lang_code
large_stringclasses
12 values
source
large_stringclasses
13 values
english_sentence
large_stringlengths
2
1.04k
indic_sentence
large_stringlengths
4
1.1k
score
float64
0
5
lang
large_stringclasses
12 values
or
Indiccorp
But not directly.
ହେଲେ ସିଧା ସଳଖ ନୁହେଁ।
5
en-or
or
Indiccorp
But not disheartening.
କିନ୍ତୁ ମନମୁଖୀ ଭାବରେ ନୁହେଁ।
4.67
en-or
or
Indiccorp
But she didn’t know of it.
କିନ୍ତୁ ସେ ଜାଣିପାରି ନଥିଲେ।
4.33
en-or
or
Indiccorp
But such a thing has actually happened.
କିନ୍ତୁ ଏବେ ସତରେ ଘଟିଛି ଏଭଳି ଘଟଣା ।
5
en-or
or
Indiccorp
But that’s true.
କିନ୍ତୁ ଏହା ସତ କଥା ।
5
en-or
or
Indiccorp
But the Congress is undeterred.
ମାତ୍ର କଂଗ୍ରେସ ବି ଡ଼ରିଯାଇ ନାହିଁ ।
5
en-or
or
Indiccorp
But the prince was fearless.
ରାଜା କିନ୍ତୁ ଭାବ ବିହ୍ୱଳ।
4.5
en-or
or
Indiccorp
But there is a limit.
କିନ୍ତୁ ଏହାର ଏକ ସୀମା ରହିଛି।
5
en-or
or
Indiccorp
But there was no avail.
କିନ୍ତୁ କିଛି ଫାଇଦା ହୋଇନଥିଲା।
4.67
en-or
or
Indiccorp
But there’s no such thing.
କିନ୍ତୁ ସେମିତି କିଛି ତ ନାହିଁ ।
3
en-or
or
Indiccorp
But they have not yet been provided with any assistance.
କିନ୍ତୁ ଏପର୍ଯ୍ୟନ୍ତ କୌଣସି ସାହାଯ୍ୟ ସେମାନଙ୍କ ପାଖରେ ପହଞ୍ଚି ନାହିଁ ।
0
en-or
or
Indiccorp
But they refused.”
କିନ୍ତୁ ସେମାନେ ମନା କରୁଥିଲେ।
4.33
en-or
or
Indiccorp
But, the farmers delayed the agriculture operations for rabi crop.
ହେଲେ ଚାଷୀ କିନ୍ତୁ କୃଷି ବିଭାଗର କାର୍ଯ୍ୟାବଳିକୁ ନେଇ ନାରାଜ।
5
en-or
or
Indiccorp
By contrast, England have won their last 11 internationals at the ground.
ଅନ୍ୟପକ୍ଷରେ ଇଂଲଣ୍ଡ ଏହି ମଇଦାନରେ ତା’ର ଶେଷ ୧୧ ଅନ୍ତର୍ଜାତୀୟ ମ୍ୟାଚରେ ହାରିନାହିଁ।
4
en-or
or
Indiccorp
By that time the children would be asleep.
ସେବେଠାରୁ ଏହି ପିଲାମାନେ ଶୋଇ ରହିଛନ୍ତି।
4.33
en-or
or
Indiccorp
CBI has started a preliminary enquiry into the case.
ସିବିଆଇ ଏହି ମାମଲାର ତୁରନ୍ତ ଯାଞ୍ଚ ଆରମ୍ଭ କରିଦେଇଛି।
5
en-or
or
Indiccorp
CBSE, however, has not yet released any dates for the examinations.
ତେବେ ସିବିଏସଇ ବର୍ତ୍ତମାନ ସୁଦ୍ଧା ପରୀକ୍ଷା ତାରିଖ ଘୋଷଣା କରିନାହିଁ।
4.67
en-or
or
Indiccorp
Cardamom powder – 1 tbsp
ଡ଼ାଲଚିନି ଗୁଣ୍ଡ – ୧ଚାମଚ
5
en-or
or
Indiccorp
Chandrayaan-2 is India's second moon mission.
ଚନ୍ଦ୍ରୟାନ-୨ ହେଉଛି ଭାରତର ଦ୍ୱିତୀୟ ଚନ୍ଦ୍ର ମିଶନ ।
4
en-or
or
Indiccorp
Chennai Super Kings
ଚେନ୍ନାଇ ସୁପର କିଙ୍ଗ୍ସ
5
en-or
or
Indiccorp
Chinese President Xi Jinping, Brazilian President Michel Temer, Russian President Vladimir Putin, and Indian Prime Minister Narendra Modi attended the meeting.
ସର୍ଭେରେ ଚୀନ ରାଷ୍ଟ୍ରପତି ଜିନ୍‌ପିଙ୍ଗ, ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌, ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ଥେରେସା ମେ, ଇସ୍ରାଇଲର ବେଞ୍ଜାମିନ୍‌ ନେତାନୟାହୁଙ୍କୁ ନିଆଯାଇଛି।
5
en-or
or
Indiccorp
Connectivity snapped
କଟିଗଲା କନେକ୍‌ସନ
5
en-or
or
Indiccorp
Considering this,...
ଏହାକୁ ଦୃଷ୍ଟିରେ ରଖି. . .
3.67
en-or
or
Indiccorp
Controls blood pressure.
ରକ୍ତ ଚାପ ନିୟନ୍ତ୍ରଣ କରିଥାଏ।
4.33
en-or
or
Indiccorp
Cultivation in the district
ଅଞ୍ଚଳରେ ଚାଷଜମି
4.5
en-or
or
Indiccorp
Currently, Siddaramaiah-led Congress government is in power in the state.
ସିଦ୍ଧରମୈୟାଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ରାଜ୍ୟରେ କ୍ଷମତାରେ ରହିଛି ।
5
en-or
or
Indiccorp
Day plan
ପଖାଳ ଦିବସ ଯୋଜନା
2.5
en-or
or
Indiccorp
Defence Minister Nirmala Sitharaman congratulated the DRDO for the achievement.
ଡିଆରଡିଓ ଟିମର ଏହି ସଫଳତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଅଭିନନ୍ଦନ ଜଣାଇଛନ୍ତି।
5
en-or
or
Indiccorp
Delhi: Finance Minister Nirmala Sitharaman tables the Economic Survey in the Parliament.
ଭୁବନେଶ୍ୱର: ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣମଣ ବଜେଟ ପର୍ବରୁ ଗୃହରେ ଉପସ୍ଥାପନ କରିଛନ୍ତି ଆର୍ଥିକ ସର୍ଭେ ରିପୋର୍ଟ।
4
en-or
or
Indiccorp
Deputy Speaker Rajani Kanta Mishra, Leader of Opposition Pradipta Kumar Naik, Congress Legislature Party leader Narasingha Mishra and CPM MLA Laxman Munda addressed the meeting.
ଆଲୋଚନାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, କଂଗ୍ରେସ ସଦସ୍ୟ ସନ୍ତୋଷ ସିଂହ ସାଲୁଜା, ତାରା ପ୍ରସାଦ ବାହିନୀପତି, ସୁରେଶ କୁମାର ରାଉତରାୟ, ବିଜେପି ମୁଖ୍ୟ ସଚେତକ ମୋହନ ମାଝି, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ଶାସକ ସଦସ୍ୟ ପ୍ରଫୁଲ୍ଲ ସାମଲ ଓ ଅତନୁ ସବ୍ୟସାଚୀ ନାୟକ ଅଂଶ ଗ୍ରହଣ କରିଥିଲେ।
5
en-or
or
Indiccorp
Diabetes Control – Apple vinegar controls blood sugar levels.
ଡାଇବେଟିସ୍ ଆଶଙ୍କା କମ୍ କରିଥାଏ– ମୂଳା ଖାଇବା ଦ୍ଵାରା ରକ୍ତରେ ସୁଗାର ମାତ୍ରା ନିୟନ୍ତ୍ରିତ ହୋଇଥାଏ।
5
en-or
or
Indiccorp
Did you feel the pain while writing it?
ଗପ ଲେଖିଲା ବେଳେ ଅନୁଭୂତିର ଆଶ୍ରୟ ନିଅନ୍ତି କି ?
5
en-or
or
Indiccorp
Different kinds of flowers are found in this place.
ବିଭିନ୍ନ ପ୍ରକାର ଦୋଳି, ମୀନାବଜାର ଏଠାରେ ଶୋଭା ପାଉଛି।
3.67
en-or
or
Indiccorp
District police chief Santosh Kumar Singh, along with other senior police officers, were handling the investigation.
ଜିଲ୍ଲା ଅବକାରୀ ବିଭାଗର ସୁପରିନ୍‌ଟେଣ୍ଡେଣ୍ଟ ମନୋଜ କୁମାର ସେଠୀଙ୍କ ନିର୍ଦେଶରେ ଏହି ଚଢ଼ଉରେ ଇନ୍‌ସପେକ୍ଟର କରୁଣା ଶଂକର ତିଓ୍ଵାରୀ, ଏସ୍‌ଆଇ କେଶବ ଚନ୍ଦ୍ର ଦାସଙ୍କ ସମେତ ଅନ୍ୟମାନେ ସାମିଲ ଥିଲେ।
5
en-or
or
Indiccorp
Do not indulge in unhealthy habits, such as smoking, alcohol, drugs, etc.
ମଦ, ଭାଙ୍ଗ, ତମାଖୁ ଭଳି ନିଶା ଗ୍ରହଣ କରିବା ଉଚିତ ନୁହେଁ ।
4.33
en-or
or
Indiccorp
Doctor shortage
ଡାକ୍ତର ଅଭାବ
5
en-or
or
Indiccorp
Don’t tie your hands
ହାତ ନ ଧରିଲେ
4
en-or
or
Indiccorp
Don’t touch anyone.
କାହା ସହିତ ଝଗଡ଼ା କରନ୍ତୁ ନାହିଁ ।
2.33
en-or
or
Indiccorp
Each card will cost between Rs 8 and Rs 10.
ପ୍ରତ୍ୟେକ କାର୍ଡର ମୂଲ୍ୟ ରହିବ ୮ ରୁ ୧୦ ଟଙ୍କା ମଧ୍ୟରେ।
5
en-or
or
Indiccorp
Eat and burn.
ବଳେଇ କରି ଖାଇବାକୁ ଦିଅନ୍ତି ।
5
en-or
or
Indiccorp
Election results: Rahul Gandhi will pick CMs of Rajasthan, MP and Chhattisgarh, says Congress
ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶର ବିଧାନସଭା ନିର୍ବାଚନ ଫଳାଫଳ ରାହୁଲ ଗାନ୍ଧିଙ୍କ ନେତୃତ୍ଵରେ. . .
5
en-or
or
Indiccorp
England finishes second and India third.
ଭାରତ ଦ୍ୱିତୀୟ ଏବଂ ଇଂଲଣ୍ଡ ତୃତୀୟ ସ୍ଥାନରେ ଅଛି।
5
en-or
or
Indiccorp
England played amazing cricket.
ବିରାଟ କୋହଲି ଇଂଲଣ୍ଡରେ ବଢ଼ିଆ ବ୍ୟାଟିଂ କରିଥିଲେ।
2.5
en-or
or
Indiccorp
Ever since the news of Ganguly being chosen as the next BCCI broke, lot of former India cricketers including Sachin Tendulkar, VVS Laxman, Virender Sehwag, Yuvraj Singh and Harbhajan Singh.
ଟିମ୍ ଇଣ୍ଡିଆର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ ଠାରୁ ଆରମ୍ଭ କରି ବିରାଟ୍ କୋହଲି, ବୀରେନ୍ଦ୍ର ସେହ୍ୱାଗ, ଯୁବରାଜ ସିଂହଙ୍କ ବ୍ୟତୀତ ଅନେକ କ୍ରୀଡ଼ାବିତ୍ ଇରଫାନଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି।
5
en-or
or
Indiccorp
Every day, thousands of people are being affected.
ପ୍ରତିଦିନ ହଜାର ହଜାର ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।
5
en-or
or
Indiccorp
Everybody knows him.
ସମସ୍ତେ ତାଙ୍କୁ ଜାଣନ୍ତି।
5
en-or
or
Indiccorp
Everyone was in fear.
ଭୟରେ ସମସ୍ତେ ଚୁପ ହୋଇଯାଇଥିଲେ ।
4
en-or
or
Indiccorp
Expenses will increase.
ଖର୍ଚ୍ଚ ବି ବଢ଼ିବ ।
5
en-or
or
Indiccorp
Family members of the deceased charged that the local police and the jail authorities had murdered Ramesh.
ଜେଲ କର୍ତ୍ତୃପକ୍ଷ ଓ ଅନ୍ୟ କଏଦୀମାନେ ମିଶି ରମେଶକୁ ମାରିଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
5
en-or
or
Indiccorp
Family problems will be solved.
ପାରିବାରିକ ସମସ୍ୟାର ସମାଧାନ ଘଟିବ ।
4
en-or
or
Indiccorp
Fans on social media are wishing her a speedy recovery.
ସୋସିଆଲ ମିଡ଼ିଆରେ ତାଙ୍କର ଶିଘ୍ର ଆରୋଗ୍ୟ କାମନା କରି ପ୍ରଶଂସକମାନେ ଦୁଃଖ ପ୍ରକାଶ କରିଛନ୍ତି ।
1
en-or
or
Indiccorp
Farmers advised to sow crops as monsoon expected to go stronger
ପୁଣି ଆସୁଛି ବର୍ଷା : ପାକଳ ଫସଲ ଅମଳ କରି ନିରାପଦ ସ୍ଥାନରେ ରଖିବାକୁ ଚାଷୀଙ୍କୁ ପରାମର୍ଶ
5
en-or
or
Indiccorp
Farmers don’t have income.
ଚାଷୀ ଟଙ୍କା ପାଉ ନାହାନ୍ତି।
4.5
en-or
or
Indiccorp
Fire force reached the spot and extinguished the fire.
ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
4.33
en-or
or
Indiccorp
Fire force reached the spot and extinguished the fire.
ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି ।
5
en-or
or
Indiccorp
Fishermen are advised not to venture in to the sea.
ମତ୍ସ୍ୟଜୀବୀଙ୍କ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି ।
5
en-or
or
Indiccorp
Five cases were rejected.
ପାଞ୍ଚ ଥର ଜାମିନ୍ ଆବେଦନ ଖାରଜ ହୋଇଥିଲା।
4
en-or
or
Indiccorp
Former Pakistan foreign minister Hina Rabbani Khar
ଭାରତ-ପାକିସ୍ତାନ ବିବାଦ ଭିତରେ ବଡ଼ ବୟାନ ରଖିଛନ୍ତି ପାକ୍ ପୂର୍ବତନ ବୈଦେଶିକ ମନ୍ତ୍ରୀ ହିନା ରବାନୀ।
3.5
en-or
or
Indiccorp
Further, a district portal will be designed.
ଏପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ କ୍ଲଷ୍ଟର ନିର୍ମାଣ କରାଯିବ।
5
en-or
or
Indiccorp
Get a medical test done.
ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
4
en-or
or
Indiccorp
Get rid of debt.
ଋଣରୁ ମୁକ୍ତି ପାଇବେ।
5
en-or
or
Indiccorp
Giriraj Singh: Minister of Animal Husbandry, Dairying and Fisheries.
ଭୁବନେଶ୍ୱର: ଆସନ୍ତକାଲି ଦୁଇ ଦିନିଆ ଗସ୍ତରେ ଓଡିଶା ଆସୁଛନ୍ତି କେନ୍ଦ୍ର ମତ୍ସ୍ୟ, ପଶୁସଂପଦ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ଗିରିରାଜ ସିଂହ ।
3.5
en-or
or
Indiccorp
Giving background of on-going bickering, Verma said that the CBI director and all others have agreed to certain course in investigation but this special director has a different view.
ବର୍ମା କହିଛନ୍ତି, ସିବିଆଇରେ କୌଣସି ପ୍ରସଙ୍ଗକୁ ନେଇ ସମସ୍ତଙ୍କ ମଧ୍ୟରେ ସହମତି ପ୍ରକାଶ ପାଉଥିବା ବେଳେ ସ୍ବତନ୍ତ୍ର ନିର୍ଦ୍ଦେଶକ ଜାଣିଶୁଣି ଭିନ୍ନ ମତ ରଖି ନିଷ୍ପତ୍ତିରେ ବାଧକ ସାଜିଛନ୍ତି।
4
en-or
or
Indiccorp
Government has initiated the scheme for the welfare of the poor.
ଯାହାକୁ ନେଇ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ଆରମ୍ଭ କରିଛନ୍ତି । ଗରୀବ. . .
4.5
en-or
or
Indiccorp
Gujarat court: Arrest warrant issued against congress leader Hardik Patel
ଗୁଜରାଟ: ଗୁଜରାଟର ପାଟ୍ଟିଦାର ଆନ୍ଦୋଳନର ନେତୃତ୍ୱ ନେଉଥିବା ନେତା ହାର୍ଦ୍ଦିକ ପଟେଲଙ୍କୁ ଗୁଜରାଟ ହାଇକୋର୍ଟ ଜାମିନ୍ ଦେଇଛି।
2.5
en-or
or
Indiccorp
He also acted in a few other films later.
ତା’ପରେ ଆଉ କିଛି ଫିଲ୍ମରେ ସେ ଅଭିନୟ କରିଥିଲେ।
5
en-or
or
Indiccorp
He also criticised the BJP for choosing her as a candidate, saying she was only chosen because of her “ability to communalise the election”.
ନିର୍ବାଚନ ସମୟରେ ବିଜେପି ତାଙ୍କ ଗୋତ୍ରକୁ ନେଇ ପ୍ରଶ୍ନ ଉଠାଇବାରୁ ସେ ‘ଦତ୍ତା​‌େ​‌ତ୍ରୟ’ ବୋଲି କହିଥିଲେ।
4.33
en-or
or
Indiccorp
He also questioned Prime Minister Narendra Modi’s Smart City project.
ସେ ଆହୁରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ସ୍ମାର୍ଟ ସିଟି ପ୍ରକଳ୍ପ ବିଷୟରେ କିଛି ଜାଣିନାହାନ୍ତି।
0
en-or
or
Indiccorp
He also said that Rahul Gandhi is still the Congress chief.
ସେ ଆହୁରି ବି କହିଛନ୍ତି କି ରାହୁଲ ଗାନ୍ଧୀ ହେଉଛନ୍ତି ତାଙ୍କ କ୍ୟାପ୍‌ଟେନ୍‌।
5
en-or
or
Indiccorp
He also said the party could snap its alliance with the Congress.
ଏହା ବ୍ୟତୀତ ସେ କହିଛନ୍ତି, କଂଗ୍ରେସ ସହ ତାଙ୍କ କମ୍ପାନୀ ମଧ୍ୟରେ ସୁସମ୍ପର୍କ ରହିଛି ।
4.33
en-or
or
Indiccorp
He became a billionaire.
ଏହା ପରେ ବି କୋଟିପତି ହୋଇ ପାରିଛନ୍ତି।
4
en-or
or
Indiccorp
He changed his appearance beyond recognition.
ତାଙ୍କୁ ଯେମିତି କେହି ଚିହ୍ନି ନପାରିବେ ସେଥିପାଇଁ ବେଶଭୂଷା ବଦଳାଇଥିଲେ।
4
en-or
or
Indiccorp
He couldn’t go home either.
ଏମିତିକି ଘରକୁ ମଧ୍ୟ ଯାଉନଥିଲେ।
5
en-or
or
Indiccorp
He filed a complaint to the police about the incident.
ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ ।
5
en-or
or
Indiccorp
He has also worn black colour shoes.
ତା’ ସହିତ କଳା ରଙ୍ଗର ଜୋତା ମଧ୍ୟ ପିନ୍ଧିଛନ୍ତି।
5
en-or
or
Indiccorp
He has an injury on the shoulder and back.
ତାଙ୍କ ବେକ ଓ ପିଠିରେ ଆଘାତ ଲାଗିଛି।
5
en-or
or
Indiccorp
He has one son and a daughter.
ତାର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।
4.5
en-or
or
Indiccorp
He revealed the entire story to the police.
ତେବେ ହତ୍ୟାକାଣ୍ଡର ପୁରା ଡେମୋ ସେ ପୁଲିସ୍କୁ ଦେଖାଇଛି ।
4.5
en-or
or
Indiccorp
He said the Government would take all steps for development of tourist spots at Khiching, Debakunda and other places.
ଏହାସହିତ ଖିଚିଂ, ଦେବକୁଣ୍ଡ ଓ ଜିଲ୍ଲାର ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥାନର ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି ସେ କହିଥିଲେ ।
5
en-or
or
Indiccorp
He said the families of those who died will be given Rs 2 lakh each.
ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଟଙ୍କା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
5
en-or
or
Indiccorp
He said the thieves would be arrested soon.
ଖୁବ୍‌ ଶୀଘ୍ର ଲୁଟେରାଙ୍କ ସମ୍ପର୍କରେ ଜଣାପଡିବ ବୋଲି ସେ କହିଛନ୍ତି।
4.5
en-or
or
Indiccorp
He said, “I’m very happy.
ସେ କହିଥିଲେ, ‘ମୁଁ ବହୁତ ଖୁସି ।
5
en-or
or
Indiccorp
He talked about the culture and traditions of the country.
ସାରା ଦେଶ ବୁଲିବୁଲି ସେ ଆମ ସଂସ୍କୃତି ବାବଦରେ ବକ୍ତବ୍ୟ ରଖିଥିଲେ।
5
en-or
or
Indiccorp
He urged the Prime Minister to immediately intervene in the matter.
ଏହି ପ୍ରସଙ୍ଗରେ ମନ୍ତ୍ରୀଙ୍କ ତୁରନ୍ତ ହସ୍ତକ୍ଷେପ ଦାବି କରିଥିଲେ।
4.33
en-or
or
Indiccorp
He visited all campuses of KIIT and various units of KISS.
ସେ କିଟ୍‌ ବିଶ୍ୱବିଦ୍ୟାଳୟର ସମସ୍ତ କ୍ୟାମ୍ପସ ବୁଲି ଦେଖିବା ସହ କିସ୍‌ର ବିଭିନ୍ନ ବିଭାଗ ବୁଲି ଦେଖିଥିଲେ ।
4.5
en-or
or
Indiccorp
He was an associate professor of mechanical and aerospace engineering at UCLA.
ଯିଏକି ରାଉରକେଲା ଏନଆଇଟିର ମେଟାଲୁରଜିକାଲ୍ ଏବଂ ମେଟେରିଆଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଥିଲେ ।
5
en-or
or
Indiccorp
He was immediately admitted to the District Hospital.
ତାଙ୍କୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଆଯାଇଥିଲା।
5
en-or
or
Indiccorp
He was later admitted to hospital.
ପରେ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା।
4.5
en-or
or
Indiccorp
He was nowhere.
ସେ କୋଉଠି ନାହିଁ କି ନଥିଲା ।
5
en-or
or
Indiccorp
He was sent to jail after his judicial remand.
ଜାମିନ୍ ନାମଞ୍ଜୁର ହେବା ପରେ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଥିଲା ।
5
en-or
or
Indiccorp
He was suffering from cancer for long.
ସେ ଦୀର୍ଘଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ଥିଲେ|
4.67
en-or
or
Indiccorp
He was taken to the local civil hospital where doctors declared him dead.
ପରେ ତାଙ୍କୁ ସ୍ଥାନୀୟ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
1.33
en-or
or
Indiccorp
He was the CM.
ସେ କାମିକା ପ୍ରଧାନମନ୍ତ୍ରୀ ଥିଲେ।
5
en-or
or
Indiccorp
He was thereafter arrested.
ପରେ ତାଙ୍କୁ ଗିରଫ କରାଯାଇଛି।
5
en-or
or
Indiccorp
He was, however, declared dead after some time.
ହେଲେ ସେଠାରେ କିଛି ସମୟ ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।
5
en-or
or
Indiccorp
He wasn’t home.
ନଥିଲା ଘରେ ।
2
en-or
or
Indiccorp
He went on to lodge all his supporters at a hotel in Jaipur.
ନିଜ ସମର୍ଥକ ବିଧାୟକଙ୍କୁ ନିଜ ପକ୍ଷରେ ରଖିବାକି ସେ ଜୟପୁରର ଏକ ହୋଟେଲରେ ସେମାନଙ୍କୁ ଲୁଚାଇ ରଖିଛନ୍ତି।
3
en-or
or
Indiccorp
He, however, later apologized for his remarks.
ତେବେ ପରେ ସେ ନିଜ ଟିପ୍ପଣୀ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ।
5
en-or
or
Indiccorp
He, however, never played Test cricket.
ହେଲେ ଏପର୍ଯ୍ୟନ୍ତ ଦିନିକିଆ କିମ୍ବା ଟେଷ୍ଟ ଖେଳି ନାହାନ୍ତି।
5
en-or
or
Indiccorp
Heavy rain continued across the state.
ସାରା ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଛି।
5
en-or