file_name
stringlengths
36
59
text
stringlengths
9
449
lang
stringclasses
12 values
speaker_id
stringclasses
26 values
duration
float64
1.5
29.8
source
stringclasses
2 values
emotion
stringclasses
1 value
domain
float64
snr_db
float64
22.5
60
⌀
silence_ratio
float64
0.1
0.35
⌀
clipping_ratio
float64
0
0
⌀
audio/or/indictts_or_male_train_odiamale_05953.wav
ବିହାରର ଅପ୍ରତିଦ୍ୱନ୍ଦୀ ନେତା ଡକ୍ଟର ରାଜେନ୍ଦ୍ର ପ୍ରାସାଦ ଅନେକ ସମୟରେ ଏହି ଆଶ୍ରମରେ ରହୁଥିଲେ ଓ ଖଦୀ ବିକ୍ରୟ କରୁଥିଲେ ।
or
indictts_or_male
10.058
indictts_iitm
neutral
null
null
null
null
audio/or/indictts_or_male_train_odiamale_05954.wav
ଥରେ ମୁଁ ଏହି ସଦାକତ୍ ଆଶ୍ରମରୁ ଖଣ୍ଡିଏ ଖଦୀ ଲୁଗା ଖରିଦ କରିଥିଲି ।
or
indictts_or_male
6.25
indictts_iitm
neutral
null
null
null
null
audio/or/indictts_or_male_train_odiamale_05955.wav
ସେ ଭାରତର ରାଷ୍ଟ୍ରପତି ହେବାପରେ ଉତ୍କଳ ବିଶ୍ୱବିଦ୍ୟାଳୟ ଭବନର ଶିଳାନ୍ୟାସ କରିବା ପାଇଁ ଭୁବନେଶ୍ୱର ଆସିଥିଲେ ।
or
indictts_or_male
8.434
indictts_iitm
neutral
null
null
null
null
audio/or/indictts_or_male_train_odiamale_05956.wav
ମୋର ପାଟନା ଅବସ୍ଥାନ କାଳରେ କହ୍ନେଇଲାଲ ଶର୍ମା ନାମକ ଜଣେ ଲୋକ ବକ୍ତୃତା ଦେଇଥିଲେ ।
or
indictts_or_male
7.124
indictts_iitm
neutral
null
null
null
null
audio/or/indictts_or_male_train_odiamale_05957.wav
ତାଙ୍କର ଦୁଇଖଣ୍ଡ ବହି ମୁଁ ପଢ଼ିବାକୁ ଯାଇଥିଲି ।
or
indictts_or_male
3.9
indictts_iitm
neutral
null
null
null
null
audio/or/indictts_or_male_train_odiamale_05958.wav
ଥରେ ପାଟନା ନୂଆ କଲେଜରେ ଆନିବେସାନ୍ତ ବତ୍କୃତା ଦେଇଥିଲେ ।
or
indictts_or_male
5.494
indictts_iitm
neutral
null
null
null
null
audio/or/indictts_or_male_train_odiamale_05959.wav
ସଭାରେ ଅନେକ ଇଂରେଜ ପୁରୁଷ ଓ ମହିଳା ଥିଲେ ।
or
indictts_or_male
4.308
indictts_iitm
neutral
null
null
null
null
audio/or/indictts_or_male_train_odiamale_05960.wav
ଆନିବେସାନ୍ତ ଓଜସ୍ୱିନୀ ଭାଷାରେ ଇଂରେଜମାନଙ୍କର ଅତ୍ୟାଚାର ବର୍ଣ୍ଣନା କରିଗଲେ ଓ ଅନେକ ସାହେବ ସଭା ଛାଡ଼ି ପଳାଇଥିଲେ ।
or
indictts_or_male
9.143
indictts_iitm
neutral
null
null
null
null
audio/or/indictts_or_male_train_odiamale_05961.wav
ଏପରି ବିଶୁଦ୍ଧ ଇଂରେଜ ଭାଷାରେ ଚିନ୍ତାପୂର୍ଣ୍ଣ ବକ୍ତୃତା ଅନ୍ୟ କାହାରିଠାରୁ ଶୁଣିବା ମୋ ଭାଗ୍ୟରେ ଅନ୍ତତଃ ଘଟି ନାହିଁ ।
or
indictts_or_male
9.148
indictts_iitm
neutral
null
null
null
null
audio/or/indictts_or_male_train_odiamale_05962.wav
ପୁରୀ ଜିଲ୍ଲା ସ୍କୁଲରେ ପଢ଼ିବା ବେଳର ଗୋଟିଏ କଥା ମନେ ପଡ଼ୁଛି ।
or
indictts_or_male
4.473
indictts_iitm
neutral
null
null
null
null
audio/or/indictts_or_male_train_odiamale_05963.wav
ସାର୍ ଆଶୁତୋଷ ମୁଖାର୍ଜି ଥିଲେ କଲିକତା ବିଶ୍ୱବିଦ୍ୟାଳୟର କୁଳପତି ।
or
indictts_or_male
5.53
indictts_iitm
neutral
null
null
null
null
audio/or/indictts_or_male_train_odiamale_05964.wav
ବଙ୍ଗଳାର ଲାଟ୍ ସାହେବଙ୍କ ସହିତ ତାଙ୍କର ମତଭେଦ ଘଟିଥିଲା ଓ ସେ ସମୟରେ ଏହି ମତଭେଦ ଖବରକାଗଜମାନଙ୍କରେ ବିଶେଷ ଭାବରେ ଆଲୋଚିତ ହେଉଥିଲା ।
or
indictts_or_male
12.041
indictts_iitm
neutral
null
null
null
null
audio/or/indictts_or_male_train_odiamale_05965.wav
କଲିକତା’ର ଗୋଟିଏ ପତ୍ରିକାର ପୁରା ପୃଷ୍ଠାରେ ସାର୍ ଆଶୁତୋଷଙ୍କର ଗୋଟିଏ ଛବି ବାହାରିଥିଲା ।
or
indictts_or_male
7.023
indictts_iitm
neutral
null
null
null
null
audio/or/indictts_or_male_train_odiamale_05966.wav
ସ୍କୁଲର ଘର ଛପର କରିବା, ରାସ୍ତା ତିଆରି କରିବା ପ୍ରଭୃତି କେତେକ କାମ ଗ୍ରାମବାସୀଙ୍କ ଦ୍ୱାରା କରାଯାଉଥିଲା ।
or
indictts_or_male
8.582
indictts_iitm
neutral
null
null
null
null
audio/or/indictts_or_male_train_odiamale_05967.wav
ଅଫିସରମାନେ ଗସ୍ତରେ ଗଲେ ସେମାନଙ୍କର ଖାଦ୍ୟପେୟ ଯୋଗାଇଦେବା ଦାୟିତ୍ୱ ଗ୍ରାମବାସୀଙ୍କ ଉପରେ ନ୍ୟସ୍ତ ଥିଲା ।
or
indictts_or_male
8.316
indictts_iitm
neutral
null
null
null
null
audio/or/indictts_or_male_train_odiamale_05968.wav
ପୁଣି ବାଘଭୟ ଥିବା ଅଞ୍ଚଳରେ ଗସ୍ତ କର୍ମଚାରୀଙ୍କୁ ଜଗୁଆଳି ଯୋଗାଇବା ମଧ୍ୟ ସେମାନଙ୍କର କାମ ଥିଲା ।
or
indictts_or_male
8.145
indictts_iitm
neutral
null
null
null
null
audio/or/indictts_or_male_train_odiamale_05969.wav
ଖାଦ୍ୟପେୟର ମୂଲ୍ୟ ଅଫିସରଙ୍କ ଦ୍ଵାରା ଦେବାର ନିୟମ ଥିଲା, କିନ୍ତୁ ସାଧାରଣତଃ ତାହା ପ୍ରାୟ କେହି ଦେଉ ନଥିଲେ, ଏହି କାରଣରୁ ଏହା ବେଠି ଭାବରେ ବିବେଚିତ ହେଉଥିଲା।
or
indictts_or_male
13.322
indictts_iitm
neutral
null
null
null
null
audio/or/indictts_or_male_train_odiamale_05970.wav
ପିଲାକୁ ସ୍କୁଲକୁ ପଠାଇବା ଏକପ୍ରକାର ବେଠି ବୋଲି ଲୋକେ ମନେ କରୁଥିଲେ ।
or
indictts_or_male
5.742
indictts_iitm
neutral
null
null
null
null
audio/or/indictts_or_male_train_odiamale_05971.wav
ତେଣୁ ପ୍ରାଥମିକ ବିଦ୍ୟାଳୟରେ ବାଧ୍ୟତାମୂଳକ ଭାବରେ ପିଲାଙ୍କୁ ଉପସ୍ଥିତ ହେବାକୁ ପଡ଼ୁଥିଲେ ସୁଦ୍ଧା ଖୁବ୍ ଅଳ୍ପ ପିଲା ପାଠ ପଢ଼ାରେ ଆଗ୍ରହୀ ଥିଲେ ।
or
indictts_or_male
11.256
indictts_iitm
neutral
null
null
null
null
audio/or/indictts_or_male_train_odiamale_05972.wav
ବାପ ମାଆଙ୍କର ଇଚ୍ଛା ଥିଲା ସେ କିପରି ତିନି ଚାରିବର୍ଷ ସ୍କୁଲରେ କଟାଇ ଦେଲେ ମୁକ୍ତି ପାଇବ ଓ ଘରେ ରହି ଗୋରୁ ଜଗିବ, ବଣରୁ କାଠ ବା ଫଳମୂଳ ଆଣିବ ଓ ପରିବାର ପୋଷଣରେ ସାହାଯ୍ୟ କରିବ ।
or
indictts_or_male
15.117
indictts_iitm
neutral
null
null
null
null
audio/or/indictts_or_male_train_odiamale_05973.wav
ଯଥା ତଥା ସ୍କୁଲ ଚାଲୁଥିବା ସମୟରେ ସେହି ସ୍କୁଲରେ ନବମ ଶ୍ରେଣୀ ଖୋଲିଲା ।
or
indictts_or_male
6.061
indictts_iitm
neutral
null
null
null
null
audio/or/indictts_or_male_train_odiamale_05974.wav
ଇତି ମଧ୍ୟରେ ମୁଁ କଥା ପ୍ରସଙ୍ଗରେ ରାଜା ସାହେବଙ୍କୁ ଜଣାଇଲି ଯେ ହାଇସ୍କୁଲକୁ ଉନ୍ନତ କରିବାକୁ ହେଲେ ରାଜ୍ୟରେ କେତୋଟି ମାଇନର ସ୍କୁଲ ଖୋଲିବା ଆବଶ୍ୟକ ।
or
indictts_or_male
12.153
indictts_iitm
neutral
null
null
null
null
audio/or/indictts_or_male_train_odiamale_05975.wav
ରାଜା ସାହେବଙ୍କର ମନ ହେଲା ରାଜ୍ୟରେ ଶିକ୍ଷାର ବିସ୍ତାର ଆବଶ୍ୟକ ଏହି ପ୍ରସଙ୍ଗ ନେଇ ଦେବାନଙ୍କ ସହିତ ଆଲୋଚନା ହେଲା ।
or
indictts_or_male
9.497
indictts_iitm
neutral
null
null
null
null
audio/or/indictts_or_male_train_odiamale_05976.wav
ରାଜା ଓ ଦେବାନ ଦୁହେଁ ସ୍ଥିର କଲେ, ଜଣେ ଏଜୁକେଶନ ଅଫିସର ରଖି ତାଙ୍କ ଉପରେ ଶିକ୍ଷା ବିଭାଗର ଦାୟିତ୍ୱ ଛାଡ଼ି ଦିଆଯିବ ।
or
indictts_or_male
9.656
indictts_iitm
neutral
null
null
null
null
audio/or/indictts_or_male_train_odiamale_05977.wav
ଏ ସମ୍ପର୍କରେ ଉକ୍ତ ପଦ ପାଇଁ ମୋ ନାମ ପ୍ରସ୍ତାବିତ ହେଲା ।
or
indictts_or_male
4.827
indictts_iitm
neutral
null
null
null
null
audio/or/indictts_or_male_train_odiamale_05978.wav
ଦିନେ ଦେବାନ ସାହେବ ମୋତେ କହିଲେ - ରାଜା ସାହେବଙ୍କର ଇଚ୍ଛା, ସେ ତୁମକୁ ଏଜୁକେଶନ ଅଫିସର କରିବେ ।
or
indictts_or_male
8.765
indictts_iitm
neutral
null
null
null
null
audio/or/indictts_or_male_train_odiamale_05979.wav
ମୁଁ କହିଲି, ମୁଁ ସେ ପଦର ଆକାଂକ୍ଷୀ ନୁହେଁ, ହେଡ୍‌ମାଷ୍ଟର ଭାବରେ ମୁଁ ବେଶ୍ ସୁଖ ଶାନ୍ତିରେ ଅଛି ।
or
indictts_or_male
7.891
indictts_iitm
neutral
null
null
null
null
audio/or/indictts_or_male_train_odiamale_05980.wav
ସତକୁ ସତ ମୋତେ ଏଜୁକେଶନ ଅଫିସର ରୂପେ ନିଯୁକ୍ତି ଦିଆଗଲା ।
or
indictts_or_male
5.447
indictts_iitm
neutral
null
null
null
null
audio/or/indictts_or_male_train_odiamale_05981.wav
ମୋର ମାସିକ ବେତନ ହେଲା ଦୁଇ ଶହ ଟଙ୍କା ଓ ମାସିକ ଗସ୍ତ ଖର୍ଚ୍ଚ କୋଡ଼ିଏ ଟଙ୍କା ।
or
indictts_or_male
6.504
indictts_iitm
neutral
null
null
null
null
audio/or/indictts_or_male_train_odiamale_05982.wav
ହାଇସ୍କୁଲର ହେଡମାଷ୍ଟର ପଦ ପାଇଁ ବିଜ୍ଞାପନ ଦିଆଗଲା, ସେହି ପଦରେ ଶ୍ରୀ ମାଧବ ଚୌଧୁରୀ ନିଯୁକ୍ତ ହେଲେ ।
or
indictts_or_male
8.729
indictts_iitm
neutral
null
null
null
null
audio/or/indictts_or_male_train_odiamale_05983.wav
ଉତ୍କଳ ସାହିତ୍ୟ ପତ୍ରିକାରେ ଶ୍ରୀ ଗୋପାଳଚନ୍ଦ୍ର ପ୍ରହରାଜ ସ୍ୱପ୍ନରେ ରାଜଯୋଗ ନାମକ ଶୀର୍ଷକରେ କେତୋଟି ପ୍ରବନ୍ଧ ଲେଖିଥିଲେ ।
or
indictts_or_male
9.343
indictts_iitm
neutral
null
null
null
null
audio/or/indictts_or_male_train_odiamale_05984.wav
ସେଥିରେ ଗଡ଼ଜାତ ରାଜାମାନଙ୍କୁ ସ୍ୱେଚ୍ଛାଚାରୀ, ଅତ୍ୟାଚାରୀ ଏକଛତ୍ର ଶାସକରୂପେ ଚିତ୍ରଣ କରିଥିଲେ, କିନ୍ତୁ ମୁଁ ବଉଦରେ ଦେଖିଲି ସବୁ ଶୃଙ୍ଖଳାବଦ୍ଧ, ଆଇନ ଦ୍ୱାରା ପରିଚାଳିତ ।
or
indictts_or_male
14.892
indictts_iitm
neutral
null
null
null
null
audio/or/indictts_or_male_train_odiamale_05985.wav
ରାଜାଙ୍କର ବ୍ୟବହାର ଭଦ୍ରୋଚିତ, ସେଥିରେ ଯେ କିଛି ବ୍ୟଭିଚାର ବା ବେଆଇନ କାର୍ଯ୍ୟ ଚାଲୁଥିବ ତାହା ମୁଁ ତାହା କଳ୍ପନା କରିନଥିଲି ।
or
indictts_or_male
9.993
indictts_iitm
neutral
null
null
null
null
audio/or/indictts_or_male_train_odiamale_05986.wav
କ୍ରମେ ମୁଁ ଅନୁଭବ କଲି, ରାଜାଙ୍କର ବହୁ ସଦଗୁଣ ଥିଲେ ହେଁ ସେ ନିରପେକ୍ଷ ନଥିଲେ ।
or
indictts_or_male
6.923
indictts_iitm
neutral
null
null
null
null
audio/or/indictts_or_male_train_odiamale_05987.wav
ରାଜ୍ୟର ଲୋକମାନେ କଟକରୁ ଯାଇଥିବା ଅଫିସରମାନଙ୍କୁ ବାହାରେ ଭୟଭକ୍ତି କରୁଥିଲେ ହେଁ ସେମାନଙ୍କୁ ପ୍ରକୃତରେ ଘୃଣା କରୁଥିଲେ ।
or
indictts_or_male
10.365
indictts_iitm
neutral
null
null
null
null
audio/or/indictts_or_male_train_odiamale_05988.wav
ତାହାର କାରଣ ହେଲା - ସେମାନଙ୍କର ଧାରଣା, ଏମାନେ ଆମ ରାଜ୍ୟର ସବୁ ଟଙ୍କା ନେଇ ଯାଉଛନ୍ତି ।
or
indictts_or_male
7.442
indictts_iitm
neutral
null
null
null
null
audio/or/indictts_or_male_train_odiamale_05989.wav
ବାସ୍ତବରେ ଅଳ୍ପ କେତୋଟି କିରାନୀ, ମାଷ୍ଟର, ପିଅନ ପ୍ରଭୃତି ଛୋଟ ଚାକିରିଆଙ୍କୁ ଛାଡିଦେଲେ ସବୁ ବିଭାଗର ଉଚ୍ଚ କର୍ମଚାରୀ ଥିଲେ କଟକିଆ ଅର୍ଥାତ ରାଜ୍ୟ ବାହାରର ଲୋକ ।
or
indictts_or_male
13.948
indictts_iitm
neutral
null
null
null
null
audio/or/indictts_or_male_train_odiamale_05990.wav
କର୍ମଚାରୀଙ୍କ ଦୋଷକୁ ରାଜାସାହେବ ଆଖିବୁଜି ଦେଉଥିଲେ, କିନ୍ତୁ କଟକିଆଙ୍କ ଉପରେ ତୀକ୍ଷ୍ଣ ଦୃଷ୍ଟି ଥିଲା ।
or
indictts_or_male
8.222
indictts_iitm
neutral
null
null
null
null
audio/or/indictts_or_male_train_odiamale_05991.wav
ଥରେ ଜଣେ ସେଟଲମେଣ୍ଟ କର୍ମଚାରୀଙ୍କ ବିରୋଧରେ ରାଜା ସାହେବଙ୍କ ପାଖେ ନାନା ଆପତ୍ତି ହେଲା ।
or
indictts_or_male
6.698
indictts_iitm
neutral
null
null
null
null
audio/or/indictts_or_male_train_odiamale_05992.wav
ରାଘବାନନ୍ଦ ବାବୁ ଏଥିରେ ସୂଚନା ପାଇ ଉକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ପୂର୍ବରୁ ତାଙ୍କୁ ରାଜ୍ୟରୁ ଚାଲିଯିବା ପାଇଁ ସୁବିଧା ଦେଇଥିଲେ ।
or
indictts_or_male
11.073
indictts_iitm
neutral
null
null
null
null
audio/or/indictts_or_male_train_odiamale_05993.wav
ସେହିପରି ବାଲେଶ୍ୱରର ଜଣେ ଲୋକ ବି.ଏ. ପରୀକ୍ଷା ଦେଇଛନ୍ତି ବୋଲି ଦରଖାସ୍ତ କରି ଗୋଟିଏ ମାଇନର ସ୍କୁଲରେ ସେକେଣ୍ଡ ମାଷ୍ଟର ରୂପେ ନିଯୁକ୍ତ ହୋଇଥିଲେ ।
or
indictts_or_male
11.958
indictts_iitm
neutral
null
null
null
null
audio/or/indictts_or_male_train_odiamale_05994.wav
ପ୍ରକୃତରେ ସେ ଆଇ.ଏ. ସୁଦ୍ଧା ପାଶ୍ କରିଥିଲେ କି ନା ସନ୍ଦେହ ଥିଲା ।
or
indictts_or_male
5.416
indictts_iitm
neutral
null
null
null
null
audio/or/indictts_or_male_train_odiamale_05995.wav
ପରେ ଦେବାନ ଓ ମୁଁ ତାଙ୍କର ଏହି ମିଥ୍ୟା ଯୋଗ୍ୟତା ବିଷୟ ଜାଣିପାରିଥିଲୁ ।
or
indictts_or_male
6.345
indictts_iitm
neutral
null
null
null
null
audio/or/indictts_or_male_train_odiamale_05996.wav
ବାସ୍ତବରେ ତାଙ୍କର ଏହି ଅପରାଧ ଜଣା ପଡ଼ିଥିଲେ ହୁଏତ ତାଙ୍କୁ ଜେଲଦଣ୍ଡ ଭୋଗିବାକୁ ପଡ଼ିଥାନ୍ତା ।
or
indictts_or_male
7.51
indictts_iitm
neutral
null
null
null
null
audio/or/indictts_or_male_train_odiamale_05997.wav
ଷ୍ଟେଟ୍‌ରୁ ବାହାରି ଚାଲିଗଲେ ପ୍ରତ୍ୟର୍ପଣ ୱାରେଣ୍ଟ ବଳରେ କଟକରୁ ଆଣି ବିଚାର କରି ଦଣ୍ଡ ଦେବା ସହଜ କଥା ନଥିଲା ।
or
indictts_or_male
9.791
indictts_iitm
neutral
null
null
null
null
audio/or/indictts_or_male_train_odiamale_05998.wav
ଘରେ କାହିଁକି ଏପରି ଅଭାବ ଘଟୁଛି, ମୁଁ ପଠାଇଥିବା ଟଙ୍କା କିପରି ଖରଚ ହୋଇଛି, ଏଭଳି ପ୍ରଶ୍ନ ବାପାଙ୍କୁ ପଚାରିବା ମଧ୍ୟ ଅନ୍ୟାୟ ବୋଲି ମୁଁ ମନେ କରୁଥିଲି ।
or
indictts_or_male
11.979
indictts_iitm
neutral
null
null
null
null
audio/or/indictts_or_male_train_odiamale_05999.wav
ତାଙ୍କ କଥାକୁ ସନ୍ଦେହ କରିବା ମଧ୍ୟ ପାପ ।
or
indictts_or_male
3.871
indictts_iitm
neutral
null
null
null
null
audio/or/indictts_or_male_train_odiamale_06000.wav
ପୁଅର ଆୟ ଉପରେ ତାଙ୍କର ପୁରା କତ୍ତୃତ୍ୱ ଅଛି ବୋଲି ମାନି ନେଇଥିଲି, ପୁଣି ବଡ଼ ପୁଅ ହେଇଥିବାରୁ ତାଙ୍କର ଇଚ୍ଛା ପୂରଣ କରିବା ମୋର କର୍ତ୍ତବ୍ୟ ବୋଲି ଧରି ନେଇଥିଲି ।
or
indictts_or_male
12.487
indictts_iitm
neutral
null
null
null
null
audio/or/indictts_or_male_train_odiamale_06001.wav
ପ୍ରକୃତ ପକ୍ଷରେ ଗୋଟିଏ ଆଦର୍ଶର ଅନୁସରଣରେ ମୁଁ ବାଣପୁର ଯିବାକୁ ସ୍ଥିର କଲି ତାହା ନୁହେଁ, ଉପସ୍ଥିତ ଦୂରାବସ୍ଥାରୁ ଉଦ୍ଧାର ପାଇବା ଥିଲା ମୋର ପ୍ରଧାନ ଉଦେଶ୍ୟ ।
or
indictts_or_male
12.246
indictts_iitm
neutral
null
null
null
null
audio/or/indictts_or_male_train_odiamale_06002.wav
ଦେଶ କାର୍ଯ୍ୟ ସାଙ୍ଗକୁ ପେଟର ଦାଉ ସମ୍ଭାଳିବା ହେଲା ପ୍ରଥମ ଲକ୍ଷ୍ୟ ।
or
indictts_or_male
5.247
indictts_iitm
neutral
null
null
null
null
audio/or/indictts_or_male_train_odiamale_06003.wav
ମୁଁ ଖଣ୍ଡିଏ ସାଇକେଲ ଓ ଗୋଟିଏ ଛୋଟ ସୁଟକେସ ଧରି ବାଣପୁର ଚାଲି ଆସିଲି ।
or
indictts_or_male
5.458
indictts_iitm
neutral
null
null
null
null
audio/or/indictts_or_male_train_odiamale_06004.wav
ବେତନ ତଥା ପଦମର୍ଯ୍ୟାଦାରେ ନିଜକୁ ତଳକୁ ଖସାଇ ଆଣିଲି ।
or
indictts_or_male
5.359
indictts_iitm
neutral
null
null
null
null
audio/or/indictts_or_male_train_odiamale_06005.wav
ବଉଦରେ ଶହେ ତିରିଶ ଟଙ୍କା ପାଉଥିଲି ଓ ଓଳସିଂହରେ ଶହେ କୋଡ଼ିଏ ଟଙ୍କା ଏବଂ ବାଣପୁରରେ ସତୁରୀ ଟଙ୍କା ପାଇବି ।
or
indictts_or_male
8.985
indictts_iitm
neutral
null
null
null
null
audio/or/indictts_or_male_train_odiamale_06006.wav
ବଉଦରେ ମୋ ଅଧୀନରେ ଗୋଟିଏ ହାଇସ୍କୁଲ ଦୁଇଟି ମାଇନର ସ୍କୁଲ ଓ ପ୍ରାୟ ସତୁରିଟି ଅନ୍ୟାନ୍ୟ ଶ୍ରେଣୀର ସ୍କୁଲ ଓ ଦୁଇଜଣ ସବ୍‌ ଇନିସ୍‌ପେକ୍ଟର ଥିଲେ ।
or
indictts_or_male
11.944
indictts_iitm
neutral
null
null
null
null
audio/or/indictts_or_male_train_odiamale_06007.wav
ମୋ ଉପରେ ଥିଲେ ଜଣେ ଦେବାନ ଓ ଜଣେ ରାଜା ।
or
indictts_or_male
3.785
indictts_iitm
neutral
null
null
null
null
audio/or/indictts_or_male_train_odiamale_06008.wav
ଏବେ ବାଣପୁରରେ ମୋ ଉପରେ ଗୋଦାବରୀଶ ବାବୁ ଓ ଅନ୍ୟଜଣେ ହେଡ଼୍‌ମାଷ୍ଟର ରହିବେ; ଏମାନଙ୍କ ଛଡ଼ା ଆଉ କେତେଜଣଙ୍କର ପ୍ରଭୃତ୍ୱ ସ୍ୱୀକାର କରିବାକୁ ହେବ କିଏ ଜାଣେ ?
or
indictts_or_male
12.398
indictts_iitm
neutral
null
null
null
null
audio/or/indictts_or_male_train_odiamale_06009.wav
ଅଭାବରେ ସ୍ୱଭାବ ନଷ୍ଟ, ଅଭାବ ପଡ଼ିଲେ ମନୁଷ୍ୟ ଯେକୌଣସି ନୀଚତା ସ୍ୱୀକାର କରିବାକୁ ବାଧ୍ୟ ହୁଏ ।
or
indictts_or_male
8.151
indictts_iitm
neutral
null
null
null
null
audio/or/indictts_or_male_train_odiamale_06010.wav
ବାଣପୁର ହାଇସ୍କୁଲ ସେହିବର୍ଷ ପୂର୍ଣ୍ଣାଙ୍ଗ ପ୍ରାପ୍ତ ହୋଇଥାଏ, ଏଥିରେ ଅଷ୍ଟମଠାରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ଥାଏ ।
or
indictts_or_male
8.984
indictts_iitm
neutral
null
null
null
null
audio/or/indictts_or_male_train_odiamale_06011.wav
ସ୍କୁଲର କାଗଜପତ୍ର ଶୃଙ୍ଖଳିତ ନଥାଏ କାରଣ ସ୍କୁଲ ସରକାରୀ ସାହାଯ୍ୟ ପାଉନଥିବାରୁ ସେଥିପ୍ରତି ଦୃଷ୍ଟି ଦିଆଯାଇ ନଥିଲା, ସେଥିପାଇଁ କାଗଜପତ୍ର ଠିକ୍ କରିବା ମୋର ପ୍ରଧାନ କାମ ଥିଲା।
or
indictts_or_male
15.649
indictts_iitm
neutral
null
null
null
null
audio/or/indictts_or_male_train_odiamale_06012.wav
ଗ୍ରାମ ମଧ୍ୟରେ ମାଇନର ସ୍କୁଲ ଥାଏ ହେଲେ ହାଇସ୍କୁଲଠାରୁ ମାଇନର ସ୍କୁଲ ଦୂରତା ପ୍ରାୟ ଏକ ମାଇଲ ।
or
indictts_or_male
7.999
indictts_iitm
neutral
null
null
null
null
audio/or/indictts_or_male_train_odiamale_06013.wav
ଜିଲ୍ଲାବୋର୍ଡର ଆଂଶିକ ସାହାଯ୍ୟରେ ମାଇନର ସ୍କୁଲ ପାଇଁ ଯେଉଁ ବୋର୍ଡିଂ ଘର ତିଆରି ହୋଇଥାଏ ତାହା ହାଇସ୍କୁଲ ହତା ମଧ୍ୟରେ ।
or
indictts_or_male
9.466
indictts_iitm
neutral
null
null
null
null
audio/or/indictts_or_male_train_odiamale_06014.wav
ଗୋଦାବରୀଶ ବାବୁ ଉଭୟ ସ୍କୁଲର ସେକ୍ରେଟାରୀ କିନ୍ତୁ ଗ୍ରାମର କେତେକ ପ୍ରଭାବଶାଳୀ ଲୋକଙ୍କର ଇଚ୍ଛା ବିରୁଦ୍ଧରେ ସେ ଏପରି ମିଶ୍ରଣ କରିପାରୁ ନଥିଲେ ।
or
indictts_or_male
12.348
indictts_iitm
neutral
null
null
null
null
audio/or/indictts_or_male_train_odiamale_06015.wav
ପୁଣି ଏହି ଦୁଇ ସ୍କୁଲର ମିଶ୍ରଣ ପାଇଁ ବିଭାଗୀୟ ଅନୁମୋଦନ ଦରକାର ।
or
indictts_or_male
6.124
indictts_iitm
neutral
null
null
null
null
audio/or/indictts_or_male_train_odiamale_06016.wav
ଦୁଇ ସ୍କୁଲର ମିଶ୍ରଣ ବିରୁଦ୍ଧରେ ସ୍ଥାନୀୟ ତହସିଲଦାର ଓ ସ୍କୁଲ ବିଭାଗୀୟ ଇନସ୍‌ପେକ୍ଟର ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।
or
indictts_or_male
9.284
indictts_iitm
neutral
null
null
null
null
audio/or/indictts_or_male_train_odiamale_06017.wav
ଆମେ ସବୁ ଭଦ୍ର ଶୃଗାଳ ଭଳି କୁଣ୍ଠିତ ଭାବେ ହାତ ବଢ଼ାଉ ବଢ଼ାଉ ସେହି ରୁକ୍ଷମୁହାଁ ଗାମୁଛା ପିନ୍ଧା ଅସନା ଲୋକଟା ବି ନିହାତି ଅଭଦ୍ର ଭାବେ ତା’ ମଝିରେ ହାତ ଗଳାଇ ଦେଲା ।
or
indictts_or_male
13.312
indictts_iitm
neutral
null
null
null
null
audio/or/indictts_or_male_train_odiamale_06018.wav
ଭଦ୍ରବ୍ୟକ୍ତିଙ୍କ ଅକୁଣ୍ଠିତ ଦାନର ଗାରିମା ଅବିଳମ୍ବେ ଧୂଳିସାତ୍ ହୋଇଗଲା ।
or
indictts_or_male
5.824
indictts_iitm
neutral
null
null
null
null
audio/or/indictts_or_male_train_odiamale_06019.wav
ବିରକ୍ତିରେ ନାକ ଛିଞ୍ଚାଡ଼ି ସେ କହିଲେ, ଏଇଥି ପାଇଁ ଏ ଦେଶ ଏମିତି ରହିଛି, ଏଗୁଡ଼ା କିଛି କାମ କରିବେ ନାହିଁ, କେବଳ ଭିକ୍ଷାରେ ଚଳିବେ ।
or
indictts_or_male
10.612
indictts_iitm
neutral
null
null
null
null
audio/or/indictts_or_male_train_odiamale_06020.wav
ସେପଟରେ ବସିଥିବା ବେଖାତିରିଆ ଲୋକଟା ମନ୍ତବ୍ୟ ଦେଲା, କେବଳ ଭିକ୍ଷା ନୁହେଁ ଆଜ୍ଞା ! ଭିକ୍ଷା ନ ହେଲେ ଚୋରି, ଦୁଇଟାରୁ ଯାହାକଲେ ବଞ୍ଚିବେ ନ ହେଲେ ମରିବେ ।
or
indictts_or_male
12.605
indictts_iitm
neutral
null
null
null
null
audio/or/indictts_or_male_train_odiamale_06021.wav
ମୁଁ ଲକ୍ଷ୍ୟ କଲି ପୃଥୁଳକାୟ ଭଦ୍ରବ୍ୟକ୍ତିଙ୍କର ମନ ଯଥେଷ୍ଟ ଊଣା ହେଲା ।
or
indictts_or_male
6.037
indictts_iitm
neutral
null
null
null
null
audio/or/indictts_or_male_train_odiamale_06022.wav
ଆମେ ସବୁ ସେହି ଦୂରଗାମୀ ଟ୍ରେନ୍‌ଟିର ଗୋଟିଏ ଡବାର ଯାତ୍ରୀ ଥିଲୁ, ପାଖାପାଖି ବସିଥିଲୁ ଆଠ ଜଣ ।
or
indictts_or_male
7.801
indictts_iitm
neutral
null
null
null
null
audio/or/indictts_or_male_train_odiamale_06023.wav
ଟ୍ରେନ୍‌ଟି ଭୁବନେଶ୍ୱର ଷ୍ଟେସନ୍‌ରେ ପହଁଞ୍ଚିବା ପରେ ଜଣାଗଲା ଯେ ଆଗରେ ଗୋଟାଏ ଦୁର୍ଘଟଣା ହୋଇଛି, ଫଳରେ ଟ୍ରେନ୍ ଛାଡ଼ିବା ଦୁଇ ଘଣ୍ଟାଯାଏ ବିଳମ୍ବ ହୋଇପାରେ ।
or
indictts_or_male
12.882
indictts_iitm
neutral
null
null
null
null
audio/or/indictts_or_male_train_odiamale_06024.wav
ଖୁବ୍ ଗମ୍ଭୀରଭାବେ ଅନ୍ୟମନସ୍କ ହୋଇ ଆମ କଥା ସବୁ ଶୁଣୁଥିବା ସଂଭ୍ରାନ୍ତ ଲୋକ ଜଣକ ଏକରକମ ଗର୍ଜନ କରି କହିଲେ, ଚରମ ବିଶୃଙ୍ଖଳା ।
or
indictts_or_male
10.836
indictts_iitm
neutral
null
null
null
null
audio/or/indictts_or_male_train_odiamale_06025.wav
ଶାସନ, ଶୃଙ୍ଖଳା ବୋଲି କିଛି ନାହିଁ, କିଏ କୁଆଡ଼େ ଯାଉଛି, କେତେବେଳେ ପହଞ୍ଚିବା କଥା ସେଥିକୁ ଖାତିର ନାହିଁ, ଏ ଦେଶ ଏମିତି ଚାଲିବାକୁ ବାଧ୍ୟ ।
or
indictts_or_male
11.416
indictts_iitm
neutral
null
null
null
null
audio/or/indictts_or_male_train_odiamale_06026.wav
ବେଖାତିରିଆ ଲୋକଟା ସଙ୍ଗେ ସଙ୍ଗେ ଉତ୍ତର ଦେଲା, ଆପଣ ବି ଏ ଦେଶରେ ଅଛନ୍ତି ଆଜ୍ଞା ଏଠି ବସି ଭାଷଣ ଦେଲେ କ’ଣ ହେବ ? ଯାଆନ୍ତୁ ଅଫିସରେ କୁହନ୍ତୁ ।
or
indictts_or_male
11.268
indictts_iitm
neutral
null
null
null
null
audio/or/indictts_or_male_train_odiamale_06027.wav
ସଂଭ୍ରାନ୍ତ ବ୍ୟକ୍ତି ଜଣକ ତା’ ଉପରକୁ କର୍କଶ ଦୃଷ୍ଟି ନିକ୍ଷେପ କଲେ ଓ ହୁଁ ଟାଏ ମାରି ଚୁପ୍ ହୋଇଗଲେ ।
or
indictts_or_male
8.151
indictts_iitm
neutral
null
null
null
null
audio/or/indictts_or_male_train_odiamale_06028.wav
ଗାମୁଛା ପିନ୍ଧା ଲୋକଟା ଧନିକଙ୍କ ପାଖରେ ଆଣ୍ଠେଇ ପଡ଼ିଲା, ଟଙ୍କା ଦି’ଟା ଦିଅନ୍ତୁ ଆଜ୍ଞା, କାଲିଠୁ କିଛି ଖାଇନି, ମୁଁ ମୂଲିଆ ମଜୁରିଆ ଲୋକ, ପାଖରେ କିଛି ନାହିଁ ।
or
indictts_or_male
10.858
indictts_iitm
neutral
null
null
null
null
audio/or/indictts_or_male_train_odiamale_06029.wav
ରୋଜଗାରିଆ ପୁଅଟା ଘରୁ ପଳାଇଛି ଯେ ତାକୁ ଖୋଜିବାକୁ ବାହାରିଛି ।
or
indictts_or_male
4.9
indictts_iitm
neutral
null
null
null
null
audio/or/indictts_or_male_train_odiamale_06030.wav
ଧନିକ ସଙ୍କୁଚିତ ହୋଇଗଲେ, ମୁଁ କ’ଣ ଛତ୍ର ଖୋଲିଛି, ସେ କଳରେ ମାଗଣା ପାଣି ଅଛି ପେଟେ ପିଇ ଦେବୁ ।
or
indictts_or_male
8.059
indictts_iitm
neutral
null
null
null
null
audio/or/indictts_or_male_train_odiamale_06031.wav
ମୁଁ କହିଲି, ଯେ କୌଣସି ଲୋକ ହେଲେ ବି ଆପଣ ମର୍ଯ୍ୟାଦା ଦେଇ କହିବା ଉଚିତ୍ ।
or
indictts_or_male
6.03
indictts_iitm
neutral
null
null
null
null
audio/or/indictts_or_male_train_odiamale_06032.wav
ରାଜନୀତିଆ ଟୋକାଟା କହିଲା, ଭିନ୍ନ ଲୋକ ପାଇଁ ଭାଷା ଭିନ୍ନ ହୁଏ ।
or
indictts_or_male
5.223
indictts_iitm
neutral
null
null
null
null
audio/or/indictts_or_male_train_odiamale_06033.wav
ସେ ଆମର ଅସଜଡ଼ା ଘରକୁ ସଜାଡ଼ି ନେବ, ବାପପୁଅ ଦିହିଁଙ୍କ ପ୍ରତି ଯଥାର୍ଥ କର୍ତ୍ତବ୍ୟ କରିବ ।
or
indictts_or_male
7.69
indictts_iitm
neutral
null
null
null
null
audio/or/indictts_or_male_train_odiamale_06034.wav
ସେ କନ୍ୟା ଏ ଘରକୁ ଆସିଲେ ମୋର ଆଉ ବାନପ୍ରସ୍ଥ ନେବାର ଆବଶ୍ୟକତା ନାହିଁ ।
or
indictts_or_male
6.245
indictts_iitm
neutral
null
null
null
null
audio/or/indictts_or_male_train_odiamale_06035.wav
ଆଜି ମୁଁ ସେ କନ୍ୟାକୁ ତୋ ବୋଉର ଖଡୁ ପିନ୍ଧାଇବାକୁ ଯିବି ଓ ବିବାହ ଦିବସ ଧାର୍ଯ୍ୟ କରି ଆସିବି ଓ ଖୁବ୍ ଶୀଘ୍ର ବିବାହ କାର୍ଯ୍ୟ ସମ୍ପନ୍ନ ହେବ ।
or
indictts_or_male
11.52
indictts_iitm
neutral
null
null
null
null
audio/or/indictts_or_male_train_odiamale_06036.wav
ଦେବେନ୍ଦ୍ର ଆନନ୍ଦରେ ଗଦଗଦ୍ ହୋଇଗଲା ବାପାଙ୍କ ସିଦ୍ଧାନ୍ତରେ ଓ ତାଙ୍କ ନିକଟରେ କୃତଜ୍ଞ ହୋଇ ମାଟିରେ ମିଶିଗଲା, ବାସ୍ତବରେ ଏ ପିତାଙ୍କ ଋଣ ସାତଜନ୍ମରେ ଶୁଝି ହେବ ନାହିଁ ।
or
indictts_or_male
13.442
indictts_iitm
neutral
null
null
null
null
audio/or/indictts_or_male_train_odiamale_06037.wav
ଦେବେନ୍ଦ୍ର ବଶମ୍ବଦ ସ୍ୱରରେ କହିଲା, ତୁମର ଯାହା ଇଛା ତାହାହିଁ ମୋର ଗ୍ରହଣୀୟ, ମୋର ଅନ୍ୟ ଇଚ୍ଛା ବୋଲି କିଛି ନାହିଁ ।
or
indictts_or_male
8.52
indictts_iitm
neutral
null
null
null
null
audio/or/indictts_or_male_train_odiamale_06038.wav
ନରି ମିଶ୍ରେ ସ୍ମିତ ହସି କହିଲେ ମୁଁ ଜାଣେ ତୁ ମୋର କି ପ୍ରକାର ପୁତ୍ର, ତୋ ପାଇଁ ମୁଁ ଗର୍ବିତ ।
or
indictts_or_male
7.597
indictts_iitm
neutral
null
null
null
null
audio/or/indictts_or_male_train_odiamale_06039.wav
ସେଇଦିନ ହିଁ ନରି ମିଶ୍ରେ ସାଇତି ରଖିଥିବା ସ୍ତ୍ରୀଙ୍କର ଖଡୁ ଦୁଇଟିକୁ କନ୍ୟାକୁ ପିନ୍ଧାଇ ଦେଇ ଆସିଲେ ଓ ବିବାହ ଦିନ ଧାର୍ଯ୍ୟ କରି ଆସିଲେ ।
or
indictts_or_male
9.748
indictts_iitm
neutral
null
null
null
null
audio/or/indictts_or_male_train_odiamale_06040.wav
ଏକମାସ ମଧ୍ୟରେ ବିବାହ ସମ୍ପନ୍ନ ହେବ ।
or
indictts_or_male
3.822
indictts_iitm
neutral
null
null
null
null
audio/or/indictts_or_male_train_odiamale_06041.wav
ଦରିଦ୍ର ବ୍ରାହ୍ମଣର କନ୍ୟା, ତୋଳା କନ୍ୟା କରି ନେଇ ଆସିବେ ନରି ମିଶ୍ରେ ।
or
indictts_or_male
5.192
indictts_iitm
neutral
null
null
null
null
audio/or/indictts_or_male_train_odiamale_06042.wav
ବିବାହ ଆୟୋଜନ କରିବା ପାଇଁ କେତେ ବା ସମୟ ଲାଗିବ କିନ୍ତୁ ସେତିକି ଦିନ ମଧ୍ୟ ସେହି କନ୍ୟାର ବିରହ ଅସହ୍ୟ ହେବ ବୋଲି ଦେବେନ୍ଦ୍ରର ମନ କହୁଥିଲା ।
or
indictts_or_male
12.183
indictts_iitm
neutral
null
null
null
null
audio/or/indictts_or_male_train_odiamale_06043.wav
ଗତ କାଲିଠାରୁ ଜୀବନର ଗୋଟାଏ ସୁନ୍ଦରତମ ସ୍ୱପ୍ନରେ ଭାସୁଛି ଦେବେନ୍ଦ୍ର ।
or
indictts_or_male
5.769
indictts_iitm
neutral
null
null
null
null
audio/or/indictts_or_male_train_odiamale_06044.wav
ସତ୍ୟରେ ପରିଣତ ହେବା ପାଇଁ ଆହୁରି ମାସେ ଅପେକ୍ଷା କରିବାକୁ ହେବ ଭାବି ଦେବେନ୍ଦ୍ରକୁ ଅଥୟ ଲାଗୁଥିଲା ।
or
indictts_or_male
7.152
indictts_iitm
neutral
null
null
null
null
audio/or/indictts_or_male_train_odiamale_06045.wav
ମାତ୍ର ଲଜ୍ଜାରେ ପ୍ରକାଶ କରି ନ ପାରି ପିତାଙ୍କୁ କହିଲା - ଏତେ ତରତର ହେବାର କି ଦରକାର ଥିଲା ?
or
indictts_or_male
7.117
indictts_iitm
neutral
null
null
null
null
audio/or/indictts_or_male_train_odiamale_06046.wav
ମାସକ ଭିତରେ ବିବାହ ଆୟୋଜନ କରିବା ତୁମ ପାଇଁ କଷ୍ଟଦାୟକ ହେବ, ଏ ବୟସରେ ଏତେ ପରିଶ୍ରମ କରିବା ତୁମ ପକ୍ଷେ ଅନୁଚିତ ।
or
indictts_or_male
10.687
indictts_iitm
neutral
null
null
null
null
audio/or/indictts_or_male_train_odiamale_06047.wav
ପୁଅ ମୁହଁରୁ ବୟସ କଥାଟା ଶୁଣି ଚିହିଁଙ୍କି ଉଠିଥିଲେ ନରିମିଶ୍ରେ ।
or
indictts_or_male
4.952
indictts_iitm
neutral
null
null
null
null
audio/or/indictts_or_male_train_odiamale_06048.wav
ମୋଠି ବାର୍ଦ୍ଧକ୍ୟର କିଛି ଲକ୍ଷଣ ଦେଖିଛୁ କେବେ ? ବରଂ ତୁ ମୋ ସାମ୍ନାରେ ବୁଢ଼ା ।
or
indictts_or_male
7.02
indictts_iitm
neutral
null
null
null
null
audio/or/indictts_or_male_train_odiamale_06049.wav
ଶୀତକୁ ଡ଼ର, ଖରାକୁ କୁଣ୍ଠିତ, ବର୍ଷାକୁ କୁନ୍ଥୁ କୁନ୍ଥୁ, ତା’ ଛଡ଼ା ଏ ବିବାହ ସମ୍ପନ୍ନ ହେବା ପରେ ଅନ୍ୟ ଏକ ବିବାହ ସମ୍ପନ୍ନ କରିବାକୁ ଅଛି ।
or
indictts_or_male
10.516
indictts_iitm
neutral
null
null
null
null
audio/or/indictts_or_male_train_odiamale_06050.wav
ସେ ବିବାହ ବିଳମ୍ବ ନ କରିବା ପାଇଁ ଏ ବିବାହ ତରବରରେ କରିବାକୁ ସ୍ଥିର କଲି ।
or
indictts_or_male
6.328
indictts_iitm
neutral
null
null
null
null
audio/or/indictts_or_male_train_odiamale_06051.wav
ଦେବେନ୍ଦ୍ରକୁ ଅଚାନକ ଜ୍ୱର ହେବାରୁ ହେମବତୀର ଦେବେନ୍ଦ୍ର ପ୍ରତି ନିସ୍ପୃହ ଭାବନା ନରିମିଶ୍ରଙ୍କ ପାଖରେ ସ୍ପଷ୍ଟ ହୋଇଗଲା ।
or
indictts_or_male
9.527
indictts_iitm
neutral
null
null
null
null
audio/or/indictts_or_male_train_odiamale_06052.wav
ନରି ମିଶ୍ରଙ୍କୁ ଦୁଇଚାରି ଥର ଜ୍ୱର ହୋଇଛି ଏଇ ବର୍ଷକ ଭିତରେ ।
or
indictts_or_male
4.908
indictts_iitm
neutral
null
null
null
null