text
string
label
int64
ବିବାହକୁ ନେଇ ଏଭଳି ମଜାଳିଆ ଉତ୍ତର ଦେଲେ କଟ୍ରିନା
1
ଶୀର୍ଷ ଅଭିମୁଖେ ଶିଳ୍ପୀ
2
ଅଷ୍ଟ୍ରେଲିଆନ୍‌ ଓପନ୍‌ ମୁଖ୍ୟ ପର୍ଯ୍ୟାୟରେ ୟୁକି
2
ଭାରତୀୟ ଦୃଷ୍ଟିହୀନ ଦଳରେ ପଙ୍କଜ,ନକୁଳ
2
ତୋମର୍‌ଙ୍କ ସହ ଖଣି ଲିଜ୍‌ଧାରୀଙ୍କ ଆଲୋଚନା
0
ପୁଣି ଓଲିଉଡରେ ଏକ ନୂଆ ଏବଂ ଫ୍ରେସ୍‌ ଯୋଡ଼ି
1
ସିଡିଏମଏ ପୋଷ୍ଟପେଡ୍‌ ସେବା ପାଇଁ ମାଗଣା ନାଇଟ୍‌ କଲିଂ ସମୟ କମାଇଲା ବିଏସଏନଏଲ
0
ଅର୍ଧଶତାବ୍ଦୀର କାର୍ଡ ଖେଳ
2
ହକି ଦେଇଛି ସର୍ବାଧିକ ପଦକ
2
ସିଂଘାଣିଆ ବିବାଦ:ବାପାଙ୍କ ପୁସ୍ତକକୁ ଡରିଗଲେ
0
ଦୃଷ୍ଟିହୀନ କ୍ରିକେଟ୍ ତ୍ରିରାଷ୍ଟ୍ରୀୟ, ଚନ୍ଦ୍ରଶେଖର ଭାରତ ପ୍ରଶିକ୍ଷକ
2
ଭାରତ ହେବ ୫ ଲକ୍ଷ କୋଟି ଡଲାରର ଅର୍ଥନୀତି
0
ଏସିଆ କପ୍‌: ଟସ୍‌ ଜିଣି ଭାରତର ବୋଲିଂ ନିଷ୍ପତ୍ତି
2
୧୦୫ କୋଟି ଜରିମାନା ଗଣିବ ବିଲ୍‌ଡର୍‌ ସଂସ୍ଥା
0
୬ ହଜାର ବ୍ୟାଙ୍କ ଅଫିସରୁ ଦଣ୍ଡିତ କରିଛି ଅର୍ଥମନ୍ତ୍ରାଳୟ
0
ଲଗାତାର ଅଷ୍ଟମ ଶୃଙ୍ଖଳା ବିଜୟ
2
ଆକ୍ସିସ୍ ବ୍ୟାଙ୍କର କ୍ବିକ୍‌ ପେ’ ହୋମ୍ ଲୋନ୍
0
୪ ବ୍ୟାଙ୍କ ଗଣିବେ ୧୧ କୋଟି ଜରିମାନା
0
ହକି ନିରାଶ; ଖାଲି ହାତରେ ଫେରିଲା ଭାରତ
2
କ୍ୟୁନେଟ୍‌’ର କଲ୍ୟାଣମୂଳକ କାର୍ଯ୍ୟକ୍ରମ
0
ମିଆଦୀ ଜମା ସୁଧ ହାର ବଢ଼ାଇଲା ପିଏନ୍‌ବି
0
ଗ୍ରିଭ୍‌ସ କଟନ୍‌ର ନୂଆ ପମ୍ପ୍‌ସେଟ୍‌
0
ଭଗବାନ ସୂର୍ଯ୍ୟଙ୍କର ପତ୍ନୀ ଏବଂ ସନ୍ତାନଙ୍କ ସଂପର୍କରେ ଜାଣନ୍ତି କି ?
0
ସଚିନ ତେନ୍ଦୁଲକରଙ୍କ କୋଚ୍‌ ରମାକାନ୍ତ ଆଚରେକରଙ୍କ ୮୭ ବର୍ଷ ବୟସରେ ପରଲୋକ
2
‘ଓଡି-ରେ’ର ବିତରକ ସମ୍ମିଳନୀ
0
ଆସନ୍ତାକାଲି ୱେଲିଂଟନ ଦିନିକିଆ: ନ୍ୟୁଜିଲାଣ୍ଡ ବିରୋଧରେ ମଧ୍ୟକ୍ରମରେ ପଡିଆକୁ ଓହ୍ଲାଇବେ ଏମ୍‌ଏସ୍‌ ଧୋନି
2
ହଂକଂ ଅନ୍ତର୍ଜାତୀୟ ଜିମ୍ନାଷ୍ଟିକ୍ସରେ ରାକେଶଙ୍କୁ ୨ ସ୍ୱର୍ଣ୍ଣ
2
ଏହି କାରଣରୁ ଚଳିତ ବର୍ଷ ଚର୍ଚ୍ଚାରେ ଥିଲେ କାଜୋଲ୍‌
1
‘ଭାରତ୍‌’ ଛାଡିଲେ ପ୍ରିୟଙ୍କା ଚୋପ୍ରା , ଜାଣନ୍ତୁ କାରଣ 
1
ପର୍ଯ୍ୟଟନର ପ୍ରଚାର ପାଇଁ କ୍ରୀଡ଼ାର ବ୍ୟବହାର କରାଯିବ : ଦିଲୀପ ତିର୍କୀ
2
ଖାତାକୁ ଅଚାନକ ଆସିଲା ୧୦ କୋଟି, କିନ୍ତୁ ଉଠାଇ ପାରିଲେନି
0
ଶ୍ରୀଲଙ୍କା ବୋର୍ଡର ଚେତାବନୀ:ଲାହୋରରେ ନଖେଳିଲେ ବିଦା
2
ଭାରତୀୟ ବଜାରରେ ଟେକ୍ନୋ ପକ୍ଷରୁ କ୍ୟାମନ-ଆଇ୍‌ କ୍ଲିକ-୨ ସ୍ମାର୍ଟଫୋନ୍‌
0
ଏଇ ଅଭିନେତ୍ରୀ ଏବେ ସୁଟିଂ ସେଟକୁ ପ୍ରାଇଭେଟ୍‌ ଜେଟରେ ଯିବା ଆସିବା…
1
ଜିରୋ ଫିଲ୍ମ ଦେଖି ସାରି ଅନୁଷ୍କାଙ୍କ ପ୍ରଶଂସା କରିବାରୁ ଟ୍ରୋଲ ହେଲେ ବିରାଟ କୋହଲି, ଲୋକେ କହିଲେ; ଭାଇ ଏହି କାମ ପାଇଁ…
2
 ଲଞ୍ଚ୍‌ ହେଲା ଯୋଗ ଗୁରୁ ବାବା ରାମଦେବଙ୍କ ପତଂଜଳି ପରିଧାନ
0
ଦିଲ୍ଲୀଠୁ ଉନ୍ନତ ବୋଲିଂ ଆବଶ୍ୟକ
2
ବିକ୍ରମଙ୍କ କାହାଣୀ: ପେନ୍‌ ସମ୍ରାଟରୁ ଋଣ ଖିଲାପୀ
0
୧୫ ବର୍ଷୀୟ ସାର୍ଦୁଲଙ୍କୁ ଏସିଆଡ୍‌ ପଦକ
2
ଆଇଏସ୍‌ଏଲ୍‌: ଦିଲ୍ଲୀକୁ ହରାଇଲା ମୁମ୍ବାଇ
2
ଜାଣନ୍ତୁ ଫେସ୍‌ବୁକ୍‌ରେ କେମିତିକା କମେଣ୍ଟ୍‌ ଦେଲେ ହେବ ଜେଲ୍‌ ଓ ୫୦,୦୦୦ ଜରିମାନା
0
ବଲିଉଡ୍‌ରେ ଡେବ୍ୟୁ କରିବା ପୂର୍ବରୁ ବିବାହ କରିବାକୁ ଚିନ୍ତା…
1
୯୦ ହଜାର ଚାକିରି ପାଇଁ ଦେଢ଼ କୋଟି ଆଶାୟୀ
0
ନୂଆ ରୂପରେ ଫେରୁଛନ୍ତି ପପୁ
1
ଲଢୁଆ ଖେଳ ସତ୍ତ୍ୱେ ପଞ୍ଜାବ ୩୧ ରନରେ ପରାସ୍ତ
2
ଏହି କାରଣ ପାଇଁ ରାଜନୀତିକୁ ଆସିବାକୁ ଡରୁଛନ୍ତି ବଲିଉଡ୍‌ର…
1
ମଲ୍ଲାଇକାଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍‌ କରୁଥିଲେ ଡ୍ରାଇଭର, ଜାଣିବା…
1
ଇଂଲଣ୍ଡ, ମାଲି, ଇରାନ୍‌, ସ୍ପେନ୍‌ କ୍ୱାର୍ଟରରେ
2
ଖଣିଜ ନିଲାମ ନିୟମ କୋହଳ ହେଲା
0
ବର୍ଷକରେ ଲକ୍ଷେ ଟ୍ରାକ୍ଟର ବିକିଲା ‘ସୋନାଲିକା’
0
ଏହି ଓଲିଉଡ଼୍‍ ନାୟିକାଙ୍କୁ ଏଥର ସୁଯୋଗ ମିଳିଲା ନାହିଁ
1
ଫିଲାଣ୍ଡର ଝଡ଼ରେ ଭାରତ ପରାସ୍ତ
2
ଜିଏସଟି କାଉନସିଲ ବୈଠକ ଶେଷ, ଏପ୍ରିଲ ୧ରୁ ଇ-ୱେ ବିଲ୍‌ ବ୍ୟବସ୍ଥା
0
ତେଲ ୧୦୦ ଟପିଲେ କାମ ଦେବନି ମେସିନ୍
0
ପାକିସ୍ତାନକୁ ହରାଇ ଭାରତ ବିଜେତା
2
ଗିତମ୍‌ ବିଶ୍ୱବିଦ୍ୟାଳୟର କାଉନସେଲିଂ
0
ଆୟର୍ଲାଣ୍ଡ୍‌କୁ ୭୬ ରନ୍‌ରେ ହରାଇଲା ଭାରତ
2
ସିଡନୀ ଦିନିକିଆ: ଅଷ୍ଟ୍ରେଲିଆର ଓ୍ଵିକେଟ୍‌ ପତନ, ଅଷ୍ଟ୍ରେଲିଆ ୨୦/୧
2
ରାଜ୍ୟଗୋଷ୍ଠୀ କ୍ରୀଡ଼ା ହକି:ପରିଚାଳନା କରିବେ ୩ ଭାରତୀୟ
2
ଥିରୁବନନ୍ତପୁରମ ଦିନିକିଆ: ପୁଣି ଏକ ଘରୋଇ ଦିନିକିଆ ମ୍ୟାଚ ଜିତିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ
2
ଅଂଶୁଙ୍କୁ ଆଇଟା-ଓଟିଏ ୫୦କେ ଟ୍ରଫି
2
ଏବେ ଆମାଜନରେ ମିଳିବ କୁଟୀର ଶିଳ୍ପ ସାମଗ୍ରୀ
0
ସର୍ବଭାରତୀୟ ପୁଲିସ୍‌ ବନ୍ଧୁକ ଚାଳନାରେ ଓଡ଼ିଶା ତୃତୀୟ
2
ଆହତ ହେବା ପରେ ନିଜ ଅବସ୍ଥା ପାଇଁ ତନୁଶ୍ରୀଙ୍କୁ ଦାୟୀ କରିବା ସହ…
1
ଗର୍ଲଫ୍ରେଣ୍ଡ୍‌ଙ୍କୁ ବାହା ହେଲେ ମିଲିନ୍ଦ ସୋମନ୍‌!
1
ପତ୍ନୀଙ୍କୁ ଚପଲ ପିନ୍ଧାଉଥିବାର ଧୋନିଙ୍କ ଫଟୋ ଭାଇରାଲ
2
ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଟେବୁଲ ଟେନିସରେ ଭାରତକୁ ସ୍ୱର୍ଣ୍ଣ ପଦକ
2
#ମିଠୁ ଅଭିଯାନକୁ ଅସ୍ୱୀକାର କଲେ ଶିଳ୍ପା ସିନ୍ଦେ; ଇଣ୍ଡଷ୍ଟ୍ରିରେ…
1
ଏୟାର୍‌ଟେଲ୍‌, ଭୋଡାଫୋନ୍‌ ଓ ଆଇଡିଆ ପକ୍ଷରୁ ଗ୍ରାହକଙ୍କୁ ଆଉ ଏକ ବଡ଼ ଝଟ୍‌କା
0
ପ୍ରେମିକ ନିକ୍‌ଙ୍କ ସହ ବନ୍ଧୁ ଆଲିଆ ଓ ଭଉଣୀ ପରିଣୀତିଙ୍କର ଭେଟ…
1
ଡବ୍ଲୁଭି ରମଣ ହେଲେ ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ କୋଚ
2
କପିଳଙ୍କ କୀର୍ତିକୁ ଟପିଲେ ଷ୍ଟେନ୍‌
2
ଜିଏସ୍‌ଟିକୁ ପୂରିଲା ବର୍ଷେ; କ’ଣ ମିଳିଛି ଲାଭ, କ’ଣ ହୋଇଛି କ୍ଷତି…
0
କାହିଁକି ନୂଆ ସିନେମା ସାଇନ୍‌ କରୁ ନାହାନ୍ତି ଫତିମା ସନା ସେଖ୍‌ ?
1
ଟୋରେସ, ଇନିସ୍ତା କ୍ଲବ୍‌ ଛାଡ଼ିଲେ 
2
ବାପାଙ୍କୁ ସିଗାରେଟ୍‌ ଟାଣୁଥିବାର ଦେଖି ଧୂମପାନ ଲାଗି ମନ କରିଥିଲେ…
1
ଫ୍ଲଡ୍‌ ଲାଇଟ୍‌ରେ ଝଲସିବ ଭିଏସ୍‌ଏସ୍‌ ଷ୍ଟାଡିୟମ୍‌
2
ଏୟାରଟେଲର ୩୯୯ଟଙ୍କା ରିଚାର୍ଜରେ ମିଳୁଛି ୪୦୦ଟଙ୍କାର କ୍ୟାସବ୍ୟାକ୍‌, ଏମିତି ଉଠାନ୍ତୁ ଫାଇଦା
0
ସର୍ବଭାରତୀୟ ବିଜୁ ପଟ୍ଟନାୟକ ଫୁଟ୍‌ବଲ, ଫାଇନାଲ୍‌ରେ ଟିଏଫ୍‌ଏ
2
ବ୍ୟାଙ୍କ ଠକେଇ ପରେ ଚେତା ପଶିଲା, ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ଙ୍କ ପାଇଁ ନିୟମ କଡ଼ାକଡ଼ି ହେବ
0
ଅଷ୍ଟ୍ରେଲିଆରେ ଉଭୟ ଟେଷ୍ଟ ଓ ଦିନିକିଆରେ ରେକର୍ଡ କରିବା ପରେ ଭାରତୀୟ କ୍ରିକେଟ ଦଳର ବରିଷ୍ଠ ଚୟନକର୍ତ୍ତାଙ୍କୁ ୨୦ ଲକ୍ଷ…
2
ଜାହ୍ନବୀଙ୍କୁ ସାରା ବୋଲି ଡ଼ାକିଲେ ସାମ୍ବାଦିକ, ହସି ହସି ଏଭଳି…
1
ମାଇଲଖୁଣ୍ଟ ପାଖରେ ଭାରତ
2
ବନ୍ଧୁକଚାଳନା ବିଶ୍ୱକପ୍‌
2
କମିସନ୍‌ରେଟ୍‌ ପୁଲିସର ବାଜିମାତ୍‌
2
ରାମଦେବଙ୍କୁ ଭେଟିଲେ ସୁଶୀଲ
2
‘ଛୋଟ ବାଘ’ଙ୍କୁ ଖିର ପିଆଉଛନ୍ତି ଏହି ବଲିଉଡ ନାୟିକା
1
କ୍ରିକେଟ୍‌ରେ କୋଡ଼ିଏ ବର୍ଷ ‘ଦେବା’ଙ୍କ ଯାତ୍ରା
2
ଧୋନିଙ୍କ ୫୦୦ ଆନ୍ତର୍ଜାତିକ ମ୍ୟାଚ୍‌
2
ସିଟି ସୁଜ୍‌ ଆଣ୍ଡ ସୁଜ୍‌ ସେଣ୍ଟରର ନବୀକୃତ ସୋ’ରୁମ୍‌
0
ଭୂତିଆ ସ୍ମାରକୀ ମହିଳା ଫୁଟବଲ୍‌ ସେମିରେ ସିଲିଗୁଡ଼ି
2
ପପୁ ପମପମଙ୍କ ଏହି ନାୟିକାଙ୍କ ସବୁଠାରୁ ଅଧିକ ସିନେମା ଅଟକିଛି ,…
1
ଘାରିଲା ଅର୍ଥନୀତି ଚିନ୍ତା
0
ଆଡିଲେଡ ଏକଦିବସୀୟ : କୋହଲିଙ୍କ ଅର୍ଦ୍ଧଶତକ, ଭାରତ ୧୬୦/୩
2
ମିତାଲି ବାଦ୍‌ ପ୍ରସଙ୍ଗ, ପ୍ରଶିକ୍ଷକ, ପ୍ରବନ୍ଧକ ଓ ଜୋହରିଙ୍କୁ ସ୍ପଷ୍ଟୀକରଣ ମାଗିଲା ସିଓଏ
2
ରାମେଶ୍ୱର-ପାରାମାଉଣ୍ଟ୍‌ ଫାଇନାଲ୍‌ ମୁକାବିଲା
2
ଅଳ୍ପକେ ବର୍ତିଲା ଆର୍ଜେଣ୍ଟିନା
2
ଭାରତୀୟ ମହିଳା କ୍ରିକେଟ ଟିମ୍‌ର କୋଚ ପାଇଁ ଆସନ୍ତାକାଲି ସାକ୍ଷାତକାର, ଦୌଡ଼ରେ ଅଛନ୍ତି କଷ୍ଟର୍ନ, ଗିବସ୍‌, ପାଓ୍ଵାର
2
ବାତ୍ରା ନିର୍ଦ୍ୱନ୍ଦ୍ୱରେ ଅଲିମ୍ପିକ୍‌ ସଭାପତି
2
ଓଡ଼ିଶା ଟେନିସ୍‌ରେ ବଡ଼ ସ୍ୱପ୍ନ
2