file_name
stringlengths
36
59
text
stringlengths
9
449
lang
stringclasses
12 values
speaker_id
stringclasses
26 values
duration
float64
1.5
29.8
source
stringclasses
2 values
emotion
stringclasses
1 value
domain
float64
snr_db
float64
22.5
60
⌀
silence_ratio
float64
0.1
0.35
⌀
clipping_ratio
float64
0
0
⌀
audio/or/indictts_or_male_train_odiamale_04936.wav
ଗୋପାଳକୁ ଜବତ୍ କରିବା ପାଇଁ ଦିନେ ରାଜା କହିଲେ, ଗୋପାଳ କାଲି ତୁମେ ପ୍ରାତଃ ଭ୍ରମଣରେ ଆମ ସଙ୍ଗରେ ଯିବ ।
or
indictts_or_male
7.955
indictts_iitm
neutral
null
null
null
null
audio/or/indictts_or_male_train_odiamale_04937.wav
ଗୋପାଳ ହାତ ଯୋଡ଼ି କହିଲା, ଯିବି ଆଜ୍ଞା ।
or
indictts_or_male
3.087
indictts_iitm
neutral
null
null
null
null
audio/or/indictts_or_male_train_odiamale_04938.wav
ତା’ ପରଦିନ ଯଥାକାଳେ ରାଜା ଓ ମନ୍ତ୍ରୀ ଗୋପାଳକୁ ସଙ୍ଗରେ ଧରି ବାହାରିଗଲେ ।
or
indictts_or_male
6.101
indictts_iitm
neutral
null
null
null
null
audio/or/indictts_or_male_train_odiamale_04939.wav
ଅନ୍ୟଦିନ ଅପେକ୍ଷା ସେଦିନ ଅନେକଗୁଡ଼ିଏ ବାଟ ଆଗକୁ ଚାଲିଗଲେ ।
or
indictts_or_male
4.791
indictts_iitm
neutral
null
null
null
null
audio/or/indictts_or_male_train_odiamale_04940.wav
ଫେରିବା ସମୟରେ ଦେଖିଲେ, ଯେ ସୂର୍ଯ୍ୟଙ୍କ ଉତ୍ତାପ ଆଉ ସହ୍ୟ କରି ହେଉନାହିଁ ।
or
indictts_or_male
5.53
indictts_iitm
neutral
null
null
null
null
audio/or/indictts_or_male_train_odiamale_04941.wav
ସେମାନେ ପିନ୍ଧି ଥିବା ଭାରି ପୋଷାକଗୁଡ଼ିକ ବାହାର କରି ଗୋପାଳକୁ କହିଲେ, ୟାକୁ ଧର ଗୋପାଳ ।
or
indictts_or_male
6.588
indictts_iitm
neutral
null
null
null
null
audio/or/indictts_or_male_train_odiamale_04942.wav
ଆଜ୍ଞା ମାତ୍ରେ ଗୋପାଳ ସେ ସବୁ ଧରି ରାଜା ମନ୍ତ୍ରୀଙ୍କର ପଛେ ପଛେ ଚାଲିଲା ।
or
indictts_or_male
5.1
indictts_iitm
neutral
null
null
null
null
audio/or/indictts_or_male_train_odiamale_04943.wav
ଏକେ ତ' ଚଲା ପରିଶ୍ରମ, ସୂର୍ଯ୍ୟଙ୍କର ଟାଣୁଆ ଖରା, ତା'ଉପରେ ପୁଣି ରାଜା ଓ ମନ୍ତ୍ରୀଙ୍କର ଦୁଇଟି ଭାରି ପୋଷାକ କାନ୍ଧରେ ଧରିଛି ।
or
indictts_or_male
9.041
indictts_iitm
neutral
null
null
null
null
audio/or/indictts_or_male_train_odiamale_04944.wav
ଏହି ସବୁ କାରଣ ନେଇ ଗୋପାଳ ତାଙ୍କ ସଙ୍ଗରେ ଚାଲି ନ ପାରି ପଛରେ ପଡ଼ିରହିଲା ।
or
indictts_or_male
5.474
indictts_iitm
neutral
null
null
null
null
audio/or/indictts_or_male_train_odiamale_04945.wav
ତା’ର ଅବସ୍ଥା ଦେଖି ରାଜା ହସି ହସି ମନ୍ତ୍ରୀଙ୍କୁ କହିଲେ, ଗୋପାଳ ଏଥର ବେଶ୍ ଜବତ ହେଇଛି ।
or
indictts_or_male
6.953
indictts_iitm
neutral
null
null
null
null
audio/or/indictts_or_male_train_odiamale_04946.wav
ବାଟଚଲା ଖରାକୁ ତା'ଉପରେ ଗୋଟିଏ ଗଧର ଲଦନ ଲଦା ହୋଇଛି ।
or
indictts_or_male
4.856
indictts_iitm
neutral
null
null
null
null
audio/or/indictts_or_male_train_odiamale_04947.wav
ଗୋପାଳ ସଙ୍ଗେ ସଙ୍ଗେ କହିଲା, ମହାରାଜ, ଗୋଟିଏ ଗଧର ଲଦନ ହୋଇ ଥିଲେ ତ' ମୁଁ ବଂଚି ଥାଆନ୍ତି, କିନ୍ତୁ ଏ ଯେ ଦୁଇଟି ଗଧର ।
or
indictts_or_male
9.237
indictts_iitm
neutral
null
null
null
null
audio/or/indictts_or_male_train_odiamale_04948.wav
ଦିନେ ଗୋପାଳ ତା’ର ବନ୍ଧୁ ଘରକୁ ଯାଉ ଯାଉ ଭୁଲରେ ଗୋଟିଏ ଗ୍ରାମ ଭିତରକୁ ପଶିଗଲା ।
or
indictts_or_male
5.661
indictts_iitm
neutral
null
null
null
null
audio/or/indictts_or_male_train_odiamale_04949.wav
ସେ ଗ୍ରାମରେ ଜଣେ ଭଦ୍ରଲୋକ ପିଣ୍ଡା ଉପରେ ବସି ତମାଖୁ ଖାଉଥାଆନ୍ତି ।
or
indictts_or_male
5.287
indictts_iitm
neutral
null
null
null
null
audio/or/indictts_or_male_train_odiamale_04950.wav
ଗୋପାଳ ସେହି ବାଟରେ ଗଲା ବେଳେ ଭଦ୍ରଲୋକଟି ତାଙ୍କୁ ଚିହ୍ନି ପାରି ଡାକ ପକାଇଲେ ।
or
indictts_or_male
5.699
indictts_iitm
neutral
null
null
null
null
audio/or/indictts_or_male_train_odiamale_04951.wav
ଗୋପାଳ ମଧ୍ୟ ଭଦ୍ରଲୋକଟି ସଙ୍ଗରେ ଏଣୁ ତେଣୁ ଗପ ଲଗାଇ ହୁକା ଟାଣୁଥାଆନ୍ତି ।
or
indictts_or_male
5.755
indictts_iitm
neutral
null
null
null
null
audio/or/indictts_or_male_train_odiamale_04952.wav
ଗୋପାଳ ଆଉ ସହ୍ୟ କରି ପାରିଲାନି, ତମାଖୁ ଖାଇବ ବୋଲି ଛ’ ସାତ ବାର ବଳେ ବଳେ ହାତ ବଢ଼ାଇଲା ।
or
indictts_or_male
7.159
indictts_iitm
neutral
null
null
null
null
audio/or/indictts_or_male_train_odiamale_04953.wav
ଭଦ୍ରଲୋକଟି ମଜା ଦେଖିବା ପାଇଁ ହୁକ୍କା ନ ଛାଡ଼ି ମୁହଁଟାକୁ ଖଟା ଖାଇଲାପରି କରି କହିଲା ।
or
indictts_or_male
6.391
indictts_iitm
neutral
null
null
null
null
audio/or/indictts_or_male_train_odiamale_04954.wav
କିହୋ ଗୋପାଳ, ତୁମେ କାଣୀ ବିରାଡ଼ି ପରି ବାରବାର ହାତ ମୁହଁ ବଢ଼ାଉଛ କାହିଁକି ।
or
indictts_or_male
5.54
indictts_iitm
neutral
null
null
null
null
audio/or/indictts_or_male_train_odiamale_04955.wav
ଗୋପାଳ ଉଠି ପଡ଼ି ଉତ୍ତର ଦେଲା ଭୁଲ୍ ହୋଇଛି, ମୁଁ ମୂଷା ମନେ କରି ହାତ ମୁହଁ ବଢ଼ାଉଥିଲି ।
or
indictts_or_male
6.157
indictts_iitm
neutral
null
null
null
null
audio/or/indictts_or_male_train_odiamale_04956.wav
କିନ୍ତୁ ଭଲଭାବେ ଦେଖିବାରୁ ଜାଣି ପାରିଲି ସେ ମୂଷା ନୁହେଁ ଗୋଟିଏ ଚୁଚୁନ୍ଦ୍ରା ।
or
indictts_or_male
5.249
indictts_iitm
neutral
null
null
null
null
audio/or/indictts_or_male_train_odiamale_04957.wav
ଗୋପାଳର କଥା ଶୁଣି ଭଦ୍ରଲୋକଟି ହସି ଉଠି ତା’ର ହାତ ଧରି ବସାଇ ଦେଲେ ।
or
indictts_or_male
4.969
indictts_iitm
neutral
null
null
null
null
audio/or/indictts_or_male_train_odiamale_04958.wav
ଗୋପାଳ ମନଇଚ୍ଛା ତମାଖୁ ଖାଇ ନିଜ ବାଟ ଧରିଲା ।
or
indictts_or_male
3.564
indictts_iitm
neutral
null
null
null
null
audio/or/indictts_or_male_train_odiamale_04959.wav
କାଶମ ଅଲ୍ଲୀ ମୁସଲମାନ୍ ହେଲେ ହେଁ ଗୋପାଳ ସଙ୍ଗେ ତାର ବେଶ୍ ବନ୍ଧୁତା ଥିଲା ।
or
indictts_or_male
4.903
indictts_iitm
neutral
null
null
null
null
audio/or/indictts_or_male_train_odiamale_04960.wav
ସେମାନେ ଏକ ସଙ୍ଗରେ ବସି କଥାବାର୍ତ୍ତା ହେଉଥିଲେ ।
or
indictts_or_male
3.48
indictts_iitm
neutral
null
null
null
null
audio/or/indictts_or_male_train_odiamale_04961.wav
ଦିନେ ମଧ୍ୟାହ୍ନ ସମୟରେ କୌଣସି କାର୍ଯ୍ୟବଶତଃ ଗୋପାଳ ଅଲ୍ଲୀ ଘରକୁ ଗଲା ।
or
indictts_or_male
5.502
indictts_iitm
neutral
null
null
null
null
audio/or/indictts_or_male_train_odiamale_04962.wav
ସେତେବେଳକୁ ଅଲ୍ଲୀ ମୁଣ୍ଡା ମାଛ ନେଇ ଭାତ ଖାଉଥାଏ ।
or
indictts_or_male
4.285
indictts_iitm
neutral
null
null
null
null
audio/or/indictts_or_male_train_odiamale_04963.wav
ଗୋପାଳ ତାକୁ ଦେଖି ହସି ହସି କହିଲା, କ’ଣ ଭକ୍ଷଣ କରୁଛ ଅଲ୍ଲୀ ସାହେବ୍ ।
or
indictts_or_male
5.39
indictts_iitm
neutral
null
null
null
null
audio/or/indictts_or_male_train_odiamale_04964.wav
ଭାତ ଗୁଣ୍ଡାଟା ଗର୍ଭସାତ୍ କରି ଅଲ୍ଲୀ ମିଆଁ ଉତ୍ତର ଦେଲା, ତୁମର ଅବତାର ଭକ୍ଷଣ କରୁଛି ବନ୍ଧୁ ।
or
indictts_or_male
6.551
indictts_iitm
neutral
null
null
null
null
audio/or/indictts_or_male_train_odiamale_04965.wav
ଗୋପାଳ ସଙ୍ଗେ ସଙ୍ଗେ ପୁଣି ପଚାରିଲା, ଆମର ତୃତୀୟ ଅବତାର ତ'।
or
indictts_or_male
4.295
indictts_iitm
neutral
null
null
null
null
audio/or/indictts_or_male_train_odiamale_04966.wav
ମୁସଲମାନ୍ ମାନେ ଘୁଷୁରି ବା ବରାହ ନାମ ଶୁଣିଲେ ଅନ୍ନ ଭୋଜନ କରନ୍ତି ନାହିଁ ।
or
indictts_or_male
5.249
indictts_iitm
neutral
null
null
null
null
audio/or/indictts_or_male_train_odiamale_04967.wav
ବିଷ୍ଣୁଙ୍କର ଦ୍ଵିତୀୟ ଅବତାର ବରାହ ଶୁଣି ସେ ଆଉ ଭୋଜନ କଲା ନାହିଁ ।
or
indictts_or_male
4.5
indictts_iitm
neutral
null
null
null
null
audio/or/indictts_or_male_train_odiamale_04968.wav
ଦିନେ ରାଜା କୃଷ୍ଣଚନ୍ଦ୍ର ଗୋପାଳର ବୁଦ୍ଧି ପରୀକ୍ଷା କରିବା ଲାଗି ନିଜର ଅଙ୍ଗୁଳିରୁ ସୁନା ମୁଦିଟା କାଢ଼ି ତାଙ୍କ ଉଆସ ବାହାରେ ଥିବା କୁଅ ଭିତରକୁ ପକାଇ ଦେଲେ ।
or
indictts_or_male
10.126
indictts_iitm
neutral
null
null
null
null
audio/or/indictts_or_male_train_odiamale_04969.wav
ଗୋପାଳକୁ କହିଲେ, ଏ କୁଅ ଭିତରେ ପଡ଼ିଥିବା ମୋର ସୁନା ମୁଦିଟି ବାହାର କରିଦେଲେ ମୁଁ ତୁମକୁ ହଜାରେ ଟଙ୍କା ପୁରସ୍କାର ଦେବି ।
or
indictts_or_male
8.011
indictts_iitm
neutral
null
null
null
null
audio/or/indictts_or_male_train_odiamale_04970.wav
ନୋହିଲେ ତୁମକୁ ଏ ରାଜ୍ୟ ଛାଡ଼ି ଚାଲି ଯିବାକୁ ହେବ ।
or
indictts_or_male
3.499
indictts_iitm
neutral
null
null
null
null
audio/or/indictts_or_male_train_odiamale_04971.wav
ରାଜାଙ୍କର କଥା ଶୁଣି ଗୋପାଳ କହିଲା, ମହାରାଜ, ଏ ଗୋଟା କି'ବା କଥା ଯେ ଏଥି ପାଇଁ ରାଜ୍ୟ ଛାଡ଼ି ଚାଲି ଯିବାକୁ ହେବ ।
or
indictts_or_male
8.03
indictts_iitm
neutral
null
null
null
null
audio/or/indictts_or_male_train_odiamale_04972.wav
ଆପଣ ଏଇଠି ଠିଆ ହୋଇ ଥାଆନ୍ତୁ, ମୁଁ ଯାଉଛି କୂଅ ଭିତରେ ପଶି, ପାଣିରେ ବୁଡ଼ି ମୁଦିଟା କାଢ଼ି ଆଣିବି ।
or
indictts_or_male
6.925
indictts_iitm
neutral
null
null
null
null
audio/or/indictts_or_male_train_odiamale_04973.wav
ରାଜା ଟିକିଏ ହସି ଦେଇ କହିଲେ, କୂଅ ଭିତରେ ପଶିଲେ ହେବ ନାହିଁ ।
or
indictts_or_male
4.182
indictts_iitm
neutral
null
null
null
null
audio/or/indictts_or_male_train_odiamale_04974.wav
ଯଦି ବୁଦ୍ଧି ଅଛି ତେବେ ଠିଆ ହୋଇ ମୁଦିଟିକୁ ହାତ ପାହାନ୍ତକୁ ଘେନି ଆସ ।
or
indictts_or_male
5.24
indictts_iitm
neutral
null
null
null
null
audio/or/indictts_or_male_train_odiamale_04975.wav
ଦଉଡ଼ି ବା ଜଞ୍ଜିରରେ କୌଣସି ଜିନିଷ ବାନ୍ଧି କିମ୍ବା କାହାକୁ ପଠାଇ ଆଣିଲେ ହେବ ନାହିଁ ।
or
indictts_or_male
6.317
indictts_iitm
neutral
null
null
null
null
audio/or/indictts_or_male_train_odiamale_04976.wav
ଏ କଥା ଶୁଣି ଗୋପାଳ ଟିକିଏ ରହିଯାଇ ମନେ ମନେ ଭାବିଲା ।
or
indictts_or_male
3.929
indictts_iitm
neutral
null
null
null
null
audio/or/indictts_or_male_train_odiamale_04977.wav
ଗୋପାଳ କହିଲା ମହାରାଜ, ଯଦି ବିନା ସାହାଯ୍ୟରେ ମୁଦିଟିକି ମୋ ହାତ ପାଖକୁ ଘେନି ଆସିବି, ତେବେ ମୋତେ ଆଠ ଦିନ ସମୟ ଦିଅନ୍ତୁ ।
or
indictts_or_male
8.02
indictts_iitm
neutral
null
null
null
null
audio/or/indictts_or_male_train_odiamale_04978.wav
ମୋ କହିବା ଅନୁସାରେ ଆଗ କୂଅଟିରୁ ପାଣି କାଢ଼ି ଶୁଖାଇ ଦିଅନ୍ତୁ ।
or
indictts_or_male
4.416
indictts_iitm
neutral
null
null
null
null
audio/or/indictts_or_male_train_odiamale_04979.wav
ତା'ଛଡ଼ା ରୀତିମତ୍ ଜଣେ ଦରୁଆନ ଜଗି ରହୁ ତେଣିକି ଯାହା ହେବ ମୁଁ କରିବି ।
or
indictts_or_male
5.418
indictts_iitm
neutral
null
null
null
null
audio/or/indictts_or_male_train_odiamale_04980.wav
ଗୋପାଳର କଥା ଶୁଣି ରାଜା ଲୋକ ଲଗେଇ କୂଅଟିକୁ ଶୁଖାଇ ଦେଲେ ।
or
indictts_or_male
4.313
indictts_iitm
neutral
null
null
null
null
audio/or/indictts_or_male_train_odiamale_04981.wav
ଗୋପାଳ କୂଅ ଭିତରକୁ ଚାହିଁ ଦେଖିଲା ଯେ ମୁଦିଟା କୂଅ ଭିତରେ ପଡ଼ି ଚକ୍ ଚକ୍ କରୁଛି ।
or
indictts_or_male
6.073
indictts_iitm
neutral
null
null
null
null
audio/or/indictts_or_male_train_odiamale_04982.wav
ତହୁଁ ସେ ଗୋଟାଏ ପାଛିଆରେ ମେଞ୍ଚେ ଗୋବର ନେଇ ଠିକ୍ ମୁଦି ଉପରକୁ ପକେଇଦେଲା ।
or
indictts_or_male
5.689
indictts_iitm
neutral
null
null
null
null
audio/or/indictts_or_male_train_odiamale_04983.wav
ତା'ପରେ ଲୋକମାନଙ୍କୁ କହିଲା, ଆଜି ଏ କୂଅରେ ଯେତେ ପାଣି ଝରିବ, ତୁମେମାନେ ଯେପରି ସଙ୍ଗେ ସଙ୍ଗେ ତାହା କାଢ଼ି ଦେବ ।
or
indictts_or_male
7.384
indictts_iitm
neutral
null
null
null
null
audio/or/indictts_or_male_train_odiamale_04984.wav
ଏଥିରେ ହେଳା କଲେ ରାଜାଙ୍କ ପାଖରେ କହି ଦଣ୍ଡ ସହ ଜୋରିମାନା କରାଇଦେବି ।
or
indictts_or_male
5.483
indictts_iitm
neutral
null
null
null
null
audio/or/indictts_or_male_train_odiamale_04985.wav
ଗୋପାଳର କଡ଼ା କଥା ଶୁଣି ଲୋକମାନେ କୂଅରେ ପାଣି ହେବାକୁ ଦେଲେନି ।
or
indictts_or_male
4.613
indictts_iitm
neutral
null
null
null
null
audio/or/indictts_or_male_train_odiamale_04986.wav
କୂଅଟି ସବୁବେଳେ ଶୁଖିଲା ହେବାରୁ ସୂର୍ଯ୍ୟକିରଣ ପଡ଼ି କ୍ରମେ ମାଟି ଶୁଖି ଯାଇ ଫାଟିବାକୁ ଆରମ୍ଭ କଲା ।
or
indictts_or_male
6.401
indictts_iitm
neutral
null
null
null
null
audio/or/indictts_or_male_train_odiamale_04988.wav
ମାଟି ଉପରେ ଢଳା ହୋଇଥିବା ଗୋବର ମଧ୍ୟ ସୂର୍ଯ୍ୟକିରଣ ଲାଗି ମାଟି କାମୁଡ଼ି ଘଷି ଭଳିଆ ହୋଇଗଲା ।
or
indictts_or_male
6.597
indictts_iitm
neutral
null
null
null
null
audio/or/indictts_or_male_train_odiamale_04989.wav
ଗୋପାଳ କୂଅ ଉପରେ ଥାଇ ଗୋବର ଶୁଖି ଯିବାର ଦେଖି ରାଜାଙ୍କୁ କହିଲା, ଏଥର କୂଅଟିକୁ ପାଣିରେ ପୂରା କରିଦିଅନ୍ତୁ ।
or
indictts_or_male
8.17
indictts_iitm
neutral
null
null
null
null
audio/or/indictts_or_male_train_odiamale_04990.wav
ରାଜା ଗୂଢ଼ ରହସ୍ୟ କିଛି ନ ବୁଝି ଗୋପାଳ କହିବା ଅନୁସାରେ ଲୋକ ଲଗାଇ କୂଅଟିରେ ପାଣି ପୂର୍ଣ୍ଣ କରିଦେଲେ ।
or
indictts_or_male
7.936
indictts_iitm
neutral
null
null
null
null
audio/or/indictts_or_male_train_odiamale_04991.wav
କୂଅରେ ପାଣି ପଶିବା ମାତ୍ରେ ଶୁଖିଲା ଗୋବର ମାଟି କାମୁଡ଼ି କ୍ରମେ କ୍ରମେ ଉପରକୁ ଉଠି ଆସିଲା ।
or
indictts_or_male
7.019
indictts_iitm
neutral
null
null
null
null
audio/or/indictts_or_male_train_odiamale_04992.wav
କୂଅଟି ଯେତେ ବେଳେ ପୂର୍ଣ୍ଣ ହୋଇଗଲା, ସେତେବେଳେ ଗୋବର ଫଡ଼ାଟି ଆସି କୂଅ ମୁଁହରେ ଲାଗିଲା ।
or
indictts_or_male
6.522
indictts_iitm
neutral
null
null
null
null
audio/or/indictts_or_male_train_odiamale_04993.wav
ଗୋପାଳ ସଙ୍ଗେ ସଙ୍ଗେ ଗୋବର ଫଡ଼ାଟି ହାତରେ ଉଠାଇ ନେଇ ମହାରାଜା କୃଷ୍ଣଚନ୍ଦ୍ରଙ୍କ ସଭାରେ ଯାଇ ପହଁଚିଲା ।
or
indictts_or_male
6.972
indictts_iitm
neutral
null
null
null
null
audio/or/indictts_or_male_train_odiamale_04994.wav
ହାତରେ ଘଷି ଫଡ଼ାଟି ଦେଖି ରାଜା କହିଲେ, ଗୋପାଳ, ମୋ ମୁଦିଟି କାହିଁ ଦିଅ ।
or
indictts_or_male
5.296
indictts_iitm
neutral
null
null
null
null
audio/or/indictts_or_male_train_odiamale_04995.wav
ଗୋପାଳ ସଙ୍ଗେ ସଙ୍ଗେ ଘଷି ଫଡ଼ାଟି ଭାଙ୍ଗି ଦେଇ ତା' ଭିତରୁ ମୁଦିଟି ବାହାର କଲେ ।
or
indictts_or_male
5.062
indictts_iitm
neutral
null
null
null
null
audio/or/indictts_or_male_train_odiamale_04996.wav
ମୁଦିଟି ରାଜାଙ୍କ ଆଗରେ ଥୋଇ ଦେଇ କହିଲେ, ଆପଣ ମୁଦିଟି ନିଅନ୍ତୁ ଛାମୁ, କିନ୍ତୁ ଏ ଗରୀବର ପୁରସ୍କାରଟି ଦେଇ ଦିଅନ୍ତୁ ।
or
indictts_or_male
7.29
indictts_iitm
neutral
null
null
null
null
audio/or/indictts_or_male_train_odiamale_04997.wav
ଗୋପାଳର ଅଦ୍ଭୁତ ବୁଦ୍ଧି ଦେଖି ସମସ୍ତେ ତାକୁ ଖୁବ୍ ପ୍ରଶଂସା କଲେ ।
or
indictts_or_male
4.547
indictts_iitm
neutral
null
null
null
null
audio/or/indictts_or_male_train_odiamale_04998.wav
ରାଜା ଗୋପାଳକୁ ଉପଯୁକ୍ତ ପୁରସ୍କାର ଦେଇ ବିଦା କରିଦେଲେ ।
or
indictts_or_male
3.433
indictts_iitm
neutral
null
null
null
null
audio/or/indictts_or_male_train_odiamale_04999.wav
ଗୋପାଳ ଯାହା ପାଖରୁ ଧାର ଉଧାର ଆଣେ ତାକୁ ଦେବାକୁ ମନ କରେନା ।
or
indictts_or_male
4.669
indictts_iitm
neutral
null
null
null
null
audio/or/indictts_or_male_train_odiamale_05000.wav
ଲୋକେ ମାଗିଲେ ତାଙ୍କ ଉପରେ ଓଲଟ ପ୍ରଭୁତ୍ୱ ଦେଖାଇ ତାଙ୍କ ପାଖରେ ମିଛ ଆପତ୍ତି କରି ଭାଣ୍ଡାମି ବୁଦ୍ଧିରେ ତାଙ୍କୁ ହଲାପଟା କରେ ।
or
indictts_or_male
9.087
indictts_iitm
neutral
null
null
null
null
audio/or/indictts_or_male_train_odiamale_05001.wav
ଗୋପାଳକୁ କେହି ଲୋକ ବିଶ୍ୱାସ କରି କେବେ କିଛି ଜିନିଷ ପତ୍ର ଦିଅନ୍ତି ନାହିଁ ।
or
indictts_or_male
5.193
indictts_iitm
neutral
null
null
null
null
audio/or/indictts_or_male_train_odiamale_05002.wav
କଥାରେ ଅଛି ସ୍ୱାମୀ ଅନୁଗତା ସ୍ତ୍ରୀ, ସ୍ୱାମୀର ସହଧର୍ମିଣୀ, କିନ୍ତୁ ଗୋପାଳ ଭାଣ୍ଡର ସ୍ତ୍ରୀର ସ୍ୱଭାବ ଓଲଟା ।
or
indictts_or_male
7.992
indictts_iitm
neutral
null
null
null
null
audio/or/indictts_or_male_train_odiamale_05003.wav
ଏ କଥାଟି ଆଖ ପାଖ ପାଞ୍ଚ ପଚିଶ ଖଣ୍ଡ ଗ୍ରାମର ଲୋକେ ଜାଣନ୍ତି ।
or
indictts_or_male
4.678
indictts_iitm
neutral
null
null
null
null
audio/or/indictts_or_male_train_odiamale_05004.wav
ସେତେବେଳେ ବଙ୍ଗ, ବିହାର, ଓ ଓଡ଼ିଶାର ପ୍ରତି ଗ୍ରାମରେ ହାଟ ବଜାର ନଥିଲା ।
or
indictts_or_male
5.689
indictts_iitm
neutral
null
null
null
null
audio/or/indictts_or_male_train_odiamale_05005.wav
ଗରିବ ଲୋକମାନେ କିମ୍ବା ଚାଷୀମାନେ ପରିବା ପତ୍ର ନେଇ ପ୍ରତି ଗ୍ରାମରେ ବିକ୍ରୟ କରନ୍ତି ।
or
indictts_or_male
6.607
indictts_iitm
neutral
null
null
null
null
audio/or/indictts_or_male_train_odiamale_05006.wav
ସ୍ତ୍ରୀ, ଛୁଆ, ପିଲାମାନେ ଧାନ, ଚାଉଳ, ଟଙ୍କା ପଇସା ଦେଇ କିଣି ରଖନ୍ତି ।
or
indictts_or_male
5.671
indictts_iitm
neutral
null
null
null
null
audio/or/indictts_or_male_train_odiamale_05007.wav
ଦିନେ ଜଣେ ବ୍ୟବସାୟୀ ବୋଝେ ପନିପରିବା ମୁଣ୍ଡାଇ ଗୋପାଳ ରହୁଥିବା ଗ୍ରାମରେ ଆସି ପହଁଚିଲା ।
or
indictts_or_male
5.858
indictts_iitm
neutral
null
null
null
null
audio/or/indictts_or_male_train_odiamale_05008.wav
ଲୋକଙ୍କ ସାହାଯ୍ୟରେ ବୋଝଟିକୁ ମୁଣ୍ଡରୁ ଓହ୍ଲାଇ ତଳେ ଥୋଇବା ମାତ୍ରେ ଗ୍ରାମ୍ୟ ସ୍ତ୍ରୀଏ ଆସି ପହଞ୍ଚିଗଲେ ।
or
indictts_or_male
7.421
indictts_iitm
neutral
null
null
null
null
audio/or/indictts_or_male_train_odiamale_05009.wav
ବୋଝ ଚାରି ପାଖେ ଘେରି ଯେ ଯାହା ନେବାର କଥା ସେ ତାହା ବାଛି ଓଜନ କରି ପଇସା ଦେଇ ଚାଲିଗଲେ ।
or
indictts_or_male
6.747
indictts_iitm
neutral
null
null
null
null
audio/or/indictts_or_male_train_odiamale_05010.wav
ସେଥି ମଧ୍ୟରେ ଗୋପାଳର ସ୍ତ୍ରୀ ଆସି ଦୁଇ ସେର ବାଇଗଣ ଓଜନ କରି ତା’ ଜାଗାରେ ରଖି ବୋପାରୀକୁ କହିଲା, ଆମର ମୁରବୀ ଘରେ ନାହାଁନ୍ତି ।
or
indictts_or_male
9.769
indictts_iitm
neutral
null
null
null
null
audio/or/indictts_or_male_train_odiamale_05011.wav
ସେ ଆଉ ଘଂଟାକ ମଧ୍ୟରେ ଆସିବେ, ତୁମେ ଯାଅ, ଅନ୍ୟ ଜାଗାରେ ବିକ୍ରୀ କରି ଏ ବାଟେ ଫେରିଲେ ପଇସା ନେଇଯିବ ।
or
indictts_or_male
7.238
indictts_iitm
neutral
null
null
null
null
audio/or/indictts_or_male_train_odiamale_05012.wav
ଏ କଥା ଶୁଣି ବେପାରୀ ଜଣକ କହିଲା, ମୋ ପାଖରେ ଧାର୍ ବାକି ଚଳେନା ଗୋପାଳ ବୋହୂ ।
or
indictts_or_male
5.979
indictts_iitm
neutral
null
null
null
null
audio/or/indictts_or_male_train_odiamale_05013.wav
ତୁମ ଗୋପାଳକୁ ମୁଁ ଭଲ କରି ଚିହ୍ନେ, ଯାହା ନେବ ଦେବ ବୋଲି କହି ଦେବନି, ମାଗିଲେ ଓଲଟା ଅପମାନ ।
or
indictts_or_male
7.507
indictts_iitm
neutral
null
null
null
null
audio/or/indictts_or_male_train_odiamale_05014.wav
ସେଥି ଲାଗି କହୁଛି କାଦୁଅକୁ ପଶିବି ନାହିଁ କି ଗୋଡ଼ ଧୋଇବି ନାହିଁ ।
or
indictts_or_male
4.778
indictts_iitm
neutral
null
null
null
null
audio/or/indictts_or_male_train_odiamale_05015.wav
ତୁମେ ଏ ହାତରେ ପଇସା ଦିଅ, ସେ ହାତରେ ବାଇଗଣ ନିଅ ।
or
indictts_or_male
3.789
indictts_iitm
neutral
null
null
null
null
audio/or/indictts_or_male_train_odiamale_05016.wav
ଏ କଥା ଶୁଣି ଗୋପାଳ ସ୍ତ୍ରୀ କହିଲେ, ତୁ ତ' ଯାହା କହିଲୁଣି ତାହା ଯଥେଷ୍ଟ ।
or
indictts_or_male
5.013
indictts_iitm
neutral
null
null
null
null
audio/or/indictts_or_male_train_odiamale_05017.wav
ମୁଁ ଏଥର ବାଇଗଣ ନେଇ ଯାଉଛି, ଘରେ ରଖିଦେଇ ପଇସା ଆଣିଦେବି ।
or
indictts_or_male
4.384
indictts_iitm
neutral
null
null
null
null
audio/or/indictts_or_male_train_odiamale_05018.wav
ବେପାରୀ ଜଣକ କହିଲା, ନା ତାହା ହେବନି, ଆଗେ ପଇସା ଆଣିବୁ ଯା, ପଛରେ ବାଇଗଣ ନେବୁ ।
or
indictts_or_male
6.504
indictts_iitm
neutral
null
null
null
null
audio/or/indictts_or_male_train_odiamale_05019.wav
ବେପାରୀ ଏହା କହୁ କହୁ ଗୋପାଳ ସ୍ତ୍ରୀ ପାଖରୁ ବାଇଗଣତକ ଛଡ଼ାଇ ରଖିଲା, ଏହା ଦେଖି ଗାଁ ମାଇପେ ହସି ଦେଲେ ।
or
indictts_or_male
7.844
indictts_iitm
neutral
null
null
null
null
audio/or/indictts_or_male_train_odiamale_05020.wav
ଗୋପାଳ ସ୍ତ୍ରୀ ଲଜ୍ଜା ଓ ଅପମାନରେ ମୁହଁ ଟେକି ନପାରି ଭିତରକୁ ପଳାଇଗଲା ।
or
indictts_or_male
5.328
indictts_iitm
neutral
null
null
null
null
audio/or/indictts_or_male_train_odiamale_05021.wav
କିନ୍ତୁ ଘରେ ଆଉ କିଛି କାମ କଲାନି, ଖାଲି ରାଗରେ ଗର ଗର ହୋଇ ଗୋପାଳକୁ ଚାହିଁ ବସି ରହିଲା ।
or
indictts_or_male
6.26
indictts_iitm
neutral
null
null
null
null
audio/or/indictts_or_male_train_odiamale_05022.wav
କିଛି କ୍ଷଣ ପରେ ଗୋପାଳ ଆସି ଦେଖିଲା, ସ୍ତ୍ରୀ ତା’ର କାଳ ଭୈରବୀ ରୂପ ଧାରଣ କରି ଦୁଆର ମୁହଁରେ ବସିଛି ।
or
indictts_or_male
7.451
indictts_iitm
neutral
null
null
null
null
audio/or/indictts_or_male_train_odiamale_05023.wav
ସତେ ଯେପରି ଗୋଟିଏ କିଛି କରି ପକାଇବ ।
or
indictts_or_male
2.699
indictts_iitm
neutral
null
null
null
null
audio/or/indictts_or_male_train_odiamale_05024.wav
ସ୍ତ୍ରୀର ବିକୃତ ରୂପ ଦେଖି ଗୋପାଳକୁ ବଡ଼ ଅଡ଼ୁଆ ଲାଗିଲା ।
or
indictts_or_male
4.171
indictts_iitm
neutral
null
null
null
null
audio/or/indictts_or_male_train_odiamale_05025.wav
କ'ଣ ହେଇଛି କଥାଟା ବାହାର କରିବା ପାଇଁ ସେ ତା'ପାଖକୁ ଆଗେଇ ଆସି ହସି ହସି କହିଲା ।
or
indictts_or_male
6.024
indictts_iitm
neutral
null
null
null
null
audio/or/indictts_or_male_train_odiamale_05026.wav
କି ଗୋ ମାନମୟୀ ଆଜି ଏ ଅଭିମାନ କାହା ଉପରେ ।
or
indictts_or_male
3.418
indictts_iitm
neutral
null
null
null
null
audio/or/indictts_or_male_train_odiamale_05027.wav
ଗୋପାଳର ରସିକତା କଥା ପଦକ ଶୁଣିବା ମାତ୍ରେ ସ୍ତ୍ରୀ ତା'ର ବାଘ ପରି ଗର୍ଜି ଉଠି ସମସ୍ତ କଥା କହିଗଲା ।
or
indictts_or_male
7.327
indictts_iitm
neutral
null
null
null
null
audio/or/indictts_or_male_train_odiamale_05028.wav
ଗୋପାଳ କଥାଗୁଡ଼ିକ ପେଟ ଭିତରେ ପୂରାଇ ସ୍ତ୍ରୀ ମୁଣ୍ଡ ଆଉଁସି ଦେଇ କହିଲା, ଏଇ ଛାର କଥାଟା ପାଇଁ ତୁମେ ଏତେ ରାଗ କରୁଛ ।
or
indictts_or_male
8.249
indictts_iitm
neutral
null
null
null
null
audio/or/indictts_or_male_train_odiamale_05029.wav
ସେ ଲୋକଟା ପ୍ରତି ମଙ୍ଗଳବାର ଦିନ ଆସୁଛି, ଏଥର ଆସୁ, ତାକୁ ପହଁରାରେ ପିଟି ହୁଡ଼ି ଦେଲେ ତ' ହେଲା ।
or
indictts_or_male
7.17
indictts_iitm
neutral
null
null
null
null
audio/or/indictts_or_male_train_odiamale_05030.wav
ସ୍ତ୍ରୀ ତା'ର କହିଲା ମୁଁ ଯେଉଁ ଅପମାନ ପାଇଛି ତାହାର ପ୍ରତିଶୋଧ ନ ନେବା ଯାଏଁ ରାଗ ଶାନ୍ତ ହେବନି ।
or
indictts_or_male
6.665
indictts_iitm
neutral
null
null
null
null
audio/or/indictts_or_male_train_odiamale_05031.wav
ଗୋପାଳ ହଉ ହଉ ବୋଲି କହି ଚାଲିଗଲା ।
or
indictts_or_male
3.272
indictts_iitm
neutral
null
null
null
null
audio/or/indictts_or_male_train_odiamale_05032.wav
ସ୍ତ୍ରୀ ତା'ର ଶାନ୍ତ ହୋଇ ରନ୍ଧାବଢ଼ା କଲା ।
or
indictts_or_male
3.182
indictts_iitm
neutral
null
null
null
null
audio/or/indictts_or_male_train_odiamale_05033.wav
ଯେଉଁ ଦିନ ପରିବା ବେପାରୀ ଆସିବାର ପାଳି ସେଦିନ ଗୋପାଳ କୁଆଡ଼େ ଗଲାନି ।
or
indictts_or_male
5.002
indictts_iitm
neutral
null
null
null
null
audio/or/indictts_or_male_train_odiamale_05034.wav
ସ୍ତ୍ରୀ କାନରେ କ’ଣ କହି ଦେଇ ପିକାଟାଏ ଲଗାଇ ଦାଣ୍ଡ ବାରଣ୍ଡାରେ ବସି ରହିଲା ।
or
indictts_or_male
5.833
indictts_iitm
neutral
null
null
null
null
audio/or/indictts_or_male_train_odiamale_05035.wav
ସ୍ତ୍ରୀ ତା'ର ପହଁରା ମୁଠା ଧରି କବାଟ ଆଢ଼ୁଆଳରେ ଛିଡ଼ା ହୋଇଥାଏ ।
or
indictts_or_male
4.822
indictts_iitm
neutral
null
null
null
null
audio/or/indictts_or_male_train_odiamale_05036.wav
ବେଳ ହେଲାରୁ ସେହି ବେପାରୀଟି ବୋଝେ ପନିପରିବା ମୁଣ୍ଡାଇ ଆସି ପହଞ୍ଚିଲା ।
or
indictts_or_male
4.811
indictts_iitm
neutral
null
null
null
null