
ଏୟାରଟେଲ ଲଞ୍ଚ କଲା ୨୪୯ଟଙ୍କାର ନୂତନ ପ୍ଲାନ୍‌
0
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଖବର ପାଇବା ପରେ କ’ଣ କହନ୍ତି ଏମାନେ
1
ଆଲିଆଙ୍କୁ ଘରେ ଛାଡ଼ି ଦେବାକୁ କହିଲେ ରଣବୀର, ଇଣ୍ଟର୍‌ନେଟ୍‌ରେ…
1
ଦ୍ରାବିଡ଼ଙ୍କୁ ପିଛା କଲା ‘ଦୋହରା ସ୍ୱାର୍ଥ’
2
୨୮% ଜିଏସ୍‌ଟି ସ୍ଲାବ୍‌ ଆହୁରି ବଦଳିବ
0
ଅଗଷ୍ଟ ୧୫ରୁ ଖତ ଖାଇବ ୨୦ହଜାର ବିଏମ୍‌ଡବ୍ଲ୍ୟୁ, କାରଣ ଜାଣନ୍ତୁ
0
ଅରବିନ୍ଦ ସ୍ମାରକୀ ସର୍ବଭାରତୀୟ କ୍ରିକେଟ୍‌:ଫାଇନାଲ୍‌ରେ ନୈହାଟୀ
2
ଭାରତ ପ୍ରତି ଆମେରିକା କଠୋର, ବାଣିଜ୍ୟ ଲଢ଼େଇ ପାଇଁ ପ୍ରସ୍ତୁତ
0
ର‍୍ୟାପ୍‌ କରି ଶ୍ରୋତାଙ୍କ ମନ ଜିଣିବା ପରେ ଏବେ ଅଭିନୟରେ ଡେବ୍ୟୁ…
1
ନଭଜୋତ୍‌ କୌରଙ୍କୁ ଏସିୟ କୁସ୍ତିରେ ସ୍ୱର୍ଣ୍ଣ, ସାକ୍ଷୀ ପାଇଲେ କାଂସ୍ୟ ପଦକ
2
୨୮ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ ,ପ୍ରଣବ ପଟ୍ଟନାୟକଙ୍କୁ…
1
ଜିମ୍ବାେଓ୍ଵକୁ ୧୦ ଓ୍ଵିକେଟ୍‌ରେ ଦଳିଲା ଭାରତ
2
ଦେବା ଓ ଶିବାଙ୍କ ସ୍ମୃତି ଅଭୁଲା: ଦୀଘେ
2
ଶେଷ ବଲ୍‌ ଛକାରେ ଭାରତ ବିଜେତା
2
ପବିତ୍ର ଜନ୍ମାଷ୍ଟମୀ ଅବସରରେ ଲିଟଲ୍‌ ଶାହାରୁଖଙ୍କ ସହ ମିଶି…
1
ଏହି ନାୟକଙ୍କ ସହ ପ୍ରଥମ ସିନେମାରେ ବାଜି ମାରିଥିଲେ ଅର୍ଚ୍ଚିତା
1
ତିନି ବ୍ୟାଙ୍କ ଉପରୁ ହଟିଲା ଋଣ କଟକଣା, ପିସିଏ କବଳରୁ ମୁକ୍ତି ମିଳିଲା
0
ନୁଭୋକୋର ନୂଆ ଟିଭି ବିଜ୍ଞାପନ
0
ଟ୍ବେଣ୍ଟି-୨୦ ପରେ ଟେନ୍-୧୦
2
ଝାଡ଼ଖଣ୍ଡକୁ ୧-୦ରେ ହରାଇଲା ହାଇଦ୍ରାବାଦ
2
ତେଜସ୍‌ରେ ଉଡିଲେ ସିନ୍ଧୁ
2
ବଡ଼ ପରଦାକୁ ଫେରୁଛନ୍ତି ଏହି ଓଲିଉଡ ନାୟିକା
1
ନେମାର ଭଉଣୀଙ୍କ କାନ୍ଧ ଖସିଲା
2
୩ୟ ଦିନିକିଆ: ଟସ୍‌ ଜିଣି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି, ଭାରତ କରିବ ବ୍ୟାଟିଂ
2
ପଜିଟିଭ୍‌ ରୋଲ୍‌ରେ ନଜର ଆସିବେ ଏହି ଅଭିନେତା
1
ବଲିଉଡ୍ ନାୟିକା ସୋନାଲୀ ବେନ୍ଦ୍ରେଙ୍କୁ କ୍ୟାନସର ; ଇନଷ୍ଟାଗ୍ରାମ…
1
୫୯ ଖେଳାଳିଙ୍କୁ ୭୬,୭୫,୦୦୦
2
ବଦଳିଲା ପ୍ରିୟଙ୍କା-ନିକ୍‌ଙ୍କ ବିବାହ ତାରିଖ, ଏହି ଦିନ କରିବେ…
1
ପୁଣି ଥରେ ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହେଲେ ଅନୁଷ୍କା ଶର୍ମା! ଲୋକେ ପଚାରିଲେ, ସେ କ’ଣ ଭାରତୀୟ କ୍ରିକେଟ୍‌ ଦଳର…
2
ସମ୍ବର୍ଧିତ ହେଲେ ୪ ଜାତୀୟ ପଦକ ବିଜୟିନୀ
2
ଭାରତ ବିପକ୍ଷ ଟେ୍ଵଣ୍ଟି-୨୦ ଦଳରେ କୁରାନ୍‌ ଭ୍ରାତା
2
ଜାଣନ୍ତୁ କ୍ରିକେଟର ଜାହିର୍‌ ଖାନ୍‌ –ଅଭିନେତ୍ରୀ ସାଗରୀକାଙ୍କ…
1
କ୍ୱାଲିଫାୟର୍‌ରେ କୋଲ୍‌କାତା
2
ଭାରତ-କୋହଲି ଶୀର୍ଷରେ ସ୍ଥିର
2
ବେରୋଜଗାର ରାଜପୁତଙ୍କୁ ରୁପା
2
ଅନଲାଇନ୍‌ରେ ୫ରୁ ଗୋଟିଏ ସାମଗ୍ରୀ ନକଲି: ସର୍ଭେ
0
ରେଳବାଇରେ ଚାକିରି କରିବା ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର
0
ଆଇପିଏଲ ୧୧: ଓ୍ଵାଟସନ୍‌ଙ୍କ ବିସ୍ଫୋରକ ବ୍ୟାଟିଂ, ଦିଲ୍ଲୀକୁ ୨୧୨ ରନ୍‌ ଟାର୍ଗେଟ ଦେଲା ଚେନ୍ନାଇ
2
ଏବେ ଆମାଜନ ପେ ମାଧ୍ୟମରେ ରେଡ୍‌ବସରୁ ଟିକେଟ କିଣିହେବ
0
ଜାତୀୟ କନିଷ୍ଠ ରୋଇ˚ ପାଇଁ ଓଡ଼ିଶା ଦଳ
2
‘ଭାରତକୁ ଆଇଡବ୍‌ଲ୍ୟୁଏଲ୍‌ ଦେଇଛି ନୂଆ ଦିଶା’
2
ଅକ୍ଷୟ କୁମାରଙ୍କ ପାଇଁ ନୁହେଁ, ଏହି ଅଭିନେତାଙ୍କ ପାଇଁ ଆତ୍ମହତ୍ୟା…
1
ଶ୍ରୀଲଙ୍କା କ୍ରିକେଟ୍‌ ପ୍ରତିନିଧିଙ୍କ ବାରବାଟୀ ପରିଦର୍ଶନ
2
ଯୁବରାଜ ସିଂହଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଲେ ଭାଇବୋହୂ ଆକାଂକ୍ଷା ଶର୍ମା
2
‘ପଦ୍ମାବତ୍‌’ରେ ରଣବୀର-ସାହିଦଙ୍କ ଚରିତ୍ର ପାଇଁ ଶାହାରୁଖଙ୍କୁ…
1
କେବେ ବାପାଙ୍କ ପାଟିରୁ ଲଡୁ ଛଡ଼ାନ୍ତି ତ ପୁଣି କେବେ ବାପାଙ୍କୁ ଶ୍ରଦ୍ଧାରେ ପାଣି ଦିଅନ୍ତି ଧୋନି ତନୟା!
2
ନିଦାସ୍‌ ଟ୍ରଫିରେ ଖେଳିବେନି ମାଥ୍ୟୁସ
2
ମହିଳା ଦିବସରେ ବିସ୍ତାରା ଏୟାର୍‌ ଲାଇନ୍‌ର ବଡ଼ ପଦକ୍ଷେପ: ଏଣିକି ଉଡ଼ନ୍ତା ବିମାନ ମଧ୍ୟରେ ମହିଳାଙ୍କ ପାଇଁ ମାଗଣା…
0
ଏଣିକି ଆପଣଙ୍କ ସ୍ମାର୍ଟଫୋନକୁ ମୌଖିକ ନିର୍ଦ୍ଦେଶ ଦେଇ ବ୍ୟାଙ୍କ କାରବାର କରିପାରିବେ, କିପରି ଜାଣନ୍ତୁ
0
ଖାଉଟିଙ୍କୁ ନୂଆ ବର୍ଷ ଭେଟି, ଶସ୍ତା ହେଲା ଏଲପିଜି ସିଲିଣ୍ଡର
0
ଭାରତ ବନ୍ଦ ଯୋଗୁଁ ରେଳସେବା ବାଧାପ୍ରାପ୍ତ : ଜାଣନ୍ତୁ କେଉଁ ଟ୍ରେନ କେଉଁ ଷ୍ଟେସନରୁ କେତେବେଳେ ଛାଡ଼ିବ, କେଉଁ ଟ୍ରେନ୍‌…
0
କଳାଧନ ଲଢ଼େଇ: ଖସିଯିବ ଜବତ ବେନାମି ସମ୍ପତ୍ତି
0
ଛୁରାମାଡ଼ରେ ଅଲିମ୍ପିକ୍‌ ପଦକ ବିଜେତାଙ୍କ ମୃତ୍ୟୁ
2
ଏସୀୟ କ୍ରୀଡା ପୁରୁଷ ହକି : ରୋମାଞ୍ଚକର ସେମିଫାଇନାଲ ମ୍ୟାଚରେ ଭାରତକୁ ହରାଇଲା ମାଲେସିଆ
2
ବାହାହେଲେ ସିଲିକ୍‌
2
ପୁଣି ଚର୍ଚାରେ ଦୁର୍ନୀତି:ପିଏନ୍‌ବି ମାମଲାରେ ସିଭିସିର ତନାଘନା
0
ମହିଳା ଯୁବ ବିଶ୍ୱ ମୁଷ୍ଟିଯୁଦ୍ଧ: ଭାରତକୁ ୫ ସ୍ୱର୍ଣ୍ଣ, ୨ କାଂସ୍ୟ
2
ରାଜ୍ୟ କରା‌ଟେରେ ଭୁବନେଶ୍ବରର ବାଜିମାତ୍‌
2
ଭାରତର ଚତୁର୍ଥ ବିଜୟ
2
ପାକିସ୍ତାନରେ ହନିମୁନ୍‌ ମନାଉଛନ୍ତି ବିରୁଷ୍କା!
1
କ୍ରିକେଟ ଇତିହାସରେ ସବୁଠାରୁ ବିପଦପୂର୍ଣ୍ଣ କ୍ୟାଚ୍‌: ବ୍ରାଭୋଙ୍କ ବିଶାଳ ଛକା କ୍ୟାଚ୍‌କୁ ନେଲେ ଲାଫ୍‌ଲିନ୍‌
2