file_name
stringlengths
36
59
text
stringlengths
9
449
lang
stringclasses
12 values
speaker_id
stringclasses
26 values
duration
float64
1.5
29.8
source
stringclasses
2 values
emotion
stringclasses
1 value
domain
float64
snr_db
float64
22.5
60
⌀
silence_ratio
float64
0.1
0.35
⌀
clipping_ratio
float64
0
0
⌀
audio/or/indictts_or_male_train_odiamale_05344.wav
ଏମିତି ଘଟଣା ଦେଖି ବିଲୁଆ ଡରି ନ ଯାଇ ଦୁଇ ହାତ ଯୋଡ଼ି ଠିଆହେଲା ।
or
indictts_or_male
4.935
indictts_iitm
neutral
null
null
null
null
audio/or/indictts_or_male_train_odiamale_05345.wav
ବିଲୁଆ କହିଲା କୁକୁର ଭାଇ ତୁମେ ମୋତେ କୁକୁଡ଼ା ଛୁଆମାନଙ୍କର ଶତ୍ରୁ ବୋଲି ମନେକରୁଛ ।
or
indictts_or_male
5.684
indictts_iitm
neutral
null
null
null
null
audio/or/indictts_or_male_train_odiamale_05346.wav
ତୁମେ ମୋତେ ବିଶ୍ୱାସ କର, ମୁଁ ତାଙ୍କର କୌଣସି କ୍ଷତି କରିବି ନାହିଁ ।
or
indictts_or_male
4.25
indictts_iitm
neutral
null
null
null
null
audio/or/indictts_or_male_train_odiamale_05347.wav
ବଣ ଓ ଜଙ୍ଗଲରେ ବୁଲୁଥିବା ବିଲୁଆଙ୍କ ପରି ମୁଁ ନୁହେଁ ।
or
indictts_or_male
3.497
indictts_iitm
neutral
null
null
null
null
audio/or/indictts_or_male_train_odiamale_05348.wav
ମୁଁ ଏଇନେ ବୁଢ଼ା ହୋଇଗଲିଣି, ମୋର ମୃତ୍ୟୁ ସମୟ ପାଖେଇ ଆସିଲାଣି ।
or
indictts_or_male
4.171
indictts_iitm
neutral
null
null
null
null
audio/or/indictts_or_male_train_odiamale_05349.wav
ତମମାନଙ୍କର ସ୍ନେହ ଓ ମମତା ଦେଖି ମୋତେ ବହୁତ ଖୁସି ଲାଗିଲା, ତୁମେ ମୋତେ ଭାଇ ଭାବରେ ଗ୍ରହଣ କରିନିଅ ।
or
indictts_or_male
6.968
indictts_iitm
neutral
null
null
null
null
audio/or/indictts_or_male_train_odiamale_05350.wav
କୁକୁଡ଼ା ମୋର ଭଉଣୀ ଓ ତା’ର ଛୁଆମାନେ ମୋର ଭାଣିଜୀ ।
or
indictts_or_male
4.07
indictts_iitm
neutral
null
null
null
null
audio/or/indictts_or_male_train_odiamale_05351.wav
ଜୀବନର ଏହି ବୁଢ଼ା ବୟସରେ ଲୋକମାନଙ୍କର କିଛି ଉପକାର କରି ମୁଁ କରିଥିବା ପାପର ପ୍ରାୟଶ୍ଚିତ କରିବି ।
or
indictts_or_male
7.181
indictts_iitm
neutral
null
null
null
null
audio/or/indictts_or_male_train_odiamale_05352.wav
ମୁଁ ଶପଥ କରି କହୁଛି କେବେବି ବିଶ୍ୱାସଘାତକତା କରିବି ନାହିଁ ।
or
indictts_or_male
4.721
indictts_iitm
neutral
null
null
null
null
audio/or/indictts_or_male_train_odiamale_05353.wav
ଯଦି କେବେ ବିଶ୍ୱାସଘାତକତା କାର୍ଯ୍ୟ କରେ ତେବେ ମୋ ବଂଶଧରମାନେ ରାତିରେ ଏକସଙ୍ଗେ ବୋବାଳି ଛାଡ଼ିବେ ।
or
indictts_or_male
7.137
indictts_iitm
neutral
null
null
null
null
audio/or/indictts_or_male_train_odiamale_05354.wav
ଯାହାଦ୍ୱାରା ରାତ୍ରିରେ ଅନ୍ୟଜୀବମାନେ ସତର୍କ ରହିବେ ।
or
indictts_or_male
3.954
indictts_iitm
neutral
null
null
null
null
audio/or/indictts_or_male_train_odiamale_05355.wav
ବିଲୁଆର ଏହି ଚତୁର ପଣିଆ କଥାରେ କୁକୁର ଓ କୁକୁଡ଼ା ରାଜିହୋଇ ବାଛୁରୀକୁ ଆଶ୍ୱାସନା ଦେଲେ ।
or
indictts_or_male
6.249
indictts_iitm
neutral
null
null
null
null
audio/or/indictts_or_male_train_odiamale_05356.wav
କୁକୁର କହିଲା, ଭାଇ ଆମେ ଦୁହେଁ ପ୍ରଭୁ ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କ ପରି ।
or
indictts_or_male
4.969
indictts_iitm
neutral
null
null
null
null
audio/or/indictts_or_male_train_odiamale_05357.wav
ମୁଁ ବଂଚିଥିବା ପର୍ଯ୍ୟନ୍ତ ତୁମମାନଙ୍କର ଦୁଃଖ କଷ୍ଟ ସହିପାରିବି ନାହିଁ ।
or
indictts_or_male
4.643
indictts_iitm
neutral
null
null
null
null
audio/or/indictts_or_male_train_odiamale_05358.wav
ତୁମେମାନେ ଭଲ ଭାବରେ ଜାଣିଛ ମୁଁ ମୋର ଆଘ୍ରାଣ ଶକ୍ତି ବଳରେ ଦୋଷୀମାନଙ୍କୁ ଧରି ଦଣ୍ଡବିଧାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ।
or
indictts_or_male
9.226
indictts_iitm
neutral
null
null
null
null
audio/or/indictts_or_male_train_odiamale_05359.wav
ବଡ଼ ଭାଇଙ୍କ କଥା ଶୁଣି ବାଛୁରୀ କହିଲା, ଭାଇ ଶାସ୍ତ୍ରରେ କହିଛି ଦୁର୍ଜନ ସଙ୍ଗେ କଲେ ବାସ, ନିଶ୍ଚେ ଘଟିବ ସର୍ବନାଶ ।
or
indictts_or_male
7.833
indictts_iitm
neutral
null
null
null
null
audio/or/indictts_or_male_train_odiamale_05360.wav
ସେଇ ଦିନଠାରୁ ବିଲୁଆ ସନ୍ଧ୍ୟା ହେଲେ ଘର ବାଡ଼ିରେ ଆସି ପହଁଚିଯାଏ ।
or
indictts_or_male
4.811
indictts_iitm
neutral
null
null
null
null
audio/or/indictts_or_male_train_odiamale_05361.wav
କୁକୁର, ବାଛୁରୀ, ବିଲୁଆ ଓ କୁକୁଡ଼ାର ପରିବାରମାନେ ମିଶି ରାତିରେ ନାନା ପ୍ରକାରର କାମ, ଯଥା- ନାଚ, ଗୀତ ଓ ଭୋଜି ଭାତର ଆୟୋଜନ କରନ୍ତି ।
or
indictts_or_male
10.057
indictts_iitm
neutral
null
null
null
null
audio/or/indictts_or_male_train_odiamale_05362.wav
ବିଲୁଆ ପାହାନ୍ତି ପହର ବେଳକୁ ନଈକୂଳରେ ଥିବା ଘଂଚ ଜଙ୍ଗଲିଆ ବୁଦା ଭିତରେ ଥିବା ତା’ର ଗାତ ଭିତରେ ଲୁଚିରହେ ।
or
indictts_or_male
7.35
indictts_iitm
neutral
null
null
null
null
audio/or/indictts_or_male_train_odiamale_05363.wav
ଦିନେ ସନ୍ଧ୍ୟାବେଳେ ବିଲୁଆ ଚାଷୀଟିର ଘର ଆଡ଼କୁ ଆସୁଥିଲା ।
or
indictts_or_male
4.149
indictts_iitm
neutral
null
null
null
null
audio/or/indictts_or_male_train_odiamale_05364.wav
ଆସିବା ବାଟରେ ଶୁଣିଲା ତା’ର ଗୋଟିଏ ଭାଣିଜୀ ଚିଁ ଚିଁ ଶବ୍ଦକରି ଜୋରରେ କାନ୍ଦୁଛି ।
or
indictts_or_male
5.901
indictts_iitm
neutral
null
null
null
null
audio/or/indictts_or_male_train_odiamale_05365.wav
କାନ୍ଦ ଆସୁଥିବା ଦିଗକୁ ଅନୁସରଣ କରି ବିଲୁଆ ତା’ର ଭାଣିଜୀ ପାଖରେ ପହଁଚିଲା ।
or
indictts_or_male
5.182
indictts_iitm
neutral
null
null
null
null
audio/or/indictts_or_male_train_odiamale_05366.wav
ସେଠାରେ ସେ ଜାଣିବାକୁ ପାଇଲା ଯେ ଭାଣିଜୀ ଚରାବୁଲା କଲାବେଳେ ସେ ମାଆଙ୍କ କଥା ନ ମାନି ଏପରି ଦୁଃଖ ଭୋଗୁଛି ।
or
indictts_or_male
7.788
indictts_iitm
neutral
null
null
null
null
audio/or/indictts_or_male_train_odiamale_05367.wav
ମୁଁ ଖୁସିରେ ନାଚି ନାଚି ମୋ ଭାଇ ଭଉଣୀଙ୍କୁ ଛାଡ଼ି ଏତେ ଦୂର ଚାଲି ଆସିଲି କିନ୍ତୁ ଫେରିବା ବାଟ ମୋତେ ଜଣା ନାହିଁ ।
or
indictts_or_male
7.664
indictts_iitm
neutral
null
null
null
null
audio/or/indictts_or_male_train_odiamale_05368.wav
ମାମୁଁ, ମୋତେ ମୋ ମା’ ପାଖକୁ ନେଇ ଚାଲ ।
or
indictts_or_male
3.182
indictts_iitm
neutral
null
null
null
null
audio/or/indictts_or_male_train_odiamale_05369.wav
ଏଭଳି ସୁବର୍ଣ୍ଣ ସୁଯୋଗକୁ କ’ଣ କିଏ ହାତଛଡ଼ା କରେ, ବିଲୁଆଟି ତା’ର ପୂର୍ବ ଚରିତ୍ର ଦୋହରାଇଲା ।
or
indictts_or_male
6.069
indictts_iitm
neutral
null
null
null
null
audio/or/indictts_or_male_train_odiamale_05370.wav
ସେ ଭାଣିଜୀକୁ ଖପ୍ କିନି ଧରି ପାଟିରେ ପୂରାଇ ନିଜ ଗାତ ଭିତରକୁ ଚାଲିଗଲା ।
or
indictts_or_male
5.452
indictts_iitm
neutral
null
null
null
null
audio/or/indictts_or_male_train_odiamale_05371.wav
ଏପଟେ କୁକୁଡ଼ା ତା’ର ଛୁଆକୁ ନପାଇ ତା’ର ଭାଇମାନଙ୍କୁ ଡାକି ତା’ର ଝିଅ ହଜି ଯାଇଥିବା କଥା କହିଲା ।
or
indictts_or_male
7.148
indictts_iitm
neutral
null
null
null
null
audio/or/indictts_or_male_train_odiamale_05372.wav
ଏହି ଘଟଣାରେ ସମସ୍ତଙ୍କର ବିଲୁଆ ଉପରେ ସନ୍ଦେହ ଜାତ ହେଲା ।
or
indictts_or_male
4.733
indictts_iitm
neutral
null
null
null
null
audio/or/indictts_or_male_train_odiamale_05373.wav
କୁକୁଡ଼ା କେଉଁ ଜାଗାରେ ତା’ର ଛୁଆମାନଙ୍କୁ ଧରି ଚରାବୁଲା କରୁଥିଲା ସେ କଥା ବୁଝି କୁକୁର ତା’ର ଆଘ୍ରାଣ ଶକ୍ତି ବଳରେ ବିଲୁଆ ଗାତ ପାଖରେ ଯାଇ ପହଁଚିଲା ।
or
indictts_or_male
9.585
indictts_iitm
neutral
null
null
null
null
audio/or/indictts_or_male_train_odiamale_05374.wav
କୁକୁର ବିଲୁଆର ଗାତ ପାଖରେ ପହଁଚିଲା ବେଳକୁ ବହୁତ ଡେରି ହୋଇ ଯାଇଥିଲା ।
or
indictts_or_male
4.778
indictts_iitm
neutral
null
null
null
null
audio/or/indictts_or_male_train_odiamale_05375.wav
ସେତେବେଳକୁ ବିଲୁଆ କୁକୁଡ଼ା ଛୁଆକୁ ଖାଇଦେଇ ତା’ ଗୋଡ଼, ପର ଇତ୍ୟାଦି ଗାତ ଭିତରେ ପୋତି ଦେଇ କେଉଁଆଡ଼େ ପଳାଇ ଯାଇଥିଲା ।
or
indictts_or_male
8.889
indictts_iitm
neutral
null
null
null
null
audio/or/indictts_or_male_train_odiamale_05376.wav
ତିନି ଭାଇ ଭଉଣୀ ବସି ବିଚାର କଲେ, ବିଲୁଆ ବହୁତ ଚାଲାକ୍, କେଉଁଠି ନା କେଉଁଠି ବଣବୁଦା ଭିତରେ ସେ ଲୁଚି ରହିଥିବ ।
or
indictts_or_male
8.245
indictts_iitm
neutral
null
null
null
null
audio/or/indictts_or_male_train_odiamale_05377.wav
ଆମେ ଖୋଜିଲେ ତ’ ବିଲୁଆକୁ ପାଇବା ନାହିଁ, ଚାଲ ରାଜା ସିଂହ ପାଖକୁ ଯାଇ ନ୍ୟାୟ ଭିକ୍ଷା କରିବା ।
or
indictts_or_male
6.777
indictts_iitm
neutral
null
null
null
null
audio/or/indictts_or_male_train_odiamale_05378.wav
ଆଗରେ କୁକୁର, ତା’ ପଛକୁ କୁକୁଡ଼ା ଛୁଆ ଓ କୁକୁଡ଼ା, ତା’ ପଛକୁ ବାଛୁରୀ, ସମସ୍ତେ ଯାଇ ରାଜା ସିଂହର ଦରବାରରେ ପହଁଚିଲେ ।
or
indictts_or_male
9.731
indictts_iitm
neutral
null
null
null
null
audio/or/indictts_or_male_train_odiamale_05379.wav
ସିଂହ ରାଜା, ମନ୍ତ୍ରୀ ମାଙ୍କଡ଼ ଠାରୁ ସମ୍ବାଦ ପାଇ ସେମାନଙ୍କୁ ଆସିବାର କାରଣ ପଚାରିଲେ ।
or
indictts_or_male
6.013
indictts_iitm
neutral
null
null
null
null
audio/or/indictts_or_male_train_odiamale_05381.wav
ବିଶ୍ୱାସଘାତକ ବିଲୁଆ ଆମ୍ଭମାନଙ୍କୁ ସ୍ନେହ ଡୋରିରେ ବାନ୍ଧିବାର ଛଳନା କରି ସେଥିମଧ୍ୟରୁ ମୋର ଗୋଟିଏ ଛୁଆକୁ ଖାଇଦେଇଛି ।
or
indictts_or_male
8.428
indictts_iitm
neutral
null
null
null
null
audio/or/indictts_or_male_train_odiamale_05382.wav
ସେହି ବିଲୁଆକୁ ଧରିଆଣି ତାକୁ କଠିନ ଶାସ୍ତି ପ୍ରଦାନ କରିବା ପାଇଁ ମୁଁ ଆପଣଙ୍କୁ ପ୍ରାର୍ଥନା କରୁଛି ।
or
indictts_or_male
6.316
indictts_iitm
neutral
null
null
null
null
audio/or/indictts_or_male_train_odiamale_05383.wav
ସିଂହରାଜା କହିଲା, ପ୍ରଜାମାନଙ୍କୁ ନ୍ୟାୟ ପ୍ରଦାନ କରିବା ରାଜାର ଧର୍ମ ।
or
indictts_or_male
5.07
indictts_iitm
neutral
null
null
null
null
audio/or/indictts_or_male_train_odiamale_05384.wav
ସେଥିପାଇଁ ମୋର ଉଚିତ୍ ପ୍ରମାଣ ଦରକାର, ତୁମେ ସାକ୍ଷୀ ପ୍ରମାଣ ଦେଇପାରିବ ତ’।
or
indictts_or_male
5.227
indictts_iitm
neutral
null
null
null
null
audio/or/indictts_or_male_train_odiamale_05385.wav
କୁକୁଡ଼ା କହିଲା, ମୋ ପାଖରେ ଯଥେଷ୍ଟ ସାକ୍ଷୀ ପ୍ରମାଣ ଅଛି ।
or
indictts_or_male
4.059
indictts_iitm
neutral
null
null
null
null
audio/or/indictts_or_male_train_odiamale_05386.wav
ଏହା କହି ସେ କୁକୁର ଓ ବାଛୁରୀକୁ ସିଂହରାଜାଙ୍କ ସମ୍ମୁଖରେ ହାଜର କରାଇଲା ।
or
indictts_or_male
5.44
indictts_iitm
neutral
null
null
null
null
audio/or/indictts_or_male_train_odiamale_05387.wav
କୁକୁର, ବିଲୁଆ ଗାତରୁ କୁକୁଡ଼ାର ଗୋଡ଼ ଓ ପର ଜବତ କରିଥିବାର ପ୍ରମାଣ ଦେଖାଇଲା ।
or
indictts_or_male
5.631
indictts_iitm
neutral
null
null
null
null
audio/or/indictts_or_male_train_odiamale_05388.wav
ଏଥିରେ ସିଂହରାଜା ସନ୍ତୁଷ୍ଟ ହୋଇ ମହାବଳ ବାଘକୁ ଆଦେଶ ଦେଲେ, ବିଲୁଆ ନାଁରେ ଗିରଫ୍ ପରୱାନା ଜାରୀକରି ତାକୁ ଅବିଳମ୍ବେ ରାଜ ଦରବାରରେ ହାଜର କର ।
or
indictts_or_male
9.642
indictts_iitm
neutral
null
null
null
null
audio/or/indictts_or_male_train_odiamale_05389.wav
ମହାବଳ ବାଘ ଜଙ୍ଗଲର ଅନ୍ୟ ସମସ୍ତ ପଶୁଙ୍କୁ ନିର୍ଦେଶ ଦେଲା, ଯେ ବିଲୁଆକୁ ତୁରନ୍ତ ଧରିଆଣି ରାଜ ଦରବାରରେ ହାଜର କର ।
or
indictts_or_male
8.919
indictts_iitm
neutral
null
null
null
null
audio/or/indictts_or_male_train_odiamale_05390.wav
ବଣର ପ୍ରାଣୀମାନେ ବିଲୁଆକୁ ଖୋଜିବାରେ ଲାଗି ପଡ଼ିଲେ, କିନ୍ତୁ ତା’ର ସନ୍ଧାନ ପାଇଲେ ନାହିଁ ।
or
indictts_or_male
5.541
indictts_iitm
neutral
null
null
null
null
audio/or/indictts_or_male_train_odiamale_05391.wav
ଗୋଟିଏ ମୂଷା ଗାତ ଭିତରେ ପଶିବା ବେଳକୁ ଦେଖିଲା ବିଲୁଆ ସେଠାରେ ଲୁଚିଛି ।
or
indictts_or_male
4.969
indictts_iitm
neutral
null
null
null
null
audio/or/indictts_or_male_train_odiamale_05392.wav
ମୂଷା ତା’କୁ ଧରି ନେଇ ରାଜ ଦରବାରରେ ହାଜର କରାଇଲା ।
or
indictts_or_male
3.812
indictts_iitm
neutral
null
null
null
null
audio/or/indictts_or_male_train_odiamale_05393.wav
ରାଜ ଦରବାରରେ ବିଲୁଆର ବିଚାର ହୋଇ ସମସ୍ତ ସାକ୍ଷୀ ପ୍ରମାଣକୁ ବିଚାରକୁ ନେଇ ସେ ବିଶ୍ୱାସ ଘାତକତା ଦୋଷରେ ଦୋଷି ସାବ୍ୟସ୍ତ ହେଲା ।
or
indictts_or_male
9.046
indictts_iitm
neutral
null
null
null
null
audio/or/indictts_or_male_train_odiamale_05394.wav
ସିଂହରାଜା ବିଲୁଆକୁ ଫାଶୀ ଦଣ୍ଡ ଆଦେଶ ପ୍ରଦାନ କଲେ ।
or
indictts_or_male
4.059
indictts_iitm
neutral
null
null
null
null
audio/or/indictts_or_male_train_odiamale_05395.wav
କୁକୁଡ଼ା ହାତଯୋଡ଼ି କହିଲା, ମଣିମା, ବିଲୁଆକୁ ଫାଶି ଦଣ୍ଡ ଆଦେଶ ଦେଲେ ତ’ ମୋ ଝିଅ ଆଉ ଫେରି ଆସିବନି ।
or
indictts_or_male
7.024
indictts_iitm
neutral
null
null
null
null
audio/or/indictts_or_male_train_odiamale_05396.wav
ବରଂ ସେ କରିଥିବା ଶପଥ ପାଳନ କଲେ ଆମର ଭବିଷ୍ୟତ ସୁରକ୍ଷିତ ରହିବ ।
or
indictts_or_male
5.654
indictts_iitm
neutral
null
null
null
null
audio/or/indictts_or_male_train_odiamale_05397.wav
ରାଜା ସେହି ଶପଥ କ’ଣ ବୋଲି ବିଲୁଆକୁ ପଚାରିଲେ ।
or
indictts_or_male
3.913
indictts_iitm
neutral
null
null
null
null
audio/or/indictts_or_male_train_odiamale_05398.wav
ବିଲୁଆ କହିଲା, ହଜୁର, ରାତ୍ରିର ସନ୍ଧ୍ୟା ପ୍ରହର ଓ ପାହାନ୍ତି ପ୍ରହର ବେଳକୁ ଆମେ ଏକ ସଙ୍ଗେ ହୁକେହୋ ହୁକେହୋ ହୋଇ କାନ୍ଦିବୁ ।
or
indictts_or_male
9.844
indictts_iitm
neutral
null
null
null
null
audio/or/indictts_or_male_train_odiamale_05399.wav
ଏହାଦ୍ୱାରା ରାତ୍ରିରେ ନିଦ୍ରା ଯାଇଥିବା ଜୀବଜନ୍ତୁମାନେ ସତର୍କ ହୋଇଯିବେ ଓ ରାତ୍ରିରେ ହେଉଥିବା ଶତ୍ରୁ ଆକ୍ରମଣରୁ ରକ୍ଷା ପାଇ ପାରିବେ ।
or
indictts_or_male
9.02
indictts_iitm
neutral
null
null
null
null
audio/or/indictts_or_male_train_odiamale_05400.wav
ବଣର ସମସ୍ତ ପଶୁ କୁକୁଡ଼ାକୁ ଧନ୍ୟ ଧନ୍ୟ କହିଲେ ।
or
indictts_or_male
3.913
indictts_iitm
neutral
null
null
null
null
audio/or/indictts_or_male_train_odiamale_05401.wav
ସିଂହରାଜା ଖୁସିହୋଇ କୁକୁଡ଼ା ମୁଣ୍ଡରେ ଗୋଟିଏ ନାଲି ମୁକୁଟ ପିନ୍ଧାଇ ଦେଲେ ।
or
indictts_or_male
5.485
indictts_iitm
neutral
null
null
null
null
audio/or/indictts_or_male_train_odiamale_05402.wav
ସେଇଦିନ ଠାରୁ କୁକୁଡ଼ା ମୁଣ୍ଡରେ ନାଲିଚୁଳ ରହିଲା ।
or
indictts_or_male
4.047
indictts_iitm
neutral
null
null
null
null
audio/or/indictts_or_male_train_odiamale_05403.wav
ବିଲୁଆମାନେ ସେମାନଙ୍କର ଶପଥ ଅନୁଯାୟୀ ସନ୍ଧ୍ୟା ପ୍ରହର ଓ ରାତ୍ରିର ଶେଷ ପାହାନ୍ତି ପ୍ରହର ବେଳକୁ ଏବେ ମଧ୍ୟ ଭୁକିବାରେ ଲାଗନ୍ତି ।
or
indictts_or_male
9.17
indictts_iitm
neutral
null
null
null
null
audio/or/indictts_or_male_train_odiamale_05404.wav
ଗୋଟିଏ ରାଜ୍ୟରେ ଜଣେ ରାଜା ଥିଲେ, ସେ ଥିଲେ ଭାରି ଖିଆଲି ।
or
indictts_or_male
3.868
indictts_iitm
neutral
null
null
null
null
audio/or/indictts_or_male_train_odiamale_05405.wav
ଥରେ ତାଙ୍କ ମୁଣ୍ଡରେ ଗୋଟିଏ ନିଶା ସବାର ହେଲା, ସେ କେମିତି ଏ ବିଶ୍ୱର ସବୁଠାରୁ ଭଲ ରାଜା ହେବେ ।
or
indictts_or_male
6.642
indictts_iitm
neutral
null
null
null
null
audio/or/indictts_or_male_train_odiamale_05406.wav
ତାହା କେମିତି ସମ୍ଭବ ହେବ, ସେ ବାବଦରେ କୌଣସି ଲୋକ ତାଙ୍କୁ ବିଶେଷ କିଛି ସୂତ୍ର ପ୍ରଦାନ କରିପାରିଲେ ନାହିଁ ।
or
indictts_or_male
7.335
indictts_iitm
neutral
null
null
null
null
audio/or/indictts_or_male_train_odiamale_05407.wav
ରାଜା ଯେତେ ନମ୍ର, ଭଦ୍ର ବା ଦୟାଶୀଳ ହେବାକୁ ଚାହିଁଲେ ବି ବେଶୀ ସମୟ ସେଭଳି ରହିପାରିଲେ ନାହିଁ ।
or
indictts_or_male
6.766
indictts_iitm
neutral
null
null
null
null
audio/or/indictts_or_male_train_odiamale_05409.wav
ଏଇ ସମୟରେ ଜଣେ ସନ୍ନ୍ୟାସୀ ତାଙ୍କ ରାଜ୍ୟକୁ ଆସିଲେ ଓ ରାଜା ତାଙ୍କୁ ନିଜର ଅଭିପ୍ରାୟ ଜଣାଇ ଉପାୟ ଜାଣିବାକୁ ଚାହିଁଲେ ।
or
indictts_or_male
8.305
indictts_iitm
neutral
null
null
null
null
audio/or/indictts_or_male_train_odiamale_05410.wav
ସନ୍ନ୍ୟାସୀ କହିଲେ ରାଜା, ଦମ୍ଭ ଧରି ଛିଡ଼ା ହୋଇ ରହିଲେ ତୁମର ଇଚ୍ଛା ପୂରଣ ହେବ ।
or
indictts_or_male
6.047
indictts_iitm
neutral
null
null
null
null
audio/or/indictts_or_male_train_odiamale_05411.wav
ଏହା କହି ସେ ଚାଲିଗଲେ, ରାଜା କିନ୍ତୁ ସନ୍ନ୍ୟାସୀଙ୍କ କଥାର ମର୍ମ ବୁଝିପାରିଲେ ନାହିଁ ।
or
indictts_or_male
5.946
indictts_iitm
neutral
null
null
null
null
audio/or/indictts_or_male_train_odiamale_05412.wav
କିଛିଦିନ ପରେ ରାଜାଙ୍କ ଉପରେ ପଡ଼ିଲା ଏକ ଦାରୁଣ ଦୁଃଖ ।
or
indictts_or_male
4.924
indictts_iitm
neutral
null
null
null
null
audio/or/indictts_or_male_train_odiamale_05413.wav
ଉଦ୍ୟାନରେ ବୁଲୁଥିବା ବେଳେ ରାଜାଙ୍କ ଏକମାତ୍ର ପୁତ୍ର ସର୍ପଦଂଶନରେ ପ୍ରାଣ ହରାଇଲେ ।
or
indictts_or_male
6.238
indictts_iitm
neutral
null
null
null
null
audio/or/indictts_or_male_train_odiamale_05414.wav
ଯୁବରାଜଙ୍କ ଅକାଳ ମୃତ୍ୟୁରେ ରାଜା ପୁରା ଭାଙ୍ଗି ପଡ଼ିଲେ ।
or
indictts_or_male
4.261
indictts_iitm
neutral
null
null
null
null
audio/or/indictts_or_male_train_odiamale_05415.wav
ରାଜା ଏବଂ ରାଣୀଙ୍କୁ ଯେତେ ପ୍ରବୋଧନା ଦିଆଗଲେ ବି ସେମାନଙ୍କ ଆଖିରୁ ଲୁହ ଝରିବା ବନ୍ଦ ହେଲାନାହିଁ ।
or
indictts_or_male
6.946
indictts_iitm
neutral
null
null
null
null
audio/or/indictts_or_male_train_odiamale_05416.wav
ଧୀରେ ଧୀରେ ସମୟ ଅତିକ୍ରାନ୍ତ ହେଲା ।
or
indictts_or_male
3.272
indictts_iitm
neutral
null
null
null
null
audio/or/indictts_or_male_train_odiamale_05417.wav
କୁହାଯାଏ ସମୟ ହେଉଛି ମହୌଷଧି ।
or
indictts_or_male
3.025
indictts_iitm
neutral
null
null
null
null
audio/or/indictts_or_male_train_odiamale_05418.wav
କ୍ରମେ ରାଜା ପ୍ରକୃତିସ୍ଥ ହେଉଥିଲେ, କିନ୍ତୁ ପୂର୍ବର ଖିଆଲି ଭାବ ମରି ଯାଉଥିଲା ।
or
indictts_or_male
6.088
indictts_iitm
neutral
null
null
null
null
audio/or/indictts_or_male_train_odiamale_05419.wav
ଅନ୍ୟର ଆଖିରେ ଲୁହ ଦେଖିଲେ ରାଜାଙ୍କ ପାଟିରୁ ଆପଣା ଛାଏଁ ଆହା ବୋଲି ବାହାରି ଯାଉଥିଲା ।
or
indictts_or_male
6.418
indictts_iitm
neutral
null
null
null
null
audio/or/indictts_or_male_train_odiamale_05420.wav
ଅନ୍ୟର ଦୁଃଖ ଦେଖିଲେ ରାଜାଙ୍କ ହୃଦୟ ବିଳପି ଉଠୁଥିଲା ।
or
indictts_or_male
4.575
indictts_iitm
neutral
null
null
null
null
audio/or/indictts_or_male_train_odiamale_05421.wav
ଧୀରେ ଧୀରେ ରାଜାଙ୍କ ଭିତରେ ଧୈର୍ଯ୍ୟର ଭାବ ଜମାଟ ବାନ୍ଧୁଥିଲା ।
or
indictts_or_male
4.867
indictts_iitm
neutral
null
null
null
null
audio/or/indictts_or_male_train_odiamale_05422.wav
ଯୁବକ ପୁତ୍ରର ଅକସ୍ମାତ୍ ମୃତ୍ୟୁ ପରେ ରାଜାଙ୍କର ଭୋଗ ବିଳାସ ପ୍ରତି ଆସକ୍ତି ବି କମି ଯାଉଥିଲା ।
or
indictts_or_male
6.867
indictts_iitm
neutral
null
null
null
null
audio/or/indictts_or_male_train_odiamale_05423.wav
ଏ ଘଟଣାର ଅନେକ ଦିନ ପରେ ଦିନେ ସନ୍ନ୍ୟାସୀ ପୁଣି ଆସିଲେ, ଏଥର ସେ ପରିବର୍ତ୍ତିତ ରାଜାଙ୍କୁ ଦେଖିଲେ ।
or
indictts_or_male
7.878
indictts_iitm
neutral
null
null
null
null
audio/or/indictts_or_male_train_odiamale_05424.wav
ରାଜାଙ୍କୁ ସେ କହିଲେ, ରାଜନ୍, ତୁମେ ଏବେ ଏ ବିଶ୍ୱର ସବୁଠାରୁ ଭଲ ରାଜା ।
or
indictts_or_male
6.013
indictts_iitm
neutral
null
null
null
null
audio/or/indictts_or_male_train_odiamale_05425.wav
ତୁମ ପୁଅର ମୃତ୍ୟୁ ହେବ ବୋଲି ମୁଁ ଆଗରୁ ଜାଣିପାରିଥିଲି ଏବଂ ସେଥିପାଇଁ ଦମ୍ଭର ସହିତ ଛିଡ଼ା ହେବା କଥା କହିଥିଲି ।
or
indictts_or_male
7.867
indictts_iitm
neutral
null
null
null
null
audio/or/indictts_or_male_train_odiamale_05426.wav
ହୃଦୟର ମଟାଳ ମାଟିକୁ ଦୁଃଖର ଅଶ୍ରୁ ନ ଧୋଇଲେ, ସେଠି ମାନବିକତାର ବୀଜ ଅଙ୍କୁରିବ ନାହିଁ ।
or
indictts_or_male
6.451
indictts_iitm
neutral
null
null
null
null
audio/or/indictts_or_male_train_odiamale_05427.wav
ରାଜା ମଧ୍ୟ ସେଦିନ ସନ୍ନ୍ୟାସୀଙ୍କ କଥାର ମର୍ମ ବୁଝିପାରିଥିଲେ ।
or
indictts_or_male
4.014
indictts_iitm
neutral
null
null
null
null
audio/or/indictts_or_male_train_odiamale_05428.wav
ତଳ ବରାଦ ଗ୍ରାମ ପାଖରେ କଂଟାଣିଆ ପଡ଼ିଆ ଶେଷମୁଣ୍ଡକୁ ରହୁଥିଲା କୋତରୀ ବୁଢ଼ୀଟିଏ, ତା’ର କେହି ଛୁଆ ପିଲା ନଥିଲେ ।
or
indictts_or_male
8.294
indictts_iitm
neutral
null
null
null
null
audio/or/indictts_or_male_train_odiamale_05429.wav
ତା’ ଘର ଚାରି ପାଖରେ ଘଂଚ ଜଙ୍ଗଲ ରହିଥାଏ ।
or
indictts_or_male
3.598
indictts_iitm
neutral
null
null
null
null
audio/or/indictts_or_male_train_odiamale_05430.wav
ସେ ନିଜର ଗୁଜୁରାଣ ମେଂଟାଇବା ପାଇଁ ଛେଳି, କୁକୁଡ଼ା ଓ ଗାଈଟିଏ ପାଳିଥାଏ ।
or
indictts_or_male
5.429
indictts_iitm
neutral
null
null
null
null
audio/or/indictts_or_male_train_odiamale_05431.wav
ବୁଢ଼ୀଟି କୋତରୀ ହେଲେ କ’ଣ ହେବ, କଠିନ ପରିଶ୍ରମ କରୁଥିଲା ।
or
indictts_or_male
4.238
indictts_iitm
neutral
null
null
null
null
audio/or/indictts_or_male_train_odiamale_05432.wav
ଛେଳି, କୁକୁଡ଼ା ଓ ଗାଈ ରହିବା ଲାଗି ତା’ କୁଡ଼ିଆକୁ ଲାଗି ସେ ଦୁଇଟି ଗୁହାଳ ତିଆରି କରି ଦେଇଥିଲା ।
or
indictts_or_male
6.575
indictts_iitm
neutral
null
null
null
null
audio/or/indictts_or_male_train_odiamale_05433.wav
ଗୋଟିଏ ଗୁହାଳରେ ଗାଈ ଓ ଛେଳି ରହୁଥିଲେ ଅନ୍ୟ ଗୁହାଳରେ କୁକୁଡ଼ାମାନେ ରହୁଥିଲେ, କୋତରୀ ବୁଢ଼ୀ, ଗାଈଟିର ନାଁ ଦେଇଥିଲା ଚାନ୍ଦ, ଚାନ୍ଦ ବହୁତ ଦୁଧ ଦିଏ ।
or
indictts_or_male
11.293
indictts_iitm
neutral
null
null
null
null
audio/or/indictts_or_male_train_odiamale_05434.wav
ସକାଳ ହେଲେ କୋତରୀ ବୁଢ଼ୀ ଗାଈ, ଛେଳି ଓ କୁକୁଡ଼ାଙ୍କୁ ଚାଳିଆରୁ ବାହାରକୁ ଛାଡ଼ିଦିଏ ।
or
indictts_or_male
6.373
indictts_iitm
neutral
null
null
null
null
audio/or/indictts_or_male_train_odiamale_05435.wav
ସେମାନେ ବଣରେ ଚରିବୁଲି ପେଟେ ଖାଇ ପୁଣି ସନ୍ଧ୍ୟା ବେଳକୁ ଚାଳିଆକୁ ଫେରି ଆସନ୍ତି ।
or
indictts_or_male
6.328
indictts_iitm
neutral
null
null
null
null
audio/or/indictts_or_male_train_odiamale_05436.wav
ବୁଢ଼ୀ ସେମାନଙ୍କର ବହୁତ ଯତ୍ନନିଏ ।
or
indictts_or_male
2.587
indictts_iitm
neutral
null
null
null
null
audio/or/indictts_or_male_train_odiamale_05437.wav
ତା’ର ଆଉ କିଏ ଅଛି, ସେ ସେଇମାନଙ୍କୁ ପୁଅ ଝିଅ ଭଳି ଲାଳନ ପାଳନ କରେ ।
or
indictts_or_male
5.373
indictts_iitm
neutral
null
null
null
null
audio/or/indictts_or_male_train_odiamale_05438.wav
ବୁଢ଼ୀ ଗାଈ ଦୁଧ ଖାଇ, ଛେଳି ଓ କୁକୁଡ଼ା ଅଣ୍ଡା ବିକି ବହୁତ ଭଲରେ ଚଳୁଥିଲା ।
or
indictts_or_male
5.946
indictts_iitm
neutral
null
null
null
null
audio/or/indictts_or_male_train_odiamale_05439.wav
ବୁଢ଼ୀର ବାଡ଼ି ପଟେ ଗୋଟିଏ ବିରାଟ ବରକୋଳି ଗଛ ଥିଲା ।
or
indictts_or_male
3.969
indictts_iitm
neutral
null
null
null
null
audio/or/indictts_or_male_train_odiamale_05440.wav
ସେହି ଗଛରେ ବହୁତ ସୁଆଦିଆ ଓ ମିଠା ବରକୋଳି ଫଳୁଥିଲା, କୋଳି ପାଚିବା ସମୟ ହୋଇଥାଏ ।
or
indictts_or_male
6.743
indictts_iitm
neutral
null
null
null
null
audio/or/indictts_or_male_train_odiamale_05441.wav
କୋତରୀ ବୁଢ଼ୀ ସେହି ବର କୋଳିରୁ କିଛି ଖାଏ ଓ ବାକିତକ ବିକିଦିଏ ।
or
indictts_or_male
5.013
indictts_iitm
neutral
null
null
null
null
audio/or/indictts_or_male_train_odiamale_05442.wav
ବୁଢ଼ୀ ପ୍ରତିଦିନ ଭଳି ସେଦିନ ସକାଳୁ କୁକୁଡ଼ା ଓ ଛେଳିମାନଙ୍କୁ ବାହାରେ ଚରିବାକୁ ଯିବାପାଇଁ ଗୁହାଳ ଖୋଲି ଦେଲା ।
or
indictts_or_male
7.137
indictts_iitm
neutral
null
null
null
null
audio/or/indictts_or_male_train_odiamale_05443.wav
ସେମାନେ ବାହାରକୁ ଚରିବାକୁ ଯିବାବେଳେ ବୁଢ଼ୀ ଗଣି ଦେଖିଲା କୁକୁଡ଼ାମାନଙ୍କ ମଧ୍ୟରୁ ଗୋଟିଏ କୁକୁଡ଼ା ନାହିଁ ।
or
indictts_or_male
7.608
indictts_iitm
neutral
null
null
null
null
audio/or/indictts_or_male_train_odiamale_05444.wav
ବୁଢ଼ୀ ଗୁହାଳ ଭିତରେ ଖୋଜା ଖୋଜି କରି ଦେଖିଲା ଯେ ଗୁହାଳ ଦୁଆର ତାଟିରେ ଗୋଟିଏ କଣା ହୋଇଛି ।
or
indictts_or_male
6.766
indictts_iitm
neutral
null
null
null
null
audio/or/indictts_or_male_train_odiamale_05445.wav
ବରକୋଳି ଗଛପାଖକୁ ଚାହିଁ ଦେଖିଲା ଯେ ବରକୋଳି ଗଛର କିଛି ପତ୍ର ଓ କୋଳି ତଳେ ପଡ଼ିଛି ।
or
indictts_or_male
7.009
indictts_iitm
neutral
null
null
null
null