file_name
stringlengths
36
59
text
stringlengths
9
449
lang
stringclasses
12 values
speaker_id
stringclasses
26 values
duration
float64
1.5
29.8
source
stringclasses
2 values
emotion
stringclasses
1 value
domain
float64
snr_db
float64
22.5
60
⌀
silence_ratio
float64
0.1
0.35
⌀
clipping_ratio
float64
0
0
⌀
audio/or/indictts_or_male_train_odiamale_04835.wav
ଗୋପାଳ ରାଜାଙ୍କୁ ଆସି କହିଲା ଏ ଲୋକଟି ଓଡ଼ିଆ ।
or
indictts_or_male
3.523
indictts_iitm
neutral
null
null
null
null
audio/or/indictts_or_male_train_odiamale_04836.wav
ରାଜା ସନ୍ତୁଷ୍ଟ ହୋଇ ଗୋପାଳକୁ ପୁରସ୍କାର ଦେଲେ ।
or
indictts_or_male
3.189
indictts_iitm
neutral
null
null
null
null
audio/or/indictts_or_male_train_odiamale_04837.wav
ଦିନେ ମହାରାଜ ସଭାରେ କହିଲେ, ଗୋପାଳ ସମସ୍ତଙ୍କୁ ଜବତ୍ କଲା, ତାକୁ ଆଉ କେହି ଜବତ୍ କରି ପାରିଲେ ନାହିଁ ।
or
indictts_or_male
7.077
indictts_iitm
neutral
null
null
null
null
audio/or/indictts_or_male_train_odiamale_04838.wav
ଗୋଟିଏ କଥା କର, ତୁମ୍ଭେ ଦୁଇ ତିନି ଜଣ ଗୋପାଳର ନୂତନ ଘର ଦେଖିବା ବାହାନାରେ ଯାଇ ତାହାରି ଚୁଲିରେ ଝାଡ଼ା ଫେରିଆସ, ତହିଁରେ ସେ ଜବତ ହେବ ।
or
indictts_or_male
10.104
indictts_iitm
neutral
null
null
null
null
audio/or/indictts_or_male_train_odiamale_04839.wav
ରାଜାଙ୍କର ଆଜ୍ଞାରେ ଦୁଇ ତିନି ଜଣ ଏକସଙ୍ଗ ହୋଇ ଗୋପାଳ ଘରେ ପହଞ୍ଚିଗଲେ ।
or
indictts_or_male
5.364
indictts_iitm
neutral
null
null
null
null
audio/or/indictts_or_male_train_odiamale_04840.wav
ଗୋପାଳ ତାଙ୍କୁ ଆଦର କରି କହିଲା, କି ସକାଶେ ଆସି ଅଛନ୍ତି ।
or
indictts_or_male
4.169
indictts_iitm
neutral
null
null
null
null
audio/or/indictts_or_male_train_odiamale_04841.wav
ସେମାନେ କହିଲେ, ଆମେ ତୁମର ନୂଆ ଘର ଦେଖିବାକୁ ଆସିଛୁ ।
or
indictts_or_male
4.025
indictts_iitm
neutral
null
null
null
null
audio/or/indictts_or_male_train_odiamale_04842.wav
ଗୋପାଳ ଆନନ୍ଦରେ ତାଙ୍କୁ ଘର ଦେଖାଇଲା ।
or
indictts_or_male
2.758
indictts_iitm
neutral
null
null
null
null
audio/or/indictts_or_male_train_odiamale_04843.wav
ଦେଖିବା ସମୟରେ ତା’ ମଧ୍ୟରୁ ଜଣେ କହିଲା ମୋତେ ଝାଡ଼ା ମାଡ଼ୁଛି, ଗୋପାଳ କହିଲା, ତେବେ ଆସ ଏ ଆଡ଼କୁ ଯିବ ।
or
indictts_or_male
7.818
indictts_iitm
neutral
null
null
null
null
audio/or/indictts_or_male_train_odiamale_04844.wav
ତହୁଁ ଲୋକଟି କହିଲା, ଛାମୁଙ୍କର ହୁକୁମ୍ ଯେ ଝାଡ଼ା ମାଡ଼ିଲେ ଗୋପାଳର ଚୁଲିରେ ଝାଡ଼ା ଫେରିବ ।
or
indictts_or_male
6.559
indictts_iitm
neutral
null
null
null
null
audio/or/indictts_or_male_train_odiamale_04845.wav
ଗୋପାଳ କହିଲା, ହଉ ବେଶ୍ ଆସ, ଏହା କହି ଗୋଟିଏ ଠେଙ୍ଗା ଧରି ବସିଲା ।
or
indictts_or_male
5.491
indictts_iitm
neutral
null
null
null
null
audio/or/indictts_or_male_train_odiamale_04846.wav
କହିଲା, ଝାଡ଼ା ଫେର, ତହିଁକି ମୋର ଦୁଃଖ ନାହିଁ, ମାତ୍ର ପରିସ୍ରା କଲେ ମୁଣ୍ଡରେ ଠେଙ୍ଗାଏ ଦେବି ।
or
indictts_or_male
6.901
indictts_iitm
neutral
null
null
null
null
audio/or/indictts_or_male_train_odiamale_04847.wav
ସେ କହିଲା କାହିଁକି, ଗୋପାଳ କହିଲା, ରାଜା ଝାଡ଼ା ଫେରିବାକୁ କହିଛନ୍ତି କିନ୍ତୁ ସେ ପରିସ୍ରା କରିବାକୁ କହି ନାହାଁନ୍ତି ।
or
indictts_or_male
7.292
indictts_iitm
neutral
null
null
null
null
audio/or/indictts_or_male_train_odiamale_04848.wav
ତୁମେ ପରିସ୍ରା କଲେ ମୁଣ୍ଡ ଫଟାଇ ଦେବି ।
or
indictts_or_male
3.077
indictts_iitm
neutral
null
null
null
null
audio/or/indictts_or_male_train_odiamale_04849.wav
ଏହା ଶୁଣି ସେମାନେ ସମସ୍ତେ ଫେରି ଆସି ରାଜାଙ୍କୁ ସମସ୍ତ ହାଲ୍ କହିଲେ ।
or
indictts_or_male
5.674
indictts_iitm
neutral
null
null
null
null
audio/or/indictts_or_male_train_odiamale_04850.wav
ରାଜା ଶୁଣି ହସିଲେ ଓ ଗୋପାଳକୁ ପ୍ରଶଂସା କଲେ ।
or
indictts_or_male
3.675
indictts_iitm
neutral
null
null
null
null
audio/or/indictts_or_male_train_odiamale_04851.wav
ଦିନେ ରାଜା କୃଷ୍ଣ ଚନ୍ଦ୍ର ପ୍ରଭାତରେ ନିତ୍ୟକର୍ମ ସାରି ବସିଛନ୍ତି, ଏ ସମୟରେ ଗୋପାଳ ଉପସ୍ଥିତ ହେଲା ।
or
indictts_or_male
7.172
indictts_iitm
neutral
null
null
null
null
audio/or/indictts_or_male_train_odiamale_04852.wav
ରାଜା ଗୋପାଳକୁ ଦେଖି ଡାକି କହିଲେ, ଗୋପାଳ, ଆସ ଆସ, କାଲି ମୁଁ ଗୋଟିଏ ଅସାର ସ୍ୱପ୍ନ ଦେଖିଛି ।
or
indictts_or_male
7.284
indictts_iitm
neutral
null
null
null
null
audio/or/indictts_or_male_train_odiamale_04853.wav
ଏହିକ୍ଷଣି ତୁମ ଆଗରେ କହିବା ପାଇଁ ମନ ହେଉଥିଲା, ଭାବୁଥିଲି ତୁମକୁ ଡକାଇଥାନ୍ତି ।
or
indictts_or_male
6.041
indictts_iitm
neutral
null
null
null
null
audio/or/indictts_or_male_train_odiamale_04854.wav
ତୁମେ ତ' ଆସି ପହଁଚି ଗଲଣି, ଗୋପାଳ ତୁମର ବହୁତ ପରମାୟୁ ହେବ ।
or
indictts_or_male
4.925
indictts_iitm
neutral
null
null
null
null
audio/or/indictts_or_male_train_odiamale_04855.wav
ଗୋପାଳ କହିଲା, ତେବେ ଆଜି ମୁଁ ଧନ୍ୟ, କାରଣ ମହାରାଜାଙ୍କ ପ୍ରାତଃ ସ୍ମରଣୀ ହେଲି, ତେବେ କି ସ୍ୱପ୍ନ ଦେଖିଲେ କୁହନ୍ତୁ ।
or
indictts_or_male
8.248
indictts_iitm
neutral
null
null
null
null
audio/or/indictts_or_male_train_odiamale_04856.wav
ରାଜା କହିଲେ, ତୁମେ ଆଉ ମୁଁ ଦୁଇ ଜଣ ମିଳି ଗୋଟିଏ ସ୍ଥାନକୁ ଯାଉଥିଲେ ।
or
indictts_or_male
5.523
indictts_iitm
neutral
null
null
null
null
audio/or/indictts_or_male_train_odiamale_04857.wav
ଯାଉ ଯାଉ ବାଟରେ ଯୋଡ଼ିଏ ଖାତ ଅଛି, ତା’ ମଧ୍ୟରୁ ଗୋଟିଏ ଖାତ ଗୁଡ଼ରେ ପୂର୍ଣ୍ଣ, ଆଉ ଗୋଟିଏ ଖାତ ବିଷ୍ଠାରେ ପୂର୍ଣ୍ଣ ।
or
indictts_or_male
8.55
indictts_iitm
neutral
null
null
null
null
audio/or/indictts_or_male_train_odiamale_04858.wav
ମୁଁ ଯାଇ ଗୁଡ଼ ଖାତରେ ପଡ଼ିଗଲି, ଆଉ ତୁମେ ଯାଇ ବିଷ୍ଠା ଖାତରେ ପଡ଼ିଗଲ ।
or
indictts_or_male
5.021
indictts_iitm
neutral
null
null
null
null
audio/or/indictts_or_male_train_odiamale_04859.wav
ଗୋପାଳ କହିଲା, ହଁ ତା’ ପରେ କ’ଣ ହେଲା, ମହାରାଜା କହିଲେ ମୋର ନିଦ ଭାଙ୍ଗିଗଲା ।
or
indictts_or_male
6.16
indictts_iitm
neutral
null
null
null
null
audio/or/indictts_or_male_train_odiamale_04860.wav
ଏହା ଶୁଣି ଗୋପାଳ ତତକ୍ଷଣାତ୍ କହିଲା, ମହାରାଜ, ମୁଁ ବି ତ' ଏ ସ୍ୱପ୍ନ ଦେଖିଛି ।
or
indictts_or_male
5.372
indictts_iitm
neutral
null
null
null
null
audio/or/indictts_or_male_train_odiamale_04861.wav
ଗୋପାଳ କହିଲା, ସେହିଠାରୁ ପରା ମୁଁ ସ୍ୱପ୍ନ ଦେଖିଲି ମୋ ଠାରୁ ଶୁଣନ୍ତୁ ।
or
indictts_or_male
4.846
indictts_iitm
neutral
null
null
null
null
audio/or/indictts_or_male_train_odiamale_04862.wav
ଆପଣ ଗୁଡ଼ ଖାତରୁ ଉଠି ଆସିଲେ, ମୁଁ ବିଷ୍ଠା ଖାତରୁ ଉଠି ଆସିଲି ।
or
indictts_or_male
4.702
indictts_iitm
neutral
null
null
null
null
audio/or/indictts_or_male_train_odiamale_04863.wav
କିଛି ଦୂର ଯାଇ ଆମେ ଜଳ ଖୋଜିଲେ କିନ୍ତୁ ପାଇଲେ ନାହିଁ ।
or
indictts_or_male
4.312
indictts_iitm
neutral
null
null
null
null
audio/or/indictts_or_male_train_odiamale_04864.wav
କ’ଣ କରିବା, ବାଧ୍ୟ ହୋଇ ଆପଣ ମୋ ଦେହକୁ ଚାଟି ସଫା କରିଦେଲେ, ଆପଣଙ୍କର ଶ୍ରୀକାୟକୁ ମୁଁ ଚାଟି ସଫା କରିଦେଲି ।
or
indictts_or_male
8.391
indictts_iitm
neutral
null
null
null
null
audio/or/indictts_or_male_train_odiamale_04865.wav
ରାଜା ପ୍ରକୃତ ଉତ୍ତରରେ ସନ୍ତୁଷ୍ଟ ହୋଇ ଗୋପାଳକୁ ପାରିତୋଷିକ ଦେଲେ ।
or
indictts_or_male
5.228
indictts_iitm
neutral
null
null
null
null
audio/or/indictts_or_male_train_odiamale_04866.wav
ରାଜା କୃଷ୍ଣଚନ୍ଦ୍ରଙ୍କର ବିଧବା ପିଉସୀ ବୁଢ଼ୀଟିଏ ଥିଲା ।
or
indictts_or_male
3.81
indictts_iitm
neutral
null
null
null
null
audio/or/indictts_or_male_train_odiamale_04867.wav
ସେ ବଡ଼ କୃପଣ, କାହାକୁ ଦେହର ମଳି ଟିକେ ଦେବାକୁ ନାରାଜ୍, ଦାନ ଧ୍ୟାନ ତ' ତାଙ୍କ ପାଞ୍ଜିରେ ନାହିଁ ।
or
indictts_or_male
6.997
indictts_iitm
neutral
null
null
null
null
audio/or/indictts_or_male_train_odiamale_04868.wav
ମହାରାଜା ଦିନେ କଥାରେ କଥାରେ ଗୋପାଳକୁ କହିଲେ, ତୁମେ ତ' ପ୍ରତ୍ୟେକ ଦିନ ଆମଠାରୁ ଟଙ୍କା ପଇସା ନାନା ପ୍ରକାର କଥାରେ ନେଇ ଚାଲିଯାଅ ।
or
indictts_or_male
8.319
indictts_iitm
neutral
null
null
null
null
audio/or/indictts_or_male_train_odiamale_04869.wav
ଯେବେ ଆମ ପିଉସୀଙ୍କ ଠାରୁ କିଛି ଆଦାୟ କରି ପାରିବ ତେବେ ଜାଣିବା ତୁମେ ପ୍ରକୃତରେ ଚତୁର ।
or
indictts_or_male
6.065
indictts_iitm
neutral
null
null
null
null
audio/or/indictts_or_male_train_odiamale_04870.wav
ଏହା ଶୁଣି ଗୋପାଳ କହିଲେ, ମହାରାଜ, ଇଏ ବା କେଉଁ ବିଚିତ୍ର କଥା, ଆଜି ମୁଁ ପିଉସୀଙ୍କ ଠାରୁ ଟଙ୍କା ଆଣିବି ।
or
indictts_or_male
7.053
indictts_iitm
neutral
null
null
null
null
audio/or/indictts_or_male_train_odiamale_04871.wav
ଏହା କହି ରାଜଭବନ ଭିତରକୁ ଯାଇ ପିଉସୀ ମା', ପିଉସୀ ମା' ବୋଲି ଡାକ ପକାଇଲେ ।
or
indictts_or_male
6.128
indictts_iitm
neutral
null
null
null
null
audio/or/indictts_or_male_train_odiamale_04872.wav
ଗୋପାଳ ଡାକ ଶୁଣି ପିଉସୀ ମା' କହିଲେ, କିହୋ ଗୋପାଳ କୁଆଡ଼େ ଆସିଚ ।
or
indictts_or_male
4.655
indictts_iitm
neutral
null
null
null
null
audio/or/indictts_or_male_train_odiamale_04873.wav
ଗୋପାଳ କହିଲେ, ନା ପିଉସୀ ମା', ଆପଣଙ୍କର ଅନେକ ଦିନୁ ଭେଟ ନ ପାଇ ମନଟା ଖାଲି ଗୋଳେଇ ଘାଂଟି ହେଲା ।
or
indictts_or_male
7.061
indictts_iitm
neutral
null
null
null
null
audio/or/indictts_or_male_train_odiamale_04874.wav
ଆଜି କାହିଁକି ମୋ ମନ ବେଶୀ ବିଚଳିତ ହେବାରୁ କୁଆଡ଼ିକି ନ ଯାଇ ଚାଲି ଆସିଲି ।
or
indictts_or_male
5.467
indictts_iitm
neutral
null
null
null
null
audio/or/indictts_or_male_train_odiamale_04875.wav
ଆପଣଙ୍କ ଦେହ ପା' ସବୁ ଭଲ ଅଛି ତ'।
or
indictts_or_male
2.758
indictts_iitm
neutral
null
null
null
null
audio/or/indictts_or_male_train_odiamale_04876.wav
ଏହିପରି ନାନା ପ୍ରକାର ଗଳ୍ପ ଛଳରେ ଗୋପାଳ କହିଲେ, ପିଉସୀ ମା', ମୋର ବଡ଼ ଆଶା ଅଛି ଦିନେ ତୁମ ପତ୍ରର ପ୍ରସାଦ ପାଇବି ।
or
indictts_or_male
9.037
indictts_iitm
neutral
null
null
null
null
audio/or/indictts_or_male_train_odiamale_04877.wav
ଏହା ଶୁଣି ପିଉସୀ ମା' କହିଲେ, ଏ କ’ଣ ଗୋଟାଏ କଥାର କଥା, ଆଚ୍ଛା ହେଉ କାଲି ଆସି ଖାଇବ ।
or
indictts_or_male
6.16
indictts_iitm
neutral
null
null
null
null
audio/or/indictts_or_male_train_odiamale_04878.wav
ତା’ ପରଦିନ ଗୋପାଳ ତିନି ଚାରିଟା ଚିଙ୍ଗୁଡ଼ି ମାଛ ସନ୍ତୁଳି ଲୁଚାଇ ନେଇ ଯାଇଥିଲେ ।
or
indictts_or_male
5.937
indictts_iitm
neutral
null
null
null
null
audio/or/indictts_or_male_train_odiamale_04879.wav
ପତ୍ରରେ ଖାଇ ବସିଲା ପରେ ସଙ୍ଗେ ସଙ୍ଗେ ମାଛତକ ଲାଉ ଘାଂଟ ସହିତ ମିଳାଇ ଦେଇ ରଖିଲେ ।
or
indictts_or_male
6.447
indictts_iitm
neutral
null
null
null
null
audio/or/indictts_or_male_train_odiamale_04880.wav
କିଛିକ୍ଷଣ ପରେ ପିଉସୀ ମା' କହିଲେ, ଗୋପାଳ କେଉଁ ତରକାରୀ ଭଲ ହୋଇଛି ।
or
indictts_or_male
5.172
indictts_iitm
neutral
null
null
null
null
audio/or/indictts_or_male_train_odiamale_04881.wav
ଗୋପାଳ ପାଟି କରି କହିଲେ, ପିଉସୀ ମା' ଲାଉ ଚିଙ୍ଗୁଡ଼ି ଘାଂଟଟା ବଡ଼ ସୁଆଦିଆ ହୋଇଛି, ପାଟିରୁ ଛାଡ଼ୁନାହିଁ ।
or
indictts_or_male
7.65
indictts_iitm
neutral
null
null
null
null
audio/or/indictts_or_male_train_odiamale_04882.wav
ଲୋକେ ସିନା ତରକାରୀ କରନ୍ତି, ହେଲେ କ’ଣ ହେବ ଏପରି ଲାଉ ଚିଙ୍ଗୁଡ଼ି ହେବକି, ମୁଁ ମଣିମାଙ୍କ ଛାମୁରେ ନିଶ୍ଚୟ କହିବି ।
or
indictts_or_male
7.571
indictts_iitm
neutral
null
null
null
null
audio/or/indictts_or_male_train_odiamale_04883.wav
ଗୋପାଳର ଏ କଥା ଶୁଣି ପିଉସୀ ମା' କହିଲେ, ଆରେ ଚୁପ୍ ଚୁପ୍, ଆମେ ତ' ବିଧବା, ଆମେ କ’ଣ କେବେ ମାଛ ଖାଉ ।
or
indictts_or_male
7.34
indictts_iitm
neutral
null
null
null
null
audio/or/indictts_or_male_train_odiamale_04884.wav
ତୁମକୁ କିଏ ମାଛ ଖାଇବାକୁ ଦେଲା, ଆମର ତ' ହବିଷ୍ୟ ନିରାମିଷ ତରକାରୀ ।
or
indictts_or_male
5.228
indictts_iitm
neutral
null
null
null
null
audio/or/indictts_or_male_train_odiamale_04885.wav
ଗୋପାଳ କହିଲେ, ତୁମେ ମାଛ ନ ଖାଉଥିଲେ ଏ ଚିଙ୍ଗୁଡ଼ି ମାଛ ଏଡ଼େ ଯତ୍ନରେ ଆଉ ରାନ୍ଧିଲା କିଏ ।
or
indictts_or_male
6.065
indictts_iitm
neutral
null
null
null
null
audio/or/indictts_or_male_train_odiamale_04887.wav
ଗୋପାଳ କହିଲେ, ମୁଁ ଖାଇକି କ’ଣ ନିନ୍ଦା କରିବି, ମୋ ଦ୍ୱାରା ସେକଥା ହେବ ନାହିଁ ।
or
indictts_or_male
5.308
indictts_iitm
neutral
null
null
null
null
audio/or/indictts_or_male_train_odiamale_04888.wav
ରାଜା ଶୁଣିଲେ କହିବେ କ’ଣ, ଆଚ୍ଛା ଏ ଗୋଟିଏ ଖାଇ ନିନ୍ଦୁକ ।
or
indictts_or_male
4.336
indictts_iitm
neutral
null
null
null
null
audio/or/indictts_or_male_train_odiamale_04889.wav
ପିଉସୀ ମା' ସତକୁ ସତ ମାଛ ଦେଖି ଅପମାନ ଓ ଲଜ୍ଜା ଭୟରେ ଆଶ୍ଚର୍ଯ୍ୟ ହୋଇଗଲେ ।
or
indictts_or_male
6.049
indictts_iitm
neutral
null
null
null
null
audio/or/indictts_or_male_train_odiamale_04890.wav
କହିଲେ, ଦେଖ୍ ବାବୁ, ତୋ ହାତ ଗୋଡ଼ ଧରି କହୁଛି, ମୁଁ ତୋ ମା’ ଭଳି, ଏ କଥା ଆଉ କାହାକୁ କହିବୁ ନାହିଁ ।
or
indictts_or_male
6.981
indictts_iitm
neutral
null
null
null
null
audio/or/indictts_or_male_train_odiamale_04891.wav
ଏ ଟଙ୍କା କେତୁଟା ନେଇ ଯା', ମୋ ବାପାଟା, ନେ ଘର ଖରଚ କରିବୁ ।
or
indictts_or_male
4.941
indictts_iitm
neutral
null
null
null
null
audio/or/indictts_or_male_train_odiamale_04892.wav
ମୋ ଧନଟା ପରା କାହାକୁ କିଛି କହିବୁ ନାହିଁ ।
or
indictts_or_male
3.197
indictts_iitm
neutral
null
null
null
null
audio/or/indictts_or_male_train_odiamale_04893.wav
ଗୋପାଳ ସବୁ କଥା ସ୍ୱୀକାର କରି ଖାଇ ପିଇ ଟଙ୍କା କେତୋଟି ହାତରେ ନେଇ ପିଉସୀ ମା’କୁ ଦଣ୍ଡବତ କରି ଆସି ରାଜାଙ୍କ ପାଖେ ପହଁଚିଗଲେ ।
or
indictts_or_male
8.845
indictts_iitm
neutral
null
null
null
null
audio/or/indictts_or_male_train_odiamale_04894.wav
ରାଜା କୃଷ୍ଣଚନ୍ଦ୍ର ଗୋପାଳର ହର୍ଷ ମୁଖ ଦେଖି ପଚାରିଲେ, କିହୋ ଗୋପାଳ ବଡ଼ ଖୁସୀ, ଘଟଣା କଅଣ ।
or
indictts_or_male
7.005
indictts_iitm
neutral
null
null
null
null
audio/or/indictts_or_male_train_odiamale_04895.wav
ଗୋପାଳ ସବୁକଥା କହି ଟଙ୍କାକୁ ଅଂଟାରେ ମାରି ବାଟେ ବାଟେ ଘରକୁ ଗଲେ ।
or
indictts_or_male
5.292
indictts_iitm
neutral
null
null
null
null
audio/or/indictts_or_male_train_odiamale_04896.wav
ଗୋପାଳ ଭାଣ୍ଡ ପଣରେ ଯେପରି ଅଦ୍ୱିତୀୟ, ପେଟୁ ପଣରେ ମଧ୍ୟ ଠିକ୍ ସେହିପରି ।
or
indictts_or_male
5.65
indictts_iitm
neutral
null
null
null
null
audio/or/indictts_or_male_train_odiamale_04897.wav
ସେଦିନ ଦିପହର ବେଳେ ଗୋପାଳ ବନ୍ଧୁ ଘରୁ ନିଜ ଘରକୁ ଫେରୁ ଫେରୁ ଗୋଟିଏ ଗୁଡ଼ିଆ ଦୋକାନ ଉପରେ ତା'ର ନଜର ପଡ଼ିଲା ।
or
indictts_or_male
8.312
indictts_iitm
neutral
null
null
null
null
audio/or/indictts_or_male_train_odiamale_04898.wav
ଗୋପାଳ ଦେଖିଲା, ବଡ଼ ବଡ଼ ଥାଳିରେ ସନ୍ଦେଶ, ଜିଲାପି, ମିଠା ପ୍ରଭୁତି ସଜେଇ ଥୁଆ ହୋଇଛି ।
or
indictts_or_male
7.556
indictts_iitm
neutral
null
null
null
null
audio/or/indictts_or_male_train_odiamale_04899.wav
ଦୋକାନରେ ସାତ ଆଠ ବରଷର ଛୁଆଟିଏ ଛଡ଼ା ଆଉ କେହି ନାହାଁନ୍ତି ।
or
indictts_or_male
4.894
indictts_iitm
neutral
null
null
null
null
audio/or/indictts_or_male_train_odiamale_04900.wav
ସନ୍ଦେଶ ଥାଳି ଦେଖି ଗୋପାଳ ପାଟିରୁ ଲାଳ ବହିଲା ।
or
indictts_or_male
3.826
indictts_iitm
neutral
null
null
null
null
audio/or/indictts_or_male_train_odiamale_04901.wav
ସେ କାଳ ବିଳମ୍ବ ନକରି ଦୋକାନ ପାଖକୁ ଯାଇ ପିଲାଟିକି ପଚାରିଲା, ତୋ ବାପା କାହିଁ ।
or
indictts_or_male
5.934
indictts_iitm
neutral
null
null
null
null
audio/or/indictts_or_male_train_odiamale_04902.wav
ପିଲାଟି କହିଲା, ଘର ଭିତରେ ଭାତ ଖାଉଛନ୍ତି ।
or
indictts_or_male
3.389
indictts_iitm
neutral
null
null
null
null
audio/or/indictts_or_male_train_odiamale_04903.wav
ପୁଣି ଗୋପାଳ ପଚାରିଲା, କେତେବେଳୁ ତୋ ବାପା ଖାଇବାକୁ ଗଲେଣି ।
or
indictts_or_male
4.097
indictts_iitm
neutral
null
null
null
null
audio/or/indictts_or_male_train_odiamale_04904.wav
ପିଲାଟି କହିଲା, ଏହି କ୍ଷଣି ଗଲେ, ହୁଏତ ଗୁଣ୍ଡେ ଦି’ ଗୁଣ୍ଡା ଖାଇଥିବେ ।
or
indictts_or_male
4.888
indictts_iitm
neutral
null
null
null
null
audio/or/indictts_or_male_train_odiamale_04905.wav
ଗୋପାଳ କହିଲା, ବେଶ୍ ତ', ବାପ ତୋର ଭାତ ଖାଉଛନ୍ତି, ମୁଁ ସନ୍ଦେଶ ଖାଉଛି ।
or
indictts_or_male
5.591
indictts_iitm
neutral
null
null
null
null
audio/or/indictts_or_male_train_odiamale_04906.wav
ଗୋପାଳ ଏହା କହୁ କହୁ ଦୁଇଟା ସନ୍ଦେଶ ଆଣି ପାଟିରେ ପକାଇଲା ।
or
indictts_or_male
4.125
indictts_iitm
neutral
null
null
null
null
audio/or/indictts_or_male_train_odiamale_04907.wav
ପିଲାଟି ଚମକି ଉଠି ରାଗରେ କହିଲା, ତୁ କିଏ ବେ, ପଇସା ନ ଦେଇ ସନ୍ଦେଶ ଖାଉଛୁ ।
or
indictts_or_male
5.325
indictts_iitm
neutral
null
null
null
null
audio/or/indictts_or_male_train_odiamale_04908.wav
ଏଇନେ ମୋ ବାପା ଆସିଲେ ମୋତେ ମାରିବେ ।
or
indictts_or_male
3.007
indictts_iitm
neutral
null
null
null
null
audio/or/indictts_or_male_train_odiamale_04909.wav
ପିଲାଟିର କଥା ଶୁଣି ଗୋପାଳ କହିଲା, ନା ରେ ତୋ ବାପା ତୋତେ ମାରିବେନି ।
or
indictts_or_male
5.215
indictts_iitm
neutral
null
null
null
null
audio/or/indictts_or_male_train_odiamale_04910.wav
ତୋ ବାପା ମୋତେ ଚିହ୍ନନ୍ତି, ମୁଁ ପରା ନିଇତି ଆସି ଏଇ ସନ୍ଦେଶ ଖାଇଯାଏ, ମୋ ନାଆଁ ପରା ମାଛି ।
or
indictts_or_male
6.022
indictts_iitm
neutral
null
null
null
null
audio/or/indictts_or_male_train_odiamale_04911.wav
ଗୋପାଳର କଥା ଶୁଣି ପିଲାଟି କହିଲା, ତୁ ଏଇଠି ଥା, ମୁଁ ଯାଉଛି ବାପାକୁ ପଚାରି ଆସେ ।
or
indictts_or_male
5.779
indictts_iitm
neutral
null
null
null
null
audio/or/indictts_or_male_train_odiamale_04912.wav
ଗୋପାଳ କହିଲା, ମୁଁ ଖାଉଥାଏ, ତୁ ଏଇଠି ଥାଇ ଡାକି ପଚାରୁନୁ ।
or
indictts_or_male
4.457
indictts_iitm
neutral
null
null
null
null
audio/or/indictts_or_male_train_odiamale_04913.wav
ଗୋପାଳ ଏହା କହୁ କହୁ ସନ୍ଦେଶ ଖାଇବାରେ ଲାଗିଲା ।
or
indictts_or_male
3.521
indictts_iitm
neutral
null
null
null
null
audio/or/indictts_or_male_train_odiamale_04914.wav
ପିଲାଟି ଏହା ସହି ନ ପାରି ତା' ବାପାକୁ ଡାକି ପଚାରିଲା, ବାପା ମାଛି ସନ୍ଦେଶ ଖାଇ ଯାଉଛି ।
or
indictts_or_male
6.52
indictts_iitm
neutral
null
null
null
null
audio/or/indictts_or_male_train_odiamale_04915.wav
ତା' ବାପା ଭାତ ଗୁଣ୍ଡାଟି ଗିଳି ଦେଇ କହିଲା, ମାଛିଗୁଡ଼ାକ ତ' ସନ୍ଦେଶ ଥାଳିରେ ବସନ୍ତି, ତେଣୁ ପୁଅଟା ବୋଧେ ଡାକ ପକାଇଛି ।
or
indictts_or_male
8.589
indictts_iitm
neutral
null
null
null
null
audio/or/indictts_or_male_train_odiamale_04916.wav
ସେ ପୁଅକୁ ଡାକି କହିଲା, ଏଇ ମାଛି ନିଇତି ଆସି ଖାଏ, ଆଜି ଖାଉଛି ଖାଉ ।
or
indictts_or_male
5.314
indictts_iitm
neutral
null
null
null
null
audio/or/indictts_or_male_train_odiamale_04917.wav
ତୁ ତାକୁ କିଛି ନ କହି ମୁଁ ଯିବା ଯାଏଁ ଦୋକାନ ଜଗି ବସିଥା ।
or
indictts_or_male
4.374
indictts_iitm
neutral
null
null
null
null
audio/or/indictts_or_male_train_odiamale_04918.wav
ବାପାର କଥା ଶୁଣି ପିଲାଟି ଗୋପାଳକୁ କିଛି କହିଲା ନାହିଁ ।
or
indictts_or_male
3.748
indictts_iitm
neutral
null
null
null
null
audio/or/indictts_or_male_train_odiamale_04919.wav
ଗୋପାଳ ଗୋଟିକ ପରେ ଗୋଟିଏ ସନ୍ଦେଶ ଖାଇ ଗର୍ଭସାତ୍ କଲା ।
or
indictts_or_male
4.628
indictts_iitm
neutral
null
null
null
null
audio/or/indictts_or_male_train_odiamale_04920.wav
ଚାହୁଁ ଚାହୁଁ ଥାଳିକ ଯାକ ସନ୍ଦେଶ ଖାଇ ଶେଷ କରିଦେଲା ।
or
indictts_or_male
4.213
indictts_iitm
neutral
null
null
null
null
audio/or/indictts_or_male_train_odiamale_04921.wav
ଦୋକାନୀ ଆସିବାର ସମୟ ଜାଣି ସେ ସେଠାରୁ ଚମ୍ପଟ ମାରିଲା ।
or
indictts_or_male
4.102
indictts_iitm
neutral
null
null
null
null
audio/or/indictts_or_male_train_odiamale_04922.wav
କିଛି କ୍ଷଣ ପରେ ଦୋକାନୀ ଆସି ଦେଖିଲା, ଯେ ସନ୍ଦେଶ ଥାଳିଟି ଖାଲି ପଡ଼ିଛି ।
or
indictts_or_male
5.69
indictts_iitm
neutral
null
null
null
null
audio/or/indictts_or_male_train_odiamale_04923.wav
ମୁଣ୍ଡରେ ହାତ ଦେଇ ବସି ପୁଅକୁ ପଚାରିଲା, କିରେ ସନ୍ଦେଶ ଥାଳିଟି କ'ଣ ହେଲା ।
or
indictts_or_male
5.087
indictts_iitm
neutral
null
null
null
null
audio/or/indictts_or_male_train_odiamale_04924.wav
ପୁଅ ମାଡ଼ ଡରରେ ଥରି ଥରି କହିଲା, ମାଛି ଖାଇଗଲା ।
or
indictts_or_male
3.826
indictts_iitm
neutral
null
null
null
null
audio/or/indictts_or_male_train_odiamale_04925.wav
ଦୋକାନୀ ରାଗି ଯାଇ ପୁଣି ପଚାରିଲା, ମାଛି କ’ଣ ଥାଳିକ ଯାକ ସନ୍ଦେଶ ଖାଇଗଲା ।
or
indictts_or_male
5.087
indictts_iitm
neutral
null
null
null
null
audio/or/indictts_or_male_train_odiamale_04926.wav
ପିଲାଟି ଉତ୍ତର ଦେଲା ହଁ, ମୁଁ ପରା ତୁମକୁ ପଚାରିଲି, ତୁମେ କହିଲ ସେ ନିଇତି ଆସି ଖାଇଯାଏ ।
or
indictts_or_male
5.856
indictts_iitm
neutral
null
null
null
null
audio/or/indictts_or_male_train_odiamale_04927.wav
ଦୋକାନୀ ହତବୁଦ୍ଧି ହୋଇ କହିଲା ଆରେ ସେ କିପରିକା ମାଛି ।
or
indictts_or_male
3.948
indictts_iitm
neutral
null
null
null
null
audio/or/indictts_or_male_train_odiamale_04928.wav
ପିଲାଟି କହିଲା, ଟାଙ୍ଗରା ମୁଣ୍ଡିଆ ବାଙ୍ଗରାଟିଏ, ଗଣେଶ ପରି ପେଟ ।
or
indictts_or_male
4.95
indictts_iitm
neutral
null
null
null
null
audio/or/indictts_or_male_train_odiamale_04929.wav
ପୁଅର କଥା ଶୁଣି ଦୋକାନୀ ବିଚରା ଆଉ କ'ଣ କରିବ, ସେ ବୁଝିଲା, ଯେ ଏହା କୌଣସି ଧୂର୍ତ୍ତ ମଣିଷର କାମ ।
or
indictts_or_male
8.123
indictts_iitm
neutral
null
null
null
null
audio/or/indictts_or_male_train_odiamale_04930.wav
ଯାହା ହେଉ ସେ ତ’ ଖାଇ ଦେଇ ଚାଲି ଗଲାଣି, ପୁଅକୁ ମାରିଲେ କ’ଣ ହେବ ।
or
indictts_or_male
5.221
indictts_iitm
neutral
null
null
null
null
audio/or/indictts_or_male_train_odiamale_04931.wav
ଦୋଷ ତ’ ଏକା ତାର ନୁହେଁ, ମୋର ବି ଅଛି, ଦୋକାନୀ ଏପରି ଭାବି କାନମୁଣ୍ଡା ଆଉଁସି ରହିଲା ।
or
indictts_or_male
6.607
indictts_iitm
neutral
null
null
null
null
audio/or/indictts_or_male_train_odiamale_04932.wav
ରାଜା କୃଷ୍ଣଚନ୍ଦ୍ର ସ୍ୱାସ୍ଥ୍ୟକୁ ସବଳ ରଖିବା ପାଇଁ ପ୍ରତିଦିନ ପ୍ରାତଃ ଭ୍ରମଣରେ ଶଯ୍ୟା ତ୍ୟାଗ କରି ବାହାରି ଯାଆନ୍ତି ।
or
indictts_or_male
7.833
indictts_iitm
neutral
null
null
null
null
audio/or/indictts_or_male_train_odiamale_04933.wav
କେଉଁ ଦିନ ମନ୍ତ୍ରୀଙ୍କୁ ସଙ୍ଗରେ ନିଅନ୍ତି ତ’ କେଉଁ ଦିନ ଏକା ଏକା ଚାଲିଯାଆନ୍ତି ।
or
indictts_or_male
5.418
indictts_iitm
neutral
null
null
null
null
audio/or/indictts_or_male_train_odiamale_04934.wav
କିଛି ସମୟ ପରେ ଫେରି ଆସି ବଡ଼ କ୍ଳାନ୍ତ ବୋଧ କରି ଥକ୍କା ହୋଇ ବସିଯାଆନ୍ତି ।
or
indictts_or_male
5.802
indictts_iitm
neutral
null
null
null
null
audio/or/indictts_or_male_train_odiamale_04935.wav
ରାଜାଙ୍କର ଏପରି ଘଟଣା ଦେଖି ଗୋପାଳ ପ୍ରତିଦିନ ଥଟ୍ଟା, ବିଦ୍ରୁପ କରେ ।
or
indictts_or_male
5.717
indictts_iitm
neutral
null
null
null
null