file_name
stringlengths
36
59
text
stringlengths
9
449
lang
stringclasses
12 values
speaker_id
stringclasses
26 values
duration
float64
1.5
29.8
source
stringclasses
2 values
emotion
stringclasses
1 value
domain
float64
snr_db
float64
22.5
60
⌀
silence_ratio
float64
0.1
0.35
⌀
clipping_ratio
float64
0
0
⌀
audio/or/indictts_or_male_train_odiamale_05647.wav
ବଡ଼ ମାମୁ କିନ୍ତୁ ତଥାପି ଶବ ଉଠେଇବାକୁ କହିପାରୁ ନାହାଁନ୍ତି, ସୁର କ’ଣ ଭାବିବ ଏଇଥି ପାଇଁ ।
or
indictts_or_male
7.441
indictts_iitm
neutral
null
null
null
null
audio/or/indictts_or_male_train_odiamale_05648.wav
ସେ ଦୋଷ ଦେଇ ଦେବ ବଡ଼ ମାମୁଙ୍କୁ, ଭାରି ଅବୁଝା, ଅତଣ୍ଡିଆ ସେ, କିଛି ବୁଝିବ ନାହିଁ ପରିସ୍ଥିତି, ଓଲଟି ପାଟିକରିବ ।
or
indictts_or_male
9.551
indictts_iitm
neutral
null
null
null
null
audio/or/indictts_or_male_train_odiamale_05649.wav
ସେ ଗମ୍ଭୀର ହୋଇଯାଇ କହିଲା, ତୁମେ ଏ କ’ଣ କହୁଛ ବତ୍ସ, ମୁଁ ତ’ ଢେର୍ ଦିନରୁ ଆମିଷ ଭୋଜନ ଓ ମଦ୍ୟପାନ ତ୍ୟାଗ କରି ସାରିଲିଣି ।
or
indictts_or_male
10.168
indictts_iitm
neutral
null
null
null
null
audio/or/indictts_or_male_train_odiamale_05650.wav
ମୋର ଦିବ୍ୟଜ୍ଞାନ ପ୍ରାପ୍ତି ହୋଇଛି, ବ୍ରହ୍ମ ସତ୍ୟ, ଜଗତ୍ ମଥ୍ୟା ।
or
indictts_or_male
5.194
indictts_iitm
neutral
null
null
null
null
audio/or/indictts_or_male_train_odiamale_05651.wav
ଏ ବ୍ରହ୍ମାଣ୍ଡରେ ଅସଲି ମାଲ୍ ତ କେବଳ ଗୋଟିଏ ତାହା ହେଉଛି ବ୍ରହ୍ମ ।
or
indictts_or_male
6.053
indictts_iitm
neutral
null
null
null
null
audio/or/indictts_or_male_train_odiamale_05652.wav
ତୁମେ ଅନ୍ୟ କେଉଁ ଜିନିଷକୁ ମାଲ୍ କହୁଛ, ବତ୍ସ ? ଏ କଥା ଶୁଣି ଚେଲାଏ ଯେମିତି ଚମକିଗଲେ ।
or
indictts_or_male
7.315
indictts_iitm
neutral
null
null
null
null
audio/or/indictts_or_male_train_odiamale_05653.wav
ସାମନାରେ ହଠାତ୍ ଗୋଟାଏ ଡାଇନୋସର୍.କୁ ଦେଖି ପକାଇଥିଲେ ବି ଏତେ ଜୋର୍.ରେ ଚମକି ନଥାନ୍ତେ ।
or
indictts_or_male
7.199
indictts_iitm
neutral
null
null
null
null
audio/or/indictts_or_male_train_odiamale_05654.wav
ଜେଲ୍ ଭିତରେ ରହି ରହି ଗୁରୁଙ୍କ ମୁଣ୍ଡ ବିଗିଡ଼ିଗଲା କି ଆଉ, ଗୁରୁ ତ କେବେ ଥଟ୍ଟା ମଜା କରିବା ଲୋକ ନୁହଁନ୍ତି ।
or
indictts_or_male
8.587
indictts_iitm
neutral
null
null
null
null
audio/or/indictts_or_male_train_odiamale_05655.wav
ଏଣେ ମସ୍ତିଷ୍କ ବିକୃତିର ଅନ୍ୟ କିଛି ଲକ୍ଷଣ ବି ତ ଦିଶୁନାହିଁ, ତା’ ହେଲେ କଥା କ’ଣ ? ସମସ୍ତେ ଭାଳି ହେଲେ ।
or
indictts_or_male
8.916
indictts_iitm
neutral
null
null
null
null
audio/or/indictts_or_male_train_odiamale_05656.wav
ଦେଖାଯାଉ, ଆଗକୁ କ’ଣ ହେଉଛି ! ସତକୁ ସତ ସେଦିନ ରାତିରେ ସେ ମଦ କି ମାଂସ କିଛି ଛୁଇଁଲା ନାହିଁ ।
or
indictts_or_male
9.597
indictts_iitm
neutral
null
null
null
null
audio/or/indictts_or_male_train_odiamale_05657.wav
ସଭିଏଁ କଟାଳ କରିବାରୁ ସେ କେବଳ ସଂକ୍ଷିପ୍ତରେ କହିଲା, ତୁମେମାନେ ଅୟସ୍ କର, ମୋତେ ସେ ମାୟା ଭିତରକୁ ଟାଣ ନାହିଁ ।
or
indictts_or_male
10.679
indictts_iitm
neutral
null
null
null
null
audio/or/indictts_or_male_train_odiamale_05658.wav
ତା’ ପରେ ସେ ଘର ଭିତରେ ବସି ଭଗବତ୍ ଗୀତାର ପକେଟ ସଂସ୍କରଣ ପଢ଼ିବାରେ ମନ ଦେଲା ।
or
indictts_or_male
7.482
indictts_iitm
neutral
null
null
null
null
audio/or/indictts_or_male_train_odiamale_05659.wav
ସକାଳ ହେଉ ହେଉ ଚେଲାମାନେ ରାମଧନ ନିକଟରେ ଅଡ଼ି ବସିଲେ, ଗୁରୁ, ଜେଲ୍.ରୁ ଫେରିବା ପରେ ତୁମର ଏ କ’ଣ ହୋଇଛି ? ସତ କୁହ ।
or
indictts_or_male
11.227
indictts_iitm
neutral
null
null
null
null
audio/or/indictts_or_male_train_odiamale_05660.wav
ତହୁଁ ରାମଧନ ସ୍ମିତ ହସି କହିଲା, ପିଲାଏ, ମୋର ହୃଦୟ ପରିବର୍ତ୍ତନ ହୋଇଯାଇଛି ।
or
indictts_or_male
7.189
indictts_iitm
neutral
null
null
null
null
audio/or/indictts_or_male_train_odiamale_05661.wav
ଜେଲ୍.ରେ ଥିବା ବେଳେ ଜଣେ ସାଧୁ ଆସି ଧର୍ମ ପ୍ରବଚନ ଦେଇଥିଲେ, ତାଙ୍କର ବଚନ ଶୁଣି ମୋର ଅଚାନକ ହୃଦୟ ପରିବର୍ତ୍ତନ ହୋଇଗଲା ।
or
indictts_or_male
10.862
indictts_iitm
neutral
null
null
null
null
audio/or/indictts_or_male_train_odiamale_05663.wav
ଚେଲାମାନେ ଏ କଥାରୁ କ’ଣ ବୁଝିଲେ କେଜାଣି, ଯେଝା ବାଟରେ ଚାଲିଗଲେ ।
or
indictts_or_male
6.166
indictts_iitm
neutral
null
null
null
null
audio/or/indictts_or_male_train_odiamale_05664.wav
ରାମଧନର ହୃଦୟ ପରିବର୍ତ୍ତନ ପରେ ଯେଉଁସବୁ ଘଟଣା ଘଟିଥିଲା, ତନ୍ମଧ୍ୟରୁ କେତୋଟିକୁ ସେଗୁଡ଼ିକର ଗୁରୁତ୍ୱ ଦୃଷ୍ଟିରୁ ଏଠାରେ ଦିଆଯାଇପାରେ ।
or
indictts_or_male
11.465
indictts_iitm
neutral
null
null
null
null
audio/or/indictts_or_male_train_odiamale_05665.wav
ସେ ରାଜା ଦୁଷ୍ମନ୍ତ ଓ ଶକୁନ୍ତଳାଙ୍କର ପୁତ୍ର ଅଟନ୍ତି ।
or
indictts_or_male
5.325
indictts_iitm
neutral
null
null
null
null
audio/or/indictts_or_male_train_odiamale_05666.wav
ଏହାଙ୍କଠାରୁ ନବମ ପୁରୁଷରେ କୁରୁ ରାଜା ଜନ୍ମଗ୍ରହଣ କରିଥିଲେ ।
or
indictts_or_male
5.729
indictts_iitm
neutral
null
null
null
null
audio/or/indictts_or_male_train_odiamale_05667.wav
ସେହି କୁରୁ ରାଜାଙ୍କର ଚତୁର୍ଦ୍ଦଶ ପୁରୁଷ ହେଉଛନ୍ତି - ଶାନ୍ତନୁ ।
or
indictts_or_male
5.198
indictts_iitm
neutral
null
null
null
null
audio/or/indictts_or_male_train_odiamale_05668.wav
କୁହାଯାଇଛି ଯେ, ଭରତ ସହସ୍ର ଅଶ୍ୱମେଧ ଯଜ୍ଞ କରିଥିବାରୁ ତାଙ୍କ ନାମାନୁସାରେ ସ୍ଥାନର ବା ଦେଶର ନାମ ଭାରତବର୍ଷ ରୂପେ ନାମିତ ହୋଇଛି ।
or
indictts_or_male
12.036
indictts_iitm
neutral
null
null
null
null
audio/or/indictts_or_male_train_odiamale_05669.wav
ଏହି ଭାରତବର୍ଷ ଦକ୍ଷିଣ ଏସିଆର ଏକ ଉପଦ୍ୱୀପ ଅଟେ, ଏହାର ସଭ୍ୟତା ଅତି ପୁରାତନ ।
or
indictts_or_male
7.776
indictts_iitm
neutral
null
null
null
null
audio/or/indictts_or_male_train_odiamale_05670.wav
ଉତ୍ତରରେ ହିମାଳୟ ପର୍ବତମାଳା ଏବଂ ଦକ୍ଷିଣରେ ଭାରତ ମହାସାଗରକୁ ନେଇ ନିଜର ପରିଚୟ ପ୍ରଦାନ କରିଛି ।
or
indictts_or_male
8.966
indictts_iitm
neutral
null
null
null
null
audio/or/indictts_or_male_train_odiamale_05671.wav
ସଂସ୍କୃତିର ସ୍ୱତନ୍ତ୍ରତା ମଧ୍ୟ ବିଶ୍ୱ ଜନସମାଜକୁ ଆକର୍ଷିତ କରିପାରିଛି ।
or
indictts_or_male
6.531
indictts_iitm
neutral
null
null
null
null
audio/or/indictts_or_male_train_odiamale_05672.wav
କେଉଁ କୁଳଭୁଆସୁଣୀର ଅଣ୍ଟାସୁତା ଭଳି ଏ ଗାଆଁର ଦକ୍ଷିଣ-ପୂର୍ବ ପଟେ ଅଳକାନନ୍ଦା ନଦୀ ବହି ଯାଇଛି ।
or
indictts_or_male
9.123
indictts_iitm
neutral
null
null
null
null
audio/or/indictts_or_male_train_odiamale_05673.wav
ପାଉଞ୍ଜପିନ୍ଧା ଗ୍ରାମ୍ୟକିଶୋରୀ ଗାଁଆ ଗୋହିରୀ ଚମକାଇ ଚାଲିଗଲା ପରି ଶୀତ-ହେମନ୍ତରେ ଅଳକା ନଈ କୁଳୁକୁଳୁ ଶବ୍ଦ କରି ବହିଯାଏ ।
or
indictts_or_male
9.562
indictts_iitm
neutral
null
null
null
null
audio/or/indictts_or_male_train_odiamale_05674.wav
ତା’ର ପଠାଭୂଇଁରେ ସୋରିଷ ଫୁଲର ସୁନେଲି ରଙ୍ଗ ଚହଟି ଉଠେ ।
or
indictts_or_male
5.806
indictts_iitm
neutral
null
null
null
null
audio/or/indictts_or_male_train_odiamale_05675.wav
ଖରାଦିନେ ପାଣି ଖସିଯାଏ କାହିଁ କେତେ ଦୂରକୁ, ଚାହିଁଲେ ଆଖି ପାଏନାହିଁ ।
or
indictts_or_male
6.092
indictts_iitm
neutral
null
null
null
null
audio/or/indictts_or_male_train_odiamale_05676.wav
କିନ୍ତୁ ବର୍ଷାଦିନେ ଏଇ ଅଳସେଇ ନଈ ହଠାତ୍ ପାଗଳିନୀ ହୋଇଯାଏ ।
or
indictts_or_male
5.673
indictts_iitm
neutral
null
null
null
null
audio/or/indictts_or_male_train_odiamale_05677.wav
ଉପର ମୁଣ୍ଡରେ ବର୍ଷା ହେଲେ କିମ୍ବା ସମୁଦ୍ର ମୁହାଣରେ ପାଣି ଠେସି ହୋଇ ଆସିଲେ ବୁକୁ ତା’ର ଉଛୁଳିଉଠେ ।
or
indictts_or_male
8.477
indictts_iitm
neutral
null
null
null
null
audio/or/indictts_or_male_train_odiamale_05678.wav
କାଠିକୁଟା, କାଠ, ବାଉଁଶ ଅବା ଆଉ କେବେ ଗାଈ, ବାଛୁରୀ, ଛେଳି, ମେଣ୍ଢା ବୁକୁରେ ଧାରଣ କରି ତା’ର ଫେନିଳ ଜଳ କ୍ରମଶଃ ମାୟାବୀ ଦାନବ ଭଳି କାୟାବିସ୍ତାର କରେ ।
or
indictts_or_male
15.176
indictts_iitm
neutral
null
null
null
null
audio/or/indictts_or_male_train_odiamale_05679.wav
କେବେ କେବେ ପାଣି ଚହଲିଆସେ ଶୀରିପୁର ଗାଁଆ ଭିତରକୁ, ଫସଲ କ୍ଷେତ, ବାଡ଼ିବଗିଚା ଜଳରେ ବୁଡ଼ିଯାଏ ।
or
indictts_or_male
8.816
indictts_iitm
neutral
null
null
null
null
audio/or/indictts_or_male_train_odiamale_05680.wav
ଜୀବନ ବିକଳରେ ଲୋକେ ଘରଦ୍ୱାର ଛାଡ଼ି ପଳାନ୍ତି ଠାକୁରାଣୀ ମଣ୍ଡପ ଉପରକୁ ।
or
indictts_or_male
6.808
indictts_iitm
neutral
null
null
null
null
audio/or/indictts_or_male_train_odiamale_05681.wav
ଗାଁ’ର ଉତ୍ତର ପଟେ ଠାକୁରାଣୀ ମଣ୍ଡପ, ଭୂମି ପତନଠାରୁ ଏଇ ଠାକୁରାଣୀ ମଣ୍ଡପ ଖୁବ୍ ବେଶୀ ଉଚ୍ଚ ନୁହେଁ ।
or
indictts_or_male
7.855
indictts_iitm
neutral
null
null
null
null
audio/or/indictts_or_male_train_odiamale_05682.wav
ଅଳକାନନ୍ଦାର ପାଣି କେବେ ଠାକୁରାଣୀ ମଣ୍ଡପ ଛୁଇଁଥିବା କଥା ଶୀରିପୁର ଗାଆଁର କେହି କାନ ଉଠିଲା ଦିନୁ ଶୁଣି ନାହାନ୍ତି ।
or
indictts_or_male
9.126
indictts_iitm
neutral
null
null
null
null
audio/or/indictts_or_male_train_odiamale_05683.wav
ଚାରିଆଡ଼ ପାଣିରେ ଭରିଗଲେ ବି ଏଇ ଠାକୁରାଣୀ ମଣ୍ଡପ, ଟାପୁ ଖଣ୍ଡେ ଭଳି ନଈବଢ଼ିର ଜଳ ଭଉଁରି ଭିତରେ ଶୁଖିଲା ରହିଯାଏ ।
or
indictts_or_male
9.088
indictts_iitm
neutral
null
null
null
null
audio/or/indictts_or_male_train_odiamale_05684.wav
ଚାଳିଶି ବର୍ଷ ତଳେ ଥରେ ଭୀଷଣ ବଢ଼ି ହୋଇଥିଲା ।
or
indictts_or_male
4.221
indictts_iitm
neutral
null
null
null
null
audio/or/indictts_or_male_train_odiamale_05685.wav
ଶୀରିପୁର ଗାଁ’ ପୁରୁଖା ଲୋକଙ୍କ ମନରୁ ଏପର୍ଯ୍ୟନ୍ତ ସେଭଳି ଭୟଙ୍କର ବଢ଼ିର ସ୍ମୃତି ଲିଭି ନାହିଁ ।
or
indictts_or_male
8.427
indictts_iitm
neutral
null
null
null
null
audio/or/indictts_or_male_train_odiamale_05686.wav
ତିନିଦିନ ତିନିରାତି ଶୀରିପୁର ଗାଁ’ ବଢ଼ିପାଣିର ଘେର ଭିତରେ ଅଣନିଃଶ୍ୱାସୀ ହୋଇ ବୁଡ଼ି ରହିଥିଲା ।
or
indictts_or_male
7.634
indictts_iitm
neutral
null
null
null
null
audio/or/indictts_or_male_train_odiamale_05687.wav
ଉଞ୍ଚା ଉଞ୍ଚା ନଡ଼ିଆ, ତାଳ ଗଛ ବେକେ ପାଣିରେ ବୁଡ଼ିରହି ତୁହାକୁତୁହା ମାଡ଼ି ଆସୁଥିବା ଥଣ୍ଡା ପବନରେ ମୁଣ୍ଡ ହଲାଉଥିଲେ ।
or
indictts_or_male
9.605
indictts_iitm
neutral
null
null
null
null
audio/or/indictts_or_male_train_odiamale_05688.wav
କିନ୍ତୁ ଯେତେ ଚେଷ୍ଟା କଲେ ବି ନଈର ପାଣି ଠାକୁରାଣୀ ମଣ୍ଡପକୁ ଛୁଇଁ ପାରିନଥିଲା ।
or
indictts_or_male
6.754
indictts_iitm
neutral
null
null
null
null
audio/or/indictts_or_male_train_odiamale_05689.wav
କୁସୁମ, ଏ ଗାଁ’ର ଅଧେ ଲୋକଙ୍କର ଝିଅ, ଅଧେ ଲୋକଙ୍କ ଭଉଣୀ, ପୁଣି ଅନେକ ପାଚିଲା ବୁଢ଼ାଙ୍କ ନାତୁଣୀ ।
or
indictts_or_male
9.214
indictts_iitm
neutral
null
null
null
null
audio/or/indictts_or_male_train_odiamale_05690.wav
ଗାଁ’ର ଅଧେ ଝିଅ ତା’ର ଚାନ୍ଦ ନହେଲେ ବଉଳ, ସବୁରି ଘରେ ତା’ର ଅଳି ଅରଦୋଳି ।
or
indictts_or_male
8.416
indictts_iitm
neutral
null
null
null
null
audio/or/indictts_or_male_train_odiamale_05691.wav
ଗାଁ’ରେ କାହାରି କିଛି କାମ ହେଲେ ସେ ଅଣ୍ଟାରେ ଶାଢ଼ି ଭିଡ଼ି କାମ କରିବାକୁ ବାହାରିଯାଏ, କେହି ବେମାର ପଡ଼ିଥିଲେ ସେବା କରିବାକୁ ଆଗଭର ହୁଏ ।
or
indictts_or_male
10.833
indictts_iitm
neutral
null
null
null
null
audio/or/indictts_or_male_train_odiamale_05692.wav
ଝୋଟି ଚିତା ପକେଇବାରେ ଏ ଗାଁରେ ତା’ର ସମକକ୍ଷ କେହି ନାହାନ୍ତି ।
or
indictts_or_male
5.801
indictts_iitm
neutral
null
null
null
null
audio/or/indictts_or_male_train_odiamale_05693.wav
ଶୀରିପୁର ଗାଆଁରେ ବୋଧହୁଏ ଗୋଟିଏ ହେଲେ ଘର ନାହିଁ ଯେଉଁ ଘର କାନ୍ଥରେ ବାହାଘର ବେଳେ ହେଉ କି ଦଶହରା ଉପଲକ୍ଷେ ହେଉ - କୁସୁମ ହାତର ଝୋଟି ଚିତା ଲେଖା ନ ହୋଇଛି ।
or
indictts_or_male
13.073
indictts_iitm
neutral
null
null
null
null
audio/or/indictts_or_male_train_odiamale_05694.wav
ସେଥିପାଇଁ ଏ ଗାଁଆରେ କୁସୁମକୁ କେହି ପର ବୋଲି ଭାବନ୍ତି ନାହିଁ ।
or
indictts_or_male
5.609
indictts_iitm
neutral
null
null
null
null
audio/or/indictts_or_male_train_odiamale_05695.wav
ପାଟଣାଗଡ଼ର ସାଆନ୍ତାଣୀ ସବାରି ଚଢ଼ି ବୋହୁ ଦେଖିବାକୁ ଆସି ପହଞ୍ଚିଲେ ।
or
indictts_or_male
5.856
indictts_iitm
neutral
null
null
null
null
audio/or/indictts_or_male_train_odiamale_05696.wav
ସେଦିନ ଶୀରିପୁର ଗାଁରେ କେହି ଆଶାକରି ନ ଥିଲେ ସତକୁ ସତ କୁସୁମ ଭୂତପୂର୍ବ ଜମିଦାରଙ୍କ ପୁତ୍ରବଧୁ ଭାବରେ ମନୋନୀତା ହେବ ।
or
indictts_or_male
11.13
indictts_iitm
neutral
null
null
null
null
audio/or/indictts_or_male_train_odiamale_05697.wav
ଆଗରୁ ଖବର ନାହିଁ, ହଠାତ୍ କୁସୁମକୁ ବୋହୂ କରିନେବା ପାଇଁ ପାଟଣାଗଡ଼ରୁ ସାଆନ୍ତାଣୀ ପହଞ୍ଚିବା ଦେଖି କୁସୁମବୋଉ ମଧ୍ୟ ଘାବରେଇ ଯାଇଥିଲା ।
or
indictts_or_male
10.668
indictts_iitm
neutral
null
null
null
null
audio/or/indictts_or_male_train_odiamale_05698.wav
ଏମିତି ଗରିବ ଘରୁ କୁସୁମକୁ ସେ ବୋହୂକରି ନେବେ ଏକଥା ସେ ବିଶ୍ୱାସ କରିପାରି ନ ଥିଲା ।
or
indictts_or_male
7.012
indictts_iitm
neutral
null
null
null
null
audio/or/indictts_or_male_train_odiamale_05699.wav
କିନ୍ତୁ ସାଆନ୍ତାଣୀ ଜିଦ୍ କଲେ, ଏଇ ସୁନ୍ଦରୀକୁ ବୋହୂ କରି ନେବି ଏହା ଶୁଣି ଗାଆଁରେ ସମସ୍ତେ ଖୁସି ହୋଇଯାଇଥିଲେ ।
or
indictts_or_male
8.19
indictts_iitm
neutral
null
null
null
null
audio/or/indictts_or_male_train_odiamale_05700.wav
ଯେମିତ କୁସୁମ ଲାବଣ୍ୟପ୍ରତିମା ସେମିତି ବର ମଧ୍ୟ ଦେଖିବାକୁ ଖୁବ୍ ସୁନ୍ଦର ।
or
indictts_or_male
6.721
indictts_iitm
neutral
null
null
null
null
audio/or/indictts_or_male_train_odiamale_05701.wav
ସେଥିପାଇଁ ବାହାଘର ପରେ ଝିଅ ବିଦା ବେଳେ କୁସୁମ ଛାଟିପିଟି ହୋଇ କାନ୍ଦିବା ଗାଆଁରେ ଅନେକଙ୍କ ମନକୁ ପାଇ ନଥିଲା ।
or
indictts_or_male
10.757
indictts_iitm
neutral
null
null
null
null
audio/or/indictts_or_male_train_odiamale_05702.wav
ଆଉ କିଏ ଜାଣିଥିଲା, ଝିଅଟା ସାତମାସ ପରେ ପୁଣି ଖାଲି ବେକ, ଖାଲି କାନରେ ଏକବସ୍ତ୍ର ହୋଇ ଏକାକିନୀ ପୁଣି ଶୀରିପୁର ଗାଁକୁ ଫେରି ଆସିବ ।
or
indictts_or_male
12.886
indictts_iitm
neutral
null
null
null
null
audio/or/indictts_or_male_train_odiamale_05703.wav
ତା’ ବୋଉ କାନ୍ଧରେ ମୁହଁରଖି କହିଲା, ତୁ ମୋତେ ମଝି ନଈକି ଠେଲି ଦେଇଥିଲୁ, ଭାଗ୍ୟରେ ଥିଲା ବୋଲି ପୁଣି ତୋ କୋଳକୁ ଲେଉଟି ଆସିଲି ।
or
indictts_or_male
9.787
indictts_iitm
neutral
null
null
null
null
audio/or/indictts_or_male_train_odiamale_05704.wav
ସେ ଅନେକ ଦିନ ଧରି ନୀଳଗିରି ଜମିଦାରଙ୍କ ପାଖରେ ଗୁମାସ୍ତା ଥିଲେ ।
or
indictts_or_male
5.196
indictts_iitm
neutral
null
null
null
null
audio/or/indictts_or_male_train_odiamale_05705.wav
ଜମିଦାରୀ ଉଚ୍ଛେଦ ପରେ ସେ ପାଖ ଅପର ପ୍ରାଇମେରୀ ସ୍କୁଲରେ କିଛି ଦିନ ଶିକ୍ଷକତା ମଧ୍ୟ କରିଥିଲେ ।
or
indictts_or_male
7.513
indictts_iitm
neutral
null
null
null
null
audio/or/indictts_or_male_train_odiamale_05706.wav
ସେତିକିବେଳୁ ଖବରକାଗଜ ପଢ଼ା ଅଭ୍ୟାସଟା ତାଙ୍କର ଏକ ନିଶାରେ ପରିଣତ ହୋଇଯାଇଛି ।
or
indictts_or_male
7.161
indictts_iitm
neutral
null
null
null
null
audio/or/indictts_or_male_train_odiamale_05707.wav
ତାସ୍ ଖେଳ ନିଶାଠାରୁ ତାଙ୍କର ଏହି ଖବରକାଗଜ ପଢ଼ା ନିଶା ବେଶି ।
or
indictts_or_male
5.659
indictts_iitm
neutral
null
null
null
null
audio/or/indictts_or_male_train_odiamale_05708.wav
ଅଗତ୍ୟା ଖବରକାଗଜ ପଢ଼ାର ଝୁଙ୍କ ନଥିଲେ ବି ପଧାନେ, ରଘୁବାବୁ ଆଉ ଶ୍ୟାମ ମହାନ୍ତି ତାଙ୍କ ପିଛା ଧରନ୍ତି ।
or
indictts_or_male
8.652
indictts_iitm
neutral
null
null
null
null
audio/or/indictts_or_male_train_odiamale_05709.wav
ତାଙ୍କ କଥା ଶୁଣି ଶୁକୁଟା ମୁହଁ ଟେକି ତାଙ୍କ ଆଡ଼କୁ ଅପ୍ରସନ୍ନ ଦୃଷ୍ଟିରେ ଚାହିଁଲା ଏବଂ ରୁଢ଼ କଣ୍ଠରେ କହିଲା - ଦାଦା ! ସାବଧାନରେ କାଗଜଟା ପଢ଼ି ପୁଣି ସେ କାଗଜ ଖୋଳ ଭିତରେ ରଖିବେ ।
or
indictts_or_male
15.125
indictts_iitm
neutral
null
null
null
null
audio/or/indictts_or_male_train_odiamale_05710.wav
କାଲି କାଗଜ କାଢ଼ିଲାବେଳେ ଖୋଳଟା ଚିରିଦେଲେ ଯେ ସରପଞ୍ଚ ବାବୁ ମୋ ନାମରେ ରିପୋର୍ଟ କରିବେ ବୋଲି ଧମକାଇଛନ୍ତି ।
or
indictts_or_male
8.366
indictts_iitm
neutral
null
null
null
null
audio/or/indictts_or_male_train_odiamale_05711.wav
କାଗଜ ତାଙ୍କର ନୁହେଁ, ଆର ଗାଆଁର ସରପଞ୍ଚ କୃଷ୍ଣବାବୁଙ୍କର ।
or
indictts_or_male
5.648
indictts_iitm
neutral
null
null
null
null
audio/or/indictts_or_male_train_odiamale_05712.wav
ପୋଷ୍ଟମ୍ୟାନ୍ ଡେଲିଭରି ଦେବା ଆଗରୁ ସେ ଏଇ ଡାକଘରେ ଖୋଳ ଭିତରୁ ଖବରକାଗଜ ବାହାର କରି ପଢ଼ିନିଅନ୍ତି ।
or
indictts_or_male
8.141
indictts_iitm
neutral
null
null
null
null
audio/or/indictts_or_male_train_odiamale_05713.wav
ତାଙ୍କର ଅନ୍ୟ ତିନି ସାଙ୍ଗଙ୍କୁ କିଛି କିଛି ଖବର ମଧ୍ୟ ସେ ପଢ଼ି ଶୁଣାଇ ଦିଅନ୍ତି ।
or
indictts_or_male
6.891
indictts_iitm
neutral
null
null
null
null
audio/or/indictts_or_male_train_odiamale_05714.wav
ଏଭଳି କାମ ବେଆଇନ୍ ହେଲେ ମଧ୍ୟ ପୋଷ୍ଟମାଷ୍ଟର ସାଧୁବାବୁ ପ୍ରତିବାଦ କରିପାରନ୍ତି ନାହିଁ ।
or
indictts_or_male
7.453
indictts_iitm
neutral
null
null
null
null
audio/or/indictts_or_male_train_odiamale_05716.wav
ଏ ଗାଆଁରେ ଏହି ଅସ୍ଥାୟୀ ଡାକଘରଟି ସ୍ଥାପନ କରିବାରେ ତାଙ୍କ ଶ୍ରମ ଓ ସାଧନା କିଛି କମ୍ ନୁହେଁ ।
or
indictts_or_male
8.245
indictts_iitm
neutral
null
null
null
null
audio/or/indictts_or_male_train_odiamale_05717.wav
କିନ୍ତୁ ଗୁନାବାବୁ କଥାଟାକୁ ଯେପରି ଭାବରେ ଆଜି ରୋକ୍ ଠୋକ୍ ଶୁଣାଇ ଦେଲେ ସେଥିରେ ମନେ ମନେ ସେ ଖୁବ୍ ଉଲ୍ଲସିତ ହେଲେ ।
or
indictts_or_male
9.924
indictts_iitm
neutral
null
null
null
null
audio/or/indictts_or_male_train_odiamale_05718.wav
ଏଇ କଥା କହିବେ କହିବେ ବୋଲି ଅନେକ ଥର ମନରେ ଭାବିଥିଲେ ବି ମୁହଁ ଖୋଲି ସେ କେବେ କହିପାରି ନାହାନ୍ତି ।
or
indictts_or_male
8.345
indictts_iitm
neutral
null
null
null
null
audio/or/indictts_or_male_train_odiamale_05719.wav
ତାଙ୍କରି ମନକଥା ପୋଷ୍ଟମ୍ୟାନ୍ ଗୁନାବାବୁ କହିଦେଲେ ।
or
indictts_or_male
4.442
indictts_iitm
neutral
null
null
null
null
audio/or/indictts_or_male_train_odiamale_05720.wav
କିନ୍ତୁ କାହିଁ ? ବର୍ଷ ପୂରିବାକୁ ବସିଲା, ସେ ଶାଶୁଘରକୁ ଯିବା କଥା ତୁଣ୍ଡରେ ସୁଦ୍ଧା ଧରୁନାଇଁ ।
or
indictts_or_male
7.293
indictts_iitm
neutral
null
null
null
null
audio/or/indictts_or_male_train_odiamale_05721.wav
ଶାଶୁଘରୁ କିଛି ଖବର ଅନ୍ତର ନାହିଁ, ଜ୍ୱାଇଁଙ୍କର ମଧ୍ୟ ଚିଠିପତ୍ର ନାହିଁ ।
or
indictts_or_male
6.104
indictts_iitm
neutral
null
null
null
null
audio/or/indictts_or_male_train_odiamale_05722.wav
କୁସୁମ ବୋଉ କେବଳ ଭାବନାର ଜଳରେ ଉବେଇ ଟୁବେଇ ହେଉଛି ।
or
indictts_or_male
4.822
indictts_iitm
neutral
null
null
null
null
audio/or/indictts_or_male_train_odiamale_05723.wav
ସେ ଆଉ କେତେଦିନ ? ତା’ର ବୟସ ତ’ ଆଉ କମିଯାଉନି ।
or
indictts_or_male
4.227
indictts_iitm
neutral
null
null
null
null
audio/or/indictts_or_male_train_odiamale_05724.wav
ବାପର ଖବର ଅନ୍ତର କିଛି ନାହିଁ, ସେ ଏକୁଟିଆ ମାଇପି ଲୋକ ।
or
indictts_or_male
4.992
indictts_iitm
neutral
null
null
null
null
audio/or/indictts_or_male_train_odiamale_05725.wav
ବାଛୁରୀ ମଲାଦିନୁ ଗାଈ ଟୋପାଏ ହେଲେ କ୍ଷୀର ଦେଉନି ।
or
indictts_or_male
4.365
indictts_iitm
neutral
null
null
null
null
audio/or/indictts_or_male_train_odiamale_05726.wav
ଦୁଇଟା ପେଟ ପୋଷି ହେବ କେମିତି ? କୁସୁମର ଠୋସ୍ କଥା ଆଉ ଭାଉଜର ଶୁଖିଲା ମୁହଁ ଦେଖି ଘନ ଦୋଦୋପାଞ୍ଚ ହେଲା ।
or
indictts_or_male
9.873
indictts_iitm
neutral
null
null
null
null
audio/or/indictts_or_male_train_odiamale_05727.wav
ସେ ନିଜ ବିପଦରେ ଭାଉଜ ପାଖକୁ ଆସିଛି ସାହାଯ୍ୟ ପାଇଁ, ଅକାରଣରେ ତା’ ଘର କଥାରେ ମୁଣ୍ଡ ପୂରାଇ ତା’ର ଲାଭ କ’ଣ ?
or
indictts_or_male
9.605
indictts_iitm
neutral
null
null
null
null
audio/or/indictts_or_male_train_odiamale_05728.wav
କଥାଟାକୁ ଅଳ୍ପରେ ତୁଟାଇ ଦେବା ପାଇଁ ସେ କହିଲା, ସେ କଥା ଭାବି କିଛି ଲାଭ ନାହିଁ ଭାଉଜ, ଯେତେ ହେଲେ ଆମେ ଝିଅପକ୍ଷ ।
or
indictts_or_male
9.655
indictts_iitm
neutral
null
null
null
null
audio/or/indictts_or_male_train_odiamale_05729.wav
ଜ୍ୱାଇଁଘର ତରଫରୁ ଯଦି କେହି କିଛି ତେଢ଼ାତେଢ଼ି କରି କହିଥାଏ ଆଉ ସେଇଥିପାଇଁ ଝିଅ ବାପଘରକୁ ଚାଲି ଆସିଥାଏ, ତେବେ ଆମେ ନିଜେ ସେ କଥା ସମାଧାନ କରିଦେବା ଭଲ ।
or
indictts_or_male
14.598
indictts_iitm
neutral
null
null
null
null
audio/or/indictts_or_male_train_odiamale_05730.wav
କୁସୁମ ଯେତେଦିନ ଆମ ଘର ଝିଅ ହୋଇଥିଲା, ଶାଗ ପଖାଳ ଖାଉଥିଲା; ତାଙ୍କ ଘର ହାଣ୍ଡିରେ ଚାଉଳ ପକାଇଲା ଦିନୁ ସେ ତାଙ୍କର ବୋହୂ ।
or
indictts_or_male
10.354
indictts_iitm
neutral
null
null
null
null
audio/or/indictts_or_male_train_odiamale_05731.wav
ଆମେ ତାକୁ ଏଠାରେ ଏମିତି ବେଶିଦିନ ଅଟକାଇ ରଖିବା ଭଲ ନୁହେଁ, ଲୋକେ ବାର ପ୍ରକାର କଥା କହିବେ ।
or
indictts_or_male
8.273
indictts_iitm
neutral
null
null
null
null
audio/or/indictts_or_male_train_odiamale_05732.wav
ତମେ ପାଟଣାଗଡ଼କୁ ଲୋକ ପଠାଇ ଅସଲ କଥା କଅଣ ବୁଝ ।
or
indictts_or_male
5.333
indictts_iitm
neutral
null
null
null
null
audio/or/indictts_or_male_train_odiamale_05733.wav
କୁସୁମବୋଉର ଆଖି ଛଳଛଳ ହୋଇ ଆସିଲା ।
or
indictts_or_male
3.506
indictts_iitm
neutral
null
null
null
null
audio/or/indictts_or_male_train_odiamale_05734.wav
ସେ ନିଜ ପାଦ ନଖକୁ ଚାହିଁ କହିଲା, ସମୁଦୁଣୀ ଘରକୁ ପଠାଇବାକୁ ମୋର ଆଉ କିଏ ଲୋକ ଅଛି ! ବାହାର ଲୋକଙ୍କୁ ପଠାଇଲେ ସେମାନେ ଭୁଲ ବୁଝିବେ ।
or
indictts_or_male
11.367
indictts_iitm
neutral
null
null
null
null
audio/or/indictts_or_male_train_odiamale_05735.wav
ଘର କଥା ପଦାରେ ପଡ଼ିବ, ସେଇ ଡରରେ ମୁଁ କାହାକୁ ପଠାଇ ପାରୁନି ।
or
indictts_or_male
5.664
indictts_iitm
neutral
null
null
null
null
audio/or/indictts_or_male_train_odiamale_05736.wav
ତମେ ତ ଆମର ଆପଣା ଲୋକ, ଯଦି ଟିକିଏ କୁସୁମ ଶାଶୁଘରକୁ ଯାଆନ୍ତ ।
or
indictts_or_male
5.625
indictts_iitm
neutral
null
null
null
null
audio/or/indictts_or_male_train_odiamale_05737.wav
ବୁଢ଼ୀ ପଙ୍କଜକୁ ଖୁଞ୍ଚା ଦେଲା, ଅଣ୍ଡିରି ପୁଅ ହୋଇ ମାଇପ ରୋଜଗାରରେ ଚଳୁଛୁ; ଲାଜ ମାଡୁନି ?
or
indictts_or_male
8.175
indictts_iitm
neutral
null
null
null
null
audio/or/indictts_or_male_train_odiamale_05738.wav
ଗୋଟାଏ ଗୋଡ଼ ଛୋଟା ବୋଲି ହାତ ଦିଇଟା କଅଣ ତୋର ଖଣ୍ଡିଆ ! ଘରେ ବସି ଖାଉଛୁ, କାଲି ହାଣ୍ଡିରୁ ପଖାଳ ଖାଇଦେଲୁ ବୋହୂଟା ପାଇଁ ଦିଇଟା ଭାତ ବି ରଖିଲୁ ନାଇଁ ।
or
indictts_or_male
11.488
indictts_iitm
neutral
null
null
null
null
audio/or/indictts_or_male_train_odiamale_05739.wav
ଓଲଟି ସେ ମତେ କହୁଛି ହାଣ୍ଡିଖାଈ ଏହା ଶୁଣି ପଙ୍କଜର ମୁହଁ ଶୁଖିଗଲା ।
or
indictts_or_male
6.859
indictts_iitm
neutral
null
null
null
null
audio/or/indictts_or_male_train_odiamale_05741.wav
ବହୁ ପାଇଁ ଯେଉଁ ପଖାଳ ଥିଲା, ପଙ୍କଜ ସେଥିରେ ଲୁଣ ମରିଚ ଲଗାଇ ଖାଇ ଦେଇ ଗାଁ’କୁ ବାହାରିଗଲା ।
or
indictts_or_male
7.549
indictts_iitm
neutral
null
null
null
null
audio/or/indictts_or_male_train_odiamale_05742.wav
ବୁଢ଼ୀଟା ହେଁସ ଘୋଡ଼ି ହୋଇ ଶୋଇଥିଲା ।
or
indictts_or_male
3.538
indictts_iitm
neutral
null
null
null
null
audio/or/indictts_or_male_train_odiamale_05743.wav
ବୁଢ଼ୀର ଆଖିକୁ ଦେଖାଯାଏ ନାହିଁ, ତା’ର ଧାରଣା ଥିଲା, ବୁଢ଼ୀ ଦେଖି ନାଇଁ ।
or
indictts_or_male
5.646
indictts_iitm
neutral
null
null
null
null
audio/or/indictts_or_male_train_odiamale_05744.wav
ସେ ଘରକୁ ଫେରି ଶୁଣିଲା - ବୁଢ଼ୀ ହାଣ୍ଡିରୁ ପଖାଳ ଆଣି ଖାଇ ଦେଇଛି ବୋଲି ହୀରା ତାକୁ ଖୁବ୍ ଗାଳି ଦେଉଛି, ବୁଢ଼ୀ କିଛି କହୁନାଇଁ, ଖାଲି ଗୁଁଗୁଁ ହେଉଛି ।
or
indictts_or_male
11.902
indictts_iitm
neutral
null
null
null
null
audio/or/indictts_or_male_train_odiamale_05745.wav
ପଙ୍କଜ ନିଜକୁ ସାଧୁ ସନ୍ଥଭଳି ଭାବି ସ୍ତ୍ରୀକୁ କହିଲା, ସେ ବୁଢ଼ୀ ଲୋକ ! ଭୋକ ସମ୍ଭାଳି ପାରିବ ?
or
indictts_or_male
7.985
indictts_iitm
neutral
null
null
null
null
audio/or/indictts_or_male_train_odiamale_05746.wav
ବୁଢ଼ୀ ଶୀରିପୁର ଗାଁରେ ସବୁଠାରୁ ବେଶୀ ବୟସର ମଣିଷ ।
or
indictts_or_male
5.273
indictts_iitm
neutral
null
null
null
null
audio/or/indictts_or_male_train_odiamale_05747.wav
ତା’କୁ ବାଧିକି ପଡ଼ିଛି ତେଣୁ ସେ ଭଲମନ୍ଦ ଖାଇବାକୁ ଖୋଜୁଛି ।
or
indictts_or_male
5.745
indictts_iitm
neutral
null
null
null
null
audio/or/indictts_or_male_train_odiamale_05748.wav
ତା’କୁ ଶୀରିପୁର ଗାଁର ସାଆନ୍ତ ସାହିଠାରୁ ଭଣ୍ଡାରୀ ସାଇ ଯାଏ ସମସ୍ତେ ଭଲ ତରକାରି ପତ୍ର କରିଥିଲେ ଦିଅନ୍ତି ।
or
indictts_or_male
9.025
indictts_iitm
neutral
null
null
null
null
audio/or/indictts_or_male_train_odiamale_05749.wav
ସେଥିପାଇଁ ବନଦୁର୍ଗା ମନ୍ଦିର ପାଖରେ ଗୋଟିଏ ଘଟି ରଖିଛି ପଙ୍କଜ ଭୋଇ, ସେଇ ଘଟିରେ ତରକାରି ଆଣେ ।
or
indictts_or_male
8.741
indictts_iitm
neutral
null
null
null
null