file_name
stringlengths
36
59
text
stringlengths
9
449
lang
stringclasses
12 values
speaker_id
stringclasses
26 values
duration
float64
1.5
29.8
source
stringclasses
2 values
emotion
stringclasses
1 value
domain
float64
snr_db
float64
22.5
60
⌀
silence_ratio
float64
0.1
0.35
⌀
clipping_ratio
float64
0
0
⌀
audio/or/indictts_or_male_train_odiamale_05852.wav
ସେ ମୋ ସାଙ୍ଗରେ ଏକ ଶ୍ରେଣୀରେ ପଢ଼ୁଥିଲେ; ମାତ୍ର ଗୋଟିଏ ଗୋଟିଏ ଶ୍ରେଣୀରେ ଦୁଇ ଦୁଇ ବର୍ଷ ରହିବା ଫଳରେ ମୁଁ ଷଷ୍ଠ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହେଇଗଲା ବେଳକୁ ସେ ମୋର ଦୁଇଟି ଶ୍ରେଣୀ ତଳେ ଥିଲେ ।
or
indictts_or_male
14.287
indictts_iitm
neutral
null
null
null
null
audio/or/indictts_or_male_train_odiamale_05853.wav
ସାତ ଆଠ ବର୍ଷପରେ ଗେଜେଟରେ ପାଶ କରିଥିବା ଛାତ୍ର ତାଲିକାରେ ତାଙ୍କ ନାମ ଦେଖିଲି, ମନେ କଲି, ଏ ଛାତ୍ର ଅନ୍ୟ କେହି ହେଇଥିବ ।
or
indictts_or_male
10.056
indictts_iitm
neutral
null
null
null
null
audio/or/indictts_or_male_train_odiamale_05854.wav
କିନ୍ତୁ ପରେ ସମ୍ବାଦ ପାଇଲି, ସେ ହେଉଛନ୍ତି ମୋର ପୁରାତନ ସହପାଠୀ ବନ୍ଧୁ ।
or
indictts_or_male
6.304
indictts_iitm
neutral
null
null
null
null
audio/or/indictts_or_male_train_odiamale_05855.wav
ସେ କିପରି ଦୁଷ୍କର ମାଇନର ପରୀକ୍ଷା-ସାଗର ପାର ହୋଇଥିଲେ ତାହା ରହସ୍ୟଜନକ ।
or
indictts_or_male
6.651
indictts_iitm
neutral
null
null
null
null
audio/or/indictts_or_male_train_odiamale_05856.wav
ଜଣେ ଶିକ୍ଷକ ମୋ ନିକଟରେ ସେହି ରହସ୍ୟ ପ୍ରକାଶ କରିଥିଲେ ।
or
indictts_or_male
4.792
indictts_iitm
neutral
null
null
null
null
audio/or/indictts_or_male_train_odiamale_05857.wav
ମୋ ନାମରେ ନାନା ଦ୍ୱନ୍ଦ୍ୱ ଆସିଲା, ମୁଁ ସ୍କୁଲକୁ ତ ଗଲି ନାହିଁ, ସ୍ୱରାଜ୍ୟାଶ୍ରମରେ ମଧ୍ୟ ରହିଲି ନାହିଁ, ଘରକୁ ପଳାଇଗଲି ।
or
indictts_or_male
9.203
indictts_iitm
neutral
null
null
null
null
audio/or/indictts_or_male_train_odiamale_05858.wav
ଦଶ ବାର ଦିନ ପରେ ପୁରୀ ଜିଲ୍ଲା ସ୍କୁଲର ଓଡ଼ିଆ ପଣ୍ଡିତ ଅନନ୍ତ ରଥ ମହାଶୟ ଆମ ଘରେ ଉପସ୍ଥିତ ହେଲେ ।
or
indictts_or_male
8.579
indictts_iitm
neutral
null
null
null
null
audio/or/indictts_or_male_train_odiamale_05859.wav
ସେ କହିଲେ, ଉପେନ୍ଦ୍ରବାବୁ ନିଜ ହାତରୁ ବାଟ ଖରଚ ଦେଇ ମୋତେ ପଠାଇଛନ୍ତି ।
or
indictts_or_male
6.457
indictts_iitm
neutral
null
null
null
null
audio/or/indictts_or_male_train_odiamale_05860.wav
ତୋତେ ସଙ୍ଗେ ସଙ୍ଗେ ନେଇ ପୁରୀ ଯିବାକୁ ହେବ, ତୋତେ ତାଙ୍କ ପାଖେ ପହଞ୍ଚାଇ ଦେଲେ ମୁଁ ଖଲାସ ।
or
indictts_or_male
7.407
indictts_iitm
neutral
null
null
null
null
audio/or/indictts_or_male_train_odiamale_05861.wav
ପୁରୀ ଯିବା ଛଡ଼ା ଆଉ ଗତ୍ୟନ୍ତର ଦେଖି ପାରିଲି ନାହିଁ ।
or
indictts_or_male
4.306
indictts_iitm
neutral
null
null
null
null
audio/or/indictts_or_male_train_odiamale_05862.wav
ପୁରୀରେ ପହଞ୍ଚି ଉପେନ୍ଦ୍ରବାବୁଙ୍କ ସଙ୍ଗେ ଦେଖା କରିବାକୁ ସାହସ କରିପାରିଲି ନାହିଁ ।
or
indictts_or_male
5.971
indictts_iitm
neutral
null
null
null
null
audio/or/indictts_or_male_train_odiamale_05863.wav
ଦୁଇଦିନ ପରେ ସ୍କୁଲର ଜଣେ ଚପରାଶି ମୋତେ ଦେଖିପାରି ସ୍କୁଲକୁ ଡାକି ନେଲା ।
or
indictts_or_male
6.387
indictts_iitm
neutral
null
null
null
null
audio/or/indictts_or_male_train_odiamale_05864.wav
ସ୍କୁଲର ଅଫିସ ଘରେ ବସାଇ ମୋତେ ଉପେନ୍ଦ୍ରବାବୁ ବୁଝାଇବାକୁ ଲାଗିଲେ ।
or
indictts_or_male
5.909
indictts_iitm
neutral
null
null
null
null
audio/or/indictts_or_male_train_odiamale_05865.wav
ସ୍କୁଲ ଛାଡ଼ିବା ଉଚିତ୍, ଭାରତର ସ୍ୱାଧୀନତା ପାଇଁ ଏହା କରିବାକୁ ହେବ, ଇଂରେଜମାନଙ୍କୁ ତଡ଼ିବା ପାଇଁ ଏହା ଆବଶ୍ୟକ - ଏହି ଭଳି କଥା ଯେତେ ଜଣାଥିଲା, ସେ ସବୁ ମୁଁ କହିଗଲି ।
or
indictts_or_male
13.198
indictts_iitm
neutral
null
null
null
null
audio/or/indictts_or_male_train_odiamale_05866.wav
ଉପେନ୍ଦ୍ରବାବୁ ଧୈର୍ଯ୍ୟ ସହକାରେ ସବୁ ଶୁଣୁଥାନ୍ତି ।
or
indictts_or_male
4.362
indictts_iitm
neutral
null
null
null
null
audio/or/indictts_or_male_train_odiamale_05867.wav
ସେ ପଚାରିଲେ, ଦେଶ ସେବା ପାଇଁ ଯଦି ପ୍ରକୃତରେ ଇଚ୍ଛା ଥାଏ, ତେବେ ସେଥିରେ ମୋର ବାଧାଦେବା ଘୋର ଅନ୍ୟାୟ ହେବ; କିନ୍ତୁ ତୁମର ଲକ୍ଷ୍ୟ କଅଣ ?
or
indictts_or_male
11.166
indictts_iitm
neutral
null
null
null
null
audio/or/indictts_or_male_train_odiamale_05868.wav
ମୁଁ ନିର୍ଲଜ ଭାବରେ ଉତ୍ତର ଦେଲି - ସ୍ୱାର୍ଥ ତ୍ୟାଗ, ଦେଶ ସେବା ।
or
indictts_or_male
4.674
indictts_iitm
neutral
null
null
null
null
audio/or/indictts_or_male_train_odiamale_05869.wav
ଉପେନ୍ଦ୍ର ବାବୁ ବିଦ୍ରୁପର ହସି ହସି କହିଲେ, କଅଣ ଦେଇ ତୁମେ ଦେଶର ସେବା କରିବ ?
or
indictts_or_male
6.741
indictts_iitm
neutral
null
null
null
null
audio/or/indictts_or_male_train_odiamale_05870.wav
ତୁମର ସ୍ୱାର୍ଥ ବୋଲି କଅଣ ଅଛି ଯେ ତାକୁ ତ୍ୟାଗ କରିବ ?
or
indictts_or_male
4.431
indictts_iitm
neutral
null
null
null
null
audio/or/indictts_or_male_train_odiamale_05871.wav
ମୋତିଲାଲ ନେହେରୁ, ଚିତ୍ତରଞ୍ଜନ ଦାସ, ମହାତ୍ମାଗାନ୍ଧୀ ପ୍ରଭୃତିଙ୍କର ସ୍ଥାନ, ଧନ, ବୁଦ୍ଧି, ପ୍ରତିପତ୍ତି ଅଛି, ସେମାନେ ସେହି ସବୁ ସ୍ୱାର୍ଥତ୍ୟାଗ କରି ଦେଶ ସେବା କରୁଛନ୍ତି ।
or
indictts_or_male
13.705
indictts_iitm
neutral
null
null
null
null
audio/or/indictts_or_male_train_odiamale_05872.wav
ତୁମ ପକ୍ଷରେ ଆଗେ ସ୍ୱାର୍ଥ ଦରକାର; ତାହାପରେ ସେହି ସ୍ୱାର୍ଥକୁ ତ୍ୟାଗ କରିବାର ଦେଖିଲେ ମୁଁ ବଡ଼ ଖୁସି ହେବି ।
or
indictts_or_male
8.364
indictts_iitm
neutral
null
null
null
null
audio/or/indictts_or_male_train_odiamale_05873.wav
ସେଦିନ ରାତିଯାକ ଚିନ୍ତା କଲି, ତା’ ପରଦିନ ଉପେନ୍ଦ୍ର ବାବୁଙ୍କ ପାଖକୁ ଆପେ ଆପେ ଯାଇ କହିଲି, ଆପଣଙ୍କ ଉପଦେଶ ଶିରୋଧାର୍ଯ୍ୟ ।
or
indictts_or_male
9.73
indictts_iitm
neutral
null
null
null
null
audio/or/indictts_or_male_train_odiamale_05874.wav
ହଷ୍ଟେଲରେ ପହଁଞ୍ଚିଲା ପରେ ବିହାରୀ ସାଙ୍ଗସାଥୀମାନେ ପଚାରିଲେ - କଅଣ ଦେଖିଲ ? ମୁଁ ସବୁ ବର୍ଣ୍ଣନା କରିଗଲି ।
or
indictts_or_male
7.448
indictts_iitm
neutral
null
null
null
null
audio/or/indictts_or_male_train_odiamale_05875.wav
ପ୍ରଥମ ବାର୍ଷିକ ପରୀକ୍ଷା ଶେଷ ହେଲା, ଗ୍ରୀଷ୍ମଛୁଟି ଆସିଲା ଓ ମୁଁ ଘରକୁ ଯିବାକୁ ସ୍ଥିର କଲି ।
or
indictts_or_male
6.707
indictts_iitm
neutral
null
null
null
null
audio/or/indictts_or_male_train_odiamale_05876.wav
ଓଡ଼ିଶାର ଛାତ୍ରମାନେ ପ୍ରାୟ ସମସ୍ତେ ଘରକୁ ବାହାରିଲେ ।
or
indictts_or_male
4.192
indictts_iitm
neutral
null
null
null
null
audio/or/indictts_or_male_train_odiamale_05877.wav
ଆମକୁ ଷ୍ଟେସନରେ ଟିକେଟ ମିଳିଲା ନାହିଁ, ଟିକେଟ କଲେକ୍ଟରଙ୍କୁ କହି କୌଣସିମତେ ଗାଡ଼ିରେ ବସିଲୁ ।
or
indictts_or_male
7.533
indictts_iitm
neutral
null
null
null
null
audio/or/indictts_or_male_train_odiamale_05878.wav
ଯେଉଁ ଷ୍ଟେସନରେ ଓହ୍ଲାଇ ଅନ୍ୟ ଗାଡ଼ିରେ ଯିବା କଥା, ସେଠାରେ ଟିକେଟ କଲେକ୍ଟର ମୂଲ୍ୟର ଅଧାଅଧି ନେଇ ପୁଣି ପରବର୍ତ୍ତୀ ଷ୍ଟେସନ୍‌କୁ ଟିକେଟ କରିଦେଲେ ।
or
indictts_or_male
11.568
indictts_iitm
neutral
null
null
null
null
audio/or/indictts_or_male_train_odiamale_05880.wav
ଆମ ଭିତରୁ ଅନେକ ବାଟଖର୍ଚ୍ଚ ପାଇଁ ଟଙ୍କା ପୀତାମ୍ବର ବାବୁଙ୍କ ପାଖରେ ରଖିଥିଲେ ।
or
indictts_or_male
6.406
indictts_iitm
neutral
null
null
null
null
audio/or/indictts_or_male_train_odiamale_05881.wav
ଦୁର୍ଭାଗ୍ୟକ୍ରମେ କେହି ଦୁର୍ବୃତ୍ତ ତାଙ୍କ ପକେଟରୁ ତାହା ହରଣଚାଳ କରିନେଲା ।
or
indictts_or_male
5.816
indictts_iitm
neutral
null
null
null
null
audio/or/indictts_or_male_train_odiamale_05882.wav
ସମସ୍ତେ ସେଠାରେ ରହିଲେ ଓ ପୁରୀ ପର୍ଯ୍ୟନ୍ତ ଖଣ୍ଡିଏ ଟିକେଟ ଓ ଆଠଅଣା ଦେଇ ମୋତେ ପୁରୀ ପଠାଇଦେଲେ ।
or
indictts_or_male
7.406
indictts_iitm
neutral
null
null
null
null
audio/or/indictts_or_male_train_odiamale_05883.wav
କଥା ହେଲା ମୁଁ ପୁରୀରେ ପହଁଞ୍ଚିଲା ମାତ୍ରେ ପୀତାମ୍ବର ବାବୁଙ୍କ ଭାଇନା ଶ୍ରୀ ବୈଦନାଥ ମିଶ୍ରଙ୍କୁ ଟଙ୍କା ପଠାଇବା ପାଇଁ କହିବି ।
or
indictts_or_male
8.984
indictts_iitm
neutral
null
null
null
null
audio/or/indictts_or_male_train_odiamale_05884.wav
ମୁଁ ପୁରୀରେ ପହଞ୍ଚି ସମିତିକୁ ଗଲି ।
or
indictts_or_male
3.175
indictts_iitm
neutral
null
null
null
null
audio/or/indictts_or_male_train_odiamale_05885.wav
ପୁରୀରେ ଦୁଇ ଚାରିଦିନ ରହି ଘରକୁ ଯିବାର ଇଛା ଥିଲା; କିନ୍ତୁ ଦୁଇଦିନ ପରେ ଏପରି ଏକ ଘଟଣା ଘଟିଲା, ଯାହା ଫଳରେ ମୁଁ କିଛି ମାସ ପୁରୀରେ ରହିଯାଇଥିଲି ।
or
indictts_or_male
11.96
indictts_iitm
neutral
null
null
null
null
audio/or/indictts_or_male_train_odiamale_05886.wav
ସେଦିନ ଦୈବାତ୍ ଅନୁଗ୍ରହ ନାରାୟଣଙ୍କ ସହିତ ଦେଖା ହେଲା, ସେ ମୋତେ ଗୋଟିଏ ପ୍ରସ୍ତାବ ଦେଲେ ।
or
indictts_or_male
6.712
indictts_iitm
neutral
null
null
null
null
audio/or/indictts_or_male_train_odiamale_05887.wav
ଦୁଇଜଣ ଆମେରିକାନ୍ ମହିଳା ଦୁଇମାସ ଯାଏ ଓଡ଼ିଆ ପଢ଼ିବାକୁ ଚାହାନ୍ତି ଓ ସେମାନେ ସମୁଦ୍ର କୂଳରେ ରହୁଛନ୍ତି ।
or
indictts_or_male
8.226
indictts_iitm
neutral
null
null
null
null
audio/or/indictts_or_male_train_odiamale_05888.wav
ମୁଁ ସଙ୍ଗେ ସଙ୍ଗେ ଏ ପ୍ରସ୍ତାବରେ ରାଜି ହୋଇଗଲି ।
or
indictts_or_male
3.909
indictts_iitm
neutral
null
null
null
null
audio/or/indictts_or_male_train_odiamale_05889.wav
ମୋ ହାତରେ ଖଣ୍ଡିଏ ପତ୍ର ଦେଇ ସେ ମୋତେ ଉକ୍ତ ମହିଳାଙ୍କ ନିକଟକୁ ପଠାଇଦେଲେ ।
or
indictts_or_male
6.128
indictts_iitm
neutral
null
null
null
null
audio/or/indictts_or_male_train_odiamale_05890.wav
ସେ କହିଲେ ଆମେ ଦୁଇଜଣ ଘଣ୍ଟାଏ ଲେଖାଏଁ ଓଡ଼ିଆ ପଢ଼ିବୁ, ଉପରବେଳା ଚାରିଟାରୁ ଛଅଟା ପର୍ଯ୍ୟନ୍ତ ।
or
indictts_or_male
7.937
indictts_iitm
neutral
null
null
null
null
audio/or/indictts_or_male_train_odiamale_05891.wav
ପାଠ୍ୟ ପୁସ୍ତକ ହେଉଛି, ସାହେବଙ୍କର ଓଡ଼ିଆ ବ୍ୟାକରଣ ଓ ଆଉ ଖଣ୍ଡେ ଦୁଇଖଣ୍ଡ ପ୍ରାଥମିକ ଶ୍ରେଣୀର ପାଠ୍ୟ ପୁସ୍ତକ ।
or
indictts_or_male
8.648
indictts_iitm
neutral
null
null
null
null
audio/or/indictts_or_male_train_odiamale_05892.wav
ତା’ ପରଦିନ ଠାରୁ ପାଠ ପଢ଼ା ଆରମ୍ଭ ହେଲା ।
or
indictts_or_male
3.29
indictts_iitm
neutral
null
null
null
null
audio/or/indictts_or_male_train_odiamale_05893.wav
ମୁଁ ସମିତି ବୋର୍ଡିଂ ଠାରୁ ଚାଲି ଚାଲି ସମୁଦ୍ରକୂଳ ତା’ଙ୍କ ବସା ଘରକୁ ଯାଏ ।
or
indictts_or_male
5.926
indictts_iitm
neutral
null
null
null
null
audio/or/indictts_or_male_train_odiamale_05894.wav
ନିଜର ତ’ ଘଣ୍ଟା ନଥାଏ, କେଉଁଦିନ ଅଧଘଣ୍ଟାଏ ଆଗରୁ ପହଞ୍ଚେ ତ’ କେଉଁ ଦିନ ଅଧଘଣ୍ଟାଏ ଡେରିରେ ପହଞ୍ଚେ ।
or
indictts_or_male
8.313
indictts_iitm
neutral
null
null
null
null
audio/or/indictts_or_male_train_odiamale_05895.wav
ଆଗରୁ ପହଁଞ୍ଚିଲେ ମୋ ପାଇଁ ଟେବୁଲ ଉପରେ ଖଣ୍ଡିଏ ଖବରକାଗଜ ଥୋଇଦେଇ ବୃଦ୍ଧା ଚାଲିଯାଆନ୍ତି ଓ ଠିକ୍ ଚାରିଟା ବେଳକୁ ବହି ଧରି ଉପସ୍ଥିତ ହୁଅନ୍ତି ।
or
indictts_or_male
11.442
indictts_iitm
neutral
null
null
null
null
audio/or/indictts_or_male_train_odiamale_05896.wav
ଡେରିରେ ପହଁଞ୍ଚିଲେ ଯାଇ ଦେଖେଁ ସେ ବହିଧରି ବସିଥାନ୍ତି ।
or
indictts_or_male
4.782
indictts_iitm
neutral
null
null
null
null
audio/or/indictts_or_male_train_odiamale_05897.wav
ମଝିରେ ଦିନେ ଦୁଇଦିନ ଆଦୌ ଯାଇ ପାରିନଥିଲି ।
or
indictts_or_male
4.4
indictts_iitm
neutral
null
null
null
null
audio/or/indictts_or_male_train_odiamale_05898.wav
ସେଦିନ ମୋର ପ୍ରାପ୍ୟ ଆଶା କରିଥିଲି, କିନ୍ତୁ ସେ ଉକ୍ତ ବିଷୟ ଉତ୍‌ଥାପନ କଲେ ନାହିଁ ।
or
indictts_or_male
6.998
indictts_iitm
neutral
null
null
null
null
audio/or/indictts_or_male_train_odiamale_05899.wav
ଉଣେଇଶ ଶହ ଚବିଶି ମସିହାରେ ଆଇ.ଏ. ପାଶ୍ କରିବା ପରେ ପ୍ରାୟ ତିନି ମାସ ଏହିପରି ଦୁଃଖରେ କଟିଲା ।
or
indictts_or_male
7.27
indictts_iitm
neutral
null
null
null
null
audio/or/indictts_or_male_train_odiamale_05900.wav
ଏହି ସମୟରେ ହଠାତ୍ ମୋ ଗୁରୁଙ୍କ ଠାରୁ ଖଣ୍ଡିଏ ଚିଠି ପାଇଲି ।
or
indictts_or_male
5.128
indictts_iitm
neutral
null
null
null
null
audio/or/indictts_or_male_train_odiamale_05901.wav
ସେ ଲେଖିଥିଲେ ଯେ ତାଙ୍କ ଗ୍ରାମ ମିଡିଲ ସ୍କୁଲର ହେଡମାଷ୍ଟର ନଅ ମାସ ଛୁଟି ନେଇ ଟ୍ରେନିଂ ପାଇଁ ଯିବେ ।
or
indictts_or_male
8.151
indictts_iitm
neutral
null
null
null
null
audio/or/indictts_or_male_train_odiamale_05902.wav
ମୋତେ ତାଙ୍କ ସ୍ଥାନରେ ରଖିବା ପାଇଁ ତାଙ୍କର ଏକାନ୍ତ ଇଛା ।
or
indictts_or_male
4.823
indictts_iitm
neutral
null
null
null
null
audio/or/indictts_or_male_train_odiamale_05903.wav
ବାପା ଏ ସମ୍ବାଦ ପାଇବା ମାତ୍ରେ ମୋତେ ନରସିଂହପୁର ଯିବାକୁ ଆଦେଶ ଦେଲେ ।
or
indictts_or_male
6.073
indictts_iitm
neutral
null
null
null
null
audio/or/indictts_or_male_train_odiamale_05904.wav
ମୋର ଭଗ୍ନ ସ୍ୱାସ୍ଥ୍ୟ, ରୁଗ୍ଣ ଶରୀର ସତ୍ତ୍ୱେ ମୁଁ ପିତାଙ୍କ ଆଦେଶକୁ ଶିରେଧାର୍ଯ୍ୟ କରି ସେଠାକୁ ଯିବା ପାଇଁ ପ୍ରସ୍ତୁତ ହେଲି ।
or
indictts_or_male
9.314
indictts_iitm
neutral
null
null
null
null
audio/or/indictts_or_male_train_odiamale_05905.wav
ବାପା କୌଣସିମତେ ଆଠ ଅଣା ଦେଇ କହିଲେ, ପୁରୀରେ ପହଁଞ୍ଚିବାକୁ ତୁମ ଦୁହିଁଙ୍କର ଖରଚ ଅତି ବେଶି ହେଲେ ଚାରିଅଣା ହେବ ।
or
indictts_or_male
9.255
indictts_iitm
neutral
null
null
null
null
audio/or/indictts_or_male_train_odiamale_05906.wav
ପୁରୀରେ ପହଁଞ୍ଚିଲେ, ଜଗନ୍ନାଥ ରଥେ ନରସିଂହରପୁର ପର୍ଯ୍ୟନ୍ତ ଗାଡ଼ିର ବ୍ୟବସ୍ଥା କରିଦେଇ ପାରନ୍ତି ।
or
indictts_or_male
7.802
indictts_iitm
neutral
null
null
null
null
audio/or/indictts_or_male_train_odiamale_05907.wav
ମୁଁ କହିଲି, ପୁରୀରେ ହୁଏତ ଔଷଧ କିଣିବା ଦରକାର ହୋଇପାରେ, ଅନ୍ତତଃ ଯୋଡ଼ିଏ ଟଙ୍କା ଦେବାକୁ ଅନୁରୋଧ କଲି ।
or
indictts_or_male
8.192
indictts_iitm
neutral
null
null
null
null
audio/or/indictts_or_male_train_odiamale_05908.wav
ବାପାଙ୍କ ଏକା ଉତ୍ତର - କିଛି ଅସୁବିଧା ହେବ ନାହିଁ ।
or
indictts_or_male
3.921
indictts_iitm
neutral
null
null
null
null
audio/or/indictts_or_male_train_odiamale_05909.wav
ଜଗନ୍ନାଥ ରଥେ ତୋତେ ଏତେ ଭଲ ପାଆନ୍ତି, ସେ କଅଣ କେତେଟା ଟଙ୍କା ଯୋଗେଇ ଦେବେନାହିଁ ?
or
indictts_or_male
6.693
indictts_iitm
neutral
null
null
null
null
audio/or/indictts_or_male_train_odiamale_05910.wav
ବାପାଙ୍କ ସାଙ୍ଗେ ଯୁକ୍ତିତର୍କ କରିବା ବିଦ୍ୟା ସେତେବେଳେ ଜଣା ନଥିଲା ।
or
indictts_or_male
5.223
indictts_iitm
neutral
null
null
null
null
audio/or/indictts_or_male_train_odiamale_05911.wav
ଯଥାସମୟରେ ପୁରୀରେ ପହଁଞ୍ଚି ବୋଝିଆକୁ ବିଦାୟ ଦେଇ ମୁଁ ସ୍କୁଲରେ ଯୋଗ ଦେଲି ।
or
indictts_or_male
6.262
indictts_iitm
neutral
null
null
null
null
audio/or/indictts_or_male_train_odiamale_05912.wav
ପଣ୍ଡିତ ମହାଶୟ ପୁରୀ ଫେରିବାକୁ ବସିଲେ, ତାଙ୍କୁ କେତୋଟି ଟଙ୍କା କିପରି ଧାର ମାଗିବି, ତାହା ଭାବୁଥାଏଁ, ଲଜ୍ଜାରେ ତୁଣ୍ଡ ଫିଟୁ ନଥାଏ ।
or
indictts_or_male
10.595
indictts_iitm
neutral
null
null
null
null
audio/or/indictts_or_male_train_odiamale_05913.wav
ଏହି ସମୟରେ ସେ ମୋତେ ସ୍ୱତଃ ପାଞ୍ଚୋଟି ଟଙ୍କା ବଢ଼ାଇଦେଇ କହିଲେ - ଦରକାର ହେଲେ ଖର୍ଚ୍ଚ କରିବ ।
or
indictts_or_male
7.253
indictts_iitm
neutral
null
null
null
null
audio/or/indictts_or_male_train_odiamale_05914.wav
ବିନା ଆୟାସରେ ମୋର ଅଭିପ୍ରାୟ ସିଦ୍ଧ ହୋଇଗଲା ।
or
indictts_or_male
4.16
indictts_iitm
neutral
null
null
null
null
audio/or/indictts_or_male_train_odiamale_05915.wav
ସ୍କୁଲରେ ଚାରିଟି ଶ୍ରେଣୀ ଓ ଚାରିଜଣ ଶିକ୍ଷକ, ମୁଁ ହେଲି ହେଡ଼ମାଷ୍ଟର, ଦ୍ୱିତୀୟ ଶିକ୍ଷକ ଥିଲେ ଶ୍ରୀ ନୀଳକଣ୍ଠ ରଥ ।
or
indictts_or_male
9.296
indictts_iitm
neutral
null
null
null
null
audio/or/indictts_or_male_train_odiamale_05916.wav
ଏହି ମାଇନର ସ୍କୁଲଟି ଆଠଗଡ଼ର ରାଜା ଶ୍ରୀ ବିଶ୍ୱନାଥ ଦେବବର୍ମାଙ୍କ ବଦାନ୍ୟତାରେ ପ୍ରତିଷ୍ଠିତ ହେଇଥିବାରୁ ତାଙ୍କ ନାମ ଅନୁସାରେ ସ୍କୁଲର ନାମକରଣ କରାଯାଇଥିଲା ।
or
indictts_or_male
12.248
indictts_iitm
neutral
null
null
null
null
audio/or/indictts_or_male_train_odiamale_05917.wav
ଚାରୋଟି ଶ୍ରେଣୀ ପାଇଁ ଚାରୋଟି କୋଠରୀ ଛଡା, ଅଫିସ ଓ ଲାଇବ୍ରେରୀ ପାଇଁ ଗୋଟିଏ ରୁମ୍ ଓ ଆଉ ଗୋଟିଏ ଛୋଟ ବଖରା ଥିଲା ।
or
indictts_or_male
9.272
indictts_iitm
neutral
null
null
null
null
audio/or/indictts_or_male_train_odiamale_05918.wav
ସେହି ଛୋଟ ବଖରାଟି ମୋର ରହିବା ଓ ରୋଷେଇ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିଲା ।
or
indictts_or_male
6.114
indictts_iitm
neutral
null
null
null
null
audio/or/indictts_or_male_train_odiamale_05919.wav
ଦିନେ ଆମର ଖଣ୍ଡିଏ ପାଠ୍ୟପୁସ୍ତକକୁ ଦେଖାଇ କହିଲେ - ଦେଖ, ଏ ବହିର ଲେଖକ ହେଉଛନ୍ତି ପ୍ରାଥମିକ ସ୍କୁଲର ଶିକ୍ଷକ କିନ୍ତୁ ଏଠାରେ ହାଇସ୍କୁଲର ଗ୍ରାଜୁଏଟ୍ ଶିକ୍ଷକମାନେ ତାକୁ ପଢ଼ୁଛନ୍ତି ।
or
indictts_or_male
14.237
indictts_iitm
neutral
null
null
null
null
audio/or/indictts_or_male_train_odiamale_05920.wav
ବାସ୍ତବ କଥାରେ ଗୋରା ସାହେବ କଟକ ଛାଡ଼ିବା ପରେ ବିଲାତରେ ପ୍ରାଥମିକ ସ୍କୁଲରେ ଶିକ୍ଷକତା କରିଥିଲେ ।
or
indictts_or_male
8.617
indictts_iitm
neutral
null
null
null
null
audio/or/indictts_or_male_train_odiamale_05921.wav
ଡିସେମ୍ବର ମାସରେ ବଡ଼ ଦିନ ଛୁଟି ପୂର୍ବରୁ ଗୋରା ସାହେବ ଛୁଟି ନେଇ ବିଲାତ ଯିବାର ଜଣାଗଲା ।
or
indictts_or_male
7.479
indictts_iitm
neutral
null
null
null
null
audio/or/indictts_or_male_train_odiamale_05922.wav
ଛାତ୍ରମାନେ ସାହେବଙ୍କ ଗୁଣଗାନ କରି ବକ୍ତୃତା ଦେଲେ ।
or
indictts_or_male
4.486
indictts_iitm
neutral
null
null
null
null
audio/or/indictts_or_male_train_odiamale_05923.wav
ସାହେବ ତାଙ୍କ ବିଦାୟ ଭାଷଣରେ ତାଙ୍କର କଟକ ଅବସ୍ଥାନ କାଳର ସୁଖମୟ ଜୀବନ କଥା କହିଲେ ।
or
indictts_or_male
7.378
indictts_iitm
neutral
null
null
null
null
audio/or/indictts_or_male_train_odiamale_05924.wav
ସେ ସୂଚନା ଦେଲେ ଯେ ତାଙ୍କ ସ୍ଥାନରେ ଯେଉଁ ସାହେବ ଆସୁଛନ୍ତି, ସେ ଓଡ଼ିଶା ସଙ୍ଗେ ସୁପରିଚିତ ।
or
indictts_or_male
7.212
indictts_iitm
neutral
null
null
null
null
audio/or/indictts_or_male_train_odiamale_05925.wav
ଗୋରା ସାହେବଙ୍କଠାରୁ ଖଣ୍ଡେ ପ୍ରଶଂସାପତ୍ର ପାଇବା ପାଇଁ ଅନେକେ ଅଧୀର ହୋଇ ତାଙ୍କୁ ବ୍ୟସ୍ତ କଲେ ।
or
indictts_or_male
7.383
indictts_iitm
neutral
null
null
null
null
audio/or/indictts_or_male_train_odiamale_05926.wav
ସେ ଏପରି ଅଧୀର ହୋଇ କ୍ରୋଧ ପ୍ରକାଶ କରିବା କେବେ ଦେଖା ଯାଇ ନଥିଲା ।
or
indictts_or_male
4.916
indictts_iitm
neutral
null
null
null
null
audio/or/indictts_or_male_train_odiamale_05927.wav
ସାହେବଙ୍କ ବ୍ୟକ୍ତିଗତ ଚପରାସୀଠାରୁ ଜଣାଗଲା ଯେ ସାହେବଙ୍କ ବିରକ୍ତିର ଯଥେଷ୍ଟ କାରଣ ଥିଲା ।
or
indictts_or_male
7.732
indictts_iitm
neutral
null
null
null
null
audio/or/indictts_or_male_train_odiamale_05928.wav
ମେମ ସାହେବ କଟକର ଜଣେ ବ୍ୟବସାୟୀ ପାଖରୁ ବାକିରେ କେତେକ ଜିନିଷ ଆଣିଥିଲେ ।
or
indictts_or_male
6.409
indictts_iitm
neutral
null
null
null
null
audio/or/indictts_or_male_train_odiamale_05929.wav
ଟଙ୍କା ମାଗିବାକୁ ଦୋକାନୀ ଯେଉଁ ଲୋକକୁ ପଠାଇଥିଲା ତାକୁ ଗୋରା ସାହେବ ତଡ଼ି ଦେଇଥିଲେ ।
or
indictts_or_male
7.425
indictts_iitm
neutral
null
null
null
null
audio/or/indictts_or_male_train_odiamale_05930.wav
ସାହେବ ବିଲାତ ଯାଉଛନ୍ତି ଶୁଣି ସେ ତାଙ୍କ ପାସପୋର୍ଟ ରହିତ କରିବାପାଇଁ ଦରଖାସ୍ତ କରିଥିଲା ।
or
indictts_or_male
7.543
indictts_iitm
neutral
null
null
null
null
audio/or/indictts_or_male_train_odiamale_05931.wav
ଭାରତୀୟମାନଙ୍କ ସଙ୍ଗେ ବିଶେଷତଃ ଓଡ଼ିଶାବାସୀଙ୍କ ସଙ୍ଗେ ତାଙ୍କର ଯଥେଷ୍ଟ ସମ୍ପର୍କ ଥିଲା ।
or
indictts_or_male
7.253
indictts_iitm
neutral
null
null
null
null
audio/or/indictts_or_male_train_odiamale_05932.wav
ଫକୀରମୋହନଙ୍କ ଆତ୍ମଚରିତ ପଢ଼ି ଧାରଣା ହେଇଥିଲା ଯେ ଗଡ଼ଜାତର ରାଜା ହେଉଛନ୍ତି ଏକ ଅଦ୍ଭୂତ ଜୀବ ।
or
indictts_or_male
7.608
indictts_iitm
neutral
null
null
null
null
audio/or/indictts_or_male_train_odiamale_05933.wav
ଶିକ୍ଷାଦୀକ୍ଷା ସେମାନଙ୍କର ନଥାଏ, କାନକୁହାଙ୍କ ଦ୍ୱାରା ପରିଚାଳିତ ହୋଇ ସେ ଯାହା ଇଚ୍ଛା ତାହା କରନ୍ତି ।
or
indictts_or_male
7.755
indictts_iitm
neutral
null
null
null
null
audio/or/indictts_or_male_train_odiamale_05934.wav
ଅଧୀନସ୍ଥ ଲୋକ ଓ ପ୍ରଜାମାନଙ୍କ ଉପରେ ଅତ୍ୟାଚାର ସେମାନଙ୍କର ନିତ୍ୟକର୍ମ ।
or
indictts_or_male
6.619
indictts_iitm
neutral
null
null
null
null
audio/or/indictts_or_male_train_odiamale_05935.wav
ସେମାନଙ୍କୁ ଛାମୁ, ମଣିମା ବୋଲି ସମ୍ବୋଧନ କରିବାକୁ ହୁଏ ।
or
indictts_or_male
4.854
indictts_iitm
neutral
null
null
null
null
audio/or/indictts_or_male_train_odiamale_05936.wav
ରାଜା ଦାନ୍ତ ଘଷିଲେ କାଠି ଲାଗି ହୁଅନ୍ତି, ଖାଇ ବସିଲେ ଠାଆରେ ବିଜେ କରନ୍ତି ଇତ୍ୟାଦି କୁହାଯାଏ ।
or
indictts_or_male
7.638
indictts_iitm
neutral
null
null
null
null
audio/or/indictts_or_male_train_odiamale_05937.wav
ମୁଁ କିଛି ଦିନ ପରେ ଗୋଟିଏ ଟେଲିଗ୍ରାମ ପାଇଲି, ସେଥିରେ ପଚରା ଯାଇଥାଏ - ତୁମେ ଅମୁକ ତାରିଖ ମଧ୍ୟରେ କାମରେ ଯୋଗଦାନ କରିପାରିବ କି ?
or
indictts_or_male
10.075
indictts_iitm
neutral
null
null
null
null
audio/or/indictts_or_male_train_odiamale_05938.wav
ମୁଁ କି ଉତ୍ତର ଦେବି ଭାବୁଛି, ଦୈବାତ୍ ପୁରୀ ଜିଲ୍ଲା ସ୍କୁଲ ଇନସପେକ୍ଟର ଲୋକନାଥ ପଟ୍ଟନାୟକଙ୍କ ସଙ୍ଗେ ଦେଖା ହେଲା ।
or
indictts_or_male
8.556
indictts_iitm
neutral
null
null
null
null
audio/or/indictts_or_male_train_odiamale_05939.wav
ସେ ନିଜେ ଗଡ଼ଜାତର ବାସିନ୍ଦା ଓ ଗଡ଼ଜାତ ଅଞ୍ଚଳରେ ଦୀର୍ଘକାଳ ଧରି ଶିକ୍ଷା ବିଭାଗର ପରିଦର୍ଶକ ଥିଲେ ।
or
indictts_or_male
8.616
indictts_iitm
neutral
null
null
null
null
audio/or/indictts_or_male_train_odiamale_05940.wav
ତାଙ୍କୁ ସବୁ ଘଟଣା ଜଣାଇ ପରାମର୍ଶ ମାଗିଲି ।
or
indictts_or_male
3.707
indictts_iitm
neutral
null
null
null
null
audio/or/indictts_or_male_train_odiamale_05941.wav
ସେ କହିଲେ - ରାଜାମାନଙ୍କ ବିଷୟରେ ଯାହା ସବୁ ଶୁଣିଛ, ସେ ସବୁ ଅତିରଞ୍ଜିତ ।
or
indictts_or_male
6.682
indictts_iitm
neutral
null
null
null
null
audio/or/indictts_or_male_train_odiamale_05942.wav
ବ୍ରିଟିଶ ସରକାରଙ୍କ ଅଧୀନରେ ଚାକିରୀ କରିବ ଯାହା, ଗଡ଼ଜାତରେ ଚାକିରି କରିବା ମଧ୍ୟ ପ୍ରାୟ ତାହା ।
or
indictts_or_male
7.618
indictts_iitm
neutral
null
null
null
null
audio/or/indictts_or_male_train_odiamale_05943.wav
ତୁମେ ଆଖି ବୁଜି ସେଠାକୁ ଚାଲିଯାଅ ।
or
indictts_or_male
2.807
indictts_iitm
neutral
null
null
null
null
audio/or/indictts_or_male_train_odiamale_05944.wav
ମୁଁ ରାଜାଙ୍କ ପାଖକୁ ସମ୍ମତି ସୂଚକ ଟେଲିଗ୍ରାମ ପଠାଇଲି ।
or
indictts_or_male
4.567
indictts_iitm
neutral
null
null
null
null
audio/or/indictts_or_male_train_odiamale_05945.wav
ନିଯୁକ୍ତି ଆଦେଶ ଆସିଗଲା, ଏବେ ଯିବାର କଥା ।
or
indictts_or_male
3.64
indictts_iitm
neutral
null
null
null
null
audio/or/indictts_or_male_train_odiamale_05946.wav
ପଚାରି ବୁଝିଲି ବଉଦ ଗଡ଼କୁ ଯିବା ପାଇଁ ଟ୍ରେନରେ ଯିବାକୁ ହେବ ତା’ପରେ ସେଠାରୁ ବସ୍ ଯୋଗେ ରେଢ଼ାଖୋଲ ଯାଏ ଯାଇ ହେବ ।
or
indictts_or_male
9.888
indictts_iitm
neutral
null
null
null
null
audio/or/indictts_or_male_train_odiamale_05947.wav
ସେଠାରୁ ବଳଦ ଗାଡ଼ିରେ କିଆକଟା ଯାଇ ମହାନଦୀ ପାର ହେଲେ ବଉଦଗଡ଼ରେ ପହଞ୍ଚି ହେବ ।
or
indictts_or_male
7.389
indictts_iitm
neutral
null
null
null
null
audio/or/indictts_or_male_train_odiamale_05948.wav
କେବଳ ଖରାଦିନେ ରେଢ଼ାଖୋଲ ଠାରୁ କିଆକଟାଯାଏ ବସ୍ ଚାଲେ ।
or
indictts_or_male
5.317
indictts_iitm
neutral
null
null
null
null
audio/or/indictts_or_male_train_odiamale_05949.wav
ମୁଁ କିପରି ଯିବି ବୋଲି ଦେବାନଙ୍କୁ ପତ୍ରଦେବାରୁ ସେ ଟେଲିଗ୍ରାମ କଲେ - କିଆକଟାରୁ ବସ୍ ଯୋଗେ ଆସନ୍ତୁ ।
or
indictts_or_male
8.021
indictts_iitm
neutral
null
null
null
null
audio/or/indictts_or_male_train_odiamale_05950.wav
ମୁଁ କେତେକ ଆବଶ୍ୟକୀୟ ଜିନିଷପତ୍ର ଧରି କଟକ ଆସିଲି ଓ ସେଠାକୁ ଟିକଟ କଲି ।
or
indictts_or_male
6.386
indictts_iitm
neutral
null
null
null
null
audio/or/indictts_or_male_train_odiamale_05951.wav
ଓଡ଼ିଶାର ସ୍ୱରାଜ୍ୟ ଆଶ୍ରମ ଭଳି ପାଟନାରେ ଏକ ଆଶ୍ରମ ଥିଲା, ତାହାର ନାମ ସଦାକତ୍ ଆଶ୍ରମ ।
or
indictts_or_male
7.699
indictts_iitm
neutral
null
null
null
null
audio/or/indictts_or_male_train_odiamale_05952.wav
ଏଠାରେ କଂଗ୍ରେସ କର୍ମୀମାନେ ରହି ଖଦି ପ୍ରଚାର କାର୍ଯ୍ୟରେ ନିରତ ଥିଲେ ।
or
indictts_or_male
5.925
indictts_iitm
neutral
null
null
null
null