text
string
label
int64
ରାଜ୍ୟ ଶିଶୁ ଚେସ୍‌: ଆୟୁଷ୍ମାନ, ସନ୍ଦୀପା ବିଜେତା
2
କୋହଲି, ବୁମ୍‌ରା, ରାହୁଲ ‌ଫେରିଲେ: କାର୍ତିକ ବିଦା
2
ଜିଇଏସ୍‌- ୨୦୧୭: ପ୍ରଧାନମନ୍ତ୍ରୀ ମୋଦି କାହିଁକି ଆମନ୍ତ୍ରଣ କଲେ ଇଭାଙ୍କାଙ୍କୁ
0
ସାମ୍‌ସଙ୍ଗ୍‌ ଭାରତରେ ନିର୍ମାଣ କଲା ପୃଥିବୀର ସର୍ବବୃହତ୍‌ ମୋବାଇଲ୍‌ କାରଖାନା; ଖୁବ୍‌ ଶୀଘ୍ର ହେବ ଉତ୍ପାଦନ
0
‘ଫ୍ରିଡମ୍‌’ ଗ୍ରାହକ ଜିତିଲେ କାର୍‌, ସୁନା କଏନ
0
ଗୋଲଡେନ୍ କିଙ୍ଗ୍ ସ୍ନୁକରରେ ଏକାଧିକ ବିପର୍ଯ୍ୟୟ
2
ଭାରତରେ ୨ ଲକ୍ଷ ୬୨ ହଜାର ନିୟୁତାଧିପତି
0
ବିସିସିଆଇ ମହାପ୍ରବନ୍ଧକ ଦାୟିତ୍ୱ ନେଲେ ସବା କରିମ୍‌
2
ଲକ୍ସ ଇଣ୍ଡଷ୍ଟ୍ରିଜ୍‌ ବିତରକଙ୍କ ସମ୍ମିଳନୀ
0
ମାଲ୍ୟା, ମୋଦିଙ୍କ ସମ୍ପତ୍ତି ଜବତ ବାଟ ଫିଟିଲା
0
କେଉଁଠି ଜମା କଲେ ମିଳିବ ଅଧିକ ସୁଧ?
0
ସରୋଜ ମହାସୁଆର ସମ୍ମାନ: ରଘୁନାଥ ଶ୍ରେଷ୍ଠ ଯୁବ କ୍ରିକେଟର୍‌, ନିର୍ମଳ ଶ୍ରେଷ୍ଠ ଅମ୍ପାୟାର୍‌
2
ଇଂଲଣ୍ଡକୁ ଆଣ୍ଠେଇଲା ଜର୍ମାନି
2
ଖଣିମାଲିକଙ୍କଠାରୁ ଜରିମନା ଅର୍ଥ ଆଦାୟ ପାଇଁ ଅଣ୍ଟାଭିଡ଼ିଲା ଖଣିବିଭାଗ, ୫୬ ଲିଜଧାରୀଙ୍କୁ ନୋଟିସ ପଠାହେବ
0
ସିଡ଼ନୀ ଟେଷ୍ଟ ଖେଳିବେ ନାହିଁ ରୋହିତ ଶର୍ମା
2
ଭାରତରେ ସାମ୍‌ସଙ୍ଗ ଗ୍ୟାଲାକ୍ସି ଏ୭ ଏବଂ ଗ୍ୟାଲାକ୍ସି ଏ୯ର ଦର କମିଲା, ଜାଣନ୍ତୁ ଏବେ କେତେ ରହିଛି ଦାମ୍‌…
0
ସରକାର-ରିଜର୍ଭ ବ୍ୟାଙ୍କ ବିବାଦ:ମୁହଁ ଖୋଲିଲେ ଜେଟ୍‌ଲି
0
ଆସନ୍ତା ୮ ଓ ୯ ତାରିଖରେ ବନ୍ଦ ରହିବ ବ୍ୟାଙ୍କ, ଏଟିଏମ୍‌ ସେବା ବି ହେବ ବାଧାପ୍ରାପ୍ତ!
0
ପୁଣି ଭାରତ-ଅଷ୍ଟ୍ରେଲିଆ: ଆଜି ବିଶାଖାପାଟଣାରେ ପ୍ରଥମ ଟ୍ବେଣ୍ଟି-୨୦, ହାଇଦ୍ରାବାଦରୁ ଦିନିକିଆ
2
ତଥ୍ୟ ଲିକ୍ ପରେ ଚେତା ପଶିଲା: ଏବେ ଆଧାର କାର୍ଡ ବଦଳରେ ଭର୍ଚୁଆଲ୍‌ ଆଇଡି ବ୍ୟବହାର ହେବ, ଏହା କ’ଣ ଜାଣନ୍ତୁ…
0
ସଲ୍‌ମାନ ଓ କାଟ୍ରିନା ପୁଣି ହେଲେ ଅନ୍ତରଙ୍ଗ!
1
ଭାରତ ଖେଳିବ ୬୩ ଅନ୍ତର୍ଜାତୀୟ ମ୍ୟାଚ୍‌
2
ବିଜୟ ମାଲ୍ୟା ଘଟଣାର ପୁନରାବୃତ୍ତି : ବିଦେଶ ଖସିଗଲେ ଦେଶର ସବୁଠୁ ବଡ ଠକ ନିରବ ମୋଦି
0
ଏକ ଛୋଟିଆ ଘରୁ ଆରମ୍ଭ ହୋଇଥିବା ଫ୍ଲିପକାର୍ଟ ଏବେ ୧ ଲକ୍ଷ ୩୪ ହଜାର କୋଟିର କମ୍ପାନି
0
ଅନିଶ୍ଚିତତାରେ ମୋଦିଙ୍କ ପ୍ରିୟ ପ୍ରକଳ୍ପ:• ୬ ମେଗା ପ୍ରକଳ୍ପରେ ଖର୍ଚ ହୋଇଛି ୨୧% ପାଣ୍ଠି
0
ଯୁଗଜ୍ୟୋତି କ୍ରିକେଟ୍‌: କ୍ରାଉନ୍‌କୁ ମୁକୁଟ
2
ହୃଦୟଙ୍କୁ ସ୍ୱର୍ଣ୍ଣ, ମହିଳା ଦଳର ନୂଆ କୀର୍ତିମାନ
2
ନିର୍ବନ୍ଧ ପରେ ପ୍ରିୟଙ୍କାଙ୍କୁ ଖୁସିରେ ରଖିବା ପାଇଁ ନିକ୍‌ଙ୍କୁ…
1
ବନ୍ଧୁଙ୍କ କଟାକ୍ଷରେ ବିବ୍ରତ ବିଗ୍‌ ବି ରାଗରେ ଘରକୁ ଯାଇ…
1
ବିଶ୍ୱର ପ୍ରଥମ ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସ୍କାନିଂ ଫୋନର ପ୍ରଦର୍ଶନ କଲା ଭିଭୋ
0
ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ଦିଲ୍ଲୀରେ ନଜର ଆସିଲେ ବଲିଉଡ୍‌…
1
ଖୋଲିବ ୨୬୩୬ ନୂଆ ପେଟ୍ରୋଲ୍‌ ପମ୍ପ୍
0
ନିଦାହାସ ଟ୍ରଫି: ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ, ବାଂଲାଦେଶକୁ ୧୭୭ ରନ୍‌ ବିଜୟ ଲକ୍ଷ୍ୟ ଦେଲା ଭାରତ
2
ବ୍ରିସବେନ ଟି୨୦ : ଭାରତ ଆଗରେ ୧୭୪ରନର ଲକ୍ଷ୍ୟ
2
ମୁଖ୍ୟ ପ୍ରଶିକ୍ଷକ କୋନ୍‌ଷ୍ଟାଣ୍ଟିନେଙ୍କ ଇସ୍ତଫା
2
ଜାଣନ୍ତୁ , ସତ୍ୟ ଘଟଣା ଉପରେ ଆଧାରିତ କେଉଁ ହିନ୍ଦୀ ସିନେମା…
1
ଭାରତରେ  ନିଷିଦ୍ଧ ହେବ କି ଆପଲ ଆଇ-ଫୋନ?
0
ପଞ୍ଚମକୁ ଲମ୍ଫ ମାରିଲା ମୁମ୍ବାଇ
2
ଉଦ୍‌ଯାପନୀ ଉତ୍ସବ ନାହିଁ
2
ମୌନି ରୟଙ୍କ ଏହି ଦାବି ଶୁଣି କାନମୁଣ୍ଡା ଆଉଁସି ଫେରିଗଲେ…
1
୧୮ ବ୍ୟବସାୟୀ, ୨୪ କମ୍ପାନିଙ୍କୁ ଚୂନ ମାରିଥିଲେ ମାମୁଁ, ଭଜଣା
0
ବରୁଣଙ୍କ ସହ ଏହି ହଟ୍‌ ହିରୋଇନ୍‌ କରିବେ ରୋମାନ୍‌ସ!
1
‘ଲଭରାତ୍ରି’ ବିରୋଧରେ ଜବରଦସ୍ତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ…
1
ଫେଡେରେସନ୍‌ କପ୍‌ ଜାତୀୟ ଉପକନିଷ୍ଠ ଦୌଡ଼କୁଦ ପାଇଁ ଓଡ଼ିଶା ଦଳ
2
ବିଶିଷ୍ଟ ଗାୟକ କୈବଲ୍ୟ କଣ୍ଠ ଅର୍ଜୁନ ଚରଣ ସାମଲଙ୍କ ପରଲୋକ
1
ଜାତୀୟ ଫୁଟ୍‌ବଲ୍‌ ଦଳରେ ୫ ଓଡ଼ିଆ
2
ରାଜ୍ୟ ବିଲିୟାର୍ଡସ୍ ଓ ସ୍ନୁକର: ଅବିନାଶ ବିଜେତା
2
ଚଳଚ୍ଚିତ୍ରରେ ହନୀଙ୍କ ଭୂମିକା ନିଭାଇବେ ଡ୍ରାମା କୁଇନ୍‌ ରାକ୍ଷୀ!
1
ଗିଲ୍‌କ୍ରିଷ୍ଟ୍‌ଙ୍କୁ କାଟିଲେ ରୋହିତ; ଗାଙ୍ଗୁଲିଙ୍କ ସମକକ୍ଷ
2
ବଡ଼ ବିପର୍ଯ୍ୟୟ: ହାଲେପ୍‌ ବିଦା
2
ସାମିଙ୍କ ହଁ ହଁ, ହସିନ୍‌ଙ୍କ ନା ନା
2
ଯାହା ସଚିନ-ବିରାଟ କରି ପାରିଲେନି, ତାହା ୧୯ ବର୍ଷରୁ କମ୍‌ ବ୍ୟାଟସ୍‌ମ୍ୟାନ୍‌ କରି ଦେଖାଇଲେ
2
ପୃଥ୍ଵୀଙ୍କୁ ଖେଳିବାକୁ ଦିଆଯାଉ, ସଚିନ-ସେହେଓ୍ଵାଗଙ୍କ ସହିତ ତାଙ୍କୁ ତୁଳନା କରା ନ ଯାଉ: କୋହଲି
2
ଜର୍ମାନିକୁ କାଟିଲା ‌ବେଲ୍‌ଜିୟମ୍‌
2
ଭାରତରେ ବାଂଲାଦେଶ ସହ ଟେ୍ଵଣ୍ଟି-୨୦ ଖେଳିବ ଆଫ୍‌ଗାନିସ୍ତାନ
2
ପେଟ୍ରୋଲ ଓ ଡିଜେଲ୍‌ର ଆବଶ୍ୟକ ପଡ଼ିବ ନାହିଁ, ଥରେ ଚାର୍ଜ କଲେ ୮୦୦କିମି ପର୍ଯ୍ୟନ୍ତ ଚାଲିବ ଏହି ଗାଡ଼ି !
0
ନୂଆ ମାଲିକ ହାତକୁ ଯିବ କମ୍ପ୍ଲାନ୍‌, ନାଇସିଲ୍‌
0
ନିଜେ ସବୁ ଷ୍ଟଣ୍ଟ ସିନ୍‌ ଦେଇଛନ୍ତି ଏହି ଓଲିଉଡ ନାୟିକା
1
ସୁନାଦର ୧୦୦ ଟଙ୍କା ବଢିଲା, ଆଗକୁ ଆହୁରି ବଢିବ !
0
ଗ୍ରୀନପାର୍କରେ କୋହଲି-ରୋହିତଙ୍କ ଶତକ, ନ୍ୟୁଜିଲାଣ୍ଡକୁ ୩୩୮ ରନ୍‌ ଟାର୍ଗେଟ ଦେଲା ଭାରତ
2
ସିଲି ପଏଣ୍ଟ୍‌: ସାରାଙ୍କୁ ଭଲପାଇବା ପଛରେ ବିଜୁଳି
2
୨୧୭ ପଦକ ସହ ଓଡ଼ିଶା ଶ୍ରେଷ୍ଠ 
2
ଏୟାରସେଲ୍‌ ଆଣିଲା ୮୫୦ ଟଙ୍କିଆ ଫୋନ୍‌
0
ଇଣ୍ଡୋନେସିଆ ମାଷ୍ଟର୍ସ ସେମିରେ ସାଇନା, ସିନ୍ଧୁ, ଶ୍ରୀକାନ୍ତ ବିଦା
2
‘ମାଇଁ ଅପ୍‌ଟିକ୍ସ’ ଉଦ୍‌ଘାଟିତ
0
ସୁପର ଟକ୍କର: ପୁଣି ଭାରତ-ପାକିସ୍ତାନ
2
ପ୍ରଶଂସକଙ୍କ ପାଇଁ ଅର୍ଜୁନ କପୁର କଲେ ଏଭଳି କାମ, ଯାହାକୁ ଜାଣିବା…
1
ତୈମୁରଙ୍କ ବିବାହକୁ ନେଇ ବଡ଼ ଖୁଲାସା : ୨୦ବର୍ଷ ପରେ ଏହି ପରିବାରର…
1
ଗମ୍ଭୀରଙ୍କ ଉପରେ ଚେନ୍ନାଇର ନଜର
2
ମହିଳା ତ୍ରିରାଷ୍ଟ୍ରୀୟ ଟେ୍ଵଣ୍ଟି-୨୦ ଶୃଙ୍ଖଳା: ଇଂଲଣ୍ଡଠୁ ହାରିଲା ଭାରତ
2
ଭାରତର କାଂସ୍ୟ କୀର୍ତ୍ତି
2
କୁଚ୍‌ ବେହାର ଟ୍ରଫି:ଓଡ଼ିଶା ୯୬ରେ ସୀମିତ
2
ଗୋଲ୍‌ ବର୍ଷା: ଭାରତ ୨୨-୦ରେ ବିଜୟୀ
2
ପାର୍ବଣ ଋତୁରେ ସାମସଙ୍ଗର ଏହି ସ୍ମାର୍ଟଫୋନ୍‌ରେ ମିଳୁଛି ସ୍ୱତନ୍ତ୍ର ଅଫର, ଜାଣନ୍ତୁ କାହାର କେତେ ରହିଛି ଦାମ୍‌
0
ଭାରତର ସଫଳତା କାମନା କରି ହୋମଯଜ୍ଞ
2
ଭୋଡାଫୋନ୍‌ ଆଇଡିଆ ଓ ପେଟିଏମ୍‌ ସବବନ୍ଧନ : ପ୍ରିପେଡ ଗ୍ରାହକ ପାଇବେ ଆକର୍ଷଣୀୟ କ୍ୟାସବ୍ୟାକ୍‌
0
ପରଦାରେ ଜମିବ ଜ୍ୟୋତି ଓ ଝିଲିକ୍‌ଙ୍କ କେମେଷ୍ଟ୍ରି
1
‘ମି ଠୁ’ ଅଭିଯାନରେ ସାମିଲ୍‌ ହୋଇ କି ମତ ରଖିଲେ ବଲିଉଡର ସିରିଅଲ୍‌…
1
ଡାଭିଡ ମିଲର ରଚିଲେ ଇତିହାସ, ବାଲାଂଦେଶ ବିପକ୍ଷରେ ବିସ୍ଫୋରକ ଟି-୨୦ ଶତକ
2
୫ରୁ ବଜାରକୁ ଆସିବ ରିୟଲ ମି ୟୁ-୧ ସ୍ମାର୍ଟଫୋନ୍‌
0
‘ଗୋଲ୍‌ଡ’ ନୁହେଁ ମୌନି ରାୟଙ୍କ ପ୍ରଥମ ସିନେମା , ଆଗରୁ ଏହି…
1
‘ପଦ୍ମାବତୀ’ ସଂପର୍କରେ ମତ ରଖିବାରୁ ନିଜକୁ ଦୂରେଇ ରଖିଲେ ବାହୁବଲୀ…
1
ବରକୁ ୫୨, କନିଅାକୁ ୨୩ : ଯୁବତୀ ଗାର୍ଲଫ୍ରେଣ୍ଡଙ୍କୁ ବିବାହ କରିବେ…
1
ମହିନ୍ଦ୍ରାର ନୂଆ ‘ସୁପ୍ରୋ’ ହେଭି ଡ୍ୟୁଟି ସିରିଜ୍‌
0
ଜଣାପଡ଼ିଲା , କେଉଁ ରୋଗରେ ପୀଡ଼ିତ ଇର୍ଫାନ ଖାନ୍
1
ରିଷଭ ପନ୍ତଙ୍କ ଅର୍ଦ୍ଧ ଶତକ, ଦିଲ୍ଲୀ ୧୮୧/୪
2
ପୁଲ୍ ଅଫ୍ ଡେଥ୍‌ରେ ନେଦରଲାଣ୍ଡ-ଜର୍ମାନି
2
ଆଇସିୟୁରେ ଭର୍ତ୍ତି ହେଲେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ…
1
‘ରିଓର ଅଧୁରା ସ୍ୱପ୍ନ ଟୋକିଓରେ ପୂରଣ କରିବି’
2
ଦେଶର ସବୁଠାରୁ ଦାମୀ ସ୍ରେଲିବ୍ରିଟି ମାନ୍ୟତା ପାଇଲେ କୋହଲି; ପଛକୁ ଅଛନ୍ତି ଦୀପିକା, ଅକ୍ଷୟ କୁମାର ଓ ରଣବୀର ସିଂହ
2
ଶାହରୁଖ୍‌ ଏବଂ ଅକ୍ଷୟଙ୍କୁ ପଛରେ ପକାଇଲେ ସଲମାନ୍‌ ଖାନ୍‌ !…
1
ବ୍ୟାଙ୍କ ଅଫ ବରୋଦା, ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କର ମିଶ୍ରଣକୁ କ୍ୟାବିନେଟ ମଂଜୁରୀ, କୌଣସି କର୍ମଚାରୀ ଛଟେଇ ହେବେ…
0
ଏହି ଅଭିନେତାଙ୍କ ଯୋଗୁଁ ସୁଲକ୍ଷଣା ପଣ୍ଡିତ ଅବିବାହିତା ରହିଗଲେ
1
ବଜାରରେ ଟାଟା ମୋଟର୍ସର ନୂତନ ନେକ୍ସନ କ୍ରାଜ୍‌
0
ଆୟକର ଛାଡ଼ ସୀମା ୩ ଲକ୍ଷ ଟଙ୍କା ହେଉ: ଏସ୍‌ବିଆଇ
0
କୋରିଆ ଗଲେ ସୁନୀତା ଦଳ
2
ରଣବୀର୍‌ ସିଂହ ନିଜର  ଆଠ ବର୍ଷର କ୍ୟାରିଅର୍‌କୁ ନେଇ ଖୋଲିଲେ ଏହି…
1
ଗ୍ଲାସ୍‌ଗୋ ସଫଳତା ଟପିବାକୁ ଭାରତର ଆଶା
2
ଓର୍‌ଟେଲ୍‌ର ନୂଆ ବ୍ରଡବ୍ୟାଣ୍ଡ୍‌ ପ୍ଲାନ୍‌
0
୧୫ବର୍ଷ ପୂର୍ବେ ନେଇଥିବା ଏହି ନିଷ୍ପତ୍ତିକୁ ଭାଙ୍ଗିବାକୁ…
1