file_name
stringlengths
36
59
text
stringlengths
9
449
lang
stringclasses
12 values
speaker_id
stringclasses
26 values
duration
float64
1.5
29.8
source
stringclasses
2 values
emotion
stringclasses
1 value
domain
float64
snr_db
float64
22.5
60
⌀
silence_ratio
float64
0.1
0.35
⌀
clipping_ratio
float64
0
0
⌀
audio/or/indictts_or_male_train_odiamale_05241.wav
ଜଣେ ବିଦ୍ୱାନ ପଣ୍ଡିତ ଥିଲେ, ତାଙ୍କର ଜଣେ ମୂର୍ଖ ଚାକର ଥିଲା ।
or
indictts_or_male
4.778
indictts_iitm
neutral
null
null
null
null
audio/or/indictts_or_male_train_odiamale_05242.wav
ଦିନେ ପଣ୍ଡିତଙ୍କ ଘରୁ ପଣ୍ଡିତିଆଣିଙ୍କର ଗୋଟିଏ ମାଳି କିଏ ନେଇଗଲା ।
or
indictts_or_male
5.339
indictts_iitm
neutral
null
null
null
null
audio/or/indictts_or_male_train_odiamale_05243.wav
ମୂର୍ଖ ଚାକରଟି ଯାଇ ପଣ୍ଡିତଙ୍କ ଆଗରେ ପହଁଚି କହିଲା, ଆଜ୍ଞା ପଣ୍ଡିତିଆଣିଙ୍କ ମାଳିଟିକୁ କୌଣସି ଚୋର ନେଇ ଯାଇଛି ।
or
indictts_or_male
8.361
indictts_iitm
neutral
null
null
null
null
audio/or/indictts_or_male_train_odiamale_05244.wav
ଏକଥା ଶୁଣି ପଣ୍ଡିତେ କହିଲେ, ନାଇଁ ନାଇଁ ନିଜ ଆଖିରେ ନ ଦେଖି କାହାକୁ ଚୋର କହିବା ଠିକ୍ ନୁହେଁ ।
or
indictts_or_male
6.867
indictts_iitm
neutral
null
null
null
null
audio/or/indictts_or_male_train_odiamale_05245.wav
ଶାସ୍ତ୍ରରେ ପରା ଲେଖାଅଛି, ଯାହା ନ ଦେଖିବ ବେନି ନୟନେ ପରତେ ନ ଯିବ ଗୁରୁ ବଚନେ ।
or
indictts_or_male
6.114
indictts_iitm
neutral
null
null
null
null
audio/or/indictts_or_male_train_odiamale_05246.wav
ମୋର ଯେତେଦୂର ବିଶ୍ୱାସ ଆମ ଘରେ ଯେଉଁ ମୂଷାମାନେ ରହୁଛନ୍ତି, ସେଇମାନଙ୍କ ମଧ୍ୟରୁ କିଏ ଗୋଟେ ଆସି ମାଳିଟା ନେଇ ଯାଇଛି ।
or
indictts_or_male
8.687
indictts_iitm
neutral
null
null
null
null
audio/or/indictts_or_male_train_odiamale_05247.wav
ଏକଥା ଶୁଣି ମୂର୍ଖ ଚାକର ଚୁପ୍ ରହିଲା ।
or
indictts_or_male
3.171
indictts_iitm
neutral
null
null
null
null
audio/or/indictts_or_male_train_odiamale_05248.wav
ଆଉଦିନେ ପଣ୍ଡିତଙ୍କ ପେଡ଼ିରୁ ତାଙ୍କ ନୋଳି ହଳଟା କିଏ ନେଇଗଲା ।
or
indictts_or_male
5.384
indictts_iitm
neutral
null
null
null
null
audio/or/indictts_or_male_train_odiamale_05249.wav
ମୂର୍ଖ ଚାକର ପଣ୍ଡିତଙ୍କୁ ସେଇକଥା ଜଣାଇବାକୁ ଯାଇ କହିଲା, ଆଜ୍ଞା, ନୋଳି ହଳଟା ଚୋର ନେଇଗଲା ।
or
indictts_or_male
6.766
indictts_iitm
neutral
null
null
null
null
audio/or/indictts_or_male_train_odiamale_05250.wav
ପଣ୍ଡିତେ ପୁଣି ସେଇକଥା କହିଲେ, ନାହିଁ ନାହିଁ ଆଖିରେ ନ ଦେଖି ଚୋର ନେଇଛି ବୋଲି କହିବା ଠିକ୍ ହେବନାହିଁ ।
or
indictts_or_male
7.597
indictts_iitm
neutral
null
null
null
null
audio/or/indictts_or_male_train_odiamale_05251.wav
ମୂର୍ଖ ଚାକର ପଣ୍ଡିତଙ୍କ ଠାରୁ ଏକଥା ଶୁଣି ପୂର୍ବ ପରି ଚୁପ୍ ରହିଲା ।
or
indictts_or_male
5.204
indictts_iitm
neutral
null
null
null
null
audio/or/indictts_or_male_train_odiamale_05252.wav
ଏମିତି କିଛି ଦିନ ଗଲାପରେ ଆଉଦିନେ ପଣ୍ଡିତଙ୍କ ଘରୁ ସବୁଯାକ ଟଙ୍କା-ପଇସା ଆଉ ସୁନା-ରୂପା ଯାହା ସବୁ ଥିଲା ତାକୁ କିଏ ନେଇଗଲା ।
or
indictts_or_male
9.428
indictts_iitm
neutral
null
null
null
null
audio/or/indictts_or_male_train_odiamale_05253.wav
ମୂର୍ଖ ଚାକର ପୁଣି ଯାଇ ପଣ୍ଡିତଙ୍କ ଆଗରେ ଚୋରର ନାଆଁ କହିଲା ।
or
indictts_or_male
4.924
indictts_iitm
neutral
null
null
null
null
audio/or/indictts_or_male_train_odiamale_05254.wav
ମାତ୍ର ସବୁଥର ପରି ପଣ୍ଡିତେ ଟିକେ ରାଗିଯାଇ କହିଲେ, ଆରେ ମୂର୍ଖ, ତୋତେ ପରା ଥରେ କହିଥିଲି ଆଖିରେ ନ ଦେଖିବା କଥାକୁ ମୋଟେ ବିଶ୍ୱାସ କରିବୁ ନାହିଁ ।
or
indictts_or_male
10.394
indictts_iitm
neutral
null
null
null
null
audio/or/indictts_or_male_train_odiamale_05255.wav
ତୁ ତ’ ନିଜ ଆଖିରେ ଦେଖିନୁ ଚୋର ଚୋରି କଲାବେଳେ, ତେଣୁ କାହାକୁ ଅଯଥାରେ ଦୋଷ ଦେବା କାହିଁକି ।
or
indictts_or_male
5.968
indictts_iitm
neutral
null
null
null
null
audio/or/indictts_or_male_train_odiamale_05256.wav
ସୁନା-ରୂପା, ଟଙ୍କା-ପଇସା ସବୁ ବୋଧହୁଏ ମୂଷା ତା’ ଗାତକୁ ବୋହି ନେଇ ଯାଇଛି ।
or
indictts_or_male
6.069
indictts_iitm
neutral
null
null
null
null
audio/or/indictts_or_male_train_odiamale_05257.wav
ମୂର୍ଖ ଚାକର ପଣ୍ଡିତଙ୍କ ମୁହଁରୁ ଏକଥା ଶୁଣି ପୂର୍ବପରି ଚୁପ୍ ରହିଲା ।
or
indictts_or_male
4.789
indictts_iitm
neutral
null
null
null
null
audio/or/indictts_or_male_train_odiamale_05258.wav
ଏମିତି କିଛିଦିନ ଗଲାପରେ ଆଉ ଦିନେ ପଣ୍ଡିତଙ୍କର ବାସନ କୁସନ, ଗରା, ନୋଟା, ବାଲ୍ଟି ଇତ୍ୟାଦି କିଏ ନେଇଗଲା ।
or
indictts_or_male
8.013
indictts_iitm
neutral
null
null
null
null
audio/or/indictts_or_male_train_odiamale_05259.wav
ମୂର୍ଖ ଚାକର ପଣ୍ଡିତଙ୍କ ଆଗରେ ଏକଥା କହିବାରୁ ପଣ୍ଡିତ କହିଲେ, ସେଇ ମୂଷାମାନେ ନେଇଯାଇଥିବେ ।
or
indictts_or_male
7.058
indictts_iitm
neutral
null
null
null
null
audio/or/indictts_or_male_train_odiamale_05260.wav
ଚାକର ବିନୀତ ଭାବରେ ହାତଯୋଡ଼ି କହିଲା, ଆଜ୍ଞା କଂସା ବାସନ, ବାଲ୍ଟି ଭଳି ଏତେ ବଡ଼ ବଡ଼ ଭାରି ଜିନିଷକୁ ମୂଷା କେମିତି ତା’ ଗାତକୁ ନେଇଯିବ ।
or
indictts_or_male
9.653
indictts_iitm
neutral
null
null
null
null
audio/or/indictts_or_male_train_odiamale_05261.wav
ଚାକର କହିଲା ଦେଖନ୍ତୁ, ଶାସ୍ତ୍ର କଥା ନ ମାନି ବେଳେବେଳେ ଶୁଣାକଥାକୁ ବି ବିଶ୍ୱାସ କରାଯାଏ ।
or
indictts_or_male
6.182
indictts_iitm
neutral
null
null
null
null
audio/or/indictts_or_male_train_odiamale_05262.wav
ଆପଣଙ୍କ ଶାସ୍ତ୍ର ଅନୁସାରେ ଆପଣ ତ' ଆପଣଙ୍କ ଜେଜେ ବାପାଙ୍କୁ ଦେଖି ନାହାଁନ୍ତି, ତେବେ କ’ଣ ଆପଣଙ୍କର କୌଣସି ଜେଜେବାପା ନ ଥିଲେ ।
or
indictts_or_male
9.114
indictts_iitm
neutral
null
null
null
null
audio/or/indictts_or_male_train_odiamale_05263.wav
ତେବେ ଆପଣଙ୍କର ବାପା କେମିତି ଜନ୍ମ ହୋଇଥିଲେ ।
or
indictts_or_male
3.093
indictts_iitm
neutral
null
null
null
null
audio/or/indictts_or_male_train_odiamale_05265.wav
ପଣ୍ଡିତଙ୍କର ଚେତା ପଶିଲା, ସେ ମନେ ମନେ ଚିନ୍ତା କଲେ ଚାକର ଯାହା କହୁଛି ସତକଥା ।
or
indictts_or_male
6.204
indictts_iitm
neutral
null
null
null
null
audio/or/indictts_or_male_train_odiamale_05266.wav
ବେଳେବେଳେ ନ ଦେଖିଥିବା କଥାକୁ ମଧ୍ୟ ବିଶ୍ୱାସ କରିବା କଥା, ନହେଲେ ବିପଦରେ ପଡ଼ିବା ନିଶ୍ଚିତ ।
or
indictts_or_male
7.26
indictts_iitm
neutral
null
null
null
null
audio/or/indictts_or_male_train_odiamale_05268.wav
ପଣ୍ଡିତେ ଚାକରକୁ ନେଇ ଥାନାକୁ ଗଲେ ।
or
indictts_or_male
3.003
indictts_iitm
neutral
null
null
null
null
audio/or/indictts_or_male_train_odiamale_05269.wav
ଥାନାରୁ ପୋଲିସ୍ ଆସି ଚୋରର ଖାନ୍ତଲାସ୍ କରି ପଣ୍ଡିତଙ୍କର ସବୁଯାକ ଜିନିଷ ଜବତ୍ କଲେ ।
or
indictts_or_male
6.8
indictts_iitm
neutral
null
null
null
null
audio/or/indictts_or_male_train_odiamale_05270.wav
କୋଶଳ ଦେଶର ଗୋଟିଏ ରାଜ୍ୟରେ ଜଣେ ସାଧବ ଥିଲେ ।
or
indictts_or_male
3.868
indictts_iitm
neutral
null
null
null
null
audio/or/indictts_or_male_train_odiamale_05271.wav
ତାଙ୍କର ଧନ ସମ୍ପତ୍ତିରେ କୌଣସି ଅଭାବ ନଥିଲା ।
or
indictts_or_male
3.598
indictts_iitm
neutral
null
null
null
null
audio/or/indictts_or_male_train_odiamale_05272.wav
ହେଲେ ତାଙ୍କର ଏକୋଇର ବଳା ବିଶିକେଶନ ମାତ୍ର ଗୋଟିଏ ପୁଅ ଥିଲା ।
or
indictts_or_male
4.912
indictts_iitm
neutral
null
null
null
null
audio/or/indictts_or_male_train_odiamale_05273.wav
ପୁଅଟି କିନ୍ତୁ ଭାରି ଚଗଲା, ଚାଲିଗଲା ଶଗଡ଼ରେ ହାତ ମାରିଦିଏ ।
or
indictts_or_male
4.429
indictts_iitm
neutral
null
null
null
null
audio/or/indictts_or_male_train_odiamale_05274.wav
ସାଧବ ତାକୁ ଯେତେ ଆକଟ କଲେ ମଧ୍ୟ ସେ କାହାରି କଥା ମାନେନାହିଁ ।
or
indictts_or_male
4.564
indictts_iitm
neutral
null
null
null
null
audio/or/indictts_or_male_train_odiamale_05275.wav
ଦିନକୁ ଦିନ ତା’ର ବୟସ ବଢ଼ିବା ସହିତ ଚଗଲାମିର ସୀମା ମଧ୍ୟ ବଢ଼ି ବଢ଼ି ଚାଲିଥାଏ ।
or
indictts_or_male
6.148
indictts_iitm
neutral
null
null
null
null
audio/or/indictts_or_male_train_odiamale_05276.wav
ସେଥିପାଇଁ ସାଧବ ବହୁତ ଚିନ୍ତାରେ ପଡ଼ିଯାଇଥାଆନ୍ତି ।
or
indictts_or_male
3.958
indictts_iitm
neutral
null
null
null
null
audio/or/indictts_or_male_train_odiamale_05277.wav
ଦିନକୁ ଦିନ ପୁଅଟି ବହୁତ ଦୁଷ୍ଟ ହେବାରୁ ଦିନେ ସାଧବ ରାଗିଗଲେ ।
or
indictts_or_male
4.71
indictts_iitm
neutral
null
null
null
null
audio/or/indictts_or_male_train_odiamale_05278.wav
ସାଧବ କହିଲେ ତୁ ଘରୁ ବାହାରି ଯାଆ, ଯୋଉଦିନ ତୋର ସ୍ୱଭାବ ବଦଳିବ ସେଇଦିନ ଯାଇ ଘରକୁ ଫେରିବୁ ।
or
indictts_or_male
7.271
indictts_iitm
neutral
null
null
null
null
audio/or/indictts_or_male_train_odiamale_05279.wav
ବିଚରା ସାଧବ ପୁଅଟି ନିଜ ପାଖରେ ଥିବା କିଛି ଟଙ୍କା ଧରି ଘରୁ ବାହାରି ଚାଲିଗଲା ।
or
indictts_or_male
6.358
indictts_iitm
neutral
null
null
null
null
audio/or/indictts_or_male_train_odiamale_05280.wav
ବାଟରେ ଗଲାବେଳେ ଚାଲି ଚାଲି ହାଲିଆ ହୋଇପଡ଼ିଲା ।
or
indictts_or_male
3.576
indictts_iitm
neutral
null
null
null
null
audio/or/indictts_or_male_train_odiamale_05281.wav
ସାଧବ ଘର ପୁଅ ଘିଅରେ ଖାଇ ଦୁଧରେ ହାତ ଧୋଉଥିଲା, ଅଲିଅଳରେ ବଢ଼ିଥିଲା ।
or
indictts_or_male
5.878
indictts_iitm
neutral
null
null
null
null
audio/or/indictts_or_male_train_odiamale_05282.wav
ଘର କଥା ଓ ବାପା-ବୋଉଙ୍କ କଥା ମନେ ପଡ଼ିବାରୁ ତା’ ଆଖିରୁ ଲୁହ ଝରି ଆସିଲା ।
or
indictts_or_male
6.081
indictts_iitm
neutral
null
null
null
null
audio/or/indictts_or_male_train_odiamale_05283.wav
ସେ ଅମାନିଆଁ ହୋଇଥିବାରୁ ତାକୁ ଏମିତି ଦଣ୍ଡ ମିଳିଲା ।
or
indictts_or_male
3.553
indictts_iitm
neutral
null
null
null
null
audio/or/indictts_or_male_train_odiamale_05284.wav
ତେଣୁ ସେ ମନେ ମନେ ସ୍ଥିର କଲା ଆଉ ଏମିତି ଅମାନିଆଁ ହେବ ନାହିଁ, ତା’ର ସ୍ୱଭାବ ବଦଳାଇବ ।
or
indictts_or_male
6.957
indictts_iitm
neutral
null
null
null
null
audio/or/indictts_or_male_train_odiamale_05285.wav
ଏମିତି ଭାବି ସେ ଚାଲିଚାଲି ବହୁତ ବାଟ ଯିବାପରେ ଗୋଟିଏ ଜଙ୍ଗଲ ପାଖରେ ପହଁଚିଲା ।
or
indictts_or_male
5.912
indictts_iitm
neutral
null
null
null
null
audio/or/indictts_or_male_train_odiamale_05286.wav
ସେ ସେଠାରେ ଗୋଟିଏ କୁଡ଼ିଆ ଦେଖିବାକୁ ପାଇଲା ଓ ମନେ ମନେ ଭାବିଲା ଏ କୁଡ଼ିଆ ଭିତରେ ନିଶ୍ଚୟ କିଏ ଥିବେ ।
or
indictts_or_male
7.62
indictts_iitm
neutral
null
null
null
null
audio/or/indictts_or_male_train_odiamale_05287.wav
ସେ ତରତର ହୋଇ ସେ କୁଡ଼ିଆ ପାଖକୁ ଆଗେଇଗଲା ।
or
indictts_or_male
3.486
indictts_iitm
neutral
null
null
null
null
audio/or/indictts_or_male_train_odiamale_05288.wav
କୁଡ଼ିଆ ପାଖରେ ଗୋଟିଏ ବିରାଟ ଗଛ ।
or
indictts_or_male
2.857
indictts_iitm
neutral
null
null
null
null
audio/or/indictts_or_male_train_odiamale_05289.wav
ସେହି ଗଛ ମୂଳରେ ଜଣେ ସାଧୁ ବସିଥିବାର ଦେଖି ସେ ତାଙ୍କୁ ସାଷ୍ଟାଙ୍ଗ ପ୍ରଣାମ ଜଣାଇଲା ।
or
indictts_or_male
6.047
indictts_iitm
neutral
null
null
null
null
audio/or/indictts_or_male_train_odiamale_05290.wav
ସାଧୁ ତାକୁ କିଛି ସମୟ ଚାହିଁ ରହିଲେ, ସାଧବ ପୁଅ ସେଠାରେ ଚୁପ୍ ହୋଇ ଠିଆ ହୋଇଥାଏ ।
or
indictts_or_male
6.317
indictts_iitm
neutral
null
null
null
null
audio/or/indictts_or_male_train_odiamale_05291.wav
ସାଧୁ ପଚାରିଲେ ତୁମର ନାଁ କ’ଣ, ତୁମେ ଏ ଜଙ୍ଗଲ ଭିତରକୁ କାହିଁକି ଆସିଛ ।
or
indictts_or_male
5.833
indictts_iitm
neutral
null
null
null
null
audio/or/indictts_or_male_train_odiamale_05292.wav
ଗାଁ'ର ଶେଷମୁଣ୍ଡରେ ଗୋଟିଏ ମନ୍ଦିର, ମନ୍ଦିର ପାଖରେ ଗୋଟିଏ ବିରାଟ ପୋଖରୀ ।
or
indictts_or_male
5.553
indictts_iitm
neutral
null
null
null
null
audio/or/indictts_or_male_train_odiamale_05293.wav
ପୋଖରୀ ଚାରିପଟେ ବଡ଼ ବଡ଼ ଗଛମାନ ଆକାଶରୁ ମୁଣ୍ଡ ଟେକି ଠିଆ ହୋଇଛନ୍ତି ।
or
indictts_or_male
5.721
indictts_iitm
neutral
null
null
null
null
audio/or/indictts_or_male_train_odiamale_05295.wav
ସେହି ପୋଖରୀରେ ଗୋଟିଏ ହଂସ ରହିଥାଏ ।
or
indictts_or_male
3.194
indictts_iitm
neutral
null
null
null
null
audio/or/indictts_or_male_train_odiamale_05296.wav
କାଉ ଓ ହଂସ ନିଜ ନିଜର ସୁଖରେ ରହିଥାଆନ୍ତି ।
or
indictts_or_male
4.126
indictts_iitm
neutral
null
null
null
null
audio/or/indictts_or_male_train_odiamale_05297.wav
ଦିନେ ଦୁଇ ଜଣଙ୍କ ମଧ୍ୟରେ ସାକ୍ଷାତ ହେବାରୁ ଦୁହେଁ ସାଙ୍ଗ ହୋଇଗଲେ ।
or
indictts_or_male
4.8
indictts_iitm
neutral
null
null
null
null
audio/or/indictts_or_male_train_odiamale_05298.wav
ଦିନକୁ ଦିନ ସେମାନଙ୍କର ସାଙ୍ଗପଣିଆ ବଢ଼ିଗଲା ।
or
indictts_or_male
3.901
indictts_iitm
neutral
null
null
null
null
audio/or/indictts_or_male_train_odiamale_05299.wav
ଦିନେ କାଉ ହଂସକୁ ନିଜ ଘରକୁ ନିମନ୍ତ୍ରଣ କଲା ।
or
indictts_or_male
4.351
indictts_iitm
neutral
null
null
null
null
audio/or/indictts_or_male_train_odiamale_05300.wav
ସେ ଗୋଟିଏ ବିରାଟ ବରଗଛ ପାଖକୁ ହଂସକୁ ନେଇଗଲା ।
or
indictts_or_male
4.137
indictts_iitm
neutral
null
null
null
null
audio/or/indictts_or_male_train_odiamale_05301.wav
ସେହି ବରଗଛ ମୂଳରେ ଅନେକ ପଚା ମାଂସ ଓ ହାଡ଼ ଇତ୍ୟାଦି ପଡ଼ିଥିଲା ।
or
indictts_or_male
5.294
indictts_iitm
neutral
null
null
null
null
audio/or/indictts_or_male_train_odiamale_05302.wav
ସେଥିରୁ ପ୍ରବଳ ଦୁର୍ଗନ୍ଧ ବାହାରୁଥାଏ ଓ ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଥାଏ ।
or
indictts_or_male
5.867
indictts_iitm
neutral
null
null
null
null
audio/or/indictts_or_male_train_odiamale_05303.wav
ହଂସଟି କହିଲା କାଉ ଭାଇ ଏ ସ୍ଥାନଟି ବହୁତ ଆବର୍ଜନାମୟ, ମୁଁ ଏଠାରେ ରହି ପାରିବି ନାହିଁ ।
or
indictts_or_male
7.114
indictts_iitm
neutral
null
null
null
null
audio/or/indictts_or_male_train_odiamale_05304.wav
ମୋତେ ଅନ୍ୟ କୌଣସି ଭଲ ସ୍ଥାନକୁ ନେଇଚାଲ ।
or
indictts_or_male
2.958
indictts_iitm
neutral
null
null
null
null
audio/or/indictts_or_male_train_odiamale_05305.wav
କାଉ ହଂସକୁ କହିଲା, ହଉ ମୁଁ ତୁମକୁ ଗୋଟିଏ ଭଲ ଜାଗାକୁ ନେଇଯିବି ।
or
indictts_or_male
5.204
indictts_iitm
neutral
null
null
null
null
audio/or/indictts_or_male_train_odiamale_05306.wav
ଏହା କହି ସେମାନେ ନିକଟରେ ଥିବା ରାଜାଙ୍କ ବଗିଚାକୁ ଗଲେ ।
or
indictts_or_male
4.261
indictts_iitm
neutral
null
null
null
null
audio/or/indictts_or_male_train_odiamale_05307.wav
କାଉ ହଂସକୁ ବଗିଚା ମଧ୍ୟସ୍ଥଳରେ ଥିବା ଗୋଟିଏ ଚଉତରା ପାଖରେ ଥିବା ବୃକ୍ଷ ଉପରକୁ ନେଇଗଲା ।
or
indictts_or_male
6.676
indictts_iitm
neutral
null
null
null
null
audio/or/indictts_or_male_train_odiamale_05308.wav
ସେତିକିବେଳେ ରାଜା ବଗିଚାରେ ବୁଲି ବୁଲି କ୍ଳାନ୍ତ ହୋଇ ସେହି ଚଉତରା ଉପରେ ବସି ପଡ଼ିଲେ ।
or
indictts_or_male
6.036
indictts_iitm
neutral
null
null
null
null
audio/or/indictts_or_male_train_odiamale_05309.wav
ରାଜା ବିଶ୍ରାମ କରୁ କରୁ ତାଙ୍କୁ ନିଦ ଆସିଗଲା ।
or
indictts_or_male
3.564
indictts_iitm
neutral
null
null
null
null
audio/or/indictts_or_male_train_odiamale_05310.wav
ହଂସ ଦେଖିଲା ରାଜାଙ୍କ ମୁହଁରେ ଖରା ପଡ଼ିଛି ।
or
indictts_or_male
3.89
indictts_iitm
neutral
null
null
null
null
audio/or/indictts_or_male_train_odiamale_05311.wav
ତେଣୁ ରାଜା ଶାନ୍ତିରେ ଶୋଇବା ପାଇଁ ସେ ତା’ର ଡେଣା ମେଲାଇ ରଖି ରାଜାଙ୍କ ମୁହଁକୁ ଛାଇରେ ରଖିଲା ।
or
indictts_or_male
7.541
indictts_iitm
neutral
null
null
null
null
audio/or/indictts_or_male_train_odiamale_05312.wav
ସଜ୍ଜନମାନେ ତ’ କାହାରି କଷ୍ଟ ସହି ପାରନ୍ତି ନାହିଁ, ତେଣୁ ସେ ରାଜାଙ୍କୁ ଛାୟା ପ୍ରଦାନ କଲା ।
or
indictts_or_male
6.328
indictts_iitm
neutral
null
null
null
null
audio/or/indictts_or_male_train_odiamale_05313.wav
ରାଜା ଆରାମରେ ଶୋଇ ପଡ଼ିଲେ ।
or
indictts_or_male
2.171
indictts_iitm
neutral
null
null
null
null
audio/or/indictts_or_male_train_odiamale_05314.wav
କାଉ ତ' ଦୁଷ୍ଟ ପ୍ରକୃତିର ତେଣୁ ହଂସର ଏପରି କାର୍ଯ୍ୟରେ ସେ ରାଗିଗଲା ।
or
indictts_or_male
5.103
indictts_iitm
neutral
null
null
null
null
audio/or/indictts_or_male_train_odiamale_05315.wav
କିଛି ସମୟ ପରେ ସେ ରାଜାଙ୍କ ଉପରେ ମଳତ୍ୟାଗ କରି ଅନ୍ୟ ଏକ ଡାଳକୁ ଉଡ଼ିଗଲା ।
or
indictts_or_male
5.935
indictts_iitm
neutral
null
null
null
null
audio/or/indictts_or_male_train_odiamale_05316.wav
ରାଜାଙ୍କ ଉପରେ ମଳ ପଡ଼ିବାରୁ ରାଜାଙ୍କର ନିଦ ଭାଙ୍ଗିଗଲା ଓ ରାଜା ଭୟଙ୍କର ଭାବରେ ରାଗିଗଲେ ।
or
indictts_or_male
7.361
indictts_iitm
neutral
null
null
null
null
audio/or/indictts_or_male_train_odiamale_05317.wav
ସେ ଧନୁରେ ତୀର ଯୋଖି ତାଙ୍କ ଉପରେ ହଂସ ମଳତ୍ୟାଗ କରିଥିବା ସନ୍ଦେହ କରି ତାକୁ ଶର ବିନ୍ଧିଲେ ।
or
indictts_or_male
6.957
indictts_iitm
neutral
null
null
null
null
audio/or/indictts_or_male_train_odiamale_05318.wav
ହଂସଟି ଶାନ୍ତ ଭାବରେ ସେମିତି ବସିଥାଏ ।
or
indictts_or_male
3.306
indictts_iitm
neutral
null
null
null
null
audio/or/indictts_or_male_train_odiamale_05319.wav
ରାଜାଙ୍କର ତୀର ହଂସ ଦେହରେ ବାଜିବାରୁ ବିଚରା ହଂସଟି ତଳେ ପଡ଼ିଗଲା ।
or
indictts_or_male
5.362
indictts_iitm
neutral
null
null
null
null
audio/or/indictts_or_male_train_odiamale_05320.wav
ପ୍ରାଣତ୍ୟାଗ କରିବା ପୂର୍ବରୁ ହଂସଟି ରାଜାଙ୍କୁ କହିଲା, ହେ ରାଜା, ତମେ ମୋତେ ଅନ୍ୟାୟରେ ତୀର ବିନ୍ଧିଲ ।
or
indictts_or_male
7.002
indictts_iitm
neutral
null
null
null
null
audio/or/indictts_or_male_train_odiamale_05321.wav
ଦୁଷ୍ଟ କାଉ ତୁମ ଉପରେ ମଳତ୍ୟାଗ କଲା ଅଥଚ ମୁଁ ତୁମକୁ ଛାୟା ପ୍ରଦାନ କରିବା ସତ୍ତ୍ୱେ ମୋତେ ହତ୍ୟାକଲ ।
or
indictts_or_male
7.473
indictts_iitm
neutral
null
null
null
null
audio/or/indictts_or_male_train_odiamale_05322.wav
କାଉ ସହିତ କୁସଙ୍ଗରୁ ହଂସ ପ୍ରାଣ ତ୍ୟାଗ କଲା ।
or
indictts_or_male
3.755
indictts_iitm
neutral
null
null
null
null
audio/or/indictts_or_male_train_odiamale_05323.wav
ପାଟନାଳୀ କୂଳରେ ଥିବା ଗୋଟିଏ ଛୋଟ ଗାଁ, ସେ ଗାଁଟିର ନାମ ଡଅଁରମୁହଁ ।
or
indictts_or_male
5.497
indictts_iitm
neutral
null
null
null
null
audio/or/indictts_or_male_train_odiamale_05324.wav
ସେହି ଗ୍ରାମରେ ରାଜକିଶୋର ନାମରେ ଜଣେ ଚାଷୀ ଥିଲା ।
or
indictts_or_male
4.347
indictts_iitm
neutral
null
null
null
null
audio/or/indictts_or_male_train_odiamale_05325.wav
ସେହି ଚାଷୀଟିର ଗୋଟିଏ ଗାଈ ଥିଲା ଓ ସେହି ଗାଈର ଗୋଟିଏ ଗେହ୍ଲା ବାଛୁରୀ ଥିଲା ।
or
indictts_or_male
5.586
indictts_iitm
neutral
null
null
null
null
audio/or/indictts_or_male_train_odiamale_05326.wav
ଚାଷୀଟି ସକାଳେ ଗାଈ ଠାରୁ ଦୁଧ ପାଇଲା ପରେ ବାଛୁରୀକୁ ଘର ବାରଣ୍ଡାରେ ବାନ୍ଧିଦେଇ ଗାଈଟିକୁ ଚରାଇବାକୁ ନିକଟରେ ଥିବା ପଡ଼ିଆ ଜମିକୁ ନେଇଯାଏ ।
or
indictts_or_male
10.664
indictts_iitm
neutral
null
null
null
null
audio/or/indictts_or_male_train_odiamale_05327.wav
ଘରର ବାରଣ୍ଡାରେ ବାଛୁରୀଟି ଚାଷୀର ପୋଷାକୁକୁର ହଂଟର୍ ସହିତ ରହେ ।
or
indictts_or_male
5.317
indictts_iitm
neutral
null
null
null
null
audio/or/indictts_or_male_train_odiamale_05328.wav
ଏମିତି କିଛିଦିନ ରହିବା ମଧ୍ୟରେ କୁକୁର ଓ ବାଛୁରୀ ମଧ୍ୟରେ ଆତ୍ମୀୟତା ବଢ଼ିଗଲା ।
or
indictts_or_male
6.272
indictts_iitm
neutral
null
null
null
null
audio/or/indictts_or_male_train_odiamale_05329.wav
ସେମାନଙ୍କ ମଧ୍ୟରେ ଏମିତି ଆତ୍ମୀୟତା ବଢ଼ିଗଲା, ଯେ ଜଣେ ଜଣଙ୍କୁ ଘଡ଼ିଏ ନ ଦେଖିଲେ ବାଉଳା ହୋଇଯାଆନ୍ତି ।
or
indictts_or_male
7.462
indictts_iitm
neutral
null
null
null
null
audio/or/indictts_or_male_train_odiamale_05330.wav
କୁକୁର ଓ ବାଛୁରୀର ସାଙ୍ଗ ଦେଖି ଚାଷୀର ଗାଈ ଓ କୁକୁଡ଼ା ମଧ୍ୟ ତାଙ୍କ ସଙ୍ଗେ ମିଶିବାକୁ ପ୍ରସ୍ତାବ ଦେଲେ ।
or
indictts_or_male
7.148
indictts_iitm
neutral
null
null
null
null
audio/or/indictts_or_male_train_odiamale_05331.wav
ସେଦିନ ରାକ୍ଷୀ ପୂର୍ଣ୍ଣିମା ହୋଇଥାଏ, ରାକ୍ଷୀ ପୂର୍ଣ୍ଣିମା ଦିନ କୁକୁର ଓ ବାଛୁରୀଙ୍କୁ ରାକ୍ଷୀ ବାନ୍ଧି ଭଉଣୀର ସ୍ନେହ ଓ ଆଦର ପାଇବାକୁ ନେହୁରା ହେଲା ।
or
indictts_or_male
9.495
indictts_iitm
neutral
null
null
null
null
audio/or/indictts_or_male_train_odiamale_05332.wav
ସେହିଦିନଠାରୁ ଏମାନେ ଦୁଇ ଭାଇ ଓ ଭଉଣୀ ଭାବରେ ଚଳିବାକୁ ଲାଗିଲେ ।
or
indictts_or_male
4.351
indictts_iitm
neutral
null
null
null
null
audio/or/indictts_or_male_train_odiamale_05333.wav
କିଛିଦିନ ପରେ କୁକୁଡ଼ାର ସାତୋଟି ଛୁଆ ଜନ୍ମ ନେଲେ ।
or
indictts_or_male
4.137
indictts_iitm
neutral
null
null
null
null
audio/or/indictts_or_male_train_odiamale_05334.wav
କୁକୁଡ଼ା ସେମାନଙ୍କୁ ଅତି ଆଦର ଓ ଯତ୍ନରେ ପାଳନ କରୁଥାଏ ।
or
indictts_or_male
4.542
indictts_iitm
neutral
null
null
null
null
audio/or/indictts_or_male_train_odiamale_05335.wav
ଏଥିରେ ବଡ଼ଭାଇ କୁକୁର ଓ ସାନଭାଇ ବାଛୁରୀ ତାକୁ ଓ କୁକୁଡ଼ା ଛୁଆମାନଙ୍କୁ ଭାଣିଜୀର ମାନ୍ୟତା ଦେଇ ତାଙ୍କ ରକ୍ଷା ପାଇଁ ସବୁବେଳେ ତତ୍ପର ଥାଆନ୍ତି ।
or
indictts_or_male
10.787
indictts_iitm
neutral
null
null
null
null
audio/or/indictts_or_male_train_odiamale_05336.wav
ଦିନକର ଘଟଣା, ନିକଟରେ ଥିବା ଗୋଟିଏ ଜଙ୍ଗଲରୁ ଗୋଟିଏ ବିଲୁଆ ସନ୍ଧ୍ୟା ସମୟରେ ଗାଁ ଆଡ଼କୁ ବୁଲିବାକୁ ବାହାରିଲା ।
or
indictts_or_male
7.99
indictts_iitm
neutral
null
null
null
null
audio/or/indictts_or_male_train_odiamale_05337.wav
ବିଲୁଆ ଦିନସାରା କିଛି ଖାଇ ନ ଥାଏ, କାଳେ ସନ୍ଧ୍ୟା ବେଳେ କିଛି ଖାଇବା ପଦାର୍ଥ ମିଳିଯିବ ବୋଲି ଭାବୁଥାଏ ।
or
indictts_or_male
6.463
indictts_iitm
neutral
null
null
null
null
audio/or/indictts_or_male_train_odiamale_05338.wav
ଚାଷୀଘର ନିକଟରେ ବିଲୁଆ ଦେଖିଲା ଗୋଟିଏ ମାଈ କୁକୁଡ଼ା ତା’ର ଛୁଆମାନଙ୍କୁ ଧରି ଘର ବାଡ଼ିରେ ଚରାବୁଲା କରୁଛି ।
or
indictts_or_male
8.114
indictts_iitm
neutral
null
null
null
null
audio/or/indictts_or_male_train_odiamale_05339.wav
ସେମାନଙ୍କ ପାଖରେ କୁକୁର ଓ ବାଛୁରୀ ମଧ୍ୟ ଖୁସିରେ ଡିଆଁ ଡେଇଁ କରୁଛନ୍ତି ।
or
indictts_or_male
5.204
indictts_iitm
neutral
null
null
null
null
audio/or/indictts_or_male_train_odiamale_05340.wav
କୁକୁଡ଼ା ଛୁଆଙ୍କୁ ଦେଖି ବିଲୁଆ ପାଟିରୁ ଲାଳ ବହିଲା ।
or
indictts_or_male
3.654
indictts_iitm
neutral
null
null
null
null
audio/or/indictts_or_male_train_odiamale_05341.wav
ସେ ଚିନ୍ତା କଲା, ଏମିତି ତ' ଯାଇ କୁକୁଡ଼ା ଛୁଆ ଧରିପାରିବି ନାହିଁ, କାରଣ କୁକୁର ତା’ ପାଖେ ପାଖେ ରହିଛି ।
or
indictts_or_male
7.125
indictts_iitm
neutral
null
null
null
null
audio/or/indictts_or_male_train_odiamale_05342.wav
ବିଲୁଆ ଗୋଟିଏ ଉପାୟ ଚିନ୍ତା କଲା ଓ ସେ ସେମାନଙ୍କ ନିକଟକୁ ଧୀରେ ଧୀରେ ଆସିଲା ।
or
indictts_or_male
5.845
indictts_iitm
neutral
null
null
null
null
audio/or/indictts_or_male_train_odiamale_05343.wav
ବିଲୁଆକୁ ଦେଖି କୁକୁର ଭୋ ଭୋ କରି ବିଲୁଆ ଉପରକୁ ଡେଇଁ ପଡ଼ିଲା ।
or
indictts_or_male
5.036
indictts_iitm
neutral
null
null
null
null