file_name
stringlengths
36
59
text
stringlengths
9
449
lang
stringclasses
12 values
speaker_id
stringclasses
26 values
duration
float64
1.5
29.8
source
stringclasses
2 values
emotion
stringclasses
1 value
domain
float64
snr_db
float64
22.5
60
⌀
silence_ratio
float64
0.1
0.35
⌀
clipping_ratio
float64
0
0
⌀
audio/or/indictts_or_male_train_odiamale_05750.wav
ସବୁଦିନେ ସେ ତରକାରି ସ୍ୱାମୀ-ସ୍ତ୍ରୀ ଦୁହେଁ ଖାଇ ଦିଅନ୍ତି, ବୁଢ଼ୀ ପତରକୁ କଦବା କ୍ୱଚିତ୍ ଟିକିଏ ଯାଏ କି ନଯାଏ ।
or
indictts_or_male
9.988
indictts_iitm
neutral
null
null
null
null
audio/or/indictts_or_male_train_odiamale_05752.wav
ସେ ଆଣିଥିବା ମାଛ ତରକାରି ଧରି ସେ ଦୁହେଁ ଖାଇ ବସିଲେ ।
or
indictts_or_male
4.55
indictts_iitm
neutral
null
null
null
null
audio/or/indictts_or_male_train_odiamale_05753.wav
ପଙ୍କଜ କହିଲା ବୋଉ ପାଇଁ ତରକାରି ରଖ ।
or
indictts_or_male
3.592
indictts_iitm
neutral
null
null
null
null
audio/or/indictts_or_male_train_odiamale_05754.wav
ବର୍ତ୍ତମାନ ବି ସାପଟା କଥା ମନେପଡ଼ିଲେ ହୀରାର ଦେହ ଶିର୍ ଶିର୍ ହୋଇ ଶୀତେଇ ଉଠେ ।
or
indictts_or_male
6.617
indictts_iitm
neutral
null
null
null
null
audio/or/indictts_or_male_train_odiamale_05755.wav
ସେଦିନ କାକୁଡ଼ି ଡଙ୍କରେ ସାପଟା ଏମିତି ଲାଗିକି ଥିଲା ଯେ, ଦେଖି ମଧ୍ୟ ସାପ ବୋଲି ଚିହ୍ନି ପାରିନଥିଲା ହୀରା ।
or
indictts_or_male
8.418
indictts_iitm
neutral
null
null
null
null
audio/or/indictts_or_male_train_odiamale_05756.wav
ଯେମିତି ଉପରେ ତା’ ହାତ ପଡ଼ିଯାଇଛି, ସାପଟା ତା’ ଡାହାଣ କାନ୍ଧ ପାଖରେ ଚୋଟ ମାରିଲା ।
or
indictts_or_male
7.065
indictts_iitm
neutral
null
null
null
null
audio/or/indictts_or_male_train_odiamale_05757.wav
ଜୀବନ ବିକଳରେ ସେ ମରିଗଲି ମରିଗଲି ବୋଲି ଚିତ୍କାର କରି ଉଠିଲା ।
or
indictts_or_male
6.357
indictts_iitm
neutral
null
null
null
null
audio/or/indictts_or_male_train_odiamale_05758.wav
ଖାଉନ୍ଦ ଘର ଲୋକ ସବୁ ଜମା ହୋଇଗଲେ, କିନ୍ତୁ କେହି କୁଆଡୁ କିଛି ଔଷଧ ଆଣିଲେ ନାଇଁ ।
or
indictts_or_male
7.291
indictts_iitm
neutral
null
null
null
null
audio/or/indictts_or_male_train_odiamale_05759.wav
ମଦନା ତା’କୁ ଟାଣିନେଇ ତଳେ ଗାମୁଛା ପାରି ଶୁଆଇଦେଲା ଆଉ ଯେଉଁଠି ସାପଟା ଚୋଟ ମାରି ରକ୍ତ ବୁହାଇ ଦେଇଥିଲା, ସେଇ ଖଣ୍ଡିଆ ଜାଗାରୁ ବିଷତକ ବାହାର କରିଦେଲା ।
or
indictts_or_male
13.066
indictts_iitm
neutral
null
null
null
null
audio/or/indictts_or_male_train_odiamale_05760.wav
କିନ୍ତୁ ତା’ର ଆଉ କିଛି ହେଲା ନାହିଁ; ସେ ଭଲ ହୋଇଗଲା ।
or
indictts_or_male
5.083
indictts_iitm
neutral
null
null
null
null
audio/or/indictts_or_male_train_odiamale_05761.wav
ମଦନା ସାପ କାମୁଡ଼ା ମରଣରୁ ତା’କୁ ବଞ୍ଚାଇଦେଲା ।
or
indictts_or_male
4.834
indictts_iitm
neutral
null
null
null
null
audio/or/indictts_or_male_train_odiamale_05762.wav
ମାଳତୀର କଥାଶୁଣି ସେଦିନ ବନ୍ଧଭଙ୍ଗା ନଈର ସୁଅ ଭଳି ଭୟର ସୁଅ ମନର ଚାରିଆଡ଼େ ମାଡ଼ି ଯାଇଥିଲା ।
or
indictts_or_male
8.773
indictts_iitm
neutral
null
null
null
null
audio/or/indictts_or_male_train_odiamale_05763.wav
ବୋଉ ତାକୁ ବାରମ୍ବାର କହିଥିଲା, ବୋହୁ ହୋଇ ଯାଇଛୁ, ପ୍ରଥମେ ଦିନେ ଦୁଇଦିନ ମୁହଁ ଖୋଲି କାହାକୁ କିଛି କହିବୁ ନାହିଁ, କେହି କିଛି ପଚାରିଲେ ହିଁ କି ନାହିଁ ମୁଣ୍ଡ ଟୁଙ୍ଗାରି ଠାରିଦେବୁ ।
or
indictts_or_male
14.322
indictts_iitm
neutral
null
null
null
null
audio/or/indictts_or_male_train_odiamale_05764.wav
ଖୁବ୍ ଦରକାର ହେଲେ ଯଦି କଥା କହିବାକୁ ପଡ଼େ ତେବେ ଏ କାନରୁ ସେ କାନକୁ ଶୁଣାନଗଲା ଭଳି ଚୁପ୍ ଚୁପ୍ କଥା କହିବୁ ।
or
indictts_or_male
8.655
indictts_iitm
neutral
null
null
null
null
audio/or/indictts_or_male_train_odiamale_05765.wav
କିନ୍ତୁ ମାଳତୀର କଥା ଶୁଣି ସେଦିନ ବୋଉର ସବୁ ଉପଦେଶ ସେ ଭୁଲିଗଲା ।
or
indictts_or_male
6.831
indictts_iitm
neutral
null
null
null
null
audio/or/indictts_or_male_train_odiamale_05766.wav
ମୁଣ୍ଡରୁ ଓଢ଼ଣା ଟିକିଏ ଘୁଞ୍ଚାଇ ଦେଇ ପଚାରିଲା - ସାନ ସାଆନ୍ତେ ଘରର ଗୋଟିଏ ବୋଲି ପୁଅ, ପରିବାରର ସବୁ ଦାୟିତ୍ୱ ତାଙ୍କ ମୁଣ୍ଡ ଉପରେ, ତଥାପି ସେ ଘରର କଥା, ସମ୍ପତ୍ତିବାଡ଼ି କଥା ବୁଝନ୍ତି ନାଇଁ କାହିଁକି ?
or
indictts_or_male
15.217
indictts_iitm
neutral
null
null
null
null
audio/or/indictts_or_male_train_odiamale_05767.wav
ତା’ କଥା ଶୁଣି ମାଳତୀ ସେଦିନ ସମ୍ଭବତଃ ଭୟ ପାଇଯାଇଥିଲା ମନେ ମନେ ।
or
indictts_or_male
6.88
indictts_iitm
neutral
null
null
null
null
audio/or/indictts_or_male_train_odiamale_05768.wav
ଦିନେ ସେ ପରିଚାରୀ ଭାବରେ ଧଳସାମନ୍ତଙ୍କ ଘରେ କାମ କରିବାକୁ ଆସିଥିଲା ।
or
indictts_or_male
6.2
indictts_iitm
neutral
null
null
null
null
audio/or/indictts_or_male_train_odiamale_05769.wav
କିନ୍ତୁ ଆଜି ତାଙ୍କ ପରିବାରର ସେ ଅନ୍ୟମାନଙ୍କ ଭଳି ଜଣେ, ଚାକରାଣୀ ବୋଲି କେହି ତାକୁ ଭାବନ୍ତି ନାହିଁ ।
or
indictts_or_male
8.052
indictts_iitm
neutral
null
null
null
null
audio/or/indictts_or_male_train_odiamale_05770.wav
ଜମିଦାରୀ ଚାଲିଗଲା ପରେ, ବଡ଼ ସାଆନ୍ତଙ୍କ ଅନ୍ତେ ଏ ପରିବାରର ନାମ ତଳେ ପଡିଗଲା ।
or
indictts_or_male
7.157
indictts_iitm
neutral
null
null
null
null
audio/or/indictts_or_male_train_odiamale_05771.wav
ସେତେବେଳେ ଅନେକ ଚାକର ଚାକରାଣୀ ଏ ଘର ଛାଡ଼ି ଚାଲିଗଲେ ।
or
indictts_or_male
5.167
indictts_iitm
neutral
null
null
null
null
audio/or/indictts_or_male_train_odiamale_05772.wav
କେବଳ ମାଳତୀ ମାଟି କାମୁଡ଼ି ସାନ ସାଆନ୍ତଙ୍କ ପାଇଁ ଏ ଘରେ ପଡ଼ି ରହିଛି ।
or
indictts_or_male
6.339
indictts_iitm
neutral
null
null
null
null
audio/or/indictts_or_male_train_odiamale_05773.wav
ସାନ ସାଆନ୍ତଙ୍କଠାରୁ ସେ ବୟସରେ ମାତ୍ର ତିନି ଚାରି ବରଷ ବଡ଼ ହେଲେ ବି ସେ ତା’ କଥାକୁ ତଳେ ପକାଇ ଦିଅନ୍ତି ନାଇଁ ।
or
indictts_or_male
9.335
indictts_iitm
neutral
null
null
null
null
audio/or/indictts_or_male_train_odiamale_05774.wav
ମାଆ ସାଆନ୍ତାଣୀଙ୍କ ତାଙ୍କର ଭାରି ଭୟ, ମାଆ ପୁଅଙ୍କ ଭିତରେ ସ୍ନେହର ସମ୍ପର୍କ ନୁହେଁ; ଭୟର ସଂପର୍କ ।
or
indictts_or_male
8.662
indictts_iitm
neutral
null
null
null
null
audio/or/indictts_or_male_train_odiamale_05775.wav
କିଛି ଦରକାର ହେଲେ ସେଥିପାଇଁ ସାନ ସାଆନ୍ତେ ମାଆକୁ ନକହି ମାଳତୀ ଆଗରେ ମନକଥା ପ୍ରକାଶ କରନ୍ତି ।
or
indictts_or_male
8.739
indictts_iitm
neutral
null
null
null
null
audio/or/indictts_or_male_train_odiamale_05776.wav
ପୁଅର କଥା ମାଆ ସାଆନ୍ତାଣୀ ଶୁଣନ୍ତି ମାଳତୀ ମୁହଁରୁ, ତାଙ୍କର ମଧ୍ୟ ପୁଅକୁ ଭଲ ମନ୍ଦରେ ଯାହା କହିବା କଥା ସେକଥା ମାଳତୀ ଜରିଆରେ କୁହାନ୍ତି ।
or
indictts_or_male
11.811
indictts_iitm
neutral
null
null
null
null
audio/or/indictts_or_male_train_odiamale_05777.wav
ସ୍ୱାମୀଙ୍କ ଉତ୍ତର ଶୁଣି ସେଦିନ ସେ ଅନୁଭବ କରିଥିଲା, ତା’ର ସହନଶୀଳତା, ଧୈର୍ଯ୍ୟ, ସାହସ ତା’ ନିଜ ଭିତରେ ଭିତରେ ଭାଙ୍ଗି ଗୁଣ୍ଡ ଗୁଣ୍ଡ ହୋଇଯାଇଛି ।
or
indictts_or_male
11.575
indictts_iitm
neutral
null
null
null
null
audio/or/indictts_or_male_train_odiamale_05778.wav
କିନ୍ତୁ ସେକଥା ନିଜର ସମସ୍ତ ଶକ୍ତି ଦେଇ ଚାପି ରଖିଥିଲା ସେ ।
or
indictts_or_male
5.146
indictts_iitm
neutral
null
null
null
null
audio/or/indictts_or_male_train_odiamale_05779.wav
ଭୀତ ଦୃଷ୍ଟିରେ ସ୍ୱାମୀ ତା’ର କଥାକୁ କିପରି ଭାବରେ ଗ୍ରହଣ କରୁଛନ୍ତି, ତାହା ଲକ୍ଷ୍ୟ କରିବାକୁ ଲାଗିଲା ।
or
indictts_or_male
8.038
indictts_iitm
neutral
null
null
null
null
audio/or/indictts_or_male_train_odiamale_05780.wav
ସେ କ୍ରୋଧରେ ରୁଦ୍ରମୂର୍ତ୍ତି ଧାରଣ କଲେ ନାହିଁ ।
or
indictts_or_male
3.925
indictts_iitm
neutral
null
null
null
null
audio/or/indictts_or_male_train_odiamale_05781.wav
ସେ ତା’ର ପାଖକୁ ଘୁଞ୍ଚିଆସି ତା’ କାନ୍ଧ ଉପରେ ନିଜ ହାତ ପାପୁଲି ରଖିଥିଲେ ।
or
indictts_or_male
5.895
indictts_iitm
neutral
null
null
null
null
audio/or/indictts_or_male_train_odiamale_05782.wav
ଆଜି ବାପଘରେ କାନ୍ଥକୁ ଆଉଜି ବସି ଭାବୁଥିଲାବେଳେ ମଧ୍ୟ ସେ ତାଙ୍କର ହାତ ପାପୁଲିର ସ୍ପର୍ଶ ଅନୁଭବ କରିପାରୁଛି ।
or
indictts_or_male
10.5
indictts_iitm
neutral
null
null
null
null
audio/or/indictts_or_male_train_odiamale_05783.wav
ମାଳତୀ କହିଲା - ମୁଁ ତ’ ଆଉ ନିଜ ଆଖିରେ ଦେଖି ନାଇଁ, ଅନୁମାନ କରିବା କଥା ।
or
indictts_or_male
5.472
indictts_iitm
neutral
null
null
null
null
audio/or/indictts_or_male_train_odiamale_05784.wav
ଅତିରିକ୍ତ ମଦ୍ୟପାନ ଯୋଗୁ ବଡ଼ ସାଆନ୍ତଙ୍କ ମୃତ୍ୟୁ ହେଲା, ଅନେକଙ୍କର ଧାରଣା ସାଆନ୍ତାଣୀ ସେହି ମଦ୍ୟପାତ୍ରରେ ବିଷ ମିଶାଇ ଦେଇଥିଲେ ।
or
indictts_or_male
11.125
indictts_iitm
neutral
null
null
null
null
audio/or/indictts_or_male_train_odiamale_05785.wav
ବିଧବା ହେଲା ପରେ ସେ ପୁଣି ମୁଣ୍ଡର କେଶରେ ଖୋଷା କଲେ ।
or
indictts_or_male
5.451
indictts_iitm
neutral
null
null
null
null
audio/or/indictts_or_male_train_odiamale_05786.wav
ମାଳତୀର କଥାଶୁଣି କୁସୁମ ସେଦିନ ପଥର-ପ୍ରତିମା ଭଳି ପ୍ରଶ୍ନ କରିଥିଲା - ମୁଁ କଅଣ କରିବି ମୋତେ କିଛି ବୁଦ୍ଧି ଦେଖାଯାଉନାହିଁ ।
or
indictts_or_male
10.389
indictts_iitm
neutral
null
null
null
null
audio/or/indictts_or_male_train_odiamale_05787.wav
ତାଙ୍କୁ ନଦେଖି ଏ ଘରେ ମୁଁ ଗୋଟିଏ ମୁହୂର୍ତ୍ତ ସୁଦ୍ଧା ବଞ୍ଚିପାରିବି ନାଇଁ ।
or
indictts_or_male
5.916
indictts_iitm
neutral
null
null
null
null
audio/or/indictts_or_male_train_odiamale_05788.wav
ବାହା ହୋଇ ବୋହୂ ହେଲି, ଆଉ ସ୍ୱାମୀ ପଦସେବା କରି ପାରିବି ନାହିଁ - ଏ କଥା ମୋ ଦେହ ସହିବ ନାଇଁ ।
or
indictts_or_male
7.768
indictts_iitm
neutral
null
null
null
null
audio/or/indictts_or_male_train_odiamale_05789.wav
ମାଳତୀ ମୁହଁରେ ସେଦିନ ମଳିନ ହସ ଫୁଟି ଉଠିଥିଲା ତା’ର କଥା ଶୁଣି ।
or
indictts_or_male
6.346
indictts_iitm
neutral
null
null
null
null
audio/or/indictts_or_male_train_odiamale_05790.wav
ସେ କହିଥିଲା – ବୋହୂ ମାଆ ! ସାନ ସାଆନ୍ତେ ସଂସାର ପ୍ରତି ଆସକ୍ତ ହୋଇ ସନ୍ନ୍ୟାସ ବ୍ରତ ତ୍ୟାଗ କରିନାହାନ୍ତି ।
or
indictts_or_male
7.927
indictts_iitm
neutral
null
null
null
null
audio/or/indictts_or_male_train_odiamale_05791.wav
ସାନ ସାଆନ୍ତଙ୍କ ଏହି ପରିବର୍ତ୍ତନ ଦେଖି ସେ ଖୁବ୍ ବିଚଳିତ ହୋଇପଡ଼ିଛନ୍ତି ।
or
indictts_or_male
5.555
indictts_iitm
neutral
null
null
null
null
audio/or/indictts_or_male_train_odiamale_05792.wav
କାଲିଠାରୁ ତାଙ୍କ ମୁଣ୍ଡର କେଶ ପୁଣି ମୁକୁଳା, ମୁଣ୍ଡ ବାନ୍ଧି ଦେବାକୁ ଯାଉଥିଲି ଯେ ସେ ମନା କଲେ ।
or
indictts_or_male
7.379
indictts_iitm
neutral
null
null
null
null
audio/or/indictts_or_male_train_odiamale_05793.wav
ମାଆଙ୍କ ମୁକୁଳା କେଶ ଦେଖି ସାନ ସାଆନ୍ତେ ଭାଙ୍ଗି ପଡ଼ିଛନ୍ତି, କିଛି ଗୋଟାଏ ହୁଏତ ଅଘଟଣ ଘଟିଯିବ ବୋଲି ସେ ଭୟ କରୁଛନ୍ତି ।
or
indictts_or_male
10.244
indictts_iitm
neutral
null
null
null
null
audio/or/indictts_or_male_train_odiamale_05794.wav
ମୋତେ ତମ ପାଖେ ପାଖେ ଜଗି ରହିବାକୁ କହିଛନ୍ତି ।
or
indictts_or_male
4.362
indictts_iitm
neutral
null
null
null
null
audio/or/indictts_or_male_train_odiamale_05795.wav
ଖାଇବା ଜିନିଷରେ କାଳେ ବିଷ ଦିଆଯାଇଥିବ ବୋଲି ଆଗ ଚାଖି ସାରିଲା ପରେ ତମକୁ ମୁଁ ଖାଇବାକୁ ଦେବି ବୋଲି ମୋତେ ସେ ବାରମ୍ବାର ତାଗିଦ୍ କରିଦେଇଛନ୍ତି ।
or
indictts_or_male
11.672
indictts_iitm
neutral
null
null
null
null
audio/or/indictts_or_male_train_odiamale_05796.wav
ଶେଷ ଧାଡ଼ିଟା ତଳେ ଗୋଟାଏ ଗାର ଟାଣି ଦିଆଯାଇଛି, କଳା ଅଙ୍ଗାରର ଲେଖା ତଳେ ନାଲି ଗାର, ତା’ ଅର୍ଥ ବୁଝିବା ପାଇଁ କୁସୁମକୁ କିଛି କଷ୍ଟ ହେଲା ନାହିଁ ।
or
indictts_or_male
11.229
indictts_iitm
neutral
null
null
null
null
audio/or/indictts_or_male_train_odiamale_05797.wav
ବୋଉ ନାହିଁ, ଘନଭାଇ ଘରକୁ ଯାଇଛି, କାଳୀ ଗାଈଟା ଖୁଣ୍ଟରେ ବନ୍ଧା ହୋଇ କଣ୍ଟା ହେଲାଣି ।
or
indictts_or_male
6.706
indictts_iitm
neutral
null
null
null
null
audio/or/indictts_or_male_train_odiamale_05798.wav
ଗାଁର ଯେଉଁମାନେ ତାଙ୍କ ଘର ବାଟଦେଇ ଯାଉଛନ୍ତି ସେମାନେ ଘଡ଼ିଏ ଲେଖାଁ ଠିଆହୋଇ ସେ ମାଳିକା-ବାଣୀ ପଢ଼ି ତା’ ଆଡ଼କୁ ଘୃଣିତ ଚାହାଁଣିରେ ଅନାଉଛନ୍ତି ।
or
indictts_or_male
12.241
indictts_iitm
neutral
null
null
null
null
audio/or/indictts_or_male_train_odiamale_05799.wav
ଏ ବର୍ଷ ଯେ ବର୍ଷା ହେଉନି ମରୁଡ଼ି ପଡ଼ିଛି, ଏହା ତା’ବୋଉ ଗୋହତ୍ୟା ପାପର ପ୍ରାୟଶ୍ଚିତ ନକରିବାର ଫଳ ବୋଲି ଏବେ ଶୀରିପୁର ଗାଁର ବେଶୀ ଲୋକ ବିଶ୍ୱାସ କରୁଛନ୍ତି ।
or
indictts_or_male
12.976
indictts_iitm
neutral
null
null
null
null
audio/or/indictts_or_male_train_odiamale_05800.wav
ସେକଥା ତାକୁ ମୁହଁ ଖୋଲି କେହି ନ କହିଲେ ମଧ୍ୟ ସେମାନଙ୍କ ହାବଭାବରୁ ସେ ବେଶ୍ ବୁଝିପାରୁଛି ।
or
indictts_or_male
7.832
indictts_iitm
neutral
null
null
null
null
audio/or/indictts_or_male_train_odiamale_05801.wav
କାହା ଘରକୁ ବୁଲିବାକୁ ଗଲେ କେହି ତାକୁ ବସିବା ପାଇଁ କହୁନାହାନ୍ତି, ଭଲମନ୍ଦ ପଚାରୁନାହାନ୍ତି ।
or
indictts_or_male
7.161
indictts_iitm
neutral
null
null
null
null
audio/or/indictts_or_male_train_odiamale_05802.wav
ଗାଁ’ର ଚାନ୍ଦ, ବଉଳମାନଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ଚାହିଁଲେ ସେମାନେ ଏଡ଼ାଇ ଯାଉଛନ୍ତି ।
or
indictts_or_male
7.363
indictts_iitm
neutral
null
null
null
null
audio/or/indictts_or_male_train_odiamale_05803.wav
ସତେ ଯେମିତି ସେ ଘୋର ପାତକିନୀ; ତା ସହିତ କଥା କହିଲେ ମଧ୍ୟ ସେମାନଙ୍କ ଦେହରେ ପାପ ଲାଗିଯିବ !
or
indictts_or_male
7.508
indictts_iitm
neutral
null
null
null
null
audio/or/indictts_or_male_train_odiamale_05804.wav
କାନ୍ଥରେ ସେ କଳା ଅଙ୍ଗାରର ଲେଖା ଦେଖି ପଚାରିଲା, ଅପା ! ଏ କାନ୍ଥକୁ ଏମିତି ଅସନା କଲା କିଏ ? ଏବେ ତ ଲିପାପୋଛା ହୋଇଥିଲା ।
or
indictts_or_male
10.436
indictts_iitm
neutral
null
null
null
null
audio/or/indictts_or_male_train_odiamale_05805.wav
ତା’ କଥା ଶୁଣି କୁସୁମ ସେମିତି ଖୁଣ୍ଟ ଭଳି ବସି ରହିଲା, କିଛି ଉତ୍ତର ଦେଲା ନାହିଁ ।
or
indictts_or_male
6.596
indictts_iitm
neutral
null
null
null
null
audio/or/indictts_or_male_train_odiamale_05806.wav
ଗାଁରେ ସବୁରି ଘର କାନ୍ଥରେ ମାଣବସା ଗୁରୁବାରଠାରୁ ଆରମ୍ଭ କରି ବାହାଘର ବ୍ରତଘରରେ ସେ କେତେ ଚିତା, ଝୋଟି ଲେଖିଛି ।
or
indictts_or_male
10.07
indictts_iitm
neutral
null
null
null
null
audio/or/indictts_or_male_train_odiamale_05807.wav
ଚିତା କାଳେ ଟିକିଏ ବଙ୍କା ହୋଇଗଲେ ଅସୁନ୍ଦର ହୋଇଯିବ ବୋଲି ସେ କେତେ ସାବଧାନ ହୋଇ ନାହିଁ !
or
indictts_or_male
7.254
indictts_iitm
neutral
null
null
null
null
audio/or/indictts_or_male_train_odiamale_05808.wav
ସେ ନିଜ ନିୟତି ଛଡ଼ା ଏଥିପାଇଁ ଆଉ କାହାକୁ ଦୋଷ ଦେବ ?
or
indictts_or_male
5.083
indictts_iitm
neutral
null
null
null
null
audio/or/indictts_or_male_train_odiamale_05809.wav
ଶିରିଶିରି ପବନ ଭିତରେ ଖେଳିଯାଉଥିଲା ଚମତ୍କାର କିଛି ଗୋଟେ ବାସ୍ନା ।
or
indictts_or_male
5.056
indictts_iitm
neutral
null
null
null
null
audio/or/indictts_or_male_train_odiamale_05810.wav
ଭୁଲିଯାଇଥିବା ସ୍ୱପ୍ନର ଅବଶିଷ୍ଟାଂଶ ପରି ମିତାଲି ଠିଆ ହୋଇ ରହିଲା କିଛି ସମୟ ବାଲ୍‌କୋନୀକୁ ଆଉଜି ।
or
indictts_or_male
8.302
indictts_iitm
neutral
null
null
null
null
audio/or/indictts_or_male_train_odiamale_05811.wav
ଆକାଶ ଆଜି ଚମତ୍କାର ନୀଳ, ଖଣ୍ଡିଖଣ୍ଡି ବାଦଲ୍ ଆଢ଼ୁଆଳରେ ସେଇ ନୀଳିମା ଆହୁରି ଉଜ୍ଜ୍ୱଳ, ଦୁଷ୍ଟଝିଅର ଆଖି ପରି ।
or
indictts_or_male
9.182
indictts_iitm
neutral
null
null
null
null
audio/or/indictts_or_male_train_odiamale_05812.wav
ଏତେ ଗୁଡ଼ାଏ ପାହାଚ ଚଢ଼ି ଆସିବା ପରେ ମିତାଲିକୁ ଭାରି ଶୋଷ ଲାଗୁଥିଲା ।
or
indictts_or_male
5.402
indictts_iitm
neutral
null
null
null
null
audio/or/indictts_or_male_train_odiamale_05813.wav
ଯଦିଓ ଏଇ ଟିକିଏ ଆଗରୁ ସେ ଟିକିଏ ଫଳରସ ପିଇଛି ତଥାପି ତା’କୁ ପ୍ରଚଣ୍ଡ ଶୋଷ ଲାଗୁଥିଲା ।
or
indictts_or_male
7.878
indictts_iitm
neutral
null
null
null
null
audio/or/indictts_or_male_train_odiamale_05814.wav
ପାଟି ଭିତରଟା ଅଠାଅଠା ହୋଇଯାଉଥିଲା ଶୋଷରେ, କିନ୍ତୁ ସେ କାହାକୁ ପାଣି ମାଗି ପାରିବ ନାହିଁ ।
or
indictts_or_male
7.074
indictts_iitm
neutral
null
null
null
null
audio/or/indictts_or_male_train_odiamale_05815.wav
ଏଠୁ ଥାଇ ଡାକିଲେ ତଳେ କାହାକୁ ଶୁଣାଯିବ ନାହିଁ, ଆଉ ଯଦିବା କାହାକୁ ଶୁଭେ, ତେବେ ତା’ର ପ୍ରଥମ କାମ ହେବ ଏକ ହଜାର କୈଫିୟତ୍ ଦେବା ।
or
indictts_or_male
10.784
indictts_iitm
neutral
null
null
null
null
audio/or/indictts_or_male_train_odiamale_05816.wav
ଡାକ୍ତର କହିଛନ୍ତି ଯେ ସେ ବାଥ୍‌ରୁମ୍‌କୁ ଗଲେ ମାଆଙ୍କୁ ନିଶ୍ଚୟ ଡାକିବ, ସେପରି ସ୍ଥଳେ ଏକା ଏକା ଛାତ ଉପରକୁ ଉଠିଆସିବା ନିତାନ୍ତ ଅକ୍ଷମଣୀୟ ଅପରାଧ ।
or
indictts_or_male
12.902
indictts_iitm
neutral
null
null
null
null
audio/or/indictts_or_male_train_odiamale_05817.wav
ଗତ ପାଞ୍ଚ ସପ୍ତାହ ଭିତରେ ବିସ୍ୱାଦ ଖାଦ୍ୟ ଓ ଔଷଧ ଖାଇ ଖାଇ ଥକି ଯାଇଥିଲା ମିତାଲି ।
or
indictts_or_male
6.977
indictts_iitm
neutral
null
null
null
null
audio/or/indictts_or_male_train_odiamale_05818.wav
ଆମର ମୋଟ ଜମିଥିଲା ଅଠଚାଳିଶ ଡିସିମିଲ ବା ପ୍ରାୟ ବାରଗୁଣ୍ଠ, ପରେ ବଡ଼ବାପାଙ୍କ ଅଂଶ ମିଶି ଛୟାନବେ ଡିସିମିଲ ହୋଇଥିଲା ।
or
indictts_or_male
11.187
indictts_iitm
neutral
null
null
null
null
audio/or/indictts_or_male_train_odiamale_05819.wav
ସେହି ବଡ଼ବାପାଙ୍କଠାରୁ ଶୁଣିଛି, ମୋ ଜେଜେଙ୍କର ପ୍ରାୟ ପନ୍ଦର ଏକର ଜମି ଥିଲା; କିନ୍ତୁ ନଅଙ୍କ ଦୁର୍ଭିକ୍ଷବେଳେ ସାମାନ୍ୟ କେତେ ଗୌଣି ଧାନ ଓ ମାଣ୍ଡିଆ ବଦଳରେ ସେ ସବୁ ଜମି ବିକ୍ରି ହୋଇଯାଇଥିଲା ।
or
indictts_or_male
15.418
indictts_iitm
neutral
null
null
null
null
audio/or/indictts_or_male_train_odiamale_05820.wav
ନଅଙ୍କ ବେଳକୁ ତାଙ୍କର ବୟସ କେଉଁଠି କୋଡ଼ିଏ ବର୍ଷ ହୋଇଥିଲା ।
or
indictts_or_male
5.486
indictts_iitm
neutral
null
null
null
null
audio/or/indictts_or_male_train_odiamale_05821.wav
ମୋର ବଡ଼ବାପା, ମୋର ବାର ଚଉଦ ବର୍ଷ ବୟସରେ ପତ୍ନିଙ୍କୁ ହରାଇଥିଲେ ଓ ଆମ ଘରେ ରହିଥିଲେ ।
or
indictts_or_male
7.747
indictts_iitm
neutral
null
null
null
null
audio/or/indictts_or_male_train_odiamale_05822.wav
ସେ ପ୍ରାୟ ଅଶୀ ବର୍ଷ ବୟସରେ ପ୍ରାଣତ୍ୟାଗ କରିଥିଲେ ।
or
indictts_or_male
4.412
indictts_iitm
neutral
null
null
null
null
audio/or/indictts_or_male_train_odiamale_05823.wav
ମୋର ପିତା ଉଣେଇଶ ଶହ ଅଣଚାଳିଶି ମସିହାରେ ମୃତ୍ୟୁ ମୁଖରେ ପଡ଼ିଲା ବେଳକୁ ପ୍ରାୟ ବାର ଏକର ଜମିର ଅଧିକାରୀ ହେଇଥିଲେ ।
or
indictts_or_male
8.937
indictts_iitm
neutral
null
null
null
null
audio/or/indictts_or_male_train_odiamale_05824.wav
ମୋର ପିତା ଆଧୁନିକ ଶିକ୍ଷା ପାଇ ନଥିଲେ, ପୁରୁଣା ରୀତିରେ ଚାଟଶାଳୀ ପାଠ ପାଇଥିଲେ ।
or
indictts_or_male
6.423
indictts_iitm
neutral
null
null
null
null
audio/or/indictts_or_male_train_odiamale_05825.wav
ଶିକ୍ଷକତା ପାଇଁ ପୁରୀରେ କେତୋଟି ମାସ ଟ୍ରେନିଂ ପାଇ ସେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ହୋଇଥିଲେ ।
or
indictts_or_male
7.862
indictts_iitm
neutral
null
null
null
null
audio/or/indictts_or_male_train_odiamale_05826.wav
ଟ୍ରେନିଂ ପରେ ସେ ଯେଉଁ ସାର୍ଟିଫିକେଟ ପାଇଥିଲେ ସେଥିରେ ଇନସ୍ପେକ୍ଟର ରାଧାନାଥ ରାୟଙ୍କର ସ୍ୱାକ୍ଷର ଥିବାର ମୁଁ ଦେଖିଛି ।
or
indictts_or_male
9.446
indictts_iitm
neutral
null
null
null
null
audio/or/indictts_or_male_train_odiamale_05827.wav
ଏହି ଟ୍ରେନିଂ କି ଧରଣର ଥିଲା, ସେ ବିଷୟରେ ଜଣେ ଶିକ୍ଷକଙ୍କଠାରୁ ଯାହା ଶୁଣିଛି, ତାହା ବଡ଼ କୌତୂହଳଜନକ ।
or
indictts_or_male
8.724
indictts_iitm
neutral
null
null
null
null
audio/or/indictts_or_male_train_odiamale_05828.wav
ଟ୍ରେନିଂ ସମୟରେ ମାସିକ ଦୁଇ ଟଙ୍କା ଷ୍ଟାଇପେଣ୍ଡ ମିଳୁଥିଲା, ସେଥିରୁ ପ୍ରାୟ ଟଙ୍କାଟିଏ ନିଜର ଗ୍ରାସାଚ୍ଛାଦନରେ ବ୍ୟୟିତ ହେଉଥିଲା ଓ ଅବଶିଷ୍ଟ ଟଙ୍କାଟି ପରିବାର ପୋଷଣ ପାଇଁ ଘରକୁ ପଠାଯାଉଥିଲା ।
or
indictts_or_male
16.428
indictts_iitm
neutral
null
null
null
null
audio/or/indictts_or_male_train_odiamale_05829.wav
ଟ୍ରେନିଂ ଶେଷରେ ନିଜେ ରାଧାନାଥବାବୁ ପରୀକ୍ଷା କରୁଥିଲେ ।
or
indictts_or_male
4.626
indictts_iitm
neutral
null
null
null
null
audio/or/indictts_or_male_train_odiamale_05830.wav
ଉକ୍ତ ଶିକ୍ଷକ ନିର୍ଦ୍ଦିଷ୍ଟ ସମୟ ଟ୍ରେନିଂ ପାଇଁ ପରୀକ୍ଷା ଦେଲେ ।
or
indictts_or_male
4.741
indictts_iitm
neutral
null
null
null
null
audio/or/indictts_or_male_train_odiamale_05831.wav
ପାଠଦାନ ପରୀକ୍ଷା ପାଇଁ ପୁରୀର କୌଣସି ପ୍ରାଥମିକ ବିଦ୍ୟାଳୟର ଛାତ୍ରମାନଙ୍କୁ ଅଣାଯାଇଥିଲା ।
or
indictts_or_male
6.99
indictts_iitm
neutral
null
null
null
null
audio/or/indictts_or_male_train_odiamale_05833.wav
ସହରୀ ପିଲାମାନେ ନାନା ପ୍ରକାର ଗୋଳମାଳ କଲେ, ବୁଝାଇବା ପାଇଁ ଶିକ୍ଷକ ଯେଉଁ ସବୁ ଉପକରଣ ନେଇଥିଲେ, ତାକୁ ଛଡ଼ାଇ ନେଲେ ।
or
indictts_or_male
10
indictts_iitm
neutral
null
null
null
null
audio/or/indictts_or_male_train_odiamale_05834.wav
ରାଧାନାଥବାବୁ ପଛ ବେଞ୍ଚରେ ବସି ଶିକ୍ଷାଦାନ ଦେଖୁଥିଲେ, ଫଳରେ ସେ ଶିକ୍ଷକ ଫେଲ୍ ହେଲେ ଓ ଅନ୍ୟମାନେ ପାଶ କରିଗଲେ ।
or
indictts_or_male
10.773
indictts_iitm
neutral
null
null
null
null
audio/or/indictts_or_male_train_odiamale_05835.wav
କିନ୍ତୁ ତାଙ୍କୁ ପୁଣି ଷ୍ଟାଇପେଣ୍ଡ ମିଳିଲା, ସେ ଆଉ କେତୋଟି ମାସ ପୁଣି ଟ୍ରେନିଂ ପାଇଲେ ।
or
indictts_or_male
6.675
indictts_iitm
neutral
null
null
null
null
audio/or/indictts_or_male_train_odiamale_05836.wav
ପରବର୍ତ୍ତୀ ପରୀକ୍ଷା ଉପସ୍ଥିତ, ସେହି ସହରୀ ପିଲା, ସେହି ପରୀକ୍ଷକ ରାଧାନାଥ ବାବୁ ଓ ସେହି ଶିକ୍ଷକ ।
or
indictts_or_male
7.782
indictts_iitm
neutral
null
null
null
null
audio/or/indictts_or_male_train_odiamale_05837.wav
ପଛରେ ବସିଛନ୍ତି ରାଧାନାଥ ବାବୁ, ଗଣ୍ଡଗୋଳର ପୁନରାବୃତ୍ତି ହେଲା ।
or
indictts_or_male
5.417
indictts_iitm
neutral
null
null
null
null
audio/or/indictts_or_male_train_odiamale_05838.wav
ଶିକ୍ଷକ ମହାଶୟ ନିଜକୁ ଏକାନ୍ତ ଅସହାୟ ମନେକଲେ, ହଠାତ୍ ତାଙ୍କୁ ଗୋଟାଏ ବୁଦ୍ଧି ଦେଖାଗଲା ।
or
indictts_or_male
8.717
indictts_iitm
neutral
null
null
null
null
audio/or/indictts_or_male_train_odiamale_05839.wav
ସେ ବାହାରକୁ ଯାଇ ଗୋଟାଏ ଚାକୁଣ୍ଡା ବୁଦାର ଛାଟ ଆଣି ସେଥିରେ ପିଲାକୁ ଦୁଇ ପାହାର ଦେଇ କହିଲେ - ମୁଁ ତ ଫେଲ ହେବି, ଏକା ତୋ ଦୁଷ୍ଟାମି ଛଡ଼ାଇ ଦେବି ।
or
indictts_or_male
11.645
indictts_iitm
neutral
null
null
null
null
audio/or/indictts_or_male_train_odiamale_05840.wav
ରାଧାନାଥ ବାବୁ ହଠାତ୍ ଉଠିଆସି ପିଲାକୁ ଆଗୁଳି ରଖି କହିଲେ, ହାଁ ହାଁ, ସେତିକି ହୋଇଥାଉ ମାଷ୍ଟ୍ରେ, ଦୋଷକୁ ଚାହିଁ ଯଥେଷ୍ଟ ଦଣ୍ଡ ହେଲାଣି ।
or
indictts_or_male
11.303
indictts_iitm
neutral
null
null
null
null
audio/or/indictts_or_male_train_odiamale_05841.wav
ପରୀକ୍ଷା ସରିଲା; ବାପାଙ୍କ ମନରେ ଭାରି ଆନନ୍ଦ, ପୁଅ ଟ୍ରେନିଂକୁ ଯିବ; ନଅଟଙ୍କା ଦରମା ପାଇବ ।
or
indictts_or_male
7.527
indictts_iitm
neutral
null
null
null
null
audio/or/indictts_or_male_train_odiamale_05842.wav
ବାସ୍ତବରେ ତାଙ୍କର ଆନନ୍ଦିତ ହେବାର କାରଣ ଥିଲା ।
or
indictts_or_male
3.934
indictts_iitm
neutral
null
null
null
null
audio/or/indictts_or_male_train_odiamale_05843.wav
ସେତେବେଳେ ଦେଶର ଶତକଡ଼ା ଦଶଜଣ ସୁଦ୍ଧା ସାକ୍ଷର ଥିଲେ କି ନା ସନ୍ଦେହ ।
or
indictts_or_male
6.308
indictts_iitm
neutral
null
null
null
null
audio/or/indictts_or_male_train_odiamale_05844.wav
ସେମାନଙ୍କ ଭିତରେ ଟ୍ରେନିଂ ପାଶବାଲା ଶତକଡ଼ା ଏକରୁ କମ୍ ଥିବେ ।
or
indictts_or_male
5.827
indictts_iitm
neutral
null
null
null
null
audio/or/indictts_or_male_train_odiamale_05845.wav
ପରୀକ୍ଷା ପରେ ଘରେ ବସିରହିଲି, ଆଉ ପଢ଼ିବି କି ନା ସ୍ଥିରତା ନଥାଏ ।
or
indictts_or_male
5.774
indictts_iitm
neutral
null
null
null
null
audio/or/indictts_or_male_train_odiamale_05846.wav
ବାପାଙ୍କର ଇଚ୍ଛା କୌଣସି ପ୍ରାଇମେରୀ ସ୍କୁଲରେ ଶିକ୍ଷକ କରାଇଦେବେ ।
or
indictts_or_male
4.994
indictts_iitm
neutral
null
null
null
null
audio/or/indictts_or_male_train_odiamale_05847.wav
ଆମ ଗ୍ରାମ ନିକଟର ଗୋଟିଏ ପିଲା କଟକ ଜିଲ୍ଲାର କୌଣସି ବନ୍ଧୁଘରେ ରହି ମାଇନର ପଢ଼ୁଥିଲା ।
or
indictts_or_male
7.517
indictts_iitm
neutral
null
null
null
null
audio/or/indictts_or_male_train_odiamale_05848.wav
ମାଇନର ସ୍କୁଲର ଛାତ୍ରଟି ଛୁଟିରେ ଆସି ଯେତେବେଳେ ମୋ ଆଗରେ ଅନର୍ଗଳ ଗାଇଯାଏ, ସେତେବେଳେ ତା’ର ଜ୍ଞାନଗାରିମା ଆଗରେ ମୁଁ ନତମସ୍ତକ ହୋଇଯାଏ ।
or
indictts_or_male
10.99
indictts_iitm
neutral
null
null
null
null
audio/or/indictts_or_male_train_odiamale_05849.wav
ତାକୁ ବହୁତ ଖୋସାମଦ କରି ଖଣ୍ଡିଏ ବହି ଅଣାଇ ତା’ ସାହାଯ୍ୟରେ କେତୋଟି ପୃଷ୍ଠା ପଢ଼ି ପକାଇଲି ।
or
indictts_or_male
7.334
indictts_iitm
neutral
null
null
null
null
audio/or/indictts_or_male_train_odiamale_05850.wav
ପରବର୍ତ୍ତୀ କାଳରେ ସେ ଟ୍ରେନିଂ ପାଇ ଗୋଟିଏ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ହୋଇଥିଲେ, ଶୁଣୁଛି, ସେ ଏବେ ଅବସର ନେଇ ପେନସନ ପାଉଛନ୍ତି ।
or
indictts_or_male
11.231
indictts_iitm
neutral
null
null
null
null
audio/or/indictts_or_male_train_odiamale_05851.wav
ସେ ସମୟର ଆଉ ଜଣେ ଛାତ୍ରଙ୍କ କଥା ବିଶେଷ ଭାବରେ ମନେଅଛି ।
or
indictts_or_male
4.772
indictts_iitm
neutral
null
null
null
null