file_name
stringlengths
36
59
text
stringlengths
9
449
lang
stringclasses
12 values
speaker_id
stringclasses
26 values
duration
float64
1.5
29.8
source
stringclasses
2 values
emotion
stringclasses
1 value
domain
float64
snr_db
float64
22.5
60
⌀
silence_ratio
float64
0.1
0.35
⌀
clipping_ratio
float64
0
0
⌀
audio/or/indictts_or_male_train_odiamale_05037.wav
ଗୋପାଳ ଦୁଆର ସଳଖ ଦାଣ୍ଡରେ ଛିଡ଼ା ହୋଇ ଦେଖିଲା ଯେ ମୁଣ୍ଡରୁ ବୋଝଟି ଓହ୍ଲାଇ ଦେବା ପାଇଁ ସେଠାରେ କେହି ନାହାଁନ୍ତି ।
or
indictts_or_male
7.923
indictts_iitm
neutral
null
null
null
null
audio/or/indictts_or_male_train_odiamale_05038.wav
କେବଳ ମାତ୍ର ଗୋପାଳ ପିଣ୍ଡାରେ ବସି ପିକା ଖାଉଛି ।
or
indictts_or_male
4.396
indictts_iitm
neutral
null
null
null
null
audio/or/indictts_or_male_train_odiamale_05039.wav
ବୋଝଟି ଭାରି ହୋଇ ଥିବାରୁ ବେପାରୀଟି ମୁଣ୍ଡାଇ ନ ପାରି ଗୋପାଳକୁ ଡାକିଲା, ଭାଇ ଟିକେ ବୋଝଟି ଓହ୍ଲାଇ ଦେଇ ଯିବଟି ।
or
indictts_or_male
7.934
indictts_iitm
neutral
null
null
null
null
audio/or/indictts_or_male_train_odiamale_05040.wav
ବେପାରୀଟିର କଥା ଶୁଣି ଗୋପାଳ ଆଖି ମିଟି ମିଟି କରି ତାକୁ ଚାହିଁଲା ।
or
indictts_or_male
4.62
indictts_iitm
neutral
null
null
null
null
audio/or/indictts_or_male_train_odiamale_05041.wav
କହିଲା, ହଁ ବୋଝଟି ଓହ୍ଲାଇ ଦେଇ ପାରିବି, କିନ୍ତୁ ମୋର ଅପସ୍ମାର ଭଳି ମୃଗୀ ରୋଗ ଅଛି ।
or
indictts_or_male
7.474
indictts_iitm
neutral
null
null
null
null
audio/or/indictts_or_male_train_odiamale_05042.wav
ସେ କେତେବେଳେ ବାହାରି ପଡ଼େ ମୁଁ ତାହା ଜାଣି ପାରେନାହିଁ, ତେଣୁ ମତେ ବହୁତ ସାବଧାନରେ ଚଳିବାକୁ ହୁଏ ।
or
indictts_or_male
7.249
indictts_iitm
neutral
null
null
null
null
audio/or/indictts_or_male_train_odiamale_05043.wav
ଆଜି ସକାଳୁ ଥରେ ବାହାରି ପଡ଼ିଥିଲା ବୋଲି ପିଣ୍ଡାରେ ବସି ରହିଛି ।
or
indictts_or_male
4.328
indictts_iitm
neutral
null
null
null
null
audio/or/indictts_or_male_train_odiamale_05044.wav
ତୁମ ବୋଝଟି ଓହ୍ଲାଉ ଓହ୍ଲାଉ ଯଦି ମୃଗୀ ରୋଗଟି ପୁଣି ବାହାରି ପଡ଼େ, ତେବେ ମୁଁ କଷ୍ଟ ପାଇବି ଓ ତୁମର ବି କ୍ଷତି ହେବ ।
or
indictts_or_male
7.327
indictts_iitm
neutral
null
null
null
null
audio/or/indictts_or_male_train_odiamale_05045.wav
ଏ କଥା ଶୁଣି ବେପାରୀଟି ନିରୂପାୟ ହୋଇ କହିଲା, ନା ଭାଇ କିଛି ହେବନି, ଏହି ସଙ୍ଗେ ସଙ୍ଗେ ଓହ୍ଲାଇ ଦେଇ ଚାଲିଯିବ ।
or
indictts_or_male
7.047
indictts_iitm
neutral
null
null
null
null
audio/or/indictts_or_male_train_odiamale_05046.wav
ଗୋପାଳ ଆଉ କିଛି ନ କହି ଧିରେ ଧିରେ ଆସି ବେପାରୀଟିର ମୁଣ୍ଡରୁ ବୋଝଟି ଓହ୍ଲାଇଲା ।
or
indictts_or_male
5.89
indictts_iitm
neutral
null
null
null
null
audio/or/indictts_or_male_train_odiamale_05047.wav
କିନ୍ତୁ ବୋଝଟି ଅର୍ଦ୍ଧେକ ଓହ୍ଲାଇଛି ହଠାତ୍ ସେ ଆଁ କରି ବୋଝଟିକି ଛାଡ଼ି ଦେଇ ତଳେ ପଡ଼ିଗଲା ।
or
indictts_or_male
6.766
indictts_iitm
neutral
null
null
null
null
audio/or/indictts_or_male_train_odiamale_05048.wav
ସଙ୍ଗେ ସଙ୍ଗେ ମୁହଁଟାକୁ ମାଟିରେ ଘଷିବା ପରି ଅଭିନୟ କରି ଗଁ ଗଁ ହେଲା ।
or
indictts_or_male
5.496
indictts_iitm
neutral
null
null
null
null
audio/or/indictts_or_male_train_odiamale_05049.wav
ଗୋପାଳର ଘଟଣା ଦେଖି ବେପାରୀଟି କାଠ ପିତୁଳା ପରି ଛିଡ଼ା ହୋଇ ରହିଲା ।
or
indictts_or_male
5.025
indictts_iitm
neutral
null
null
null
null
audio/or/indictts_or_male_train_odiamale_05050.wav
ପନିପରିବାଗୁଡ଼ିକ ସେଇଠି ରଣ ଝଣ ହୋଇ ପଡ଼ିଥାଏ ।
or
indictts_or_male
3.755
indictts_iitm
neutral
null
null
null
null
audio/or/indictts_or_male_train_odiamale_05051.wav
ଗୋପାଳର ଅଭିନୟ ପରେ ଗୋପାଳ ସ୍ତ୍ରୀର ଅଭିନୟର ପାଳି ପଡ଼ିଲା ।
or
indictts_or_male
4.351
indictts_iitm
neutral
null
null
null
null
audio/or/indictts_or_male_train_odiamale_05052.wav
ସେ ତ' ଆଗରୁ ଯୁଦ୍ଧ କରିବା ପାଇଁ ପହଁରା ହାତରେ ଧରି ଛିଡ଼ା ହୋଇଥିଲା ।
or
indictts_or_male
4.564
indictts_iitm
neutral
null
null
null
null
audio/or/indictts_or_male_train_odiamale_05053.wav
ସ୍ୱାମୀ ତା’ର ଗଁ ଗଁ ହୋଇ ପଡ଼ିବା ମାତ୍ରେ ସେ ହଠାତ୍ ରଣ ଚଣ୍ଡି ପରି ଘର ଭିତରୁ ଛୁଟି ଆସିଲା ।
or
indictts_or_male
6.316
indictts_iitm
neutral
null
null
null
null
audio/or/indictts_or_male_train_odiamale_05054.wav
ପାଟି କରି କହିଲା, ମାଆଲୋ, ଏ ଯୋଗିନୀଖିଆ ମୋ ସ୍ୱାମୀକି ମାରି ପକାଇଲା ।
or
indictts_or_male
4.486
indictts_iitm
neutral
null
null
null
null
audio/or/indictts_or_male_train_odiamale_05055.wav
ଏହା କହୁ କହୁ ହାତରେ ଧରିଥିବା ପହଁରା ମୁଠାରେ ବେପାରୀକି ପିଟିବାକୁ ଲାଗିଲା ।
or
indictts_or_male
5.935
indictts_iitm
neutral
null
null
null
null
audio/or/indictts_or_male_train_odiamale_05056.wav
ବେପାରୀଟି ଯେତେ କହିଲା, ପିଟା ତା’ର ବନ୍ଦ ହେଲାନି, ସେ ବିଚରା କ’ଣ କରିବ ।
or
indictts_or_male
5.35
indictts_iitm
neutral
null
null
null
null
audio/or/indictts_or_male_train_odiamale_05057.wav
ଗୋଟିଏ ଦିଗରେ ପନିପରିବା ଗୁଡ଼ିକ ଛିନ୍ନବିଛିନ୍ନ ହୋଇ ପଡ଼ିଛି ।
or
indictts_or_male
4.205
indictts_iitm
neutral
null
null
null
null
audio/or/indictts_or_male_train_odiamale_05058.wav
ଅନ୍ୟ ଦିଗରେ ଗୋପାଳ ତଳେ ପଡ଼ି ଗଁ ଗଁ ହୋଇ ମୁହଁ ଘଷୁଛି ।
or
indictts_or_male
4.935
indictts_iitm
neutral
null
null
null
null
audio/or/indictts_or_male_train_odiamale_05059.wav
ସେପଟେ ସ୍ତ୍ରୀ ବେପାରୀ ପିଠିରେ ପହଁରା ମୁଠା ଛିଡ଼େଇବାରେ ଲାଗିଛି ।
or
indictts_or_male
5.126
indictts_iitm
neutral
null
null
null
null
audio/or/indictts_or_male_train_odiamale_05060.wav
ପନିପରିବା ଛାଡ଼ିଦେଇ ବେପାରୀଟି କୌଣସି ମତେ ପ୍ରାଣ ଘେନି ପଳାଇଗଲେ ବଂଚେ ।
or
indictts_or_male
5.384
indictts_iitm
neutral
null
null
null
null
audio/or/indictts_or_male_train_odiamale_05061.wav
ବେପାରୀଟି ଆଉ ସେଠାରେ ଛିଡ଼ା ହୋଇ ପାରିଲାନି ।
or
indictts_or_male
3.452
indictts_iitm
neutral
null
null
null
null
audio/or/indictts_or_male_train_odiamale_05062.wav
ଗୋପାଳର ସ୍ତ୍ରୀକି ହାତ ଯୋଡ଼ି କହିଲା, ମା’ ଉଗ୍ରଚଣ୍ଡୀ, ଏହି ପନିପରିବାତକ ନେଇ ମତେ ଆଜି ଛାଡ଼ିଦେ ମୁଁ ଯାଏ ।
or
indictts_or_male
8.192
indictts_iitm
neutral
null
null
null
null
audio/or/indictts_or_male_train_odiamale_05063.wav
ତା' ନୋହିଲେ ତୁମ ସ୍ୱାମୀର ମୃଗୀ ବେମାର, ମତେ ବି ଛାଗଳ ବେମାର ଧରିବ ।
or
indictts_or_male
5.227
indictts_iitm
neutral
null
null
null
null
audio/or/indictts_or_male_train_odiamale_05064.wav
ଏତିକି କହି ବେପାରୀଟି ଦୌଡ଼ି ପଳାଇ ଗଲା ।
or
indictts_or_male
3.407
indictts_iitm
neutral
null
null
null
null
audio/or/indictts_or_male_train_odiamale_05065.wav
ଗୋପାଳର ସ୍ତ୍ରୀ ତାକୁ ଖଣ୍ଡେ ବାଟ ଗୋଡ଼ାଇ ଯାଇ ଫେରିଆସି ଗୋପାଳକୁ କହିଲା, ଏଥର ଉଠ ପନିପରିବା ତୋଳ ।
or
indictts_or_male
7.631
indictts_iitm
neutral
null
null
null
null
audio/or/indictts_or_male_train_odiamale_05066.wav
ସେ ଯୋଗିନିଖିଆ ଏକା ଥରକେ ରାଇଜ ଛାଡ଼ି ଯାଇଛି, ଏବେ ଅଖା ଧୋଉଥିବ ଗୁଣ ଗାଉଥିବ ।
or
indictts_or_male
6.126
indictts_iitm
neutral
null
null
null
null
audio/or/indictts_or_male_train_odiamale_05067.wav
ଗୋପାଳ, ସ୍ତ୍ରୀର ଆଦେଶ ପାଇ ସଙ୍ଗେ ସଙ୍ଗେ ଉଠି ପଡ଼ି ଧୂଳିଗୁଡ଼ାକ ଝାଡ଼ିଝୁଡ଼ି ହେଲା ।
or
indictts_or_male
5.912
indictts_iitm
neutral
null
null
null
null
audio/or/indictts_or_male_train_odiamale_05068.wav
ସ୍ତ୍ରୀ ତା'ର ପରିବାଗୁଡ଼ିକ ଗୋଟାଇ ବୋଝଟି ଧରି ଘର ଭିତରକୁ ଗଲା ।
or
indictts_or_male
5.227
indictts_iitm
neutral
null
null
null
null
audio/or/indictts_or_male_train_odiamale_05069.wav
ସେହିଦିନଠାରୁ ସେ ବେପାରୀଟି ସେ ଗାଁକୁ ଆସିଲେ ଆଗେ ଗୋପାଳ ସ୍ତ୍ରୀକି ଦଣ୍ଡବତଟିଏ କରି କିଛି ପରିବାପତ୍ର ଦେଇ ଅନ୍ୟ ଆଡ଼େ ବିକ୍ରୀ କରିବାକୁ ଯାଏ ।
or
indictts_or_male
9.81
indictts_iitm
neutral
null
null
null
null
audio/or/indictts_or_male_train_odiamale_05070.wav
ସେ କାଳର ପ୍ରତ୍ୟେକ ରାଜାଙ୍କ ପାଖରେ ଦୁଇ ଚାରି ଜଣ ଭାଣ୍ଡ ରହୁଥିଲେ ।
or
indictts_or_male
4.789
indictts_iitm
neutral
null
null
null
null
audio/or/indictts_or_male_train_odiamale_05071.wav
ସେମାନେ ରାଜାଙ୍କର ନିରସ ମନକୁ ସରସ କରିବା ପାଇଁ କଥା କଥାକେ ହସର ଜୁଆର ଛୁଟାଇ ଦେଉଥିଲେ ।
or
indictts_or_male
6.946
indictts_iitm
neutral
null
null
null
null
audio/or/indictts_or_male_train_odiamale_05072.wav
ଗୋପାଳ ଭାଣ୍ଡର ସୁଖ୍ୟାତି ଯେତେ ଦୂର ବ୍ୟାପି ଯାଇଥିଲା ସେପରି କୌଣସି ଭାଣ୍ଡ କୌଣସି ରାଜାଙ୍କ ପାଖରେ ଏତେ ସୁନାମ ଅର୍ଜନ କରି ନ ଥିଲେ ।
or
indictts_or_male
10.338
indictts_iitm
neutral
null
null
null
null
audio/or/indictts_or_male_train_odiamale_05073.wav
ସେମାନେ ଗୋପାଳର ନାମ ଓ କାମ ଶୁଣି ତା’ ଉପରେ ମନେ ମନେ ଚିଡ଼ି ଉଠୁଥିଲେ ।
or
indictts_or_male
5.137
indictts_iitm
neutral
null
null
null
null
audio/or/indictts_or_male_train_odiamale_05074.wav
ଭାବୁଥିଲେ ଗୋପାଳ ଦିନେ ମାତ୍ର ଆମ ହାବୁଡ଼ରେ ପଡ଼ିଲେ, ଗୁଆ କାତିରେ ଗୁଆ ଚାପିଲା ପରି ତାକୁ ଚାପି ଧରନ୍ତୁ ଓ ତା’ର ଭାଣ୍ଡପଣ ଏକାଥରକେ ଛଡ଼ାଇ ଦିଅନ୍ତୁ ।
or
indictts_or_male
11.517
indictts_iitm
neutral
null
null
null
null
audio/or/indictts_or_male_train_odiamale_05075.wav
ଭାଣ୍ଡମାନେ ଏହିପରି ଭାବନ୍ତି କିନ୍ତୁ ହାବୁଡ଼େ ପଡ଼ିଲେ ସେମାନଙ୍କର ବିଦ୍ୟା ବୁଦ୍ଧି କେଉଁଆଡ଼େ ଉଭେଇ ଯାଏ ।
or
indictts_or_male
6.912
indictts_iitm
neutral
null
null
null
null
audio/or/indictts_or_male_train_odiamale_05076.wav
ଗୋପାଳ ତା’ର ଉପସ୍ଥିତ ବିଜ୍ଞତା, ଚାତୁର୍ଯ୍ୟ ଓ ନ୍ୟାୟଶାସ୍ତ୍ର ପଣରେ ଅନ୍ୟ ଭାଣ୍ଡଙ୍କ ମୁଖରେ ଚୂନକାଳି ଦେଇ ପରିଷ୍କାର ବାଟ ଧରି ଚାଲି ଆସେ ।
or
indictts_or_male
10.057
indictts_iitm
neutral
null
null
null
null
audio/or/indictts_or_male_train_odiamale_05077.wav
ସେଦିନ ବର୍ଦ୍ଧମାନ ରାଜା ତାଙ୍କ ରାଜ ସଭାରେ ବସି ଗୋପାଳ ଭାଣ୍ଡର ପ୍ରଶଂସା ଗାଇଲେ ।
or
indictts_or_male
6.504
indictts_iitm
neutral
null
null
null
null
audio/or/indictts_or_male_train_odiamale_05078.wav
ତାଙ୍କ ସଙ୍ଗରେ ପଣ୍ଡିତମାନେ ମଧ୍ୟ ତାଳ ଧରିଲେ ।
or
indictts_or_male
4.07
indictts_iitm
neutral
null
null
null
null
audio/or/indictts_or_male_train_odiamale_05079.wav
ତାଙ୍କର ଯେଉଁ ଭାଣ୍ଡ ଜଣକ ଥିଲେ, ସେ ଚିଡ଼ି ଉଠି କହିଲେ, ମହାରାଜ, ଆପଣ ଯାହା କହୁଛନ୍ତି ଏ ତ' ବଡ଼ ଲଜ୍ଜାର କଥା ।
or
indictts_or_male
8.574
indictts_iitm
neutral
null
null
null
null
audio/or/indictts_or_male_train_odiamale_05080.wav
ନିଜର ଭାଣ୍ଡକୁ ଗୋଡ଼ରେ ଦଳି ଦେଇ ଅନ୍ୟ ଭାଣ୍ଡକୁ ମୁଣ୍ଡ ଉପରେ ତୋଳି ଧରିଛନ୍ତି ।
or
indictts_or_male
6.193
indictts_iitm
neutral
null
null
null
null
audio/or/indictts_or_male_train_odiamale_05081.wav
ଆପଣଙ୍କ ଭାଣ୍ଡ ଗୋପାଳ ଭାଣ୍ଡ ଠାରୁ କେତେ ନିଉନ, ତାହା ଦିନେ ପରୀକ୍ଷା କରି ଦେଖିଛନ୍ତି କି ।
or
indictts_or_male
6.111
indictts_iitm
neutral
null
null
null
null
audio/or/indictts_or_male_train_odiamale_05082.wav
ଏହା ଶୁଣି ବର୍ଦ୍ଧମାନ ରାଜା କହିଲେ, ନା ମୁଁ ପରୀକ୍ଷା କରି ନାହିଁ ସତ, କିନ୍ତୁ ଯାହା ଲୋକମୁଖରୁ ଶୁଣା ଯାଉଛି ସମ୍ମୁଖ ପରୀକ୍ଷା କଲେ ତୁମେ ନିଶ୍ଚୟ ହାରି ଯିବ ।
or
indictts_or_male
10.169
indictts_iitm
neutral
null
null
null
null
audio/or/indictts_or_male_train_odiamale_05083.wav
ଭାଣ୍ଡ କହିଲା, ହାରିବି କି ଜିତିବି ତାହା ଆପଣ ଜାଣିଲେ କିପରି ।
or
indictts_or_male
4.8
indictts_iitm
neutral
null
null
null
null
audio/or/indictts_or_male_train_odiamale_05084.wav
ତାକୁ ଦିନେ ଏଠାକୁ ଘେନି ଆସି ପରୀକ୍ଷା କରନ୍ତୁ, ଦେଖିବା ସେ କିପରି ମୋ ଠାରୁ ବଳି ଯିବ ।
or
indictts_or_male
6.047
indictts_iitm
neutral
null
null
null
null
audio/or/indictts_or_male_train_odiamale_05085.wav
ମୁଁ ଏ ରାଜ ସଭାରେ ପ୍ରତିଜ୍ଞା କରି କହୁଛି, ତାକୁ କଥାରେ କଥାରେ ପରାସ୍ତ ନ କଲେ ଆଉ ଏଠାରେ ମୁହଁ ଦେଖାଇବି ନାହିଁ ।
or
indictts_or_male
7.496
indictts_iitm
neutral
null
null
null
null
audio/or/indictts_or_male_train_odiamale_05086.wav
ଆପଣ ସ୍ୱଚକ୍ଷୁରେ ଦେଖି ପାରିବେ, ମୋ ବୁଦ୍ଧିରେ ସେ ଭଣ୍ଡାରୀ ଭାଣ୍ଡଟା ନିଜ ମୁହଁରେ ନିଜେ ଚୂନକାଳି ମାଖି ସାତ ବେଂଟି ହୋଇ ପଳାଇ ଯିବାକୁ ବାଟ ପାଇବନି ।
or
indictts_or_male
11.113
indictts_iitm
neutral
null
null
null
null
audio/or/indictts_or_male_train_odiamale_05087.wav
ମୋର ବିଚକ୍ଷଣ ବୁଦ୍ଧିର କୌଶଳ ତା' ଗାଲରେ ଯୋତା ପାହାର ବସାଇ ଦେବ ।
or
indictts_or_male
5.515
indictts_iitm
neutral
null
null
null
null
audio/or/indictts_or_male_train_odiamale_05088.wav
ଭାଣ୍ଡର ପ୍ରତିଜ୍ଞା ଶୁଣି ବର୍ଦ୍ଧମାନ ରାଜା କହିଲେ, ବେଶ୍ ତା’ହେଲେ ଗୋପାଳକୁ ଡକାଇ ଆଣିବି ।
or
indictts_or_male
6.294
indictts_iitm
neutral
null
null
null
null
audio/or/indictts_or_male_train_odiamale_05089.wav
ଏଠାରେ ସଭା ଲାଗିବ, ଗୋଟିଏ କଦଳୀ ଓ ଦଶ ହଜାର ଟଙ୍କାର ଥଳୀଟିଏ ରଖାହେବ ।
or
indictts_or_male
6.361
indictts_iitm
neutral
null
null
null
null
audio/or/indictts_or_male_train_odiamale_05090.wav
ମୁଁ ନିଜେ ତୁମ ଦୁହିଁକି ପରୀକ୍ଷା କରିବି ।
or
indictts_or_male
2.767
indictts_iitm
neutral
null
null
null
null
audio/or/indictts_or_male_train_odiamale_05091.wav
ପରୀକ୍ଷାରେ ଯେ ଉପଯୁକ୍ତ ହେବ ସେ ଟଙ୍କାଥଳୀ ନେଇ କଦଳୀ ଅପର ଭାଣ୍ଡର ମୁହଁରେ ଢୁକାଇ ଦେଇ ଚାଲିଯିବ ।
or
indictts_or_male
8.125
indictts_iitm
neutral
null
null
null
null
audio/or/indictts_or_male_train_odiamale_05092.wav
ଏହା ନ କରିବା ଯାଏଁ ମୋର ମନ ସାଧ୍ୟ ମେଂଟିବନି ।
or
indictts_or_male
4.025
indictts_iitm
neutral
null
null
null
null
audio/or/indictts_or_male_train_odiamale_05093.wav
ଏଥିରେ ଭାଣ୍ଡ ରାଜି ହେଲା ଓ ସଭାରେ ପଣ୍ଡିତମାନେ ହଁ କହି ସ୍ୱୀକାର କଲେ ।
or
indictts_or_male
5.384
indictts_iitm
neutral
null
null
null
null
audio/or/indictts_or_male_train_odiamale_05094.wav
ସଙ୍ଗେ ସଙ୍ଗେ ରାଜା ଖଣ୍ଡିଏ ଚିଠି ଲେଖି ଦୂତ ହାତରେ କୃଷ୍ଣଚନ୍ଦ୍ର ରାଜାଙ୍କ ପାଖକୁ ପଠାଇଲେ ।
or
indictts_or_male
6.552
indictts_iitm
neutral
null
null
null
null
audio/or/indictts_or_male_train_odiamale_05095.wav
ଗୋପାଳକୁ କହିଲେ, ବର୍ତ୍ତମାନ ରାଜା ମୋତେ ଡକେଇଛନ୍ତି, ସେଠାରେ ଭାଣ୍ଡ ଲଢ଼େଇ ହେବ ।
or
indictts_or_male
6.53
indictts_iitm
neutral
null
null
null
null
audio/or/indictts_or_male_train_odiamale_05096.wav
ଗୋପାଳ ହାତ ଯୋଡ଼ି କହିଲା, ଛାମୁଙ୍କର ଭାଣ୍ଡ କଦାପି ଭୀରୁ ପରି ପଛାଏନା ଆଜ୍ଞା ।
or
indictts_or_male
5.766
indictts_iitm
neutral
null
null
null
null
audio/or/indictts_or_male_train_odiamale_05097.wav
ମରିବ ବା ମାରିବ, ସେ ନିଶ୍ଚୟ ତାଳ ପକାଇବାକୁ ଆଗଭର ହେବ ।
or
indictts_or_male
5.137
indictts_iitm
neutral
null
null
null
null
audio/or/indictts_or_male_train_odiamale_05098.wav
ଆପଣ ତେବେ ଡେରି କରୁଛନ୍ତି କାହିଁକି, ଚାଲନ୍ତୁ ।
or
indictts_or_male
3.396
indictts_iitm
neutral
null
null
null
null
audio/or/indictts_or_male_train_odiamale_05099.wav
ତୁମେ ତାଙ୍କ ଭାଣ୍ଡ ସାଙ୍ଗରେ ତାଳ ଦେଇ ବିଜୟୀ ହୋଇ ପାରିବ ତ’, ନୋହିଲେ ତୁମେ ଅପମାନରେ ମୁଣ୍ଡ ଟେକି ପାରିବିନି ।
or
indictts_or_male
7.238
indictts_iitm
neutral
null
null
null
null
audio/or/indictts_or_male_train_odiamale_05100.wav
ଗୋପାଳ କହିଲା, ଆପଣଙ୍କ ଆଶୀର୍ବାଦରୁ ସଂସାରରେ ଯେତେ ଭାଣ୍ଡ ଅଛନ୍ତି, ସମସ୍ତେ ଏକତ୍ରିତ ହେଲେ ମଧ୍ୟ ଗୋପାଳ ଜୟନାଗରା ବଜାଇ ଆସିବ ।
or
indictts_or_male
9.698
indictts_iitm
neutral
null
null
null
null
audio/or/indictts_or_male_train_odiamale_05101.wav
ସେଥିପାଇଁ ଚିନ୍ତା କରୁଛନ୍ତି କାହିଁକି, ଆଗେ କ୍ଷେତ୍ର ଉପରକୁ ଚାଲନ୍ତୁ ତେଣିକି ଗୋପାଳର କଥା ଦେଖିବେ ।
or
indictts_or_male
6.766
indictts_iitm
neutral
null
null
null
null
audio/or/indictts_or_male_train_odiamale_05102.wav
ରାଜା ହସି ହସି କହିଲେ, ତାହା ହେଲେ ଶିଙ୍ଗରେ ତେଲ ମାରି ଆସ ।
or
indictts_or_male
4.867
indictts_iitm
neutral
null
null
null
null
audio/or/indictts_or_male_train_odiamale_05103.wav
ଦେଖିବା ଲଢ଼ାଇ କରି ଦଶ ହଜାର ଟଙ୍କା ଘେନି ଆସିବ କି କଦଳୀ ଖାଇ ଆସିବ ।
or
indictts_or_male
5.418
indictts_iitm
neutral
null
null
null
null
audio/or/indictts_or_male_train_odiamale_05104.wav
ଯେପରି ମୋର ରାଜ୍ୟର ସମ୍ମାନ ରୁହେ, ସେ ପ୍ରତି ସାବଧାନ ଥିବ ।
or
indictts_or_male
4.474
indictts_iitm
neutral
null
null
null
null
audio/or/indictts_or_male_train_odiamale_05105.wav
ରାଜା କୃଷ୍ଣଚନ୍ଦ୍ର ଏହା କହି ଚାଲିଗଲେ ଏବଂ ଗୋପାଳ ଭାଣ୍ଡ ଯାଇ ପ୍ରସ୍ତୁତ ହୋଇ ଆସିଲେ ।
or
indictts_or_male
6.305
indictts_iitm
neutral
null
null
null
null
audio/or/indictts_or_male_train_odiamale_05106.wav
ଶୁଭ ବେଳା ଦେଖି ରାଜା ଓ ଗୋପାଳ ବର୍ଦ୍ଧମାନ ଯାତ୍ରା କଲେ ।
or
indictts_or_male
4.957
indictts_iitm
neutral
null
null
null
null
audio/or/indictts_or_male_train_odiamale_05107.wav
କୃଷ୍ଣଚନ୍ଦ୍ର ରାଜା ବର୍ଦ୍ଧମାନରେ ପହଁଚିବା ମାତ୍ରେ ବର୍ଦ୍ଧମାନ ରାଜା ତାଙ୍କୁ ପାଛୋଟି ନେଇ ଯଥାଯୋଗ୍ୟ ସିଂହାସନ ଦେଲେ ।
or
indictts_or_male
8.226
indictts_iitm
neutral
null
null
null
null
audio/or/indictts_or_male_train_odiamale_05108.wav
ସେଦିନ ଭାଣ୍ଡ ଲଢ଼େଇ ଦେଖିବା ପାଇଁ ହଜାର ହଜାର ଲୋକ ଠୁଳ ହୋଇ ଥାଆନ୍ତି ।
or
indictts_or_male
5.508
indictts_iitm
neutral
null
null
null
null
audio/or/indictts_or_male_train_odiamale_05109.wav
କାହାରି ମୁହଁରୁ କଥା ବାହାରୁ ନଥାଏ, ସମସ୍ତେ ନୀରବ ହୋଇ ଭାଣ୍ଡ ଦୁହିଁଙ୍କୁ ଚାହିଁଥାନ୍ତି ।
or
indictts_or_male
5.901
indictts_iitm
neutral
null
null
null
null
audio/or/indictts_or_male_train_odiamale_05110.wav
ଭାଣ୍ଡ ଭାଣ୍ଡ ମୁହାଁ ମୁହିଁ ହୋଇ ପରସ୍ପର ପରସ୍ପରର ଛିଦ୍ର ଉଣ୍ଡି ରାଜାଙ୍କ ଆଜ୍ଞାକୁ ଅପେକ୍ଷା କରିଥାନ୍ତି ।
or
indictts_or_male
7.664
indictts_iitm
neutral
null
null
null
null
audio/or/indictts_or_male_train_odiamale_05112.wav
ବର୍ଦ୍ଧମାନ ଭାଣ୍ଡ ହାରି ଯାଇ ରାଗରେ ନିଆଁ ବାଣ ପରି ଜଳି ଉଠିଲା ।
or
indictts_or_male
4.98
indictts_iitm
neutral
null
null
null
null
audio/or/indictts_or_male_train_odiamale_05113.wav
ରାଜା ଦୁହେଁ ନଥିଲେ କିମ୍ବା ସଭା ଜଗି ନଥିଲେ ସେ ଗୋପାଳକୁ ମାରି ଦେଇଥାନ୍ତା ।
or
indictts_or_male
5.665
indictts_iitm
neutral
null
null
null
null
audio/or/indictts_or_male_train_odiamale_05114.wav
ବର୍ଦ୍ଧମାନ ରାଜା ନିଜ ଭାଣ୍ଡର ହାରିବା ଓ ରାଗ ଦେଖି ଗୋଟିଏ ବୁଦ୍ଧି ବାହାର କରି ଭାଣ୍ଡ ଦୁହିଁଙ୍କୁ କହିଲେ ।
or
indictts_or_male
7.844
indictts_iitm
neutral
null
null
null
null
audio/or/indictts_or_male_train_odiamale_05115.wav
ତୁମେ ଦୁହେଁ ସଭା ମଧ୍ୟରେ ଯେତେ ଗୁଡ଼ିଏ ପ୍ରଶ୍ନ ଉତ୍ତର କଲ ସେ ସବୁ କୌତୁକପୂର୍ଣ୍ଣ କଥା ।
or
indictts_or_male
6.485
indictts_iitm
neutral
null
null
null
null
audio/or/indictts_or_male_train_odiamale_05116.wav
ସେଥିରେ କୌଣସି ଶିଖିବାର କଥା ନାହିଁ, ବିଜ୍ଞତାର ପରିଚୟ ବି ନାହିଁ ।
or
indictts_or_male
4.822
indictts_iitm
neutral
null
null
null
null
audio/or/indictts_or_male_train_odiamale_05117.wav
ତେଣୁ ମୁଁ ତୁମକୁ ଦୁଇ ଥର ପରୀକ୍ଷା କରିବାକୁ ଚାହେଁ ।
or
indictts_or_male
3.834
indictts_iitm
neutral
null
null
null
null
audio/or/indictts_or_male_train_odiamale_05118.wav
ମୋ ପରୀକ୍ଷାରେ ଯିଏ ଉତୀର୍ଣ୍ଣ ହେବ ସେ ଦଶ ହଜାର ଟଙ୍କା ନେଇଯିବ, ତୁମେମାନେ କ’ଣ କହୁଛ ।
or
indictts_or_male
6.114
indictts_iitm
neutral
null
null
null
null
audio/or/indictts_or_male_train_odiamale_05119.wav
ବର୍ଦ୍ଧମାନ ରାଜାଙ୍କ ମୁଖରୁ ଏ କଥା ଶୁଣି ଦୁହେଁ କହିଲେ କ’ଣ ପରୀକ୍ଷା କରିବାର କରନ୍ତୁ, ସେଥିପାଇଁ ଆମେ ପ୍ରସ୍ତୁତ ଅଛୁ ।
or
indictts_or_male
8.383
indictts_iitm
neutral
null
null
null
null
audio/or/indictts_or_male_train_odiamale_05120.wav
ଭାଣ୍ଡ ଦୁହିଁଙ୍କର କଥା ଶୁଣି ବର୍ଦ୍ଧମାନ ରାଜା କହିଲେ ମୋର ପ୍ରଥମ ପରୀକ୍ଷା ହେଉଛି ଏହିକ୍ଷଣି ତୁମେ ଦୁହେଁ ଯାଅ, ତିନି ଘଂଟା ମଧ୍ୟରେ ମୋତେ ତିନି ଜଣ ଲୋକ ଆଣିଦେବ ।
or
indictts_or_male
11.428
indictts_iitm
neutral
null
null
null
null
audio/or/indictts_or_male_train_odiamale_05121.wav
ତା’ ମଧ୍ୟରୁ ଜଣେ ଏ ପାରିର, ଜଣେ ସେ ପାରିର, ଆଉ ଜଣକ ମଧ୍ୟସ୍ଥଳର, ବୁଝିଲ ତ', ଅତି ଶୀଘ୍ର ଯାଅ ।
or
indictts_or_male
8.822
indictts_iitm
neutral
null
null
null
null
audio/or/indictts_or_male_train_odiamale_05122.wav
ରାଜାଙ୍କର ହୁକୁମ୍ ପାଇ ଭାଣ୍ଡ ଦୁହେଁ ନିଜ ନିଜର ବାଟ ଧରି ବାହାରିଗଲେ ।
or
indictts_or_male
5.182
indictts_iitm
neutral
null
null
null
null
audio/or/indictts_or_male_train_odiamale_05123.wav
ବର୍ଦ୍ଧମାନ ଭାଣ୍ଡ ଗୋଟିଏ ନଦୀ ଘାଟରେ ପହଁଚି ଦେଖିଲେ ଯେ ନଦୀର ଦୁଇ ପାଖରେ ଦୁଇଜଣ ଲୋକ ପାରି ହେବାକୁ ବସିଛନ୍ତି ।
or
indictts_or_male
8.619
indictts_iitm
neutral
null
null
null
null
audio/or/indictts_or_male_train_odiamale_05124.wav
ନାଉରୀଟି ଜଣକୁ ଡଙ୍ଗାରେ ବସାଇ ଆରପାରିରେ ଛାଡ଼ିବାକୁ ଯାଇ ନଦୀ ମଝିରେ ପହଞ୍ଚିଛି ।
or
indictts_or_male
5.935
indictts_iitm
neutral
null
null
null
null
audio/or/indictts_or_male_train_odiamale_05125.wav
ରାଜାଙ୍କ ପ୍ରଶ୍ନ ଅନୁଯାୟୀ ଏହି ତିନି ଜଣଙ୍କୁ ବର୍ଦ୍ଧମାନ ଭାଣ୍ଡ ଘେନି ଆସିଲା ।
or
indictts_or_male
6.081
indictts_iitm
neutral
null
null
null
null
audio/or/indictts_or_male_train_odiamale_05126.wav
ଗୋପାଳ ଆଉ ଗୋଟିଏ ଦିଗକୁ ଯାଇ ଜଣେ ବ୍ରାହ୍ମଣ ପଣ୍ଡିତ, ଜଣେ ସନ୍ନ୍ୟାସୀ ଆଉ ଜଣେ ବେଶ୍ୟାକୁ ଘେନି ଯଥା ସମୟରେ ରାଜସଭାରେ ଉପସ୍ଥିତ ହେଲା ।
or
indictts_or_male
10.023
indictts_iitm
neutral
null
null
null
null
audio/or/indictts_or_male_train_odiamale_05127.wav
ଗୋପାଳ ସାଙ୍ଗରେ ବେଶ୍ୟା, ବ୍ରାହ୍ମଣ ଓ ସନ୍ନ୍ୟାସୀଙ୍କୁ ଦେଖି ସଭାରେ ଉପସ୍ଥିତ ଥିବା ଲୋକମାନେ ଖାଲି ଖେଁ ଖେଁ ହୋଇ ହସି ଉଠିଲେ ।
or
indictts_or_male
8.136
indictts_iitm
neutral
null
null
null
null
audio/or/indictts_or_male_train_odiamale_05128.wav
ସେମାନଙ୍କୁ ଗୋପାଳ କଥା ଆଶ୍ଚର୍ଯ୍ୟ ଲାଗିଲା ଯେତିକି ତାଙ୍କ ମନରେ କୌତୁକ ଆଣିଲା ସେତିକି ।
or
indictts_or_male
7.339
indictts_iitm
neutral
null
null
null
null
audio/or/indictts_or_male_train_odiamale_05129.wav
ତଥାପି ସେମାନେ ଉତ୍ତର ଶୁଣିବାକୁ ବସି ରହିଲେ ।
or
indictts_or_male
3.508
indictts_iitm
neutral
null
null
null
null
audio/or/indictts_or_male_train_odiamale_05130.wav
ଭାଣ୍ଡ ଦୁହେଁ ଲୋକ ତିନି ଜଣଙ୍କୁ ସାଙ୍ଗରେ ଘେନି ପ୍ରବେଶ ହେବାର ଦେଖି ବର୍ଦ୍ଧମାନ ରାଜା ଆଗେ ତାଙ୍କର ଭାଣ୍ଡକୁ ପଚାରିଲେ ତୁମେ କେଉଁ ତିନି ଜଣଙ୍କୁ ଆଣିଛ ଦେଖାଅ ।
or
indictts_or_male
10.72
indictts_iitm
neutral
null
null
null
null
audio/or/indictts_or_male_train_odiamale_05131.wav
ବର୍ଦ୍ଧମାନ ଭାଣ୍ଡ ତାହାର ଲୋକ ତିନି ଜଣଙ୍କୁ ଠିଆ କରାଇ କହିଲା, ମହାରାଜ, ଏଇ ଦେଖନ୍ତୁ ମୋର ଏ ତିନି ଜଣ ଲୋକ ।
or
indictts_or_male
7.923
indictts_iitm
neutral
null
null
null
null
audio/or/indictts_or_male_train_odiamale_05133.wav
ଏ ଜଣକ ପାରି ହୋଇ ଆସିବା ପାଇଁ ନଦୀର ସେପାରିରେ ଡଙ୍ଗାକୁ ଅପେକ୍ଷା କରିଥିଲା ଆଉ ଏହି ଜଣକ ଡଙ୍ଗାରେ ଯାଇ ମଝି ନଦୀରେ ପହଞ୍ଚିଥିଲା ।
or
indictts_or_male
10.259
indictts_iitm
neutral
null
null
null
null
audio/or/indictts_or_male_train_odiamale_05134.wav
ଆପଣଙ୍କ ଆଦେଶ ମାତ୍ରେ ମୁଁ ତିନି ଜଣଙ୍କୁ ଘେନି ଆସିଲି, ଆପଣ ସତମିଛ ପ୍ରମାଣ ବୁଝନ୍ତୁ ।
or
indictts_or_male
6.451
indictts_iitm
neutral
null
null
null
null
audio/or/indictts_or_male_train_odiamale_05135.wav
ନିଜ ଭାଣ୍ଡ ଠାରୁ ପ୍ରମାଣ ବୁଝି ବର୍ଦ୍ଧମାନ ରାଜା ଗୋପାଳ ଭାଣ୍ଡକୁ କହିଲେ ।
or
indictts_or_male
5.44
indictts_iitm
neutral
null
null
null
null
audio/or/indictts_or_male_train_odiamale_05136.wav
ଗୋପାଳ ତୁମର ଏ ତିନି ଜଣ ଲୋକ କିଏ କଅଣ କହିଲ ।
or
indictts_or_male
3.845
indictts_iitm
neutral
null
null
null
null
audio/or/indictts_or_male_train_odiamale_05137.wav
ଗୋପାଳ ସେ ତିନି ଜଣଙ୍କୁ ଛିଡ଼ା କରାଇ କହିଲା, ମହାରାଜ ଏହି ଯେ ବ୍ରାହ୍ମଣ ପଣ୍ଡିତଙ୍କୁ ଦେଖୁଛନ୍ତି, ଏ ହେଉଛନ୍ତି ଏ ପାରିର ଲୋକ ।
or
indictts_or_male
8.653
indictts_iitm
neutral
null
null
null
null
audio/or/indictts_or_male_train_odiamale_05138.wav
କାରଣ ଇହ କାଳରେ କିପରି ସୁଖ ପାଇବେ, ସୁଖ୍ୟାତି ଅର୍ଜନ କରିବେ, ଦୁଇ ପଇସା ଉପାର୍ଜନ କରି ନିଜର ନାମକୁ ବଡ଼ କରି ତୋଳିବେ, ଏ ସେହି ଚେଷ୍ଟାରେ ଅଛନ୍ତି ।
or
indictts_or_male
11.023
indictts_iitm
neutral
null
null
null
null