text
string
label
int64
ଖଣି ମନ୍ତ୍ରାଳୟ-ନାଲ୍‌କୋ ଏମ୍‌ଓୟୁ
0
ପିଏନ୍‌ବି ଶାଖାର ନୂତନ ପରିସର ଉଦ୍‌ଘାଟିତ
0
‘ସ୍ୱିସ୍‌ ବ୍ୟାଙ୍କର ସବୁ ଜମା କଳାଧନ ନୁହେଁ’
0
ଇଂଲଣ୍ଡରେ ଶତକ ଅର୍ଜନରେ ଋଷବ ପ୍ରଥମ ଭାରତୀୟ ଓ୍ଵିକେଟ୍‌ ରକ୍ଷକ
2
ଇଲେକ୍ଟ୍ରୋଷ୍ଟିଲ୍‌କୁ କିଣିଲା ବେଦାନ୍ତ
0
ଅଶୋକ ସ୍ମାରକୀ କ୍ରିକେଟ୍‌ ଫାଇନାଲରେ ରେଳବାଇ
2
ବାର୍ସେଲୋନା ପୁଣି କିଙ୍ଗ୍‌ସ କପ୍‌ ଜିତିଲା
2
ଜେଇଇ-ମେନ୍‌ ପରୀକ୍ଷା ଫଳ
0
ସିକେ ନାଇଡୁ କ୍ରିକେଟ: ଓଡ଼ିଶା ୧୧୧ରନରେ ଅଲ ଆଉଟ୍‌
2
ଷ୍ଟେନ୍‌ ଦକ୍ଷିଣ ଆଫ୍ରିକାର ସର୍ବାଧିକ ୱିକେଟ୍‌ ଦଖଲକାରୀ
2
ତେଲ ଆହୁରି କନ୍ଦାଇବ
0
ନିର୍ବାଚନ ଫଳାଫଳ:ହୃଦସ୍ପନ୍ଦନ ବଢ଼ାଇଦେଲା ସେନ୍‌ସେକ୍ସ
0
ମୁମ୍ବାଇର ପ୍ରଥମ ବିଜୟ
2
ଆପ୍ଟି ପ୍ଲସ୍‌ ଏକାଡେମିର ଆଲୋଚନାଚକ୍ର
0
ଟାଟା କ୍ୟାପିଟାଲ୍‌ର ଆଧାର ଭିତ୍ତିକ ଇ-କେଓ୍ଵାଇସି
0
ଅନୁଭବଙ୍କ ସହ ପ୍ରଥମ ଥର ପାଇଁ ଏହି ନିର୍ଦ୍ଦେଶକ
1
‘ଭାରତ କେ ବୀର୍‌’ ଅଭିଯାନକୁ ଡାଲମିଆ ଭାରତର ସମର୍ଥନ
0
“ତୁରନ୍ତ ଗାଡ଼ିର କାଚକୁ ଉପରକୁ କର, ନହେଲେ ମୁଁ ଦେବି ଏବେ ଗୋଟେ”…
1
ଜେଟ୍‌ଲିଙ୍କ ଏମ୍‌ଏସ୍‌ପି ଫର୍ମୁଲା
0
ନାଲ୍‌କୋର ନିଟ୍‌ ଲାଭ ୨୩୫ କୋଟି
0
ରାଜ୍ୟ-ରାଜ୍ୟ ମଧ୍ୟରେ ଗାଡ଼ି ପଂଜିକରଣ, ଡ୍ରାଇଭିଂ ଲାଇସେନ୍ସ ଟ୍ରାନ୍ସଫର କଲେ ଟିକସ ଦେବାକୁ ପଡିବ ନାହିଁ , ମନ୍ତ୍ରୀ…
0
ଆଜି ତୃତୀୟ ଟେ୍ଵଣ୍ଟି-୨୦ : ନିର୍ଣ୍ଣାୟକ ମୁକାବିଲା, ନଜରରେ ମାହି
2
‘ଗଣେଶ ଗ୍ରେନ୍‌ସ’ ଆଣିବ ନୂଆ ପ୍ରକାର ଅଟା
0
ରୋଲର ସ୍କେଟିଂ ଗିନିଜ ରେକର୍ଡ ଲକ୍ଷ୍ୟରେ ୧୫ ଓଡ଼ିଆ
2
୧୮ରେ ପହଞ୍ଚିବେ ଖେଳାଳି, ୧୯ରେ ଅଭ୍ୟାସ
2
ଏସୀୟ କ୍ରୀଡ଼ା: ଲଣ୍ଡନରେ ପ୍ରଶିକ୍ଷଣ ପାଇଁ ସରକାରୀ ସହାୟତା ଲୋଡ଼ିଲେ ଜଉନା
2
ସଲମାନ ସୁଟିଂ ସେଟ୍‌ରେ ଏହି କାମ କରୁଥିବା ଜାଣି ପ୍ରିୟଙ୍କା ଫିଲ୍ମ…
1
ସମୁଦ୍ର ପତ୍ତନ ଠାରୁ ୧୪, ୫୦୦ ଫୁଟ ଉଚ୍ଚରେ ଫୁଟବଲ ମ୍ୟାଚ୍‌, ଭାଗ ନେଲେ ୪୦ ଟିମ୍‌
2
ବିଶ୍ୱ ର‍୍ୟାପିଡ୍‌ ଟ୍ରଫି ଜିତିଲେ ଆନନ୍ଦ
2
ସଲମାନ୍‌ ଖାନଙ୍କ ଅଭିନୀତ ଆଉ ଏକ ସୁପରହିଟ୍‌ ସିନେମାର ରିମେକରେ…
1
ଲୁହା ପିଞ୍ଜରାରେ ଲଢ଼େଇ: ଶୁକ୍ରବାରରୁ ମିଶ୍ରିତ ସାମରିକ କଳା ଜାତୀୟ ପ୍ରତିଯୋଗିତା
2
କେବୁଲ ଓ ଡିଟିଏଚ ସେବା ପାଇଁ ଟ୍ରାଇର ନୂଆ ନିୟମ ଲାଗୁ, ସମୟସୀମା ଜାନୁୟାରୀ ୩୧ ପର୍ଯ୍ୟନ୍ତ ବୃଦ୍ଧି
0
ଜାଦେଜାଙ୍କ ପତ୍ନୀଙ୍କୁ ଆକ୍ରମଣ
2
କିଟ୍‌ ମହିଳା ଦଳ ଶୀର୍ଷରେ
2
ଲୋକପ୍ରିୟ ହାସ୍ୟ ଅଭିନେତା ଶରତ ମହାନ୍ତିଙ୍କ ପରଲୋକ
1
ଓଡ଼ିିଶା ପୁଲିସ-କିଶୋର କ୍ଲବ୍‌ ଫାଇନାଲ୍‌
2
ପାକିସ୍ତାନକୁ ମିଳିଲା ପ୍ରାୟୋଜକ
2
ଆହୁରି ବଢିବ ପେଟ୍ରୋଲ, ଡିଜେଲ ଦର , କାରଣ ଜାଣନ୍ତୁ
0
ମହଙ୍ଗା ହୋଇଯିବ କାର୍‌
0
ଦୀପାଙ୍କ ଆତ୍ମଜୀବନୀରେ ଓଡ଼ିଆ ଛାପ
2
ରାଜ୍ୟ କରାଟେ ପ୍ରତିଯୋଗିତା ଆଜିଠୁ
2
କନିଷ୍ଠ ମହିଳା ହକି ଜାତୀୟ ଶିବିରରେ ୫ ଓଡ଼ିଆ
2
ସ୍ତ୍ରୀଙ୍କ ଏଟିଏମ୍‌ କାର୍ଡକୁ ସ୍ୱାମୀ ବି ବ୍ୟବହାର କରିପାରିବେନି
0
ଆସ୍‌ଲେ-କୋକୋ ଜିତିଲେ ମହିଳା ଯୁଗଳ ଟ୍ରଫି
2
କ୍ରୀଡ଼ାଗ୍ରାମରେ ଉଡ଼ିଲା ତ୍ରିରଙ୍ଗା :ଡୋପିଂ ଅଭିଯୋଗକୁ ଅସ୍ୱୀକାର
2
ସର୍ବଭାରତୀୟ ବିଶ୍ୱବିଦ୍ୟାଳୟ ଟିଟି : ପଶ୍ଚିମବଙ୍ଗ ବିଜେତା 
2
ସାବଧାନ! ଆୟକର ରିଟର୍ଣ୍ଣ ଫାଇଲ୍‌ ଫର୍ମରେ ଭୁଲ ତଥ୍ୟ ପ୍ରଦାନ ଏକ ଦଣ୍ଡନୀୟ ଅପରାଧ
0
ମହଙ୍ଗା ପଡ଼ିଲା ପିଏନ୍‌ବି ଠକେଇ:ଚାକିରି ଶେଷଦିନରେ ବରଖାସ୍ତ
0
ଧୋନିଙ୍କ ନେତୃତ୍ୱର ଦିନିକିଆ ଦ୍ୱିଶତକ
2
ରେଡିଓ ଚକଲେଟ ପାଳିଲା ମିଠା ମିଠା କ୍ରିସମାସ୍ 
1
ସେନ୍‌ସେକ୍ସ ଖସିଲା ୮୦୬ ପଏଣ୍ଟ୍‌, ଦୁଇ ଦିନରେ ହରାଇଲେ ୫ ଲକ୍ଷ କୋଟି
0
କୋଟିକୋଟି ଲୋକଙ୍କୁ ଝଟକା: ଏସ୍‌ବିଆଇ ସମେତ ଏହି ବଡ଼ ବ୍ୟାଙ୍କମାନଙ୍କର ମାଗଣା ସେବା ଉପରେ ଦେବାକୁ ପଡ଼ିବ ଚାର୍ଜ!
0
ବ୍ରହ୍ମପୁରରେ ହେବ ଜାତୀୟ ଭାରୋତ୍ତୋଳନ
2
ବିଜୟପତ୍‌ଙ୍କ ଆତ୍ମଜୀବନୀ ଉପରେ ରୋକ୍ ଲାଗିଲା
0
ଆସିବ ଇଲେକ୍ଟ୍ରିକ୍‌ ନାନୋ
0
କିଏ ମହାନ ?ରୋନାଲ୍‌ଡୋ ମେସି:ପରବର୍ତୀ ପାଞ୍ଚ
2
ପଦ୍ମାବତୀ ବିବାଦକୁ ଭୁଲି ଶ୍ରୀଲଙ୍କାରେ ନୂଆବର୍ଷ ଛୁଟି ମନାଇବେ…
1
ଭାରତରେ ତିଆରି ହେବ ଆମେରିକା ଯୁଦ୍ଧ ବିମାନ ଡେଣା
0
ପାକିସ୍ତାନ ଆତ୍ମବିଶ୍ୱାସ ସଙ୍କଟ ଦେଇ ଗତି କରୁଛି: ଆର୍ଥର
2
ସିଭି ରମଣରେ ଡ୍ରୋନ୍‌ ପ୍ରଯୁକ୍ତି ପ୍ରଶିକ୍ଷଣ
0
କିଲିମାଁଜାରୋ ଚଢ଼ିବାକୁ ବାହାରିଲେ ଲିପିକା, କୁଶ
2
ରାଷ୍ଟ୍ରପତିଙ୍କ ପରେ ମୁଁ ଲୋକପ୍ରିୟ: ରସିଦ୍‌
2
ଟ୍ରେନ୍‌ ଓ ଷ୍ଟେସନରେ ଯାତ୍ରୀଙ୍କୁ ବିକ୍ରି ହେଉଥିବା ଖାଦ୍ୟ ମହଙ୍ଗା ହେବ !
0
ଫେଡେରର୍‌, ସାରାପୋଭା ବିଦା:ଜନ୍ମଦିନରେ କାର୍ଲାଙ୍କ ସ୍ମରଣୀୟ ବିଜୟ
2
ଲାଇଭ୍‌ କନସର୍ଟରେ ଗୀତ ଗାଉ ଗାଉ କାନ୍ଦି ପକାଇଲେ ନେହା କକ୍କର,…
1
କର୍କଟ ରୋଗର ଚିକିତ୍ସା ପରେ ଲଣ୍ଡା ହେଲେ ସୋନାଲି, ସାମ୍ନାକୁ…
1
ସରକାରୀ ବ୍ୟାଙ୍କ ବଞ୍ଚାଇବା ପ୍ରୟାସ
0
ଓଡ଼ିଶା ହକି ବିଶ୍ୱକପ୍‌: ଭୁବନେଶ୍ୱର ପହଞ୍ଚିଲା ଦକ୍ଷିଣ ଆଫ୍ରିକା ଟିମ୍‌
2
ସ୍ୱଳ୍ପ ସଞ୍ଚୟ ଯୋଜନାର ଆଧାର ସଂଯୋଗ ଅବଧି ମାର୍ଚ ୩୧ ପର୍ଯ୍ୟନ୍ତ ବଢ଼ିଲା
0
ପଦ୍ମାବତ: ସିବିଏଫ୍‌ସି ମୁଖ୍ୟଙ୍କୁ ଅଦାଲତ ଅବମାନନା ନୋଟିସ୍‌…
1
ପ୍ରଧାନମନ୍ତ୍ରୀ ମୋଦିଙ୍କ ଜୀବନୀକୁ ନେଇ ସିନେମା, ମୋଦିଙ୍କ ଭୂମିକା…
1
ସିଆଇଆଇ ରିପୋର୍ଟରେ ନିଯୁକ୍ତିର ଭିନ୍ନ ଚିତ୍ର
0
ରାମାୟଣ-ମହାଭାରତରେ ମାନସିକ ଶାନ୍ତି ଖୋଜୁଛନ୍ତି ମିସୀ
2
ଟେକ୍ସଟାଇଲ୍‌ କପ୍‌: ସୁପର ଷ୍ଟାର୍‌, ରୟାଲ୍ସ, ଟାଇଟାନ୍‌ ବିଜୟୀ
2
ପୋଲାଣ୍ଡ୍‌ ମୁଷ୍ଟିଯୁଦ୍ଧ: ମେରି କମ୍‌ଙ୍କୁ ସ୍ୱର୍ଣ୍ଣ; ମନୀଷା ଜିତିଲେ ରୌପ୍ୟ
2
ଏସୀୟ ଦିବ୍ୟାଙ୍ଗ ଯୁବ କ୍ରୀଡ଼ା ଜୟନ୍ତୀଙ୍କୁ ଦ୍ୱିତୀୟ ସ୍ୱର୍ଣ୍ଣ
2
ଜାତୀୟ ହକି ଆରମ୍ଭ: ଓଡ଼ିଶା ଓ ଗାଙ୍ଗ୍‌ପୁର ଦଳ ହାରିଲେ
2
ଚର୍ଚ୍ଚାରେ ଶ୍ୱେତା ତିଓ୍ଵାରୀଙ୍କ ଝିଅ ପଲକ୍‌ 
1
ସଲମାନଙ୍କ ଜାମିନ୍‌ ପାଇଁ କୋର୍ଟରେ ଓକିଲ ରଖିଥିଲେ ଏହି ୫ଟି ଦାବି
1
ଭାରତ-ଶ୍ରୀଲଙ୍କା ଦୃଷ୍ଟିହୀନ କ୍ରିକେଟ୍ ଆଜି
2
ସାମ୍ନାସାମ୍ନି ହେବେ ଏହି ଦୁଇ ଓଲିଉଡ ନାୟିକା
1
କୁସ୍ତି ପ୍ରଶିକ୍ଷକ ନିଲମ୍ବିତ
2
ସଲମାନଙ୍କ ‘ଟାଇଗର୍‌ ଜିନ୍ଦା ହେ’କୁ ମିଳିଲା ଏହି ସେନସର୍‌…
1
ସାବଧାନ, ଅଜଣାତରେ ଫୋନ୍‌ ଆପଣଙ୍କ କାର୍ଯ୍ୟାକଳାପ ଉପରେ ଏପରି ରଖୁଛି ନଜର!
0
ଆଧାର ଆଇନ ନମାନିଲେ ଜରିମାନା
0
ଆଇପିଏଲ୍‌ ୧୧: ପଞ୍ଜାବକୁ ୪ ଓ୍ଵିକେଟ୍‌ରେ ହରାଇଲା ବେଙ୍ଗାଲୁରୁ
2
ପଟିଆରେ ଲୁଇ ଫିଲିପ୍‌ର ନୂଆ ଷ୍ଟୋର୍‌
0
ଫସଲ ବୀମା ପ୍ରଦାନରେ ବ୍ୟାଙ୍କ ବିଫଳ
0
ସେରେନା-ଓସାକା ଫାଇନାଲ୍‌ ଲଢ଼େଇ
2
ବିଦ୍ୟାଳୟ ଥ୍ରୋ ବଲ୍‌: ପୁରୀକୁ ଦ୍ୱି-ମୁକୁଟ
2
ଜିଏସ୍‌ଟି ସ୍ଲାବ୍‌ ୪,୧୬, ୨୪% ହୋଇପାରେ
0
ରୋନାଲ୍‌ଡୋ ରୋମାଞ୍ଚ ମରକ୍କୋକୁ ବିଦାକଲା ପର୍ତୁଗାଲ
2
ହୋଣ୍ଡାର ନୂଆ ପଞ୍ଚମ ପିଢ଼ି ‘ସିଆର୍‌-ଭି’
0
ରାଜ୍ୟଗୋଷ୍ଠୀ କରାଟେ: ଭିଭି କରାଟେକାଙ୍କୁ ୧୬ ପଦକ
2
ଅଷ୍ଟ୍ରେଲିଆ ୪୦୨ ରନ୍‌ରେ ଆଗୁଆ
2
ବାସ୍କେଟବଲ୍‌ରେ କିଟ୍‌କୁ ଦ୍ୱିମୁକୁଟ
2
ଫାଇନାଲ୍‌ରେ ରାମେଶ୍ୱର-ଏ
2
ପୂର୍ବାଞ୍ଚଳ ଏଜି ହକି: ଓଡ଼ିଶା ବିଜେତା
2
ଜାତୀୟ ବାଳିକା ହକି କ୍ୱାର୍ଟରରେ ଗାଙ୍ଗପୁର ଓଡ଼ିଶା
2
୬ ହକି ଖେଳାଳିଙ୍କୁ ୫ କୋଟି:ଏସିଆଡ୍‌ ପଦକ ବିଜେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଧନା
2