lang_code
large_stringclasses
12 values
source
large_stringclasses
13 values
english_sentence
large_stringlengths
2
1.04k
indic_sentence
large_stringlengths
4
1.1k
score
float64
0
5
lang
large_stringclasses
12 values
or
Indiccorp
People are suffering for want of water and electricity.
ପାଣି ଓ ବିଜୁଳି ଅଭାବରୁ ଲୋକେ ହନ୍ତସନ୍ତ ହେଉଛନ୍ତି ।
4.67
en-or
or
Indiccorp
People intend to lose weight by going to the gym or trying out fancy diets.
ମୋଟାପଣରୁ ମୁକ୍ତି ପାଇବା ପାଇଁ ଲୋକେ ଜିମ୍ ଯାଆନ୍ତି ଓ ଡାଏଟିଂ କରନ୍ତି।
4.5
en-or
or
Indiccorp
People with ailments, pregnant women and children below 10 not allowed to step out.
ଏହାସହ ଗର୍ଭବତୀ, ବୟସ୍କ ଏବଂ ୧୦ ବର୍ଷରୁ କମ୍ ଶିଶୁଙ୍କୁ ବାରଣ କରାଯାଇଛି ।
5
en-or
or
Indiccorp
Perhaps he is ambitious and wants to be the Chief Minister, Amarinder Singh said in response to a question.
ତାଙ୍କ ଇସ୍ତଫା ଉପରେ ପ୍ରତିକ୍ରିୟା ରଖି ଅମରେନ୍ଦ୍ର ସିଂ କହିଛନ୍ତି ଯେ, “ବୋଧେ ସେ ଉଚ୍ଚାଭିଳାଷୀ ଅଛନ୍ତି ଓ ମୁଖ୍ୟମନ୍ତ୍ରୀ ଆଶାରେ ରହିଛନ୍ତି।
4.5
en-or
or
Indiccorp
Petrol price hiked
ବଢିଲା ପେଟ୍ରୋଲ ଦର
5
en-or
or
Indiccorp
Police […]
ପୋଲିସ ସହ […]
5
en-or
or
Indiccorp
Police continue to investigate the matter.
ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।
5
en-or
or
Indiccorp
Police filed a case in the matter and and started an investigation.
ଫଳରେ ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
5
en-or
or
Indiccorp
Police have arrested one person in the case.
ଏ ମାମଲାରେ ପୋଲିସ ଜଣଙ୍କୁ ଗିରଫ କରିଛି ।
5
en-or
or
Indiccorp
Police have filed a murder case.
ପୁଲିସ୍‍ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
4.5
en-or
or
Indiccorp
Police have reached the spot and started investigation.
ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
5
en-or
or
Indiccorp
Police reached at the spot and started probe.
ଘଟଣାସ୍ଥଳରେ ପୋଲିସ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି ।
4.5
en-or
or
Indiccorp
Police reached the place and have started investigation.
ପୁଲିସ ସେଠାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
5
en-or
or
Indiccorp
Police reached the spot and started investigating the matter.
ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
3.5
en-or
or
Indiccorp
Police seized the van and a motorcycle.
ଏ ନେଇ ପୁଲିସ ସେଠାରେ ପହଞ୍ଚି ବସ ଓ ଟ୍ରକକୁ ଜବତ କରିଛି।
4.5
en-or
or
Indiccorp
Police traced her mobile phone and rescued her from Siyana in Bulandshahr district, Singh said.
ପୁଲିସ ବୁନୁଙ୍କ ମୋବାଇଲ୍‌ ନମ୍ବର ଟ୍ରାକ୍‌ କରି ଚନ୍ଦ୍ରଶେଖରପୁର ଅଞ୍ଚଳରୁ ତାଙ୍କୁ ଥାନାକୁ ଉଠାଇ ଆଣିଥିଲା ।
5
en-or
or
Indiccorp
Police were investigating the incident.
ଘଟଣାକୁ ନେଇ ପୋଲିସ ପକ୍ଷରୁ ଅନୁସନ୍ଧାନ କରାଯାଇଛିି ।
5
en-or
or
Indiccorp
Prime Minister Narendra Modi and Chinese President Xi Jinping will meet in Argentine capital Buenos Aires on the sidelines of the G20 summit this week.
ନୂଆଦିଲ୍ଲୀ : ଆର୍ଜେଣ୍ଟିନାର ବୁଏନସ୍‍ ଏରିସ୍‍ଠାରେ ନଭେମ୍ବରରେ ଅନୁଷ୍ଠିତ ହେବାକୁ ଯାଉଥିବା ଜି୨୦ ସମ୍ମିଳନୀ ପୃଷ୍ଠଭୂମିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ୍‍ ରାଷ୍ଟ୍ରପତି ସି ଜିନ୍‍ପିଙ୍ଗଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ଅନୁଷ୍ଠିତ ହେବ।
4
en-or
or
Indiccorp
Prime Minister Narendra Modi at BJP's national executive meeting.
ବିଜେପିର ଜାତୀୟ କାର୍ଯ୍ୟକାରିଣୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆନାରା !
5
en-or
or
Indiccorp
Prime Minister Narendra Modi congratulates Arvind Kejriwal for AAP's victory in Delhi polls
ଦିଲ୍ଲୀ ବିଧାନସଭାରେ ଆପ୍‌ର ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅରବିନ୍ଦ କେଜ୍‌ରୀଓ୍ବାଲଙ୍କୁ ଶୁଭେଚ୍ଛା ଜଣାଇଥିଲେ।
4.33
en-or
or
Indiccorp
Protesters pushed him, they trampled upon him.
ବିକ୍ଷୋଭକାରୀ ତାଙ୍କୁ ଘେରି ଯାଇ ଜୋରଦାର ବିରୋଧ କରିଥିଲେ।
5
en-or
or
Indiccorp
Protests were being held outside.
ତେବେ ବାହାରେ ବିରୋଧ ଜାରି ରହିଥିଲା।
5
en-or
or
Indiccorp
Pulwama attack is an absolutely cowardly and condemnable act.
ପୁଲୱାମାରେ ହୋଇଥିବା ଆକ୍ରମଣ ଅତ୍ୟନ୍ତ ଦୁଃଖଦ ଓ ନିନ୍ଦନୀୟ।
5
en-or
or
Indiccorp
R. Arjun has been appointed the district magistrate while Abhisek Gupta has been made the police superintendent.
ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ୱାଲଙ୍କୁ କଟକ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଜ୍ୟୋତି ପ୍ରକାଶ ଦାସ ହୋଇଛନ୍ତି ପୁରୀ ଜିଲ୍ଲାପାଳ।
2.5
en-or
or
Indiccorp
Rahul Gandhi himself took this decision.
ଏହି ନିଷ୍ପତ୍ତିରେ ମୋହର ମାରିଛନ୍ତି ରାହୁଲ୍ ଗାନ୍ଧୀ ।
4.5
en-or
or
Indiccorp
Rahul Gandhi is scheduled to visit the state at the end of next week.
ସେପଟେ ଚଳିତମାସ ଶେଷ ସପ୍ତାହ ସୁଦ୍ଧା ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ ।
3
en-or
or
Indiccorp
Ranil Wikremasinghe, former prime minister
ରାଜପାକ୍ଷେ ପୂର୍ବତନ ପ୍ରଧାନମନ୍ତ୍ରୀ ରାନିଲ୍‌ ଓ୍ଵିକ୍ରମସିଂଘେଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀ ହୋଇଛନ୍ତି।
5
en-or
or
Indiccorp
Reliance Industries Chairman Mukesh Ambani is addressing the delegates at the summit.
ସମ୍ମିଳନୀରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଷ୍ଟାର୍ ବକ୍ତା ଭାବେ ଯୋଗଦେଇଛନ୍ତି ।
4.33
en-or
or
Indiccorp
Rishabh Pant and Ambati Rayudu are the first and second standbys while Saini is the bowler in the list.
ସେମାନଙ୍କ ମଧ୍ୟରୁ ପନ୍ତ୍‌ ପ୍ରଥମ ଓ ରାୟୁଡୁ ଦ୍ବିତୀୟ ପସନ୍ଦ ଥିଲା ବେଳେ ସାଇନି ବୋଲର ତାଲିକାରେ ସାମିଲ ହୋଇଛନ୍ତି।
4.33
en-or
or
Indiccorp
Sagittarius: Be careful while driving.
ବୃଷ: ଗାଡ଼ି ଚଲାଇବା ବେଳେ ସତର୍କ ରୁହନ୍ତୁ।
5
en-or
or
Indiccorp
Sagittarius: Stopped work will be done.
ମିଥୁନ : ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ।
3.67
en-or
or
Indiccorp
School and Mass Education minister Badri Narayan Patra would release the result booklets here at the BSE office.
ପୂର୍ବାହ୍ନରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଫଳାଫଳ ପୁସ୍ତିକାକୁ ଉନ୍ମୋଚନ କରିଥିଲେ।
4
en-or
or
Indiccorp
Senior PCC leader and...
ପିସିସି ଓ ବରିଷ୍ଠ ନେତା ନାହାନ୍ତି, ତଥାପି ଯୁଝୁଛନ୍ତି ପ୍ରଣୟ
3.5
en-or
or
Indiccorp
Senior party MP T R Baalu represented the former Tamil Nadu chief minister, as in the past.
ପୂର୍ବତନ ମନ୍ତ୍ରୀ ତେଲୁଗୁ ଦେଶମ ପାର୍ଟି ନେତା ଏ. ପତ୍ରଡୁ, ଭି.
5
en-or
or
Indiccorp
Several criminal cases are pending against him, police said.
ଏମାନଙ୍କ ନାମରେ ଅନେକ ପୂର୍ବରୁ ଅପରାଧିକ ମାମଲା ରହିଥିବା ପୋଲିସ ସୂଚନା ଦେଇଛି ।
4.33
en-or
or
Indiccorp
Several other party leaders detained too.
ଅନ୍ୟ କିଛି ନେତାଙ୍କୁ ଦଳୀୟ ଫୋରମରେ ରଖାଯିବ।
0
en-or
or
Indiccorp
Several questions have been asked.
ସେନେଇ ନାନା ପ୍ରଶ୍ନ ଉଠିଛି ।
5
en-or
or
Indiccorp
Sharad Pawar said NCP will provide outside support to BJP to help form the government.
ଏନ୍‍ସିପି ମୁଖ୍ୟ ଶରଦ ପାୱାର କହିଛନ୍ତି, ମହାରାଷ୍ଟ୍ରରେ ସରକାର ଗଠନ କରିବା ପାଇଁ ବିଜେପିକୁ ସମର୍ଥନ କରିବା ଲାଗି ଅଜିତ
3.5
en-or
or
Indiccorp
She couldn’t speak or walk.
ସେ ଚାଲିପାରୁ ନଥିଲେ କି କହି ପାରୁ ନ ଥିଲେ।
4
en-or
or
Indiccorp
She has called on Secretary General Antonio Guterres to initiate an international criminal investigation into the case.
ସେ ଦାବି କରିଛନ୍ତି, ଜାତିସଂଘ ମହାସଚିବ ଆଣ୍ଟୋନିଓ ଗଟ୍ରେସ୍‌ ଅନ୍ତର୍ଜାତୀୟ ତଦନ୍ତର ବ୍ୟବସ୍ଥା କରନ୍ତୁ।
5
en-or
or
Indiccorp
She stays abroad.
ସେ ବିଦେଶରେ ରୁହନ୍ତି।
3
en-or
or
Indiccorp
She then hanged herself.
ତାପରେ ସେ ନିଜକୁ ଟାଣ କରିଥିଲେ।
4
en-or
or
Indiccorp
She was declared dead at the hospital.
ହସ୍ପିଟାଲରେ ସାଇଶ୍ରୀକୁ ମୃତ ଘୋଷଣା କରା ଯାଇଥିଲା ।
4.5
en-or
or
Indiccorp
She was immediately taken to hospital.
ତୁରନ୍ତ ସେ ତାକୁ ଡାକ୍ତରଖାନା ନେଇଥିଲେ।
4.5
en-or
or
Indiccorp
Shri Ganesh is known by many names to indicate his various powers.
ମହାବିନାୟକ ଶ୍ରୀ ଗଣେଶ ତ ବିଭିନ୍ନ ରୂପରେ ପୂଜା ପାଇଥାନ୍ତି, ତେଣୁ ଭିନ୍ନ ଭିନ୍ନ ନାମରେ ଗଣେଶଙ୍କୁ ମଧ୍ୟ ଡକାଯାଇଥାଏ ।
4
en-or
or
Indiccorp
Since then, he didn’t return home.
ତା’ ପରଠାରୁ ସେ ଆଉ ଘରକୁ ଫେରି ନ ଥିଲେ।
4.5
en-or
or
Indiccorp
So, let’s see how it pans out.
ତାହାଲେ ଆସନ୍ତୁ ଜାଣିବା କିପରି ହୋଇଥାଏ କ୍ଷତି
4.5
en-or
or
Indiccorp
Some arrive in cars, and autos, and many by cycles or on foot.
କିଏ ଚାଲି ଚାଲି ଆସୁଛି ତ କିଏ ଟ୍ରକ ଓ ବସ ଯୋଗେ ତ ପୁଣି କିଏ ଟ୍ରେନ ଯୋଗେ ଫେରୁଛନ୍ତି ।
5
en-or
or
Indiccorp
Some of them are foreigners.
ଏମାନଙ୍କ ମଧ୍ୟରେ କେତେକ ବିଦେଶୀ ମଧ୍ୟ ରହିଛନ୍ତି ।
5
en-or
or
Indiccorp
Son is rated second in the list and Lee eighth.
ଏହି ତାଲିକାର ଦ୍ୱିତୀୟ ନମ୍ବରରେ ପ୍ରତି ଜିଣ୍ଟା ଓ ତୃତୀୟ ନମ୍ବରେ ତବୁଙ୍କ ନାମ ରହିଛି।
1.5
en-or
or
Indiccorp
South Africa...
ଦକ୍ଷିଣ ଆଫ୍ରିକା…
4.33
en-or
or
Indiccorp
Special care has been taken for the safety of the students.
ଛାତ୍ରଛାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଧ୍ୟାନ ଦିଆଯିବ।
5
en-or
or
Indiccorp
State Government needs to give special focus on this.
ଏଥିପ୍ରତି ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।
5
en-or
or
Indiccorp
Students will get success in exam.
ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇ‍ବେ।
5
en-or
or
Indiccorp
Such a thing has happened for the first time.
ଏଭଳି ଘଟଣା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି।
5
en-or
or
Indiccorp
Supreme Court refuses to pass directions on lifting restrictions in Jammu & Kashmir
ଜମ୍ମୁକାଶ୍ମୀର କଟକଣା ଉଚ୍ଛେଦ ସମ୍ପର୍କରେ ରୁଲିଂ ଦେଲେନି ସୁପ୍ରିମ୍‌କୋର୍ଟ
4.5
en-or
or
Indiccorp
Taurus: Control your emotions.
ବୃଷ : କଥା ଉପରେ ନିୟନ୍ତ୍ରଣ ରଖନ୍ତୁ ।
5
en-or
or
Indiccorp
Taurus: You will get success in the field of education.
ବୃଷଭ: ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ।
4.33
en-or
or
Indiccorp
Terrorists attack army camp in Jammu and Kashmir
ଜମ୍ମୁ କାଶ୍ମୀର ସେନା କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ
5
en-or
or
Indiccorp
Thankyou so much sir.
ବହୁତ ବହୁତ ଧନ୍ୟବାଦ ସାର୍…….
5
en-or
or
Indiccorp
That’s how it was written.
’ ଏଭଳି ଲେଖାଥିବା ଦେଖିବାକୁ ମିଳିଛି।
3.33
en-or
or
Indiccorp
The BJP is currently in power in the State.
ଏହି ରାଜ୍ୟରେ ଏବେ ବିଜେପି ଶାସନ ଅଛି ।
5
en-or
or
Indiccorp
The CBI has challenged it in the Supreme Court.
ଏହାକୁ ବିରୋଧ କରି ସିବିଆଇ ଦେଶର ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛି।
3
en-or
or
Indiccorp
The CBI should investigate it.
ଏହାର ସିବିଆଇ ତଦନ୍ତ ହେବା ଉଚିତ ।
0
en-or
or
Indiccorp
The Chief Minister said the Government had no control over the management of the temple.
ରାଜ୍ୟ ସରକାର ମନ୍ଦିର ପରିଚାଳନା ଦାୟିତ୍ୱ ନେବା ବେଳେ ରତ୍ନଭଣ୍ଡାର ମୂଳଚାବି ହସ୍ତାନ୍ତର କରାଯାଇନଥିବା ସେ କହିଛନ୍ତି ।
3.67
en-or
or
Indiccorp
The Chief Minister said this during an election rally in Jharkhand that he was addressing for BJP candidate Nagendra Mahto.
ମୁଖ୍ୟମନ୍ତ୍ରୀ ଯୋଗୀ ଝାରଖଣ୍ଡରେ ବିଜେପି ପ୍ରାର୍ଥୀ ନାଗେନ୍ଦ୍ର ମହତୋଙ୍କ ପାଇଁ ପ୍ରଚାର କରିବାକୁ ଯାଇଥିଲେ।
5
en-or
or
Indiccorp
The Congress, on the other hand, vehemently criticized the Speaker for such a decision.
ତେବେ ମହାଭିଯୋଗ ଖାରଜ ପରେ କଂଗ୍ରେସ ମଧ୍ୟ ଅଭିଯୋଗ କରିଛି- ଉପରାଷ୍ଟ୍ରପତି ତରବରିଆ ଭାବେ ଏହି ନିଷ୍ପତ୍ତି ନେଇଛନ୍ତି।
5
en-or
or
Indiccorp
The Delhi High Court, however, rejected the petition.
ତେବେ ଦିଲ୍ଲୀ ହାଇକୋର୍ଟ ଏଥିରେ ହସ୍ତକ୍ଷେପ କରି ଏପରି କରିବାକୁ ବାରଣ କରିଥିଲେ ।
3
en-or
or
Indiccorp
The SP and district magistrate are at the spot.
ଉଭୟ ଜିଲ୍ଲାପାଳ ଓ ଏସ୍‌ପି ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।
5
en-or
or
Indiccorp
The Supreme Court gave way for the construction of Ram Temple in Ayodhya.
ସର୍ବସମ୍ମତିକ୍ରମେ ସୁପ୍ରିମକୋର୍ଟ ରାୟ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ରାସ୍ତା ଖୋଲିଦେଇଛି ।
4
en-or
or
Indiccorp
The accident happened due to a human error.
ଏହାର ମଣିଷର ଭୁଲ ଯୋଗୁଁ ଘଟିଛି ଦୁର୍ଘଟଣା ।
5
en-or
or
Indiccorp
The actor posted a picture on her Instagram.
ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି ।
5
en-or
or
Indiccorp
The advisory group includes some of country’s top names in various disciplines such as Dr Ramakanta Panda, Dr Devi Shetty, Dr K Srinath Reddy, Prof Subrat Acharya, Prof Mukut Minz, Dr Rajan Badwe, Prof Digambar Behera, Prof Jagat Narula, Dr GN Rao and Prof Purna Chandra Mohapatra.
ଏହି ଟିମରେ ଅଛନ୍ତି ବିଶିଷ୍ଟ ଡାକ୍ତର ରମାକାନ୍ତ ପଣ୍ଡା, ଡାକ୍ତର ଦେବୀ ସେଟ୍ଟୀ, ଡାକ୍ତର କେ. ଶ୍ରୀନାଥ ରେଡ୍ଡୀ, ପ୍ରଫେସର ଡାକ୍ତର ସୁବ୍ରତ ଆଚାର୍ୟ୍ୟ, ପ୍ରଫେସର ଡାକ୍ତର ମୁକୁଟ ମିଞ୍ଜ, ପ୍ରଫେସର ଡାକ୍ତର ଦିଗମ୍ବର ବେହେରା, ଡାକ୍ତର ରାଜନ ବାଦୁଏ, ଡାକ୍ତର ଜଗତ ନରୁଲା, ଡାକ୍ତର G.
5
en-or
or
Indiccorp
The air pollution in Delhi is worsening due to the smoke from outside, he said.
ଦିଲ୍ଲୀର ପ୍ରଦୂଷଣ ବଢ଼ୁଥିବା ନେଇ ସେ କହିଛନ୍ତି ପ୍ରଦୂଷଣ ପ୍ରଥମେ ଫୁସଫୁସକୁ ପ୍ରଭାବିତ କରିଥାଏ।
4
en-or
or
Indiccorp
The announcement was made by HRD minister, Prakash Javadekar.
ଏନେଇ ସୁଚନା ଦେଇଛନ୍ତି ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର ।
4
en-or
or
Indiccorp
The assault severely injured Sayanna.
ଭିଣୋଇ ଆକ୍ରମଣରେ ଗୁରୁତର ହୋଇଛି ଶାଳୀ ।
5
en-or
or
Indiccorp
The big question remains.
ତାଙ୍କୁ ନେଇ ବଡ ପ୍ରଶ୍ନ ଠିଆ ହୋଇଛି।
5
en-or
or
Indiccorp
The body of […]
ତାଙ୍କ ମର ଶରୀରକୁ […]
5
en-or
or
Indiccorp
The body was later handed over to the family.
ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।
5
en-or
or
Indiccorp
The brother of the girl caught the accused forcing himself on his sister and informed the police.
ଏ ନେଇ ଅଭିଯୁକ୍ତଙ୍କ ଭାଇ ପୁଲିସକୁ ଜଣାଇବା ସହ ପ୍ରେମିକା ମିଛ ଅରୋପ ଲଗାଇ ମୋ ଭାଇକୁ ଜେଲ୍‌ ପଠାଇଛନ୍ତି ବୋଲି କହିଥିଲେ ।
5
en-or
or
Indiccorp
The car driver was seriously injured in the accident.
ଦୁର୍ଘଟଣାରେ ଭ୍ୟାନର ଚାଳକ ଗୁରୁତର ଆହତ ହୋଇଛନ୍ତି।
5
en-or
or
Indiccorp
The car is available in both petrol and diesel variants.
ଏହି କାର ଉଭୟ ପେଟ୍ରୋଲ ଏବଂ ଡିଜେଲ ଇଞ୍ଜିନରେ ଉପଲବ୍ଧ ରହିଛି।
4.67
en-or
or
Indiccorp
The cause of the explosion is not known.
ବିସ୍ଫୋରଣର କାରଣ ଜଣାପଡ଼ି ନାହିଁ ।
5
en-or
or
Indiccorp
The child died on the spot.
ଘଟଣାସ୍ଥଳରେ ଶିଶୁର ମୃତ୍ୟୁ ଘଟିଥିଲା ।
0
en-or
or
Indiccorp
The child was eventually admitted to the Sick Newborn Care Unit (SNCU) of the Nabarangpur District Headquarters Hospital, where he succumbed to his injuries while undergoing treatment.
ଚେଙ୍କ ଯୋଗୁଁ ଶିଶୁଟିର ଦେହରେ ଫୋଟକା ହୋଇଯାଇଥିିବା ବେଳେ ସେ ଗୁରୁତର ହୋଇ ପଡ଼ିବାରୁ ଶେଷରେ ତାଙ୍କୁ ଅଣାଯାଇ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିସା କରାଯାଉଛି।
5
en-or
or
Indiccorp
The company earned many awards and accolades.
କଂପାନି ଅନେକ ପୁରସ୍କାର ଏବଂ ମାନ୍ୟତା ହାସଲ କରିଛି।
4.5
en-or
or
Indiccorp
The company quickly announced it was halting operations.
ମାଗଣା କଲ୍ ସେବାକୁ ବନ୍ଦ କରିବାର ଘୋଷଣା କରିଥିଲା କମ୍ପାନୀ ।
3
en-or
or
Indiccorp
The competition will be held in England and Wales.
ଇଂଲଣ୍ଡ ଓ କ୍ରୋଏସିଆ ମଧ୍ୟରେ ଏହି ମ୍ୟାଚ୍‌ ଖେଳାଯିବ ।
1
en-or
or
Indiccorp
The condition of the injured victims is reportedly serious.
ଆହତ ଗ୍ରାମବାସୀଙ୍କ ସ୍ଥିତି ଗମ୍ଭୀର ଥିବା ସୂଚନା ମିଳିଛି।
1
en-or
or
Indiccorp
The day holds a lot of significance in the history of Hinduism.
ବୈଷ୍ଣବ ଧର୍ମରେ ଆଜି ଦିନର ବେଶ ମହତ୍ୱ ରଖିଛି ।
5
en-or
or
Indiccorp
The debt burden has risen.
ଋଣ ଭାର ମଧ୍ୟ ବଢିଲାଣି ।
5
en-or
or
Indiccorp
The deceased has not been identified yet.
ମୃତକଙ୍କ ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ ।
5
en-or
or
Indiccorp
The decision was taken at the Managing Committee meeting.
ପରିଚାଳନା କମିଟି ବୈଠକରେ ଏ ନେଇ ନିଷ୍ପତି ହୋଇଛି।
5
en-or
or
Indiccorp
The district administration has ordered a probe into the accident.
ଦୁର୍ଘଟଣାର ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନ ଆଦେଶ ଦେଇଛନ୍ତି।
5
en-or
or
Indiccorp
The doctors combined anti-flu drug oseltamivir with lopinavir and ritonavir, anti-virals used to treat HIV.
ଡାକ୍ତର ଜଣକ କହିଛନ୍ତି ସେ ଆଣ୍ଟି ଫ୍ଲୁ ଡ୍ରଗ୍‌ ଓସେଲ୍ଟାମିଭିରକୁ ଏଚ୍‌ଆଇଭି ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା ଲୋପିନାଭିର ଓ ରିଟୋନାଭିର ସହ ମିଶାଇ ଏହି ଔଷଧ ପ୍ରସ୍ତୁତ କରିଛନ୍ତି।
3
en-or
or
Indiccorp
The dog died on the spot.
ଫଳରେ ଘଟଣାସ୍ଥଳରେ ଗାଈଟିର ମୃତ୍ୟୁ ଘଟିଥିଲା ।
4
en-or
or
Indiccorp
The education minister of the state informed this.
ଏ ନେଇ ଗଣ ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।
4
en-or
or
Indiccorp
The event was inaugurated by Police Commissioner Dr Rajendra Prasad Sharma.
ଏହି ସମ୍ମିଳନୀକୁ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଉଦଘାଟନ କରିବେ।
5
en-or
or
Indiccorp
The exact cause of the death is however not yet known.
ତେବେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନାହିଁ।
5
en-or
or
Indiccorp
The feature was earlier available for iPhone users.
ଏହି ସୁବିଧା ଆଇଫୋନ୍ ବ୍ୟବହାରକାରୀଙ୍କ ପାଇଁ ପୂର୍ବରୁ ଉପଲବ୍ଧ ଥିଲା।
4.33
en-or