file_name
stringlengths
36
59
text
stringlengths
9
449
lang
stringclasses
12 values
speaker_id
stringclasses
26 values
duration
float64
1.5
29.8
source
stringclasses
2 values
emotion
stringclasses
1 value
domain
float64
snr_db
float64
22.5
60
⌀
silence_ratio
float64
0.1
0.35
⌀
clipping_ratio
float64
0
0
⌀
audio/or/indictts_or_male_train_odiamale_04634.wav
ହଳଧର ବାବୁ ଦିନେ ନିଜ ଘର ପିଣ୍ଡାରେ ବସିଛନ୍ତି ।
or
indictts_or_male
4.101
indictts_iitm
neutral
null
null
null
null
audio/or/indictts_or_male_train_odiamale_04635.wav
ଏହି ସମୟରେ ଗୋପାଳ ଭାଣ୍ଡ ରାସ୍ତାରେ ଚାଲି ଯିବାର ଦେଖିଲେ ।
or
indictts_or_male
4.447
indictts_iitm
neutral
null
null
null
null
audio/or/indictts_or_male_train_odiamale_04636.wav
ସେ କୌତୁକ କଥା ଶୁଣିବା ଅଭିପ୍ରାୟରେ ଗୋପାଳ ଭାଣ୍ଡକୁ ଡାକି କହିଲେ, କିହୋ ଗୋପାଳ, କୁଆଡ଼େ ଯାଉଛ ।
or
indictts_or_male
6.888
indictts_iitm
neutral
null
null
null
null
audio/or/indictts_or_male_train_odiamale_04637.wav
ସତ କରି କୁହ ତୁମର ନାଁ କ’ଣ, ପ୍ରକୃତ ଗୋପାଳ, କି ଗୋରୁ ଚରାଇବା କାରଣରୁ ଗୋପାଳ ନାମ ଧାରଣ କରିଛ ।
or
indictts_or_male
7.483
indictts_iitm
neutral
null
null
null
null
audio/or/indictts_or_male_train_odiamale_04638.wav
ହଳଧର ବାବୁଙ୍କର ଏହି ଇଙ୍ଗିତ କଥା ବୁଝି ପାରି, ଗୋପାଳ ତତ୍କ୍ଷଣାତ୍ ରାସ୍ତାରେ ପଡ଼ି ମୂର୍ଚ୍ଛା ହୋଇ ଭୂମିରେ ଲୋଟିଗଲେ ।
or
indictts_or_male
8.299
indictts_iitm
neutral
null
null
null
null
audio/or/indictts_or_male_train_odiamale_04639.wav
ଗୋପାଳର ମୂର୍ଚ୍ଛା ଯିବା ଦେଖି ହଳଧର ବାବୁ ଚାକରମାନଙ୍କୁ ଡାକି ଗୋପାଳକୁ ବୈଠକଖାନାକୁ ଟେକି ନେଇ ମୁଣ୍ଡରେ ପାଣି ମାରି ସାଷ୍ଟାଙ୍ଗ କଲେ ।
or
indictts_or_male
9.433
indictts_iitm
neutral
null
null
null
null
audio/or/indictts_or_male_train_odiamale_04640.wav
ଗୋପାଳ ବାବୁ କିଛି କ୍ଷଣ ପରେ ଆଖି ମିଟି ମିଟି କରି ଚାହିଁଲେ ।
or
indictts_or_male
4.232
indictts_iitm
neutral
null
null
null
null
audio/or/indictts_or_male_train_odiamale_04641.wav
ସଚେତ୍ ହେବା ଦେଖି ହଳଧର ବାବୁ ପଚାରିଲେ, କିହୋ ଗୋପାଳ ତୁମ୍ଭର କ’ଣ କିଛି ବାତ ବ୍ୟାଧି ଅଛି କି, ହଠାତ୍ ଏପରି ହେଲା କାହିଁକି ।
or
indictts_or_male
8.382
indictts_iitm
neutral
null
null
null
null
audio/or/indictts_or_male_train_odiamale_04642.wav
ଟିକେ ଆରାମ୍ ବୋଧ ହେଉଛି ନା କିଛି ଔଷଧ ବ୍ୟବସ୍ଥା କରିବି ।
or
indictts_or_male
3.894
indictts_iitm
neutral
null
null
null
null
audio/or/indictts_or_male_train_odiamale_04643.wav
ଏହା ଶୁଣି ଏକ କପଟ ଦୀର୍ଘ ନିଃଶ୍ୱାସ ପକାଇ କ୍ଷୀଣ ସ୍ୱରରେ କହିଲେ, ଆପଣଙ୍କୁ ଆଉ ଔଷଧର ବ୍ୟବସ୍ଥା କରିବାକୁ ହେବ ନାହିଁ ଯାହା କରିଛନ୍ତି ଯଥେଷ୍ଟ ।
or
indictts_or_male
10.471
indictts_iitm
neutral
null
null
null
null
audio/or/indictts_or_male_train_odiamale_04644.wav
ମୋର କାଳେ ଆପଣଙ୍କ ଆଶୀର୍ବାଦରୁ କୌଣସି ରୋଗ ନାହିଁ ।
or
indictts_or_male
3.9
indictts_iitm
neutral
null
null
null
null
audio/or/indictts_or_male_train_odiamale_04645.wav
ହଳଧର ବାବୁ କହିଲେ, ତେବେ ମୁଁ ଡାକିବା ମାତ୍ରେ ହଠାତ୍ ମୂର୍ଚ୍ଛା ଗଲ କାହିଁକି ।
or
indictts_or_male
5.173
indictts_iitm
neutral
null
null
null
null
audio/or/indictts_or_male_train_odiamale_04646.wav
ଗୋପାଳ କହିଲେ, କାରଣଟା କ’ଣ ବୁଝି ପାରୁ ନାହାଁନ୍ତି, ଲୋକେ କୁହନ୍ତି, ସିଂହର ଡାକ ଶୁଣିଲେ ପୁରୁଷ ପୁଅଙ୍କର ପୁରୁଷତ୍ୱ ଖସି ପଡ଼େ ।
or
indictts_or_male
9.184
indictts_iitm
neutral
null
null
null
null
audio/or/indictts_or_male_train_odiamale_04647.wav
ମୁଁ ତ’ ବାଟେ ବାଟେ ଯାଉଥିଲି, ହଠାତ୍ ଆପଣ ଡାକ ପକାଇଲେ ।
or
indictts_or_male
4.039
indictts_iitm
neutral
null
null
null
null
audio/or/indictts_or_male_train_odiamale_04648.wav
ଆପଣଙ୍କର ସେହି ଉପାଧି ହଠାତ୍ ସ୍ମରଣ ହେବାରୁ ମୁଁ ମନେ କଲି ତେବେ କ’ଣ ମୋର ସେଇଟା ଖସି ପଡ଼ିଲା ନା ଖସି ପଡ଼ିବ ।
or
indictts_or_male
7.865
indictts_iitm
neutral
null
null
null
null
audio/or/indictts_or_male_train_odiamale_04650.wav
ବର୍ତ୍ତମାନ ଦେଖୁଛି ମୋର ସମସ୍ତ ବଜାୟ ଅଛି ଅନିଷ୍ଟ ହୋଇ ନାହିଁ ।
or
indictts_or_male
4.952
indictts_iitm
neutral
null
null
null
null
audio/or/indictts_or_male_train_odiamale_04651.wav
ଗୋପାଳର ଏହି କଥା ଶୁଣି ସମସ୍ତେ ଠୋ ଠୋ ହୋଇ ହସିଲେ ।
or
indictts_or_male
4.072
indictts_iitm
neutral
null
null
null
null
audio/or/indictts_or_male_train_odiamale_04652.wav
ହଳଧର ବାବୁ ଗୋପାଳର ଭଣ୍ଡାମିରେ ସନ୍ତୁଷ୍ଟ ହୋଇ ତାଙ୍କୁ ଖଣ୍ଡିଏ ନୋଟ୍ ପୁରସ୍କାର ଦେଲେ ।
or
indictts_or_male
6.221
indictts_iitm
neutral
null
null
null
null
audio/or/indictts_or_male_train_odiamale_04653.wav
ଗୋପାଳ ସେଠାରୁ ବିଦାୟ ନେଇ ରାଜ ଭବନକୁ ଚାଲିଲେ ।
or
indictts_or_male
3.856
indictts_iitm
neutral
null
null
null
null
audio/or/indictts_or_male_train_odiamale_04654.wav
ରାଜ ଭବନକୁ ଆସିବା ବିଳମ୍ବ ଦେଖି କୃଷ୍ଣଚନ୍ଦ୍ର ପଚାରିଲେ ଗୋପାଳ ଆଜି ଏତେ ବିଳମ୍ବ କାହିଁକି ।
or
indictts_or_male
6.769
indictts_iitm
neutral
null
null
null
null
audio/or/indictts_or_male_train_odiamale_04655.wav
ଗୋପାଳ କହିଲେ, ମହାରାଜ ଆଜି ରାସ୍ତାରେ ଆସୁ ଆସୁ ସିଂହ ଉପରେ ଚଢ଼ି ଦଶ ଟଙ୍କା ବକ୍ସିସ୍ ପାଇଛି ।
or
indictts_or_male
7.342
indictts_iitm
neutral
null
null
null
null
audio/or/indictts_or_male_train_odiamale_04656.wav
ରାଜା ଗୋପାଳଙ୍କର ସିଂହ ଉପରେ ଚଢ଼ିବା ଶୁଣି ବିସ୍ମୟର କାରଣ ପଚାରିଲେ ।
or
indictts_or_male
4.968
indictts_iitm
neutral
null
null
null
null
audio/or/indictts_or_male_train_odiamale_04657.wav
ଗୋପାଳ ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ ସମସ୍ତ କଥା ରାଜାଙ୍କୁ କହିଲେ ।
or
indictts_or_male
4.694
indictts_iitm
neutral
null
null
null
null
audio/or/indictts_or_male_train_odiamale_04658.wav
ରାଜା ଖୁସି ହୋଇ ନଅର ଆଡ଼େ ଗଲେ, ଗୋପାଳ ମଧ୍ୟ ନିଜ ଗୃହକୁ ଫେରିଲେ ।
or
indictts_or_male
5.574
indictts_iitm
neutral
null
null
null
null
audio/or/indictts_or_male_train_odiamale_04659.wav
ଦିନେ ମୁର୍ଶୀଦାବାଦ୍ର ନବାବ୍, ମହାରାଜା କୃଷ୍ଣଚନ୍ଦ୍ରଙ୍କ ପାଖକୁ କହି ପଠାଇଲେ ।
or
indictts_or_male
5.856
indictts_iitm
neutral
null
null
null
null
audio/or/indictts_or_male_train_odiamale_04660.wav
ତୁମ ହିନ୍ଦୁ ଧର୍ମରେ ଯେପରି ମହାଭାରତ ଅଛି ସେହିପରି ମହାଭାରତ ଖଣ୍ଡେ ମୋ ନାମରେ ରଚନା କରି ପଠେଇବ ।
or
indictts_or_male
6.786
indictts_iitm
neutral
null
null
null
null
audio/or/indictts_or_male_train_odiamale_04661.wav
ଏହା ଯଦି ନ କର ତା’ହେଲେ ତୁମ୍ଭର ବିଶେଷ ଅମଙ୍ଗଳ ହେବ ।
or
indictts_or_male
4.263
indictts_iitm
neutral
null
null
null
null
audio/or/indictts_or_male_train_odiamale_04662.wav
ନବାବଙ୍କର ମହାଭାରତ କଥା ଶୁଣି ରାଜା ନିରୂପାୟ ହୋଇ ଭାବନା କରୁଛନ୍ତି ।
or
indictts_or_male
5.624
indictts_iitm
neutral
null
null
null
null
audio/or/indictts_or_male_train_odiamale_04663.wav
ଏହି ସମୟରେ ଗୋପାଳ ଭାଣ୍ଡ ଆସି ଦେଖିଲେ ଯେ ରାଜା ବଡ଼ ଚିନ୍ତିତ ହୋଇ ବସିଛନ୍ତି ।
or
indictts_or_male
5.898
indictts_iitm
neutral
null
null
null
null
audio/or/indictts_or_male_train_odiamale_04664.wav
ଗୋପାଳ ପଚାରିଲେ, ମହାରାଜ ଏତେ ଦୁଃଖିତ ହୋଇ ବସିଛନ୍ତି କାହିଁକି ।
or
indictts_or_male
4.645
indictts_iitm
neutral
null
null
null
null
audio/or/indictts_or_male_train_odiamale_04665.wav
ରାଜା କହିଲେ ନବାବ୍ ସାହେବ୍ ହୁକୁମ୍ କରିଛନ୍ତି ଆମ ହିନ୍ଦୁ ଧର୍ମରେ ଯେପରି ମହାଭାରତ ଅଛି ଠିକ୍ ସେହିପରି ମହାଭାରତ ତାଙ୍କ ନାମରେ କରି ପଠାଇବାକୁ ।
or
indictts_or_male
9.84
indictts_iitm
neutral
null
null
null
null
audio/or/indictts_or_male_train_odiamale_04666.wav
କିନ୍ତୁ ପଣ୍ଡିତମାନଙ୍କୁ କହିଲେ ସେମାନେ ମହାଭାରତ କିପରି ଲେଖିବେ କିଛି ସ୍ଥିରକରି ନ ପାରିବାରୁ ମୁଁ ଦୁଃଖିତ ହେଉଛି ।
or
indictts_or_male
7.773
indictts_iitm
neutral
null
null
null
null
audio/or/indictts_or_male_train_odiamale_04667.wav
ଏହା ଶୁଣି ଗୋପାଳ କହିଲେ, ଆଜ୍ଞା ଏହି କଥାତ’ ଏଥିକି ଭାବନା କ’ଣ ।
or
indictts_or_male
4.96
indictts_iitm
neutral
null
null
null
null
audio/or/indictts_or_male_train_odiamale_04668.wav
ଆମେ କ’ଣ ଲେଖକ ନୋହୁଁ, ସେ ଭାର ମୋ ଉପରେ ରହିଲା, ମୁଁ ମହାଭାରତ ଠିକଣା କରି ଲେଖିଦେବି ।
or
indictts_or_male
6.529
indictts_iitm
neutral
null
null
null
null
audio/or/indictts_or_male_train_odiamale_04669.wav
ତେବେ ଆପଣ ଏହି ମହାଭାରତ ଲେଖା ନିମନ୍ତେ ନବାବଙ୍କ ଠାରୁ ପାଞ୍ଚ ହଜାର ଟଙ୍କା ଅଣାଇ ଦିଅନ୍ତୁ ।
or
indictts_or_male
6.188
indictts_iitm
neutral
null
null
null
null
audio/or/indictts_or_male_train_odiamale_04670.wav
ଗୋପାଳ କଥା ଅନୁଯାୟୀ ରାଜା ନବାବଙ୍କ ପାଖକୁ କହି ପଠାଇଲେ ।
or
indictts_or_male
4.504
indictts_iitm
neutral
null
null
null
null
audio/or/indictts_or_male_train_odiamale_04671.wav
ଆପଣ ପାଞ୍ଚ ହଜାର ଟଙ୍କା ପଠାଇ ଦେବେ, ଆପଣଙ୍କର ମହାଭାରତ ଲେଖାହେବ ।
or
indictts_or_male
4.894
indictts_iitm
neutral
null
null
null
null
audio/or/indictts_or_male_train_odiamale_04672.wav
ଦୂତ ମୁଖରୁ ନବାବ୍ ଏ କଥା ଶୁଣି ଆନନ୍ଦ ହୋଇ କହିଲେ କୁଛ ପରବାଏ ନାହିଁ, ପାଞ୍ଚ ହଜାର ଟଙ୍କା ତୁମେ ନେଇଯାଅ ।
or
indictts_or_male
7.475
indictts_iitm
neutral
null
null
null
null
audio/or/indictts_or_male_train_odiamale_04673.wav
ଏହା କହି ପାଞ୍ଚ ହଜାର ଟଙ୍କା ନବାବ୍ ରାଜାଙ୍କ ପାଖକୁ ପଠାଇ ଦେଲେ ।
or
indictts_or_male
4.927
indictts_iitm
neutral
null
null
null
null
audio/or/indictts_or_male_train_odiamale_04674.wav
ଏପରି କିଛିଦିନ ପରେ ନବାବ୍ କହି ପଠାଇଲେ, ମହାଭାରତ ଲେଖା ଶେଷ ହୋଇଥିଲେ ଶୀଘ୍ର ପଠାଇ ଦିଅ ।
or
indictts_or_male
7.068
indictts_iitm
neutral
null
null
null
null
audio/or/indictts_or_male_train_odiamale_04675.wav
ଏହା ଶୁଣି ରାଜା ଗୋପାଳକୁ ଡାକି କହିଲେ, ମହାଭାରତ ଲେଖା କେତେ ଦୂର ଗଲା ।
or
indictts_or_male
4.57
indictts_iitm
neutral
null
null
null
null
audio/or/indictts_or_male_train_odiamale_04676.wav
ଗୋପାଳ କହିଲେ, ମହାଭାରତ ଲେଖାଟି ଅର୍ଧେକରୁ ଉପର ଲେଖା ସରିଲାଣି କିନ୍ତୁ ଆହୁରି ହଜାରେ ଟଙ୍କା ଶେଷ ହେବାକୁ ଦରକାର ।
or
indictts_or_male
8.504
indictts_iitm
neutral
null
null
null
null
audio/or/indictts_or_male_train_odiamale_04677.wav
ମହାରାଜ ପୁଣି ଗୋପାଳଙ୍କ କଥା ଅନୁସାରେ ନବାବଙ୍କୁ ଆଉ ହଜାରେ ଟଙ୍କା ଦେବାକୁ କହିବାରୁ, ନବାବ୍ ପୁଣି ଆଉ ହଜାରେ ଟଙ୍କା ପଠାଇ ଦେଲେ ।
or
indictts_or_male
8.769
indictts_iitm
neutral
null
null
null
null
audio/or/indictts_or_male_train_odiamale_04678.wav
କିଛି ଦିନ ପରେ ଦିନେ ଗୋପାଳ ବୋଝେ ଛିଣ୍ଡା କାଗଜ ଜଣେ ମୋଟିଆ ମୁଣ୍ଡରେ ଦେଇ ନବାବଙ୍କ ନିକଟକୁ ଗଲେ ।
or
indictts_or_male
7.782
indictts_iitm
neutral
null
null
null
null
audio/or/indictts_or_male_train_odiamale_04679.wav
ନବାବ୍ ସାହେବଙ୍କୁ ଗୋପାଳ କହିଲେ, ହଜୁର ଏଇ ଦେଖନ୍ତୁ ଆପଣଙ୍କର ମହାଭାରତ ଲେଖା ପ୍ରାୟ ଶେଷ ହୋଇଗଲାଣି ।
or
indictts_or_male
7.558
indictts_iitm
neutral
null
null
null
null
audio/or/indictts_or_male_train_odiamale_04680.wav
ଟିକିଏ ଲେଖା ବାକି ଅଛି, ସେ କଥା ଆପଣଙ୍କୁ ନ ପଚାରି ଲେଖା ଶେଷ କରି ପାରୁନାହିଁ ।
or
indictts_or_male
5.765
indictts_iitm
neutral
null
null
null
null
audio/or/indictts_or_male_train_odiamale_04681.wav
ଗୋପାଳର ଏ କଥା ଶୁଣି ନବାବ୍ କୌତୁହଳୀ ହୋଇ କହିଲେ, କି ସକାଶେ ଲେଖା ବାକି ଅଛି କୁହ ।
or
indictts_or_male
5.84
indictts_iitm
neutral
null
null
null
null
audio/or/indictts_or_male_train_odiamale_04682.wav
ଗୋପାଳ କହିଲେ, କଥା କ’ଣ କି, ଆମ୍ଭର ହିନ୍ଦୁ ଧର୍ମର ମହାଭାରତରେ ଦ୍ରୌପଦୀ ହେଉଛି ପ୍ରଧାନ ନାୟିକା ।
or
indictts_or_male
7.068
indictts_iitm
neutral
null
null
null
null
audio/or/indictts_or_male_train_odiamale_04683.wav
ତେବେ ଦ୍ରୌପଦୀଙ୍କର ପାଞ୍ଚଟି ପତି ଅଛନ୍ତି, ସେମାନଙ୍କର ନାମ ଯୁଧିଷ୍ଠିର, ଭୀମ, ଅର୍ଜ୍ଜୁନ, ନକୁଳ ଓ ସହଦେବ ।
or
indictts_or_male
7.815
indictts_iitm
neutral
null
null
null
null
audio/or/indictts_or_male_train_odiamale_04684.wav
ସେହିପରି ଆପଣଙ୍କ ମହାଭାରତରେ ଆପଣଙ୍କର ପତ୍ନୀ ହେଉଛନ୍ତି ପ୍ରଧାନ ନାୟିକା, ତାଙ୍କର ଆପଣ ଗୋଟିଏ ପତି ।
or
indictts_or_male
7.541
indictts_iitm
neutral
null
null
null
null
audio/or/indictts_or_male_train_odiamale_04685.wav
ଅତଏବ ଆପଣଙ୍କ ବେଗମଙ୍କର ଆପଣଙ୍କୁ ବାଦ୍ ଦେଲେ ବାକି ଚାରି ଜଣ ସ୍ୱାମୀ କିଏ କିଏ ।
or
indictts_or_male
6.587
indictts_iitm
neutral
null
null
null
null
audio/or/indictts_or_male_train_odiamale_04686.wav
ସେମାନଙ୍କର ନାମ କୁହନ୍ତୁ,ଏତିକି ହେଲେ ମହାଭାରତ ପୂରଣ ହୋଇଯିବ ।
or
indictts_or_male
4.985
indictts_iitm
neutral
null
null
null
null
audio/or/indictts_or_male_train_odiamale_04687.wav
ଗୋପାଳର ଏକଥା ଶୁଣି ନବାବ୍ ରାଗି ଯାଇ କାନରେ ହାତ ଦେଇ କହିଲେ, ତୋବା ତୋବା ।
or
indictts_or_male
5.458
indictts_iitm
neutral
null
null
null
null
audio/or/indictts_or_male_train_odiamale_04688.wav
ଏ କି କଥା, ତମେ ଯାଇପାର, ମୋର ମହାଭାରତରୁ କିଛି ଦରକାର ନାହିଁ, ତୁମକୁ ଦେଖିବାକୁ ମଧ୍ୟ ଚାହେଁ ନାହିଁ ।
or
indictts_or_male
7.101
indictts_iitm
neutral
null
null
null
null
audio/or/indictts_or_male_train_odiamale_04689.wav
ଏହା ଶୁଣି ଗୋପାଳ କହିଲେ, ହଜୁର, ମୁଁ ଦିନ ରାତି ଲାଗି କେତେ ପରିଶ୍ରମ କରି ମହାଭାରତ ଲେଖିଛି ।
or
indictts_or_male
6.304
indictts_iitm
neutral
null
null
null
null
audio/or/indictts_or_male_train_odiamale_04690.wav
ନବାବ୍ ସାହେବ୍ଙ୍କ ହୁକୁମ୍ ମାନି ମନରେ କେତେ ଆଶା କରି ଆସିଛି କିଛି ପୁରଷ୍କାର ପାଇବି ।
or
indictts_or_male
5.79
indictts_iitm
neutral
null
null
null
null
audio/or/indictts_or_male_train_odiamale_04691.wav
ଏହା ଶୁଣି ନବାବ୍ ଦୁଇ ହଜାର ଟଙ୍କା ଗୋପାଳକୁ ଦେଲେ ଏବଂ ଗୋପାଳ ସଲାମ୍ କରି ପଛକୁ ଘୁଂଚି ପ୍ରସ୍ଥାନ କଲେ ।
or
indictts_or_male
7.89
indictts_iitm
neutral
null
null
null
null
audio/or/indictts_or_male_train_odiamale_04692.wav
ପରେ ରାଜା କୃଷ୍ଣଚନ୍ଦ୍ରଙ୍କୁ ସମସ୍ତ ବିଷୟ କହି ଖୁସିରେ ଗୋପାଳ ଘରକୁ ଫେରିଲେ ।
or
indictts_or_male
5.881
indictts_iitm
neutral
null
null
null
null
audio/or/indictts_or_male_train_odiamale_04693.wav
ରାଜା କୃଷ୍ଣଚନ୍ଦ୍ରଙ୍କର ପୁତ୍ର ଜନ୍ମ ହୋଇଥିବା କଥା ଶୁଣି ଗୋପାଳ ଖୁସି ହେଲେ ।
or
indictts_or_male
5.358
indictts_iitm
neutral
null
null
null
null
audio/or/indictts_or_male_train_odiamale_04694.wav
ରାଜା ଗୋପାଳ ଭାଣ୍ଡଙ୍କୁ ପଚାରିଲେ, ଆମ ପୁତ୍ର ଜନ୍ମ ହେବା କଥା ଶୁଣି ତୁମ ମନରେ କିପରି ଆନନ୍ଦ ହୋଇଛି କହିଲ ।
or
indictts_or_male
7.367
indictts_iitm
neutral
null
null
null
null
audio/or/indictts_or_male_train_odiamale_04695.wav
ଗୋପାଳ କହିଲେ, ଆଜ୍ଞା କୋଷ୍ଠ ସାଫ୍ ହେଲେ ଯେପରି ସୁଖ ଅନୁଭବ ହୁଏ, ଠିକ୍ ସେହିପରି ଆନନ୍ଦ ହୋଇଛି ।
or
indictts_or_male
7.076
indictts_iitm
neutral
null
null
null
null
audio/or/indictts_or_male_train_odiamale_04696.wav
ରାଜା ଏଭଳି କଥା ଶୁଣି ଗୋପାଳ ଉପରେ କ୍ରୋଧ କଲେ ।
or
indictts_or_male
3.74
indictts_iitm
neutral
null
null
null
null
audio/or/indictts_or_male_train_odiamale_04697.wav
ଏହି କଥାରୁ ରାଜା କୃଷ୍ଣ ଚନ୍ଦ୍ର ଗୋପାଳ ସହିତ ଭଲ ରୂପେ ଆଉ କଥାବାର୍ତା ହେଲେ ନାହିଁ ।
or
indictts_or_male
6.221
indictts_iitm
neutral
null
null
null
null
audio/or/indictts_or_male_train_odiamale_04698.wav
କିଛି ଦିନ ପରେ ଦିନେ ଗୋପାଳ ଓ ରାଜା ଦୁହେଁ ଜଳ ପଥରେ ବୁଲିବାକୁ ଗଲେ ।
or
indictts_or_male
5.881
indictts_iitm
neutral
null
null
null
null
audio/or/indictts_or_male_train_odiamale_04699.wav
ଗୋପାଳ ନୌକା ବାହୁଛନ୍ତି ରାଜା ବସି କଥା ବାର୍ତ୍ତା ହେଉଛନ୍ତି, ଏହି ସମୟରେ ରାଜାଙ୍କୁ ପୋଖରୀ ପାଣି ଲାଗିଲା ।
or
indictts_or_male
7.607
indictts_iitm
neutral
null
null
null
null
audio/or/indictts_or_male_train_odiamale_04700.wav
ରାଜା କହିଲେ, ଗୋପାଳ ନୌକା ଏପାଖ କୂଳରେ ଲଗାଅ, ମୁଁ ପୋଖରୀ ପାଣି ଯିବି ।
or
indictts_or_male
5.715
indictts_iitm
neutral
null
null
null
null
audio/or/indictts_or_male_train_odiamale_04701.wav
ଗୋପାଳ ଏକଥା ଶୁଣି ତା’ର ପୂର୍ବ କଥାକୁ ମନେ କରି କହିଲେ, ଏପାଖ ଜଙ୍ଗଲରେ ବଡ଼ ବଡ଼ ସାପର ଭୟ ଅଛି, ଆଗକୁ ଚାଲନ୍ତୁ ।
or
indictts_or_male
9.226
indictts_iitm
neutral
null
null
null
null
audio/or/indictts_or_male_train_odiamale_04702.wav
କିଛି ଦୂର ଗଲା ଉତ୍ତାରେ ରାଜା କହିଲେ, ଗୋପାଳ ଏବେ ଏହିଠାରେ ନୌକା ଲଗାଅ ।
or
indictts_or_male
5.865
indictts_iitm
neutral
null
null
null
null
audio/or/indictts_or_male_train_odiamale_04703.wav
ଗୋପାଳ କହିଲେ, ଆଜ୍ଞା ଏଠାରେ ବାଘର ଭାରି ଭୟ, ଜାଣି ଶୁଣି କଅଣ ବିପଦ କିଣିବେ ।
or
indictts_or_male
5.956
indictts_iitm
neutral
null
null
null
null
audio/or/indictts_or_male_train_odiamale_04704.wav
ଆଉ ଟିକିଏ ଆଗକୁ ଚାଲନ୍ତୁ ଏତେ ତରବର କିଆଁ ।
or
indictts_or_male
3.483
indictts_iitm
neutral
null
null
null
null
audio/or/indictts_or_male_train_odiamale_04705.wav
ପୁଣି କିଛି ଦୂର ନୌକା ଗଲା, ରାଜା ସେତେବେଳକୁ ଅସମ୍ଭାଳ ହେଲେଣି ।
or
indictts_or_male
4.993
indictts_iitm
neutral
null
null
null
null
audio/or/indictts_or_male_train_odiamale_04706.wav
ରାଜା ପୁଣି କହିଲେ, ଗୋପାଳ ନୌକାଟି ଏହି ଟାପୁ ଚଢ଼ାରେ ଲଗାଅ ।
or
indictts_or_male
4.686
indictts_iitm
neutral
null
null
null
null
audio/or/indictts_or_male_train_odiamale_04707.wav
ଗୋପାଳ କହିଲେ, ନା ଏଠାରେ ଖାଲି କୁମ୍ଭୀର ମାଳକୁ ମାଳ, ଗଲେ ସତେ କ’ଣ ଆଉ ଫେରିବେ, ଆଉ ଟିକିଏ ଆଗକୁ ଚାଲନ୍ତୁ ।
or
indictts_or_male
8.28
indictts_iitm
neutral
null
null
null
null
audio/or/indictts_or_male_train_odiamale_04708.wav
ପୁଣି କିଛି ଦୂର ନୌକା ଯିବାରୁ ରାଜା କହିଲେ, ଗୋପାଳ ତୁମ୍ଭେ ଆଉ ଆଗକୁ ନ ଯାଇ ଏହିଠାରେ ନୌକା ଲଗାଅ, ଆଉ ରହି ହେବ ନାହିଁ ।
or
indictts_or_male
8.105
indictts_iitm
neutral
null
null
null
null
audio/or/indictts_or_male_train_odiamale_04709.wav
ଗୋପାଳ କହିଲେ, ନା ଏଠାରେ ଦେଖୁ ନାହାଁନ୍ତି ଖାଲି କଂଟା ବଣ ।
or
indictts_or_male
4.421
indictts_iitm
neutral
null
null
null
null
audio/or/indictts_or_male_train_odiamale_04710.wav
ରାଜା କହିଲେ, କଂଟା ଥାଉ ପଛେ ତମେ ଆଗ ନୌକା ଲଗାଅ ।
or
indictts_or_male
3.989
indictts_iitm
neutral
null
null
null
null
audio/or/indictts_or_male_train_odiamale_04711.wav
ରାଜା ଅସମ୍ଭାଳ ହେବା ଜାଣି ଗୋପାଳ ଏଥର କୂଳକୁ ନୌକା ଲଗାଇ ଦେଲେ ।
or
indictts_or_male
4.653
indictts_iitm
neutral
null
null
null
null
audio/or/indictts_or_male_train_odiamale_04712.wav
ରାଜା ନୌକାରୁ ଯାଇ ଶୀଘ୍ର ଶୀଘ୍ର ପୋଖରୀ ପାଣି ଶେଷ କରି ପୁଣି ଆସି ଗୋପାଳକୁ କହିଲେ, ଏବେ ନୌକା ଚଳାଅ ।
or
indictts_or_male
7.35
indictts_iitm
neutral
null
null
null
null
audio/or/indictts_or_male_train_odiamale_04713.wav
ତହୁଁ ଗୋପାଳ ପଚାରିଲେ ମହାରାଜ ବର୍ତ୍ତମାନ କିପରି ମନରେ ସୁଖାନୁଭବ କରୁଛନ୍ତି କୁହନ୍ତୁ ।
or
indictts_or_male
6.404
indictts_iitm
neutral
null
null
null
null
audio/or/indictts_or_male_train_odiamale_04714.wav
ରାଜା କହିଲେ, ଗୋପାଳ ବଂଚାଇଦେଲୁ, ଖୁବ୍ ଆରାମ୍ ବୋଧ ହେଉଛି ।
or
indictts_or_male
5.267
indictts_iitm
neutral
null
null
null
null
audio/or/indictts_or_male_train_odiamale_04715.wav
ତହୁଁ ଗୋପାଳ କହିଲେ, ଆପଣଙ୍କର ପୁତ୍ର ଜନ୍ମ ହେବା କଥା ଶୁଣି ଠିକ୍ ଏହିପରି ମୋ ମନରେ ସୁଖବୋଧ ହେଉଥିଲା ।
or
indictts_or_male
7.466
indictts_iitm
neutral
null
null
null
null
audio/or/indictts_or_male_train_odiamale_04716.wav
କିନ୍ତୁ ଆପଣ ମୋ ଉପରେ ବିରକ୍ତ ହୋଇ ଥିଲେ କ୍ଷମା କରିବେ ।
or
indictts_or_male
3.782
indictts_iitm
neutral
null
null
null
null
audio/or/indictts_or_male_train_odiamale_04717.wav
ଦିନେ ଗୋପାଳ ଭାଣ୍ଡର ସ୍ତ୍ରୀ ଗୋପାଳକୁ କହିଲେ, ଆହେ ଅନେକ ଦିନ ହେଲାଣି ଜୋଇଁ ଆସି ନାହାଁନ୍ତି ।
or
indictts_or_male
6.653
indictts_iitm
neutral
null
null
null
null
audio/or/indictts_or_male_train_odiamale_04718.wav
ଏ କଥାରେ କ’ଣ ଜୋଇଁଙ୍କ ମନରେ ଦୁଃଖ ହେଉ ନଥିବ ।
or
indictts_or_male
3.234
indictts_iitm
neutral
null
null
null
null
audio/or/indictts_or_male_train_odiamale_04719.wav
ସଂସାରର ଭଲ ମନ୍ଦ ତ’ କିଛି ବୁଝିଲ ନାହିଁ ।
or
indictts_or_male
3.101
indictts_iitm
neutral
null
null
null
null
audio/or/indictts_or_male_train_odiamale_04720.wav
ତୁମେ ଘରଠୁ ରାଜଦୁଆର ଓ ରାଜଦୁଆରଠୁ ଘର ଏହାହିଁ ତୁମ ପକ୍ଷରେ ଯଥେଷ୍ଟ ହୋଇଛି ।
or
indictts_or_male
6.064
indictts_iitm
neutral
null
null
null
null
audio/or/indictts_or_male_train_odiamale_04721.wav
ଯାହାହେଲେ କାଲି ଦିନରେ ଜୁଆଇଁକି ନିଶ୍ଚେ ଆଣିଲେ ତେବେ ଯାଇ ସବୁ କଥା ।
or
indictts_or_male
5.309
indictts_iitm
neutral
null
null
null
null
audio/or/indictts_or_male_train_odiamale_04722.wav
ଗୃହିଣୀର ଏଭଳି ଜିଦ୍ କଥା ଶୁଣି ଗୋପାଳ ବୁଝି ପାରି ଭାବିଲା ଜୋଇଁ ଆସିଲେ କେତେ ଖର୍ଚ୍ଚ ତାହା ତ’ ଜାଣନ୍ତି ନାହିଁ ।
or
indictts_or_male
7.902
indictts_iitm
neutral
null
null
null
null
audio/or/indictts_or_male_train_odiamale_04723.wav
ଏଥର ଅକଲ ଦେବାକୁ ହେବ, ଏକ ଢେଲାରେ ଦୁଇଟି ଚଢ଼େଇ ମାରିବାକୁ ହେବ ।
or
indictts_or_male
5.284
indictts_iitm
neutral
null
null
null
null
audio/or/indictts_or_male_train_odiamale_04724.wav
ଯେପରିକି ଶାଶୁ ଆଉ ଥରେ କହିବ ନାହିଁ, କି ଜୋଇଁ ସହଜରେ ଆସିବ ନାହିଁ ।
or
indictts_or_male
5.135
indictts_iitm
neutral
null
null
null
null
audio/or/indictts_or_male_train_odiamale_04725.wav
ଏହା ଭାବି ଗୋପାଳ କହିଲେ, ଭଲ ଭଲ ଖାଦ୍ୟ ପଦାର୍ଥ ଯୋଗାଡ଼ କର, ମୁଁ ଯାଉଛି ଜୁଆଇଁକି ନେଇ ଆସିବି ।
or
indictts_or_male
7.131
indictts_iitm
neutral
null
null
null
null
audio/or/indictts_or_male_train_odiamale_04726.wav
ଗୋପାଳ ଜୁଆଇଁଙ୍କ ଘରକୁ ଯାଇ ତାଙ୍କୁ ନେଇ ଆସିଲେ ।
or
indictts_or_male
3.69
indictts_iitm
neutral
null
null
null
null
audio/or/indictts_or_male_train_odiamale_04727.wav
ଜୁଆଇଁ ଦି’ ଦିନ ରହିଲେ, ଶାଶୁ ମଧ୍ୟ ଜୁଆଇଁଙ୍କୁ ଖୁବ୍ ଯତ୍ନ କରି ମାଛ, ମାଂସ, ଖିରୀ, ପୁରୀ, ମିଠାଇ, ନାନା ପ୍ରକାରର ପିଠାପଣା ଖୋଇଲେ ।
or
indictts_or_male
9.908
indictts_iitm
neutral
null
null
null
null
audio/or/indictts_or_male_train_odiamale_04728.wav
ଦିନକୁ ଦୁଇ ଦିନ ହୋଇଗଲା ତଥାପି ଜୁଆଇଁ ବିଦାୟ ନବାକୁ ଆଉ ମନ କଲେ ନାହିଁ ।
or
indictts_or_male
5.778
indictts_iitm
neutral
null
null
null
null
audio/or/indictts_or_male_train_odiamale_04729.wav
ଗୋପାଳର ଛୋଟ ବଗିଚାଟିଏ, ଅନେକ ପ୍ରକାର ଫୁଲଫଳ ଗଛ ଅଛି, କିନ୍ତୁ ଗୋଟିଏ ଲେମ୍ବୁ ଗଛରେ ଅନେକ ଲେମ୍ବୁ ହୋଇଥିଲା ।
or
indictts_or_male
8.978
indictts_iitm
neutral
null
null
null
null
audio/or/indictts_or_male_train_odiamale_04730.wav
ଗୋପାଳ ଚତୁରତା କରି ଦିନେ ଜୁଆଇଁଙ୍କୁ ଡାକି କହିଲେ, ବାବୁ ଏ ବଗିଚାରୁ କିଏ ଲେମ୍ବୁଗୁଡ଼ାକ ଚୋରୀ କରି ନେଇଯାଉଛି ।
or
indictts_or_male
8.049
indictts_iitm
neutral
null
null
null
null
audio/or/indictts_or_male_train_odiamale_04731.wav
ଆଜି ମୁଁ ଘରେ ରହିବି କି ନାହିଁ ସନ୍ଦେହ ।
or
indictts_or_male
2.818
indictts_iitm
neutral
null
null
null
null
audio/or/indictts_or_male_train_odiamale_04732.wav
ଯାହା ହେଉ ତୁମେ ଆଜି ସଂନ୍ଧ୍ୟା ପୂର୍ବରୁ ବାଡ଼ିକି ଯାଇ ଗୋଟିଏ ଗଛ ମୂଳରେ ଲୁଚି ବସି ଅନେଇ ଥାଅ ।
or
indictts_or_male
6.764
indictts_iitm
neutral
null
null
null
null
audio/or/indictts_or_male_train_odiamale_04733.wav
ଏଣେ ଗୋପାଳ ସଂନ୍ଧ୍ୟା ହେବା ଦେଖି ଘର ଭିତରକୁ ଯାଇ ତା’ ସ୍ତ୍ରୀକି କହିଲା, ରାଜାଙ୍କ ଘରକୁ ଯିବାକୁ ହେବ, ଚଂଚଳ ଭାତ ବାଢ଼ ।
or
indictts_or_male
8.921
indictts_iitm
neutral
null
null
null
null
audio/or/indictts_or_male_train_odiamale_04734.wav
ଏହା ଶୁଣି ଗୋପାଳର ସ୍ତ୍ରୀ ତର ତର ହୋଇ ଭାତ ବାଢ଼ି ଦେଲା ।
or
indictts_or_male
4.47
indictts_iitm
neutral
null
null
null
null