file_name
stringlengths
36
59
text
stringlengths
9
449
lang
stringclasses
12 values
speaker_id
stringclasses
26 values
duration
float64
1.5
29.8
source
stringclasses
2 values
emotion
stringclasses
1 value
domain
float64
snr_db
float64
22.5
60
⌀
silence_ratio
float64
0.1
0.35
⌀
clipping_ratio
float64
0
0
⌀
audio/or/indictts_or_male_train_odiamale_05139.wav
ଏହି ଯେଉଁ ସନ୍ନ୍ୟାସୀଟିକୁ ଦେଖୁଛନ୍ତି, ଇଏ ଏପରିକି ଧନ, ଦୌଲତ, ମାୟା, ମୋହ ତ୍ୟାଗ କରି ଭଗବାନଙ୍କ ପାଦ ପଦ୍ମରେ ମନ ରଖି ମୋକ୍ଷ ଲାଭର ଚେଷ୍ଟା କରୁଛନ୍ତି ।
or
indictts_or_male
11.551
indictts_iitm
neutral
null
null
null
null
audio/or/indictts_or_male_train_odiamale_05140.wav
ଏ ସେପାରିର ଲୋକ, ଏପାରିର ଦୁଃଖ ସୁଖ ସଙ୍ଗେ ୟାଙ୍କର ସମ୍ପର୍କ ନାହିଁ ।
or
indictts_or_male
5.564
indictts_iitm
neutral
null
null
null
null
audio/or/indictts_or_male_train_odiamale_05141.wav
ଆଉ ମଧ୍ୟ ଯେଉଁ ସ୍ତ୍ରୀ ଲୋକଟିକୁ ଦେଖୁଛନ୍ତି, ଏ ହେଉଛି ଜଣେ ବେଶ୍ୟା ।
or
indictts_or_male
4.98
indictts_iitm
neutral
null
null
null
null
audio/or/indictts_or_male_train_odiamale_05142.wav
ଏହାର ଇହ କାଳ ନାହିଁ କି ପର କାଳ ନାହିଁ ।
or
indictts_or_male
3.595
indictts_iitm
neutral
null
null
null
null
audio/or/indictts_or_male_train_odiamale_05143.wav
ଦୁଇ ଆଡ଼କୁ ହାତ ବଢ଼ାଇ ମଝିରେ ଛଟପଟ ହେଉଛି, ଏଣୁ ଏ ମଧ୍ୟପଥର ଲୋକ ।
or
indictts_or_male
6.204
indictts_iitm
neutral
null
null
null
null
audio/or/indictts_or_male_train_odiamale_05144.wav
ଏ କଥା ଶୁଣିବା ମାତ୍ରେ ସଭାରେ ଉପସ୍ଥିତ ଥିବା ଲୋକମାନେ ଧନ୍ୟ ଧନ୍ୟ କହି ତାଳି ମାରି ଉଠିଲେ ।
or
indictts_or_male
6.53
indictts_iitm
neutral
null
null
null
null
audio/or/indictts_or_male_train_odiamale_05145.wav
ରାଜା କହିଲେ, ପ୍ରଥମ ପରୀକ୍ଷାରେ ତୁମର ଜୟ ହେଲା ଗୋପାଳ କିନ୍ତୁ ଦ୍ୱିତୀୟ ପରୀକ୍ଷା ଦେବାକୁ ହେବ ।
or
indictts_or_male
6.968
indictts_iitm
neutral
null
null
null
null
audio/or/indictts_or_male_train_odiamale_05147.wav
ରାଜା କହିଲେ, ତୁମେ ଦୁଇ ଜଣ ଏହି ମୁହୂର୍ତରେ ଦୁଇ ଗୋଟି ବେଗଗାମୀ ଘୋଡ଼ା ଚଢ଼ି ଯାଅ ।
or
indictts_or_male
6.313
indictts_iitm
neutral
null
null
null
null
audio/or/indictts_or_male_train_odiamale_05148.wav
ଯିଏ ମୋର ରାଜବାଟି ଚତୁଃର୍ପାର୍ଶ୍ଵ ବୁଲି ଆସି ମୋତେ ଆଗ ଦେଖା ଦେବ, ସିଏ ହେବ ବଡ଼ ଓ ଏ ଟଙ୍କା ଥଳୀର ଅଧିକାରୀ ହେବ ।
or
indictts_or_male
7.653
indictts_iitm
neutral
null
null
null
null
audio/or/indictts_or_male_train_odiamale_05149.wav
ବର୍ଦ୍ଧମାନ ରାଜା କହନ୍ତି, ଗୋପାଳ ବୁଦ୍ଧିମାନ, ତା'ର ଉପସ୍ଥିତ ବୁଦ୍ଧି ଅଛି ।
or
indictts_or_male
5.227
indictts_iitm
neutral
null
null
null
null
audio/or/indictts_or_male_train_odiamale_05150.wav
କିନ୍ତୁ ପେଟ ଦୋଷ ନ ଦେଇ ସେ କଦାପି ଘୋଡ଼ା ଉପରେ ଚଢ଼ି ରାଜବାଟି ପ୍ରଦକ୍ଷିଣ କରି ଆଗେ ଆସି ପାରିବ ନାହିଁ ।
or
indictts_or_male
7.799
indictts_iitm
neutral
null
null
null
null
audio/or/indictts_or_male_train_odiamale_05151.wav
ତେଣୁ ସେ ନିଜ ଭାଣ୍ଡର ଟେକ ରଖିବା ପାଇଁ ଏହି ବୁଦ୍ଧିଟି ବାହାର କରି ଦୁହିଁଙ୍କି କହିଲେ ।
or
indictts_or_male
6.35
indictts_iitm
neutral
null
null
null
null
audio/or/indictts_or_male_train_odiamale_05152.wav
ଭାଣ୍ଡ ଦୁହେଁ ରାଜାଙ୍କର ହୁକୁମ୍ ପାଇବା ମାତ୍ରେ ଉଠି ଛିଡ଼ା ହେଲେ ।
or
indictts_or_male
4.441
indictts_iitm
neutral
null
null
null
null
audio/or/indictts_or_male_train_odiamale_05153.wav
ରାଜାଙ୍କର ନିର୍ଦେଶରେ ଘୋଡ଼ା ଦୁଇଟି ଆଣି ସେଠାରେ ପହଁଚାଇ ଦିଆଗଲା ।
or
indictts_or_male
4.909
indictts_iitm
neutral
null
null
null
null
audio/or/indictts_or_male_train_odiamale_05154.wav
ଘୋଡ଼ା ଦେଖି ବର୍ଦ୍ଧମାନ ଭାଣ୍ଡ ତତ୍କ୍ଷଣାତ୍ ଦଉଡ଼ି ଯାଇ ତା’ ଉପରେ ଚଢ଼ି ତାକୁ ବିଜୁଳି ପରି ଛୁଟାଇ ଦେଲେ ।
or
indictts_or_male
7.773
indictts_iitm
neutral
null
null
null
null
audio/or/indictts_or_male_train_odiamale_05155.wav
ରାଜା କୃଷ୍ଣଚନ୍ଦ୍ର ଭାବିଲେ ଗୋପାଳକୁ ତ’ ଘୋଡ଼ା ଚଢ଼ି ଆସେନି, ସେ ଏଥରକ ନିଶ୍ଚୟ ଠକିଯିବ, ମୁଁ ଅପମାନରେ ମୁହଁ ଟେକି ପାରିବିନି ।
or
indictts_or_male
9.765
indictts_iitm
neutral
null
null
null
null
audio/or/indictts_or_male_train_odiamale_05156.wav
ଗୋପାଳର ଯିବା ପାଇଁ ଡେରି ହେବା ଦେଖି ବର୍ଦ୍ଧମାନ ରାଜା କହିଲେ, କିହୋ ଗୋପାଳ, ତୁମେ ତ’ ଗଲନି ଏଥର କ’ଣ ହାରି ଯିବ ।
or
indictts_or_male
8.237
indictts_iitm
neutral
null
null
null
null
audio/or/indictts_or_male_train_odiamale_05157.wav
ଗୋପାଳ କହିଲା, ହାରିବା ଜିତିବା ଛାମୁ ବିଚାର କରିବେ, ମୁଁ ଭାଣ୍ଡ ହେଲେ ମଧ୍ୟ ମୋର ଟିକିଏ କାଣ୍ଡଜ୍ଞାନ ଅଛି ।
or
indictts_or_male
7.777
indictts_iitm
neutral
null
null
null
null
audio/or/indictts_or_male_train_odiamale_05158.wav
ସମାନ୍ୟ ଟଙ୍କା ଦି’ଟା ପାଇଁ ମୁଁ କଦାପି ଆପଣଙ୍କ ଘୋଡ଼ା ଚଢ଼ି ପାରେନା ।
or
indictts_or_male
4.654
indictts_iitm
neutral
null
null
null
null
audio/or/indictts_or_male_train_odiamale_05159.wav
କେବଳ ଆପଣଙ୍କ ଆଦେଶକୁ ଶିରୋଧାର୍ଯ୍ୟ କରି ପାଦ ଗତିରେ ଖାଲି ରାଜଧାନୀ କ’ଣ ରାଜ୍ୟ ସାରା ବୁଲି ଆସିବି ।
or
indictts_or_male
7.889
indictts_iitm
neutral
null
null
null
null
audio/or/indictts_or_male_train_odiamale_05160.wav
ଖାଲି ଆପଣଙ୍କ ରାଜ୍ୟ ବୁଲିଲେ ଆମ ରାଜାଙ୍କୁ ଅପମାନ ହେବ, ତେଣୁ ମୁଁ ଯିବାକୁ ଇଚ୍ଛା କରୁନି ।
or
indictts_or_male
5.822
indictts_iitm
neutral
null
null
null
null
audio/or/indictts_or_male_train_odiamale_05161.wav
ଆପଣ ଯଦି ମୋତେ ଦୁଇଟି ଯାକ ରାଜ୍ୟ ବୁଲିବାକୁ ହୁକୁମ୍ ଦେବେ ତେବେ ମୁଁ ଏଇ ସାଙ୍ଗେ ସାଙ୍ଗେ ଯିବି ।
or
indictts_or_male
5.721
indictts_iitm
neutral
null
null
null
null
audio/or/indictts_or_male_train_odiamale_05162.wav
ଗୋପାଳର ଅସମ୍ଭବ କଥା ଶୁଣି ବର୍ଦ୍ଧମାନ ରାଜା କହିଲେ, ଗୋପାଳ ତୁମକୁ ମୁଁ ହୁକୁମ୍ ଦେଲି ।
or
indictts_or_male
6.215
indictts_iitm
neutral
null
null
null
null
audio/or/indictts_or_male_train_odiamale_05163.wav
ମୋର ଭାଣ୍ଡ ଆସିବା ଆଗରୁ ତୁମେ ଦୁଇଟି ରାଜ୍ୟ ବୁଲି ଆସିଲେ ଏହି ଦଶ ହଜାର ଟଙ୍କା ଅପେକ୍ଷା ଆହୁରି ବେଶୀ ପୁରସ୍କାର ପାଇବ, ଏଥର ଯାଅ ।
or
indictts_or_male
9.316
indictts_iitm
neutral
null
null
null
null
audio/or/indictts_or_male_train_odiamale_05164.wav
ହୁକୁମ୍ ପାଇ ଗୋପାଳ ହାତ ଯୋଡ଼ି ରାଜା ଦୁହିଁଙ୍କି ନମସ୍କାର କଲା ।
or
indictts_or_male
5.515
indictts_iitm
neutral
null
null
null
null
audio/or/indictts_or_male_train_odiamale_05165.wav
ପର ମୁହୂର୍ତରେ ସେ ବାହାରକୁ ଆସି ଖୁବ୍ ଧିର ସ୍ଥିର ଓ ନମ୍ରତାର ସହ ବର୍ଦ୍ଧମାନ ରାଜାଙ୍କର ଓ କୃଷ୍ଣଚନ୍ଦ୍ର ରାଜାଙ୍କର ବସି ଥିବା ସିଂହାସନର ଚାରି ପାଖରେ ବୁଲି ଆସି ଯଥା ସ୍ଥାନରେ ବସିଲା ।
or
indictts_or_male
13.202
indictts_iitm
neutral
null
null
null
null
audio/or/indictts_or_male_train_odiamale_05166.wav
ଦୁଇ ଘଂଟା ପରେ ବର୍ଦ୍ଧମାନ ରାଜାଙ୍କ ଭାଣ୍ଡ ରାଜଧାନୀରୁ ବୁଲି ଆସି ଘୋଡ଼ା ଉପରୁ ଉତୁରି ରାଜା ଦୁହିଁଙ୍କୁ ନମସ୍କାର କଲା ।
or
indictts_or_male
8.035
indictts_iitm
neutral
null
null
null
null
audio/or/indictts_or_male_train_odiamale_05167.wav
ବର୍ଦ୍ଧମାନ ରାଜାଙ୍କ ଭାଣ୍ଡ କହିଲା, ଆଜ୍ଞା, ଗୋପାଳ ଯାଇନି ମୁଁ ଏକା ରାଜଧାନୀ ବୁଲି ଆସିଲି ।
or
indictts_or_male
6.519
indictts_iitm
neutral
null
null
null
null
audio/or/indictts_or_male_train_odiamale_05168.wav
ଏହି କଥା ବିଚାର କରି ପୁରସ୍କାରଟି ମୋତେ ଦିଅନ୍ତୁ ।
or
indictts_or_male
3.677
indictts_iitm
neutral
null
null
null
null
audio/or/indictts_or_male_train_odiamale_05169.wav
ବର୍ଦ୍ଧମାନ ଭାଣ୍ଡର କଥା ଶୁଣି ଗୋପାଳ ଭାଣ୍ଡ କହିଲା, ମହାରାଜ ଆପଣଙ୍କର ଭାଣ୍ଡ ଖାଲି ଆପଣଙ୍କ ରାଜଧାନୀ ବୁଲି ଆସିଛି ।
or
indictts_or_male
9.024
indictts_iitm
neutral
null
null
null
null
audio/or/indictts_or_male_train_odiamale_05170.wav
କିନ୍ତୁ ମୁଁ ଆପଣଙ୍କ ଆଜ୍ଞା ଶିରୋଧାର୍ଯ୍ୟ କରି ଆପଣଙ୍କ ରାଜ୍ୟ ଓ ଆମ ରାଜାଙ୍କ ରାଜ୍ୟ ତିନି ବାର ବୁଲି ଆସି ଅନେକ ବେଳୁ ହଜୁରଙ୍କ ଆଗରେ ବସିଛି ।
or
indictts_or_male
10.495
indictts_iitm
neutral
null
null
null
null
audio/or/indictts_or_male_train_odiamale_05171.wav
ଗୋପାଳର ଅସମ୍ଭବ କଥା ଶୁଣି ବର୍ଦ୍ଧମାନ ରାଜା କହିଲେ, ଗୋପାଳ ତୁମେ ଆମରି ସିଂହାସନ ଚାରି ପାଖେ ତିନି ବାର ବୁଲି ଆସି ରାଜ୍ୟ ବୁଲିଲ କିପରି ।
or
indictts_or_male
9.357
indictts_iitm
neutral
null
null
null
null
audio/or/indictts_or_male_train_odiamale_05172.wav
ଗୋପାଳ ହାତ ଯୋଡ଼ି କହିଲା, ମହାରାଜ, ଶାସ୍ତ୍ର କହୁଛି, ରାଜା ଘେନି ରାଜ୍ୟ, ଆପଣ ଯେଉଁଠି, ରାଜ୍ୟ ସେଇଠି ।
or
indictts_or_male
7.979
indictts_iitm
neutral
null
null
null
null
audio/or/indictts_or_male_train_odiamale_05173.wav
ଗୋପାଳ ଏହା କହି ହାତ ଯୋଡ଼ି ଛିଡ଼ା ହେଲା ।
or
indictts_or_male
2.999
indictts_iitm
neutral
null
null
null
null
audio/or/indictts_or_male_train_odiamale_05174.wav
ଏ କଥା ଶୁଣି ସଭାରେ ଉପସ୍ଥିତ ଥିବା ଲୋକମାନେ ଧନ୍ୟ ଧନ୍ୟ କହି କରତାଳି ଦେଲେ ।
or
indictts_or_male
6.249
indictts_iitm
neutral
null
null
null
null
audio/or/indictts_or_male_train_odiamale_05175.wav
ବର୍ଦ୍ଧମାନ ରାଜା କହିଲେ, ଗୋପାଳର ଯେତେ ସୁନାମ ଆଜି ସବୁ ଜଣାଗଲା ।
or
indictts_or_male
5.485
indictts_iitm
neutral
null
null
null
null
audio/or/indictts_or_male_train_odiamale_05176.wav
ସେ ଖାଲି ଭଣ୍ଡାମି କରି ଲୋକଙ୍କୁ ହସାଏ ନାହିଁ, ଦରକାର ହେଲେ ବିଜ୍ଞତାର ପରିଚୟ ମଧ୍ୟ ଦିଏ ।
or
indictts_or_male
6.294
indictts_iitm
neutral
null
null
null
null
audio/or/indictts_or_male_train_odiamale_05177.wav
ରାଜା ଏହା କହି ଦଶ ହଜାର ଟଙ୍କା ସହ ଯୋଡ଼େ ପାଟ ଲୁଗା ଦେଲେ ।
or
indictts_or_male
5.283
indictts_iitm
neutral
null
null
null
null
audio/or/indictts_or_male_train_odiamale_05178.wav
ଗୋପାଳ ସମସ୍ତଙ୍କ ଆଗରେ ରାଜାଙ୍କ ହୁକୁମ୍ ବଜାୟ ରଖି ବର୍ଦ୍ଧମାନ ଭାଣ୍ଡର ମୁହଁରେ କଦଳୀ ଗୁଞ୍ଜି ଦେଇ କୃଷ୍ଣଚନ୍ଦ୍ରଙ୍କ ସଙ୍ଗେ ଜୟ ପତାକା ଉଡ଼ାଇ ଫେରିଲା ।
or
indictts_or_male
10.675
indictts_iitm
neutral
null
null
null
null
audio/or/indictts_or_male_train_odiamale_05179.wav
ବହୁ ବର୍ଷ ପୂର୍ବେ ପର୍ବତର ପାଦ ଦେଶରେ ଘଂଟକର୍ଣ୍ଣ ନାମକ ଏକ ରାକ୍ଷାସ ବାସ କରୁଥିଲା ।
or
indictts_or_male
6.575
indictts_iitm
neutral
null
null
null
null
audio/or/indictts_or_male_train_odiamale_05180.wav
ଦିନେ ଗୋଟିଏ ଚୋର କେଉଁଠାରୁ ଏକ ଘଂଟି ଚୋରି କରି ସେହିବାଟ ଦେଇ ଯାଉଥିଲା ।
or
indictts_or_male
5.901
indictts_iitm
neutral
null
null
null
null
audio/or/indictts_or_male_train_odiamale_05181.wav
ସେ ଗୋଟିଏ ମହାବଳ ବାଘ ହାବୁଡ଼ରେ ପଡ଼ିଗଲା ଓ ବାଘ ତାକୁ ମାରି ଖାଇଦେଲା ।
or
indictts_or_male
5.53
indictts_iitm
neutral
null
null
null
null
audio/or/indictts_or_male_train_odiamale_05182.wav
ଚୋରଟି ମରିଯିବାପରେ ସାଂଗରେ ଆଣିଥିବା ଘଂଟିଟି ସେଠାରେ ପଡ଼ିରହିଲା ।
or
indictts_or_male
5.373
indictts_iitm
neutral
null
null
null
null
audio/or/indictts_or_male_train_odiamale_05183.wav
କିଛି ସମୟପରେ ଗୋଟିଏ ମାଙ୍କଡ଼ ଆସି ସେଠାରେ ପହଁଚିଲା ।
or
indictts_or_male
4.07
indictts_iitm
neutral
null
null
null
null
audio/or/indictts_or_male_train_odiamale_05184.wav
ସେହି ସ୍ଥାନରେ ଏକ ଘଂଟି ପଡ଼ିଥିବାର ଦେଖି ସେ ତାକୁ ମନ ଖୁସିରେ ନେଇଗଲା ।
or
indictts_or_male
4.946
indictts_iitm
neutral
null
null
null
null
audio/or/indictts_or_male_train_odiamale_05185.wav
ପର୍ବତଠାରୁ କିଛି ଦୂରରେ ସହରଟିଏ ଥିଲା ।
or
indictts_or_male
3.25
indictts_iitm
neutral
null
null
null
null
audio/or/indictts_or_male_train_odiamale_05186.wav
ଘଂଟକର୍ଣ୍ଣ ସବୁ ସମୟରେ ଏହି ସହର ବାସିନ୍ଦାମାନଙ୍କୁ ହଇରାଣ କରେ ।
or
indictts_or_male
5.272
indictts_iitm
neutral
null
null
null
null
audio/or/indictts_or_male_train_odiamale_05187.wav
ଯେତେବେଳେ ମନ ହେଲା ସହର ମଧ୍ୟରେ ପଶି ଜଣେ ଦୁଇଜଣଙ୍କୁ ମାରି ଖାଇଦିଏ ।
or
indictts_or_male
5.036
indictts_iitm
neutral
null
null
null
null
audio/or/indictts_or_male_train_odiamale_05188.wav
ସହର ବାସିନ୍ଦାମାନେ ଦିନେ ଏହି ଘଂଟି ଧ୍ୱନି ଶୁଣିବାକୁ ପାଇଲେ ।
or
indictts_or_male
4.227
indictts_iitm
neutral
null
null
null
null
audio/or/indictts_or_male_train_odiamale_05189.wav
ସେମାନେ ଭାବିଲେ, ବୋଧହୁଏ ଘଂଟକର୍ଣ୍ଣ ଖାଇବାକୁ ନ ପାଇ ରାଗିଯାଇଛି ।
or
indictts_or_male
5.856
indictts_iitm
neutral
null
null
null
null
audio/or/indictts_or_male_train_odiamale_05190.wav
ସେ ବୋଧହୁଏ ବର୍ତ୍ତମାନ ନଗର ମଧ୍ୟରେ ପ୍ରବେଶ କରି ଗୋଟେ ମୁହୂର୍ତ୍ତରେ ସମସ୍ତଙ୍କୁ ମାରି ଖାଇଦେବ ।
or
indictts_or_male
7.035
indictts_iitm
neutral
null
null
null
null
audio/or/indictts_or_male_train_odiamale_05191.wav
ଏହା ଭାବି ନଗରବାସୀମାନେ ଭୟରେ ନଗର ଛାଡ଼ି ଚାଲିଯିବାକୁ ବାହାରିଲେ ।
or
indictts_or_male
5.463
indictts_iitm
neutral
null
null
null
null
audio/or/indictts_or_male_train_odiamale_05192.wav
ନଗରବାସୀମାନଙ୍କ ମଧ୍ୟରେ ଜଣେ ଖୁବ୍ ଚତୁର ଲୋକ ଥିଲା ।
or
indictts_or_male
4.339
indictts_iitm
neutral
null
null
null
null
audio/or/indictts_or_male_train_odiamale_05193.wav
ସେ ପ୍ରଥମେ ଘଟଣାର ସତ୍ୟାସତ୍ୟ ସଂପର୍କରେ ଅନୁସନ୍ଧାନ କରିବାକୁ ଚାହିଁଲା ।
or
indictts_or_male
5.328
indictts_iitm
neutral
null
null
null
null
audio/or/indictts_or_male_train_odiamale_05194.wav
ସେ କିନ୍ତୁ ଜାଣିପାରୁଥାଏ, ଯେ ଏହି କାର୍ଯ୍ୟ ମାଙ୍କଡ଼ମାନେ ହିଁ କରୁଛନ୍ତି ।
or
indictts_or_male
5.463
indictts_iitm
neutral
null
null
null
null
audio/or/indictts_or_male_train_odiamale_05195.wav
ସେ ରାଜାଙ୍କ ନିକଟକୁ ଗଲା, ବେଳେ ବେଳେ ଏପରି ଏକ ଘଂଟି ଧ୍ୱନି ଶୁଭୁଛି ଏବଂ ଏହା ଘଂଟକର୍ଣ୍ଣ କରୁଛି ବୋଲି କହିଲା ।
or
indictts_or_male
8.855
indictts_iitm
neutral
null
null
null
null
audio/or/indictts_or_male_train_odiamale_05196.wav
ଶେଷରେ ବ୍ୟକ୍ତିଟି ରାଜାଙ୍କୁ କହିଲା, ମହାରାଜ, ଆପଣ ମୋତେ କିଛି ଅର୍ଥଦାନ କରନ୍ତୁ ।
or
indictts_or_male
6.137
indictts_iitm
neutral
null
null
null
null
audio/or/indictts_or_male_train_odiamale_05197.wav
ଘଂଟକର୍ଣ୍ଣକୁ କିପରି ହାତମୁଠାରେ ରଖାଯାଇପାରିବ ସେ ଦାୟିତ୍ୱ ମୋ ଉପରେ ଛାଡ଼ି ଦିଅନ୍ତୁ ।
or
indictts_or_male
5.811
indictts_iitm
neutral
null
null
null
null
audio/or/indictts_or_male_train_odiamale_05198.wav
ବ୍ୟକ୍ତିଟିର କଥାରେ ରାଜିହୋଇ ରାଜା ସଂଗେ ସଂଗେ କିଛି ଅର୍ଥ ପ୍ରଦାନ କଲେ ।
or
indictts_or_male
5.485
indictts_iitm
neutral
null
null
null
null
audio/or/indictts_or_male_train_odiamale_05199.wav
ମାଙ୍କଡ଼ମାନଙ୍କୁ ଆକର୍ଷିତ କରିବା ପାଇଁ ସାଙ୍ଗରେ କିଛି ଫଳ ନେଇଥାଆନ୍ତି ।
or
indictts_or_male
4.912
indictts_iitm
neutral
null
null
null
null
audio/or/indictts_or_male_train_odiamale_05200.wav
ସେହି ଫଳଗୁଡ଼ିକୁ ନେଇ ମାଙ୍କଡ଼ମାନେ ରହୁଥିବା ସ୍ଥାନରେ ବିଛାଇ ଦେଲେ ।
or
indictts_or_male
4.497
indictts_iitm
neutral
null
null
null
null
audio/or/indictts_or_male_train_odiamale_05201.wav
ଫଳଗୁଡ଼ିକୁ ଦେଖି ମାଙ୍କଡ଼ମାନଙ୍କର ମନରେ ଲୋଭ ହେଲା ।
or
indictts_or_male
3.789
indictts_iitm
neutral
null
null
null
null
audio/or/indictts_or_male_train_odiamale_05202.wav
ଘଂଟିଟିକୁ ଫୋପାଡ଼ି ଦେଇ ସେମାନେ ଫଳ ଖାଇବାକୁ ଧାଇଁଲେ ।
or
indictts_or_male
4.092
indictts_iitm
neutral
null
null
null
null
audio/or/indictts_or_male_train_odiamale_05204.wav
ସେହି ଦିନଠାରୁ ପର୍ବତ ପାଦଦେଶରେ ଆଉ ଘଂଟିଧ୍ୱନି ଶୁଣାଗଲା ନାହିଁ ।
or
indictts_or_male
5.204
indictts_iitm
neutral
null
null
null
null
audio/or/indictts_or_male_train_odiamale_05205.wav
ନିଜର ଚତୁର ବୁଦ୍ଧି ବଳରେ ବ୍ୟକ୍ତିଟି ସମସ୍ତଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହେଲା ।
or
indictts_or_male
6.17
indictts_iitm
neutral
null
null
null
null
audio/or/indictts_or_male_train_odiamale_05206.wav
ନଗର ପରିତ୍ୟାଗକରି ଚାଲିଯାଇଥିବା ଲୋକମାନେ ପୁଣି ନିଜ ନିଜ ଘରକୁ ଫେରିଆସିଲେ ।
or
indictts_or_male
5.71
indictts_iitm
neutral
null
null
null
null
audio/or/indictts_or_male_train_odiamale_05207.wav
ବୁଝି ବିଚାରୀ କାମକଲେ ସମ୍ଭାବ୍ୟ ବିପଦକୁ ଏଡ଼ାଇ ଦିଆଯାଇପାରେ ।
or
indictts_or_male
4.463
indictts_iitm
neutral
null
null
null
null
audio/or/indictts_or_male_train_odiamale_05208.wav
ଋଷି ଧୌମ୍ୟଙ୍କର ଆଶ୍ରମରେ ରହି ଅନେକଗୁଡ଼ିଏ ଛାତ୍ର ବିଦ୍ୟା ଶିକ୍ଷା କରୁଥିଲେ ।
or
indictts_or_male
5.755
indictts_iitm
neutral
null
null
null
null
audio/or/indictts_or_male_train_odiamale_05209.wav
ସେ ଛାତ୍ରମାନଙ୍କୁ ମନଯୋଗ ସହକାରେ ପଢ଼ାଉଥିଲେ ଓ କଠିନ ପରୀକ୍ଷା ମଧ୍ୟ କରୁଥିଲେ ।
or
indictts_or_male
5.856
indictts_iitm
neutral
null
null
null
null
audio/or/indictts_or_male_train_odiamale_05210.wav
ଗୁରୁ ବିଭିନ୍ନ ଛାତ୍ରଙ୍କୁ ଭିନ୍ନ ଭିନ୍ନ ପ୍ରକାରର ପରୀକ୍ଷା କରି ଜାଣି ପାରନ୍ତି ଯେ ଛାତ୍ରର କିପରି ଗୁରୁଭକ୍ତି ଅଛି ଓ ପାଠ ପ୍ରତି କେତେ ଆଗ୍ରହ ଅଛି ।
or
indictts_or_male
10.978
indictts_iitm
neutral
null
null
null
null
audio/or/indictts_or_male_train_odiamale_05211.wav
ଦିନକର କଥା, ସେଦିନ ପ୍ରବଳ ବର୍ଷା ହେଉଥାଏ ।
or
indictts_or_male
3.666
indictts_iitm
neutral
null
null
null
null
audio/or/indictts_or_male_train_odiamale_05212.wav
ଗୁରୁ ଆରୁଣି ନାମକ ଜଣେ ଛାତ୍ରକୁ ଡାକି କହିଲେ, ବତ୍ସ, କ୍ଷେତର ହିଡ଼ ଭାଙ୍ଗିଯିବା ଫଳରେ କ୍ଷେତର ପାଣି ବାହାରକୁ ବହିଯାଉଛି ।
or
indictts_or_male
9.248
indictts_iitm
neutral
null
null
null
null
audio/or/indictts_or_male_train_odiamale_05213.wav
ତୁମେ ଯାଇ ହିଡ଼ ବାନ୍ଧି ଦେଇ ଆସ ।
or
indictts_or_male
2.756
indictts_iitm
neutral
null
null
null
null
audio/or/indictts_or_male_train_odiamale_05214.wav
ଆରୁଣି ସଙ୍ଗେ ସଙ୍ଗେ କ୍ଷେତ ଆଡ଼କୁ ଚାଲିଲେ ।
or
indictts_or_male
2.823
indictts_iitm
neutral
null
null
null
null
audio/or/indictts_or_male_train_odiamale_05215.wav
କ୍ଷେତରୁ ପାଣି ଖୁବ୍ ଜୋରରେ ବହି ଯାଉଥିଲା, ତେଣୁ ଆରୁଣି ମାଟି ଜମାକରି ହିଡ଼ ବାନ୍ଧିବାକୁ ଚେଷ୍ଟା କଲେ ।
or
indictts_or_male
7.047
indictts_iitm
neutral
null
null
null
null
audio/or/indictts_or_male_train_odiamale_05216.wav
ପାଣି ଏତେ ଜୋରରେ ବହୁଥିଲା ଯେ ସେ ମାଟି ସବୁକୁ ଭସାଇ ନେଉଥିଲା ।
or
indictts_or_male
4.632
indictts_iitm
neutral
null
null
null
null
audio/or/indictts_or_male_train_odiamale_05217.wav
ଆରୁଣି ଶତଚେଷ୍ଟା କରି ମଧ୍ୟ ହିଡ଼ ବାନ୍ଧି ନପାରିବାରୁ କୌଣସି ଉପାୟ ନ ପାଇ ପାଣି ଅଟକାଇବା ପାଇଁ ସେହି ହିଡ଼ରେ ଶୋଇଗଲେ ।
or
indictts_or_male
9.226
indictts_iitm
neutral
null
null
null
null
audio/or/indictts_or_male_train_odiamale_05218.wav
ଫଳରେ ପାଣି ବୋହିବା ବନ୍ଦ ହୋଇଗଲା ।
or
indictts_or_male
3.149
indictts_iitm
neutral
null
null
null
null
audio/or/indictts_or_male_train_odiamale_05219.wav
ଆରୁଣି ବର୍ଷା ମାଡ଼ ଖାଇ ଅଚେତ୍ ହୋଇଯାଇଥିଲେ ।
or
indictts_or_male
4.014
indictts_iitm
neutral
null
null
null
null
audio/or/indictts_or_male_train_odiamale_05220.wav
ଦିନ ଯାଇ ରାତି ହେଲା, ଆରୁଣି ଆଶ୍ରମକୁ ନ ଫେରିବାରୁ ଋଷି ଧୌମ୍ୟଙ୍କର ଚିନ୍ତା ବଢ଼ିଗଲା ।
or
indictts_or_male
6.429
indictts_iitm
neutral
null
null
null
null
audio/or/indictts_or_male_train_odiamale_05221.wav
ସେ ତୁରନ୍ତ କ୍ଷେତ ନିକଟରେ ପହଞ୍ଚି ଦେଖନ୍ତି ଆରୁଣି ଅଚେତ୍ ଅବସ୍ଥାରେ ଶୋଇଛନ୍ତି ।
or
indictts_or_male
6.092
indictts_iitm
neutral
null
null
null
null
audio/or/indictts_or_male_train_odiamale_05222.wav
ଏହା ଦେଖି ଧୌମ୍ୟ ଭାବବିହ୍ୱଳ ହୋଇଗଲେ ।
or
indictts_or_male
3.924
indictts_iitm
neutral
null
null
null
null
audio/or/indictts_or_male_train_odiamale_05223.wav
ଏ ଘଟଣାର କିଛି ଦିନ ପରେ ଧୌମ୍ୟ ତାଙ୍କର ଆଉ ଜଣେ ଶିଷ୍ୟ ଉପମନ୍ୟୁଙ୍କୁ ପରୀକ୍ଷା କଲେ ।
or
indictts_or_male
6.249
indictts_iitm
neutral
null
null
null
null
audio/or/indictts_or_male_train_odiamale_05224.wav
କେତେଗୁଡ଼ିଏ ଗାଈ ଉପମନ୍ୟୁଙ୍କୁ ଦେଲେ ଚରାଇବା ପାଇଁ କିନ୍ତୁ ତାଙ୍କର ଖାଇବା ପିଇବାର କିଛି ବ୍ୟବସ୍ଥା କରିନଥିଲେ ।
or
indictts_or_male
7.035
indictts_iitm
neutral
null
null
null
null
audio/or/indictts_or_male_train_odiamale_05225.wav
ଧୌମ୍ୟ ଦେଖିବାକୁ ଚାହୁଁଥିଲେ ଉପମନ୍ୟୁ କିପରି କାମ କରୁଛନ୍ତି ।
or
indictts_or_male
4.452
indictts_iitm
neutral
null
null
null
null
audio/or/indictts_or_male_train_odiamale_05226.wav
ଉପମନ୍ୟୁ ଗାଈଗୁଡ଼ିକୁ ଅଡ଼ାଇ ନେଇ ଚରାଇବାକୁ ଚାଲିଗଲେ ।
or
indictts_or_male
4.373
indictts_iitm
neutral
null
null
null
null
audio/or/indictts_or_male_train_odiamale_05227.wav
ଗାଈମାନେ ଆନନ୍ଦରେ ଚରିବାକୁ ଲାଗିଲେ ।
or
indictts_or_male
3.261
indictts_iitm
neutral
null
null
null
null
audio/or/indictts_or_male_train_odiamale_05228.wav
କିଛି ସମୟ ପରେ ଉପମନ୍ୟୁଙ୍କୁ ପ୍ରବଳ ଭୋକ ଲାଗିଲା, ସେ କୌଣସି ଉପାୟ ନ ପାଇ ଭିକ୍ଷାମାଗି ଭୋଜନ କଲେ ।
or
indictts_or_male
7.878
indictts_iitm
neutral
null
null
null
null
audio/or/indictts_or_male_train_odiamale_05229.wav
କିଛିଦିନ ପରେ ଭିକ୍ଷା ନ ପାଇବାରୁ ସେ ଗାଈଠାରୁ କ୍ଷୀର ଦୁହିଁ ତାକୁ ହିଁ ପିଇ ଜୀବନ ଧାରଣ କଲେ ।
or
indictts_or_male
7.204
indictts_iitm
neutral
null
null
null
null
audio/or/indictts_or_male_train_odiamale_05230.wav
ଧୌମ୍ୟ ଉପମନ୍ୟୁ ନିକଟରେ ଉପସ୍ଥିତ ହୋଇ ସମସ୍ତ କଥା ଜାଣି ଶିଷ୍ୟ ଉପରେ ରାଗିଗଲେ ।
or
indictts_or_male
6.968
indictts_iitm
neutral
null
null
null
null
audio/or/indictts_or_male_train_odiamale_05231.wav
ଧୌମ୍ୟ କହିଲେ, ଜଣେ ଛାତ୍ର ଆଶ୍ରମରେ ରହିବାକୁ ହେଲେ ଆଶ୍ରମର ନୀତି ନିୟମ ମାନିବା ଉଚିତ୍ ଏବଂ ଗୁରୁ ଆଜ୍ଞା ବିନା କୌଣସି କାର୍ଯ୍ୟ କରିବା ଅନୁଚିତ୍ ।
or
indictts_or_male
10.271
indictts_iitm
neutral
null
null
null
null
audio/or/indictts_or_male_train_odiamale_05232.wav
ଉପମନ୍ୟୁ ନିଜର ଭୁଲ୍ ସ୍ୱୀକାର କରି କହିଲେ, ମୁଁ ପ୍ରତିଜ୍ଞା କରି କହୁଛି, ଆଶ୍ରମର ସବୁ ନିୟମ ମାନିବି ।
or
indictts_or_male
6.732
indictts_iitm
neutral
null
null
null
null
audio/or/indictts_or_male_train_odiamale_05233.wav
ଗୁରୁଙ୍କର ଆଦେଶ ଅନୁଯାୟୀ ଉପମନ୍ୟୁ ଗାଈ ଚରାଇବା ବେଳେ କୌଣସି ଖାଦ୍ୟ ଖାଇଲେ ନାହିଁ ।
or
indictts_or_male
5.878
indictts_iitm
neutral
null
null
null
null
audio/or/indictts_or_male_train_odiamale_05234.wav
କିନ୍ତୁ କେତେଦିନ ଅବା ସେ ଭୋକ ଉପାସରେ ରହିବେ ।
or
indictts_or_male
3.879
indictts_iitm
neutral
null
null
null
null
audio/or/indictts_or_male_train_odiamale_05235.wav
ତେଣୁ ସେ ଭୋକ ବିକଳରେ ନିକଟରେ ଥିବା ସିଝୁ ଗଛକୁ ଭାଙ୍ଗି ତା’ର କ୍ଷୀର ପିଇଲେ ।
or
indictts_or_male
6.485
indictts_iitm
neutral
null
null
null
null
audio/or/indictts_or_male_train_odiamale_05236.wav
ସିଝୁ କ୍ଷୀର ପିଇବା ଦ୍ୱାରା ଉପମନ୍ୟୁଙ୍କର ଦୃଷ୍ଟି ଶକ୍ତି ଚାଲିଗଲା ଏବଂ ସେ ଆଉ ଦେଖି ପାରିଲେ ନାହିଁ ।
or
indictts_or_male
6.586
indictts_iitm
neutral
null
null
null
null
audio/or/indictts_or_male_train_odiamale_05237.wav
ଫଳରେ ସେ ବାଟରେ ଯାଉ ଯାଉ ଗୋଟିଏ କୂଅ ମଧ୍ୟରେ ଗଳି ପଡ଼ିଲେ ।
or
indictts_or_male
4.89
indictts_iitm
neutral
null
null
null
null
audio/or/indictts_or_male_train_odiamale_05238.wav
ସେଇ କୂଅରୁ ସେ ଆଉ ଉଦ୍ଧାର ପାଇ ପାରିଲେ ନାହିଁ ।
or
indictts_or_male
3.351
indictts_iitm
neutral
null
null
null
null
audio/or/indictts_or_male_train_odiamale_05239.wav
ଗୁରୁ ଧୌମ୍ୟ ତାଙ୍କର ଦିବ୍ୟଜ୍ଞାନ ଦ୍ୱାରା ସବୁ ଜାଣି ପାରି ଶିଷ୍ୟ ଉପମନ୍ୟୁଙ୍କ ନିକଟରେ ଉପସ୍ଥିତ ହୋଇ ତାଙ୍କର ଗୁରୁଭକ୍ତିର ପ୍ରଶଂସା କଲେ ।
or
indictts_or_male
9.821
indictts_iitm
neutral
null
null
null
null
audio/or/indictts_or_male_train_odiamale_05240.wav
ସେଥିପାଇଁ ଆରୁଣି ଓ ଉପମନ୍ୟୁଙ୍କୁ ତାଙ୍କର ପ୍ରଗାଢ଼ ଗୁରୁଭକ୍ତି ପାଇଁ ଆଜି ମଧ୍ୟ ଲୋକେ ତାଙ୍କୁ ପ୍ରଶଂସା କରନ୍ତି ।
or
indictts_or_male
8.529
indictts_iitm
neutral
null
null
null
null