text
string
label
int64
ରାଜ୍ ଇଲେକଟ୍ରୋନିକ୍ସର ପ୍ରାଇସ୍ ଚାଲେଞ୍ଜ ଅଫର୍
0
୧୩୬ ବର୍ଷର କୀତିମାନ ଭାଙ୍ଗିଲେ ସମୁଲିଆନ୍‌
2
ଶ୍ରୀଲଙ୍କା ୨-୦ରେ ଶୃଙ୍ଖଳା ଜିତିଲା
2
କାହାର କ’ଣ ମତ
0
ପାଣି ଘେରରେ ପରିବାର, ସନ୍ତରଣରେ ପ୍ରକାଶ ରଚିଲେ ଇତିହାସ
2
ଖେଲୋ ଇଣ୍ଡିଆ ସ୍କୁଲ୍‌ କ୍ରୀଡ଼ା ଦର୍ଶକଙ୍କ ସଂଖ୍ୟା ୧୦ କୋଟି ଟପିଲା
2
ଅଭିନୟରେ ପକ୍କା, ଖେଳରେ କଚ୍ଚା: ବାୟୋପିକ୍‌ ପାଇଁ ଶ୍ରଦ୍ଧାଙ୍କ…
1
ଅଗଷ୍ଟ ୮ରେ ଭାରତରେ ଲଞ୍ଚ୍‌ ହେବ ସାଓମୀର ନୂଆ ସ୍ମାର୍ଟଫୋନ ଏମଆଇ ଏ୨
0
ଡେବ୍ୟୁ ସିନେମାରେ ହଟ୍ ହିରୋଇନ୍‌ ବନିଥିଲେ ଏହି ଓଲିଉଡ ନାୟିକା ,…
1
ଦୀପାବଳୀ ସତ୍ତ୍ୱେ ସୁନାଦର ମାନ୍ଦା, କିନ୍ତୁ ଆଗକୁ ବଢିବା ସମ୍ଭାବନା
0
୬୦ କୋଟି ମାଗିବାରୁ ‘ଠଗସ୍‌ ଅଫ୍‌ ହିନ୍ଦୋସ୍ତାନ୍‌’ରୁ ଆଉଟ୍‌…
1
ମୁହଁ ଖୋଲିଲେ ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା
0
ହତ୍ୟାଠାରୁ ମ୍ୟାଚ୍‌ ଫିକ୍ସିଂ ବଡ଼ ଅପରାଧ: ଧୋନି
2
େଓ୍ଵଷ୍ଟଇଣ୍ଡଜ୍‌ ପରେ ଆଫଗାନିସ୍ତାନକୁ ମିଳିଲା ବିଶ୍ୱ କପ୍‌ କ୍ରିକେଟ୍‌ ଟିକେଟ୍‌
2
ଏହି ବଲିଉଡ଼୍‍ ସେଲିବ୍ରିଟି କରିଥିଲେ ଗୋପନରେ ବିବାହ
1
ଷ୍ଟାଇଲ୍‌ସ୍ପାରେ ଏଣ୍ଡ୍‌ ଅଫ୍ ସିଜନ୍ ସେଲ୍‌
0
ଇଷ୍ଟ୍‌ବେଙ୍ଗଲ୍‌ ୨-୧ରେ ବିଜୟୀ
2
ଅଗ୍ରଣୀ ଲକ୍ଷ୍ୟରେ ଭାରତ
2
ଏ.ଆର.ରେହେମାନ୍‌ କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍‌ ଉଦଘାଟନୀ ସଂଗୀତ ପରିବେଷଣ କରିବେ
2
ଚନ୍ଦା କୋଚର କୌଣସି ଜାଲିଆତି କରିନାହାନ୍ତି : ଆଇସିଆଇସିଆଇ ବ୍ୟାଙ୍କ
0
ଜାତୀୟ କନିଷ୍ଠ ହ୍ୟାଣ୍ଡବଲ୍ ଲାଗି ଓଡ଼ିଶା ଦଳ
2
ବିକାନେର ଜମି ଦୁର୍ନୀତି ମାମଲା: ରବର୍ଟ ଭଦ୍ରାଙ୍କ ୪.୬୨ କୋଟିର  ସମ୍ପତ୍ତି ଜବତ କଲା ଇଡି
0
‘ଟାଇଗର୍‌ ଜିନ୍ଦା ହୈ’ର ଆୟ କେତେ ଜାଣନ୍ତୁ
1
୩୬ ଦିନ ପରେ ବଢିଲା ପେଟ୍ରୋଲ, ଡିଜେଲ ଦର
0
ଭାଗ୍ୟଧର ଟ୍ରଫି, ଫାଇନାଲ୍‌ରେ କିଶୋର କ୍ଲବ୍‌
2
ଆଡିଲେଡ୍‌ ଦିନିକିଆ: ଫିଞ୍ଚ , କାରେ ଶସ୍ତାରେ ଆଉଟ୍‌, ଅଷ୍ଟ୍ରେଲିଆ ୪୦/୨
2
କେଉଁ ଖବର ମିଥ୍ୟା ଜଣାଇଦେବ ହ୍ଵାଟସ୍‌ଆପ୍‌
0
ପ୍ରଥମ ପତ୍ନୀ ଅମୃତା ସିଂହଙ୍କୁ କାହିଁକି ଛାଡ଼ିଥିଲେ ସୈଫ୍‌ ଅଲ୍ଲୀ…
1
ଜିଓକ୍ସ ମୋବାଇଲ୍‌ର ପକ୍ଷରୁ ନୂଆ ସ୍ମାର୍ଟଫୋନ୍‌ ଆଷ୍ଟ୍ରା ଷ୍ଟାର୍‌
0
ଇଣ୍ଟର‌୍‌ସିଟି ଗୋଲ୍ଡ କପ୍‌ ହକି, ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସ ବିଜେତା
2
ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ସ୍ପେନ୍‌-ନ୍ୟୁଜିଲାଣ୍ଡ ମ୍ୟାଚ୍‌ ୨-୨ରେ ଡ୍ର
2
ପିପିଏଫ୍‌ ଏବଂ ଅନ୍ୟାନ୍ୟ ସ୍ୱଳ୍ପ ସଂଚୟ ଉପରେ ୦. ୪% ସୁଧ ବଢ଼ାଇଲେ ସରକାର
0
ଇଏସ୍‌ଆଇସି ହସ୍ପିଟାଲମାନଙ୍କରେ ଏଣିକି ସାଧାରଣ ଲୋକେ ମଧ୍ୟ ପାଇବେ ଚିକିତ୍ସା ସୁବିଧା
0
ଏହି ସିନେମାରେ ବାବୁସାନ କରିଥିଲେ ଗେଷ୍ଟ୍‍ ରୋଲ୍‌
1
ସଲୀଲ ପାରେଖ ଇନଫୋସିସ୍‌ର ନୂଆ ସିଇଓ
0
ଆଡିଲେଡ୍‌ ଦିନିକିଆ ଆଜି : ଧୋନିଙ୍କୁ ନେଇ ଚିନ୍ତା
2
ଏସୀୟ ଯୋଗ କ୍ରୀଡ଼ା: ଭାରତୀୟ ଦଳରେ ଓଡ଼ିଶାରୁ ଚନ୍ଦ୍ରକାନ୍ତ
2
ହକି ଇଣ୍ଡିଆର ଘୋଷଣା: ଟିମ୍‌ରେ ରହିବେ ୩୩ ସଦସ୍ୟ, ଆସନ୍ତାକାଲିଠୁ ଜାତୀୟ ଶିବିର
2
ବାହୁବଳୀ ନିର୍ମାତା ଏସ୍‌.ଏସ୍‌ ରାଜମୌଲିଙ୍କ ଫିଲ୍ମରେ ମୁଖ୍ୟ…
1
ସିନେମାରେ ଅଭିନୟ ନ କରି ବି ସୁନୀଲ ସେଟ୍ଟି ବର୍ଷକୁ ୧୦୦ କୋଟି…
1
‘ଲଭ୍‌ରାତ୍ରୀ’ ଚଳଚ୍ଚିତ୍ର ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ…
1
ଏଏସ୍‌ବିଏମ୍‌ରେ ଇମ୍‌କନ୍‌-୨୦୧୮
0
କାହାକୁ ସବୁଠୁ ବେଶୀ ଘୃଣା କରନ୍ତି ବଲିଉଡର ଏହି ହଟ୍‌ ନାୟିକା?
1
ଅଲମ୍ପିକ୍‌ରେ ରୌପ୍ୟ ପଦକପ୍ରାପ୍ତ ଏହି ଖେଳାଳୀଙ୍କୁ ବାହା ହେବେ…
1
ଗୋପୀଚାନ୍ଦ ବାଡମିଣ୍ଟନ ଏକାଡେମୀର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ , ୧ ବର୍ଷରେ ସଂପୂର୍ଣ୍ଣ ହେବ
2
ସୋଏବଙ୍କ ପାଇଁ ପତ୍ନୀ-ପୁଅ ଆଗ
2
ଏପଟେ ବିରାଟ-ଅନୁଷ୍କା ଓ ସେପଟେ ସୋନମ-ଆନନ୍ଦଙ୍କ ଫଟୋ ଭାଇରାଲ୍‌
1
କୋଟ୍‌ଲାରେ କୋହଲି ଓ ପ୍ରଦୂଷଣ ରାଜ
2
ମାତ୍ର ୪୯୯ ଟଙ୍କାରେ ମିଳୁଛି ବିଏସ୍‌ଏନ୍‌ଏଲ୍‌ କନେକ୍ସନ ସହ ଏହି ଫୋନ୍‌
0
ଗିମିନେଜ୍‌ ହେଡର୍‌ରେ ଉରୁଗୁଏ ଜିତିଲା
2
କନ୍ନଡ଼ ସିନେମାର ଅନେକ ଅଭିନେତା-ନିର୍ମାତାଙ୍କ ଘରେ ଆୟକର ବିଭାଗର…
1
ଗୋଆ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ବିଜୟୀ
2
ଏମ୍‌ଏସ୍‌ପି ଘୋଷଣା କାର୍ଯ୍ୟକାରୀ କରିବା କଷ୍ଟକର
0
କର୍କଟ ଆଗରେ ହାର୍‌ ମାନିଲେ ମାରିଆ
2
ପୁଷ୍ପଲତା ଗରାବଡୁ ସ୍ମାରକୀ ମାଷ୍ଟର୍ସ କି୍ରିକେଟ୍‌ ୮ରୁ
2
ତଦନ୍ତ ରିପୋର୍ଟ ପାଇଁ ଡିସିପିଙ୍କୁ ଚିଠି
2
ନୂଆ ରୂପରେ ଫେରିଲା ହୁଣ୍ଡାଇ ସାଣ୍ଟ୍ରୋ
0
ବେଦାନ୍ତ ସମେତ ୪ଟି ସଂସ୍ଥାର ପ୍ରକଳ୍ପକୁ ମଞ୍ଜୁରି
0
‘ଅର୍ଥନୀତିକୁ ବିଗାଡ଼ିଛି ବିମୁଦ୍ରୀକରଣ, ଜିଏସ୍‌ଟି’
0
କୋଙ୍କଣୀ ବିବାହ ସମୟରେ ଦୀପିକା ପିନ୍ଧିଥିବା କାଞ୍ଜିବରମ ଶାଢ଼ିକୁ…
1
କେତେ ନିରାପଦ ପ୍ଲାଷ୍ଟିକ ବୋତଲ ପାଣି ? ଏହି ରିପୋର୍ଟ ପଢିଲେ ଚମକି ପଡିବେ
0
କାହାର କେତେ ଦମ୍‌!:ଭାରତ-ଇଂଲଣ୍ଡ ଟେଷ୍ଟ୍‌ ଶୃଙ୍ଖଳା
2
ବାରବାଟୀକୁ ଫେରିବ ରଣଜୀ କିଟ୍‌, ଡ୍ରିମ୍ସ, ବିକାଶରେ ଗୋଟିଏ ଲେଖାଏଁ ମ୍ୟାଚ୍‌
2
ଠକେଇ ମାମଲାରେ ଫସିଲେ ଗମ୍ଭୀର
2
ସଲମାନ୍‌ ଖାନ୍‌ ଓ କାଟ୍ରିନା କୈଫଙ୍କ କେଉଁ ଗୀତ ଏବେ ଶୀର୍ଷରେ
1
ସାମସଙ୍ଗ ପରେ ଏଲଜି ବି ଲଞ୍ଚ୍‌ କରିବ ଫୋଲଡେଡ୍‌ ସ୍ମାର୍ଟଫୋନ
0
ରାଜ୍ୟ ଷ୍ଟାର୍ଟଅପ ର‍୍ୟାଙ୍କିଙ୍ଗ୍‌-୨୦୧୮ : ଷ୍ଟାର୍ଟ ଅପ ଗଢିବାରେ ଗୁଜୁରାଟ ଦେଶର ସର୍ବୋତ୍ତମ ରାଜ୍ୟ, ଅଗ୍ରଣୀ…
0
ରେନଲ୍ଟର ନୂଆ କ୍ୱିଡ୍‌ ୨୦୧୮
0
ଏୟାରଟେଲ ଲଞ୍ଚ କଲା ନୂଆ ପ୍ଲାନ୍‌, ପ୍ରତିଦିନ ମିଳିବ ୧.୪ଜିବି ଡାଟା
0
ଇଣ୍ଡିଜ୍‌ ଦିନିକିଆ ଦଳକୁ ଫେରିଲେ ରସେଲ୍‌
2
ନାରଦଙ୍କ ଭଳି କଳି ଭିଆଉଛନ୍ତି ସୁନୀଲ ଗ୍ରୋଭର୍‌ ! ଜାଣନ୍ତୁ…
1
ପ୍ରଥମ ଥର ପାଇଁ ଅମିତାଭଙ୍କ ସହ ନଜର ଆସିବେ କଙ୍ଗନା
1
ଗର୍ଭବତୀ ଥିବା ବେଳେ ଏହି ନାୟିକାମାନେ ସୁଟିଂ କରିଥିଲେ
1
ରଣଜୀ ଟ୍ରଫି:ଶେଷ ଘରୋଇ ସୁଯୋଗ
2
ଦେଓଧର ଟ୍ରଫିରେ କର୍ଣ୍ଣାଟକର ରୋମାଞ୍ଚକର ବିଜୟ
2
ଭାଷ୍ୟକାର ଭୂମିକାରେ ପ୍ରଜ୍ଞାନ
2
ପୁଣି ଫସିଲା ସାହାରା ଧରାପଡ଼ିଲା ୧୪ ହଜାର କୋଟିର ‌ହେରଫେର
0
ଈରାନୀ କପ୍‌: ବିଜୟ ଦ୍ୱାରରେ ବିଦର୍ଭ
2
ୟୁଟ୍ୟୁବ୍‌, ହ୍ଵାଟସ୍‌ଆପ୍‌କୁ ମିଥ୍ୟା ଖବର ଚିନ୍ତା:୧୫୦ କୋଟି ଖର୍ଚ କରିବ ୟୁଟ୍ୟୁବ୍‌
0
ଏହି ବଲିଉଡ୍‌ ଅଭିନେତାମାନେ ଖୁବ୍‌ ରାଗି, ସର୍ବସମ୍ମୁଖରେ ରାଗରେ…
1
ଏମ୍ଏଫ୍‌ଏନ୍ ମାନ୍ୟତା ପ୍ରତ୍ୟାହାର: ପାକିସ୍ତାନ ପାଖରେ ସୂଚନା ନାହିଁ
0
କୁଲଦୀପ୍‌ ସ୍ପିନ୍‌ ଇଂଲିସ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ନଚାଇଥିଲା
2
‘ବାହୁବଳୀ’ ପରି ଏହି ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରଟି ଦୁଇ ଭାଗ ହେବ:…
1
ଅଷ୍ଟମ ଦିନ ୭ ପଦକ
2
ରଣବୀର-ଆଲିଆଙ୍କ ପ୍ରେମ ସଂପର୍କ ବିଷୟରେ ପ୍ରଥମରୁ ଜାଣିଥିଲେ ବୋଲି…
1
ବୋମା ଗୁଜବ: ୧ ଘଣ୍ଟା ଅଟକି ରହିଲା ଲକ୍ଷ୍ନୌ-ବରୌନି ଏକ୍ସପ୍ରେସ
0
ସେମିରେ ପଙ୍କାଳ-ପପୁଲାର, ଲକ୍ଷ୍ମୀନାରାୟଣ-କେରଙ୍ଗ ମୁକାବିଲା
2
ବିଦ୍ୟା ବାଲନଙ୍କ ବୟାନ: ଯଦି ଲୋକମାନଙ୍କୁ ସବୁବେଳେ ‘ଡର୍ଟି…
1
୨୦୧୯ରେ ଇସ୍ତଫା ଦେବେ ଜ୍ୟାକ୍‌ ମା’: ଆଲିବାବା
0
‘ମୁଁ ୩୦୮ ମହିଳାଙ୍କ ସହ ଶୋଇଛି, ଦେହଜୀବୀମାନଙ୍କୁ ହିସାବ କରିବି?’…
1
ଭାରତରେ କେବଳ ନେତାଙ୍କୁ ଦୋଷ ଦିଆଯାଏ : ଜେଟଲୀ
0
ତୌରଙ୍ଗାରେ ମଉଜ କଲେ ଭାରତୀୟ ଖେଳାଳି
2
ଆଦିତ୍ୟ ଗ୍ରୁପ୍‌ ସିସିସିଏଲ୍‌ ବିଜେତା
2
ଏସୀୟ କ୍ରୀଡ଼ା: ଭାରତୀୟ ପୁରୁଷ ହକି ଟିମ୍‌ର ବିଜୟ ଅଭିଯାନ ଜାରି, ୮-୦ରେ ଜାପାନ ପରାସ୍ତ
2
ମିଲା ସାମ୍ପୁ, ସ୍କିନ୍‌ କେୟାର ଉତ୍ପାଦ ଦର
0
ଏହି ସିନେମା ଦ୍ୱାରା ପୁଣି ଗ୍ଲାମର ଦୁନିଆର ଗୁମର ଖୋଲିବ !
1
ଏହି ସିନେମାରେ ସିଦ୍ଧାର୍ଥ , ରଣବୀର୍‌
1
ପ୍ରିୟଙ୍କା କହିଥିବା ଏହି ପୁରୁଣା କଥାକୁ ମନେ ପକାଇ ନିର୍ବନ୍ଧ…
1
ନାଲ୍‌କୋ କପ୍‌ ହକି :କଟକ, ଓଡ଼ିଶା ପୁଲିସ୍‌, ଆର୍‌ଏସ୍‌ପି, ସୁନ୍ଦରଗଡ଼, ପିପିଟି ବିଜୟୀ
2
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ରେସଲରଙ୍କ ବଡ଼ ସଫଳତା: ସୁଶୀଲ କୁମାର ଏବଂ ରାହୁଲ ଆଓ୍ଵାରେ ଜିତିଲେ ସ୍ୱର୍ଣ୍ଣ
2