file_name
stringlengths
36
59
text
stringlengths
9
449
lang
stringclasses
12 values
speaker_id
stringclasses
26 values
duration
float64
1.5
29.8
source
stringclasses
2 values
emotion
stringclasses
1 value
domain
float64
snr_db
float64
22.5
60
⌀
silence_ratio
float64
0.1
0.35
⌀
clipping_ratio
float64
0
0
⌀
audio/or/indictts_or_male_train_odiamale_04735.wav
ଗୋପାଳ କହିଲା, ଆରେ ପେଟଟା ଟିକେ ଗରମ ବୋଧ ହେଉଛି, ଯାଆ ତୁ ଗୋଟିଏ ତଟକା ଲେମ୍ବୁ ନେଇ ଆସିବୁ ।
or
indictts_or_male
7.246
indictts_iitm
neutral
null
null
null
null
audio/or/indictts_or_male_train_odiamale_04736.wav
ଗୋପାଳର ସ୍ତ୍ରୀ ସଙ୍ଗେ ସଙ୍ଗେ ମିଟି ମିଟି ହୋଇ ଜଳୁଥିବା ବଇଠା ନେଇ ବଗିଚାକୁ ବାହାରିଲା ।
or
indictts_or_male
6.076
indictts_iitm
neutral
null
null
null
null
audio/or/indictts_or_male_train_odiamale_04737.wav
ଦୂଆର ମୁହଁ ଟପି ଯାଇଛି ପବନରେ ବଇଠା ଆଲୁଅଟା ଲିଭିଗଲା ।
or
indictts_or_male
4.584
indictts_iitm
neutral
null
null
null
null
audio/or/indictts_or_male_train_odiamale_04738.wav
ସେ ଆଉ ଆଲୁଅ ଲଗାଇ ଆଣିବାକୁ ବିଳମ୍ବ ହେବ ଭାବି ଲେମ୍ବୁ ଗଛ ନିକଟକୁ ଯାଇ ଦରାଣ୍ଡି ଦରାଣ୍ଡି ଲେମ୍ବୁ ତୋଳୁଛି ।
or
indictts_or_male
7.625
indictts_iitm
neutral
null
null
null
null
audio/or/indictts_or_male_train_odiamale_04739.wav
ଏହି ସମୟରେ ଜୁଆଇଁ ତ’ ଏଣେ ଜଗିଥିଲା ସେ ଏ କଥା କିପରି ଜାଣିବ ।
or
indictts_or_male
4.932
indictts_iitm
neutral
null
null
null
null
audio/or/indictts_or_male_train_odiamale_04740.wav
ଜୁଆଇଁ ଶାଶୁକୁ ଚୋର ମନେ କରି ମାଡ଼ି ବସି ଡାକ ପକାଇଲା ।
or
indictts_or_male
4.83
indictts_iitm
neutral
null
null
null
null
audio/or/indictts_or_male_train_odiamale_04741.wav
ଜୁଆଇଁର ଡାକ ଶୁଣି ଗୋପାଳ ଗୋଟିଏ ଆଲୁଅ ହାତରେ ଧରି ଲେମ୍ବୁ ଗଛ ନିକଟକୁ ଗଲା ।
or
indictts_or_male
5.945
indictts_iitm
neutral
null
null
null
null
audio/or/indictts_or_male_train_odiamale_04742.wav
ଆଗେ ଆଲୁଅ ନେଇ ଜୁଆଇଁ ମୁହଁ ନିକଟରେ ଦେଖାଇ କହିଲା, ଭଲ ଜୁଆଇଁଟିଏ, ତୁମର ପୁଣି ଏପରି ଅନୀତି କାର୍ଯ୍ୟ ।
or
indictts_or_male
6.846
indictts_iitm
neutral
null
null
null
null
audio/or/indictts_or_male_train_odiamale_04743.wav
ପୁଣି ଶାଶୁ ମୁହଁ ନିକଟରେ ଆଲୁଅ ଦେଖାଇ କହିଲା ବେଶ୍ ବେଶ୍ ଭଲ କଥା, ଏଇଥିପାଇଁ ଜୁଆଇଁକି ଡାକ ଡାକ ବୋଲି ଜିଦ୍ କରିଥିଲ ପରା ।
or
indictts_or_male
8.232
indictts_iitm
neutral
null
null
null
null
audio/or/indictts_or_male_train_odiamale_04744.wav
ଏଣେ ଶାଶୁ ଓ ଜୁଆଇଁ ଆଲୁଅରେ ମୁହଁ ଦେଖାଦେଖି ହୋଇ ଦୁଇ ଜଣଙ୍କର ଲାଜରେ ଏକାବେଳେ ମୁହଁ ଜଳିଗଲା ।
or
indictts_or_male
6.854
indictts_iitm
neutral
null
null
null
null
audio/or/indictts_or_male_train_odiamale_04745.wav
ତା’ପର ଦିନ ଆଉ ଜୁଆଇଁ କାହାକୁ କିଛି କୁହା ବୋଲା ନ କରି ପାହାନ୍ତାରୁ ଉଠି ଗ୍ରାମକୁ ପଳାଇଲା ।
or
indictts_or_male
6.638
indictts_iitm
neutral
null
null
null
null
audio/or/indictts_or_male_train_odiamale_04746.wav
ସେହି ଦିନଠାରୁ ଶାଶୁ ଜୁଆଇଁକି ଆଣିବା କଥା ଦୂରେ ଥାଉ ଜୁଆଇଁ ନାଁ ସୁଦ୍ଧା ଧରିଲା ନାହିଁ ।
or
indictts_or_male
6.225
indictts_iitm
neutral
null
null
null
null
audio/or/indictts_or_male_train_odiamale_04747.wav
ମହାରାଜା କୃଷ୍ଣଚନ୍ଦ୍ର ଦିନେ ସଭାରେ ବସି ନାନା ପ୍ରକାର ରହସ୍ୟ କଥାଭାଷା ହେଉଥିଲେ ।
or
indictts_or_male
6.133
indictts_iitm
neutral
null
null
null
null
audio/or/indictts_or_male_train_odiamale_04748.wav
ରାଜା କହିଲେ ଯେ କେହି ଗୋପାଳ ଭାଣ୍ଡଙ୍କ ଘରୁ ଚୋରୀ କରି ପାରିବ ମୁଁ ତାକୁ କିଛି ପୁରସ୍କାର ଦେବି ।
or
indictts_or_male
6.868
indictts_iitm
neutral
null
null
null
null
audio/or/indictts_or_male_train_odiamale_04749.wav
ଏ କଥା ଶୁଣି ସମସ୍ତେ ଭାବିଲେ ଗୋପାଳ ତ’ ଆମମାନଙ୍କ ମଧ୍ୟରେ ଜଣେ ବଡ଼ ଚତୁର ଚୂଡ଼ାମଣି, ତା’ ଘରୁ ଚୋରୀ କରିବା ଅସମ୍ଭବ ।
or
indictts_or_male
8.611
indictts_iitm
neutral
null
null
null
null
audio/or/indictts_or_male_train_odiamale_04750.wav
ତା’ ଘରକୁ ଯେ ଚୋରୀ କରିବାକୁ ଯିବ ସେ ନିଶ୍ଚୟ ବିପଦରେ ପଡ଼ିବ ।
or
indictts_or_male
4.447
indictts_iitm
neutral
null
null
null
null
audio/or/indictts_or_male_train_odiamale_04751.wav
ଏହା ବିଚାରି ଆଉ କେହି ଚୋରୀ କରିବାକୁ ରାଜି ହେଲେ ନାହିଁ ।
or
indictts_or_male
4.194
indictts_iitm
neutral
null
null
null
null
audio/or/indictts_or_male_train_odiamale_04752.wav
ରାଜା ସମସ୍ତଙ୍କ ଅସ୍ୱୀକାର ଜାଣି ପୁଣି କହିଲେ, ଶୁଣ ଯିଏ ଚୋରୀ କରିବ ତାକୁ ଆମ୍ଭେ ବିଶେଷ ଅର୍ଥ ପୁରସ୍କାର ଦେବୁ ।
or
indictts_or_male
7.881
indictts_iitm
neutral
null
null
null
null
audio/or/indictts_or_male_train_odiamale_04753.wav
ଏ କଥାରେ କେହି ରାଜି ହେଲେ ନାହିଁ ।
or
indictts_or_male
2.386
indictts_iitm
neutral
null
null
null
null
audio/or/indictts_or_male_train_odiamale_04754.wav
ଶେଷକୁ ଜଣେ ଦରିଦ୍ର ବ୍ରାହ୍ମଣ ଅର୍ଥ ଲୋଭରେ ପଡ଼ି କହିଲା, ମହାରାଜା ମୁଁ ନିଶ୍ଚେ ଚୋରୀ କରି ଆଣି ପାରିବି ।
or
indictts_or_male
7.612
indictts_iitm
neutral
null
null
null
null
audio/or/indictts_or_male_train_odiamale_04755.wav
ରାଜା କହିଲେ, ଆଚ୍ଛା ତେବେ ଆମ୍ଭେ ପୁରସ୍କାର ଦେବା ।
or
indictts_or_male
3.818
indictts_iitm
neutral
null
null
null
null
audio/or/indictts_or_male_train_odiamale_04756.wav
ଗୋପାଳ ରାଜାଙ୍କ ଷଡ଼ଯନ୍ତ୍ର ଶୁଣି ପାରିଲେ ।
or
indictts_or_male
3.005
indictts_iitm
neutral
null
null
null
null
audio/or/indictts_or_male_train_odiamale_04757.wav
ଏକ ବୁଦ୍ଧି ପାଂଚି ଗୋଟିଏ ମାଠିଆରେ ବିଷ୍ଠା ପୂର୍ଣ୍ଣ କରି ତା’ ଉପରେ ଦୁଇ ଚାରିଟି ମୋହର ଥୋଇ ଦେଲା ଏବଂ ନିଜେ ସତର୍କ ହୋଇ ରହିଲା ।
or
indictts_or_male
9.212
indictts_iitm
neutral
null
null
null
null
audio/or/indictts_or_male_train_odiamale_04758.wav
ଏଣେ ବ୍ରାହ୍ମଣ ଅନ୍ଧାର ରାତିରେ ଗୋପାଳ ଘରକୁ ଯାଇ ସିନ୍ଧି ଗାତ କରି ଆଗେ ମୁଣ୍ଡଟି ଗଳାଇଲା ।
or
indictts_or_male
6.861
indictts_iitm
neutral
null
null
null
null
audio/or/indictts_or_male_train_odiamale_04759.wav
ଗୋପାଳ ତାହା ବୁଝି ପାରି ସତର୍କ ହୋଇ ରହିଥିଲା ।
or
indictts_or_male
3.276
indictts_iitm
neutral
null
null
null
null
audio/or/indictts_or_male_train_odiamale_04760.wav
ବ୍ରାହ୍ମଣ ଚରକି ଚୁଟି କାଟି ନେଇ ଗୁପ୍ତରେ ରଖିଲା, କିନ୍ତୁ ବ୍ରାହ୍ମଣକୁ ସେ କଥା ଜଣା ନାହିଁ ।
or
indictts_or_male
6.989
indictts_iitm
neutral
null
null
null
null
audio/or/indictts_or_male_train_odiamale_04761.wav
ସିନ୍ଧି ଗାତ ବାଟେ ବ୍ରାହ୍ମଣ ଯାଇ ଘରେ ପଶିବା ମାତ୍ରେ ମୋହର ମାଠିଆ ଦେଖି ଖୁସିହେଲା ।
or
indictts_or_male
6.312
indictts_iitm
neutral
null
null
null
null
audio/or/indictts_or_male_train_odiamale_04762.wav
ଆଉ କିଛି ନ ଆଣି ସେଇ ମାଠିଆଟିକି ନେଇ ଆସିଲା ।
or
indictts_or_male
3.547
indictts_iitm
neutral
null
null
null
null
audio/or/indictts_or_male_train_odiamale_04763.wav
ମାଠିଆକୁ ମୁଣ୍ଡରେ ମୁଣ୍ଡାଇ ରାଜାଙ୍କ ଘରକୁ ଏକ ମୁହାଁ ହୋଇ ଚାଲିଲା ।
or
indictts_or_male
4.591
indictts_iitm
neutral
null
null
null
null
audio/or/indictts_or_male_train_odiamale_04764.wav
ଗୋପାଳ ମଧ୍ୟ ତା’ ପଛରେ ଲୁଚି କରି ଯାଉଥାଏ ।
or
indictts_or_male
3.085
indictts_iitm
neutral
null
null
null
null
audio/or/indictts_or_male_train_odiamale_04765.wav
ଯେତେବେଳେ ଦେଖିଲା ବ୍ରାହ୍ମଣ ଏଥର ରାଜସଭାର ନିକଟ ହେଲା, ସେହି ସମୟରେ ଗୋପାଳ ଖଣ୍ଡିଏ ବାଡ଼ିରେ ସେହି ମାଠିଆକୁ ଏକ ପାହାର ଦେଲା ।
or
indictts_or_male
8.678
indictts_iitm
neutral
null
null
null
null
audio/or/indictts_or_male_train_odiamale_04766.wav
ମାଠିଆଟି ଭାଙ୍ଗି ଯାଇ ବ୍ରାହ୍ମଣର ଆପାଦ ମସ୍ତକ କେବଳ ବିଷ୍ଠାମୟ ହୋଇଗଲା ।
or
indictts_or_male
5.682
indictts_iitm
neutral
null
null
null
null
audio/or/indictts_or_male_train_odiamale_04767.wav
ଗୋପାଳ ରହସ୍ୟରେ ରାଜସଭାକୁ ଯାଇ କହିଲା, ମହାରାଜ ଗୋଟିଏ ଚୋରର ଶାସ୍ତି ଦେଖନ୍ତୁ ।
or
indictts_or_male
6.136
indictts_iitm
neutral
null
null
null
null
audio/or/indictts_or_male_train_odiamale_04768.wav
ବ୍ରାହ୍ମଣ ସେହି ବିଷ୍ଠା ଗନ୍ଧରେ ପୁଣି ଦାରୁଣ ଅପମାନରେ ଆଉ ସେଠାରେ ରହି ପାରିଲା ନାହିଁ ।
or
indictts_or_male
6.551
indictts_iitm
neutral
null
null
null
null
audio/or/indictts_or_male_train_odiamale_04769.wav
ମହାରାଜା ବ୍ରାହ୍ମଣର ଦୁର୍ଦ୍ଦଶା ଦେଖି ବିଚରାକୁ ପୁରସ୍କାର ଦେଇ ବିଦାୟ ଦେଲେ ।
or
indictts_or_male
5.133
indictts_iitm
neutral
null
null
null
null
audio/or/indictts_or_male_train_odiamale_04770.wav
ଗୋପାଳକୁ ଜବତ୍ କରିବା ଅସାଧ୍ୟ ଜାଣି ଆନନ୍ଦିତ ହେଲେ ।
or
indictts_or_male
4.519
indictts_iitm
neutral
null
null
null
null
audio/or/indictts_or_male_train_odiamale_04771.wav
ଗୋପାଳ ଭାଣ୍ଡର ପ୍ରତିବାସୀ ଜଣେ ବ୍ରାହ୍ମଣ ଗୁରୁ ଥାଆନ୍ତି ।
or
indictts_or_male
4.4
indictts_iitm
neutral
null
null
null
null
audio/or/indictts_or_male_train_odiamale_04772.wav
ଦିନେ ସେ ତାଙ୍କର ଶିଷ୍ୟ ଘରକୁ ଗଲେ, ସାଙ୍ଗରେ ଗୋପାଳକୁ ମଧ୍ୟ ନେଇ ଯାଇଥିଲେ ।
or
indictts_or_male
5.882
indictts_iitm
neutral
null
null
null
null
audio/or/indictts_or_male_train_odiamale_04773.wav
ଶିଷ୍ୟ ଗୁରୁଙ୍କୁ ଦେଖି ବଡ଼ କଉ ମାଛ ଆଣି ରୋଷେଇ କରିବାର ଯୋଗାଡ଼ କରିଦେଲେ ।
or
indictts_or_male
5.929
indictts_iitm
neutral
null
null
null
null
audio/or/indictts_or_male_train_odiamale_04774.wav
ଗୁରୁ ମହାଶୟ ଯତ୍ନର ସହିତ ରନ୍ଧନ କରି ଭୋଜନର ବ୍ୟବସ୍ଥା କଲେ ।
or
indictts_or_male
5.244
indictts_iitm
neutral
null
null
null
null
audio/or/indictts_or_male_train_odiamale_04775.wav
ନିଜ ସକାଶେ ଓ ଗୋପାଳ ସକାଶେ ଦୁଇ ଖଣ୍ଡ ପତ୍ର ପକାଇ ଖାଇବା ବାଢ଼ିଲେ ।
or
indictts_or_male
5.802
indictts_iitm
neutral
null
null
null
null
audio/or/indictts_or_male_train_odiamale_04776.wav
କିନ୍ତୁ ଗୁରୁ ମହାଶୟ ନିଜ ପତ୍ରରେ ବଡ଼ ବଡ଼ କଉ ମାଛ ଯାକ ନେଇ ଗୋପାଳ ପତ୍ରରେ ଦୁଇଟି ଛୋଟ କଉ ମାଛ ଦେଇ ଗୋପାଳକୁ ଡାକିଲେ ।
or
indictts_or_male
9.021
indictts_iitm
neutral
null
null
null
null
audio/or/indictts_or_male_train_odiamale_04777.wav
ଗୋପାଳ, ଆଉ ବିଳମ୍ବ କାହିଁକି, ଭୋଜନ ସ୍ଥାନ ଠିକଣା ହେଲାଣି ଆସ, ମୁଁ ଟିକେ ହାତ ଧୋଇ ଆସେ ।
or
indictts_or_male
6.909
indictts_iitm
neutral
null
null
null
null
audio/or/indictts_or_male_train_odiamale_04778.wav
ଗୋପାଳ ଭୋଜନ ସ୍ଥାନକୁ ଯାଇ ଦେଖିଲେ ଯେ ଗୁରୁ ମହାଶୟ ଚାଲାକି କରି ମାଛଯାକ ସବୁ ନେଇଛନ୍ତି ।
or
indictts_or_male
6.909
indictts_iitm
neutral
null
null
null
null
audio/or/indictts_or_male_train_odiamale_04779.wav
ଗୋପାଳ ଚତୁର ଲୋକ, ସେ ଗୁରୁଙ୍କ ପତ୍ରରେ ହାତ ଦେଇ ପଚାରିଲା, ଗୁରୁ ମହାଶୟ ଏ ପତରରେ ବସିବି, ନା ସେ ପତରରେ ବସିବି ।
or
indictts_or_male
8.766
indictts_iitm
neutral
null
null
null
null
audio/or/indictts_or_male_train_odiamale_04780.wav
ଗୁରୁ ଦେଖି କହିଲେ, ସର୍ବନାଶ୍, ମୋ ପତର ଛୁଇଁ ଦେଲୁ, ଆଉ ତୋ ମୁଣ୍ଡ ଗଣ୍ଡି ଖାଇବି ।
or
indictts_or_male
6.152
indictts_iitm
neutral
null
null
null
null
audio/or/indictts_or_male_train_odiamale_04781.wav
ଏହା କହି ସେ ଗୋପାଳକୁ ବହୁତ ଗାଳି ଦେଲେ ।
or
indictts_or_male
3.284
indictts_iitm
neutral
null
null
null
null
audio/or/indictts_or_male_train_odiamale_04782.wav
ଗୁରୁ ଆଉ କ’ଣ କରିବେ, କର୍ମକୁ ଆଦରି ଗୋପାଳର ବଢ଼ା ହୋଇ ଥିବା ଭାତ ପତରରେ ବାଧ୍ୟ ହୋଇ ବସିଲେ ।
or
indictts_or_male
7.077
indictts_iitm
neutral
null
null
null
null
audio/or/indictts_or_male_train_odiamale_04783.wav
ଭାବିଲେ ମୁଁ ଚାଣ୍ଡାଳ କାହିଁକି ହାତ ଧୋଇବାକୁ ଗଲି ।
or
indictts_or_male
3.714
indictts_iitm
neutral
null
null
null
null
audio/or/indictts_or_male_train_odiamale_04784.wav
ହାତଟା ନ ଧୋଇ ବସି ଯାଇଥିଲେ ଏ ବିପଦରେ ପଡ଼ିନଥାନ୍ତି ।
or
indictts_or_male
4.145
indictts_iitm
neutral
null
null
null
null
audio/or/indictts_or_male_train_odiamale_04785.wav
ଗୋପାଳ ମଜା କରି ସବୁ ଖାଇଦେଲା ।
or
indictts_or_male
2.997
indictts_iitm
neutral
null
null
null
null
audio/or/indictts_or_male_train_odiamale_04786.wav
ଖାଇବା ପଦାର୍ଥରେ ପାତର ଅନ୍ତର କଲେ ଏପରି ଘଟିବା ସ୍ୱାଭାବିକ୍ ।
or
indictts_or_male
5.22
indictts_iitm
neutral
null
null
null
null
audio/or/indictts_or_male_train_odiamale_04787.wav
ମହାରାଜା କୃଷ୍ଣଚନ୍ଦ୍ରଙ୍କର ହୁକୁମ୍ ଥିଲା, ସକାଳୁ ଉଠି ସେ ଯାହାର ମୁହଁ ଚାହିଁ ଥିବେ, ସେଦିନ ତାଙ୍କୁ କିଛି କଷ୍ଟ ହେଲେ ତାହାକୁ ଶାସ୍ତି ଦିଆଯିବ ।
or
indictts_or_male
9.467
indictts_iitm
neutral
null
null
null
null
audio/or/indictts_or_male_train_odiamale_04788.wav
ଦିନେ ମହାରାଜା ବଡ଼ି ସକାଳୁ ଉଠି ବାହାରକୁ ଆସିଛନ୍ତି, ସେ ସମୟରେ ଗୋପାଳକୁ ସମ୍ମୁଖରେ ଦେଖିଲେ ।
or
indictts_or_male
8.128
indictts_iitm
neutral
null
null
null
null
audio/or/indictts_or_male_train_odiamale_04789.wav
ସେହିଦିନ ଭଣ୍ଡାରୀ ରାଜଙ୍କ ନଖ କାଟୁ କାଟୁ ନଖରେ ନହୁରୁଣିଟା ଲାଗିଗଲା, ଏଥିରେ ରାଜାଙ୍କୁ ଟିକେ କଷ୍ଟ ହେଲା ।
or
indictts_or_male
8.614
indictts_iitm
neutral
null
null
null
null
audio/or/indictts_or_male_train_odiamale_04790.wav
ସେଥି ସକାଶେ ରାଜା ଗୋପାଳକୁ ତଲବ କଲେ ।
or
indictts_or_male
3.531
indictts_iitm
neutral
null
null
null
null
audio/or/indictts_or_male_train_odiamale_04791.wav
ଗୋପାଳ ଆସିବାରୁ ରାଜା କହିଲେ, ତୁମ ଭଳି ଅଲକ୍ଷଣା ମୁହଁକୁ ସକାଳୁ ଚାହିଁ ପ୍ରତ୍ୟେହ କେତେ ଲୋକଙ୍କର କଷ୍ଟ ହେଉଥିବ, ତାହା କହି ହେବ ନାହିଁ ।
or
indictts_or_male
9.841
indictts_iitm
neutral
null
null
null
null
audio/or/indictts_or_male_train_odiamale_04792.wav
ଏହା ମୁଁ ନିଜେ ପରୀକ୍ଷା କଲି, ଏହି ସକାଶେ ତୁମର ପ୍ରାଣ ଦଣ୍ଡର ବିଧାନ ହେଲା ।
or
indictts_or_male
5.419
indictts_iitm
neutral
null
null
null
null
audio/or/indictts_or_male_train_odiamale_04793.wav
ରାଜାଙ୍କର ଅକସ୍ମାତ୍ ପ୍ରାଣ ଦଣ୍ଡ ଆଜ୍ଞା ଶୁଣି ଗୋପାଳ କହିଲା, ମହାରାଜ ବଡ଼ ଲୋକଙ୍କୁ ଉତ୍ତର ନାହିଁ କି ସ୍ୱର୍ଗକୁ ନିଶୁଣି ନାହିଁ ।
or
indictts_or_male
8.535
indictts_iitm
neutral
null
null
null
null
audio/or/indictts_or_male_train_odiamale_04794.wav
ତେବେ ଗୋଟିଏ କଥା କହିବି, ଛାମୁରେ ଯାହା ବିଚାର ହେବ ।
or
indictts_or_male
3.829
indictts_iitm
neutral
null
null
null
null
audio/or/indictts_or_male_train_odiamale_04795.wav
ମହାରାଜା କହିଲେ, ଆଚ୍ଛା କ’ଣ କହିବାର ଅଛି କୁହ ।
or
indictts_or_male
3.781
indictts_iitm
neutral
null
null
null
null
audio/or/indictts_or_male_train_odiamale_04796.wav
ଗୋପାଳ କହିଲା, ମୁଁ ଆପଣଙ୍କ ଶ୍ରୀମୁଖ ପ୍ରଥମେ ଦେଖି ଖୁବ୍ ଭଲ ଭୋଗ ପାଇବି ବୋଲି ଝଅଟଝଟିଆରୁ ଆସି ଅପେକ୍ଷା କରିଥିଲି ।
or
indictts_or_male
8.779
indictts_iitm
neutral
null
null
null
null
audio/or/indictts_or_male_train_odiamale_04797.wav
ଆପଣ ମଧ୍ୟ ମୋ ମୁହଁ ଦେଖିବାରୁ ଆପଣଙ୍କର ଟିକିଏ କଷ୍ଟ ହୋଇଛି ।
or
indictts_or_male
4.329
indictts_iitm
neutral
null
null
null
null
audio/or/indictts_or_male_train_odiamale_04798.wav
କିନ୍ତୁ ଭାବି ଦେଖନ୍ତୁ ଆପଣଙ୍କର ମୁହଁ ଚାହିଁ ଥିଲି ବୋଲି ମୁଁ ପୁରା ଶେଷ ହୋଇଯାଉଛି ।
or
indictts_or_male
5.332
indictts_iitm
neutral
null
null
null
null
audio/or/indictts_or_male_train_odiamale_04799.wav
ତେବେ ଏପରି ଅବସ୍ଥାରେ ଅଲକ୍ଷଣା ମୁହଁ କାହାର, ଆପଣଙ୍କର ନା ମୋର ।
or
indictts_or_male
5.099
indictts_iitm
neutral
null
null
null
null
audio/or/indictts_or_male_train_odiamale_04800.wav
ଏହା ଶୁଣି ରାଜା ଖୁସି ହୋଇ ଗୋପାଳକୁ ମୁକ୍ତି ଦେଲେ ।
or
indictts_or_male
3.214
indictts_iitm
neutral
null
null
null
null
audio/or/indictts_or_male_train_odiamale_04801.wav
ଦିନେ ମହାରାଜା କୃଷ୍ଣଚନ୍ଦ୍ର, ପାତ୍ର ମନ୍ତ୍ରୀ, ପଣ୍ଡିତ ମଣ୍ଡଳୀଙ୍କ ମଧ୍ୟରେ ବସି ପଚାରିଲେ ।
or
indictts_or_male
6.009
indictts_iitm
neutral
null
null
null
null
audio/or/indictts_or_male_train_odiamale_04802.wav
ଆପଣମାନେ କୁହନ୍ତୁ ଆମ୍ବ ଓ ଆମ୍ବଡ଼ାର ବଉଳ ଏକ ସମୟରେ ମୁକୁଳିତ ହୁଅନ୍ତି ।
or
indictts_or_male
6.872
indictts_iitm
neutral
null
null
null
null
audio/or/indictts_or_male_train_odiamale_04803.wav
କୁହୁଡ଼ି ଆମ୍ବଡ଼ା ବଉଳକୁ ନ ପୋଡ଼ି ଆମ୍ବ ବଉଳକୁ କାହିଁକି ପୋଡ଼ିଦିଏ, ଏହାର କାରଣ କୁହ ।
or
indictts_or_male
5.923
indictts_iitm
neutral
null
null
null
null
audio/or/indictts_or_male_train_odiamale_04804.wav
ରାଜାଙ୍କର ଏ ପ୍ରଶ୍ନ ଶୁଣି ସମସ୍ତ ସଭାସଦ୍ ଗଣ ପରସ୍ପର ଚାହାଁ ଚୁହିଁ ଟିପା ଟିପି ଆଖିରେ ଠରା ଠରି ହେଲେ ।
or
indictts_or_male
7.41
indictts_iitm
neutral
null
null
null
null
audio/or/indictts_or_male_train_odiamale_04805.wav
ସଭାସଦ୍ମାନଙ୍କ ଉପସ୍ଥିତ ବୁଦ୍ଧି ଆଉ କିଛି କାମ ନ କରିବାରୁ ବସି ଭାବୁଥାନ୍ତି କ’ଣ କରିବେ ।
or
indictts_or_male
6.626
indictts_iitm
neutral
null
null
null
null
audio/or/indictts_or_male_train_odiamale_04806.wav
ଏହି ସମୟରେ ଗୋପଳ ଭାଣ୍ଡ ଆସି ଜୟ ମହାରାଜା କୃଷ୍ଣଚନ୍ଦ୍ରଙ୍କର ଜୟ କହି ସଭାରେ ଉପସ୍ଥିତ ହେଲେ ।
or
indictts_or_male
7.151
indictts_iitm
neutral
null
null
null
null
audio/or/indictts_or_male_train_odiamale_04807.wav
ଅନ୍ୟାନ୍ୟ ଦିନ ପରି ସେଦିନ ସଭାରେ କୌଣସି କଥା ଆଲୋଚନା ନ ହୋଇ ରାଜାଙ୍କ ସହିତ ସମସ୍ତେ ବସିଛନ୍ତି ।
or
indictts_or_male
6.978
indictts_iitm
neutral
null
null
null
null
audio/or/indictts_or_male_train_odiamale_04808.wav
ଏହା ଦେଖି ଗୋପାଳ କହିଲେ, ମହାରାଜ, ଆଜି ସମସ୍ତଙ୍କୁ ଚିନ୍ତାଯୁକ୍ତ ଦେଖୁଛି ।
or
indictts_or_male
5.199
indictts_iitm
neutral
null
null
null
null
audio/or/indictts_or_male_train_odiamale_04809.wav
ଆପଣ ମଧ୍ୟ କୌଣସି କଥାକୁ ଅପେକ୍ଷା କଲା ଭଳି ବସିଛନ୍ତି, ଏହାର କାରଣ କ’ଣ ।
or
indictts_or_male
5.531
indictts_iitm
neutral
null
null
null
null
audio/or/indictts_or_male_train_odiamale_04810.wav
ଏହା ଶୁଣି ମହାରାଜା କହିଲେ, ଗୋପାଳ ମୁଁ ଗୋଟିଏ ପ୍ରଶ୍ନ କରି ତା’ର ଉତ୍ତର ଅପେକ୍ଷାରେ ଅଛି ।
or
indictts_or_male
6.281
indictts_iitm
neutral
null
null
null
null
audio/or/indictts_or_male_train_odiamale_04811.wav
ସେ କଥା ଶୁଣି ତୁମେ କ’ଣ କରିବ, ତାହା ତ ତୁମ୍ଭ ଭାଣ୍ଡପଣିଆ ନୁହେଁ, ସେ ଶାସ୍ତ୍ର ଆଲୋଚନା କଥା ।
or
indictts_or_male
6.527
indictts_iitm
neutral
null
null
null
null
audio/or/indictts_or_male_train_odiamale_04812.wav
ଗୋପାଳ କହିଲେ, ଥରେ ଦୟା କରି କହନ୍ତୁ, ଶୁଣିଲେ କ’ଣ କିଛି ମାରାତ୍ମକ ଦୋଷ ଅଛି ।
or
indictts_or_male
5.996
indictts_iitm
neutral
null
null
null
null
audio/or/indictts_or_male_train_odiamale_04813.wav
ଏହା ଶୁଣି ରାଜା ସେଇ ବଉଳ ପ୍ରଶ୍ନ କଥା କହିଲେ, ତାହା ଶୁଣି ଗୋପାଳ ହସିଲେ ।
or
indictts_or_male
5.69
indictts_iitm
neutral
null
null
null
null
audio/or/indictts_or_male_train_odiamale_04814.wav
ଏ ପୁଣି ଗୋଟିଏ କଥାର କଥା ଯେ ଏଥି ସକାଶେ ଲମ୍ବା ଚଉଡ଼ା ଉପାଧି ବହନ କରି ବହୁ ଶାସ୍ତ୍ରଜ୍ଞ ଚିନ୍ତାରେ ବିପଦ ଗ୍ରସ୍ତ ହୋଇଛନ୍ତି ।
or
indictts_or_male
9.023
indictts_iitm
neutral
null
null
null
null
audio/or/indictts_or_male_train_odiamale_04815.wav
ମହାରାଜ, ଏମାନେ ତେବେ ସବୁ ଠକାଠକି କରି ଖାଉ ଥିଲେ, ଆଜି ଠକି ଯାଇଛନ୍ତି ।
or
indictts_or_male
5.345
indictts_iitm
neutral
null
null
null
null
audio/or/indictts_or_male_train_odiamale_04816.wav
ଏହା ଶୁଣି ମହାରାଜ କହିଲେ, ଏଭଳି କଥା କହିବା ତୁମର ଉଚିତ୍ ହେଉନାହିଁ ।
or
indictts_or_male
4.436
indictts_iitm
neutral
null
null
null
null
audio/or/indictts_or_male_train_odiamale_04817.wav
ସାମାନ୍ୟ ପ୍ରଶ୍ନ ବୋଲି କହିଲ, ତୁମେ କ’ଣ ତା’ର ଉତ୍ତର ଦେଇ ପାରିବ ।
or
indictts_or_male
4.177
indictts_iitm
neutral
null
null
null
null
audio/or/indictts_or_male_train_odiamale_04818.wav
ଗୋପାଳ କହିଲେ, ଏହାର ପୁଣି ଗୋଟିଏ ଉତ୍ତର ନ ଜାଣି କ’ଣ ଗୋପାଳ ଏପରି କହେ ।
or
indictts_or_male
4.814
indictts_iitm
neutral
null
null
null
null
audio/or/indictts_or_male_train_odiamale_04819.wav
ଶୁଣନ୍ତୁ ମହାରାଜ, କୁହୁଡ଼ି ସୃଷ୍ଟି ହୋଇଥିଲା କାହିଁକି, ଆମ୍ବ ବଉଳକୁ ନଷ୍ଟ କରିବା ନିମନ୍ତେ ।
or
indictts_or_male
5.787
indictts_iitm
neutral
null
null
null
null
audio/or/indictts_or_male_train_odiamale_04820.wav
ଏହାର କାରଣ ପରାଶର ମୁନି ମତ୍ସ୍ୟଗନ୍ଧାଙ୍କ ସହିତ ସହବାସ କରିବା ଅଭିପ୍ରାୟରେ ନଦୀମଧ୍ୟରେ ଦୀପ ସୃଜନ କରିଥିଲେ ।
or
indictts_or_male
8.493
indictts_iitm
neutral
null
null
null
null
audio/or/indictts_or_male_train_odiamale_04821.wav
ଦିନ ବେଳା ମନୁଷ୍ୟ କେହି ଦେଖିଲେ ଧିବର କନ୍ୟା ଲଜ୍ଜିତ ହେବ ବୋଲି, ପରାଶର ମୁନି ଯୋଗବଳେ ଲଜ୍ଜା ନିବାରଣ ପାଇଁ ସେହି କୁହୁଡ଼ିକୁ ସୃଷ୍ଟି କରିଥିଲେ ।
or
indictts_or_male
9.49
indictts_iitm
neutral
null
null
null
null
audio/or/indictts_or_male_train_odiamale_04822.wav
ଏହି କାରଣରୁ ଆମ୍ବ ବଉଳକୁ ନଷ୍ଟ ନ କରି ଆମ୍ବଡ଼ା ବଉଳକୁ କାହିଁକି ନଷ୍ଟ କରିବ ।
or
indictts_or_male
5.588
indictts_iitm
neutral
null
null
null
null
audio/or/indictts_or_male_train_odiamale_04823.wav
ଗୋପାଳ ଭାଣ୍ଡର ଏହି ଅଦ୍ଭୁତ ବୁଦ୍ଧି ଚାତୁର୍ଯ୍ୟ ସଭାରେ ଶୁଣି ମହାରାଜା ଓ ଅନ୍ୟାନ୍ୟ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।
or
indictts_or_male
7.558
indictts_iitm
neutral
null
null
null
null
audio/or/indictts_or_male_train_odiamale_04824.wav
ଗୋପାଳକୁ ସମସ୍ତେ ଧନ୍ୟବାଦ ଦେଲେ ଓ ମହାରାଜା ମଧ୍ୟ ପୁରସ୍କାର ଦେଲେ ।
or
indictts_or_male
5.584
indictts_iitm
neutral
null
null
null
null
audio/or/indictts_or_male_train_odiamale_04825.wav
ଗୋପାଳ ଖୁସି ହୋଇ ଘରକୁ ଗଲା ।
or
indictts_or_male
2.663
indictts_iitm
neutral
null
null
null
null
audio/or/indictts_or_male_train_odiamale_04826.wav
ମହାରାଜା କୃଷ୍ଣଚନ୍ଦ୍ରଙ୍କ ରାଜସଭାକୁ ଗୋଟିଏ ଲୋକ ପ୍ରତିଦିନ ଆସି ନାନା ଭାଷାରେ କଥାବାର୍ତ୍ତା କରେ ।
or
indictts_or_male
6.742
indictts_iitm
neutral
null
null
null
null
audio/or/indictts_or_male_train_odiamale_04827.wav
କେଉଁ ଦିନ ବଙ୍ଗଳା ଭାଷା, କେଉଁ ଦିନ ଓଡ଼ିଆ, କେଉଁ ଦିନ ହିନ୍ଦୀ ଏହି ରୂପେ ନାନା ଭାଷାରେ କଥାବାର୍ତ୍ତା କରେ ।
or
indictts_or_male
7.132
indictts_iitm
neutral
null
null
null
null
audio/or/indictts_or_male_train_odiamale_04828.wav
ସେ ଯେଉଁ ଭାଷାରେ କଥା କହେ ସେ ଭାଷା ଏପରି ଭାବରେ କହେ ଯେ ତାକୁ ଚିହ୍ନିବା କଠିନ ।
or
indictts_or_male
5.682
indictts_iitm
neutral
null
null
null
null
audio/or/indictts_or_male_train_odiamale_04829.wav
ଦିନେ ରାଜା ସେହିକଥା ଭାବୁଛନ୍ତି, ଏହି ସମୟରେ ଗୋପାଳ ଉପସ୍ଥିତ ହୋଇ କହିଲା, ମହାରାଜ, କ’ଣ ଭାବୁଛନ୍ତି ।
or
indictts_or_male
7.714
indictts_iitm
neutral
null
null
null
null
audio/or/indictts_or_male_train_odiamale_04830.wav
ରାଜା କହିଲେ, ଗୋପାଳ ଏଇ ଲୋକଟିର କି ଜାତି ଏହା ଆମେ କେହି ସ୍ଥିର କରି ପାରୁ ନାହୁଁ ।
or
indictts_or_male
6.208
indictts_iitm
neutral
null
null
null
null
audio/or/indictts_or_male_train_odiamale_04831.wav
ଗୋପାଳ କହିଲେ, ଆଜ୍ଞା ମୁଁ କାଲି ସ୍ଥିର କରିଦେବି ।
or
indictts_or_male
3.953
indictts_iitm
neutral
null
null
null
null
audio/or/indictts_or_male_train_odiamale_04832.wav
ଏହା କହି ପରଦିନ ରାତିରେ ଗୋଟିଏ ଦରଜାରେ ଲୁଚି ରହିଲା, ଲୋକଟି ସେହି ଦ୍ୱାର ଦେଇ ସଭାକୁ ଯାଉଥିଲା ।
or
indictts_or_male
7.531
indictts_iitm
neutral
null
null
null
null
audio/or/indictts_or_male_train_odiamale_04833.wav
ସେ ଗଲା ବେଳେ ଗୋପାଳ ତାକୁ ଏକ ଧକ୍କା ମାରିଲା ।
or
indictts_or_male
3.659
indictts_iitm
neutral
null
null
null
null
audio/or/indictts_or_male_train_odiamale_04834.wav
ସେ ଦାରୁଣ ଧକ୍କା ଖାଇ ହଠାତ୍ କହିଲା, ଶଳା ଅନ୍ଧ ।
or
indictts_or_male
4.304
indictts_iitm
neutral
null
null
null
null